ହିନ୍ଦୁସ୍ତାନ ଟାଇମ୍ସ ପିଏମ ମୋଦୀ ନିଖୋଜ ବିଜ୍ଞାପନ ଦେଇଛି ?

ସୋସିଆଲ ମିଡିଆରେ ହିନ୍ଦୁସ୍ତାନ ଟାଇମ୍ସର ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ହିନ୍ଦୁସ୍ତାନ ଟାଇମ୍ସ’ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ବିଜ୍ଞାପନ ଅଛି, ଯେଉଁଥିରେ କୁହାଯାଇଥିଲା ଯେ ‘ପିଏମ ମୋଦୀ ନିଖୋଜ ଅଛନ୍ତି’। ତେବେ କଣ ହିନ୍ଦୁସ୍ତାନ ଟାଇମ୍ସରେ ଏହି ବିଜ୍ଞାପନ ଦିଆ ଯାଇଥିଲା। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   14 ମଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। […]

Continue Reading

କ’ଣ ବିହାରର ଦରଭଙ୍ଗା ଜିଲ୍ଲାରେ ସତରେ ଗୋଟିଏ ଏଲିଏନ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଜୀବ ଦେଖିବାକୁ ମିଳୁଛି। ଭିଡିଓରେ ଦାବି କରା ଯାଇଅଛି ଯେ ଏହି ଜୀବକୁ ବିହାରର ଦରଭଙ୍ଗା ଜିଲ୍ଲାରେ ଦେଖିବାକୁ ମିଳିଛି। ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ କିଛି ଦିନ ପୂର୍ବରୁ ଆସିଥିବା ବାତ୍ୟାରେ ଏହି ଜୀବ ଆକାଶରୁ ଖସି ଥିଲା। ଏହି ଜୀବ ମନୀଷ, ପଶୁ ଏବଂ ପକ୍ଷୀର ଡିଏନଏ ମିଶ୍ରଣରୁ ସୃଷ୍ଟି ହୋଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓର […]

Continue Reading

କ’ଣ ଭିଡିଓରେ ନୀହା ଖାନ ଲୋକଙ୍କୁ ଟୀକା ଦେବାର ବାହାନା କରି କେବଳ ଇଞ୍ଜେକ୍ସନ ଫୋଡ଼ି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

କେବଳ ଇଞ୍ଜେକ୍ସନ ଫୋଡି ଲୋକଙ୍କୁ ଠକେଇବା ଏବଂ ପ୍ରକୃତରେ କୋଭିଡ-୧୯ ଟୀକା ପରିଚାଳନା ନକରିବା ଅଭିଯୋଗରେ ନୀହା ଖାନଙ୍କୁ ‘ଟୀକା ଜିହାଦୀ’ ନାମ ଦିଆ ଯାଇଅଛି। ଏହି ଘଟଣା ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାର ଜମାଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିତ ଯେଉଁଠାରେ ଜଣେ ବ୍ୟକ୍ତି ଡଷ୍ଟବିନ୍ ରେ କୋଭିଡ ଟୀକା ଫୋପଡା ହୋଇଥିବା ପାଇଥିଲେ। ଏହି ଘଟଣା ନେଇ ଦେଶର ଅନେକ ଗଣମାଧ୍ୟମ ଗୋଟିଏ ଭିଡିଓ ପ୍ରସାରିତ କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ସ୍ୱାସ୍ଥ୍ୟ କର୍ମୀ […]

Continue Reading