ଗୋଟିଏ ନାଟକ ପ୍ରଦର୍ଶନ ଭିଡିଓକୁ ବାଂଲାଦେଶରେ ହିନ୍ଦୁ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପଳାୟନ ପରେ ବାଂଲାଦେଶରେ ହିଂସା ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କ ହାତ, ଗୋଡ଼ ଏବଂ ପାଟି ବନ୍ଧା ଯାଇଛି। ଦାବି କରା ଯାଉଛି ଯେ ବାଂଲାଦେଶରେ ହିଂସା ସମୟରେ ହିନ୍ଦୁ ମହିଳାଙ୍କ ଉପରେ ନିର୍ଯାତନା କରା ଯାଉଛି। କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର […]
Continue Reading