ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପରେ ଜର୍ଜ ଫ୍ଲଏଡଙ୍କ ଝିଅକୁ କ୍ଷମା ମାଗୁଛନ୍ତି ?

ସୋସିଆଲ ମିଡିଆରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋ ବିଡେନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୋ ବିଡେନ ଏକ ଛୋଟ ଛୁଆ ପାଖରେ ଆଣ୍ଠେଇଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ଜର୍ଜ ଫ୍ଲଏଡଙ୍କ ଝିଅ ଆଗରେ ଆଣ୍ଠୁମାଡି କ୍ଷମା ମାଗୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  26 ଜୁନରେ Sujit Kumar Sarangi ନାମକ ଜଣେ ଫେସବୁକ ୟୁଜର  […]

Continue Reading

ଭିଡିଓରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଜଣେ ଏସୀୟ ବ୍ୟକ୍ତିଙ୍କ ଇଞ୍ଜେକ୍ସନ ନେବାର ଏକ ଭିଡିଓ ଭାଇରାଲ କରାଯାଉଛନ। ଭିଡିଓରେ ବ୍ୟକ୍ତି ଜଣକ ସିରିଞ୍ଜରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଇଞ୍ଜେକ୍ସନ ନେବାରେ ଡରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣତ ହେଲା।  30 ଜୁନରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଭିଡିଓରେଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ […]

Continue Reading

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଟୀକାକରଣ ବିଜ୍ଞାପନକୁ ନେଇ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟତା ।

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ  ଟିକା ଉପଲବ୍ଧ ନ ଥାଇ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖବରକାଗଜରେ ଏକାଧିକ ଟୀକାକରଣ ବିଜ୍ଞାପନ ଦେଇଥିବା କଥା କହୁଛନ୍ତି। ଆମ  ଅନୁସନ୍ଧାନରେ ସ୍ପଷ୍ଟ  ହେଲୁ ଯେ,ମୂଳ ଭିଡିଓରେ ସିସୋଦିଆ ଟିକା କ୍ରୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଟୀକାକରଣ ବିଜ୍ଞାପନ ଜାରି କରିଥିବାରୁ କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।  25 ଜୁନରେ […]

Continue Reading

କ’ଣ ପଶ୍ଚିମବଙ୍ଗ ସରକାର କେବଳ ମୁସଲମାନ ବ୍ୟକ୍ତି ମାନଙ୍କୁ ପୋଲିସ ପଦବୀରେ ନିଯୁକ୍ତି କରୁଛି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ପୋଲିସ ନିଯୁକ୍ତିରେ ମନୋନୀତ ପ୍ରାର୍ଥୀଙ୍କ ତାଲିକାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ପୋଲିସ ପଦବୀ ପାଇଁ ମୁସଲିମ ବ୍ୟତୀତ ଅନ୍ୟ ସମସ୍ତେ ଅଯୋଗ୍ୟ ଅଯୋଗ୍ୟନା ହେଇଗଲେ ନା ଆବେଦନ କରିନଥିଲେ , ଏବେ ତ ସେକ୍ୟୁଲାରିଆ ନିଜକୁ ସମ୍ବିଧାନିଆ ର କୋଠ ପୁଅ ଭାବୁଥିବା ଭୀମାଣ୍ଡୁ ତମର ଆଖି ଖୋଲିଦିଅ ନଚେତ ତମର ଆଗାମୀ ଅସ୍ତିତ୍ବ କେବଳ ଇତିହାସ ରେ ହିଁ […]

Continue Reading

2019 ଫଟୋକୁ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ସହ ଜୋଡ଼ି ଭାଇରାଲ କରାଯାଉଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଜାଇଥିବା ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ସେ ତାଙ୍କ ଗାଁକୁ ଜାଇ ତାଙ୍କ ଗୁଗୁଙ୍କ ପାଦ ସ୍ପର୍ଶ କରୁଥିବାର ଫଟୋ ଭାଇରାଲ ହେଉଛି। ଫଟୋ ସହ ଦାବି କରାଯାଉଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଆଜି ସେ ତାଙ୍କ ଗୁରୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି […]

Continue Reading

ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କୁ ନିର୍ଭୟରେ ଦଣ୍ଡ ଦେଉଛନ୍ତି। ଏହି ପୋଷ୍ଟରେ ଏକ “ବ୍ରେକିଙ୍ଗ୍ ନ୍ୟୁଜ୍” ର ସ୍କ୍ରିନସଟ୍ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଥମ ଥର ପାଇଁ ୟୁପି ପୋଲିସ୍ ଦ୍ୱାରା ଜଣେ ବଳାତ୍କାରକାରୀଙ୍କୁ ଗୁଳି କରାଯାଇଛି। ଏହା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ମାମଲା ରାମପୁରର ଅଟେ। ଯେଉଁଠାରେ ଜିଲ୍ଲାର ଏସପି ଅଜୟପାଲ ଶର୍ମା  […]

