କ’ଣ ଆଙ୍ଗନବାଡ଼ି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶା ପୋଲିସ ନିର୍ମମ ଭାବରେ ମାରୁଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପୋଲିସର ନିଷ୍ଠୁରତା ଦର୍ଶାଉଥିବା ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ମହିଳା ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସେଠାରେ ବନ୍ଦୋବସ୍ତରେ ଥିବା ପୋଲିସ ସେମାନଙ୍କୁ ନିର୍ମମ ଭାବରେ ବାଡ଼ିରେ ମାରୁଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଅଟେ ଆଉ ନବୀନ ସରକାର ଏପରି ମାଁ ମାନଙ୍କୁ ସମ୍ମାନ ଦେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

2004 ମସିହାରେ ଆସାମ ରାଇଫଲ୍ସ ବିରୋଧରେ ମହିଳାଙ୍କ ଦ୍ୱାରା ହୋଇଥିବା ପ୍ରତିବାଦର ଫଟୋ ମଣିପୁର ହିଂସା ଦାବିରେ ସେୟାର କରାଯାଇଛି।

ଇଣ୍ଟରନେଟରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଅନେକ ମହିଳା ଉଲଗ୍ନ ଅବସ୍ଥାରେ ଠିଆ ହୋଇଥିବାର ଦେଖା ଯାଉଛନ୍ତି । ଫଟୋ ସହିତ ଦାବି କରାଯଉଛି ଯେ ମଣିପୁରର କୁକି ସମ୍ପ୍ରଦାୟର ମହିଳାମାନେ ଉଲଗ୍ନ ମହିଳାଙ୍କ ପରେଡ ଘଟଣାକୁ ବିରୋଧ କରୁଛନ୍ତି।  ମଣିପୁର ହିଂସା ମଧ୍ୟରେ ସେଠାରୁ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ପୁଅ ଆଦିବାସୀ କୁକି ସମ୍ପ୍ରଦାୟର ଜଣେ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ନେଇଥିଲେ। ଏଥିରେ ପୋଲିସ ବର୍ତ୍ତମାନ 6 […]

Continue Reading

ଏହା ବାଂଲାଦେଶର ହିନ୍ଦୁମାନଙ୍କ ଫୋଟ ନୁହେଁ ଯେଉଁମାନେ ସାଢି ପିନ୍ଧିଥିଲେ କିନ୍ତୁ ବର୍ତ୍ତମାନ ହିଜାବ ପିନ୍ଧିଛନ୍ତି।

ଏକ କଳା ଏବଂ ଧଳା ଏବଂ ଅନ୍ୟ ଏକ କଲର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଗୁଡ଼ିକରେ ୪ ଜଣ ମହିଳା ଏକ ଗାଡିରେ ବସିଛନ୍ତି। ପ୍ରଥମ ଫୋଟୋରେ, ଏହି ମହିଳାମାନେ ଗାଡିରେ ଶାଢି ପିନ୍ଧି ଏବଂ ବନ୍ଧୁକ ଧରି ବସିଥିବାବେଳେ ଦ୍ୱିତୀୟ ଫୋଟୋରେ ୪ ଜଣ ମହିଳା ହିଜାବ ପିନ୍ଧି ବନ୍ଧୁକ ଧରି ବସିଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ବାଂଲାଦେଶର ଅଟେ ଏବଂ ଏହି ମହିଳା […]

Continue Reading

କ’ଣ ଜଣେ ମୁସ୍ଲିମ ବ୍ୟକ୍ତି ମହିଳାଙ୍କ ସହିତ ଅଭଦ୍ର ଆଚାରନ କରିଥିବାରୁ କେରଳର ହିନ୍ଦୁ ମହିଳା ମାନେ ତାକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ମାନେ ଜଣେ ବ୍ୟକ୍ତିକୁ ତାଙ୍କ କାରରୁ ଟାଣି ନେଉଥିବାର ନଜର ଆସିଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ କିଛି ମହିଳା ମୁସଲମାନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗରେ ମାଡ ମାରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଦାବି ଅନୁଯାୟୀ, ମହିଳା ମାନେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟେ। କୁହାଯାଉଛି ଯେ […]

