ଭାରତକୁ ରାଫେଲ ଆସିବା ପରର ଦୃଶ୍ୟ ଦାବିରେ ଭାଇରାଲ ହେଉଥିବା ଭିଡିଓ 2016 ମସିହାର ଅଟେ ।

ଭାରତକୁ ଆସିଲା ପେର ସୋସିଆଲ ମିଡିଆରେ ଏହାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। 30 ଜୁଲାଇରେ MSnews live ନାମକ ଫେଜପୁକ ପେଜରେ ଭାରତ ରାଫେଲ ଆସିଲା ପରର ଦୃଶ୍ୟ ଦାବିରେ ଏକ ଭିଡିଓ ଭାଇରାଲ ହେଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 6 ହଜାରରୁ ମଧ୍ୟ ଅଧିକ ଲୋକ ଦେଖିବା ସହ ସେୟାର ମଧ୍ୟ କରିଛନ୍ତି।  ଭାଇରାଲ ଭିଡିଓରେ ବିମାନଟି ଆକାଶ ମାର୍ଗରେ ଘୁରି ବୁଲୁଥିବାର ଦେଖା ଯାଉଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି […]

Continue Reading

ରାମନାଥ ସିଂ ରାଫେଲ ପରିଦର୍ଶରେ ପହଞ୍ଚିଥିବା ଫୋଟୋ 2019ର ଅଟେ।

29 ଜୁଲାଇରେ ଭାରତ ରାଫେଲ ପହଞ୍ଚିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭରତରେ ରାଫେଲ ପହଞ୍ଚିଲା ପରେ ରାଜନାଥ ସିଂ ରାଫଲ ପରିଦର୍ଶନ କରିଥିବାର ଫୋଟୋ ଅଟେ। Subrajeet Dash ନାମକତ ଜଣେ ଫେସବୁକ ୟୁଜର ତାଙ୍କ ଆକାଇଣ୍ଟରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଭାରତରେ ପହଞ୍ଚିଲା ରାଫେଲ ବିମାନ। ରାଫେଲ ବିମାନ ପରିଦର୍ଶନ କଲେ ମାନନୀୟ ପ୍ରତିରକ୍ଷା […]

Continue Reading