କ’ଣ ରାସ୍ତା ରେ ଚାଲୁ ଥିବା ବାଘର ଭିଡିଓ ସମ୍ବଲପୁର – ବୁର୍ଲା ରାଜପଥ ଘଟଣା? ଜାଣନ୍ତୁ ସତ୍ୟ।

୧୭ ଜୁଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରେ ଆମକୁ ଗୋଟିଏ ଭିଡିଓର ଅନୁସନ୍ଧାନ କରିବା ପାଇଁ ନିବେଦନ କରା ଯାଇଅଛି। ଏହି ଭିଡିଓରେ ଗୋଟିଏ ବାଘ ରାସ୍ତାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଆରାମ ସେ ଚାଲି ଚାଲି ଯାଉଥିବା ଦେଖିବା କୁ ମିଳିଛି। ରାତ୍ରିର ଏହି ସମୟରେ କିଛି ଲୋକ ଏହି ବାଘର ଭିଡିଓ ଉଠେଇଛନ୍ତି। ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବା କୁ ମିଳିଛି।  Archive ଏହି […]

Continue Reading

2016ର ପୁରୁଣା ଫୋଟୋକୁ ପଶ୍ଚିମବଙ୍ଗ ଅମ୍ପାନ୍ ବାତ୍ୟାରେ ବାଘର ମୃତ୍ୟୁ ହେବା ଦାବିରେ ଭାଇରାଲ କରାଯାଉଛି।

ଅମ୍ପାନ୍ ବାତ୍ୟାରେ ଓଡ଼ିଶା ସହ ପଶ୍ଟିମବଙ୍ଗରେ ମଧ୍ୟ ଅଧିକ ମାତ୍ରାରେ କ୍ଷୟ କ୍ଷତି କରିଛି। ଏହି କ୍ଷୟ କ୍ଷତିର ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 22 ମେ ରେ Bindas odia ନାମକ ଏକ ଫେସବୁକ ପେଜରେ ପଶ୍ଟିମବଙ୍ଗରେ ଅମ୍ପାନ କାରଣରୁ ବାଘମାନଙ୍କ ମୃତ୍ୟୁ ହୋଇଥବାର ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବାତ୍ୟା ଅମ୍ପାନ ରେ ପଶ୍ଟିମ ବଙ୍ଗ ଜଙ୍ଗଲରେ ଏଣେତେଣେ ବାଘ ମରି ପଡ଼ି ରହିଛନ୍ତି। ଆମ […]

Continue Reading

କ’ଣ ଏହି ଆଶ୍ଚର୍ଯ୍ୟ କରି ଦେଉଥିବା ଭିଡିଓଟି ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର? କ’ଣ ବାଘର ଶିକାର ହୋଈଥିଲେ ଗୋଟିଏ ଲୋକ? କେଉଁ ନ୍ଯାଶନ୍ଯାଲ ପାର୍କରେ ଘଟିଛି ଏହି ଘଟଣା। ଜାଣନ୍ତୁ ସତ କାହାଣୀ।

ସୋସିଆଲ ମିଡିୟା ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ ରେ ଏହା ଦାବି କରାଯାଇଛି ଯେ ଏହି ଭିଡିଓ ଟି ଓଡିଶାର ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଦାରିଙ୍ଗବାଡ଼ି ଜିଲ୍ଲା ଅଞ୍ଚଳରେ ଘଟିଛି। ଏହି ଭିଡିଓ ରେ ଏହା ଦେଖା ଯାଇଛି ଯେ କିଛି ବାଘମାନେ ମିଶି ଗୋଟିଏ ମଣିଷର ଶିକାର କରୁଅଛନ୍ତି। ଏହି ଭିଡିଓ ର  ଫ୍ୟାକ୍ଟ ଚେକ୍‌ କରିଲା ପରେ ଆମେ ଏହା ଜାଣିପାରିଲୁ ଯେ ଏହି ଭିଡିଓ ଟି January ଜାନୁଆରୀ […]

Continue Reading