କ’ଣ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

୨୮ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଗୋଟିଏ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି। ଏହା ସହିତ ଏହା ମଧ୍ୟ କୁହା ଯାଇଅଛି ଯେ ଆମେରିକା ନିଜର ନାଗରିକ ମାନଙ୍କୁ ଭାରତ ପରିଦର୍ଶନ ନକରିବାକୁ ପରାମର୍ଶ ଦେଇଛି। ଏହାର କାରଣ ଆମେରିକା ଭାରତ ରେ ହେଉଥିବା କରୋନା, ଅପରାଧ ଏବଂ ଆତଙ୍କବାଦ ବୋଲି କହିଛି।  […]

Continue Reading

କ’ଣ ଗଣମାଧ୍ୟମର ଏହି ସାକ୍ଷାତରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ସୋସିଆଲ ମିଡିଆରେ ରିୟା ଚକ୍ରବୋର୍ତି ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସମୟରେ ଓଡ଼ିଆ ଅନାବନା ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି ଯେଉଁଥିରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଥିବା ଶୁଣିବାକୁ ମିଳିଛି। ଏହି ଭିଡିଓରେ ରିୟା କହୁଛନ୍ତି ଯେ ଏବେ ଆମେ ଦୁହେଁ ଏକା ସଙ୍ଗ ହେଇଯାଇଛୁ। ଏହାରେ ମହେଶ […]

Continue Reading

ଚଟାଣରେ ବସି କଦଳୀ ପତ୍ରରେ ଖାଇବା ଭାରତୀୟ ସଂସ୍କୃତିକୁ ନ୍ୟୁଜିଲ୍ୟାଣ୍ଡ ଅନୁସରଣ କରୁଛି କି?

ଧର୍ମକୁ ନାଁରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ।  ଏହା ସହ ଲୋକମାନେ ଏହାକୁ ଅସି ସହଜରେ ବିଶ୍ୱାସ କରିନିଅନ୍ତି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲେଗିଛି। ଯେଉଁଥିରେ ଭକ୍ତମାନେ ଚଟାଣରେ ବସି କଦଳି ପତ୍ରରେ ଭୋଜନ କରୁଥିବାର ଦେଖା ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଫୋଟୋ ପୋଷ୍ଟକରି ଦାବି କରାଯାଉଛି ଯେ, ଏହା ନ୍ୟୁଜିଲ୍ୟାଣ୍ଡର ‘ଭାରତୀୟ’ ସଂସ୍କୃତି ଅନୁସରଣ କରୁଥିବା ଲୋକଙ୍କ ଦୃଶ୍ୟ ।  27 ଅଗଷ୍ଟରେ Rukmana […]

Continue Reading

କ’ଣ ପୋଷ୍ଟରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Jagran ୨୬ ଅଗଷ୍ଟରେ ଜଣେ ଫେସବୁକ ୟୁଜର ସନାତନ ହିନ୍ଦୁ ସମରଥଙ୍କ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇ ଯନ୍ତ୍ରଣା ସହିଛନ୍ତି। ମିଛ ପ୍ରେମର ଶିକାର ହୋଇ ବର୍ତମାନ ଏହି ମହିଳା ମାନଙ୍କ ଉପରେ ନିର୍ଯାତନା କରା ଯାଇଅଛି।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥି ଫୋଟୋକୁ ବିଭାଜିତ […]

Continue Reading

ଅନ୍ୟ ରାଜ୍ୟର ପୁରୁଣା ଭିଡିଓକୁ ଓଡ଼ିଶାର ଯାଜପୁର ଜିଲ୍ଲା ଗାଁ ଦାଣ୍ଡରେ କୁମ୍ଭୀର ଆତଙ୍କ ଦାବିରେ ଭାଇରାଲ କରାଯାଉଛି।

ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିମଧ୍ୟରେ ଜିଲ୍ଲାମାନଙ୍କରେ  ହେଇଥିବା ବନ୍ୟା ଏବଂ ଅନ୍ୟ ଜଳପୂର୍ଣ୍ଣ ସ୍ଥିତିର ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ କୌଣସି ଆତଙ୍କିତ ଭିଡିଓ ପୋଷ୍ଟ ହେବାମାତ୍ରେ ତାହା ହୁ ହୁ ହୋଇ ଭାଇରାଲ ହେବାରେ ଲାଗେ। ଯାହାକୁ ସୋସିଆଲ ମିଡିଆରୋ ଲୋକ ସତ ବୋଲି ମାନନ୍ତି। ଏପରି ଏକ ଭିଡିଓ ସୋସିଆଲି ମିଡିଆରେ ଭାଇରାଲ ହେବାରେ ଲେଗିଛି। ଯାଜପୁର ଜିଲ୍ଲାରେ ଏକ କୁମ୍ଭୀର ବନ୍ୟା ଜଳରେ  ଭାସି […]

