ସ୍କୁଲରେ ଭୋଜପୁରୀ ଫିଲ୍ମ ସୁଟିଂ ର ଭିଡିଓକୁ ପାଟନା ହାଇସ୍କୁଲରେ ଗୁଳିକାଣ୍ଡ ଘଟଣା ଦାବି ସହିତ ଭାଇରାଲ ହେଉଛି। 

ଏକ ସ୍କୁଲ କ୍ୟାମ୍ପସରେ ଅନେକ ସଶସ୍ତ୍ର ବ୍ୟକ୍ତି ଦୌଡ଼ୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅନେକ ଗୁଳି ଫୁଟିବାର ଶବ୍ଦ ମଧ୍ୟ ରହିଛି। ଦାବି କରା ଯାଉଛି ଯେ ଏହା ବିହାରର ପାଟନାର ଏକ ସ୍କୁଲରେ ଘଟିଥିବା ଗୁଳିଚାଳନାର ଘଟଣା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ ଭୋଜପୁରୀ ଫିଲ୍ମ ସୁଟିଂର ଭିଡିଓ ଯାହା ପାଟନାର ଗର୍ଦାନୀବାଗ ଉଚ୍ଚବିଧୟାଳୟରେ ସୁଟ୍ ହୋଇଥିଲା।  କ’ଣ ଦାବି […]

Continue Reading

ଅଞ୍ଜନା ଓମ କଶ୍ୟପଙ୍କ ବିରୋଧରେ ପ୍ରତିବାଦର ପୁରୁଣା ଭିଡିଓକୁ ସାମ୍ପ୍ରତିକ ସମୟରେ ଅନ୍ଲାଇନ ଶିକ୍ଷକଙ୍କ ବିରୋଧରେ ତାଙ୍କ ମନ୍ତବ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି। 

ସାମ୍ବାଦିକା ଅଞ୍ଜନା ଓମ୍ କଶ୍ୟପ ୟୁଟ୍ୟୁବ୍‌-ଭିତ୍ତିକ ଶିକ୍ଷକମାନଙ୍କର ଏକ ବର୍ଗଙ୍କୁ ସମାଲୋଚନା କରି ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକ ପ୍ରକୃତ ଜ୍ଞାନ ଏବଂ ଶିକ୍ଷାଦାନ ଅପେକ୍ଷା ମତାମତ ଏବଂ ଧ୍ୟାନ ଆକର୍ଷଣ କରିବାରେ ଅଧିକ ଧ୍ୟାନ ଦିଅନ୍ତି। ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଲୋକମାନେ ୟୁଟ୍ୟୁବ୍‌-ଭିତ୍ତିକ ଶିକ୍ଷକମାନଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ ତାଙ୍କୁ ସମାଲୋଚନା କରିଥିଲେ।  ଏହି ପୃଷ୍ଠଭୂମିରେ, ଅଞ୍ଜନା ଓମ୍ କଶ୍ୟପଙ୍କ ସମ୍ମୁଖରେ […]

Continue Reading