କ’ଣ ଏହି ଭିଡିଓ ଜଣେ ଇସ୍ରାଏଲି ମହିଳାଙ୍କ ଅଟେ ଯାହାଙ୍କୁ ହମାସ୍ ଆତଙ୍କବାଦୀ ମାନେ ତାଙ୍କ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସାକ୍ଷାତକାର ସମୟରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେହି ମହିଳା ଏକ କଷ୍ଟଦାୟକ ଏବଂ ଯନ୍ତ୍ରଣା ଘଟଣାର ବର୍ଣ୍ଣନା କରୁଥିବା ଜଣା ପଡୁଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ ଜଣେ ଇସ୍ରାଏଲି ମହିଳା ହମାସ୍ ଆତଙ୍କବାଦୀ ଦ୍ଵାରା ଅପହରଣ ହୋଇଥିଲେ ଏବଂ ସେମାନେ ଏହି ମହିଳାଙ୍କୁ ତାଙ୍କ ନିଜ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ରେଳ ବ୍ୟବସ୍ଥା ଇସ୍ରାଏଲ ଦେଶର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଟ୍ରେନ୍ ଏକ ଅଦଭୁତ ଟ୍ରାକ୍ ରେ ଚାଲୁଅଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଇସ୍ରାଏଲରେ ଚାଲୁଥିବା ଏକ ରେଳ ବ୍ୟବସ୍ଥାର ଭିଡିଓ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ବଳଦେବ ସାହୁ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ […]

Continue Reading

ଇସ୍ରାଏଲ ମସଜିଦ ଧ୍ୱଂସ କରିଥିବାର ଦାବିରେ ଭାଇରାଲ ଭିଡିଓ ସାତ ବର୍ଷ ପୁରୁଣା ସିରିଆର ଅଟେ।

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ମେ ମାସରେ ତିକ୍ତତା ଅନେକ ଦିନ ଧରି ଲାଗି ରହିଥିଲେ। ଏଥିମଧ୍ୟେର ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ଦ୍ୱନ୍ଦ୍ୱର କେନ୍ଦ୍ର ହେଉଛି ଯିରୁଶାଲମର ଅଲ-ଆକସା ମସଜିଦ ଏବଂ ଏହାର ଆଖପାଖ ଅଞ୍ଚଳରେ। ବର୍ତ୍ତମାନ ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଇସ୍ରାଏଲର ତୃତୀୟ ପବିତ୍ର ସ୍ଥାନ ଭାବରେ ପରିଗଣିତ ଅଲ-ଆକସା ମସଜିଦକୁ ଇସ୍ରାଏଲ ଧ୍ୱଂସ କରିଥିବାର ଦାବି ହେଉଛି। ଭାଇରାଲ୍ ଭିଡିଓ ଆରମ୍ଭରେ ଏକ […]

Continue Reading

କ’ଣ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଛି ? ଜାଣନ୍ତୁ ସତ୍ୟତା।

ଇସ୍ରାଏଲ , ଲିବିୟା ଏବଂ ତୁର୍କୀ ମଧ୍ୟରେ ହୋଇଥିବା ବିବାଦିୟ  ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲେଜର ରଶ୍ମି ଦ୍ୱାରା ଯୁଦ୍ଧ କରାଯାଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଲେଜର ରଶ୍ମି ଯୁଦ୍ଧ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  20 ମଇରେ Arya Yajnadatta […]

Continue Reading

ARMA 3 ଭିଡିଓ ଗେମକୁ ଇସ୍ରାଏଲର ହିଂସା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ତୀବ୍ର ବିବାଦ, ଏବଂ ପରସ୍ପର ବିରୁଦ୍ଧରେ ଲଗାତାର ରକେଟ ଆକ୍ରମଣ ଏବଂ ଏୟାର ଷ୍ଟ୍ରାଇକ୍ ହେଉଥିବାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 4 ମିନିଟର ଏହି ଭିଡିଓରେ ଦାବି କରାଯାଇଛି ଯେ, ଏପଟେ କୋରୋନା ତାଣ୍ଡବ କରୁଥିବା ବେଳେ ସେପଟେ ଇସ୍ରାଇଲରେ ତାଣ୍ଡବ ଚାଲିଛି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ଏକ ଗେମର ଫୁଟେଜ ହୋଇଥିବାର ସ୍ପଷ୍ଟ ହେଲୁ।   17 ମଇରେ Mahesh babu ନାମକ ଜଣେ […]

Continue Reading

କ’ଣ ହାମାସ ଆକ୍ରମଣରେ ନିହତ ହୋଇଥିବା ଭାରତୀୟ ନର୍ସଙ୍କ ନାମରେ ଇସ୍ରାଏଲ ନିଜ ଯୁଧ୍ୟ ବିମାନର ନାମକାରଣ କରିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଇଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ “୫ ଦିନ ତଳେ ପାଲେଷ୍ଟାଇନ ରକେଟ୍ ମାଡ଼ରେ ଇଜ୍ରାଏଲ୍ ଠାରେ ରହୁଥିବା ଭାରତୀୟ କେରଳ ନିବାସୀ “ସୈାମ୍ୟା” ଙ୍କ ମୃତ୍ୟୁ ହୋଇଥିଲା, ଜଣେ ଭାରତୀୟଙ୍କ ଅକାରଣେ ଜୀବନ ଯାଇଥିବା ହେତୁ ଗତକାଲି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଇଜ୍ରାଏଲ୍ ବାୟୁସେନା ତାର ଯୁଦ୍ଧ ଜାହାଜରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ “ସୌମ୍ୟା” ଲେଖି ଦୁଃଖ ପ୍ରକାଶ କରିବା ସହ ସେହି ବିମାନରେ ପୁନଃ ଯୁଦ୍ଧ ଆରମ୍ଭ […]

Continue Reading