Continue Reading

କ’ଣ ଭାଇରାଲ ଫୋଟୋରେ ହିମାଚଳ ପୋଲିସ ଦ୍ଵାରା ଗିରଫ ହୋଇଥିବା ବ୍ୟକ୍ତି ମହମ୍ମଦ ଅହମ୍ମଦ କି? ଜାଣନ୍ତୁ ସତ୍ୟ।

ବର୍ଷ ବର୍ଷ ଧରି ଜିହାଦର ଅନେକ ଅଭିଯୋଗ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବ୍ୟକ୍ତିଙ୍କର ଫୋଟୋ ସହିତ ଲେଖା ଯାଇଅଛି ଯେ ସେ ବିଭିନ୍ନ ଜାତିର ନାମ ନେଇ ନକଲି ଆଇଡି ବନେଇ ସାଇବର ଜିହାଦ କରୁଥିଲେ। ପୋଷ୍ଟ ଦାବି ଅନୁଯାୟୀ, “ଯାଦବ ଜାତିର ଆଇଡି ବନେଇ ବ୍ରାହମାନନ୍କୁ ଗାଳି ଏବଂ ବ୍ରାହ୍ମଣଙ୍କର ଆଇଡି ବନେଇ ଦଳିତଙ୍କୁ […]

Continue Reading

ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି ?

ସୋସିଆଲ ମିଡିଆରେ  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ସହ ଏକ ପୁରୁଣା ଫଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ହେଉଛନ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି। ଆମ ଅନୁସନ୍ଧାୱରେ ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ବାସ୍ତବରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଛିଡା ହୋଇଛନ୍ତି। ଭାଇରାଲ ଫଟୋ 1996 ସମୟର ଅଟେ।  ଆମକୁ […]

Continue Reading

ନଦୀରେ ଲୋକ ଭାସି ଯାଉଥିବା ଭିଡିଓ ୟସ୍ ବାତ୍ୟା ସମୟର ଅଟେ ?

ସୋସିଆଲ ମିଡିଆରେ ୟସ୍ ବାତ୍ୟାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାଣିରେ ବହି ଯାଉଥିବାର ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ୟସ୍ ବାତ୍ୟା ସମୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଛି।  28 ମେରେ Amita Mohanty ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଭାଇରାଲ ଭିଡିଓ ୟସ୍ ସାଇକ୍ଲୋନ ସମୟର ଦାବିରେ […]

Continue Reading

ବ୍ୟାଖ୍ୟାକାରୀ: କ’ଣ ସାବରମତି ନଦୀରେ ଜୀବନ୍ତ କୋଭିଡ ଭାଇରସ ବ୍ୟାପୀଥିବା ମିଳିଛି?

ଆଇଆଇଟି ଗାନ୍ଧୀନଗର ଦ୍ଵାରା କରା ଯାଇଥିବା ଅନୁସନ୍ଧାନର ଫଳାଫଳ ହେଡଲାଇନ ସୃଷ୍ଟି କରିଥିଲା ଏବଂ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଗୁଜୁରାଟର ଅହମ୍ମଦାବାଦ ସହରର ସାବରମତି ନଦୀରେ ବୈଜ୍ଞାନିକ ମାନେ ‘କରୋନା ଭାଇରସ ଚିହ୍ନ’ ପାଇଛନ୍ତି ବୋଲି ଏହି ଅନୁସନ୍ଧାନକୁ ଦର୍ଶାଇ ଗଣମାଧ୍ୟମ ବେବସାଇଟ ରିପୋର୍ଟ କରିଛି। ଏହା ଦ୍ଵାରା ସୋସିଆଲ ମିଡିଆରେ କରୋନା ଭାଇରସ ପାନୀୟ ଜଳରୁ ମିଳିଥିଲା ବୋଲି ଭାଇରାଲ ବାର୍ତ୍ତାଏବଂ ପୋଷ୍ଟ ଗୁଡ଼ିକ ଜଳ ମାଧ୍ୟମରେ କୋଭି-୧୯ ସଂକ୍ରମଣ ହେବାର ଭୟକୁ […]

Continue Reading

7 ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଖାଦ୍ୟରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି? ଜାଣନ୍ତୁ ସତ୍ୟତା।

ପିଏମ ମୋଦୀଙ୍କ ନାମରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 7 ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଖାଦ୍ୟରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦାବି ଅନୁଯାୟୀ, ଆରଟିଆଇରୁ ଏହି ସୂଚନା ଗ୍ରହଣ କରାଯାଇଛି। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ରୋଷେଇ ଘରର ଖର୍ଚ୍ଚ ବହନ କରନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଥିବା ପରି ଆରଟିଆଇରୁ ସେପରି କୌଣସି ସୂଚନା […]

