କ’ଣ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଶାହରୁଖ ଖାନ ଛେପ ପକାଇଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଦେଶ ପାଇଁ ଏକ ଦୁଖଦ ଖବର ସାମନାକୁ ଆସିଛି। ସୁର କୋକିଲା ଏବଂ ଦେଶର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଛି। ଗତ ମାସ କରୋନା ଆକ୍ରାନ୍ତ ହୋଇଥିବାରୁ ଲତା ମଙ୍ଗେଶକରଙ୍କୁ ମୁମ୍ବଇର ବ୍ରିଚ୍ କେଣ୍ଡି ହସ୍ପିଟାଲରେ ଦାଖଲ କରା ଯାଇଥିଲା। ଟାଙ୍କିଉ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସିନେମା ଜଗତ, ନେତା ଏବଂ ଅନ୍ୟାନ୍ୟ ସେଲିବ୍ରେଟି ମାନେ ନିଜ ଯୋଗଦାନ ଦେଇ ଥିଲେ। ସେମାନଙ୍କ ମଧ୍ୟରୁ ଶାହରୁଖ ଖାନ ମଧ୍ୟ ଥିଲେ।  ବର୍ତ୍ତମାନ ସୋସିଆଲ […]

Continue Reading

କ’ଣ ଭାଇରାଲ ଫୋଟୋରେ ଶାହରୁଖ ଖାନ ପ୍ରକୃତରେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଶାହରୁଖ ଖାନ ଏମଆଇଏମ ନେତା ଓୱେଶୀଙ୍କୁ ସମର୍ଥନ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? କୈଳାଶ ଗୁପ୍ତା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଶାହରୁଖ ଖାନଙ୍କ ଏକ ଫୋଟୋ ପୋଷ୍ଟ […]

Continue Reading

କ’ଣ ଜନସତ୍ତା ସମ୍ବାଦ ଶାହରୁଖ ଖାନଙ୍କର ମୁସଲିମ ମାନଙ୍କର ସମର୍ଥନରେ ଦେଇଥିବା ମନ୍ତବ୍ୟ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜନସତ୍ତା ସାବାଡର ଏକ ସ୍କ୍ରିନଶଟ୍ ଭାଇରାଲ ହେଉଛି। ଏହି ଭାଇରାଲ ସ୍କ୍ରିନଶଟ୍ ରେ ଶାହରୁଖ ଖାନଙ୍କର ଦ୍ଵାରା ମୁସଲିମ ମାନଙ୍କର ପାଇଁ ଦେଇଥିବା ଏକ ମନ୍ତବ୍ୟ ପ୍ରକାଶିତ ହେଇଛି। ଭାଇରାଲ ଫୋଟୋର ଶୀର୍ଷକରେ ଲେଖା ଯାଇଛି ଯେ ଶାହରୁଖ ଖାନ କହିଛନ୍ତି, “ଜଣେ ମୁସଲମାନ ହି ଅନ୍ୟ ମୁସଲମାନକୁ ବଢିବାରେ ସାହାଯ୍ୟତା କରି ପାରିବ। ଆଜି ଯଦି ମୁଁ ସୁପରଷ୍ଟାର ଅଛି ତେବେ ବିଶେଷ ଧନ୍ୟବାଦ ମୋର ସେହି ମୁସଲମାନ ଭାଇ ମାନଙ୍କୁ […]

Continue Reading

କ’ଣ ଶାହାରୁଖ ଖାନ ପାକିସ୍ତାନକୁ 45 କୋଟି ଟଙ୍କା ସହାୟତା କରିଥିଲେ? କ’ଣ ଶାହାରୁଖ ଖାନ ଭାରତରେ ବିପଦ ସମୟରେ କେବେ ସହାୟତା ରାଶି ପ୍ରଦାନ କରି ନାହାନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ସହ ଲଢ଼ିବା ପାଇଁ ବଡ଼ ବଡ଼ ସେଲିବ୍ରିଟି, ନେତା ଅଭିନେତା ମାନେ ପ୍ରଧାନମନ୍ତ୍ରୀ କୋରୋନା ସହାୟାତା ଫଣ୍ଡକୁ ସହାୟତା ରାଷି ପ୍ରଦାନ କରୁଛନ୍ତି। ଅକ୍ଷୟ କୁମାର 25 କୋଟି, ଟାଟା କମ୍ପାନି 500 କୋଟି ଏବଂ ଅନ୍ୟାନ୍ୟ ଜଣାଶୁଣା ଲୋକମାନେ  କୋରୋନା ସହାୟତା ଫଣ୍ଡରେ ସହାୟତା ରାଷି ପ୍ରଦାନ କରିଛନ୍ତି। ଦେଶ କୌଣସି ମହାମାରୀ ଅଥବା କୌଣସି ବିପଦରେ ଥିଲେ ନେତା ଏବଂ ଅଭିନେତା ମାନେ ନିଜ ମନ ଇଚ୍ଛାରେ ସହାୟତା ରାଶି ପ୍ରଦାନ […]

Continue Reading