କ’ଣ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କରା ଯାଇଥିବା ଅପିଲକୁ ସୁପ୍ରୀମ କୋର୍ଟ ଖାରଜ କରିଛି? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିଦ୍ରୋହ ଚାଲିଛି। ସେହି ସମୟରେ ଅନେକ ଲୋକ ଏହି ଆଇନକୁ ସ୍ଵୀକାର ମଧ୍ୟ କରିଛନ୍ତି। ଏହି ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଇଅଛି। କିଛି ଦିନ ପୂର୍ବରୁ ଏହି ଆଇନ କୁ ନେଇ ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେଇଛି।  ୧୮ ଡିସେମ୍ବରରେ ଫେସବୁକର ବିଜେପି ନାମୋ ଓଡିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା […]

Continue Reading