କ’ଣ ବିଜେପି ମୁଖପାତ୍ର ସଂବିତ ପାତ୍ର ଟୁଇଟ କରି କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଜେଜେ ବାପା ଦେଶ ପାଇଁ ଅବିବାହିତ ରହି ଥିଲେ? ଜାଣନ୍ତୁ ସତ୍ୟ।

Photo Credit: Money Control 26 ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି ଯେ ସମ୍ବିତ ପାତ୍ର ନିଜ ଟୁଇଟର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ମୋଡିଜି ଏବଂ ତାଙ୍କ ଜେଜେ ବାପା ଦେଶ ପାଇଁ ଅବିବାହିତ ରହିଛନ୍ତି। ଏହା ପରେ ସେ ଥଟା କରି କହିଛନ୍ତି ଯେ ଯଦି ମୋଦୀଜିଙ୍କ ଜେଜେ ବିବାହ କରି ନାହାନ୍ତି ତାହାଲେ ନାତି […]

Continue Reading

କ’ଣ ଚୀନ ବିରୁଦ୍ଧରେ କୌଣସି କାର୍ଯ୍ୟାଅନୁଷ୍ଠାନ ନେଇ ଣ ଥିବା ରୁ ମହିଳା ମାନେ ମୋଦୀଜି ଙ୍କ ପୁତୁଳା କୁ ମାଡ଼ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୨୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ଚୀନ ବିରୋଧରେ ଯେ ପଯ୍ୟନ୍ତ କିଛି ଦୃଢ଼ କାଯ୍ୟଅନୁଷ୍ଠାନ ଗ୍ରହଣ ନ କରିଛନ୍ତି ସେତେ ପଯ୍ୟନ୍ତ ଦେଶରେ ଏମିତି ଚାଲିବ।  Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପ୍ରଥମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କୃଲୁ। ଏହା […]

Continue Reading

କ’ଣ ଭୁଟାନ ନିଜ ଦେଶରୁ ଭାରତର ଆସାମ ରାଜ୍ୟ କୁ ଆସୁଥି ନଇ ପାଣି ଅଟକାଇ ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପଡ଼ୋଶୀ ଦେଶ ଗୁଡ଼ିକ ସହିତ ଭାରତର ସମ୍ପର୍କ ଠିକଠାକ ନାହିଁ । ଗୋଟିଏ ପକ୍ଷରେ ଚୀନ୍ ସହ ସୀମା ବିବାଦ ତ ଅନ୍ୟ ପକ୍ଷରେ ନେପାଳ ସହିତ ନକ୍ସା ବିବାଦ । ପୁଣି ଏବେ ଚୀନ୍ ଏବଂ ନେପାଳ ପରେ ପରେ ଭୁଟାନ ମଧ୍ୟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଭୁଟାନ ଏବେ ଆସାମରେ ଅସୁଥିବା ପାଣିକୁ ରୋକିଦେଇଛି, ଏଥିରେ ରାଜ୍ୟର ବକ୍ସା […]

Continue Reading

କ’ଣ ତାଲାବନ୍ଦ ସମୟରେ ପେଟ୍ରୋଲ ଦର ବଢିବାରୁ ଲୋକେ କ୍ରୋଧିତ ହୋଇ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରୁଛନ୍ତି? କେଉଁ ସ୍ଥାନରେ ଘଟିତ ଏହି ଘଟଣା? ଜାଣନ୍ତୁ ସତ୍ୟ।

Photo Credit : OTv ଦେଶରେ କୋରୋନା ସମସ୍ୟା ମୁକାବିଲା କରିବା ସମୟରେ ଆହୁରି ଗୋଟିଏ ସମସ୍ୟା ସାମନା କୁ ଆସିଛି ଯେଉଁଟା ସାଧାରଣ ଲୋକଙ୍କ ଜୀବନ କୁ ପ୍ରଭାବ ପକାଉଚି। ଗତ କିଛି ଦିନ ହେବ ଦେଶରେ ପେଟ୍ରୋଲ ଦର ବଢି ଥିବା ରୁ ଲୋକଙ୍କ ମନରେ ହୀନତା ଓ କ୍ରୋଧ ଦେଖିବା କୁ ମିଳିଛି। ଏହି ସମୟରେ ସୋସିଆଲ ମିଡିଆ ରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୨୫ ଜୁନ ୨୦୨୦ ରେ ଜଣେ […]

Continue Reading

କ’ଣ ରଥଯାତ୍ରାର ଏହି ଦୃଶ୍ୟ ନ୍ୟୁଜିଲାଣ୍ଡ କୋରୋନା ମୁକ୍ତ ହେବା ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଓଡ଼ିଶା ବାସୀଙ୍କ ପର୍ବ ରଥ ଯାତ୍ରା ଅଟେ। ଏହି ପର୍ବ ବିଶ୍ଵରେ ଅନେକ ଦେଶରେ ପାଳନ କରା ଯାଏ। କିଛି ଦିନ ପୂର୍ବରୁ ଏହି ପର୍ବର ଦିନ ଥିଲା। ହେଲେ ରାଜ୍ୟରେ କୋରୋନା ବ୍ୟାପୀ ଥିବା ରୁ ରଥ ଯାତ୍ରା ପାଳନ କୁ ନେଇ ଅନେକ ବିବାଦ ଉଠିଥିଲା। ସୁପ୍ରିମ କୋର୍ଟ ମଧ୍ୟ ପ୍ରଥମେ ରଥ ଯାତା ପାଳନ କୁ ଅନୁମତି ଦେଇ ନ ଥିଲା। କିନ୍ତୁ ପଛେ ମାତ୍ର ୫୦୦ ଲୋକଙ୍କ ଉପସ୍ଥିତି ରେ ରଥ […]

Continue Reading

କ’ଣ ଫୋଟୋରେ ଥିବା କଙ୍କାଳ କାର୍ଗିଲ ଯୁଧ୍ୟ ଶହିଦ ଯବାନ ହେମ ସିଂହ ଯାଦବଙ୍କର? ଜାଣନ୍ତୁ ସତ୍ୟ।

୨୨ ଜୁନ ୨୦୨୦ ରେ ଓଡ଼ିଆ ନ୍ୟୁଜ ଫେସବୁକ ପେଜରେ ଗୋଟିଏ ପୋଷ୍ଟ ରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଥିବା କଙ୍କାଳ କୌଣସି ଫିଲିମ ସୁଟିଙ୍ଗର ଦୃଶ୍ୟ ନୁହେଁ। ଏହି କଙ୍କାଳ କାର୍ଗିଲ ଯୁଧ୍ୟରେ ଶହିଦ ହେଇ ଥିବା ଭାରତ ଜବାନ ହେମ ସିଂହ ଯାଦବଙ୍କ କଙ୍କାଳ ଅଟେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସେ ସେଶ ପର୍ଯ୍ୟନ୍ତ ଶତ୍ରୁ ସହିତ ଲଢି ନିଜ ଜୀବନ ହରାଇଥିଲେ। […]

Continue Reading

କ’ଣ ୧୯୪୫ ରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପାକଇଲା ପରେ ଜାପାନ ଆମେରିକା ସହିତ ନିଜ ବ୍ୟବସାଏ ସମ୍ପର୍କ ଭାଙ୍ଗି ଦେଇଛି?

ଭାରତ ଏବଂ ଚୀନ ମଧ୍ୟରେ ଚାଲୁ ଥିବା ସୀମା ବିବାଦ ଏବେ ଯୁଧ୍ୟର ରୁପ ନେଇ ସାରିଛି। କିଛି ଦିନ ପୂର୍ବରୁ ଚୀନ ସହିତ ସୀମା ରେ ହେଇହିବା ଲଢେଇ ରେ ୨୦ ଭାରତ ଯବାନଙ୍କ ମୃତ୍ୟୁ ହେଇଥିବା ବେଳେ ସୁନିବା କୁ ମିଛି ଯେ ଭାରତ ଯବାନଙ୍କ ଆକ୍ରମଣରେ ୪୩ ଚୀନ ସୈନ୍ୟ ଯବାନ ନିଜ ପ୍ରାଣ ହରାଇଛନ୍ତି। ଚୀନର ଭାରତ ସୀମା ଉଲଂଘନ କରିଲା ପରେ ଦେଶର ଲୋକଙ୍କ ମନରେ କ୍ରୋଧ ଉତପନ ହେଇଛି। […]

Continue Reading

କ’ଣ ଏହି ଫୋଟୋ ଚୀନ ସହିତ ଯୁଧ୍ୟରେ ଆହତ ହେଇଥିବା ଜବାନ ସୁରେନ୍ଦ୍ର ସିଂହଙ୍କର? ଜାଣନ୍ତୁ ସତ୍ୟ।

୨୦ ଜୁନ ରେ ଜଣେ ଫକେବୂ ୟୁଜର ଅଭିଭକ୍ତା କୋରାପୁଟ ସମାଚାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋ ଭାରତ ଯବାନ ସୁରେନ୍ଦ୍ର ସିଂହଙ୍କର। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ତାଙ୍କ ପତ୍ନୀ କହିଛନ୍ତି ଯେ “ଆମର ଥିଲେ ୩୦୦-୪୦୦ ସୈନିକ। ହଠାତ ଚାଇନାର ୨୦୦୦-୨୫୦୦ ସୈନିକ ହାତରେ ରଡ,ପଥର,ଲୁହା କଣ୍ଟାଯୁକ୍ତ ବାଡି ନେଈ ମାଡିଆସିଲେ। ତଥାପି ବି ଆମେ ଖାଲି […]

Continue Reading

କ’ଣ ମଣିଷ ପାଡ଼ରୁ କୋରୋନା ସଂକ୍ରମଣ ହେଇଥାଏ? କ’ଣ ମଳ ଏବଂ ମୁତ୍ରରୁ କୋରୋନା ବ୍ୟାପିବାର ସମ୍ଭାବନା ଅଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ରେ ଝରକା ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରା ଯାଇଅଛି। ଏହି ଭିଡିଓ ରେ କୁହା ଯାଇଅଛି ଯେ କୋରୋନା ରୋଗ ଜଣଙ୍କ ଥାରୋ ଆଉ ଜଣଙ୍କୁ ବ୍ୟାପୀ ଥାଏ। କାସ, ଛିଙ୍କ ଓ ଜର ଏହି ରୋଗର ଲକ୍ଷଣ। ଏହି ରୋଗର କୌଣସି ଅଉଷଡ୍ଗ ବା ଟୀକା ବାହାରି ନାହିଁ। ପ୍ରତିଦିନ ଏହି ବିଷୟ ନେଇ କିଛି ନ କିଛି ନୂଆ ତଥ୍ୟ ସାମନାକୁ ଆସୁଛି। ଇନ କୁ ଦିନ […]

Continue Reading

କ’ଣ କୋରୋନା ରୋଗୀଙ୍କ ମୃତ ଶରୀର କୁ ଚୀନ ସମୁଦ୍ରରେ ଫୋପାଡ଼ି ଦୁନିୟା ରେ କୋରୋନା ସଙ୍କ୍ରାମାନ ବିସ୍ତାର କରିବା କୁ ଚାହୁଁଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଗୋଟିଏ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଚୀନ କୋରୋନା ସଂକ୍ରମଣ ରେ ମୃତ୍ୟୁ ହେଇଥିବା ମର ଶରୀର କୁ ସମୁଦ୍ର ଦ୍ଵାରା ବିଭିନ୍ନ ଦେଶ କୁ ପଠାଇଛି। କିଛି କୋରୋନା ସଂକ୍ରମିତ ଶରୀର ସମୁଦ୍ର ଦ୍ଵାରା ଭାସି ଭାସି ଭାରତ ରେ ମଧ୍ୟ ପହଞ୍ଚିଛି ବୋଲି ମଧ୍ୟ ଦାବି କରିଛନ୍ତି।  ଏହା ପରେ ଆମେ ଭିଡିଓ […]

Continue Reading

କ’ଣ ଓଡ଼ିଶା ରେ ସପ୍ତାହରେ ୫ ଦିନ ତାଲାବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି? ଜାଣନ୍ତୁ ସତ୍ୟ।

ଓଡ଼ିଶା ରେ ଶନିବାର ଏବଂ ରବିବାର ଦିନ ସଂମ୍ପର୍ଣ୍ଣ ଭାବେ ସର୍ଟଡାଉନ ଥିଲା ହେଲେ କଥା ଆସୁଛି ଏଠାରେ ହେଲେ ଏହି ଦିନ ରେ କିଛି ନୂଆ ନିୟମ ଆସିଛି ଏବେ ଦୁଇ ଦିନ ନୁହେଁ ବରଂ ଚାରି ରୁ ପାଞ୍ଚ ଦିନ ସର୍ଟଡାଉନ ର ଅବଧି ବଢା ଯିବ । ଓଡ଼ିଶା ର ବି ସ୍ଥିତି ଚିନ୍ତା ଜନକ ହେଲାଣୀ । କେବଳ ଏହିଥି ପାଇଁ ଜୁନ ମାସ ରେ ସମସ୍ତ ଶନିବାର ଏବଂ ରବିବାର […]

Continue Reading

କ’ଣ ଏ.ଜେଡ.ଡି ୧୨୨୨ ପ୍ରମାଣିତ କୋରୋନା ପ୍ରତିଶୋଧକ ଟୀକା? ଜାଣନ୍ତୁ ସତ୍ୟ।

ଅକ୍ସଫୋର୍ଡ଼ ୟୁନିଭରସିଟି AZD1222 ନାମରେ କରୋନା ଭାଇରସର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛନ୍ତି । ଯାହାର ପ୍ରୟୋଗ ସମୟରେ ଭଲ ଫଳ ପ୍ରକାଶ ପାଇଛି ଏବଂ ଏହି ଔଷଧର ଆଗାମୀ ପ୍ରୟୋଗ ମଧ୍ୟ ଖୁବଶୀଘ୍ର କରାଯିବ । ଏହାପରେ ଭାରତ ମଧ୍ୟ ଏହି ଔଷଧର ନିର୍ମାଣ ଆରମ୍ଭ କରି ଦେଇଛନ୍ତି । ଭାରତ ସହ ଏହି ଔଷଧର ନିର୍ମାଣର ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ ଓ ନରୱେରେ ମଧ୍ୟ କରାଯାଉଛି। ଯାହାର ସୂଚନା ବ୍ରିଟେନର ଔଷଧ କମ୍ପାନୀ ଏଷ୍ଟ୍ରାଜେନେକା ଦେଇଛନ୍ତି। […]

Continue Reading

କ’ଣ ବିଳମ୍ବିତ ରାତି ସମୟରେ ପବ୍ ରେ ଚାଲୁଥିବା ପାର୍ଟି ରେ ପୋଲିସ ମାରିଥିବା ଛାପା ଘଟଣା ବର୍ତମାନ ସମୟର? କ’ଣ ପ୍ରକୃତର ଘଟଣା? ଜାଣନ୍ତୁ ସତ୍ୟ।

ଏବେ ପୋଲିସ ସବୁଆଡେ ନିଜ ର କଡା କଡୀ ଯାଞ୍ଚ ଆରମ୍ଭ କରିଦେଇଛି I ରାତି ରେ କୌଣସି ପାର୍ଟି ଆଦି ର ଆୟୋଜନ କରିବାକୁ ମଧ୍ୟ ବର୍ଜିତ କରାଯାଇଛି I ଏହି କ୍ରମ ରେ ପୋଲିସ ଇନ୍ଦୋର ରେ ଏକ ଅଂଚଳ ରେ ଛାନ ଭିନ ଚଳାଇଥିଲା I ଏବେ ପ୍ରତିବନ୍ଧକ ଲଗାଯାଇଛି କି ଅଧିକ ରାତି ପର୍ଯ୍ୟନ୍ତ କୌଣସି ପାର୍ଟି ଆଦି ର ଆୟୋଜନ କରାଯିବ ନାହିଁ I କିନ୍ତୁ ସେଠାରେ ଏକ ପର୍ବ […]

