2020ର ଭିଡିଓକୁ ଋଷି ସୁନକ ତାଙ୍କ ନୂତନ କାର୍ଯାଳୟରେ ହିନ୍ଦୁ ରିତୀନିତୀ କରିବା ଦାବିରେ ଭାଇରାଲ କରାଯାଉଛି।
ଋଷି ସୁନାକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲା ପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଖବର ପସେୟାର କରପାଯାଉଛି। କେତେକ ଉପଭୋକ୍ତା ତାଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଅଭିନନ୍ଦନ ଜଣାଇଥିବା ବେଳେ ଅନ୍ୟମାନେ ଋଷି ସୁନାକଙ୍କ ନିକଟରେ ଥିବା ଅନେକ ସମ୍ପର୍କିତ ଭିଡିଓ ଏବଂ ଚିତ୍ର ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଋଷି ସୁନାକ ଦିପ ଜାଳିଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ବ୍ରିଟେନର […]
Continue Reading