Continue Reading

ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

ନିକଟରେ ଗୁଜୁରାଟରୁ ନିଖୋଜ ମହିଳାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଥିବା ଦାବି ହେଉଛି। ଗତ 5 ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି ବୋଲି ଏନସିଆରବି ର ଏକ ରିପୋର୍ଟ କହିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ସୂଚନା ନେଇ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ତଥ୍ୟ ଦର୍ଶାଅ […]

Continue Reading

ରାହୁଲ ଗାନ୍ଧୀ କହିଛନ୍ତି- ୟୁପି ର ମହିଳାମାନେ ଗୋଟିଏ ବର୍ଷରେ 52 ସନ୍ତାନ ଜନ୍ମ ଦିଅନ୍ତି?

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀର ଏକ ଭିଡିଓ ସେୟାର କରାଯାଇ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ମହିଳାଙ୍କ ଉପରେ ଭୁଲ ଟିପ୍ପଣି ଦେବାରେ ଲାଗିଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, କିଛି ମହିଳା ଗୋଟିଏ ବର୍ଷରେ 52 ସନ୍ତାନ ଜନ୍ମ ଦିଅନ୍ତି! ରାଷ୍ଟ୍ରବାଦୀ ବିଶ୍ବ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏଇଟା କି ପ୍ରକାରର ନିଶା ଖାଉଛି, ତାର ଯାଞ୍ଚ କରାଯାଉ। ୟା କଥା […]

Continue Reading

କ’ଣ ବିଜେପି ଗୁଜୁରାଟ ନିର୍ବାଚନ ଜିତିବା ପରେ ସେଠିକାର ମୁସ୍ଲିମ ମହିଳା ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟର ଗୁଜୁରାଟ ନିର୍ବାଚନରେ ବିଜେପି କୁ ବଡ଼ ଜିତ ହାସଲ ହେଇଛି। ୧୮୨ ଟି ସିଟ ରୁ ନିର୍ବାଚନରେ ବିଜେପି ୧୫୬ ସିଟ୍ ଉପରେ ବିଜଯ ପାଇଛି। ଏହା ବିଜେପିର ଗୁଜୁରାଟରେ ସବୁଠାରୁ ବଡ଼ ବିଜଯ ବୋଲି ଦାବି କରା ଯାଉଛି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ କିଛି ମୁସ୍ଲିମ ମହିଳା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ ସହିତ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି […]

Continue Reading

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୋଦିଙ୍କ ସାଙ୍ଗରେ କିଛି ମହିଳା କିର୍ତ୍ତନ କରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓ ସହ ଦାବି କରାଯାଉଛି ଯେ, ଭିଡିଓ କୋରୋନା କଳର ଅଟେ। ଯେତେବେଳେ ଲୋକମାନେ କୋରୋନା ସହିତ ଲଡ଼ୁଥିଲେ, ସେତେ ବେଳେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀ ଫିଲ୍ମ ଗୀତରେ କିର୍ତ୍ତନ କରୁଥିଲେ।  Babeena Pattanayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ୟେ […]

Continue Reading

ପୁରୁଣା ଭିଡିଓ କୁ ଦ କାଶ୍ମୀର ଫାଇଲ ଫିଲ୍ମ ପ୍ରଭାବ ଦାବିରେ ଭାଇରାଲ କରାଯାଉଛି।

ଦ କାଶ୍ମୀର ଫାଇଲ ଫିଲ୍ମ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଜଣେ ମହିଳାଙ୍କୁ ଟ୍ରେନରେ ଜଣେ ମୁସଲମାନ ପୁରୁଷଙ୍କୁ ପିଟୁଥିବାର ଦେଖିପାରିବେ। ଭିଡିଓରେ ମହିଳା ଜଣକ ତାଙ୍କ ପାଦ ଛୁଇଁବାକୁ କହୁଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଜଣେ ହିନ୍ଦୁ ମହିଳାଙ୍କୁ ସ୍ପର୍ଶ କରନ୍ତି ତେବେ ସେ ତାଙ୍କ ଜୀବନ ନେଇଯିବେ। ଏହା ସହିତ ଫିଲ୍ମ ‘କାଶ୍ମୀର ଫାଇଲ’ର ରିଲିଜ […]