Continue Reading

କ’ଣ ନିତୀଶ କୁମାରଙ୍କ ଗାଡ଼ି ଉପରେ ପଥର ଫୋଫାଡ଼ୁ ଥିବା ଭିଡିଓ ବର୍ତମାନ ସମୟର? ପ୍ରକୃତର ଘଟନା କ’ଣ? ଜାଣନ୍ତୁ ସତ୍ୟ।

ଆଗାମୀ ଦିନରେ ବିହାର ନିର୍ବାଚନ ହେବା କୁ ଯାଉଥିବା ସମୟରେ ବିହାର ରାଜ୍ୟର କିଛି ଘଟଣା ସାମନାକୁ ଆସିଛି। ୧୦ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ବିହାର ର ଗୋଟିଏ ଗାଁର ଲୋକ ମାନେ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଗାଡ଼ି ଉପରକୁ ଇଟା ପଥର ମାଡ଼ କରୁଛନ୍ତି। Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ […]

Continue Reading

କ’ଣ ଭିଡିଓରେ ହେଉଥିବା ଘଟଣା ବର୍ତମାନ ସମୟରେ ଲାଦାଖରେ ଘଟିଛି? ଜାଣନ୍ତୁ ସତ୍ୟ।

ଭାରତ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିଷୟ ନେଇ ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ଅନେକ ପୋସ୍ତ ଏବଂ ଭିଡିଓ ଭାଇରାଲ ହେଉଛି। ଗତ କାଲୀ ୧୨ ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି କହିଛନ୍ତି ଯେ ଭାରତ ସେନା ଜବାନ କୁ ଚୀନ ସୈନ୍ୟ କୁ ପଛକୁ ହଟିବାକୁ କହୁଛନ୍ତି। ଦୁଇ ଦେଶ ସୈନ୍ୟ ମଧ୍ୟରେ ବାକ […]

Continue Reading

କ’ଣ ହସ୍ପିଟାଲ ଭିତରୁ ଖୁସି ହେଇ ବାହାରି ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଭିଡିଓ ନ୍ୟୁଜିଲାଣ୍ଡ ଦେଶର ଅଟେ? ଜାଣନ୍ତୁ ସତ୍ୟ।

ଏହି ସମୟରେ ସାରା ବିଶ୍ଵ କୋରୋନା ପୀଡ଼ିତ ଥିବା ବେଳେ ,ବିଗତ କିଛି ଦିନ ପୂର୍ବରୁ ଗୋଟିଏ ଖବର ଶୁଣିବା କୁ ମିଳି ଥିଲା ଯେ ନ୍ୟୁଜିଲାଣ୍ଡ ବର୍ତମାନ କୋରୋନା ମୁକ୍ତ ଦେଶ ହେଇ ଯାଇଅଛି। ଗତ ୨୦ ଦିନ ରୁ ନ୍ୟୁଜିଲାଣ୍ଡ ରେ କେହି ନୂଆ ଆକ୍ରାନ୍ତ ଦେଖିବା କୁ ମିଳି ନାହିଁ। ଏହି ଖବର ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ସୃଷ୍ଟି ହେଇଛି। ଏହି ବିଷୟ ନେଇ ଆମ ସାମନା କୁ ଗୋଟିଏ […]

Continue Reading

କ’ଣ ରେମ୍ଡେସିଭିର ଟୀକା ସମ୍ପୂର୍ଣ ଭାବରେ କୋରୋନା ସୁସ୍ଥ କରି ପାରିବ? ଜାଣନ୍ତୁ ସତ୍ୟ।

Photo Credit : NIAID  କରୋନା ଭାଇରସ ଚିକିତ୍ସାରେ ବ୍ୟବହୃତ ହେଉଥିବା ଗିଲିଆଡ୍ ସାଇନ୍ସର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ମାଙ୍କଡମାନଙ୍କ ଉପରେ ଭଲ ପ୍ରଭାବ ପକାଇଥିବାର ଦେଖାଯାଇଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଔଷଧ କରୋନା ଭାଇରସ ସଂକ୍ରମିତ ମାଙ୍କଡ଼ରେ ଫୁସଫୁସ ରୋଗକୁ ରୋକିଥାଏ। ଏହି ଅଧ୍ୟୟନ ମଙ୍ଗଳବାର ଦିନ ଜର୍ନଲ ନେଚରରେ ପ୍ରକାଶିତ ହୋଇଛି। ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ପ୍ରାମାଣିକ ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ଏପ୍ରିଲ୍ ମାସରେ ପ୍ରଥମ […]

Continue Reading

କ’ଣ ଉତ୍ତର ପ୍ରଦେଶ ପୋଲିସ ୟୁନିଫର୍ମ ପିନ୍ଧି ରାସ୍ତାରେ ବୁଲୁ ଥିବା ଏହି ମହିଳା ପୋଲିସଙ୍କ ଧାରା ପଡ଼ିବା ଘଟଣା ବର୍ତମାନ ସମୟର?

ୟୁପିର ଫଜାବାଦରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଗାଡି ଯାଞ୍ଚ ବେଳେ ପୋଲିସ ଜଣେ ନକଲି ମହିଳା ପୁଲିସଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଇନ୍ସପେକ୍ଟରଙ୍କ ୟୁନିଫର୍ମ ପିନ୍ଧିଥିବା ଏହି ଝିଅଟି ବିନା ହେଲମେଟରେ ରାସ୍ତାରେ ଯାଉଥିଲା। ଏହି ନକଲି ମହିଳା ଇନ୍ସପେକ୍ଟରଙ୍କ ଭେଦ ସେତେବଳେ ଖୋଲିଲା ଯେତେବେଳେ ସେ ଯାଞ୍ଚ ସମୟରେ ପୋଲିସର ପ୍ରଶ୍ନର ଉତ୍ତର ଦେଇପାରିନଥିଲେ| ଗାଡି ଯାଞ୍ଚ ସମୟରେ ପୋଲିସ ଜଣେ ନକଲି ମହିଳା ପୁଲିସକୁ ଧରିଛି। କୁହାଯାଉଛି […]

Continue Reading

କ’ଣ ବିଶ୍ଵରେ ପ୍ରତ୍ଯେକ ୧୦୦ ବର୍ଷରେ ମାହାମାରୀ ହୁଏ? କେତେ ସତ୍ୟ ଏହି ଭିଡିଓ? ଆସନ୍ତୁ ଜାଣିବା।

ବିଶ୍ଵରେ କୋରୋନା ଭାଇରସ ବ୍ୟାପିବା ପରେ ଏହି ବିଷୟ ନେଇ ପ୍ରତ୍ଯେକ ଦିନ କିଛି ନା କିଛି ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହା ମଧ୍ୟରୁ କିଛି ସତ୍ୟ ତ କିଛି ମିଥ୍ୟା ଖବର ଥାଏ। ଏହି ସମୟରେ ଯେତେ ବେଳେ ସାରା ବିଶ୍ଵ ଏହି ରୋଗଠାରୁ ଉଦ୍ଧାର ପାଇବା ଆସା ନେଇ ବସିଛି, ସେହି ସମୟରେ କିଛି  ଏପରି ପୋଷ୍ଟ ଏବଂ ଭିଡିଓ ସାମନାକୁ ଆସୁଛି ଯେଉଁଟା ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ମନ […]

Continue Reading

କ’ଣ ଆମ ଦେଶର ନାମ ଇଣ୍ଡିଆ ତୁ ବଦଳାଈ ଭାରତ କରିବା ପାଇଁ ସୁପ୍ରିମ କୋର୍ଟ ଅନୁମତି ଦେଇଛି? ଜାଣନ୍ତୁ ସତ୍ୟ।

ଦେଶରେ ବିଭିନ୍ନ ପ୍ରକାର ଚର୍ଚା ଚାଲୁଅଛି। ଗତ କିଛି ମାସ ହେବ ମେକ୍ ଇନ ଇଣ୍ଡିଆ, ମେଡ୍ ଇନ ଇଣ୍ଡିଆ ଇତିୟାଦୀ ଶୁଣିବାକୁ ମିଳିଛି। କୋରୋନା ଦେଶରେ ନିଜ କାୟା ବିସ୍ତାର କରିଲା ପରେ ଲୋକେ ସ୍ଵଦେଶୀ ସାମଗ୍ରୀ ଅପନାଇବା ପାଇଁ ଚାହୁଁଛନ୍ତି। ଏହି ମଧ୍ୟରେ କିଛି ଦିନ ପୂର୍ବରୁ ଗୋଟିଏ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଇଛି। ଜଣେ ବ୍ୟକ୍ତି ସୁପ୍ରିମ କୋର୍ଟରେ ଦେଶର ନାମ ଇଣ୍ଡିଆ ରୁ ଭାରତ କରିବା ପାଇଁ ନିବେଦନ […]

Continue Reading

କ’ଣ କୋରୋନା ମୃତ ଲୋକଙ୍କ ମଧ୍ୟରେ କୋରୋନା ରୋଗୀଙ୍କ ଚିକିତ୍ସା ହେଉଥିବା ଦୃଶ୍ୟ ଦିଲ୍ଲୀ ସରକାରୀ ହସ୍ପିଟାଲ ଅଟେ?

ପ୍ରତ୍ଯେକ ଦିନ କୋରୋନା ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ ମଧ୍ୟ କୋରୋନା ସଂଖ୍ୟା ୨ ଲକ୍ଷ ଟପି ସାରିଲାଣି। ଗତ ୩ ଦିନ ମଧ୍ୟରେ ୮୦୦୦ ରୁ ଅଧିକ ଲୋକଙ୍କ ଆକ୍ରାନ୍ତ ହେଇ ଥିବା ଶୁଣିବାକୁ ମିଳିଛି। ଭାରତରେ କୋରୋନା ଆକ୍ରାନ୍ତ କେସ ସବୁ ଠାରୁ ବେସୀ ମାହାରାଷ୍ଟ୍ର ରେ ଦେଖିବା କୁ ମିଳିଛି। ଖବର ଅନୁଯାୟୋ ମାହାରାଷ୍ଟ୍ରରେ ୭୦୦୦୦ ଠାରୁ ଅଧିକ କେସ ଅଛି। ଲୋକେ ଚିକିତ୍ସା ପାଇଁ କଲ ବଳ ହେଲା ବେଳକୁ ପ୍ରଶାସନ […]

Continue Reading

କ’ଣ ଭିଡିଓରେ ମୋଦୀ ସରକାର ର ଆଲୋଚନା କରୁ ଥିବା ମହିଳା ଅଟଳ ବିହାରୀ ବାଜପାୟୀଙ୍କ ଭାଣଜୀ? ଜାଣନ୍ତୁ ସତ୍ୟ।

ଗତ କିଛି ମାସ ହେଲା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମକୁ ଦେଖିବା କୁ ମିଳିଛି ଯେ ଜଣେ ମହିଳା ବିଜେପି ସରକାର ଉପରେ ନିଜ ନିରାଶା ବ୍ୟକ୍ତ କରୁଛନ୍ତି। ୧ ଜୁନ ରେ ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଭିଡିଓ ଭାଇରାଲ କରି ଦାବି କରିଛନ୍ତି ଯେ ବିଜେପି ସରକାର ଆଲୋଚନା କରୁଥିବା ମହିଳା ଅଟଳ ବିହାରୀ ବାଜପାୟୀଙ୍କ ଭାଣଜୀ ଅଟନ୍ତି। ଏହି ପୋଷ୍ଟକୁ ୪୪୯ ଲାଇକ୍ସ […]

Continue Reading

କ’ଣ ଚୀନ ସେନା ଠାରୁ ଭାରତୀୟ ସେନା ଦେଶକୁ ରକ୍ଷା କରୁଥିବା ଭିଡିଓ ଲଦାଖର? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଗମ୍ଭୀର ସ୍ଥିତି ଆଡ଼କୁ ପ୍ରଗତି କରୁଛି। ଦୁଇ ଦେଶ ପରସ୍ପର ସହିତ କଥା ଲାଗି ଏହି ସମସ୍ଯାର ସମାଧାନ ବାହାର କରିବାରେ ଲାଗିଛନ୍ତି। କିନ୍ତୁ ଗୋଟେ ଆଡ଼େ ଚୀନ ଭାରତ ସୀମାରେ ନିଜ ସୈନ୍ୟ ବଳ ଧୀରେ ଧୀରେ ବଢାଉଛି। ଏହି ଖବର ବର୍ତମାନ ମିଡିଆ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ କିଛି ପୁରୁଣା ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖିବା କୁ ମିଳିଛି। […]

Continue Reading

କ’ଣ କିଛି ଦିନ ପୂର୍ବରୁ ଚୀନ ଆର୍ମୀ ଭାରତ ସୀମାରେ ପସୁଥିବା ବେଳେ ଭାରତ ସୈନ୍ୟ ତାଙ୍କୁ ଅଟକାଉଛନ୍ତି? ଜାଣନ୍ତୁ ସତ୍ୟ।

ଭାରତ ସୀମା ପାଖରେ ଚୀନ ନିଜ ସୈନ୍ୟ ବଳ ଏକତ୍ର କରିଲା ପରେ ଭାରତ ମଧ୍ୟ ନିଜ ସେନାର ଯବାନ ମାନଙ୍କୁ ସୀମାରେ ଏକତ୍ର କରୁଛି। ଏହି ଘଟଣା ନେଇ ବର୍ତମାନ ସ୍ଥିତି ବହୁତ ଗମ୍ଭୀର ଅଛି। ବର୍ଷ ବର୍ଷ ଧରି ଭାରତ ଆଉ ଚୀନ ସୀମାରେ ଆମନା ସାମନା ହେଉଛି। ଏହି ବିଷୟ ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୩୦ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ବିଜେପି […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମରେ ମିଛ କହିଛନ୍ତି କି ଓଡ଼ିଶାରେ କୋରୋନା ମୃତ୍ୟୁହାର ଦୁନିଆ ରେ ସବୁ ଠାରୁ କମ? ଜାଣନ୍ତୁ ସତ୍ୟ।

୨୮ ମେ ୨୦୨୦ ରେ ଜଣେ ଟୁଇଟର ୟୁଜର ନିଜ ତ୍ଵିଟୀର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମ ଆଗରେ ମିଛ କହିଛନ୍ତି ଯେ ଓଡ଼ିଶା ରେ କୋରୋନା ମୃତହାର ପୁରା ବିଶ୍ଵରେ ସବୁଠାରୁ କମ। କୋରୋନା ଆକ୍ରାନ୍ତ, ମୃତ ଏବଂ ଆରୋଗ୍ୟ ଚାର୍ଟ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ତଥ୍ୟ ଅନୁସାରେ ଭାରତରେ ହି ଓଡିଶାଠାରୁ ଭଲ ସ୍ଥିତିରେ ଅନେକ ରାଜ୍ୟ ଅଛନ୍ତି।  Archive […]

Continue Reading

କ’ଣ ସୁସ୍ଥ ହେଲା ପରେ ମଧ୍ୟ ସେକ୍ସ ଦ୍ଵାରା ବ୍ୟାପୀ ପାରି ଥାଏ କୋରୋନା ଭୂତାଣୁ? ଜାଣନ୍ତୁ ସତ୍ୟ।

୧୭ ମେ ୨୦୨୦ ରେ ଓଡ଼ିଆ ସ୍କ୍ରାପ ସାଇଟରେ ଏହା ଦାବି କର ଯାଇଅଛି ଯେ କରୋନା ସଂକ୍ରମିତ ପୁରୁଷଙ୍କ ଶୁକ୍ରାଣୁରେ ଏହି ଭାଇରସ ପାଇବା ପରେ ଲୋକଙ୍କୁ ସେକ୍ସ ସମ୍ବନ୍ଧରେ ସଜାଗ ରହିବାକୁ କୁହାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କାହା ଠାରେ କରୋନାର ଲକ୍ଷଣ ଦେଖା ଦିଏ, ତେବେ ତାକୁ ସେକ୍ସ ସମ୍ପର୍କରୁ ଦୂରେଇ ରହିବା ଉଚିତ୍। ଏଥି ସହିତ, ଜଣେ ବିଶେଷଜ୍ଞ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ […]

Continue Reading

କ’ଣ ରୂପୀ ମରା ଟୀକା ଦ୍ଵାରା କୋରୋନା ଭାଇରସ କୁ ଖତମ କରିବା ସମ୍ଭବ? ଜାଣନ୍ତୁ ସତ୍ୟ।

ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି। ତେବେ କରୋନାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ନାନା କଥା ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ବର୍ତମାନ ସୋସିଆଲ ମିଡିଆରେ କୋରୋନା ପାଇଁ ଅନେକ ଟୀକା […]

Continue Reading

କ’ଣ ଚୀନ ସହିତ ଯୁଧ୍ୟ କରିବା ପାଇଁ ଭାରତ ଲେହ-ଲଦାକ ଅଞ୍ଚଲରେ ଗ୍ଲୋବ ମାଷ୍ଟର C-17 ବିମାନ ଏକତ୍ର କରିଛି? କ’ଣ ସତ୍ୟତା ଏହି ଭିଡିଓର?