Continue Reading

କ’ଣ ପାଦର ଏପରି ଅବସ୍ତା ହେଇଥିବା ଫୋଟୋ ଭାରତିତୀ ସେନା ଜବାନଙ୍କର? ଜାଣନ୍ତୁ ସତ୍ୟ।

26 ଅଗଷ୍ଟରେ ଓଡିଶା ନ୍ୟୁଜ ନାମକ ଗୋଟିଏ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କଟା ଯାଇଅଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ସୈନିକ ତଳେ ବସିଛନ୍ତି ଏବଂ ଝାଳରେ ତାଙ୍କ ପାଦ ଅବସ୍ତା ଖରବ ହେଇ ଯାଇଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଏହି ସୈନ୍ୟ ଭାରତ ସେନାର ଜବାନ ଅଟନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ଏହି ଫୋଟୋର ଅନୁସନ୍ଧାନ କରି ଏହା କୁ ମିଥ୍ୟା […]

Continue Reading

ଗାଈ ଗୋରୁ ଭାସିଆସୁଥିବା ଏହି ଭିଡିଓ ଭାରତର ନୁହେଁ ମେକ୍ସିକୋ ଦେଶର ଅଟେ ।

ବାର୍ଷା ଲାଗିରହିଥିବାରୁ ଦେଶର ଅଲଗା ଅଲଗା ଜାଗାରେ ବନ୍ୟାର ସ୍ଥିତି ବାନିଯାଇଛି। ଜାଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାରୁ ଲେକଙ୍କୁ ଏ ନେଇ ଅନେକ ଅସୁବିଧାର ସମ୍ନା କରିବାକୁ ପଡ଼ୁଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ ବନ୍ୟା ପାଣିରେ ଭାସିଯାଉଥିବାର ଦେଖା ଯାଉଛନ୍ତି। ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଭାରତର ଅଟେ।  Jagat news ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି […]

Continue Reading

କ’ଣ ଫୋଟୋରେ ଥିବା ବୃଦ୍ଧ ମହିଳା ନରେନ୍ଦ୍ର ମୋଦୀଙ୍କୁ ନିଜ ସମର୍ଥନ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଅପରାଜିତା ଫ୍ୟାନ କ୍ଲବ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବୃଦ୍ଧ ମହିଳା ଦେଶର ବିକାଶ କରୁଥିବା ମୋଦୀ ସରକାରଙ୍କୁ ନିଜ ସମର୍ଥନ ଦେଇଆସିଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଏହି ମହିଳା ଗୋଟିଏ ପୁସ୍ତକ ଧରି ଛିଡ଼ା ହେଇଛନ୍ତି ଯେଉଥିରେ ମୋଦୀଜିଙ୍କ ଫୋଟୋ ଅଛି ଏବଂ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖା ଯାଇଅଛି।  Facebook […]

Continue Reading

ହାଇଦ୍ରାବାଦରେ ଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ନେଇ ହୋଇଥିବା ଝଗଡ଼ାକୁ ମିଥ୍ୟା ସାମ୍ପ୍ରଦାୟିକ ରୂପଦେଇ ଭାଇରାଲ କରାଯାଉଛି।

ଗଣେଶ ପୂଜା ପାଇଁ  ସୋସିଆଲ ମିଡିଆରେ ଅନେକ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି, ଏଥିମଧ୍ୟରୁ କେତେକ ଦାବି ହିନ୍ଦୁ-ମୁସଲମାନ ବିବାଦ ସହ ସାମ୍ପ୍ରଦାୟିକତା ସହ ଜଡିତ ହୋଇ ସାମ୍ପ୍ରଦାୟିକ ସମ୍ପର୍କକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଭାଇରାଲ କରାଯିବାରେ ଲାଗିଛି। ଏପରି ଏକ ଭିଡିଓ  ଭାଇରାଲ ହେଉଛି। ଯୋଉଁଥିରେ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଗଣେଷ ମୁର୍ତ୍ତି ନେଲାବେଳେ ମୁସଲିମମାନେ  ଆକ୍ରମଣ କରିଲେ।  ଭିଡିଓରେ କିଛି ଲୋକ କିଛି ଲୋକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି ଏବଂ […]

Continue Reading

କ’ଣ ଫୋଟୋରେ ବସିଥିବା ବୃଦ୍ଧ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ? କ’ଣ ସେ ବର୍ତମାନ ଛତା ମରାମତି କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି। ଏହି ଫୋଟୋରେ ଜଣେ ବୃଦ୍ଧ ବ୍ୟକ୍ତି ଛତା ମରାମତି ଦୋକାନରେ ବସିଛନ୍ତି। ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି ବୃଦ୍ଧ ବ୍ୟକ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ ଅଟନ୍ତି ଏବଂ ତାଙ୍କର ଗୋଟିଏ ଛତା ମରାମତି ଦୋକାନ ଅଛି। ଏହି ପୋସ୍ତରେ ଏହା ମଧ୍ୟ କୁହା ଯାଇଅଛି ଯେ କାଲାମ ସାହାବ […]

Continue Reading