କ’ଣ ଭାଇରାଲ ହେଉଥିବା ଫ୍ଫୋଟୋରେ ମହିଳାଙ୍କ ସହିତ ଟିଏମସି ସମର୍ଥକ ମାନେ ଦୁଷ୍କର୍ମ କରିଛନ୍ତି? ଜାଣନ୍ତୁ ସତ୍ୟ।

୨ ମଇରେ ଟିଏମସି ବାଙ୍ଗାଲ ନିର୍ବାଚନ ଜିତିଲା ପରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଅନେକ ହିଂସକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ମିଥ୍ୟା ଦାବି କରା ଯାଇଅଛି। ଦେଶରେ ରାଜନେତା ଏବଂ ସେଲିବ୍ରେଟି ମାନେ ବାଙ୍ଗାଲର ପରିସ୍ଥିତି ବିଷୟରେ ବିଭ୍ରାନ୍ତକର ତଥ୍ୟ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଭାଇରାଲ ହେଉଥିବା ଗୋଟିଏ ଫୋଟୋରେ ଦାବି କରା ଯାଇଅଛି ଯେ ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥିବାରୁ […]

Continue Reading

କ’ଣ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ କରୋନା ଭାରସ ନଷ୍ଟ ହୋଇଥାଏ? ଜାଣନ୍ତୁ ସତ୍ୟ।

କିଛି ଦିନରୁ ସୋସିଆଲ ମିଡିଆରେ କରୋନାକୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ଲୋକେ କରୋନାର ସମ୍ପୂର୍ଣ ଜ୍ଞାନ ନଥିବାରୁ ମଧ୍ୟ ଏହାର ପ୍ରତିରୋଧ ଏବଂ ଘରୋଇ ଉପଚାର ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହା ବିପଜ୍ଜନକ ହୋଇ ପରେ। ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ ଫୁସଫୁସ ପହଞ୍ଚିବା ପୂର୍ବରୁ କରୋନା ଭାଇରସ ନଷ୍ଟ […]

Continue Reading