୨୭ ମେ ରେ ଜଣେ ଫେସବୁକ ୟୁଜର “ଓଡ଼ିଶା ବ୍ରେକିଙ୍ଗ ନ୍ୟୁଜ” ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଲେହ ଏୟାରବେସରେ ଠିଆ ହୋଇଥିବା ଏହି ସବୁ ବିମାନ C-17 ଗ୍ଲୋବମାଷ୍ଟର ଅଟେ, ଯାହାକି ଭାରତୀୟ ବାୟୁସେନାର ସବୁଠାରୁ ବଡ଼ ଏବଂ ଭୀମକାୟ ଷ୍ଟ୍ରେଟେଜିକ ଟ୍ରାନ୍ସପୋର୍ଟ ଓ ମାଲବାହକ ବିମାନ ଅଟେ। ଭାରତୀୟ ସଶସ୍ତ୍ର ସେନା ଚୀନ କୁ କାଉଣ୍ଟର କରିବା ପାଇଁ ଭାରି ଅସ୍ତ୍ରଶସ୍ତ୍ର ସହିତ ଖାଦ୍ୟ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ମେ ୨୦୨୦ ମସିହାରେ ଆସିଥିବା ଅମ୍ଫାନ ବାତ୍ୟାର ଅଟେ?

୨୦ ମେ ୨୦୨୦ ରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରେ ଆସିଥିବା ଅମ୍ଫାନ ବାତ୍ୟା ଭଉତ କ୍ଷତି ପହଞ୍ଚାଇଛି। ବାତ୍ୟା ସମୟରେ ପବନର ବେଗ ୧୯୦ କିଲୋମିଟର ପ୍ରତି ଘଣ୍ଟା ଥିଲା ବୋଲି ସୂଚନା ମିଳିଛି। ଏହି ବାତ୍ୟା ରେ ଘର ଦ୍ଵାର ନଷ୍ଟ ହେବା ସହିତ କିଛି ଲୋକଙ୍କ ମୃତ୍ୟୁ ହେଇ ଥିବା ଖବର ମଧ୍ୟ ସାମନା କୁ ଆସିଛି। ଓଡ଼ିଶା ରେ ୨ ଲୋକଙ୍କ ମୃତ୍ୟୁ ହେଇଛି ବୋଲି ସୂଚନା ମିଳିଛି। ସୋସିଆଲ […]

Continue Reading

କ’ଣ ମୋଦୀଜିଙ୍କ ଜୟକାର କରୁ ଥିବା ଏହି ଭିଡିଓ ପାକିସ୍ତାନର? କ’ଣ ପାକିସ୍ତାନର ଲୋକେ ମୋଦୀଙ୍କୁ ନିଜ ସମର୍ଥନ ଦେଊଛନ୍ତି? ଜାଣନ୍ତୁ ସତ୍ୟ।

୨୧ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କିଛି ଲୋକ ନଚିଛନ୍ତି ଏବଂ କିଛି ନାରା ଲଗାଇବା ମଧ୍ୟ ଶୁଣିବାକୁ ମିଳିଛି। ଏହି ଭିଡିଓରେ କିଛି ଲୋକେ ବିଜେପି ପାର୍ଟି ପତାକା ମଧ୍ୟ ଧରି ଛିଡ଼ା ହେଇଛନ୍ତି। ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ଏହି ଲୋକ ମାନେ ପାକିସ୍ତାନୀ ଅଟନ୍ତି ଏବଂ ମୋଦୀଙ୍କ ନାମ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ବିମାନ ଦୁର୍ଘଟଣା ର ଫୋଟୋ କିଛି ଦିନ ତଳେ ଘଟିଥିଲା? ଜାଣନ୍ତୁ ସତ୍ୟ।

୨୨ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି କରାଚୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ । […]

Continue Reading

କ’ଣ ପାର୍ଲେ-ଜି ବିସ୍କୁଟ ପେକେଟରେ ଥିବା ଝିଅ ନିରୁ ଦେଶପାଣ୍ଡେଙ୍କ ସାନ ବେଳ ଫୋଟୋ? ଜାଣନ୍ତୁ ସତ୍ୟ।

ପାରଲେ ଜି ବିସ୍କୁଟ କୁ ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ ସବୁ ବର୍ଗ ର ଲୋକେ ଏହି ବିସ୍କୁଟ ଖାଇଥାନ୍ତି | ଅନେକ ଲୋକ ଙ୍କ ର ଏହା ପସନ୍ଦିତା ବ୍ରାଣ୍ଡ ଅଟେ | ଏହା ଆଗ ରୁ ଯେପରି ଥିଲା ଆଜି ବି ସେହିପରି ଅଛି | ଏହା ର ଡିଜାଇନ ରେ କିଛି ବି ପରିବର୍ତନ ହେଇ ନାହିଁ | ଏହି ପୋଷ୍ଟରେ କରା ଯାଇ ଥିବା ଦାବି ଅନୁସାରେ ଉପରେ ଯେଉଁ ପିଲାଟି […]

Continue Reading

କ’ଣ ବିଗତ ଦିନରେ ଆସିଥିବା ଅମ୍ଫାନ ବାତ୍ୟା ଏପରି ଟ୍ରକ୍ କୁ କ୍ଷତି ପହଞ୍ଚାଇଛି? କ’ଣ ଏହି ଘଟନା ପଶ୍ଚିମ ବଙ୍ଗର ସିଙ୍ଗପୁର ଅଞ୍ଚଳରେ ଘଟିଛି? ଜାଣନ୍ତୁ ସତ୍ୟ।

୨୦ ମେ ୨୦୨୦ ରେ ଅମଫାନ ବାତ୍ୟା ପଶ୍ଚିମ ବଙ୍ଗ ରେ ଭୟଙ୍କର ପ୍ରହାର ପକାଇଛି। ହଜାର ହଜାର ଗଛ ଉପୁଡ଼ି ଯାଇଅଛି, ଫୋନ ଓ ବିଦ୍ୟୁତ ପୋଲ ଭାଙ୍ଗି ଯାଇଅଛି ଏବଂ ଅନେକ ଘର ଭୁଶୁଡ଼ି ପଡିଛି। ବାତ୍ୟା ପରେ ସୋସିଆଲ ମିଡିଆରେ ଏହି ଘଟନା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ଏହା ମଧ୍ୟରେ ଆମେ ଏଏପରି ଗୋଟିଏ ଭିଡିଓ ସାମନା ସାମନୀ ହେଳୁ, ଯେଉଁଥିରେ ଏହା ଦାବି କରା ଅଛି […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ସୁନ୍ଦରବନ ଅଞ୍ଚଲରେ ଅମ୍ଫାନ ବାତ୍ୟାର ପ୍ରଭାବ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ବାତ୍ୟା ନେଇ ଡର କାହା ମନରେ ନଥାଏ। ବାତ୍ୟା ଲୋକଙ୍କ ଘର ପରିବାର, ଜିନିଷ ଏବଂ ଜୀବିକା କୁ କ୍ଷତି ପହଞ୍ଚେଇ ଥାଏ। ଓଡ଼ିଶାରେ ପ୍ରାୟ ବାତ୍ୟା ଦେଖିବାକୁ ମିଳି ଥାଏ। ୧୯୯୯ ମହାବାତ୍ୟା, ଫାଇଲିନ, ହୁଡ଼-ହୁଡ଼, ତିତଳି, ଫନି ଇତ୍ୟାଦି ବିଗତ ବର୍ଷ ଧରି ଦେଖିବାକୁ ମିଳିଛି। କାଲୀ ଆସିଥିବା ବାତ୍ୟା ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ନିଜ ପ୍ରଭାବ ପକାଇଛି। ଏହି ସମୟରେ ସୋସିଆଲ ମିଡିଆ ରେ ଏହା କୁ ନେଇ ଗୁଜବ […]

Continue Reading

କ’ଣ ଏହି ମହିଳା ଜଣେ ଦାଦନ ଶ୍ରମିକ? କ’ଣ ଚାଲି ଚାଲି ତାଙ୍କ ପାଦର ଏପରି ଅବସ୍ତା ହେଇ ଯାଇଅଛି? ଜାଣନ୍ତୁ ସତ୍ୟ।

ସାରା ଦେଶରେ ବର୍ତମାନ ଦାଦନ ଶ୍ରମିକଙ୍କ ବିଷୟରେ ଚାଚା ଚାଲିଅଛି। ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଯାଇ କାମ କରୁଥିବା ଶ୍ରମିକ ମାନେ କୋରୋନା ଭାଇରସ ପାଇଁ ସରକାର ଦ୍ଵାରା ଲାଗୁ କରା ଯାଇଥିବା ତାଲାବନ୍ଦ ସ୍ଥିତି ଯୋଗୁ ସେଠାରେ ଅଟକି ରହି ଯାଇଛନ୍ତି। ଏହି ସମୟରେ ଅନେକ ଖବର ମିଳିଛି ଯେ କେତେ ସ୍ଶ୍ରାମିକ ମାନେ କଷ୍ଟରେ ନିଜ ରାଜ୍ୟ ଫେରିଛନ୍ତି। କିଏ ସାଇକେଲ ରେ ତ କିଏ ସହ ସହ କିଲୋମିଟର ଚାଲି […]

Continue Reading

କ’ଣ କୋରୋନା ଭାଇରସକୁ ରୋକିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତାଲାବନ୍ଦ ପ୍ରକ୍ରିୟା ବାହାର କରିଛି? ଜାଣନ୍ତୁ ସତ୍ୟ।

ବର୍ତମାନ ସୁଧା ପାଖାପାଖି ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଏବଂ ୪୩ ଲକ୍ଷ ଲୋକେ କୋରୋନା ଆକ୍ରାନ୍ତ ହେଇ ସାରିଛନ୍ତି। ଏହି ରୋଗ କୁ ବ୍ୟାପୀବାରୁ ଅଟକାଇବା ପାଇଁ ଅନ୍ୟ ଅନ୍ୟ ଦେଶ ସହିତ ଭାରତ ମଧ୍ୟ ତାଲାବଞ୍ଜ୍ଦ ସ୍ଥିତିରେ ଅଛି। ୧୭ ମେ ରେ ସମାପ୍ତ ହେବାର ଥିଲା ତାଲାବନ୍ଦ। କିନ୍ତୁ ବର୍ତମାନ ଏହା କୁ ଘୁଞ୍ଚେଇ ୩୧ ମେ କରା ଯାଇଅଛି। ଏହି ସମୟରେ ଲକ୍ ଡାଉନ ପ୍ରକ୍ରିୟାକୁ ନେଇ ଅନେକ ଲୋକ ଅନେକ […]

Continue Reading

କ’ଣ ଗୋଡ଼ ଛାଲ ବାହାରି ଯାଇ ଥିବା ଦୃଶ୍ୟ ଦାଦନ ଶାରିକଙ୍କର? କ’ଣ ଶ୍ରମିକ ମାନେ ଚାଲି ଘରକୁ ଫେରିଥିବା କାରଣରୁ ତାଙ୍କ ଗୋଡ଼ରେ ଫୋଟକା ହେଇ ଯାଇଛି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସକୁ ବ୍ୟାବୀବାରୁ ଅଟକାଇବା ପାଇଁ ସରକାର ବର୍ତମାନ ଦେଶ ସାରା ତାଲାବନ୍ଦ କରି ଦେଇଛନ୍ତି। ଏହା କାରାନରୁ ଅନ୍ୟ ରାଜ୍ୟ ଯାଇଥିବା ଶ୍ରମିକ ମାନେ ସେଠାରୁ ଫେରି ପାରୁ ନାହାନ୍ତି। କାମ ମିଳୁ ନାହିଁ ବୋଲି ତାଙ୍କ ଭୋକର କୌଣସି ସୀମା ନାହିଁ। ରାଜ୍ୟ ସରକାରକୁ ଅନେକ ଗୁହାର ଲଗାଇ ନିଜ ରାଜ୍ୟ ଫେରିବା ପାଇଁ ଇଛା ବ୍ୟକ୍ତ କରୁଛବ୍ତି। କିଛି ଶ୍ରମିକ ମାନେ ସହ ସହ କିଲୋମିତିର ଚାଲି ନିଜ ଗାଁ ଫେରିଛନ୍ତି। ଏହି […]

Continue Reading

କ’ଣ ଜଳ ବାୟୁରେ ପରିବର୍ତନ ଆସିବା କାରଣରୁ ପକ୍ଷୀ ମାନେ ରାସ୍ତାରେ ମରି ପଡିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋସ୍ତ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦେଖିବା କୁ ମିଳିଛି ଯେ ଗୋଟିଏ ସ୍ଥାନରେ ଅନେକ ଲୋକ ଛିଡ଼ା ହେଇଛନ୍ତି ଏବଂ ରାସ୍ତା ମଝିରେ ବହୁ ପରିମାଣର ପକ୍ଷୀ ମରି ପଡ଼ିଛନ୍ତି। ବିଗତ କିଛି ଦିନ ତଳେ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ କରି ଏହା ଦାବି କରା ଯାଇଅଛି ଯେ ବର୍ଷା ହେଇ ବରଫ ପଡ଼ିଥିବାରୁ ଚଢେଇ ମାନେ ମରିଗଲେ। ଏହି ପୋଷ୍ଟକୁ ଅଧିକ ରୁ ଅଧିକ ସ୍ଶରେ […]

Continue Reading

କ’ଣ କୋରୋନା ସମୟରେ ଦାଦନ ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଏହି ପୁଲିସ ଅଧିବକାରୀ? ଏହା କେଉଁ ସ୍ଥାନର ଘଟଣା? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ପୋଲିସ ଅଧିକାରୀ କିଛି ମହିଳା ମାନଙ୍କ ଠାରୁ ରେଳ ଲାଇନ ରେ ପାଇସା ନେଉଛନ୍ତି। କୋରୋନା ଭାଇରସ ବ୍ୟାପୀ ଥିବାରୁ ସାରା ଦେଶରେ ତାଲାବନ୍ଦ ସ୍ଥିତି ଲାଗୁ ହେଇଛି। ତାଲାବନ୍ଦ ଯୋଗୁ ଦାଦନ ଶ୍ରମିକ ମାନେ ନିଜ ରାଜ୍ୟ ଓ ନିଜ ଘରକୁ ଫେରି ପାରୁ ନାହାନ୍ତି। ଦେଶର ଅନ୍ୟ ଅନ୍ୟ ସ୍ଥାନରେ ଅଟକି ରହି ଯାଇଛନ୍ତି ଶ୍ରମିକ […]

Continue Reading

କ’ଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାତ୍ରପତି ପଦ ରୁ ଅବସର ନେଲା ପରେ ବର୍ତମାନ ଗୋଟିଏ ପ୍ରାଇଭେଟ କମ୍ପାନୀ ରେ କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲରେ ଭାଇରାଲ ହେଉଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ପଦ ରୁ ଅବସର ନେଲା ପରେ ବର୍ତମାନ ଗୋଟିଏ ପ୍ରାଇଭେଟ ଚାକିରି କରୁଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ପୂର୍ବତନ ରାଷ୍ଟ୍ରପତି ଓବାମା ନିଜ କମ୍ପୁଟରରେ ବସିକି କାମ କରୁଛନ୍ତି। ଏହି ପୋଷ୍ଟଟି ବିଗତ ଦିନରେ ଶୋକିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଅଛି […]

