ପ୍ରଧାନମନ୍ତ୍ରୀ ମୋଦୀ ଫଟୋ ଉଠାଇବା ପାଇଁ ଏକନାଥ ସିନ୍ଦେଙ୍କୁ ଆଗରୁ ହଟାଇ ଦେଉଛନ୍ତି କି? ଜାଣନ୍ତୁ ସତ୍ୟ

ନିକଟରେ ମହାରାଷ୍ଟ୍ରର ନାଗପୁରରେ ବନ୍ଧେ ଭାରତ ଏକ୍ସପ୍ରେସ ଉଦ୍ଘାଟନ କରାଯାଇଥିଲା। ଇଣ୍ଟରନେଟରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଆପଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ୍, ନିତିନ ଗଡକରୀ, ରାଓସେହେବ ଦାନଭେ ଏବଂ ଅନ୍ୟ ନେତାମାନଙ୍କୁ ସେମାନଙ୍କ ସହିତ ଦେଖିପାରିବେ । ଭିଡିଓରେ ଆପଣ ଦେଖିପାରିବେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏକନାଥ ସିନ୍ଦେଙ୍କୁ ହାତ ଧରି ଆଗରୁ ହଟାଉଛନ୍ତି। ଭାଣ୍ଡେ ଭାରତ ଏକ୍ସପ୍ରେସକୁ ଫ୍ଲାଗ୍ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଏକ ଫଟୋ ପାଇଁ ପ୍ରଧାନମନ୍ତ୍ରୀ […]

Continue Reading

ସୋସିଆଲ ମିଡିଆରେ ହାଥରସ ଦୁଷ୍କର୍ମ ପିଡ଼ିତାର ଭୁଲ ଫଟୋ ଭାଇରାଲ ହୋଇଛି ।

ଉତ୍ତରପ୍ରଦେଶର ହାଥ୍ରାସର ଜଣେ 19 ବର୍ଷ ଝିଅର ଗଣଦୁଷ୍କର୍ମ  ପରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଥିବା ବେଳେ ସୋସିଆଲ ମିଡିଆରେ ଝିଅର ଫଟୋ ଭାଇରାଲ ହେବାରେ ଲେଗିଛି। ଏହି ପୀଡିତା ଝିଅର ଫଟୋ ଭାବରେ ଏକ ଫଟୋ ସେୟାର କରାଯାଉଛି। ସୋସିଆଲ ମିଡିଆରେ ଫଟୋକୁ ପୋଷ୍ଟ କରି ହାଥ୍ରାସ ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବି କରିଛନ୍ତି। ଏହା ସହ ଫଟୋରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ହୋଇଥିବା ଫଟୋ […]

Continue Reading

କ’ଣ ଫଟୋରେଥିବା ଆଇପିଏସ୍ ଅଫିସର ଭାଇଭଉଣି ଅଟନ୍ତି ?

 7 ସେପ୍ଟେମ୍ବରରେ Ama prativa ନାମକ ଏକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି। ଫୋଟୋରେ ତିନି ଜଣ ପୋଲିସ ଅର୍ଥାତ୍ ଆଇପିଅସ ଅଫିସର ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗୋଟିଏ ପରିବାରର ଦୁଇ ଭାଇ ଏବଂ ଗୋଟିଏ ଭଉଣୀ ହେଉଛନ୍ତି ଆଇପିଏସ୍ ଅଫିସର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  […]

Continue Reading

ଏଡିଟ୍ ଫୋଟୋକୁ ଆମେରିକାର ଟାଇମ୍ସ ସ୍କୋୟାରରେ ଭଗବାନ ରାମଙ୍କ ଫୋଟୋ ଲାଗିଥିବା ଦାବିରେ ଭାଇରାଲ କରାଯାଇଛି।

