ଇସଲାମିକ ପତାକା ବାହାର କରି ଭଗବା ପତାକା ଲଗାଉଥିବା ଭିଡିଓ ନେପାଳର ନୁହେଁ କର୍ଣ୍ଣାଟକର ଅଟେ।

ନେପାଳରେ ସରକାର ବିରୋଧୀ ପ୍ରଦର୍ଶନ ପରେ, ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ଦେଇଥିଲେ, ଯାହା ନେପାଳରେ ରାଜନୈତିକ ସଙ୍କଟକୁ ଆହୁରି ଗମ୍ଭୀର କରିଥିଲା। ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାରକିଙ୍କୁ କ୍ଷମତାରେ ରଖି ଏକ ସରକାର ଗଠନ କରାଯାଇଛି। ଛଅ ମାସ ମଧ୍ୟରେ ନେପାଳରେ ସାଧାରଣ ନିର୍ବାଚନ ଘୋଷଣା କରାଯାଇଛି।  ଏହି ସମୟରେ, ନେପାଳରେ ଜୈନ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରଦର୍ଶନ ସହିତ ଯୋଡ଼ି ଅନେକ ଭ୍ରାମକ ପୋଷ୍ଟ ଏବଂ ଭିଡିଓ ସେୟାର […]

Continue Reading

ସିକ୍କିମର ଏକ ରାଲିର ଭିଡିଓକୁ ନେପାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଲୱା ଦାବି ସହିତ ସେୟାର କରା ଯାଉଛି। 

୪ ସେପ୍ଟେମ୍ବର, ୨୦୨୫ ରେ ନେପାଳ ସରକାର ୨୬ ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ଏହା ଯୁବ ପିଢ଼ିକୁ କ୍ରୋଧିତ କରିଥିଲା। ସେମାନେ କେବଳ ପ୍ରତିବନ୍ଧକ ବିରୋଧରେ ନୁହେଁ ବରଂ ଦୁର୍ନୀତି ଏବଂ ସରକାରୀ ବିଫଳତା ବିରୁଦ୍ଧରେ ମଧ୍ୟ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ। ୮ ସେପ୍ଟେମ୍ବରରୁ ଏହି ଆନ୍ଦୋଳନ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରକୁ ବ୍ୟାପିଥିଲା। କିଛି ସ୍ଥାନରେ ହିଂସା ଦେଖାଦେଇଥିଲା, ସଂସଦରେ ନିଆଁ ଲଗାଯାଇଥିଲା। ପୋଲିସ ଗୁଳିରେ […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ବ୍ୟାନର ମାର୍ଚ୍ଚ ୨୦୨୫ ରେ ନେପାଳରେ ହୋଇଥିବା ରାଜତନ୍ତ୍ର ସମର୍ଥକ ରାଲିରୁ ଆସିଛି।

ସାମାଜିକ ଗଣମାଧ୍ୟମ ଉପରେ ସରକାରଙ୍କ ନିଷେଧ ପରେ ନେପାଳରେ ବ୍ୟାପକ ଅଶାନ୍ତି ଦେଖାଦେଇଛି। ପ୍ରଦର୍ଶନଗୁଡ଼ିକ ଶୀଘ୍ର ହିଂସାତ୍ମକ ହୋଇଗଲା, ସଂଘର୍ଷରେ ଅନେକ ଲୋକ ମୃତ୍ୟୁ ଏବଂ ଆହତ ହେଲେ। ପ୍ରଦର୍ଶନକାରୀମାନେ ସଂସଦ, ସରକାରୀ କାର୍ଯ୍ୟାଳୟ ଏବଂ ନେତାଙ୍କ ବାସଭବନ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି। ପରିସ୍ଥିତି ଖରାପ ହେବା ସହିତ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି, ଏବଂ ଉତ୍ତେଜନା କମ କରିବା ପାଇଁ ନିଷେଧ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ, ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ […]

