2019 କର୍ଣ୍ଣାଟକ ଭିଡିଓକୁ ଉଜ୍ଜେନର ମସଜିଦଠାରେ ପାକିସ୍ତାନ ଜିନ୍ଦାବାଦ କହିଥିବା ଲୋକଙ୍କୁ ହିନ୍ଦୁବାମାନେ ବିରୋଧ କରିଥିବା ଦାବିରେ ଭାଇରାଲ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାକିସ୍ତାନକୁ ନିନ୍ଦାକରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ସଂଖ୍ୟାଧିକ ଲୋକଙ୍କ ଭିଡ଼ ଲାଗିଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଉଜ୍ଜୟିନୀ ସହର ସ୍ଥିତ ଏକ ମସଜିଦ ନିକଟରେ କିଛି ଦେଶଦ୍ରୋହୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଏହାକୁ ବିରୋଧ କରି ଶହ ଶହ ହିନ୍ଦୁ ଠିକ ସେଇ ମସଜିଦ ନିକଟରେ ଏକତ୍ରିତ ହୋଇଥିଲେ ଏବଂ ତାହାର ଜବାବ ଦେଇଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]
Continue Reading