ବେଙ୍ଗାଲୁରୁରେ କଂଗ୍ରେସର ଫ୍ରିଡମ୍ ମାର୍ଚ୍ଚର ପୁରୁଣା ଭିଡିଓକୁ ଭାରତ ଯୋଡ ଯାତ୍ରା ଦାବିରେ ଭାଇରାଲ କରାଯାଉଛି।

କିଛିଦିନ ପୂର୍ବରୁ  କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଅନେକ ଭିଡିଓ ଏବଂ ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଆପଣ ଭାରତର ପତାକା ଧରି ରାସ୍ତାରେ ଯାଉଥିବା ବହୁ ଲୋକଙ୍କୁ ଦେଖିପାରିବେ। ଭାଇରାଲ ଭିଡିଓ ସହିତ ଦାବି କରାଯଉଛି ଯେ, ଏହି ଭିଡିଓ କଂଗ୍ରେସର ଭାରତ ଯୋଡାର ଅଟେ। Ranajeet Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, […]

Continue Reading

ଭିଡିଓରେଥିବା ପିଲା ସେହି 11 ବର୍ଷ ପିଲା ଯିଏ ଋଷ-ୟୁକ୍ରେନ ଯୁଦ୍ଧରେ ଏକୁଟିଆ ହଜାର କି.ମି ଏକୁଟିଆ ଯାତ୍ରା କରିଥିଲା ?

ଋଷ-ୟୁକ୍ରେନ ମଧ୍ୟେର ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ପିଲାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଏହି ରିପୋର୍ଟଗୁଡିକ ମଧ୍ୟରେ, ୟୁକ୍ରେନ୍ର ଦୁଇ ପିଲାଙ୍କ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପିଲାମାନଙ୍କ ମଧ୍ୟରୁ ଜଣେ 11 ବର୍ଷର, ଯାହାକୁ ୟୁକ୍ରେନରୁ ସ୍ଲୋଭାକିଆକୁ ଯିବାକୁ ପଡିଥିଲା। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେଥିବା […]

Continue Reading