କ’ଣ ରାମ ମନ୍ଦିର ଶିଳାନ୍ୟାସ୍ ଦିନ କଂଗ୍ରେସ ଦଳ ନେତା ମାନେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ? ଜାଣନ୍ତୁ ସତ୍ୟ।
ରାହୁଲ ଗାନ୍ଧୀଙ୍କ ସହିତ ଅନେକ କଂଗ୍ରେସ ଦଳ ନେତାଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସମସ୍ତ ନେତା ଏବଂ ସାଂସଦ ମାନେ କଳା ପୋଷାକ ପିନ୍ଧିଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟ ୨୦୨୦ ମସିହାର ଅଟେ ଯେତେବେଳେ କଂଗ୍ରେସ ଦଳ ସାଂସଦ ମାନେ ରାମ ମନ୍ଦିରର ଶିଳାନ୍ୟାସର ବିରୋଧରେ କଳା ପୋଷାକ ପିନ୍ଧି ବିରୋଧ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]
Continue Reading