Continue Reading

କ’ଣ ୫ଜି ବିକରଣ ପର୍ଜ୍ୟାବରଣ ଦୂଷିତ କରି ବର୍ତ୍ତମାନ ପକ୍ଷୀ ସହିତ ମଣିଷକୁ ମଧ୍ୟ କ୍ଷତି କରୁଛି? ଜାଣନ୍ତୁ ସତ୍ୟ।

ଦେଶରେ ଟେକ୍ନୋଲୋଗୀ ଦିନକୁ ଦିନ ଆଗେଇ ଚାଲିଛି। ଗତ କିଛି ବର୍ଷରେ ଟେଲିକମ୍ କମ୍ପାନୀ ୨ଜି ରୁ ୩ଜି ଏବଂ ଏହା ପରେ ୪ଜି ସୁବିଧା ଦେଇଅଛି। ବର୍ତ୍ତମାନ ସୂଚନା ମିଳିଛି ଯେ ଗ୍ରାହକ ମାନଙ୍କ ପାଇଁ ୫ଜି ସୁବିଧା ଯୋଗାଇବାର ବାର୍ତ୍ତା ଚାଲିଛି।  ଟେଲିକମ୍ ବିଭାଗ ଏବଂ ଭାରତ ସରକାରର ଯୋଗାଯୋଗ ମନ୍ତରାଳୟ କହିଛି ଯେ ୫ଜି ପରୀକ୍ଷଣ ପାଇଁ ଅନୁମୋଦନ ଦିଆଯାଇଛି ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏହି ପରୀକ୍ଷା ପାଇଁ ୫ଜି ସ୍ପେକ୍ତ୍ରମ୍ […]

Continue Reading

କ’ଣ ମାଲେସିଆର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ରୋଗକୁ ପତ୍ନୀ ମାନଙ୍କ ସହିତ ତୁଳନା କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ “କରୋନା ପତ୍ନୀ ମାନଙ୍କ ପରିକା। ପ୍ରଥମେ ଆପଣ ତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆପଣ ପଛେ ଅନୁଭବ କରନ୍ତି ଯେ ଆପଣ ଏହାକୁ ନିୟନ୍ତ୍ରଣ କରି ପାରିବେ ନାହିଁ। ଏହା ପରେ ଆପଣ ତା ସ୍ସାହିତ ରହିବା ଶିଖି ଯିବେ।” ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading

ଅଜିତ ଡୋୱେଲଙ୍କ ନାମରେ ଭାଇରାଲ ହେଉଛି ଫେକ ଟ୍ୱିଟର ପୋଷ୍ଟ ।

ସୋସିଆଲ ମିଡିଆରେ ଅଡିତ ଡୋୱାଲଙ୍କ ନାମରେ କିଛି ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରେ ଦାବି କରାଯାଇଛି ଯେ, 370 ଏବେ ଦେଖିଲ ଏବେ ପିଓକେ ବହୁତ ଜଲ୍ଦି ଆମର ହେବ। ଏବା ଛଡ଼ା ଅନ୍ୟ ଦୁଇଟି ଟ୍ୱିଟମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଟ୍ୱିଟ ଅଜିତ ଡୋୱାଲଙ୍କ ଦ୍ୱାରା କରାଯାଇ ନାହିଁ।  19 ଜୁନରେ Tridip kumar Nandi ନାମକ ଜଣେ […]

Continue Reading

ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଚୋର ବୋଲି କହୁଛନ୍ତି ?

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଭିଡିଓର ଅଧା କ୍ଲିପ ପୋଷ୍ଟ କରି ବିଭ୍ରାନ୍ତିକର ଦାବି ପ୍ରସାରିତ ହେଉଛି। ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜକୁ ଚୋରି ବୋଲି କହୁଥିବାର ମନେ ହଉଛି। ମୂଳ ଭିଡିଓରୁ ଏହି ସର୍ଟ କ୍ଲିପ୍ ସୋସିଆଲ୍ ପ୍ଲାଟଫର୍ମରେ ସେୟାର କଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି କହୁଥିବା ଏହି ଭ୍ରମ ବ୍ୟାପିବାରେ ଲାଗିଛି। ଏହି ସର୍ଟ କ୍ଲିପ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି,, […]