Continue Reading

ହିଜାବ ପାଇଁ ପ୍ରଦର୍ଶନ କରୁଥିବା ମହିଳା ନାଲି ଡ୍ରେସରେ ଏପରି ଫଟୋ କ୍ଲିକ କରିଛନ୍ତି ? ଜାଣନ୍ତୁ ସତ୍ୟତା।

ଗତ କିଛି ଦିନ ହେବ କର୍ଣ୍ଣାଟକର କଲେଜ କ୍ୟାମ୍ପସରେ ହିଜାବକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳାର ଫଟୋ ସେୟାର କରି ଦାବି କରାଯାଉଛି ଯେ, ଏ ସେହି ଯୁବତୀ ଯିଏ କର୍ଣ୍ଣାଟକ କଲେଜରେ ବୁର୍ଖା ପିନ୍ଧିବାପାଇଁ ଆଲ୍ଲା ହୁ ଅକବର ନାରା ଦେଉଥିଲା – UPର ମୌଲାନା ଖୁସିହୋଇ […]

Continue Reading

ହିଜାବ ବିବାଦରେ ମୁସଲମାନ  ଝିଅମାନଙ୍କ ଉପରେ ପାଣି ଫିଙ୍ଗିବାର ଖବର ମିଥ୍ୟା ଅଟେ।

 ସୋସିଆଲ ମିଡିଆ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ  ହିଜାବ ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ଉପରେ ପାଣି ପକାଯାଉଛି। ଏହି ପୋଷ୍ଟର ଭିଡିଓରେ କିଛି ଝିଅ ବୁର୍ଖା ପିନ୍ଧି ରାସ୍ତାରେ ଦଉଡୁଥିବାର ଦେଖାଯାଉଛନ୍ତି ଏବଂ କିଛି ଯୁବକ ରାସ୍ତା କଡ଼ରୁ ପାଣି ଫିଙ୍ଗୁଥିବାର ଦେଖାଯାଉଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଶ୍ରୀଲଙ୍କାର ପୂର୍ବା ଅଂଚଳ ବିଶ୍ୱବିଦ୍ୟାଳୟର ସିନିୟର ଏବଂ ଜୁନିଅରମାନଙ୍କୁ ପାଣି ଫିଙ୍ଗିବାର କ୍ୟାମ୍ପସର ଭିଡିଓ କୁ ହିଜାବ ବିବାଦ ସହିତ ଜୋଡ଼ି ପୋଷ୍ଟ ଭାଇରାଲ […]

Continue Reading

2010 ରେ ଭିଡିଓକୁ ହିଜାବ ବିବାଦ ସହ ଧାଡି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

କର୍ଣ୍ଣାଟକର ହିଜାବ ବିବାଦ ମଧ୍ୟରେ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ଜଣେ ମହିଳା ପାଣି ଟାଙ୍କି ଉପରେ ହାଜବକୁ ଜାଳି ଦେଉଥିବା ଏକ ଭିଡିଓ  ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ହିଜାବ ବିରୋଧ ସହ ଯୋଡି ସେୟାର କରାଯାଉଛି। ଭିଡିଓଟି କ୍ୟାପସନ୍ ସହିତ ସେୟାର କରାଯାଉଛି ଯେ ‘ମହିଳା ହିଜାବକୁ ଜାଳିଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଜକୁ ଜାଳି ଦେଇଥିଲେ’ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା […]

Continue Reading

ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ଅଲଗା ମଦ ଦୋକାନ ଖୋଲିବ ସରକାର ?

ସୋସିଆଲ ମିଡିଆରେ ଏକ ଖବର କାଗଜର ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଲେଖାଯାଇଛି ଯେ, ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ଅଲଗା ମଦ ଦୋକାନ ଖୋଲିବ ସରକାର। ଭୋପାଲ, ଇନ୍ଦୋର, ଜବଲପୁରରୁ ହବ ଆରମ୍ଭ। ଆଣ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 30 ଡିସେମ୍ବରରେ Mardaraj Debabrata MD Lipu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ନାରୀ ଶକ୍ତି ର ଉନ୍ନତି […]

Continue Reading

ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ?

