୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ ବିସ୍ଫୋରଣର ଘଟଣାକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି। 

ମଧ୍ୟପ୍ରାଚ୍ୟ ଯୁଧ୍ୟ ସମୟରେ ଏକ ଉଚ୍ଚ ବିଲଡିଙ୍ଗ ନିକଟରେ ବିଶାଳ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଇସ୍ରାଏଲ-ଇରାନ ଯୁଧ୍ୟ ମଧ୍ୟରେ ଇସ୍ରଏଲରେ ଏକ ଗ୍ୟାସ ସ୍ଟେସନରେ ବଡ ଧମାକା ହେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଚୀନର ଏକ ପୁରୁଣା ଘଟଣା। ଏହି ଭିଡିଓଟି ୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ […]

Continue Reading

ସିଙ୍ଗାପୁରର ଭିଡିଓକୁ ହରମୁଜ୍ ପ୍ରଣାଳୀରେ ଜାହାଜ ଫସି ରହିଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସମୁଦ୍ରରେ ଅନେକ ଜାହାଜ ଫସି ରହିଥିବା ମନେହେଉଛି। ଦାବି କରା ଯାଉଛି ଯେ ଏହି ଦୃଶ୍ୟ ହରମୁଜ୍ ଅଞ୍ଚଳରୁ ଆସିଛି ଯେଉଁଠାରେ ମଧ୍ୟପ୍ରାଚ୍ୟ ଯୁଧ୍ୟ ହେତୁ ଇରାନ ଜାହାଜ ଗୁଡ଼ିକୁ ଅଟକାଇ ରଖିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ସିଙ୍ଗାପୁରର ଦୃଶ୍ୟ ଯାହାର ହରମୁଜ୍ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ […]

Continue Reading

ଇସ୍ରାଏଲର ୟେମେନ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଶାଳ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ସମ୍ପ୍ରତି ରେ ଇରାନର ଦୁବାଇ ଉପରେ ଆକ୍ରମଣର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ୨୦୨୫ ରେ ଇସ୍ରାଏଲର ୟେମେନ ଉପରେ ଆକରାମନର ଏକ ପୁରୁଣା ଭିଡିଓ ଯାହାକୁ ସମ୍ପ୍ରତି ମଧ୍ୟପ୍ରାଚ୍ୟ ଯୁଧ୍ୟ ଘଟଣା ଦାବି ସହିତ ସେୟାର କରା […]

Continue Reading

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ନିଜ ଝିଅ ସାମନାରେ ତାଙ୍କୁ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଶିଶୁ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କରାଚିରେ ଆମେରିକୀୟ କନସ୍ୟୁଲେଟ୍ ଉପରେ ଆକ୍ରମଣ କରୁଥିବା ପ୍ରତିବାଦକାରୀ ମାନଙ୍କୁ ପାକିସ୍ତାନ ପୋଲିସ ଗୁଳି କରିଥିବା ଭିଡିଓ ମିଥ୍ୟା ଦାବି ସହିତ ସେଯାର କରା ଯାଉଛି।

ୟୁନିଫର୍ମ ପିନ୍ଧିଥିବା କିଛି ଯବାନ ରାସ୍ତାରେ ଲୋକଙ୍କ ଉପରେ ଗୁଳିଚାଳନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ଏହି ଭିଡିଓ ଇସ୍ରାଏଲ ଏବଂ ଆମେରିକାର ସେନା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଥିବା ଦର୍ଶାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପାକିସ୍ତାନର କରାଚିରୁ ଆସିଛି। ଇରାନର ଖାମେନିଙ୍କ ମୃତ୍ୟୁ ପରେ କରାଚିରେ ଯୁକ୍ତରାଷ୍ଟ୍ର କନସ୍ୟୁଲେଟ୍ ନିକଟରେ […]

Continue Reading

ଫ୍ରାନ୍ସର ପ୍ୟାରିସରେ ଇରାନ ସରକାର ବିରୋଧରେ ପ୍ରତିବାଦର ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରାଯାଇଛି

ଇରାନରେ ଗତ ତିନିରୁ ଚାରି ସପ୍ତାହ ଧରି ବିରୋଧ ପ୍ରଦର୍ଶନ ଚାଲିଛି। ଇସଲାମିକ ଗଣରାଜ୍ୟ ସରକାରଙ୍କ ପ୍ରତି ବ୍ୟାପକ ଅସନ୍ତୋଷ ଏବଂ ବଢ଼ୁଥିବା ଆର୍ଥିକ ସଙ୍କଟ ଯୋଗୁଁ ଦେଶର ବିଭିନ୍ନ ସହରରେ ପ୍ରତିବାଦ ଆରମ୍ଭ ହୋଇଛି। ଏହି ପରିସ୍ଥିତିରେ, ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ପ୍ରସାରିତ ହୋଇଛି। ଅପ୍ରାସଙ୍ଗିକ ଫଟୋ, ଭିଡିଓ ଏବଂ ପୋଷ୍ଟଗୁଡ଼ିକୁ ଇରାନର ପ୍ରତିବାଦର ଦୃଶ୍ୟ ଭାବରେ ମିଥ୍ୟା ଭାବରେ ସେୟାର କରାଯାଉଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ […]