Continue Reading

କ’ଣ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମୁସଲିମ ପରିବାର ବଂଶରୁ ଆସିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଜବାହାରଲାଲ ନେହେରୁଙ୍କର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଜବାହାରଲାଲ ନେହେରୁ ଏକ ମୁସଲିମ ପରିବାରରେ ଜନ୍ମ ନେଇଥିଲେ ଏବଂ ତାଙ୍କ ଦାଦା (ବାପାଙ୍କର ବାପା) ନାମ ଗୟାସୁଦ୍ଦିନ ଗାଜି ଥିଲା।  ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପଏହି ପୋଷ୍ଟ ବିଷୟରେ ସତ୍ୟତା […]

Continue Reading

କ’ଣ ଟାଟା ମୋଟର୍ସ ବର୍ତ୍ତମାନ ସମସ୍ତଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

Photo Credit: Econimic Times ଗତ ଗୋଟେ ମାସ ମଧ୍ୟରେ ଆମକୁ ବିଭିନ୍ନ କମ୍ପାନୀ ଦ୍ଵାରା ମାଗଣା ଉପହାର ଦେବା ବିଷୟରେ ୱ୍ହାଟ୍ସଆପ୍ ରେ ଫ୍ୟାକ୍ଟ ଚେକ୍ କରିବା ଅନୁରୋଧ କରା ଯାଇଅଛି। ପୂର୍ବରୁ ୱ୍ହାଟ୍ସଆପ୍ ରେ କିଛି ଲିଙ୍କ ବହୁତ ପରିମାଣରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଥିଲା ଯେ ଆମାଜନ୍ ଏବଂ ଟୋୟୋଟା ମାଗଣା ଉପହାର ଦେଉଛନ୍ତି।  ବର୍ତ୍ତମାନ ଏପରି ଗୋଟିଏ ଲିଙ୍କ ୱ୍ହାଟ୍ସଆପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]

Continue Reading

ଭାରତର ବୃଦ୍ଧ ମୁସ୍ଲିମ ବ୍ୟକ୍ତି ସହ ତାଙ୍କର ସନ୍ତାନ ମାନେ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ମୁସ୍ଲିମ ମାନଙ୍କ ପାଇଁ ଭାରତ ଜନ ସଂଖ୍ୟା ବଡ଼ିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କିଛି ବର୍ଷ ପରେ ଭାରତରେ ମୁସଲମାନମାନଙ୍କର ଜନସଂଖ୍ୟା ହିନ୍ଦୁମାନଙ୍କ ଅପେକ୍ଷା ଅଧିକ ହେବ ଏବଂ ସେମାନେ ଅଧିକ ଶକ୍ତିଶାଳୀ ହେବେ। ପୋଷ୍ଟରେ ଏକ ଚିତ୍ର ଅଛି ଯେଉଁଥିରେ ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ଅନେକ ପିଲା ଘେରି ରହିଥିବାର ନଜର ଆସୁଛନ୍ତି।  ଫଟୋରେ ବୃଦ୍ଧ ବ୍ୟକ୍ତିର ଏତେ ସାରା  ପିଲା […]

Continue Reading

ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

 ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କୁ ଦେଖିବାକୁ ମିଳୁଛି।  ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ିଛନ୍ତି ଏବଂ  ନରସିଂହ ରାଓ ହିନ୍ଦୁ ଧର୍ମ ପରି ହାତ ମିଳାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଅଟେ। ଯେଉଁଠାରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ନାତି […]

Continue Reading

କ’ଣ କେରଳରେ କମ୍ୟୁନିଷ୍ଟ ସରକାର ଆସିଲା ପରେ ବର୍ତ୍ତମାନ ଗାଈ ଗୋବର ଏବଂ ମୁତ୍ରରୁ ଉତ୍ପାଦନ ହୋଇଥିବା ପଞ୍ଚଗଭଯ ଔଷଧ ବିକ୍ରୟ ହେଉଛି? ଜାଣନ୍ତୁ ସତ୍ୟ।

କୋଭିଡ ବିସ୍ତାର କରିବା ପରେ ଏହାର ଉପଶମ ସମ୍ବନ୍ଧୀୟ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖା ଯାଇଥିଲା। ଏହା ମଧ୍ୟରୁ କୋଭିଡ ଉପଶମ ପାଇଁ ଗାଈ ଗୋବର ଏବଂ ମୁତ୍ରର ବ୍ୟବହାର ବିଷୟ ନେଇ ଅନେକ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ କେରଲ ସରକାର ଗୌମୁତ୍ରର ଅନେକ ଥର ଥଟା କରି ସାରିଲା ପରେ ପଞ୍ଚଗଭ୍ୟ ନାମକ […]

