ଲୋକଙ୍କୁ ମଇଳା ଗୁପ୍ଚୁପ୍ ଖାଇବାକୁ ଦେବାର ଏହି ଭିଡିଓ ଏକ ସ୍କ୍ରିପ୍ଟ ବା ନାଟକ, ଯାହା ମିଥ୍ୟା ଏବଂ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି।

ଜଣେ ଗୁପ୍ଚୁପ୍ ବିକ୍ରେତାଙ୍କ ଏକ ଚକିତ କରିଦେବା ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଗୁପ୍ଚୁପ୍ ବିକ୍ରେତା ଏକ ଅଇଁଠା ଚାମୁଚ ଗ୍ରାହକଙ୍କୁ ଦେବା ପାଣିରେ ଘାନ୍ତୁଛି ଏବଂ କିଛି ସମୟ ପରେ ଗୁପ୍ଚୁପ୍ ପାଣି ହାଣ୍ଡିରେ ନିଜ ହାତ ଧୋଇଥିବା ପାଣି ମିଶ୍ରଣ କରୁଛି।  ଦାବି କରା ଯାଉଛି ଯେ ଭିଡିଓରେ ଥିବା ଗୁପ୍ଚୁପ୍ ବିକ୍ରେତା ଜଣେ ମୁସ୍ଲିମ ଯିଏ ଲୋକଙ୍କୁ ଅପରିଷ୍କାର ଗୁପ୍ଚୁପ୍ ବିକ୍ରି କରୁଛି। ଏହି […]

Continue Reading

କ’ଣ ଜଣେ ପୋଲିସକର୍ମୀ ଗୋଟିଏ ଗୁପ୍ଚୁପ ଦୋକାନ ଭାଙ୍ଗୁଥିବାର ଏହି ଭିଡିଓ ପ୍ରକୃତ ଘଟଣା ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୁପ୍ଚୁପ ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଗୁପ୍ଚୁପ ଦୋକାନରେ ଗୋଟିଏ ମହିଳା ଏବଂ ତାଙ୍କ ଝିଅ ଆସି ପହଞ୍ଚିଛନ୍ତି। ଝିଅଟି ଗୁପ୍ଚୁପ ଖାଉଥିବା ସମୟରେ ଜଣେ ପୋଲିସକର୍ମୀ ମଧ୍ୟ ଆସି ଗୁପ୍ଚୁପ ଖାଇଲେ। ଯେତେବେଳେ ଗୁପ୍ଚୁପ ଦୋକାନୀ ପୋଲିସକର୍ମୀଙ୍କ ଠାରୁ ପଇସା ମାଗିଲା ସେତେବେଳେ ସେ ଗୁପ୍ଚୁପ ଦୋକାନକୁ ଲାଟ ମାରି ଭାଙ୍ଗି ଦେଲେ ଏବଂ ସେଠାରୁ ପଳାଇଲେ।  ଦାବି […]

Continue Reading