21 ଅକ୍ଟୋବର 2021 ରେ, ସରକାର ଘୋଷଣା କରିଛନ୍ତି ଯେ COVID-19 ଟିକା ଭାରତ 100 କୋଟି (1 ବିଲିୟନ) ଡୋଜ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ତ୍ରିପୁରାରେ ସମ୍ପ୍ରତି ସାମ୍ପ୍ରଦାୟିକ ହିଂସା ହେତୁ ପୁରୁଣା ତଥା ସମ୍ପର୍କ ନଥିବା ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଭିବାଦନ ଜଣାଇବା ସହ […]

Continue Reading

ହାତରେ ପ୍ଲାକାର୍ଡ ଧରିଥିବା ମୁସ୍ଲିମ ମହିଳାର ଫଟୋକୁ ଏଡିଟକରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମୁସ୍ଲିମ ମହିଳା ଏକ ପୋଷ୍ଟର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୁସଲମାନମାନେ ଆଜି ପର୍ଯ୍ୟନ୍ତ “ଶିଆ ଏବଂ ସୁନ୍ନି” ଭାଇ ଓ ଭଉଣୀ ପାଇପାରିବେ ନାହିଁ। ଆଉ କେତେକ ମୂର୍ଖ ହିନ୍ଦୁ ହିନ୍ଦୁ-ମୁସଲମାନ ଭାଇ-ଭାଇ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡ଼ିଟ୍ କରାଯାଇଛି।  13 ଅକ୍ଟୋବରରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

2015ରେ ସିରିୟାରେ ଜଣେ ମହିଳାକୁ ଅଲ-କାଏଦା ଦ୍ୱାରା ଗୁଳିକରି ହତ୍ୟା କରାଯାଇଥିବା ଭିଡିଓକୁ ଆଫଗାନିସ୍ତାନର କହି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ହିଂସା ଘଟଣାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ଜଣେ ମହିଳାକୁ ଗୁଳିକରି ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆଫଗାନିସ୍ତାନ ତାଲିବାନ ହିଂସା ଦାବିରେ ଭାଇରାଲ ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

କ’ଣ ମହିଳାଙ୍କଠାରୁ ବିଜେପି ନେତା ମାଡ଼ ଖାଉଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ମହିଳା ମିଶି ଜଣେ ବ୍ୟକ୍ତିକୁ ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳାମାନେ ଜଣେ ବିଜେପି ନେତାକୁ ମାରୁଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  1 ଅଗଷ୍ଟରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦେଶ ଜାଗ୍ରତ ହୋଇ ସାରିଛି, ଯେଉଁଠି ବି ବିଜେପି କମଳା […]

Continue Reading

ଗଛରେ ଝୁଲାଇ ମହିଳାକୁ ମାରୁଥିବା ଭିଡିଓ ବାଙ୍ଗଲାଦେଶର ନୁହେଁ ମଧ୍ୟପ୍ରଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପୁରୁଷ ଏକ ଝିଅକୁ ଅତି ନିର୍ମମ ଭାବରେ ଗଛରେ ଝୁଲାଇ ମାଡ଼ ମାରୁଥିବାର ଦେଖିଯାଉଛି। ଭାଇରାଲ ପୋଷ୍ଟରେ ଏହାକୁ ବାଙ୍ଗଲାଦେଶର ଘଟଣା ଦାବିରେ ଭାଇରାଲ କରୁଛନ୍ତି। ପୋଷ୍ଟରେ ଲେଖାଯାଇଛି, ବାଙ୍ଗଲାଦେଶୀମାନଙ୍କୁ ଆମ ଦେଶରେ ଯେଉଁଠି ଦେଖିବ ଏପରି ମାଡ଼ ମାରିବ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଭିଡିଓ ବାଙ୍ଗଲାଦେଶର ନୁହେଁ ବରଂ ଆମ ଦେଶ ମଧ୍ୟପ୍ରଦେଶର […]

