3 ବର୍ଷ ପୁରୁଣା ଫୋଟୋକୁ କେରଳରେ ହତ୍ୟା ହୋଇଥିବା ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଥିବା ଦାବିର ଭାଇରାଲ କରାଯାଉଛି।
କେରଳରେ ଏକ ଗର୍ଭବତୀ ହାତୀକୁ ବୋମା ଖୁଆଇ ହତ୍ୟା ହୋଇଥିବା ଘଟଣାର ଖବର ସୋସିଆଲ ମିଡ଼ିଆରେ ଜୋରଦାର ଆଲୋଚନା କରାଯାଉଛି। ଏହାକୁ ନେଇ କିଛି ଲୋକ ଦୁଃଖ କରୁଥିବା ବେଳେ ଅନ୍ୟ କିଛି ଗର୍ଭବତୀ ହାତୀ ସହ ହୋଇଥିବା ଘଟଣାର ଅପରାଧିକୁ ଦଣ୍ଡ ଦେବା ନେଇ ଦାବି କରୁଛନ୍ତି । ଏଥି ମଧ୍ୟରେ ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଥିବାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ମାଟି ଖୋଳି ଏକ ହାତୀର ଅନ୍ତିମ ସଂସ୍କାର କରାଯାଉଥିବାର […]
Continue Reading