କ’ଣ ଚାଷୀ ମାନଙ୍କର ଉପରେ ପାଣି ତୋପ ବ୍ୟବହାର କରୁଥିବା ଏହି ଭିଡିଓ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ସେପ୍ଟେମ୍ବର ୨୦୨୦ ରେ କୃଷି ସମ୍ବନ୍ଧୀୟ ତିନୋଟି ବିଲ୍ ଲୋକସଭା ଏବଂ ରାଜ୍ୟରଭାରେ ପାରିତ ହୋଇଥିଲା। ଏହି ବିଲ୍ ଗୁଡ଼ିକ ହେଲା “କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ଅଧିନିୟମ ୨୦୨୦, କୃଷି ଚୁକ୍ତିନାମା ମୂଲ୍ୟ ନିର୍ଧାରଣ ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ ୨୦୨୦।” ସେପ୍ଟେମ୍ବର ୨୮ ରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନୋଟି ବିଲ୍ କୁ ମଞ୍ଜୁରୀ ଦେଇ ଏହାକୁ ଆଇନ ଘୋଷଣା କରିଥିଲେ। ସେବେଠାରୁ କୃଷକ ମାନେ ଏହାକୁ କୃଷକ ବିରୋଧୀ କହି […]

Continue Reading