Continue Reading

ଉତ୍ତର ପ୍ରଦେଶରେ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳାମାନେ ମାଡ଼ମାରିଥିବା ଖବର 2018 ମସିହାର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତରପ୍ରଦେଶର ଆମ୍ରୋହାଠାରେ ମହିଳାମାନେ ଜଣେ ବିଜେପି ବିଧାୟକଙ୍କୁ ମାଡ଼ ମାରିଛନ୍ତି। ପୋଷ୍ଟରେ ଦୁଇଟି ଫଟୋ ଅଛି । ପ୍ରଥମ ଫଟୋରେ ଜଣେ ପୁରୁଷକୁ ରାସ୍ତାରେ ମହିଳା ଏବଂ ଜଣେ ପୋଲିସ କର୍ମଚାରୀ ଘେରି ରହିଥିବାର ଦେଖିବାକୁ ମିଳୁଛି। ଦ୍ୱିତୀୟ ଫଟୋରେ, ସମାନ ବ୍ୟକ୍ତି ଛିଣ୍ଡା କୁର୍ତ୍ତାରେ ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।  7 ଜୁନରେ […]

Continue Reading

ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ଟିଏମସି ଗୁଣ୍ଡାମାନେ ମହିଳା ଉପରେ ଅତ୍ୟାଚାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ପଶ୍ଚିମବଙ୍ଗକୁ ନେଇ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲହେବାରେ ଲାଗିଛି। ଆମେ ଏହି ମିଥ୍ୟା ପୋଷ୍ଟର କିଛି ଫ୍ୟାକ୍ଟଚେକ କରିଛୁ। ଏହିପରି ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମହିଳା ସହ ଅତ୍ୟାଚାର କରାଯାଉଥିବାର ଦେଖାଯାଉଛି। ଭିଡିଓଟି 0.25 ସେକେଣ୍ଡର ଅଟେ। ଭିଡିଓ ସହ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ମମତା ଦିଦି ଜିତିଲା ପରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

ଅଧା ଜଳିଯାଇଥିବା ମହିଳାର ଫଟୋ କଂଗ୍ରେସ ସାସିତ ରାଜ୍ୟ ରାଜସ୍ଥାନର ନୁହେଁ ।

ସୋସିଆଲ ମିଡିଆରେ ଏକ ଜଳିଯାଇଥିବା ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ମହିଳାର ସମ୍ପୁର୍ଣ୍ଣ ଶରୀର ଜଳି ଯାଇଛି। ଖାଲି ମୁଣ୍ଡ ଏବଂ ହାତ ଦେଖାଯାଉଛି। ମହିଳାର ଛାତିଥରା ଏହି  ଭାଇରାଲ ଫଟୋକୁ ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଇଛି। ଦାବି କରାଯାଉଛି ଯେ, ଏହି ଘଟଣା କଂଗ୍ରେସ ସାସନ ରାଜ୍ୟ ରାଜସ୍ଥାନର ଅଟେ। କିନ୍ତୁ ଏହି ଘଟଣାକୁ ନେଇ କଂଗ୍ରେସ ସରାକର ଚୁପ ବସିଥିବା ବେଳେ, ବିଜେପି ସରକାର ସାସନ ରାଜ୍ୟରେ ହେଉଥିବା ଘଟଣାକୁ ଆଲୋଚନା […]

Continue Reading

କ’ଣ ଦୁବାଇ ମସଜିଦରେ ମୁସ୍ଲିମ ମହିଳାମାନେ ରାମ ଭଜନ କରୁଛନ୍ତି ? ଜାଣନ୍ତୁ ସତ୍ୟତା।

22  ଜାନୁଆରି ରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ କିଛି ମୁସ୍ଲିମ ବର୍ଗର ଲୋକମାନେ ରାମ ଭଜନ ଗାଉଥିବାର ଦେଖା ଯାଉଛି।। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଦୁବାଇରେ ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କ  ସ୍ୱାମିମାନେ ତାଳିମାରି ତାଙ୍କର ସମର୍ଥନ କରୁଛନ୍ତି। ଏହା ସହିତ ଲେଖା ଯାଇଛି ଯେ, ଭାରତରେ ଏପରି ହୋଇଥିଲେ ଇସ୍ଲାମ ଧର୍ମ […]

