କ’ଣ କିଛି ଦିନ ପୂର୍ବରୁ ଜଣେ ପ୍ରେମୀ ନିଜ ପ୍ରେମିକାର ହତ୍ୟା କରିଛନ୍ତି? ଜାଣନ୍ତୁ ସତ।

୩ ଫେବ୍ରୁଆରିରେ ଓଡ଼ିଆ ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଜଣେ ପ୍ରେମି ନିଜ ପ୍ରେମିକାଙ୍କୁ ବସ ଷ୍ଟାଣ୍ଡରେ ସର୍ବ ସମୁଖରେ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଯୁବତୀ ସେହିଠାରେ ହିଁ ଟଳିପଡିଥିଲେ। ଏହି ଘଟଣା ପରେ ପୋଲିସ ଏହାର ଯାଞ୍ଚ ଆରମ୍ଭ କରି ଦେଇଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଘଟଣାଟି ମଙ୍ଗଳବାର ସଖାଳ ୧୦.୩୦ ସମୟରେ […]

Continue Reading

କ’ଣ ଯାମିଆ ଛାତ୍ର ବିଗତ ଦିନ ଯାମିଆର ଗୁଳିଚାଳନାରେ ଆହାତ ହେବା ନାଟକ କରୁଛନ୍ତି? କ’ଣ ତାଙ୍କ ଆହତ ହେବା ଗୋଟିଏ ମିଥ୍ୟା? ଜାଣନ୍ତୁ ସତ।

ଜାମିଆରେ ସିଏଏ ଓ ଏନ.ଆର.ସି ବିରୁଦ୍ଧରେ ଧାରଣା ଦେଉ ଥିବା ସମୟରେ ଗୋଟିଏ ଗୁଳିଚାଳନା ଘଟଣାରେ ଜେନ ଚତ୍ରଙ୍କ ମୃତ୍ୟୁ ହୋଇଅଛି ଏବଂ ଅନ୍ୟ ଗୋଟିଏ ଛାତ୍ରକୁ ଆଘାତ ପହଞ୍ଚିଛି। ଏହି ସବୁ ମିଡିଆ ଓ ପୋଲିସ ଉପସ୍ଥିତ ଥିବା ସମୟରେ ଘଟିଥିଲା ଓ ବର୍ତମାନ ସୋସିଆଲ ମିଡିଆରେ ଏହାର ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏପରି କିଛି ଫୋଟୋରେ ଆଘାତ ହୋଇଥିବା ଛାତ୍ର ହାତରେ ଗୋଟିଏ ଲାଲ ରଙ୍ଗ ବୋତଲ ଦେଖିବାକୁ ମିଳିଛି। ଏହି […]

Continue Reading

କ’ଣ କେବଳ ଶାରୀରିକ ସମ୍ବନ୍ଧ ରଖିଲେ ମହିଳା ମାନଙ୍କ ମଧ୍ୟରେ ହୌଥିବା ରୋଗ ପି.ଜି.ଏ.ଡି. ଭଲ ହେଇ ଯାଏ? ଜାଣନ୍ତୁ ସତ।

୩୧ ଜାନୁଆରୀରେ ଓଡ଼ିଆ ନ୍ୟୁଜ ୨୪ ସାଇଟରଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଅନେକ ସମୟରେ ଯୁବତୀ ମାନଙ୍କର ସେକ୍ସ କରିବାର ଇଚ୍ଛା ଆବଶ୍ୟକତାରୁ ଆଦିକ ବଢି ଯାଇଥାଏ। ପୋଷ୍ଟରେ କରା ଯାଇଥିବା ଦାବି ଅନୁଯାୟୀ ଯୁବତୀଙ୍କର ଦିନ କୁ ୫୦ – ୧୦୦ ଥର ସେକ୍ସ କରିବାର ଇଛା ଜାଗ୍ରତ ହୋଇଥାଏ। ଏହି ରୋଗର ନାମ ହେଉଛି ପିଜିଦିଏ। ଏହି ରୋଗର ଲକ୍ଷଣ ଏହା ଯେ ଯୁବତୀଙ୍କର ସେକ୍ସ କରିବାକୁ ଅଧିକା ଇଚ୍ଛା ହୁଏ। […]