 ରାମ ମନ୍ଦିର ଭୂମି ପୂଜନ ପାଇଁ ସମଗ୍ର ଦେଶରେ ଉତ୍ସାହର ବାତାବରଣ  ଅଛି। ସୋସିଆଲ ମିଡିଆରେ ଦେଶ ବାହାରୁ ମଧ୍ୟ ଭୁମି ପୂଜନ  ପାଇଁ ଅନେକ ପୋଷ୍ଟ କରାଯାଉଛି। ରାମ ମନ୍ଦର ଭୁମି ପୂଜନର ସିଧା ପ୍ରସାରଣ ଆମେରିକା ଟାଇମ୍ସ ସ୍କୋୟାରରେ ଦେଖା ଯିବା ସହ ଏହି ଉତ୍ସବ ସେଠାରେ ମଧ୍ୟ ଆୟୋଜନ କରାଯିବ। ଏହାର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 1 ଅଗଷ୍ଟରେ Balabhadra Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

ରାମନାଥ ସିଂ ରାଫେଲ ପରିଦର୍ଶରେ ପହଞ୍ଚିଥିବା ଫୋଟୋ 2019ର ଅଟେ।

29 ଜୁଲାଇରେ ଭାରତ ରାଫେଲ ପହଞ୍ଚିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭରତରେ ରାଫେଲ ପହଞ୍ଚିଲା ପରେ ରାଜନାଥ ସିଂ ରାଫଲ ପରିଦର୍ଶନ କରିଥିବାର ଫୋଟୋ ଅଟେ। Subrajeet Dash ନାମକତ ଜଣେ ଫେସବୁକ ୟୁଜର ତାଙ୍କ ଆକାଇଣ୍ଟରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଭାରତରେ ପହଞ୍ଚିଲା ରାଫେଲ ବିମାନ। ରାଫେଲ ବିମାନ ପରିଦର୍ଶନ କଲେ ମାନନୀୟ ପ୍ରତିରକ୍ଷା […]

Continue Reading

ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ସହ ସମ୍ବିତ ପାତ୍ରଙ୍କ ନାଚୁଥିବାର ଏହି ଫୋଟୋ ନକଲି ଅଟେ ।

ବିକାଶ ଦୁବେ ଏନକାଉଣ୍ଟର ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। 12 ଜୁଲାଇରେ Vicky Bikash Datta Kashyap ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ବିକାଶ ଦୁବେ ଏବଂ ସମ୍ବିତ ପାତ୍ରକୁ ନେଇ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସମ୍ବିତ ପାତ୍ର ଦେଶ ଦ୍ରୋହୀ ବିକାଶ ଦୁବେ ସହିତ ବନ୍ଧୁମିଳନ କରୁଥିବାର ଦୃଶ୍ୟ। ପୋଷ୍ଟ କରାଯାଇଥିବା ଫୋଟୋରେ କୌଣସି ଏକ କାର୍ଯ୍ୟକ୍ରମରେ  ବିକାଶ ଦୁବେ ଏବଂ ସମ୍ବିତ […]

Continue Reading

ଇଫତାର ପାର୍ଟୀରେ ଜଣେ ହିନ୍ଦୁ ପୁରୋହିତଙ୍କ ପୁରୁଣା ଫୋଟୋକୁ ବିଭ୍ରାନ୍ତିକର ଦାବିରେ ଭାଇରାଲ କରାଯାଉଛି।

ଏହା ଲକଡାଉନରେ ମୁସ୍ଲିମମାନଙ୍କ ପର୍ବ ରୋଜା ଚାଲିଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏଥି ମଧ୍ୟରେ 23 ମେ ରେ ରାଷ୍ଟ୍ରବାଦୀ ପ୍ରଣୟ ଆର୍ଯ୍ୟ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଜଣେ ସାଧୁଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ସ୍ୱାଧବୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଭୋପାଳ ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଚରିତ୍ର ହୀନ ଦିଗ୍ଗବିଜୟ ସିଂ ପାଇଁ ନିର୍ବାଚନ ପ୍ରଚାର କରୁଥିଲା ଆଜି ଉତ୍ତରପ୍ରଦେଶରେ ମୌଲବୀ […]

