କ’ଣ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବ ପରେ ଲୋକେ ତାଙ୍କ କଳା ଧନ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଆରବିଆଇ ୨୦୦୦ ଟଙ୍କା ନୋଟ୍ ଗୁଡିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଛି। ୨୦୧୬ ମସିହାରେ ୨୦୦୦ ଟଙ୍କାର ନୋଟ୍ ଜନସାଧାରଣଙ୍କ ୟବାହାର ପାଇଁ ସୃଷ୍ଟି କର ଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ପ୍ରତ୍ୟାହାର ସୂଚନା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ୨୦୦୦ ଟଙ୍କା ନୋଟ୍ ବ୍ଯାଙ୍କରେ ବଦଳାଇବା ପାଇଁ ସୂଚିତ କର ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading

କ’ଣ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କାଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ।  ଫ୍ୟାକ୍ଟ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆରବିଆଇ ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ନିଷ୍ପତ୍ତି ନେଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ୬ ଜୁନରେ ଓଡ଼ିଶା ଭାସ୍କର ନିଜ […]

Continue Reading

କ’ଣ ରିଜର୍ଭ ବ୍ୟାଙ୍କ ୧୦୦, ୧୦ ଏବଂ ୫ ଟଙ୍କା ନୋଟ୍ ବ୍ୟବହାର ଉପରେ ରୋକ ଲଗାଇବାର ନିଷ୍ପତ୍ତି ନେଇଛି? ଜାଣନ୍ତୁ ସତ୍ୟ।

ପୋଷ୍ଟ ଦାବି ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍‌ ବନ୍ଦ କରିବାକୁ ଯୋଜନା କରୁଛି। ଆରବିଆଇର ସହାୟକ ମହା ପ୍ରବନ୍ଧକ(ଏଜିଏମ) ବି.ମହେଶ ଏହାର ସୂଚନା ଦେଇଛନ୍ତି। ମେଙ୍ଗାଲୁରୁରେ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଓ ଜିଲ୍ଲାସ୍ତରୀୟ ମୁଦ୍ରା ପ୍ରବନ୍ଧକ କମିଟିର ବୈଠକରେ ଏଜିଏମ କହିଛନ୍ତି ଆରବିଆଇ ମାର୍ଚ୍ଚ-ଏପ୍ରିଲରୁ ଧିରେ ଧିରେ ଏହି ନୋଟ୍‌କୁ ସର୍କୁଲେସନରୁ ହଟାଇବାକୁ ଯୋଜନା କରାଯାଉଛି। Facebook | Archive | Prameya News | Archive ଆମ […]

Continue Reading

କ’ଣ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଏହି ମୁଦ୍ରା ଜନସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବାହାର କରିକି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ୱ୍ହାତ୍ସଏପ୍ ମାଧ୍ୟମରୁ ଆମକୁ କିଛି ମୁଦ୍ରା ଏବଂ ଟଙ୍କା ଫୋଟୋର ଫେକ୍ଟ ଚେକ କରିବା ପାଇଁ ଅନୁରୋଧ ଆସିଲା। ଏହି ମୁଦ୍ରାର ସଂଖ୍ୟା ୬୦ ଟଙ୍କା ରୁ ନେଇ ୧୦୦୦ ଟଙ୍କା ତକ ଥିବା ଦେଖିବା କୁ ପାଇଲୁ। ଏହା ପରି ଆମକୁ କିଛି ସବୁଜ ରଙ୍ଗ ନୋଟ୍ ମଧ୍ୟ ଦେଖିବା କୁ ମିଳିଲା ଯାହାର ସଂଖ୍ୟା ୨ ଟଙ୍କା ରୁ ନେଇ ୩୫୦ ଟଙ୍କା ପର୍ଯ୍ୟନ୍ତ ଅଛି।  Archive ତଳେ ଆମେ […]

Continue Reading

କ’ଣ RBI ବଜାରକୁ ଛାଡ଼ିଲେ 1000 ଟଙ୍କିଆ ନୋଟ? ଜାଣନ୍ତୁ ସତ।

16 ଅକ୍ଟୋବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟ୍ୟୁଜର ନିଜ ଫେସବୁକ ଆକାଉଣ୍ଟରେ RBI ନୂଆ 1000 ଟଙ୍କିଆ ନୋଟ ବାହାର କରିଥିବା ଦାବି କରିଛନ୍ତି।  ପୋଷ୍ଟ କରାଯାଇଥିବା ନୋଟରେ ମହତ୍ମା ଗାନ୍ଧିଙ୍କର ଫୋଟୋ ଅଛି ଏବଂ ସେଥିରେ 1000 ଟଙ୍କା ମଧ୍ୟ  ଲେଖାଯାଇଛି। 1000 ଟଙ୍କିଆ ନୋଟଟି ପୁରା ବାସ୍ତବ ଭଳି ଦେଖା ଯାଉଛି। 2016 ରେ ପୁରୁଣା 1000 ଏବଂ 500 ଟଙ୍କାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଧ କରିଦେଇଥିଲେ । […]

Continue Reading