Continue Reading

କ’ଣ ଭିଡିଓରେ ସରକାର ଜାମ୍ମୁ କାଶ୍ମୀରରେ ଥିବା ରୋହିଙ୍ଗ୍ୟା ମୁସଲିମ ମାନଙ୍କର ଘର ଭାଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସରକାର କାଶ୍ମୀରରେ ରୋହିଙ୍ଗ୍ୟାଙ୍କ ଦ୍ଵାରା ବେଆଇନ ଭାବରେ ବଣା ଯାଇଥିବା କୋଠା ଗୁଡିକକୁ ଭାଙ୍ଗି ଦେଉଛନ୍ତି।  ଯେତେବେଳେ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରିଲା, ଫଳାଫଳରେ ଜାଣିବାକୁ ମିଳିଲା ଯେ ଏହି ଭିଡିଓର ରୋହିଙ୍ଗ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ଆସନ୍ତୁ ଜାଣିବା ଏହି ଭିଡିଓର ସତ୍ୟତା କ’ଣ।  କ’ଣ ଦାବି ଏହି ପୋଷ୍ଟର? ଭାଇରାଲ ଭିଡିଓରେ ଆମେ କିଛି […]

Continue Reading

ଭାଇରାଲ ଫଟୋ କ’ଣ ସୋନିଆ ଗାନ୍ଧୀଙ୍କ ଯୁବା ଅବସ୍ଥାର ?

ସୋସିଆଲ ମିଡିଆରେ ସୋନିଆ ନନ୍ଧୀଙ୍କ ଫଟୋ ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଏହା ହେଉଛି ସୋନିଆ ଗାନ୍ଧୀଙ୍କ ଯୌବନ ଅବସ୍ଥାର ଫଟୋ ଅଟେ। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ଉପବାସ ସହ ଆଲୋଚନା ମଧ୍ୟ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   11 ଜୁନରେ Das Ranjan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ୟରେ ଭାଇରାଲ ଫଟୋ […]

Continue Reading

ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗୋମୂତ୍ରର ଓଭର-ଡୋଜ୍ ନେଇ ଡାକ୍ତର ଖାନାରେ ଭର୍ତି ହେଲେ ?

ଷ୍ଟ୍ରେଚରରେ ଆମ୍ବୁଲାନ୍ସରୁ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇ କରୋନାଭାଇରସ୍ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଦାବି କରାଯାଇଛି। ଗା  ମୂତ୍ର ପିଇବା ଦ୍ୱାରା କରୋନାଭାଇରସକୁ ରୋକାଯାଇପାରିବ ବୋଲି ସେ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  25 ମଇରେ Sujit kumar sarangi ନାମକ […]

Continue Reading

ହିନ୍ଦୁସ୍ତାନ ଟାଇମ୍ସ ପିଏମ ମୋଦୀ ନିଖୋଜ ବିଜ୍ଞାପନ ଦେଇଛି ?

ସୋସିଆଲ ମିଡିଆରେ ହିନ୍ଦୁସ୍ତାନ ଟାଇମ୍ସର ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ହିନ୍ଦୁସ୍ତାନ ଟାଇମ୍ସ’ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ବିଜ୍ଞାପନ ଅଛି, ଯେଉଁଥିରେ କୁହାଯାଇଥିଲା ଯେ ‘ପିଏମ ମୋଦୀ ନିଖୋଜ ଅଛନ୍ତି’। ତେବେ କଣ ହିନ୍ଦୁସ୍ତାନ ଟାଇମ୍ସରେ ଏହି ବିଜ୍ଞାପନ ଦିଆ ଯାଇଥିଲା। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   14 ମଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। […]

Continue Reading

କ’ଣ ବିହାରର ଦରଭଙ୍ଗା ଜିଲ୍ଲାରେ ସତରେ ଗୋଟିଏ ଏଲିଏନ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଜୀବ ଦେଖିବାକୁ ମିଳୁଛି। ଭିଡିଓରେ ଦାବି କରା ଯାଇଅଛି ଯେ ଏହି ଜୀବକୁ ବିହାରର ଦରଭଙ୍ଗା ଜିଲ୍ଲାରେ ଦେଖିବାକୁ ମିଳିଛି। ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ କିଛି ଦିନ ପୂର୍ବରୁ ଆସିଥିବା ବାତ୍ୟାରେ ଏହି ଜୀବ ଆକାଶରୁ ଖସି ଥିଲା। ଏହି ଜୀବ ମନୀଷ, ପଶୁ ଏବଂ ପକ୍ଷୀର ଡିଏନଏ ମିଶ୍ରଣରୁ ସୃଷ୍ଟି ହୋଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓର […]

Continue Reading

କ’ଣ ଭିଡିଓରେ ନୀହା ଖାନ ଲୋକଙ୍କୁ ଟୀକା ଦେବାର ବାହାନା କରି କେବଳ ଇଞ୍ଜେକ୍ସନ ଫୋଡ଼ି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

