ଭକ୍ତମାନେ କ’ଣ ଭଗବାନଙ୍କ କୋରୋନା ଚିକିତ୍ସା କରୁଛନ୍ତି ? ଜାଣନ୍ତୁ ସତ୍ୟ ।

14 ଅଗଷ୍ଟରେ Pinku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଭଗବାନ ଖଟରେ ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭକ୍ତମାନେ ଭଗବାନଙ୍କୁ କୋରୋନା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏକି ପାଲା ଚାଲିଛି, ଭକ୍ତେ ଭଗବାନ ଙ୍କୁ Covid hospital ରେ ଭର୍ତ୍ତି କରିଦେଲେଣି, ମଣିଷଙ୍କ ପାଇଁ ଯେଉଁ ଚିକିତ୍ସା. ଭଗବାନଙ୍କ ପାଇଁ ସେହି ଚିକିତ୍ସା ତ। […]

Continue Reading

କ’ଣ ରୂପୀ ମରା ଟୀକା ଦ୍ଵାରା କୋରୋନା ଭାଇରସ କୁ ଖତମ କରିବା ସମ୍ଭବ? ଜାଣନ୍ତୁ ସତ୍ୟ।

ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି। ତେବେ କରୋନାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ନାନା କଥା ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ବର୍ତମାନ ସୋସିଆଲ ମିଡିଆରେ କୋରୋନା ପାଇଁ ଅନେକ ଟୀକା […]

Continue Reading