ପୁରୁଣା ଫଟୋକୁ ତୁର୍କୀରେ ହୋଇଥିବା ଭୁକମ୍ପର ଦାବିରେ ଭାଇରାଲ କରାଯାଉଛି।

ତୁର୍କୀରେ ଗତ କିଛି ଦିନ ତଳେ ଭୂମିକମ୍ପ ହେବାର ଖବର ସାମ୍ନାକୁ ଆସିଥିଲା। ଏହା ସହ କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ଫଟୋ ମଧ୍ୟରୁ କିଛି ପୁରୁଣା ଫଟୋକୁ ବର୍ତ୍ତମାନର ତୁର୍କୀ ଭୂମିକମ୍ପର କହି ଭାଇରାଲ କରାଯାଉଥିବାର ପାଇଲୁ।  30 ଅକ୍ଟୋବରରେ Milan Pradhan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭୂମିକମ୍ପର କିଛି ପୋଷ୍ଟ କରିଥିଲେ। ଏବଂ ପୋଷ୍ଟରେ ଦାବି କରିଛନ୍ତି […]

Continue Reading

କ’ଣ ଫ୍ରାନ୍ସରେ ପୋଲିସ ପାଣି ତୋପ ବ୍ୟବହାର କରି ମୁସଲମାନ ଲୋକଙ୍କୁ ରାସ୍ତାରୁ ହଟାଉଛନ୍ତି? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ଜଣେ ଶିକ୍ଷକଙ୍କ ହତ୍ୟା ହେବା ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତାରେ ପ୍ରାର୍ଥନା କରୁଥିବା ସମୟରେ ପୋଲିସ ଆସି ତାଙ୍କ ଉପରେ ପାଳି ତୋପରେ ପ୍ରହାର କରିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି  ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୯ ଅକ୍ଟୋବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହଣ୍ଡେଲରେ […]

Continue Reading