ନେପାଳରେ ରାହୁଲ ଗାନ୍ଧୀ ଯୋଗ ଦେଇଥିବା ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା, ମଧ୍ୟ ଉପସ୍ଥିତ ଥିଲେ କି?
କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ବାହାଘର ପାଇଁ ନେପାଳ ଯାଇଥିଲେ। ବାହାଘର ମଧ୍ୟରେ ସେ ଏକ ପବ୍ କୁ ଯାଇଥିବାର ଭିଡିଓ ଭାଇରାଲ ହେଲାପରେ ତାଙ୍କୁ ନେଇ ଅନେକ ଖବର ପ୍ରକାଶିତ ହୋଇଛି। ଏଥିମଧ୍ୟରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଏହି ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କୁ କେହି ଧ୍ୟାନ ଦେଉ ନାହାନ୍ତି। Somanath Panda ନାମକ ଜଣେ […]
Continue Reading