Continue Reading

କ’ଣ ଭିଡିଓରେ ଥିବା ଦମ୍ପତି ଇଟାଲୀ ର ଡାକ୍ତର? କ’ଣ କୋରୋନା ରୋଗୀଙ୍କର ଚିକିତ୍ସା କରିଥିବା ରୁ ତାଙ୍କ ମୃତ୍ୟୁ ଘଟି ଥିଲା? ଜାଣନ୍ତୁ ସତ୍ୟ।

ବିଗତ କିଛି ସପ୍ତାହ ଆଗରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ଦେଖା ଯାଉଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ହସ୍ପିଟାଲରେ ଗୋଟିଏ ମହିଳା ଅସୁସ୍ଥ ଅବସ୍ତାରେ ଅଛନ୍ତି ଏବଂ ଗୋଟିଏ ଯୁବକ ତାଙ୍କ ପାଖକୁ ଆସି ତାଙ୍କୁ ପ୍ରେମ କରୁଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଏହି ଦମ୍ପତି ଇଟାଲୀ ର ଡାକ୍ତର ଓ ୧୩୪ କୋରୋନା ରୋଗୀଙ୍କ ଚିକିତ୍ସା କରିଲା ପରେ ଦୁଇ ଜଣଙ୍କ ମୃତ୍ୟୁ […]

Continue Reading

କ’ଣ ତାଲାବନ୍ଦ ସମୟରେ ପାକିସ୍ତାନର ଗୋଟିଏ ପରିବାର ନିଜ ପିଲାକୁ ଟିୟୁସନ ପଠେଇଲେ ବୋଲି ସେ ପିଲା ଘରକୁ ପୁଲିସ ଡାକି ଆଣିଲା? ଜାଣନ୍ତୁ ସତ୍ୟ।

Photo Credit: Livemint ୧ ମେ ରେ ଓଡ଼ିଶା ଏକ୍ସକ୍ଲୁସିଭ ନାମକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା କୁହା ଯାଇଅଛି ଯେ ମାହାମାରୀ ସମୟରେ ପୁଅ କୁ ଟିଉସନ ପଠେଇଲେ ବୋଲି ସେହି ପୁଅ ନିଜ ଘରକୁ ପୋଲିସ ଡାକି ଆଣିଲା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ଭିଡିଓ ପାକିସ୍ତାନ ଦେଶର। ଏହି ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ପିଲା ପୋଲିସକୁ ନିଜ ଘରକୁ […]

Continue Reading

କ’ଣ କୋରୋନା ଭାଇରସ ଚୀନରେ ତିଆରି ହେଇଅଛି ବୋଲି ଜାପାନ ର ନୋବେଲ ବିଜେତା ପ୍ରଫେସର ତାଷୁକୁ ହୋଞ୍ଜୋ କହିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବିଗତ କିଛି ମାସ ଧରି ଏହା ଚର୍ଚାରେ ଚାଲି ଅଛି ଯେ କୋରୋନା ଭାଇରସ କେଉଁ ପ୍ରକାର ସୃଷ୍ଟି ହେଲା? ଏହା କୁ ନେଇ ଅନେକ ଲୋକ ଅନେକ ପ୍ରକାର ମତ ଦେଇଛନ୍ତି। କିନ୍ତୁ ବିଗତ କିଛି ସପ୍ତାହ ହେଲା ଅନ୍ୟ ଅନ୍ୟ ଲୋକଙ୍କ ନାମ ଜୁଆଡ଼ି ଏହା ଗୁଜବ ଭାଇରାଲ କରା ଯାଉଅଛି ଯେ କୋରୋନା ଭାଇରସ ଚୀନ ଲ୍ୟାବରେ ସୃଷ୍ଟି କରିଛି।  ୧୨ ଦିନ ପୂର୍ବରୁ ଏହି ପରି ଗୋଟିଏ ପୋଷ୍ଟ […]

Continue Reading

କ’ଣ ପଶ୍ଚିମ ବାଙ୍ଗାଲ ରେ ୯୦,୦୦୦ ଲୋକେ କୋରୋନା ଆକ୍ରାନ୍ତ ହେଇଛନ୍ତି? କ’ଣ ମମତା ବାନାର୍ଜୀ ନିଜ ରାଜ୍ୟର କୋରୋନା ଆକ୍ରାନ୍ତ ହେଇଥିବା ଲୋକଙ୍କ ପ୍ରକୃତର ସଂଖ୍ୟା ଗୁପ୍ତ ରାଖୀ ଥିଲେ? ଜାଣନ୍ତୁ ସତ୍ୟ।

୭ ଏପ୍ରିଲ ରେ ବ୍ରେକିଙ୍ଗ ନ୍ୟୁଜ ଓଡ଼ିଶା ନାମକ ସାଇଟରେ ପ୍ରକାଶିତ ହୋଇଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାନିଲେ ଯେ ରାଜ୍ୟରେ ପ୍ରାୟ ୯୦ ହଜାର କୋରୋନା ଆକ୍ରାନ୍ତ ଅଛନ୍ତି। ପ୍ରାୟ ୯୧, ୫୧୫ ଜଣ ଏବେ ଆକ୍ରାନ୍ତ ହୋଇଛନ୍ତି। ୮୭୨ ଜଣ ସାଙ୍ଘାତିକ ରହିଛନ୍ତି। ପ୍ରାୟ ୫ କୋଟି ୫୭ ଲକ୍ଷ ପରିବାର ଏହା ଭିତରେ ରହିଛନ୍ତି। ୩୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ […]

Continue Reading

କ’ଣ ଫୋଟୋରେ ଥିବା ଘଟଣା କାଶ୍ମିର? କ’ଣ ଭାରତର ଜାତୀୟ ପତାକା ଉପରେ ଗୌ ହତ୍ୟା କରା ଯାଉଛୁ କାଶ୍ମୀରରେ? ଜାଣନ୍ତୁ ସତ୍ୟ।

୫ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡିଶା ୱ୍ହାତ୍ସ ଅପ ଗ୍ରୁପ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ୪ ଟି ଫୋଟୋ ପୋଷ୍ଟ କରା ଯାଇଅଛି। ପ୍ରଥମ ଫୋଟୋରେ ଗୋଟିଏ ପୁଲିସ ଅଫିସର ହାତରେ ବାଡ଼ି ଧରି ଛିଡ଼ା ହେବା ଦେଖିବା କୁ ମିଳିଛି। ଦୁଇତ୍ୟା ଫୋଟୋରେ କିଛି ଲୋକ ଭାରତର ଜାତୀୟ ପତାକା ଜଳାଉ ଥିବା ଦେଖା ଯାଉଅଛି ଏବଂ ପତାକା ତଳେ ଗୋଟିଏ ଗାଈ ମରି […]

Continue Reading

କ’ଣ ହାଇଡ୍ରୋକ୍ଳୋରୋକୁଇନ ପାଇଲା ପରେ ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ଜାତୀୟ ସଙ୍ଗୀତ ଗାଁ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ବିଦେଶୀ ଲୋକ ଭାରତୀୟ ରାଷ୍ଟ୍ର ଗୀତ ଗାଉଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଭାରତ ଆମେରିକାକୁ ହାଇଡ୍ରୋକ୍ଳୋରୋକୁଇନ ଔଷଧ ଯୋଗାଣ କରିଲା ପରେ, ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ରାଷ୍ଟ୍ର ଗୀତ ଗାଁ କରୁଛନ୍ତି।  COVID 19 ସହ ଲଢିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ କୁ ହାଇଡ୍ରୋକ୍ସିକ୍ଳୋରୋକୁଇନ […]

Continue Reading

କ’ଣ ଭିଡିଓରେ କାନ୍ଦୁଥିବା ବ୍ୟକ୍ତି ଇଟାଲୀର ପ୍ରଧାନମନ୍ତ୍ରୀ? କ’ଣ କୋରୋନା ଭାଇରସ ସାମନାରେ ହାର ମାନି ଅସହାୟ ହୋଇ ଏପରି କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ବିଶ୍ଵ ସାରା କୋରୋନା ର ହାହାକାର ବିସ୍ତାର ହୋଇଛି। ପ୍ରତ୍ଯେକ ଦିନ ଅନେକ ଲୋକଙ୍କଙ୍କ ସଙ୍କ୍ରାମାନ ଏବଂ ଅନେକ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସୁଣିବାକୁ ମିଳୁଛି। କୌଣସି ଔଷଧ ବା ଟୀକା ବାହାରି ନଥିବା ଜୋଗୁ ମଣିଷ ବର୍ତମାନ ଅସହାୟ ହେଇ ବସିଛି। ଭଗବାନଙ୍କ ସାହା ଭାରୋଷା ରେ ଜୀବନ ବିତଉଛନ୍ତି।  ଏହି ସମୟରେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ […]

Continue Reading

କ’ଣ ତାଲାବନ୍ଦ ହେଇଥିବା ସମୟରେ ସିଂହ ମାନେ ରାସ୍ତା ମଝିରେ ବିଶ୍ରାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ପାଇଁ ବିଶ୍ଵ ସାରା ଅନେକ ଦେଶ ତାଲାବନ୍ଦ ଅବସ୍ତାରେ ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ପଶୁ ପକ୍ଷୀଙ୍କୁ ନେଇକି ଭିଡିଓ ମଧ୍ୟ ଭାଇରାଲ ହେଉଛି। କେଉଁ ପୋସ୍ତରେ ମୟୂର ରାସ୍ତା ରେ ଚିଡ଼ା ହେବା ଦେଖିବା କୁ ମିଳିଛି ତ କେଉଁ ଭିଡିଓରେ ହରିଣ ସମୁଦ୍ର କୁଳରେ ଦଉଡ଼ିବା ଦେଖିବାକୁ ମିଳିଛି।  ବର୍ତମାନ ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଘୂରୁଛି ଯେଉଁଥିରେ […]

Continue Reading

କ’ଣ ପୋଲିସ ପଚରାଉଚରା ସମୟରେ ଆର୍ନବ ଗୋସ୍ଵାମୀଙ୍କ ପ୍ୟାଣ୍ଟ ଓଦା ହୋଇଗଲା? ଜାଣନ୍ତୁ ସତ୍ୟ।

ମାହାରାଷ୍ଟ୍ର ର ପାଲଘର ଆଞ୍ଚଲରେ ଦୁଇଟି ସାଧୁଙ୍କ ନିରଦୟୀ ଭାବରେ ହତ୍ୟା ହେଲା ପରେ ମାହାରାଷ୍ଟ୍ର ସରକାରଙ୍କୁ ଖୁବ ସମାଲୋଚିତ କରା ଯାଇଅଛି। ଅର୍ନବ ଗୋସ୍ଵାମୀ ଏବଂ ରିପବ୍ଲିକ ଛେନାଲ ସର୍ବପ୍ରଥମେ ଏହି ବିଷୟ ନେଇ ନିଜ ଛେନାଲରେ ନ୍ୟୁଜ ପ୍ରସାରିତ କରିଥିଲେ। ଏହି ସମୟରେ ଅର୍ନବ ନିଜେ କଂଗ୍ରେସ ଦଳ ଅଧ୍ୟକ୍ଷ ସୋନିୟା ଗାନ୍ଧୀଙ୍କୁ ଅପମାନିତ କରିଥିଲେ। ସେ କଂଗ୍ରେସ ଦଳ ସଦସ୍ୟଙ୍କ ଉପରେ ଏହି ବିଷୟ ନେଇ ହିଂସା କରିବା ଦୋଷ ଲଗାଇଥିଲେ। ଅର୍ନବଙ୍କ […]

Continue Reading

କ’ଣ ଫେସବୁକ ମାଲିକ ମାର୍କ ଜୁକରବର୍କ ନୂଆ “ଗ୍ରାଟୁଳା” ଶବ୍ଦ ବାହାର କରିଛନ୍ତି? କ’ଣ ଫେସବୁକର କାମେଣ୍ଟରେ ଏହି ଶବ୍ଦ ଲେଖିଲ ପରେ ଶବ୍ଦଟି ଲାଲ ରଙ୍ଗ ହେଇ ଯିବା ଟା ଏକାଉଣ୍ଟ ହେକ୍ ର ସଂକେତ ଦିଏ? ଜାଣନ୍ତୁ ସତ୍ୟ।

ଫେସବୁକ ବା ଅନ୍ୟ ଅନ୍ୟ ସୋସିଆଲ ମିଡିଆ ଏକାଉଣ୍ଟ ର ସୁରକ୍ଷା ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ। ଦୁନିଆ ରେ ଅନେକ ପ୍ରକାର ର ବିପଦ ସୋସିଆଲ ମିଡିଆ ମାଧ୍ୟମରୁ ଆସି ଥାଏ। ଲୋକଙ୍କ ସୋସିଆଲ ମିଡିଆରେ ଜ୍ଞାନ କମ ଥିବା ଯୋଗୁ ଅନେକ ମିଥ୍ୟା ମଧ୍ୟ ତାଙ୍କ ମନରେ ଭୟ ସୃଷ୍ଟି କରି ଥାଏ। ନିଜ ଏକାଉଣ୍ଟକୁ ସୁରକ୍ଷା ରଖିବା ପାଇଁ ଏହି ସମୟରେ କୌଣସି ମଧ୍ୟ ସୂଚନା ମିଳିଥିବା ରୁ ଲୋକେ ଏହା […]

Continue Reading

କ’ଣ ନାସା ପୃଥିବୀ ଧ୍ଵଂସ କରିବା ପାଇଁ ଆସୁଥିବା ଏହି ଉଲ୍କାପିଣ୍ଡର ଭିଡିଓ ପ୍ରସାରିତ କରିଛି? ଜାଣନ୍ତୁ କ’ଣ ସତ୍ୟ ଏହି ଭିଡିଓର।

କିଛି ଦିନରୁ ସୋସିଆଲ ମିଡିଆରେ ଗୋଟିଏ ଉଲ୍କାପିଣ୍ଡ ମାଡ଼ି ଆସୁଥିବା କଥା ଭାଇରାଲ ହେଉଛି। ଅନେକ ଲୋକ ଅନେକ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକଙ୍କ ଭାବିବା ଅନୁସଶରେ ପୃଥିବୀ ଧ୍ଵଂସ ହେବା ପାଇଁ ଯାଉଛି ତ ସେହି ସମୟରେ କିଛି ଲୋକେ ଏହି କଥା କୁ ବିଶ୍ଵାସ କରି ନାହାନ୍ତି। ହେଲେ ବିଗତ ଦିନରେ ନାସା ମଧ୍ୟ କହିଛି ଯେ ଗୋଟିଏ ଉଲ୍କାପିଣ୍ଡ ପୃଥିବୀ ଦିଗରେ ତୀବ୍ର ଗତିରେ ବଢି ଆସୁଛି। ଏହି ସବୁ କଥା ମଝିରେ […]

Continue Reading

କ’ଣ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ ଡାଃ ବି.ଆର. ଆମ୍ବେଦ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୨ ଏପ୍ରିଲ ରେ ବହୁଜନ ଆୱାଜ ନାମକ ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କରା ଯାଇଅଛି। ଏହି ଫୋଟୋରେ ଏହା ଦାବି କରା ଯାଇ ଅଛି ଯେ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ, ଯାହାଙ୍କୁ ଆମେରିକା ମଧ୍ୟ ଭୟ କରେ, ସେ ଆମ୍ବେଦ୍କରଙ୍କୁ ଭକ୍ତି ସହିତ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  Facebook | Archive ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ: ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପୋଷ୍ଟ କରା […]

Continue Reading

କ’ଣ ଇନ୍ଦୋରରେ କୋରୋନା ଭାଇରସ ବିସ୍ତାର କରିବା ଉଦ୍ଦେଶ୍ୟରେ ଜଣେ ଅଜ୍ଞାନ୍ତ ବ୍ୟକ୍ତି ରାସ୍ତାରେ ପଇସା ଫୋପାଡ଼ି ପଳାଇଲେ? ଜାଣନ୍ତୁ ସତ୍ୟ ଘଟଣା।

