କଂଗ୍ରେସ ନେତା ଡଲି ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରୁଥିବା ଭିଡିଓକୁ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ନାମରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଭାଇରାଲ ଭିଡିଓ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ଭିଜୁଆଲ ଅଟେ। ଏବଂ ସେ ତାଙ୍କ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭାରତରେ COVID-19 ସଙ୍କଟକୁ ଠିକ୍ ରୁପେ ଧ୍ୟାନ ନ ଦେଇଥିବାର ଅଭିଯୋଗ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Rajeeb Khadanga ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading

ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ ହସ୍ପିଟାଲ କର୍ମଚାରୀ ଷ୍ଟ୍ରେଚରରେ COVID-19 ରୋଗୀଙ୍କୁ ନେଉଛନ୍ତି ?

କରୋନା ମହାମାରି ମଧ୍ୟରେ ସୋସିଆଲ ମିଡିଆରେ ଅନେକ ନକଲି ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଚୋ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ ଡାକ୍ତରଖାନାର କର୍ମଚାରୀ ଏକ ଷ୍ଟ୍ରେଚରରେ  COVID-19 ରୋଗୀଙ୍କୁ ନେଇ ଦେଖାଯାଉଥିବା ଦେଖାଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Baalia Baba ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ […]

Continue Reading

କ’ଣ ଫେସବୁକ ପ୍ରକୃତରରେ ଆପଣଙ୍କର ଅଫ୍ ଫେସବୁକ କାର୍ଯ୍ୟକଳାପକୁ ଦୈନିକ ଭିତ୍ତିରେ ଟ୍ରାକିଂ କରେ? ଜାଣନ୍ତୁ ସତ୍ୟ।

ଦେଶବ୍ୟାପୀ ଲକ୍ ଡାଉନ ଏବଂ ଏହି କଷ୍ଟଦାଯକ ସମୟରେ ସୋସିଆ ମିଡିଆଆମର ସର୍ବୋତ୍ତମ ବନ୍ଧୁ ହୋଇସାରିଛି। ଆମେ କ୍ରମାଗତ ଭାବରେ ସୋସିଆଲ ମିଡିଆ ସହିତ ଯୋଡ଼ି ହୋଇଛୁ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭାଇରାଲ ପୋଷ୍ଟ ଦାବି କରିଛି ଯେ fଫେସବୁକ ଆମର ଆମର ସମସ୍ତ ଫେସବୁକ ଏକାଉଣ୍ଟ ଏବଂ ଫୋନ୍ କାର୍ଯ୍ୟକଳାପକୁ ଟ୍ରାକିଂ କରୁଛି ଯାହା ଆମର ବ୍ୟକ୍ତିଗତତଥ୍ୟ ଯେପରିକି ନେଟ୍ ବ୍ୟାଙ୍କିଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ କରେ। ଏହି ଭାଇରାଲ ଭିଡିଓରେ ଏହା ମଧ୍ୟ […]

Continue Reading