କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ଦୁଗ୍ଧ ଅପମିଶ୍ରଣ ନେଇ ଚେତାବନୀ ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଗ୍ଧ ଅପମିଶ୍ରଣ ନେଇ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ଭାରତକୁ ଦୁଗ୍ଧ ଅପମିଶ୍ରଣ ନେଇ ଚେତାବନୀ ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦୁଗ୍ଧ ଅପମିଶ୍ରଣ ନେଇ ଭାରତ ସରକାରକୁ କୌଣସି ଚେତାବନୀ ଦେଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭାଇରାଲ ପୋଷ୍ଟରେ କୁହା ଯାଇଛି ଯେ, “ଦୁଗ୍ଧ […]

Continue Reading

କ’ଣ ପୋଷ୍ଟ ହେଇଥିବା ଲିଙ୍କ୍ ରେ କ୍ଲିକ୍ କରି କରୋନା ଭାଇରସ ପାଇଁ ୫୦ ହଜାର ଟଙ୍କାର ସବସିଡିର ସୁବିଧା ପାଇ ହେବ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମେସେଜ୍ ରେ ଦିଆ ଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଲୋକେ କରୋନା ଭାଇରସ ପାଇଁ ୫୦ ହଜାର ଟଙ୍କାର ସବସିଡିର ଲାଭ ଉଠାଇ ପାରିବେ। ଏହି ପରି ଅନେକ ମେସେଜ୍ ଆମେ ଗତ କିଛି ମାସ ହେବ ଭାଇରାଲ ହେଉଥିବା ଦେଖିବାକୁ ପାଇଛୁ ଏବଂ ଏହି ପରି ଲିଙ୍କ୍ କୁ ଆମେ ବିଭ୍ରାଟକାରୀ ଏବଂ ବିପଦଜ୍ଜନକ ବୋଲି ପାଇଛୁ।  […]

Continue Reading

ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ପାଇଁ ଉପଚାର କାଢ଼ିଥିବା ଖବର ମିଥ୍ୟା ଅଟେ।

ସୋସିଆଲ ମିଡିଆରେ କୋରୋନା ଉପଚାରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର ରାମ କୋଭିଡ-19 ଚିକିତ୍ସା ବା ମୁକାବିଲା ପାଇଁ ଏକ ଘରୋଇ ଉପଚାର ଯାହା ଆବିଷ୍କାର କରିଛନ୍ତି। ଏହାକୁ WHO ମଧ୍ୟ ଅନୁମୋଦନ ଦେଇଛି। ସେ ପ୍ରମାଣ କରିଛନ୍ତି ଯେ, ଗୋଟିଏ ଚାମଚ ହଳଦୀ ପାଉଡର, ଦୁଇ ଚାମଚ ମହୁ ଲଗାତାର 5 ଦିନ […]

Continue Reading

କ’ଣ ବାବା ରାମଦେବଙ୍କ ପତାଞ୍ଜଳି ଦ୍ଵାରା ନିର୍ମିତ କୋରୋନିଳକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଦେଇଛି? ଜାଣନ୍ତୁ ସତ୍ୟ।

୧୯ ଫେବ୍ରୁଆରିରେ ଈଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପତାଞ୍ଜଳିର କୋରୋନିଳକୁ କୋରୋନା ଭାଇରସର ଚିକିତ୍ସା ଭାବରେ ଅନୁମୋଦନ କରିଥିବା ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ପତାଞ୍ଜଳିର କୋରୋନିଲକୁ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ୧୫୪ ଦେଶରେ ବିକିବା ପାଇଁ ଅନୁମୋଦନ ଦେଇଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସର୍ଚ କରି ବାହାର […]

Continue Reading

କ’ଣ କୋରୋନା ଭାଇରସକୁ ରୋକିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତାଲାବନ୍ଦ ପ୍ରକ୍ରିୟା ବାହାର କରିଛି? ଜାଣନ୍ତୁ ସତ୍ୟ।

ବର୍ତମାନ ସୁଧା ପାଖାପାଖି ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଏବଂ ୪୩ ଲକ୍ଷ ଲୋକେ କୋରୋନା ଆକ୍ରାନ୍ତ ହେଇ ସାରିଛନ୍ତି। ଏହି ରୋଗ କୁ ବ୍ୟାପୀବାରୁ ଅଟକାଇବା ପାଇଁ ଅନ୍ୟ ଅନ୍ୟ ଦେଶ ସହିତ ଭାରତ ମଧ୍ୟ ତାଲାବଞ୍ଜ୍ଦ ସ୍ଥିତିରେ ଅଛି। ୧୭ ମେ ରେ ସମାପ୍ତ ହେବାର ଥିଲା ତାଲାବନ୍ଦ। କିନ୍ତୁ ବର୍ତମାନ ଏହା କୁ ଘୁଞ୍ଚେଇ ୩୧ ମେ କରା ଯାଇଅଛି। ଏହି ସମୟରେ ଲକ୍ ଡାଉନ ପ୍ରକ୍ରିୟାକୁ ନେଇ ଅନେକ ଲୋକ ଅନେକ […]

Continue Reading

WHO କରୋନା ଭାଇରସରୁ ବଞ୍ଚିବା ପାଇଁ ହୋଲି ରଙ୍ଗ ବ୍ୟବହାର ନ କରିବା ପାଇଁ କୌଣସି ବିଜ୍ଞପ୍ତି ଜାରି କରି ନାହିଁ।

କରୋନା ଭାଇରସ କୁ ନେଇ ବିଶ୍ୱରେ ଆତଙ୍କ ଭରି ରହିଛି। ଏଥି ମଧ୍ୟରେ ଭାରତର ସବୁ ପର୍ବରେ  ଚାଇନାରୁ ଜିନିଷ ଆସି ଥାଏ। ମାର୍ଚ ମାସରେ ହୋଲି ପର୍ବ ବଡ଼ ଧୁମଧାମରେ ମନା ଯିବାର ଆୟୋଜନ ପୁରା ଦେଶରେ ଚେଲିଛି। ବଜାରକୁ ଭଳିକି ଭଳି ରଙ୍ଗ ଆସି ଗଲାନି। ପ୍ରାୟ ରଙ୍ଗ ଏବଂ ପିଚକାରି ଚାଇନାରୁ ଆସିଥାଏ। ତେବେ ଚାଇନାରେ କରୋନା ଭାଇରସ ଆତଙ୍କ ପରଠାରୁ ଲୋକଙ୍କ ମନରେ ମଧ୍ୟ  ଆତଙ୍କ ଭରି ରହିଛି। ଏଥି ମଧ୍ୟରେ […]

Continue Reading