Continue Reading

ଗୁଜୁରାଟର ସୁରତରେ ପ୍ରବାଶି ଓଡ଼ିଆ ପ୍ରଦର୍ଶନ କରି ପୋଲିସ ଉପରେ ପଥର ପାକାଉଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ମୁମ୍ବାଇର ପ୍ରଦର୍ଶନର ଅଟେ ।

କୋରୋନା ପାଇଁ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବିଭିନ୍ନ ସକ୍ଷମ ପ୍ରସ୍ତୁତି କରିଛନ୍ତି। ଏଥି ମଧ୍ୟରେ କିଛି ଶ୍ରମିକ ବାହାର ରାଜ୍ୟରେ ଆନ୍ଦୋଳନରେ ବସି ଜାଇଛନ୍ତି। କିଛି ଶ୍ରମିକ ରାଜ୍ୟକୁ ଆସି ଗଲେଣି ତ କିଛି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଗୁଜୁରାଟର ଶିଳ୍ପ ନଗରୀ ସୁରତରୁ ପୁଣିଥରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରି ଜେଲେଣି। 9 ମେ ରେ    Knews ପେଜରେ ଏକ ଫୋଟୋ ସହ […]

Continue Reading

ଗିରିରାଜ ଶୁକ୍ଲାଙ୍କ ଫୋଟୋକୁ ରାମାୟଣର ସୁଗ୍ରୀବ ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କ ନିଧନ କହି ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ  ଦେଶରେ ଲକଡାଉନ ସ୍ଥିତି ବନି ରହିଛି। ଏଥି ମଧ୍ୟରେ ଲୋକ ପୁରୁଣା ଯୁଗକୁ ପୁଣି ଅନୁଭବ କରିବା ପାଇଁ ଡିଡି ନେଶ୍ନାଲରେ ରାମାୟଣର ପ୍ରଶାରଣ ଆରମ୍ଭ ହୋଇ ଯାଇଛି। ଲୋକମାନେ ଘରେ ରହି ରାମାୟଣର ଭରପୁର ଆନନ୍ଦ ନେଉଛନ୍ତି। ରାମାୟଣରେ ରାମ ,ହନୁମାନ, ଲକ୍ଷ୍ମଣ, ସୀତା ସମେତ ସମସ୍ତ କଳାକାରଙ୍କର ପ୍ରଶନସା କରୁଛନ୍ତି। ରାମାନନ୍ଦ ସାଗରଙ୍କ ରଚିତ ରାମାୟଣରେ ସୁଗ୍ରବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କ ଦେହାନ୍ତ ହୋଇଛି। […]

Continue Reading

ଜାଣନ୍ତୁ ଭାଇରାଲ ହେଉଥିବା ଏହି ଫୋଟୋର ସତ୍ୟତା କ’ଣ ।

ଦେଶସାରା CAA ଏବଂ  NRC ବିରୋଦ୍ଧରେ  ଆନ୍ଧୋଳନ ତିବ୍ର ହୋଇ ଚାଲିଛି। ଏହ ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଫୋଟୋ , ଭିଡିଓ ଅଲଗା ଅଲଗା ଦାବି ପୋଷ୍ଟ କରାଯାଉଛି। ସେହିପରି 19 ଡିସେମ୍ବରରେ ଟ୍ୱିଟରରେ ଏକ ପୋଷ୍ଟ ପାଇଲୁ। scar ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ହିନ୍ଦୁ ଧର୍ମକୁ ନେଇ HINDU *****  ଭଳି ଅଶ୍ଲିଳ ଶବ୍ଦର ବ୍ୟବହାର କରିଛନ୍ତି। ଫୋଟୋରେ ଏକ ଯୁବକ ଏକ […]

Continue Reading