କୋରନା ସଂକ୍ରମଣ ର କାଳ ମଣ୍ଡୁଥିବା ଇନ୍ଦୋର ରେ ଗୁରୁବାର ଦିନ ଦୁଇଟି କ୍ଷେତ୍ରରେ ନୋଟ ପିଙ୍ଗିବା ଘଟଣା ହାହାକାର ସୃଷ୍ଟି କରିଥିଲା। ଏହି ନୋଟ ୧୦୦,୨୦୦ ଏବଂ ୫୦୦ ଟଙ୍କା ର ଥିଲା। ପୋଲିସ ଏବଂ ନଗର ନିଗମ ଦଳ ଏହି ସ୍ଥାନ ରେ ପଂହଁଚି ଏହି ନୋଟ ଗୁଡିକ ସାନିଟାଇଜ କରି ଜପତ କରିଛନ୍ତି । ଇନ୍ଦୋର ର ଖତିପୁରା-ଗୌରୀ ନଗର ର ରାସ୍ତା ରେ ସକାଳୁ ପ୍ରଥମ ଘଟଣା ହେଇଛି। ନରେନ୍ଦ୍ର କୁରେଲ […]

Continue Reading

କ’ଣ ଅର୍ନବ ଗୋସ୍ଵାମୀଙ୍କ ଉପରେ ଆକ୍ରମଣ ହେବା ପୂର୍ବରୁ ସମ୍ବିତ ପାତ୍ରଙ୍କୁ ଏହି ବିଷୟରେ ଜ୍ଞାନ ଥିଲା? କ’ଣ ସମ୍ବିତ ପାତ୍ର ଘଟଣା ହେବା ପୂର୍ବରୁ ଏହି ବିଷୟରେ ଟୁଇଟ କରିଥିଲେ? ଜାଣନ୍ତୁ ସତ୍ୟ।

ମୁମ୍ବାଇ ମବ୍ ଲିଞ୍ଚିଂ ରେ ସାଧୁଙ୍କ ହତ୍ୟା ପରେ ସାରା ଦେଶରେ ଲୋକେ ଆଶ୍ଚର୍ଯ୍ୟ ଏବଂ କ୍ରୋଧରେ ଅଛନ୍ତି। ଏହି କଥା ନେଇ ଅନେକ ମତ ଏବନ ଅନେକ ପ୍ରତିକ୍ରିୟା ଦେଖିବା କୁ ମିଳିଛି। ଏହି ସମୟରେ ନ୍ୟୁଜ ଛେନାଲ ମଧ୍ୟ ଏହି କଥାକୁ ଗମ୍ଭୀରଟାରେ ନେଇ ଏହି ବିଷୟ ଜଡ଼ିତ ଖବର ନିଜ ଛେନାଲରେ ପ୍ରସାରିତ କରିଛନ୍ତି। ଆର୍ନବ ଗୋସ୍ଵାମୀ ମଧ୍ୟ ଏହି ମବ୍ ଲିଞ୍ଚିଂ କୁ ନେଇ ସୋନିୟା ଗାନ୍ଧୀଙ୍କ ବିଷୟରେ ଅପମାନ ଜନକ […]

Continue Reading

କ’ଣ ସାମାଜିକ ଦୂରତା ପାଳନ କରୁଥିବା ଏହି ମାର୍କେଟର ଦୃଶ୍ୟ ଭାରତର ମିଜୋରାମ ରାଜ୍ୟ ଅଟେ? ଜାଣନ୍ତୁ ସତ୍ୟ।

କୋରୋନ ଭାଇରସ ବିରୁଦ୍ଧରେ କୌଣସି ଔଷଧ ବା ଟୀକା ନ ବାହାରିଥିବା କାରଣରୁ ଅନେକ ଦେଶ ବର୍ତମାନ ମଧ୍ୟ ତାଲାବନ୍ଦ ସ୍ଥିତିରେ ଅଛି। ଏହି ସମୟରେ ବିଶ୍ଵ ସାରା ଲୋକେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରୁଛନ୍ତି। କଠିନ ସମୟରେ ମହୀ ଲୋକେ ହାର ନ ମାନି ଏପରି ଭାବେ ପରସ୍ପରକୁ ସାହାଜ୍ଯ କରୁଛନ୍ତି।  ୨୨ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ପେଜରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଲାଲ ନଇ ପାଣି ଘଟଣା ରୁଷିଆ ଦେଶର ଅଟେ? କ’ଣ ବାଯୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ନଇ ରଙ୍ଗ ଲାଲ ହେଇଯାଇଥିଲା? ଜାଣନ୍ତୁ ସତ୍ୟ।

17 ଏପ୍ରିଲରେ ଜଣେ ଫ୍କେବୂକ ୟୁଜର “ଏଲ.ଏଣ୍ଡ.ଟି କଂଷ୍ଟ୍ରକ୍ସନ ଫ୍ରେଣ୍ଡ୍ସ ଜଏନ” ନାମକ ପେଜରେ ଗ୍ଗୋଟୁଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଏହି ଭିଡିଓ ଟି ରୁଷିଆ ଦେଶର ସାଇବେରିଆ ଆଞ୍ଚଲର ଅଟେ। ଏହି ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ରୁଷିଆ ର ସିବେରିଆନ ନଈ ର ଜଳରାଶି ଏବେ ହଠାତ ଲାଲ ହୋଇ ଯାଇଛି। ହଠାତ ବାୟୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ଏହା ଏକ ଭୌଗଳିକ […]

Continue Reading

କ’ଣ କୋରୋନା ସ୍କ୍ରିନିଙ୍ଗ ପରୀକ୍ଷା କରିବା ପାଇଁ ଯାଇଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଥର ଫିଙ୍ଗି ମାରିଲେ ଦିଲ୍ଲୀର ମୁସଲମାନ ଲୋକେ? ଜାଣନ୍ତୁ ସତ୍ୟ।

Photo Credit: National Issue 24 ୧ ଏପରିଲ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଦିଲ୍ଲୀରେ ମୁସଲମାନ ସମୁଦାୟ ଲୋକେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଥର ଫିଙ୍ଗି ମାରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଦଳ ଦିଲ୍ଲୀ ରେ ନିଜମୁଦ୍ଦିନ ଘଟଣାରେ ଯୋଗ ଦେଇ ଥିବା ଲୋକଙ୍କ କୋରୋନା ଚିହ୍ନଟ ଏବଂ ସ୍କ୍ରିନିଙ୍ଗ କରିବା ପାଇଁ ଆସିଥିଲେ। ଏହି […]

Continue Reading

କ’ଣ ଭଡ଼ାରେ ରହୁଥିବା ଡାକ୍ତରଏବଂ ନର୍ସ ମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି? କ’ଣ ଏହି ଫୋଟୋ ଭାରତର? ଜାଣନ୍ତୁ ସତ୍ୟ।

27 ମାର୍ଚରେ ଜଣେ ଫେସବୁକ ୟୁଜର ଆମ ଗାଁ ପରିବାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଭଡ଼ାରେ ରହୁଥିବା ଡାକ୍ତର, ନର୍ସମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ଘର ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି। ଏହି ପୋଷ୍ଟରେ ଏହା କୁହା ଯାଇଅଛି ଯେ ଡାକ୍ତର ଏବଂ ନର୍ସ ମାନେ ୨୪ ଘଣ୍ଟା ଦିନରାତି ନିଜ ଜୀବନକୁ ମରଣମୁହଁକୁ ଠେଲି ଲୋକଙ୍କ  ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି ପୋଷ୍ଟରେ […]

Continue Reading

କ’ଣ କୋରୋନା କୁ ଭୟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ ହରେ ରାମ ହରେ କୃଷ୍ଣ ଜପିବାକୁ କହିଲେ? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଲୋକ ମାନଙ୍କୁ ହରେ ରାମ ହରେ କୃଷ୍ଣ ଜାପ କରିବା ପାଇଁ କହିଛନ୍ତି। ଆମେ ଏହି ପୋଷ୍ଟର ଫେକ୍ଟ୍ ଚେକ୍ କରିଲୁ।  ଆସନ୍ତୁ ଜାଣିବା ପୋଷ୍ଟର ଦାବି କଣ: ୨୪ ମାର୍ଚରେ ଓଡ଼ିଶା ଭେଦିକ ବ୍ରାହମଣ ପରିଷଦ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି ଜରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ କୋରୋନା ଭୟରେ […]

Continue Reading

କ’ଣ ଜଳ ଦ୍ଵାରା ମଧ୍ୟ ବ୍ୟାପୀ ଥାଏ କୋରୋନା ଭାଇରସ? କ’ଣ ସତ୍ୟତା ଏହି ପୋଷ୍ଟର? ଆସନ୍ତୁ ଜାଣିବା।

କରୋନା ଭାଇରସକୁ ନେଇ ବୈଜ୍ଞାନିକମାନେ ଲଗାତାର ଭାବେ ରିସର୍ଚ୍ଚ କରୁଛନ୍ତି । ଏହି ରିସର୍ଚ୍ଚରେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେସୁଦ୍ଧା ସ୍ପର୍ଶ ଦ୍ୱାରା ଏହି ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ ବୋଲି ସୂଚନା ମିଳିଥିଲା । ପରେ ବୈଜ୍ଞାନିକମାନେ ଏହା ପଶୁପକ୍ଷୀଙ୍କ ଦ୍ୱାରା ମଧ୍ୟ ବ୍ୟାପିଥାଏ ବୋଲି କହିଥିଲେ ।  ୧୨ ଏପ୍ରିଲ ରେ ଓଡ଼ିଶା କରାନ୍ତି ନାମକ ସାଇଟରେ ଏହା ଦାବି କରା ଯାଇଅଛି ଯେ […]

Continue Reading

ଗିରିରାଜ ଶୁକ୍ଲାଙ୍କ ଫୋଟୋକୁ ରାମାୟଣର ସୁଗ୍ରୀବ ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କ ନିଧନ କହି ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ  ଦେଶରେ ଲକଡାଉନ ସ୍ଥିତି ବନି ରହିଛି। ଏଥି ମଧ୍ୟରେ ଲୋକ ପୁରୁଣା ଯୁଗକୁ ପୁଣି ଅନୁଭବ କରିବା ପାଇଁ ଡିଡି ନେଶ୍ନାଲରେ ରାମାୟଣର ପ୍ରଶାରଣ ଆରମ୍ଭ ହୋଇ ଯାଇଛି। ଲୋକମାନେ ଘରେ ରହି ରାମାୟଣର ଭରପୁର ଆନନ୍ଦ ନେଉଛନ୍ତି। ରାମାୟଣରେ ରାମ ,ହନୁମାନ, ଲକ୍ଷ୍ମଣ, ସୀତା ସମେତ ସମସ୍ତ କଳାକାରଙ୍କର ପ୍ରଶନସା କରୁଛନ୍ତି। ରାମାନନ୍ଦ ସାଗରଙ୍କ ରଚିତ ରାମାୟଣରେ ସୁଗ୍ରବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କ ଦେହାନ୍ତ ହୋଇଛି। […]

Continue Reading

କ’ଣ ସାଉଦିଆରବରେ ଦୁଇଟି ଲୋକଙ୍କୁ ମଲର ଟ୍ରଲି ଉପରେ ଛେପ ପକାଇବା ପାଇଁ ଫାଶୀ ଡିୟା ଯାଇଅଛି?

Photo Credit: BBC ସାରା ବିଶ୍ଵରେ ଲୋକେ ବର୍ତମାନ କୋରୋନାକୁ ଡଋ ନିଜ ଜୀବନ କାଟୁଛନ୍ତି। କୌଣସି ଔଷଧ ବା ଟୀକା ଣ ବାହାରି ଥିବା କାରଣ ରୁ କୋରୋନା ଆତଙ୍କ କୁ ଅଟକାଇବା ସମ୍ଭବ ହେଉ ନାହିଁ। ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ତାଲାବନ୍ଦ ପଦକ୍ଷେପ ନେଇଛନ୍ତି। କିନ୍ତୁ କିଛି ଲୋକେ ଏପରି ମଧ୍ୟ ଅଛନ୍ତି ଯିଏ ଅନ୍ୟ ମାନଙ୍କ ପାଇଁ ସଙ୍କଟ ଛିଡ଼ା କରୁଛନ୍ତି। ସେମାନଙ୍କର କିଛି ଟା ବ୍ୟବହାର […]

Continue Reading

କ’ଣ ଏହି ଛୁଆର ମାଁ କୋରୋନା ଭାଇରସ ସଂକ୍ରମିତ ହେଇ ଇଟାଲୀରେ ନିଜ ପ୍ରାଣ ତ୍ୟାଗୀ ଥିଲେ? ଜାଣନ୍ତୁ ସତ୍ୟ କଣ।

25 ମାର୍ଚରେ ଜଣେ ଫ୍କେବୂକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରି ଏହା କହିଛନ୍ତି ଯେ ଇଟାଲୀ ରେ ଗୋଟେ ଛୁଆ ଆକାଶକୁ ଚାହିଁ ତା ‘ମା’ କୁ ଡାକ ଛାଡୁଛି ! କିନ୍ତୁ ତା ମା କୋରନା ଭୂତାଣୁ ରେ ମୃତ୍ୟୁ ଘଟିଛି ।ଏଥିରୁ ଜଣାପଡୁଛି ମା ର ମୃତ ଶରୀର କୁ ସେ ପିଲାଟି ଦେଖିନାହିଁ ବା ଦେଖିବାକୁ ଦିଆଯାଇନାହିଁ । ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ […]

Continue Reading

କ’ଣ କ୍ରେନ ସାହାଜ୍ଯତା ରେ ଶବ କୁ ନିଷ୍କାସନ କରୁ ଥିବା ଭିଡିଓ ଇଟାଲୀ ର ଅଟେ? କ’ଣ ଏହି ଶବ ଇଟାଲୀରେ କୋରୋନା ରୁ ମୃତ୍ୟୁ ହେଇଥିବା ଲୋକଙ୍କ? ଜାଣନ୍ତୁ ସତ୍ୟ

କୋରୋନା ଥମିବା ନାମ ନେଊଁ ନାହିଁ। ଏହି ରୋଗ କାରଣରୁ ସାରା ବିଶ୍ଵ କ୍ଷତିଗ୍ରସ୍ତ ହେଇଛି। ପ୍ରତ୍ଯେକ ଦିନ ନୂଆ ନୂଆ ଲୋକଙ୍କ ପୀଡ଼ିତ ହେଇ ଥିବା ଖବର ଦେଖିବା କୁ ମିଳୁଛି। ଭାରତରେ ମଧ୍ୟ କୋରୋନା କାୟା ପାଲଟି ସାରିଲାଣି। କୋରୋନା କୁ ରୋକିବା ପାଇଁ ସରକାର ମଧ୍ୟ ଅନେକ କଟକଣା ଲାଗୁ କରିଛି। ଇଟାଲୀ, ଆମେରିକା ଏବଂ ଇରାନରେ ମୃତ ଲୋକଙ୍କ ସଂଖ୍ୟା ବଢି ଚାଲିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ […]

Continue Reading

କ’ଣ କୋରୋନା ସମୟରେ ଆମେରିକାରେ ପୁଲିସ ସେଠିକାର ନାଗରିକଙ୍କ ସହିତ ଏପରି ବ୍ୟବହାର କରୁଛନ୍ତି? କ’ଣ ଆମେରିକା ବିଶ୍ଵ କୁ ସାମାଜିକ ଦୂରତା ରଖିବା ପରାମର୍ଶ ଦେଇ ନିଜେ ଏହା ର ପାଳନ କରୁ ନାହିଁ? ଜାଣନ୍ତୁ ସତ୍ୟ।