Continue Reading

କ’ଣ ଏହା ନେପାଲର ଲୋକମାନେ ଉପହାର ନେଇ ଅଯୋଧ୍ୟା ରାମ ମନ୍ଦିର ଆସୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟାରେ ଥିବା ରାମ ମନ୍ଦିର ୨୨ ଜାନୁଆରୀ ୨୦୨୪ ରେ ଉଦ୍ଘାଟିତ ହେବାକୁ ଯାଉଛି। ଉଦ୍ଘାଟନ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଖବର ମୁତାବକ, ରାମ ମନ୍ଦିରର ଉଦଘାଟନ ପୂର୍ବରୁ ୫୦୦ ଲୋକଙ୍କର ଏକ ଶୋଭାଯାତ୍ରା, ପ୍ରଭୁ ରାମଙ୍କ ପାଇଁ ବିବାହ ଉପହାର ରୂପେ ଉଦ୍ଦିଷ୍ଟ ୧୧୦୦ ଟୋକେଇ ସାମଗ୍ରୀ ନେଇ ସୀତାଙ୍କ ଜନ୍ମସ୍ଥାନ ନେପାଳର ଅଯୋଧ୍ୟାରେ ପହଞ୍ଚିବେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]

Continue Reading

କ’ଣ ଭୟଙ୍କର କୁଆ ପଥର ବର୍ଷାର ଏହି ଭିଡିଓ ଓଡିଶାର ଯାଜପୁର ସହର ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିସ୍ଥିତି ଲାଗି ରହିଛି। କିଛି ସ୍ଥାନରେ କୁଆ ପଥର ବର୍ଷା ହେଉଥିବା ଖବର ମଧ୍ୟ ସାମନାଲୁ ଆସିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଆଦିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଚାଷ ଜମି ପରି ସ୍ଥାନରେ ଭୟଙ୍କର କୁଆ ପଥର ବର୍ଷା ହେଉଛି। ଦାବି କରା ଯାଉଛି ଯେ ଏହି ଘଟଣା ରାଜ୍ୟର ଯାଜପୁର ଜିଲ୍ଲାରେ ଘଟିଛି। କିନ୍ତୁ […]

Continue Reading

କ’ଣ ଏହା ନେପାଳରେ ହେଇଥିବା ବିମାନ ଦୁର୍ଘଟଣା ସ୍ଥଳର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ନେପାଳରେ ଏକ ବିମାନ ଦୁର୍ଘଟଣାରେ ୬୮ ଲୋକଙ୍କ ମୃତ୍ୟୁ ହେଇଥିବା ଖବର ସାମନାକୁ ଆସିଛି। ଏହା ଘଟିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଏକ ବିମାନ ଭଙ୍ଗାରୁଜା ଅବସ୍ଥାରେ ରାସ୍ତାରେ ପଡିଛି। ଦାବି କରା ଯାଉଛି ଯେ ଏହା ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାର ଭିଡିଓ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଏହା ନିକଟରେ ନେପାଳରେ ହେଇଥିବା ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ନେପାଳରେ ଏକ ବିମାନ ଦୁର୍ଘଟଣା ହେଇଛି। ସୂଚନା ଅନୁଯାୟୀ ଏହା ନେପାଳର ସବୁଠାରୁ ବଡ ଦୁର୍ଘଟଣା ଅଟେ। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ୬୮ ଲୋକଙ୍କ ମୃତ୍ୟୁ ହେଇଛି ଏବଂ ତାଙ୍କ ମଧ୍ୟରେ ୬ ଟି ଶିଶୁ ଥିଲେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଫୋଟୋ ନିକଟରେ ନେପାଳରେ ହେଇଥିବା ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ।  ଫ୍ୟାକ୍ଟ […]

Continue Reading

ନେପାଲର ଏକ ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ଭୂକମ୍ପ ସମୟରେ ଭାରତ ଆଫଗାନିସ୍ତାନକୁ ସାହାଯ୍ୟତା ପଠାଉଥିବା ଦାବି ସହୁତ ଭାଇରାଲ କରା ଯାଉଛି। 

ନିକଟରେ ଆଫଗାନିସ୍ତାନରେ ୫.୯ ତୀବ୍ରତାର ଭୂକମ୍ପ ହେଇଥିବା ଖବର ସାମନାକୁ ଆସିଛି। ଏହି ଘଟଣାରେ ୧୦୦୦ ରୁ ଅଧିକ ଲୋକେ ନିଜ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୧୪୦୦ ଲୋକେ ଆଘାତ ହୋଇଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଆଫଗାନିସ୍ତାନରେ ଭୂକମ୍ପ ହେଇଥିବାରୁ ଭାରତ ସେଟାକୁ ସାହାଯ୍ୟତା ପଠାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନେପାଲର ଏକ […]

Continue Reading

ନେପାଳରେ ରାହୁଲ ଗାନ୍ଧୀ ଯୋଗ ଦେଇଥିବା ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା, ମଧ୍ୟ ଉପସ୍ଥିତ ଥିଲେ କି?

କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ବାହାଘର ପାଇଁ ନେପାଳ ଯାଇଥିଲେ। ବାହାଘର ମଧ୍ୟରେ ସେ ଏକ ପବ୍ କୁ ଯାଇଥିବାର ଭିଡିଓ ଭାଇରାଲ ହେଲାପରେ ତାଙ୍କୁ ନେଇ ଅନେକ ଖବର ପ୍ରକାଶିତ ହୋଇଛି।  ଏଥିମଧ୍ୟରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଏହି ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କୁ କେହି ଧ୍ୟାନ ଦେଉ ନାହାନ୍ତି।  Somanath Panda ନାମକ ଜଣେ […]

Continue Reading

କ’ଣ ଫୋଟୋରେ ବୃଦ୍ଧା ଅବସ୍ତାରେ ଏହି ବ୍ୟକ୍ତି ୨୦୧ ବର୍ଷୀୟ ତିବତ ସନ୍ତ ଅଟନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦୁଇଟି ପୋଲିସକର୍ମୀ ବୃଦ୍ଧା ଅବସ୍ତାର ଏକ ବ୍ୟକ୍ତିଙ୍କୁ ଧରି ଚିଡ଼ା ହେଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ବ୍ୟକ୍ତି ୨୦୧ ବର୍ଷ ବୟସର ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ବିଶ୍ଵାସ କରା ଯାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ପୋଷ୍ଟର? ୨୭ ନଭେମ୍ବରରେ ଶିବ ଶଙ୍କର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ […]

Continue Reading

ଭିଡିଓରେ କ’ଣ ନେପାଳର ସାଂସଦ ମୋଦୀଙ୍କ ସମାଲୋଚନା କରୁଛନ୍ତି ?

ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଜଣେ ରାଜନେତାଙ୍କ ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ନେପାଳ  ସଂସଦରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜଣେ ନେପାଳ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଛନ୍ତି। ଆମ ଅନୁସନ୍ଦାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 18 ଜୁଲାଇରେ Gurukrushna Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୋଦି ବିଜେପି […]

Continue Reading

କ’ଣ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲି ତାଙ୍କ ପଦବିରୁ ଇସ୍ତଫା ଦେଇଦେଲେ ?

ଭାରତ ଚାଇନା ବଏଂ ଭାରତ ନେପାଳ ସହ ଚାଲୁ ରହିଥିବା ବିବାଦ  ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ବନିଯାଇଛି। ଏହା ଛଡ଼ା ନେପାଳର ପ୍ରଥାନମନ୍ତ୍ରୀଙ୍କ ଉପରେ ମଧ୍ୟ ବିବାଦ ଘେରି ରହିଛି। ଏଥି ମଧ୍ୟରେ  Tridip Kumar nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି ପଦବୀରୁ ଇସ୍ତଫା ଦେଇଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି […]

Continue Reading

ବର୍ଷା ହେଉଥିବା ଭାଇରାଲ ଭିଡ଼ିଓ ଛତିଶଗଡ଼ର ନୁହେଁ ନେପାଲର ଅଟେ।

କିଛି ଦିନ ହେବ ଭାରତରେ ପାଣିପାଗରେ ଅନେକ ପରିବର୍ତ୍ତନ ଆସିଛି। ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି ଏବଂ ଅନେକ ରାଜ୍ୟରେ ଘୂର୍ଣ୍ଣିବଳୟ ସହିତ କୁଆପଥର ମାଡ ହୋଇଥିବାର ଖବର ସାମ୍ନାକୁ ଆସିଛି। କୁଆପଥର ବର୍ଷା ପାଇଁ ଫସଲ ବହୁତ କ୍ଷତି ହୋଇଛି।  ଏହି ସମୟରେ ସୋସିଆଲ ମିଡିଆରେ କୁଆପଥର ମାଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ, ଏହି ଭିଡିଓ ଛତିଶଗଡର ରାଜ୍ୟର ଅଟେ। ଏହା ସହ ଦାବି କରାଯାଇଛି ଯେ, […]

Continue Reading