Continue Reading

କ’ଣ ଆମେରିକା ଆର.ଏସ.ଏସ କୁ ଆତଙ୍କବାଡି ସଂଗଠନ ଗୋସଣା କରିଛି? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

୨୯ ଜାନୁଆରୀ ୨୦୨୦ ରେ ଆଜଡ ହିନ୍ଦ ଆବାଜ ନାମ ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଆମେରିକା ଭାରତର ରାଷ୍ଟ୍ରୀୟ ସେବା ସଙ୍ଗ (ଆର.ଏସ.ଏସ.) କୁ ଆତଙ୍କବାଦୀ ଦଳ ବୋଲି ଘୋଷଣା କରିଅଛି। ଯେଉଁ ପରି ଇସ୍ଲାମିକ ସଂଗଠନକୁ ଆତଙ୍କବାଦୀ ଲିଷ୍ଟରେ ରକ୍ଷା ଯାଇଅଛି ସେହି ପରି ଏବେ ଆର.ଏସ.ଏସ ମଧ୍ୟକୁ ମଧ୍ୟ ସେହି ଲିଷ୍ଟରେ ସାମିଲ କରା ଯାଇଅଛି। ଏହା ପରେ ଆର.ଏସ.ଏସ ଭିତରେ ଉପ୍ରଦବ ମାଛି ଯାଇଅଛି। […]

Continue Reading

କ’ଣ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବିମାନ? କ’ଣ ଏହି ବିମାନ ଏରିଆନା ଆଫଗାନ ଏୟାରଲାଇନ୍ସ ର ବିମାନ ଥିଲା? ଜାଣନ୍ତୁ ସତ।

୨୭ ଜାନୁଆରୀରେ ପବ୍ଲିକ ଭଏସ ନାମ ସାଇଟରେ ଏହା ଦାବିକରା ଯାଇଅଛି ଯେ ଆଫଗାନିସ୍ତାନର ପୂର୍ବ ଗଜନୀ ପ୍ରାନ୍ତରେ ସୋମବାର ଏହି ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ୧.୩୦ ମିନିଟରେ ଆଫଗାନିସ୍ତାନର ଏରିଆନା ଆଫଗାନ ଏୟାରଲାଇନ୍ସ କ୍ରାସ କରିଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି ସେଠାରେ ତାଲିବାନଙ୍କର ପ୍ରାର୍ଦୁଭାବ ଅଧିକ ରହିଛି । ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆଫଗାନିସ୍ତାନ […]

Continue Reading

କ’ଣ କିଛି ଦିନ ପୂର୍ବରୁ ଭାରତର ବି.ଏସ.ଏଫ୍ ଯବାନ ପାକିସ୍ତାନରୁ ଆସୁଥିବା ୨୦୦ କୋଟି ଟଙ୍କାର ଡ୍ରଗ୍ସ ଧରିଲେ? ଜାଣନ୍ତୁ ସତ।

ଦେଶ ସୀମା ରେ ସର୍ବଦା ଡ୍ରଗ୍ସ ର କଳା ବ୍ୟବସାୟ ଜୋର୍ସୋର ରେ ଚାଲିଥାଏ I ପଞ୍ଜାବ , ରାଜସ୍ତାନ , ଜାମୁ କାଶ୍ମୀର ଆଦି ଅଂଚଳ ରେ ବିଗତ ଦିନ ରେ ପୋଲିସ ଓ BSF ର ମିଳିତ ଉଦ୍ୟମ ରେ ପୁଣି ଥରେ ଏକ ନିଶା ଦ୍ରବ୍ୟ ବୋଝେଇ ଟ୍ରକ ଧରାପଡ଼ିଚି I ୨୬ ଜାନୁଆରୀରେ ଓଡ଼ିଆ ନ୍ୟୁଜ ୨୪ ସାଇଟର ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିଛି ଦିନ […]

