କ’ଣ କୋଭିଡ ପଜିଟିଭ୍ ଥିବା ୧୨୫ ଜଣ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଥିଲେ? ଜାଣନ୍ତୁ ସତ୍ୟ।
ନୂଆ ବର୍ଷ ଆରମ୍ଭ ହେଉ ହେଉ ଦେଶରେ କୋଭିଡ ମଧ୍ୟ ବିସ୍ତାର ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି। ସରକାର ସମସ୍ତ ବିମାନ ବନ୍ଦରରେ ମଧ୍ୟ କୋଭିଡ ପରୀକ୍ଷା ନିୟମ ଲାଗୁ କରିଛନ୍ତି। ଏହା ମଧ୍ୟରେ ଏକ ଖବର ସାମନାକୁ ଆସିଛି ଯେ ପଞ୍ଜାବରେ ବିଦେଶରୁ ଫେରିଥିବା ୧୨୫ ଯାତ୍ରୀଙ୍କ କୋଭିଡ ପଜିଟିଭ୍ ହେଇଥବା ମିଳିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର […]
Continue Reading