କେବଳ ଇଞ୍ଜେକ୍ସନ ଫୋଡି ଲୋକଙ୍କୁ ଠକେଇବା ଏବଂ ପ୍ରକୃତରେ କୋଭିଡ-୧୯ ଟୀକା ପରିଚାଳନା ନକରିବା ଅଭିଯୋଗରେ ନୀହା ଖାନଙ୍କୁ ‘ଟୀକା ଜିହାଦୀ’ ନାମ ଦିଆ ଯାଇଅଛି। ଏହି ଘଟଣା ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାର ଜମାଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିତ ଯେଉଁଠାରେ ଜଣେ ବ୍ୟକ୍ତି ଡଷ୍ଟବିନ୍ ରେ କୋଭିଡ ଟୀକା ଫୋପଡା ହୋଇଥିବା ପାଇଥିଲେ। ଏହି ଘଟଣା ନେଇ ଦେଶର ଅନେକ ଗଣମାଧ୍ୟମ ଗୋଟିଏ ଭିଡିଓ ପ୍ରସାରିତ କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ସ୍ୱାସ୍ଥ୍ୟ କର୍ମୀ […]

Continue Reading

ପିଆଜ ଏବଂ ଫ୍ରିଜରେ ଦେଖାଯାଉଥିବା କଳା ରଙ୍ଗର କବକ ମ୍ୟୁକୋରାଇକୋସିସ୍ ଅର୍ଥାତ୍ ବ୍ଲାକ ଫଙ୍ଗସ ସଂକ୍ରମଣ କରେ? ଜାଣନ୍ତୁ ସତ୍ୟତା ।

ସୋସିଆଲ ମିଡିଆରେ ପିଆଜ , ରୋଷେଇ ଘର ଏବଂ ଫ୍ରିଜରୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବାର ଏକ ଖବର ଭାଇାରଲେ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପିଆଜ ଏବଂ ରୋଷେଇଘରୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ ହୋଇପାରେ ଏବଂ ଲୋକଙ୍କୁ ସାବଧାନ ସହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। 7 ଜୁନରେ Knews Odisha ନାମକ ଏକ ଖବର ପେଜରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଲେଖିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରୋଷେଇ ଘରେ ଥିବା […]

Continue Reading

କ’ଣ ଟୋୟୋଟା କମ୍ପାନୀ ନିଜ ୮୦ ତମ ବାର୍ଷିକୀରେ ସମସ୍ତଙ୍କୁ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ସମସ୍ତ ଲୋକଙ୍କୁ ଉପହାର ମିଳିଲେ ସେମାନେ ଖୁସି ହେଇ ଥାନ୍ତି। କିଛି ଲୋକେ ଜୀବନରେ ଉପହାର ପାଇଁ ଆଗ୍ରହୀ ମଧ୍ୟ ଥାନ୍ତି। କିନ୍ତୁ କିଛି ୱେବସାଇଟ କିମ୍ବା ମେସେଜ୍ ଲୋକଙ୍କ ଏପରି ଆଗ୍ରହୀର ଲାଭ ଉଠାଇ ତାଙ୍କୁ ଠକି ତାଙ୍କ ବ୍ୟକ୍ତିଗତ ସୂଚନା ଏକତ୍ର କରନ୍ତି ଯାହା ମଧ୍ୟରେ ତାଙ୍କ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ସୂଚନା ଏକତ୍ର କରେ। ଏପରି ଗୋଟିଏ ମେସେଜ୍ ବର୍ତ୍ତମାନ ୱ୍ହାଟ୍ସଆପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ […]

Continue Reading

ଉତ୍ତର ପ୍ରଦେଶରେ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳାମାନେ ମାଡ଼ମାରିଥିବା ଖବର 2018 ମସିହାର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତରପ୍ରଦେଶର ଆମ୍ରୋହାଠାରେ ମହିଳାମାନେ ଜଣେ ବିଜେପି ବିଧାୟକଙ୍କୁ ମାଡ଼ ମାରିଛନ୍ତି। ପୋଷ୍ଟରେ ଦୁଇଟି ଫଟୋ ଅଛି । ପ୍ରଥମ ଫଟୋରେ ଜଣେ ପୁରୁଷକୁ ରାସ୍ତାରେ ମହିଳା ଏବଂ ଜଣେ ପୋଲିସ କର୍ମଚାରୀ ଘେରି ରହିଥିବାର ଦେଖିବାକୁ ମିଳୁଛି। ଦ୍ୱିତୀୟ ଫଟୋରେ, ସମାନ ବ୍ୟକ୍ତି ଛିଣ୍ଡା କୁର୍ତ୍ତାରେ ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।  7 ଜୁନରେ […]

