କ’ଣ ଉତ୍ତରପ୍ରଦେଶର ମିରଠ ପୋଲିସ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଥାନାରେ ପ୍ରବେଶ ଉପରେ ପ୍ରତିବଦ୍ଧ ଲଗାଇଛି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମିରଠ ପୋଲିସ ଷ୍ଟେସନ୍ ବାହାରେ ଏକ ବ୍ୟାନରରେ “ବିଜେପି କର୍ମୀଙ୍କୁ ଷ୍ଟେସନ ଭିତରେ ପ୍ରବେଶ କରିବାର ଅନୁମତି ନାହିଁ” ଲେଖା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟକୁ ସେୟାର କରି ଦାବି କରା ଯାଉଛି ଯେ ମେରଠ ପୋଲିସ ଷ୍ଟେସନରେ ବିଜେପି କର୍ମୀଙ୍କ ପ୍ରବେଶକୁ ବାରଣ କରିଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ଏହି ବ୍ୟାନର ମେରଠ ପୋଲିସ ଦ୍ଵାରା ନୁହେଁ […]
Continue Reading