ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷର ପୁରୁଣା ଭିଡିଓକୁ ସାମ୍ପ୍ରତିକ ଘଟଣା ବୋଲି ଭାଇରାଲ୍ କରାଯାଇଛି
ନିକଟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଥିଲା ଯେ ଚୀନ ଭାରତର ସୀମା ଅନୁପ୍ରବେଶ କରିଛି। ଏହି ପ୍ରସଙ୍ଗରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ମିଳିଛି। ପରି ଏକ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ପାହାଡ଼ି ଅଞ୍ଚଳରେ ଭାରତ ଏବଂ ଚୀନ ସୈନ୍ୟ ମଧ୍ୟରେ ସଂଘର୍ଷ ହେଉଛି। ଦାବି କରା ଯାଉଛି ଯେ ଏହା ଏକ ସାମ୍ପ୍ରତିକ ଘଟଣା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି […]
Continue Reading