ବାଂଲାଦେଶରେ ଟ୍ରେନରେ ଯାତ୍ରା କରୁଥିବାର ଏକ ବିଶାଳ ଭିଡ଼ର ଭିଡିଓକୁ ନିର୍ବାଚନ ପରେ ବଙ୍ଗଳାଦେଶୀମାନେ ପଶ୍ଚିମବଙ୍ଗରୁ ପଳାୟନ କରୁଥିବା ଭାବରେ ସେୟାର କରାଯାଇଛି। 

ଲୋକଙ୍କ ଏକ ଭିଡ଼ ଟ୍ରେନ୍ ରେ ଯାତ୍ରା କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏତେ ପରିମାଣର ଭିଡ଼ ଲୋକେ ଟ୍ରେନର ଛାତରେ ମଧ୍ୟ ବସି ଯାତ୍ରା କରୁଛନ୍ତି। ଡାବ କରା ଯାଉଛି ଯେ ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ହେବା ପରେ ବାଂଲାଦେଶୀ ମାନେ ସେଠାରୁ ପଳାୟନ କରୁଥିବାର ଏହା ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ହା ବାଂଲାଦେଶ ରେଳବାଇ ସେବାର ଏକ […]

Continue Reading

ପଶ୍ଚିମବଙ୍ଗରେ ଦେବୀ କାଳୀଙ୍କ ମୂର୍ତ୍ତି ବିସର୍ଜନର ଏକ ଭିଡିଓକୁ SIR ଲାଗୁ ହେବା ପରେ ଅବୈଧ ପ୍ରବାସୀ ମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି। 

SIR ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଚଳିତ ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ। ଏହି ପ୍ରକ୍ରିୟାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା। ଏହା ଏକ ତାଲିକା ଯାହା ନିଶ୍ଚିତ କରେ ଯେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ସଠିକ୍ ଭାବରେ ଲିପିବଦ୍ଧ ହୋଇଛି ଏବଂ କୌଣସି ଅଯୋଗ୍ୟ କିମ୍ବା ସମାନ ନାମର ଏକାଧିକ ପ୍ରବେଶ ନାହିଁ। ପଶ୍ଚିମବଙ୍ଗରେ SIR ଘୋଷଣା ପରେ, […]

Continue Reading