Continue Reading

କ’ଣ CAA ବିରୋଧରେ ପ୍ରଦର୍ଶନ କରୁଥିବାରୁ ମାଁ ଝଅକୁ ପିଟିଲେ? ଜାଣନ୍ତୁ ସତ।

ଗତ ଦୁଇ ମାସ ହେଲା ଦେଶ ସାରା CAA ଏବଂ  NRC ବିରୋଧ ପ୍ରଦର୍ଶନ ଚାଲୁଛି। କେଉଁଠି ଭଙ୍ଗାରୁଜା କରୁଛନ୍ତି ତ କେଉଁଠି ଦିନ ସାରା ରାସ୍ତା ମଝିରେ ବସି ପ୍ରଦର୍ଶନ କରୁଛନ୍ତି। ଏଥି ମଝିରେ କିଛି ଫେକ ଭିଡିଓ ଏବଂ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରି ଲୋକଙ୍କୁ ଭ୍ରମିତ ମଧ୍ୟ କରାଯାଉଛି।  14 ଜାନୁଆରିରେ Deepak Das ନାମକ ଜାଣେ ଫେଜବୁକ ୟୁଜର ନିଜ ଆକାଉଣ୍ଟରେ ମୋହନ ବିସ୍ୱା ନାମକ ଜଣେ ୟୁଜରଙ୍କର ଏକ […]

Continue Reading

କ’ଣ ଧାରା 233ରେ ମହିଳାମାନଙ୍କୁ ବଳାତ୍କାରିକୁ ହତ୍ୟା କରିବାର ଅଧିକାର ଅଛି?

ସୋସିଆଲ ମିଡିଆଠାରୁ ଆରମ୍ଭକରି ହ୍ୱାଟ୍ସଅପ ଯାଏଁ ଏକ ଗୁଜବ ଭାଇରାଲ ହେଉଛି ଯେ, ମୋଦି ସରକାର ଦ୍ୱାରା ନୂଆ ଆଇନ ପାରିତ କରାଯାଇଛି। Indian Penal Code_233 ମୁତାବକ ଯଦି  କୌଣସି ମହିଳା ଅଥବା ଝିଅ ସହିତ ବଳାତ୍କାର ହେବା କିମ୍ବା ଦୁଷ୍କର୍ମର ଆଶଙ୍କା ଲାଗେ ତେବେ ସମ୍ପୃକ୍ତ ମହିଳାକୁ  ନିଜ ଆତ୍ମରକ୍ଷ୍ୟା କରିବା ପାଇଁ ଅପରାଧିକୁ ହତ୍ୟା କରିବାର ଅଧିକାର ଅଛି। ଏହା ସହିତ ମହିଳାକୁ ଏହି ଅପରାଧର ଦୋଷି ମଧ୍ୟ ସାବ୍ୟସ୍ତ କରାଯିବ ନାହଁ […]

Continue Reading

କ’ଣ ପୋଲିସ ଏହି ବୁର୍ଖା ପିନ୍ଦା ମହିଳାକୁ ଜାମିଆ ପ୍ରଦର୍ଶନ ସମୟରେ ଗିରଫ କରିଛି? ଜାଣନ୍ତୁ ସତ୍ୟ।

17 ଡିସେମ୍ବରରେ ଓଡ଼ିଶାର Rakesh Roshan Pal ନାମକ ଜଣେ ଫେସବୁକ ୟୁଜର Rahul kumar Barnwal ନାମକ ଜଣେ ଫେସବୁକ ୟୁଜରର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ମହିଳାର ଫୋଟୋ ଦେଖାଇ  ଦାବି କରାଯାଇଛି ଯେ, ଜାମିଆ ମିଲିଆର ଏକ ପ୍ରଦର୍ଶନକାରି ମହିଳାକୁ ନିଆଁ ଲଗାଇବା ଏବଂ ପଥରମାରୁଥିବବା ସମୟରେ ପୋଲିସ ଗିରଫ କରିଛି ଏବଂ ଜାଞ୍ଚ କରୁଛି। ପୋଷ୍ଟରେ 4ଟି ଫୋଟୋ ଦିଆ ଯାଇଛି ଏବଂ ଦାବି କରାଯାଇଛି ଯେ, ସବୁ ଫୋଟୋରେ […]

Continue Reading