କ’ଣ ଅଜୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଖୁସିରେ ସାରା ବିଶ୍ଵରେ ଉତ୍ସବ ପାଳନ କରା ଯାଉଅଛି? ଜାଣନ୍ତୁ ସତ୍ୟ।

୨ ଅଗଷ୍ଟ ୨୦୨୦ ରେ ଜଣେ ଫେସବୁକ ୟୁଜର ବିଜେପି ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ସାରା ବିଶ୍ଵରେ ଏବେ ରାମ ମନ୍ଦିର ର ଉତ୍ସବ ପାଳନ କରା ଯାଉଅଛି। ଏହି ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ ଭାରତ ବର୍ତମାନ ବିଶ୍ଵ ଗୁରୁ ହେବା ପାଇଁ ଯାଉଅଛି। ଏହି ଭିଡିଓରେ ଭାରତୀ ପୋଷାକ ପିନ୍ଧି କିଛି ଯୁବକ ଏବଂ ଯୁବତୀ ବିଦେଶରେ ରାସ୍ତାରେ ଢୋଲ ବଜାଇ ଚାଲି-ଚାଲି […]

Continue Reading

କ’ଣ ଫୋଟୋରେ ଥିବା ଡାକ୍ତର ଦମ୍ପତି କୋରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରି ନିଜ ଜୀବନ ହରାଇଲେ? ଜାଣନ୍ତୁ ସତ।

କୋରୋନାର ଭୟ ସଂସାର ସାରା ବ୍ୟାପୀ ସାରିଲାଣି। ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ବର୍ତମାନ ସୁଧା ଏହି ରୋଗର କୌଣସି ଔଷଧ ବା ଟୀକା ଣ ବାହାରି ଥିବାରୁ ଏହି ରୋଗରୁ ଉଦ୍ଧାର ମିଳୁ ନାହିଁ। ନିଜ କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ନିଜ ଦେଶବାସୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ପଦକ୍ଷେପ ନେଇଛନ୍ତି। ସେହି ସମୟରେ ଡାକ୍ତର ମାନେ ଏବଂ ହସ୍ପିଟାଲର ଅନ୍ୟ […]

Continue Reading