Photo Credit: BBC ସାରା ଦୁନିୟା ବର୍ତମାନ କୋରୋନା ଠାରୁ ତ୍ରାହି ଖୋଜୁଛି। ସମସ୍ତ ଦେଶ ଅନ୍ୟ ଅନ୍ୟ ଉପାୟ ଖୋଜି ତାକୁ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଲାଗୁ କରୁଛନ୍ତି। ବର୍ତମାନ WHO ପରାମର୍ଶ କୁ ମାନି ସାରା ବିଶ୍ଵ ସାମାଜିକ ଦୂରତା ମାନିବା କୁ ଲାଗିଛି। କିନ୍ତୁ ଏପରି ମଧ୍ୟ କିଛି ସ୍ଥିତି ଦେଖିବା କୁ ମିଳିଛି ଯେଉଁ ଠାରେ ଲୋକେ ଏହି ନିର୍ଦେଶର ଅବହେଳା କରି ରାସ୍ତା ଘାଟରେ ବୁଲୁଛନ୍ତି। କୋରୋନା ଭୟ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଭିଡିଓରେ ଇରାନ ଦେଶରେ କୋରୋନା ପାଇଁ ହେଇଥିବା ମୃତ ଲୋକଙ୍କ ଅନ୍ତିମ ସଂସ୍କାର ର ? ଜାଣନ୍ତୁ ସତ୍ୟ।

କୋରୋନା ପାଇଁ ବର୍ତମାନ ଅନେକ ଲୋକ ନିଜ ଜୀବନ ହରେଈ ସାରିଲେଣି ଏବଂ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ସାଂଘାତିକ ଅବସ୍ତାରେ ଅଛି। କୌଣସି ଔଷଧ ନ ବାହାରିଥିବା ରୁ ଏହି ରୋଗର ବୃଦ୍ଧି ଉପରେ କୌଣସି ଲଗାମ ନାହିଁ। ଧୀରେ ଧୀରେ ସବୁ ଦେଶରେ ନିଜ ଆତଙ୍କ ବିସ୍ତାର କରୁଛି କୋରୋନା। ଦେଶ ବିଦେଶରେ ବୈଜ୍ଞାନିକ ମାନେ ଏହି ରୋଗର ଟୀକା ଆବିଷ୍କାର କରିବା ପାଇଁ ଲାଗି ପଡ଼ିଛନ୍ତି, ସେହି ସମୟରେ କୋରୋନା ଯୋଗୁ ଲୋକଙ୍କ ସ୍ଥିତି […]

Continue Reading

କ’ଣ ଭିଡିଓରେ ଥିବା ଲୋକେ ବର୍ତମାନ କୋରୋନା ସମୟରେ ବାସନ ଚାଟୁଛନ୍ତି? କ’ଣ ଏହି ଭିଡିଓର ସତ୍ୟତା? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ସାରା ଦୁନିୟାରେ ବ୍ୟାପୁ ଥିବା ସମୟରେ, ଏହା କୁ ନେଇ ଲୋକେ ସତର୍କତା ଗ୍ରହଣ କରି ଚଳୁଛନ୍ତି। ସରକାର ମଧ୍ୟ ଲୋକଙ୍କୁ ଏହା କହି ସାରିଛି ଯେ ବର୍ତମାନ ସମୟରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ସତର୍କ ରହିବା ଆବଶ୍ୟକ। ଏହି କଥା ମାନି ଲୋକେ ନିଜ ଘରୁ ସ୍ସହଜେ ବାହାରୁ ନାହାନ୍ତି, ସାମାଜିକ ଦୂରତାର ପାଳନ କରି ନିଜ କୁ ଏବଂ ଅନ୍ୟକୁ ସୁରକ୍ଷିତ ରଖୁଛନ୍ତି। ତଥାବି ଏପରରୀ କେତେ ଘଟଣା […]

Continue Reading

କ’ଣ ଇଜ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ ଙ୍କୁ କୋରୋନା ନିଜ ଶିକାର ବନାଇଛି।? ଜାଣନ୍ତୁ ସତ୍ୟ।

Photo Credit: Times Of Israel କୋରୋନା ଭାଇରସ ର କୌଣସି ଚିକିତ୍ସା ବାହାରି ନଥିବାରୁ ବିଶ୍ଵ ସାରା ଲୋକେ ନିଜକୁ ସତର୍କ ରଖୁଛନ୍ତି। କିନ୍ତୁ ଏହା ଯଥେଷ୍ଟ ହେଉ ନାହିଁ। ଏତେ ସତର୍କତା ମଧ୍ୟରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। କୋରୋନା ଗୋଟିଏ ଏପରି ରୋଗ ଯେଉଁଟା ଭେଦଭାବ ନକରି ସମସ୍ତ ବର୍ଗର ଲୋକଙ୍କୁ ହେଉଛି। ବର୍ତମାନ ସୋସିଆଲ ମିଡିଆରେ ଅନେକ ଦେଶର ନେତାଙ୍କୁ କୋରୋନା ଆକ୍ରାନ୍ତ […]

Continue Reading

କ’ଣ ଚୀନ ରାଷ୍ଟ୍ରପତି ଜିନପିଙ୍ଗ 1956 ମସିହାରେ ବୁହାନ ଲ୍ୟାବର ପ୍ରତିଷ୍ଠା କରି ଥିଲେ? କ’ଣ ଏହି ଲ୍ୟାବରେ ତିଆରି ହେଇଛି କୋରୋନା ଭାଇରସ? ଜାଣନ୍ତୁ ସତ୍ୟ।

Photo Credit: CNN ବର୍ତମାନ କୋରୋନା ଭାଇରସ ନେଇ ସାରା ଦୁନିଆରେ ଆତଙ୍କ ଏବଂ ଏହାର ଚର୍ଚା ଚାଲିଛି। ବିଶ୍ଵର ସମସ୍ତ ଦେଶ ଏହି ଭାଇରସରୁ ପ୍ରଭାବିତ ହେଇଛନ୍ତି। ତେଣୁ ବର୍ତମାନ କୋରୋନା ଭାଇରସ କୁ ନେଇ ଏହା ଚର୍ଚା ଚାଲିଛି ଯେ ଏହି ଭାଇରସ କେଉଁଠୁ ଆସିଲା। ଏହି ବିଷୟ ନେଇ ଅନେକ ଲୋକ ଅନେକ ପ୍ରକାର ର ମତ ଦେଉଛନ୍ତି। ବର୍ତମାନ ସୋସିଆଲ ମିଡିଆରେ ଏହି କଥା ଜୋର ଧରିଛି ଯେ ଚୀନ ରାଷ୍ଟ୍ରପତି […]

Continue Reading

କ’ଣ ଭାରତରେ କୋରୋନା ଭାଇରସ ତୃତୀୟ ସ୍ତରରେ ପ୍ରବେଶ କରି ସାରିଲାଣି? କ’ଣ ସ୍ଥିତି ବର୍ତମାନ କୋରୋନାର ଭାରତରେ? ଜାଣନ୍ତୁ ସତ୍ୟ।

କୋରୋନାର ଆତଙ୍କ ସାରା ବିଶ୍ଵରେ ମାଡ଼ି ବସିଛି। ଲୋକଙ୍କ ମନରେ ନିରାସା ଏବଂ ଭୟ ଥିବା ସମୟରେ ଲୋକେ ଏହାର ଚିକିତ୍ସା ବା ଟୀକାର ଆବିଷ୍କାର ହେବାର ଅପେକ୍ଷାରେ ଅଛନ୍ତି। ଅନେକ ଦେଶରେ କୋରୋନା ପାଇଁ ଲୋକଙ୍କ ମୃତ୍ୟୁ ହେବାର ଖବର ଶୁଣିବାକୁ ମିଳୁଛି। ଚୀନ, ଇଟାଲୀ, ଇରାନ ଏବଂ ଆମେରିକାରେ କୋରୋନା ନେଇ ସ୍ଥିତି ବହୁତ ଗମ୍ଭୀର ଅଛି। ଏହି ସମୟରେ ଲୋକେ ଏହା ଜାଣିବା ପାଇଁ ଚହୁଁଛନ୍ତି ଯେ ଭାରତରେ କୋରୋନାକେଉଁ ସ୍ତରରେ ପହଞ୍ଚିଲାଣି। […]

Continue Reading

କ’ଣ ଫୋଟୋରେ ଥିବା ଡାକ୍ତର ଦମ୍ପତି କୋରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରି ନିଜ ଜୀବନ ହରାଇଲେ? ଜାଣନ୍ତୁ ସତ।

କୋରୋନାର ଭୟ ସଂସାର ସାରା ବ୍ୟାପୀ ସାରିଲାଣି। ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ବର୍ତମାନ ସୁଧା ଏହି ରୋଗର କୌଣସି ଔଷଧ ବା ଟୀକା ଣ ବାହାରି ଥିବାରୁ ଏହି ରୋଗରୁ ଉଦ୍ଧାର ମିଳୁ ନାହିଁ। ନିଜ କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ନିଜ ଦେଶବାସୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ପଦକ୍ଷେପ ନେଇଛନ୍ତି। ସେହି ସମୟରେ ଡାକ୍ତର ମାନେ ଏବଂ ହସ୍ପିଟାଲର ଅନ୍ୟ […]

Continue Reading

ତାମିଲ ନାଡୁ ପୋଲିସ ଇଣ୍ଡୋନେସିଆ ଦେଶରୁ ଆସିଥିବା ଯେଉଁ ୧୨ ମୁସ୍ଲିମଙ୍କୁ ଗିରଫ କରିଛି ସେମାନେ କ’ଣ ରୋହିଙ୍ଗିୟା? ଜାଣନ୍ତୁ ସତ୍ୟ।

ସଂଯୁକ୍ତ ରାଷ୍ଟ୍ର ସଚିବ ଏନଟୋନିୟୋ ଗୁଟେରେସଙ୍କ କହିବା ଅନୁଯାୟୀ ରୋହିଙ୍ଗିୟା ଲୋକଙ୍କ ସହିତ ବହୁତ ଭେଦଭାବ ହେଇଛି। ରୋହିଙ୍ଗିୟା ମ୍ୟାନମାର ଦେଶର ସଂଖ୍ୟାଲଘୁ ସଂପ୍ରଦାୟ ଅଟନ୍ତି। ଏହି ସମ୍ପ୍ରଦାୟର ଲୋକେ ମ୍ୟାନମାର ର ରାଖୀନେ ଆଞ୍ଚଲରେ ରୁହନ୍ତି। ମ୍ୟାନମାର ଗୋଟିଏ ବୌଦ୍ଧ ରାଷ୍ଟ୍ର ହେବା କାରଣରୁ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ନାଗରିକତା ଦେଉ ନହିଁ। 2014 ମସିହାରେ ମ୍ୟାନମାରରେ ହେଇଥିବା ଜନଗଣନା ସମୟରେରେ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରା ଯାଇ ନଥିଲା। କିଛି ବର୍ଷ […]

Continue Reading

କ’ଣ କୋରୋନା ଆଗରେ ଇଟାଲୀ କଲା ଆତ୍ମାସମର୍ପଣ? କ’ଣ ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତମାନ କେବଳ ଭଗବାନ ରକ୍ଷା କରି ପାରିବେ? ଜାଣନ୍ତୁ ସତ।

୨୫ ମାର୍ଚରେ ଏଭରଗ୍ରୀନ ଓଡିଆ ନାମକ ସାଇଟର ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ  ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି କି କୋରୋନା କୁ ନିୟନ୍ତ୍ରଣ କରିବା ଆମ ଦ୍ୱାରା ସମ୍ଭବ ହେଉନାହିଁ। ଭଗବାନଙ୍କ ଉପରେ ନିର୍ଭର କରେ ସେ ରଖିବେ କି ମାରିବେ। ଇଟାଲୀ ରେ କୋରୋନା ସଂକ୍ରମଣ ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରେ ବିଫଳ ହୋଇଛି ଇଟାଲୀ। ଆବଶ୍ୟକତା […]

Continue Reading

କ’ଣ ଇଟାଲୀ ର ପ୍ରଧାନମନ୍ତ୍ରୀ କୋରୋନା ର ଭୟାବହତା କୁ ଦେଖି କାନ୍ଦି ପକେଇଲେ? ଜାଣନ୍ତୁ ସତ।

ଏବେ ଦୁନିୟାରେ କୋରୋନା ବ୍ୟପୁଚି। ବର୍ତମାନ ସୁଧା ୩.୫ ଲକ୍ଷ ଲୋକଙ୍କୁ ସଂକ୍ରାମିତ କରି ସାରିଛି ଏହି ରୋଗ ଏବଂ ପ୍ରାୟ ୧୫୦୦୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଇଟାଲୀରେ ବର୍ତମାନ ସ୍ଥିତି ସାଂଘାତିକ ଅଟେ। ଏବେ ସୁଧା ଇଟାଲୀରେ ସର୍ବାଧିକ କୋରୋନା କେସ ଦେଖିବାକୁ ମିଳିଛି। ପ୍ରାୟ ୫୯,୦୦୦ ଲୋକ ଇଟାଲୀରେ ସଂକ୍ରାମିତ ହେଇଥିବା ସମୟରେ ୫୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଇଛି। ଇଟାଲୀରେ ଏପରି ସ୍ଥିତି ମଧ୍ୟ ହେଇ ଯାଇଛି ଯେ ଗୋଟିଏ […]

Continue Reading

କ’ଣ କୋରୋନା ଭାଇରସ କୌଣସି ପୃଷ୍ଠ ଉପରେ ମାତ୍ର ୧୨ ଘଣ୍ଟା ବଞ୍ଚି ରହେ? କ’ଣ ୧୪ ଘଣ୍ଟା କର୍ଫ୍ୟୁ ଭାଇରସ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୨ ମାର୍ଚ ତାରିଖରେ କର୍ଫ୍ୟୁ ପାଳନ କରିବା ପାଇଁ କହିଛନ୍ତି। ଏହି କର୍ଫ୍ୟୁର ନାମ ଜନତା କର୍ଫ୍ୟୁ ରକ୍ଷା ଯାଇଅଛି। ଏହି କର୍ଫ୍ୟୁ ଅନ୍ତର୍ଗତ ସାରା ଦେଶ ବାସୀଙ୍କୁ ସଖାଳ ୭ତ ସମୟରୁ ନେଇ ରାତି ୯ତ ସମୟ ଯାଏଁ ଘରୁ ଣ ବାହାରିବା ପାଇଁ ନିର୍ଦେଶ ଦିୟା ଯାଇଅଛି। ଏହି କର୍ଫ୍ୟୁର ଆୟୋଜନ କୋରୋନା ସଙ୍କ୍ରାମଣ କୁ ପ୍ରତିବନ୍ଧ ଲଗାଇବା ପାଇଁ କରା ଯାଇଥିଲା। ଏହି ବିଷୟ ନେଇ […]

Continue Reading

କ’ଣ ପୁରୀର ଶ୍ରୀ ଜଗନାଥ ମନ୍ଦିର ର ପତିତପାବନ ରେ ଗତ କାଲୀ ନିୟା ଲାଗି ଯାଇଥିଲା? କ’ଣ ଏହି ଘଟଣାର ଶଟିତ? ପଢନ୍ତୁ।

୧୨ ଘଣ୍ଟା ପୂର୍ବରୁ, ୨୦ ମାର୍ଚରେ ପିଣ୍ଟୁ ପ୍ରଧାନ ନାମକ ଜଣେ ଫେସବୁକ ୟୁଜର ବୋରୀଗୁମା ବ୍ରେକିଙ୍ଗ ନ୍ୟୁଜ ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓ ଓଡିଶା ଖବର ପେଜରେ ମଧ୍ୟ ପୋସ୍ତ କରା ଯାଇଅଛି। ଏହି ଭିଡିଓରେ ଏହା କୁହା ଯାଇଅଛି ଯେ ପୁରୀ ଶ୍ରୀ ମନ୍ଦିର ର ପତିତପାବନ ବାନା ନିୟାରେ ଜଳି ଗଲା। ଏହି ପତିତପାବନ ବାନା ନୀଳ ଚକ୍ର ତଳେ ବନ୍ଧା ହେଇଥିଲା। କିନ୍ତୁ ଉପରେ […]

Continue Reading

କ’ଣ ଫୋଟୋରେ ଥିବା ଯୁବତୀ ନିର୍ଭୟା ଅଟନ୍ତି? କିଏ ଏହି ଯୁବତୀ ଓ କ’ଣ ତାଙ୍କ କାହାଣୀ? ଜାଣନ୍ତୁ ସତ୍ୟ।