Continue Reading

ଶରୀରର ଜଳି ଯାଇଥିବା ସ୍ଥାନରେ ଅଟା ଲଗାଇବା ପରାମର୍ଶଦାଯକ କି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସଆପ୍ ରେ ଗୋଟିଏ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶରୀରର ଜାଲିଥିବା ସ୍ଥାନରେ ଅଟା ଲଗାଇଲେ କ୍ଷତି ହୋଇଥିବା ସ୍ଥାନରେ କୌଣସି ଦାଗ ମଧ୍ୟ ରହେ ନାହିଁ। ଏହି ମେସେଜ୍ ରେ ଏହା ମଧ୍ୟ କୁହା ଯାଇଅଛି ଯେ ଅଟା ଉତ୍ତାପ ଗ୍ରହଣ କରିବାର କ୍ଷମତା ରଖିଥାଏ ଏବଂ ଏହାର ଶକ୍ତିଶାଳୀ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଥାଏ। ସେଥିପାଇଁ ନିଆରେ ଶରୀରର ଜାଲିଥିବା ସ୍ଥାନରେ ୧୫ ମିନିଟ ମଧ୍ୟରେ ଅଟା […]

Continue Reading

କଂଗ୍ରେସ ନେତା ଡଲି ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରୁଥିବା ଭିଡିଓକୁ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ନାମରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଭାଇରାଲ ଭିଡିଓ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ଭିଜୁଆଲ ଅଟେ। ଏବଂ ସେ ତାଙ୍କ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭାରତରେ COVID-19 ସଙ୍କଟକୁ ଠିକ୍ ରୁପେ ଧ୍ୟାନ ନ ଦେଇଥିବାର ଅଭିଯୋଗ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Rajeeb Khadanga ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading

ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ ହସ୍ପିଟାଲ କର୍ମଚାରୀ ଷ୍ଟ୍ରେଚରରେ COVID-19 ରୋଗୀଙ୍କୁ ନେଉଛନ୍ତି ?

କରୋନା ମହାମାରି ମଧ୍ୟରେ ସୋସିଆଲ ମିଡିଆରେ ଅନେକ ନକଲି ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଚୋ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ ଡାକ୍ତରଖାନାର କର୍ମଚାରୀ ଏକ ଷ୍ଟ୍ରେଚରରେ  COVID-19 ରୋଗୀଙ୍କୁ ନେଇ ଦେଖାଯାଉଥିବା ଦେଖାଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Baalia Baba ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ […]

Continue Reading

କ’ଣ ଫେସବୁକ ପ୍ରକୃତରରେ ଆପଣଙ୍କର ଅଫ୍ ଫେସବୁକ କାର୍ଯ୍ୟକଳାପକୁ ଦୈନିକ ଭିତ୍ତିରେ ଟ୍ରାକିଂ କରେ? ଜାଣନ୍ତୁ ସତ୍ୟ।

ଦେଶବ୍ୟାପୀ ଲକ୍ ଡାଉନ ଏବଂ ଏହି କଷ୍ଟଦାଯକ ସମୟରେ ସୋସିଆ ମିଡିଆଆମର ସର୍ବୋତ୍ତମ ବନ୍ଧୁ ହୋଇସାରିଛି। ଆମେ କ୍ରମାଗତ ଭାବରେ ସୋସିଆଲ ମିଡିଆ ସହିତ ଯୋଡ଼ି ହୋଇଛୁ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭାଇରାଲ ପୋଷ୍ଟ ଦାବି କରିଛି ଯେ fଫେସବୁକ ଆମର ଆମର ସମସ୍ତ ଫେସବୁକ ଏକାଉଣ୍ଟ ଏବଂ ଫୋନ୍ କାର୍ଯ୍ୟକଳାପକୁ ଟ୍ରାକିଂ କରୁଛି ଯାହା ଆମର ବ୍ୟକ୍ତିଗତତଥ୍ୟ ଯେପରିକି ନେଟ୍ ବ୍ୟାଙ୍କିଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ କରେ। ଏହି ଭାଇରାଲ ଭିଡିଓରେ ଏହା ମଧ୍ୟ […]

Continue Reading

କ’ଣ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଛି ? ଜାଣନ୍ତୁ ସତ୍ୟତା।

ଇସ୍ରାଏଲ , ଲିବିୟା ଏବଂ ତୁର୍କୀ ମଧ୍ୟରେ ହୋଇଥିବା ବିବାଦିୟ  ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲେଜର ରଶ୍ମି ଦ୍ୱାରା ଯୁଦ୍ଧ କରାଯାଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଲେଜର ରଶ୍ମି ଯୁଦ୍ଧ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  20 ମଇରେ Arya Yajnadatta […]

