କ’ଣ ଭାଇରାଲ ଫୋଟୋ ନରେନ୍ଦ୍ର ମୋଦୀ ଦ୍ଵାରା ଆମେରିକାରେ ଥାଇ ଭାରତରେ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ କରାଇଥିବା ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଦିନକୁ ଦିନ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହେଉଛି। ଗତ କିଛି ବର୍ଷ ହେବ ଆମେ ଭାରତ ଦ୍ଵାରା କରା ଯାଇଥିବା ଅନେକ କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ଶୁଣିଛୁ। ତେଣୁ ସାମରିକ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି ବୋଲି କହି ପାରିବା। କ୍ଷେପଣାସ୍ତ୍ର ପରୀକ୍ଷାର କିଛି ଫୋଟୋ ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଳିଲା ଯେଉଁଥିରେ ଦାବି କରା ଯାଇଛି ଯେ କିଛି ଦିନ ପୂର୍ବରୁ ଭାରତ ସଫଳତାର ସହ ଅଗ୍ନି […]

Continue Reading