କ’ଣ କାହାଣୀ ନିର୍ଭୟାଙ୍କର? ୧୬ ଡିସେମ୍ବର ୨୦୧୨ ମସିହାରେ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ଘଟି ଥିଲା। ୨୩ ବର୍ଷୀୟ ଜଣେ ମହିଳାଙ୍କ ସହିତ ଗୋଟିଏ ବସରେ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରି ଦିଆ ଯାଇଥିଲା। ସେହି ବସରେ ଆହୁରି ୬ ଜଣ ଯୁବକ ଥିଲେ ଓ ସେ ମାନେ ଏହି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପୀଡ଼ିତାଙ୍କୁ ସିଙ୍ଗାପୁର ର ଗୋଟିଏ ହସ୍ପିଟାଲରେ ଚିକିତ୍ସା କରା ଯାଉ ଥିଲା କିନ୍ତୁ ଦୁଇ ଦିନ ପରେ ତାଙ୍କ […]

Continue Reading

କ’ଣ ବିଶ୍ଵ ଶ୍ଵାସଥିୟ ସଂଗଠନ ଅନୁଯାୟୀ ବର୍ତମାନ ସୁଧା କେହି ନିରାମିଷ ଖାଦ୍ୟ ସେବନ କରିବା ଲୋକ କୋରୋନା ଆକ୍ରାନ୍ତ ହେଇ ନାହାନ୍ତି? ଜାଣନ୍ତୁ ସତ।

୧୫ ମାର୍ଚରେ ଆସୋକ ରାଉତ ନାମକ ଜେନ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବିଶ୍ଵ ସ୍ଵାଥିୟ ସଂଗଠନ ଏହା କହିଅଛି ଯେ ବିଶ୍ଵରେ କୌଣସି ଜଣେ ଶାକାହାରୀ ବ୍ୟକ୍ତି କୋରୋନା ଭାଇରସ ଗ୍ରସ୍ତ ରୋଗୀ ପାଉ ନାହାନ୍ତି। ଏହି ପୋଷ୍ଟରେ ସେ ଏହା ମଧ୍ୟ କହିଛନ୍ତି ଯେ ଏକମାତ୍ର ହିନ୍ଦୁ ସଂସ୍କୃତି କୋରୋନା ଭୟରୁ ମୁକ୍ତି ଅଟେ। ସମଗ୍ର ବିଶ୍ଵ ବର୍ତମାନ ବିନମ୍ରତା ସହିତ ନମସ୍କାର […]

Continue Reading

କ’ଣ ଚୀନ ପୋଲିସ ଏହି କୋରୋନା ପୀଡ଼ିତ ଲୋକ ଧରିଛି? ଜାଣନ୍ତୁ ସତ।

୬ ମାର୍ଚରେ ଫେସବୁକର ଏନ.ଏନ.ଏସ ଓଡ଼ିଆ ନାମକ ପେଜରେ ଗୋଟିଏ ଭିଡିଓ ଛଡ଼ା ଯାଇଛି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଜଣେ ଚୀନ ନାଗରିକ କୋରୋନା ସଂକ୍ରମିତ ହୋଇ ମଧ୍ୟ ଜାଣି ସୁଣୀ ରାସ୍ତାରେ ଛେପ ପକାଉଛନ୍ତି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ରାସ୍ତାରେ ଗୋଟିଏ ଗାଡ଼ି ଆସୁଥିବା ବେଳେ ଗୋଟିଏ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଲେ ଓ ଆଉ ଜଣେ ଗାଡ଼ି ଚଳଉଥିବା ବ୍ୟକ୍ତିଙ୍କର ଥରମାଳ ସ୍କେନିଙ୍ଗ କରିଲେ। […]

Continue Reading

କ’ଣ ଚୀନକୁ ସାବାଡ କରିବା ପାଇଁ ଆମେରିକାର ତ୍ରମ୍ପ ସରକାର କୋରୋନା ଭାଇରସ ଉତ୍ପାଦନ କରି ଥିଲା? ଜାଣନ୍ତୁ ସତ୍ୟ।

ଗତ ଡିସେମ୍ବର ମାସରେ ଚୀନର ଉହାନ ପ୍ରଦେଶରେ କୋରୋନା ଭାଇରସ ପ୍ରଥମେ ବ୍ୟାପିଥିଲା। ଏହା ଫଳରେ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କୋରୋନା ଭାଇରସ ଯୋଗୁଁ ସର୍ବାଧିକ ଲୋକ ଚୀନରେ ମରିଥିବାବେଳେ ଇରାନ ଚୀନ ପଛରେ ରହିଛି। ଏନେଇ ପ୍ରକାଶିତ ଏକାଧିକ ରିପୋର୍ଟରେ କୁହାଯାଇଛି ଯେ ଏହି ଭୂତାଣୁରେ ଏପରି କିଛି ଉପାଦାନ ରହିଛି ଯାହା ସହିତ ଏଚଆଇଭି ଭୂତାଣୁର ସମ୍ପର୍କ ରହିଛି। ଏଣୁ ପ୍ରାକୃତିକ […]

Continue Reading

କ’ଣ ରହସ୍ୟ ଲୁଚି ରହିଚି ମ୍ୟାଗୀ ପେକେଟରେ ଛପି ଥିବା ଇ-କୋଡର? କ’ଣ ଏହି ଇ-କୋଡରେ ଲୁଚି ରହିଚି ଗୋଟିଏ ରସାୟନ ଯେଉଁଟା ମାଛ ଓ ମାଁକ୍ସ ରୁ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ ସତ।

୨୫ ଜାନୁଆରୀ ୨୦୨୦ ରେ ଓଡ଼ିଆ ଏକ୍ସପ୍ରେସ ସାଇଟରେ ଏହା ଦାବି କରା ଯାଇଅଛି ଯେ ନେସଲେ କମ୍ପାନୀ ଉତ୍ପାଦରେ ମ୍ୟାଗି, ଯେଉଁଥିରେ ଦର୍ଶାଯାଇଥାଏ ଯେ ଏହା ୧୦୦ ପ୍ରତିଶତ ଶାକାହାରୀ ଉତ୍ପାଦନ ଅଟେ ବୋଲି, ଏହା କମ୍ପାନୀ ଦ୍ୱାରା କରାଯାଇଥିବା ଏକ ଧୋକା ଅଟେ। ବାସ୍ତବରେ ମ୍ୟାଗିରେ କଣ କଣ ଜିନିଷ ମିଶାଯାଈଥାଏ ଏହାର ବିବରଣୀ ମ୍ୟାଗିର ପ୍ୟାକେଟରେ ପୁରା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏହାକୁ ଇ କୋଡ୍ କହନ୍ତି , ଯେଉଁଟା ସାଧାରଣ ଜନତା […]

Continue Reading

କ’ଣ ଦୁନିୟାର ସବୁଠାରୁ ବଡ ଶିବଳିଙ୍ଗ ଅରୁଣାଚଳ ପ୍ରଦେଶରେ ଅଛି? ଜାଣନ୍ତୁ ସତ୍ୟ।

୯ ମାର୍ଚରେ ଓଡ଼ିଆ  ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଅରୁଣାଚଳ ପ୍ରଦେଶ ରେ ରହିଛି ଦୁନିଆ ର ସବୁଠାରୁ ବଡ଼ ପ୍ରାକୃତିକ ଶିବଲିଙ୍ଗ I ଅରୁଣାଚଳ ପ୍ରଦେଶ ରେ ଅଗଣିତ ପାହାଡ଼ ଓ ପର୍ବତମାଳା ରହିଛି I ଏଠାରେ ବିରତମାନ ଥିବା ଶିବଲିଙ୍ଗ ସିଧେହେଶ୍ଵରଃ ମହାଦେବ ନାମ ରେ ପରିଚିତ ଅଟନ୍ତି I ଏହି ଶିବଲିଙ୍ଗ ପ୍ରାୟ ୨୬ ଫୁଟ ଉଚ୍ଚ ଓ ୨୨ ଫୁଟ […]

Continue Reading

କ’ଣ ପଶ୍ଚିମ ବାଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ତାଙ୍କ ରାଜ୍ୟରେ ରହୁଥିବା ରୋହିଙ୍ଗିୟା ମୁସଲମାନ ମାନଙ୍କୁ ଭାରତର ନାଗରିକ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

ସିଏଏ କୁ ନେଇ ଦେଶରେ ବହୁତ ହଙ୍ଗାମା ଚାଲିଛି। ଅନେକ ରାଜ୍ୟ ଏହା ସମର୍ଥନ କରିଥିଲା ବେଳେ ଅନେକ ରାଜ୍ୟ ଏହାର ବିରୋଦ୍ଧ ମଧ୍ୟ କରୁଛନ୍ତି। ଗତ କିଛି ମାସ ଧରି ଚାଲୁଥିବା ଏହି ବିରୋଦ୍ଧ ବର୍ତମାନ ହିଂସା ରୂପ ଧରି ସାରିଛି। ଏହି ସବୁ ସମୟରେ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।   ବର୍ତମାନ ଏହା ଦେଖିବାକୁ ମିଳିଛି ଯେ ୫ ମାର୍ଚ ୨୦୨୦ ରେ ବିକ୍ରମ କୁମାର ସେଠ ନାମକ […]

Continue Reading

କ’ଣ ନିର୍ଭୟା ଦୋଷୀ ବିନୟ କୁମାର ଷ୍ଟେପଲର ପିନ ଗିଳିଲେ? କେଉଁ ଦିଗକୁ ମୁଡୁଛି ନିର୍ଭୟା ମାମଲା? ଜାଣନ୍ତୁ ସତ।

ନିର୍ଭୟା ମାମଲାଟି ଏବେ ପର୍ଯ୍ୟନ୍ତ କୋର୍ଟରେ ଘୂରୁଅଛି। ଦୋଷୀଙ୍କୁ ଫାଂସୀ ଦେବା ତାରିଖ ପ୍ରତ୍ଯେକ ଥର ଘୁନ୍ଚି ଘୁନ୍ଚି ଯାଉଅଛି।  ୨୪ ଫେବ୍ରୁଆରି ୨୦୨୦ ରେ ଆର.କେ.ନ୍ୟୁଜ ଓଡ଼ିଶାର ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓ ପୋସ୍ତରେ ଏହା ଦେଖିବାକୁ ମିଳିଛି ଯେ ନିର୍ଭୟା କେସରେ ଗୋଟିଏ ନିନ୍ଦନୀୟ ଘଟଣା ଘଟିଛି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ନିର୍ଭୟା ଦୁଷ୍କର୍ମ କରିଥିବା ବିନୟ କୁମାର ତିହାର ଜେଲରେ ଗୋଟିଏ ଷ୍ଟେପଲର ପିନ ଖାଇଦେଇଛନ୍ତି। ଏହା […]

Continue Reading

କ’ଣ ଫୋଟୋରେ ଥିବା ଲୋକ ଓ ମହିଳା ଜଣକ ପୂର୍ବତନ କଂଗ୍ରେସ ନେତା ଭିଷମ ଶର୍ମା ଓ ତାଙ୍କ ସ୍ତ୍ରୀ? ଜାଣନ୍ତୁ ସତ।

୨୮ ଫେବ୍ରୁଆରିରେ ଜୟ ପରସୁରାମ ନାମକ ଜଣେ ଫ୍କେବୂକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଲେଖିଛନ୍ତି ଯେ ମୁସଲିମ ଦଙ୍ଗାକାରୀ ହଜାର ହଜାର ସଂଖ୍ୟାରେ ଆସି ଭିଷମ ଶର୍ମାଙ୍କ ସ୍କୁଲ, ଗାଡି, ଘର ସବୁ ଜାଳି ଦେଲେ । ନିଜେ ବି ପରିବାର ସହ ଜୀବନ ବଞ୍ଚାଇ ଖସିଗଲେ । ଆଉ ସେ ଓ ତାଙ୍କର ସ୍ତ୍ରୀ ସବୁ ହରାଇ କାନ୍ଦି ବୁଲୁଛନ୍ତି । ବିଡମ୍ବନାର ବିଷୟ ମୁସଲିମମାନେ ଦେଖିଲେନି […]

Continue Reading

କ’ଣ ଦିଲ୍ଲୀ ପୋଲିସ ଆମ ଆଦ୍ମି ପାର୍ଟି ସଦସ୍ୟ ତାହିର ହୁସାଏନଙ୍କୁ ଗିରଫ କରିଛନ୍ତି? କ’ଣ ସତ୍ୟତା ଏହି ଘଟଣାର? ଜାଣନ୍ତୁ।

ଦିଲ୍ଲୀରେ ଚାଲୁଥିବା ଡଙ୍ଗା ସମୟରେ ଆହୁରି ଗୋଟିଏ ଖବର ଶୁଣିବାକୁ ମିଳିଛି। ଖବର ଅନୁଯାୟୀ ଆମ ଆଦ୍ମି ପାର୍ଟି କାଊଁସିଳର ତାହିର ହୁସାଏନ, ଅଙ୍କିତ ଶର୍ମା ନାମକ ଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇ.ବି) ଅଫିସରକୁ ହତ୍ୟା କରିଥିବା କଥା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଅଙ୍କିତ ନି ଭାଇଙ୍କୁ ଖୋଜିବା ପାଇଁ ଘରୁ ବାହାରି ଥିଲେ। ତାଙ୍କୁ ଡର ଥିଲା ଯେ ତାଙ୍କ ଭାଇ ଦିଲ୍ଲୀରେ ହେଉଥିବା ଡଙ୍ଗାରେ ଅଟକି ରହି ଯାଇଛନ୍ତି। ଅଙ୍କିତ ସନ୍ଧ୍ୟା ୪ […]

Continue Reading

କ’ଣ ବୈଜ୍ଞାନିକ ମାନେ ପୃଥିବୀ ଖୋଲି ଏହା ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଏହା ଭିତରେ କଣ ରାହାସ୍ୟ ଅଛି? ଜାଣନ୍ତୁ ସତ।

26 ଫେବ୍ରୁଆରିରେ ଓଡ଼ିଆ ଏକ୍ସପ୍ରେସ ନାମକ ସାଇଟରେ ଗୋଟିଏ ପୋଷ୍ଟରେ ଏହା ଲେଖା ଯାଇଅଛି ଯେ ପୃଥିବୀ ଭିତରେ କଣ ଅଛି ଏହା ଜାଣିବା ପାଇଁ ବୈଜ୍ଞାନିକ ମାନେ ବହୁତ ପରିଶ୍ରମ କରିଥିଲେ। ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବୈଜ୍ଞାନିକ ମାନେ ପୃଥିବୀ ପୃଷ୍ଠରେ ଏକ ବିରାଟକାୟ ଗାତ ଖୋଳିବା ଆରମ୍ଭ କରିଦେଲେ , ଓ ଲଗାତାର ଗାତ ଖୋଳିବାକୁ ଲାଗିଲେ , ସେ ପ୍ରାୟ ୧୧୦୦ ମିଟର ଗାତ ଖୋଳିବାକୁ ସଫଳ ହେଲେ। […]

Continue Reading

କ’ଣ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩୩୦୦ ଟନ ସୁନା ମିଳିଛି? ଜାଣନ୍ତୁ ସତ।

୨୬ ଫେବ୍ରୁଆରି ରେ ଓଡ଼ିଆ ଏକ୍ସପ୍ରେସ ନାମକ ଫେସବୁକ ପେଜରେ ସୋନଭଦ୍ରରେ ମିଳିଥିବା ସୁନା ବିଷୟରେ ଲେଖା ଯାଇଅଛି। ସୁନାର ଭଣ୍ତାର ମିଳିବା କାରଣରୁ ଉତ୍ତର ପ୍ରଦେଶର ସୋନଭଦ୍ର ଅଚାନକ ଏବେ ଚର୍ଚ୍ଚାର ଘେରରେ ଆସିଯାଇଅଛି , ଏହା ଭାରତ ପାଇଁ ଏକ ଆଶ୍ୱସ୍ତିର ଖବର ଅଟେ,  ଜଣାଯାଏ କି ଭାରତ ଦୁନିଆଁର ସବୁଠାରୁ ବଡ ସୁନାର ଖଣି ଅଟେ । ଉତ୍ତର ପ୍ରଦେଶର ସୋନଭଦ୍ର ର ସୋନ ପାହାଡିରେ ୨୭୦୦ ଟନ୍ ସୁନା ଓ ହରଦି […]