Continue Reading

କ’ଣ ଗତ ୧୦୦ ବର୍ଷରୁ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଶିବରାତ୍ରି ପାଳନ କରିବା ଅନୁମତି ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ୧୯୨୦ ମସିହାର ପାକିସ୍ତାନ ସ୍ଥିତ କରାଚିରେ ଶିବରାତ୍ରି ପାଳନ କରୁଥିବା ସମୟର ଅଟେ। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଗତ ୧୦୦ ବର୍ଷରେ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଶିବରାତ୍ରି ପାଳନ କରିବାର ଅନୁମତି ନାହିଁ।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରେଆ ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଅଛି ଏହି ପୋଷ୍ଟରେ? ୩୧ ମଇ ରେ ଜଣେ ଫେସବୁକ […]

Continue Reading

କୋରୋନା ରୋଗିଙ୍କୁ ଆୟୁର୍ବେଦରେ ଚିକିତ୍ସା କରିବା ନେଇ ମତ ପ୍ରକାଶ କରିଥିବା ରାମଦେବ ବାବାଙ୍କ ଚେଲା ଏବେ ଏଲୋପାଥିକ ଚିକିତ୍ସା ନେଉଛନ୍ତି ?

କୋରୋନା ମହାମାରି ସମୟରେ ସରକାରର ଗାଇଡଲାଇନ ମାନିଚଳିବା ପାଇଁ ପ୍ରଚାର କରାଯାଉଥିବା ବେଳେ ଯୋଗ ଗୁରୁ ସ୍ୱାମି ରାମଦେବ ବାବାଙ୍କ ମତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ପାଲଟି ଯାଇଛି। ସ୍ୱାମି ରାମଦେବ ବାବା କୋରୋନାକୁ ଏଲୋପାଥିରେ ନୁହେଁ ବରଂ ଯୋଗ ଏବଂ ଆୟୁର୍ବେଦରୁ ଠିକ୍ କରିବା ନେଇ ମତ ପ୍ରକାଶ କରିଛନ୍ତି। ଏଥିମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାମଦେବ ବାବା ଆଚାର୍ଯ୍ୟ ବାଲକୃର୍ଷ୍ଣକୁ ଏମସ ହୋସ୍ପିଟାଲରେ […]

Continue Reading

ସୋନିଆ ଗାନ୍ଧୀଙ୍କ ଏଡିଟେଡ୍ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ବୁକ୍ ସେଲଫରେ ଏକ ବହିକୁ ଦର୍ଶାଯାଇଛି।  ବହିରେ ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ’ ତାହା ଲେଖା ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  1 ଜୁନରେ Krishna jaykrishna ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଭଲ ଭାବେ […]

Continue Reading

କ’ଣ ରଞ୍ଜନ ଗୋଗୋଇ ଆଇଏମଏ ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ଏକ ଇସାଇ ସଂସ୍ଥା? ଜାଣନ୍ତୁ ସତ୍ୟ।

ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ଅନେକ ସମୟରେ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନର ବିଜେପିର ରାଜ୍ୟ ସଭା ସାଂସଦ ରଞ୍ଜନ ଗୋଗୋଇଙ୍କ ବିଷୟରେ ଏକ ଖବର ଭାଇରାଲ ହେଉଥିବା ମିଳିଛି।  ରଞ୍ଜନ ଗୋଗୋଇଙ୍କ ନାମରେ ଏକ ଟୁଇଟର ସ୍କ୍ରିନଶଟ୍ ଭାଇରାଲ ହେଉଛି ଯେଉଁଥିରେ ସେ ଇଣ୍ଡିଆନ ମେଡିକାଲ୍ ଏସୋସିଏସନ୍ (IMA) ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ସରକାରୀ ସଂସ୍ଥା ନୁହେଁ, ଏକ […]

Continue Reading

କ’ଣ ଭାଇରାଲ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ୟାସ୍ ବାତ୍ୟାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ମଇ ମାସରେ ଓଡ଼ିଶାରେ ଆସିଥିବା ୟାସ୍ ବାତ୍ୟାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳୁଛି। ଫ୍ୟାଟ୍କ କ୍ରିଷେଣ୍ଡୋ ପୂର୍ବରୁ ମଧ୍ୟ ୟାସ ବାତ୍ୟା ଦାବି ସହିତ ଭାଇରାଲ ହେଉଥିବା ଭିଡିଓକୁ ଆମେ ମିଥ୍ୟା ବୋଲି ପ୍ରମାଣିତ କରିଛୁ। ବର୍ତ୍ତମାନ ସୋସିଆଲ ମିଡିଆରେ ଆହୁରି ଏକ ବାତ୍ୟାର ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ବାତ୍ୟା ସମୟରେ ଦୁଇଟି ଲୋକ ଏହା ଶିକାର ହେଇଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭାଇରାଲ ଭିଡିଓରେ […]

Continue Reading