Continue Reading

ଖାମେନିଇଙ୍କ ଜଳୁଥିବା ଫଟୋରୁ ଜଣେ ମହିଳା ସିଗାରେଟ୍ ଜାଳୁଥିବା ଘଟଣା କାନାଡାର, ଇରାନ ର ନୁହେଁ।

ଡିସେମ୍ବର ୨୦୨୫ ରେ, ଇରାନରେ ବଡ଼ ଧରଣର ସରକାର ବିରୋଧୀ ପ୍ରତିବାଦ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଲୋକମାନେ ସରକାର ଏବଂ ସର୍ବୋଚ୍ଚ ନେତା ଖାମେନିଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ, ତାଙ୍କୁ ମୁଦ୍ରାସ୍ଫୀତି, ବେକାରୀ ଏବଂ ହ୍ରାସ ପାଉଥିବା ଅର୍ଥନୀତି ପାଇଁ ଦାୟୀ କରିଥିଲେ। ପ୍ରତିବାଦକାରୀମାନଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ, ଯୁବକ ଏବଂ ସାଧାରଣ ନାଗରିକ ଥିଲେ, ଯେଉଁମାନେ ରାଜନୈତିକ ସଂସ୍କାର ଏବଂ ବର୍ତ୍ତମାନର ରାଷ୍ଟ୍ର ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରିଥିଲେ।  ଏହି ସମୟରେ, ଜଣେ […]

Continue Reading

ଜଣେ ମହିଳାଙ୍କ ବୁର୍ଖା ଖୋଲିବାର ଭିଡିଓ ଇରାନରେ ନୁହେଁ, ଏହା ଫ୍ରାନ୍ସରେ ହୋଇଥିବା ପ୍ରତିବାଦର ଘଟଣା।

ଗତ ଦୁଇ ସପ୍ତାହ ମଧ୍ୟରେ ଇରାନରେ ଗୁରୁତ୍ୱପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ ହୋଇଛି। ଇସଲାମିକ୍ ଗଣରାଜ୍ୟ ସରକାରଙ୍କ ପ୍ରତି ବ୍ୟାପକ ଅସନ୍ତୋଷ ଏବଂ ଆର୍ଥିକ ସଙ୍କଟ ବୃଦ୍ଧି ପାଇବାରୁ ଦେଶର ବିଭିନ୍ନ ସହରରେ ପ୍ରଦର୍ଶନ ହୋଇଛି। ଏହା ମଧ୍ୟରେ, ଜଣେ ମହିଳା ତାଙ୍କର ବୁର୍ଖା ଖୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବିରୁଦ୍ଧରେ ଏକ ସ୍ପଷ୍ଟ ବାର୍ତ୍ତା ସହିତ ଏକ ଟି-ସାର୍ଟ ପ୍ରକାଶ କରୁଥିବାର ଭିଡିଓ ସାମ୍ନାକୁ ଆସିଛି।  ଦାବି କରାଯାଉଛି ଯେ ଏହି ଭିଡିଓଟି […]

Continue Reading

ଇରାନରେ ବସ୍ ଦୁର୍ଘଟଣାରେ ମୃତ ପାକିସ୍ତାନୀ ନାଗରିକଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

କିଛି ଦିନ ଧରି ଚାଲିଥିବା ତୀବ୍ର ଯୁଦ୍ଧ ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଦୋହାରେ ଶାନ୍ତି ଆଲୋଚନା କରିଥିଲେ। ହିଂସା ବନ୍ଦ କରିବା ପାଇଁ ଉଭୟ ଦେଶ ତୁରନ୍ତ ରାଜି ହୋଇଥିଲେ। ଆଫଗାନିସ୍ତାନ ପ୍ରତିଶ୍ରୁତି ଦେଇଛି ଯେ ସେ ନିଜ ମାଟିରେ ଥିବା ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବ ନାହିଁ, ଯେତେବେଳେ ପାକିସ୍ତାନ ଆଫଗାନିସ୍ତାନକୁ ତାଗିଦ କରିଥିଲା ​​ଯେ ସେ ନିଜ ଅଞ୍ଚଳରୁ କାର୍ଯ୍ୟ କରୁଥିବା କଥିତ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବ।  ଏହି […]

Continue Reading

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ତାଙ୍କୁ ନିଜ ଝିଅ ସାମନାରେ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଝିଅ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କ’ଣ ଜଣେ ଇରାନୀ ଯୁବକ ମକ୍କା ଧର୍ମପୀଠରେ ଦୁଧ ଢାଳି କହୁଛି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମୁସଲମାନ ମାନଙ୍କ ଧର୍ମପୀଠ ମକ୍କାର ଅଟେ। ଭିଡିଓରେ ଦେଖିବାକୁ ମିଳିଛିଜେ ଲୋକଙ୍କ ଏକ ବିଶାଳ ସମାଗମ ମକ୍କା ପରିଦର୍ଶନ କରୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ କିଛି ଢାଳିଛନ୍ତି। ଏହା ପରେ ଲୋକେ ତାଙ୍କୁ ଅଟକାଇବା ସହିତ ପୋଲିସ ମଧ୍ୟ ହସ୍ତକ୍ଷେପ କରୁଛି।  ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ଜଣେ ଇରାନୀ ଯୁବକ ଯେ ମକ୍କାରେ ଦୁଧ ଢାଳି କହୁଛି ଯେ […]

Continue Reading