Continue Reading

କ’ଣ କୋରୋନା ଆକ୍ରାନ୍ତ ହୋଇଥିବା ଜଳେଶ୍ଵର ସହର ର ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ।

କୋରୋନା ଭାଇରସର ଆକ୍ରାନ୍ତ ବର୍ତମାନ ବଢି ବଢି ଚାଲିଅଛି। ଅନେକ ସ୍ଥାନରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରତିଦିନ ଆସୁଛି। ଚୀନରୁ ବ୍ୟାପୀ ଥିବା ଏହି ରୋଗ ବର୍ତମାଣ ସମୟରେ ଅନେକ ଦେଶରେ ବ୍ୟାପୀ ସାରିଛି। ଏହି ରୋଗର କିଛି ଚିକିତ୍ସା ବାହାରି ନାହିଁ। ଶେଠୀ ପାଇଁ କେବଳ ବଞ୍ଚିବା ପ୍ରକ୍ରିୟା ବ୍ୟବହାର କରି ଏହି ରୋଗରୁ ଦୂରେଇ ରହି ହେବ।  ଏହି ସସବୁ ମଧ୍ୟରେ ଏହା ସମ୍ବନ୍ଧରେ  ଗୋଟିଏ ଖବର ବର୍ତମାନ ସମୟରେ ସୋସିଆଲ […]

Continue Reading

କ’ଣ ଭାଇରସର ଭୟବହତା ମଧ୍ୟରେ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି? ଜାଣନ୍ତୁ ସତ।

୧୮ ଫେବ୍ରୁଆରି ରେ ଓଡିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରା ଯାଇଅଛି ଯେ କୋରୋନା ଭାଇରସରୁ ୨୦୦୦ ଲୋକେଙ୍କର ମୃତ୍ୟୁ ହୋଇସାରିଛି ଓ ୫୦ ହଜାର ଲୋକେ ଏହି ଆରପିଜିରୁ ଆକ୍ରାନ୍ତ ହୋଇଛନ୍ତି। ତାପରେ ମଧ୍ୟ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି। ଚୀନର ଗୋଟିଏ ବଜାରରେ କୁକୁରଙ୍କୁ ଜିଅନ୍ତା ଗରମ ପାଣିରେ ସିଝା ଯାଉଛି ଓ କଟା ଯାଉଅଛି। ଚିନବାସୀ ଏହି କୁକୁର ମାନଙ୍କୁ […]

Continue Reading

କ’ଣ ଚୀନର ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଲାବରେ କୋରୋନା ଭାଇରସ ଲିକ ହେଇଛି? କ’ଣ ସେଇଠିକାର ଗବେଷକ ମାନଙ୍କୁ ବାଦୁଡି ମାନେ କାମୁଡ଼ି ବାରୁ ଏହି ରୋଗ ବ୍ୟାପିଚି? ଜାଣନ୍ତୁ ସତ।

ଚୀନର କୋରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଏହି ଭାଇରସର କେନ୍ଦ୍ର ରୂପେ ଧରାଯାଉଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଉହାନର ମାଛ ମାର୍କେଟର କିଛି ଦୂରରେ ଥିବା ଏକ ସରକାରୀ ଲାବରେ ହିଁ ସମ୍ଭବତଃ କୋରୋନା ଭୂତାଣୁର ସୃଷ୍ଟି ହୋଇଥିଲା। ଚୀନର ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର କହିବା […]

Continue Reading

କ’ଣ ନନ୍ ଭେଜ ଖାଇଲେ କୋରୋନା ଭାଇରସ ଆକ୍ରାନ୍ତ ହେବା ସମ୍ଭାବନା ଅଛି? ଜାଣନ୍ତୁ ସତ।

ଚୀନରୁ ବ୍ୟାପୀ ଥିବା କୋରୋନା ଭାଇରସ ବର୍ତମାନ ସମୟରେ ସାରା ବିଶ୍ଵାରେ ଆତଙ୍କ ସୃଷ୍ଟି କରିଛି। ବର୍ତମାନ ସୁଧା ୭୨,୫୦୦ ଲୋକେ ଏହି ରୋଗରୁ ଆକ୍ରାନ୍ତ ହୋଇସାରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଖବର ମଧ୍ୟ ସାମନାକୁ ଆସିଛି। ଏହି ଖବର ଅନୁସାରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ନନ୍ ଭେଜ ଖାଦ୍ୟ ସେବନ ନ କରିବା ଉପଦେଶ ଦିଆ ଯାଇ ଅଛି। ୨ ସପ୍ତାହ ପୂର୍ବରୁ ମନୁ ଭାଇ ଚିକିଟି […]

Continue Reading

କ’ଣ ମୋଦି ସରକାର ଗୋପନୀୟ ଉପାୟରେ ୨୬୮ ଟନ ସୁନା ବିଦେଶରେ ଗିରବି ରଖିଛନ୍ତି? ଜାଣନ୍ତୁ ସତ।

୧୧ ଫେବ୍ରୁଆରିରେ ମଧୁ ନାଗ ନାମକ ଜଣେ ଫେସବୁକ ୟୁଜର ଯୁବ କଂଗ୍ରେସ ସଂଗଠନ ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋସ୍ତକରି ଏହା ଦାବି କରିଛନ୍ତି ଯେ ମୋଦି ସରକାର ଗୋପନୀୟ ଉପାୟରେ ବିଦେଶରେ ୨୬୮ ଟନ ସୁନା ଗିରବି ରଖିଛନ୍ତି। ଏହି କଥା କୁ ୪ବର୍ଷ ଉପରେ ବିତି ଗଲାଣି ଓ ବର୍ତମାନ ଆର.ଟି.ଆଇ ମାଧ୍ୟମରୁ ଏହି ବିଷୟ ସାମନାକୁ ଆସିଛି। ଜଣେ ସ୍ଵତନ୍ତ୍ର ପତ୍ରକାର ନବନୀତ ଚତୁର୍ବେଦି ଆର.ଟି.ଆଇ. ମାଧ୍ୟମ ଏହି ବିଷୟକୁ […]

Continue Reading

କ’ଣ ଫିରୋଜାବାଦର ଦୁଷ୍କର୍ମ ପୀଡ଼ିତାଙ୍କ ବାପାର ଖୁନିଙ୍କୁ ପୋଲିସ ବର୍ତମାନ ସୁଧା ଗିରଫ କରି ପାରି ନାହିଁ? ଜାଣନ୍ତୁ ସତ।

ଦୁଷର୍ମ ପୀଡିତାଙ୍କ ବାପାଙ୍କୁ ଗୁଳିକରି ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫିରୋଜାବାଦରେ। 13 ଫେବ୍ରୁଆରି ରେ ଡ଼ି.ଟିଭି ଓଡ଼ିଆ ସାଇଟରେ ଛପି ଥିବା ଏହି ପୋଷ୍ଟ ଫିରୋଜାବାଦର ଜଣେ ୧୫ ବର୍ଷୀୟା ନାବାଳିକା ଗତବର୍ଷ ଅଗଷ୍ଟରେ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ପୀଡିତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏନେଇ ଅଭିଯୁକ୍ତ ଅଚମନ ଉପାଧ୍ୟାୟ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପୋଷ୍ଟରେ କରା ଯାଇଥିବା ଦାବି ଅନୁଯାୟୀ ଏଯାଏ ଏହି ମାମଲରେ ଅଭିଯୁକ୍ତକୁ ପୋଲିସ ଗିରଫ […]

Continue Reading

କ’ଣ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କୋଣାର୍କ ମନ୍ଦିର ର ମୂର୍ତି ଭାଙ୍ଗି ବା କାଢି ଦେଇ ସାଧା ପଥର ଲଗାଇହାନ୍ତି? ଜାଣନ୍ତୁ ସତ।

କୋଣାର୍କ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ନିର୍ମାଣ ୧୩ ସାଦିରେ ହେଇଥିଲା। ଏହା ପୁରୀ ଠାରୁ ୩୫ କି.ମି ଦୂରରେ ଅଛି। ଏହି ମନ୍ଦିର ୧୨୫୦ ମସିହାର ରାଜା ନରସିଂହ ଦେବ ୧ ଦ୍ଵାରା ନିର୍ମାଣ କରା ଯାଇଥିଲା। ଵହି ମନ୍ଦିରକୁ ସଂଗ୍ରହ କରିବା ପାଇଁ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏହାର ନିର୍ମାଣ କାର୍ଯ୍ୟ କରିଛି।  ୧୦ ଫେବ୍ରୁଆରି ଦିନ ଅନୁଷ୍କା ନାମକ ଜଣେ ଟୁଇଟର ଯୁଜର ନିଜ ଟୁଇଟର ହେଣ୍ଡେଲରେ କୋଣାର୍କ ମନ୍ଦିରର ଦୁଇଟି […]

Continue Reading

କ’ଣ ବିଜେପି ସରକାରଙ୍କ ରାଜରେ ନକଲି ନୋଟ ଗୁଜରାଟରେ ଛପା ହେଉଥିବା ରୁ ପୋଲିସ ଏହାକୁ ଜବତ କରିଛି? ଜାଣନ୍ତୁ ସତ।

ଏହି ପୋଷ୍ଟରେ ବହୁ ପରିମାଣର ୨୦୦୦ ଟଙ୍କା ନୋଟ ପୋଲିସ ବରାମଦ କରିଥିବା ଦେଖା ଯାଉଛି। କିଛି ଘଣ୍ଟା ପୂର୍ବରୁ ୧୨ ଫେବ୍ରୁଆରିରେ ତରବେଜ ଖାନ ନାମକ ଜେନ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଫୋଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପୋଲିସ ଦ୍ଵାରା ବରାମଦ କରା ଯାଇଥିବା ନକଲି ନୋଟ ବିଜେପି ସରକାର ରାଜରେ ଗୁଜରାଟରେ ଛପା ଯାଇଅଛି, ପାକିସ୍ତାନରେ ନୁହେଁ।  ଏହି […]

Continue Reading

କ’ଣ ଅସଞ୍ଜିତ ଅବସ୍ତାରେ ଥିବା ଶିକ୍ଷକଙ୍କ ଭାଇରାଲ ହେଇଥିବା ଭିଡିଓ ଉତ୍ତର ପ୍ରଦେଶ ରାଜ୍ୟର? ଜାଣନ୍ତୁ ସତ।

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଗୋଟେ ସ୍କୁଲ ର ପ୍ରଧାନ ଶିକ୍ଷକ ନିଜ ସ୍କୁଲର ଦୁଇଜଣ ଶିକ୍ଷୟତ୍ରୀଙ୍କ ସହ ଅଶ୍ଳୀଳ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଘଟଣା ପାଇଁ ସଂପୂର୍ଣ୍ଣ ଶିକ୍ଷା ବିଭାଗ ବଦନାମ ହେଉଛି । କିନ୍ତୁ ଶିକ୍ଷା ବିଭାଗରେ ଏଭଳି କିଛି ଘଟଣା ନେଇ କୌଣସି ଅଭିଯୋଗ ଆସିନହି ବୋଲି ସୂଚନା ମିଳିଛି । ଯଦି ସେହି ଭିଡିଓ ମିଳେ […]

Continue Reading

କ’ଣ ସାଂସଦରେ ଏହି ମହିଳା ନିଜ ଭାଷଣରେ ମୋଦିଜିଙ୍କ ମୂହ ବନ୍ଦ କରି ଦେଲେ? କିଏ ଏହି ମହିଳା ଓ କ’ଣ ମୋଦିଜି ହତାସ ହେଇ ଚୁପ ହେଇ ଗଲେ ସାଂସଦରେ? ଜାଣନ୍ତୁ ସତ।

ସାଂସଦରେ ବାଦ ବିବାଦ ହେବା କିଛି ନୂଆ କଥା ନୁହେଁ। ଗୋଟିଏ ଦଳ ଅନ୍ୟ ଦଳକୁ ପ୍ରଶ୍ନ ପଚାରି ତାଙ୍କ କାର୍ଯ୍ୟ ଅନୁଷ୍ଠାନର ବିରୋଦ୍ଧ କରି ଥାନ୍ତି। ଏପରି ମଧ୍ୟ ସମୟ ଆସିଥିଲା କି ସାଂସଦରେ ନେତା ମାନେ ପରସ୍ପରଉପରେ ହାତ ମଧ୍ୟ ଉଠାଇ ଥିଲେ। ତେବେ ବର୍ତମାନ ସମୟରେ ସାଂସଦର ଗୋଟିଏ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରା ଯାଉଅଛି। ଗତ କାଲୀ ୭ ଫେବ୍ରୁଆରିରେ ପ୍ରଣୟ ସାମଲ ନାମକ ଜଣେ ଫେସବୁକ ୟୁଜର […]

Continue Reading

କ’ଣ ଲାଲ କିଲା ଶହଜାହାନଙ୍କ ନିର୍ମାଣ କରି ନାହାନ୍ତି? କ’ଣ ଏହାରନିର୍ମାଣ ୧୨ମ ସଦିରେ ହେଇଥିଲା ଓ ଏହା ପୃଥିବୀରାଜଙ୍କ ମହଳ ଥିଲା? କ’ଣ ଏହାର ପ୍ରକୃତ ନାମ ଲାଳକୋଟ ଥିଲା? ଜାଣନ୍ତୁ ସତ।

ଛୋଟ ବେଳୁ ଓ ସ୍କୁଲରୁ ଆମେ ଲାଲ କିଲା ବିୟୟରେ ସୁଣୀ ଓ ପଢୀ ଆସିଛୁ। ଆମକୁ ଛୋଟ ବେଳୁ ଏହା ଶିକ୍ଷା ଯାଇଅଛି ଯେ ଲାଲ କିଲା ମୁଗଳ ରାଜା ଶାହଜାହାନ ବନାଇଥିଲେ। ବର୍ତମାନ ଏହି ବିଷୟ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲୁଅଛି।  ୭ ଜାନୁଆରୀ ୨୦୨୦ ରେ ତ୍ରିଦୀପ କୁମାର ନନ୍ଦି ନିଜ ଏକାଉଣ୍ଟରେ ଗୋଟିଏ ଫୋଟୋପୋଷ୍ଟ କରି ଏହା ଦାବି କରିଅଛନ୍ତି ଯେ ଲଣ୍ଡନରେ ଥିବା ଅକ୍ସଫର୍ଡ ସଙ୍ଘରାଳୟ ଗୋଟିଏ […]

Continue Reading

କ’ଣ ଏଲଆଇସି ବିକିବା ଖବର ନେଇ ସୁରାଟ ଆଞ୍ଚଳର ଜେନ ଏଲଆଇସି କର୍ମଚାରୀ ଆତ୍ମହତ୍ୟା କରିଲେ?

ଅର୍ଥମନ୍ତ୍ରୀ ନିରମାଳା ସିତାରମନ ୧ ଫେବ୍ରୁଆରି , ଶନିବାର ଦିନ ନିଜ ବଜେଟର ଭାଷଣ ଦେବା ସମୟରେ ଲାଇଫ ଇଂସୁରେନ୍ସ କମ୍ପାନୀ (LIC) ରେ ସରକାରଙ୍କର ଥିବା ଭାଗରୁ ଗୋଟିଏ ଭାଗ ଇନିସିଆଲ ପବ୍ଲିକ ଅଫରିଙ୍ଗ  (IPO) ମାଧ୍ୟମରେ ବିକିବା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପରେ ସୋସିଆଲ ମିଡିଆରେ ଏହି ବିଷୟ ଜଡିତ ଗୋଟିଏ ପୋସ୍ତ ଭାଇରାଲ ହେଇଅଛି।  ୪ ଫେବ୍ରୁଆରିରେ ଜେନା ଲାଲତ ବିହାରୀ ନାମକ ଜଣେ ଫେସବୁକ ୟୁଜର, Naveen ଓଡିଶା […]

Continue Reading