Continue Reading

କ’ଣ କେରଳରେ ସିଏଏ ସମର୍ଥନ କରୁଥିବା ହିନ୍ଦୁ ମାନଙ୍କୁ ମୁସ୍ଲିମ ଲୋକେ ପାଣି ଦେଉ ନାହାନ୍ତି? ଜାଣନ୍ତୁ ସତ।

୨୩ ଜାନୁଆରରୀରେ ଜଣେ ଫେସବୁକ ୟୁଜର ବିଜେପି ନାମ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ କେରଳର ମାଳାପୁରମ ଜିଲ୍ଲାର କୁଟ୍ଟିପୁରମ ପଞ୍ଚାଯତ ଅନ୍ତର୍ଗତ ଗୋଟିଏ ଗାଁରେ ସିଏଏଏ କୁ ସମର୍ଥନ ଦେବା ଯୋଗୁ ହିନ୍ଦୁ ମାନଙ୍କୁ ସେଠିକାର ବାସିନ୍ଦା ମୁସ୍ଲିମ ମାନେ ପାଣି ଦେବାକୁ ରାଜି ହେଉ ନାହାନ୍ତି। ମାଳାପୁରମରେ ମୁସ୍ଲିମ ମାନଙ୍କ ଜନସଙ୍କ୍ୟା ଅଧିକ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଉଅଛି ଯେ ଏହି ଘଟଣା ପରଠୁ […]

Continue Reading

କ’ଣ ମାହାରାଷ୍ଟ୍ରରେ ମତିଲାଣି କୋରୋନା ଭାଇରସ? କ’ଣ ଲୋକେ ଶିକାର ହେଉଛନ୍ତି ଏହି ମାରାତ୍ମକ ଭାଇରସରୁ? ଜାଣନ୍ତୁ ସତ।

ଚୀନକୁ ନିଜ ଆତଙ୍କରେ ଘେରୋଇ ସାରିଲା ପରେ ବର୍ତମାନ କୋରୋନା ଭାଇରସ ଅନ୍ୟ ଅନ୍ୟ ଦେଶରେ ବ୍ୟାପୁଚି। ଖବର ଅନୁଯାୟୀ ବର୍ତମାନ ସୁଧା 10 ଟି ଦେଶରେ କୋରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ଲୋକେ। ତ କଣ ବର୍ତମାନ ସମୟରେ ଭାରତରେ ମଧ୍ୟ କୋରୋନା ଭାଇରସ ନିଜ ଆତଙ୍କ ବିସ୍ତାର କରି ସାରିଲାଣି? କ’ଣ ଆମ ଦେଶରେ ମଧ୍ୟ ଲୋକେ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି? 28 ଜାନୁଆରୀ ପବ୍ଲିକ ଭଏସ ସାଇଟରେ ଛପି […]

Continue Reading

କ’ଣ ପାକିସ୍ତାନର କିଛି ଅଂଶକୁ ଇମରାନ ଖାନ ଚୀନକୁ ବିକିବେ ବୋଲି କହିଛନ୍ତି? ଜାଣନ୍ତୁ ସତ।

୨୦ ଜାନୁଆରୀ ରେ ଓଡ଼ିଆ ଅନ୍ଲାଇନ ସାଇଟରେ ଛପି ଥିବା ଅଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଆର୍ଥିକ ଅନଟନ ଓ ଦରିଦ୍ରତା କାରଣରୁ ପାକିସ୍ତାନର କିଛି ଅଂଶ ବିକ୍ରି ହୋଇଯିବ। ସ୍ଥିତି ଏପରି ଅଛି ଯେ ଚୀନ ଆଗରେ ମୁଣ୍ଡ ନୂଆଇବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ରଣରେ ବୁଡି ରହିଥିବା ପାକିସ୍ତାନକୁ ଏହି ସଙ୍କଟରୁ ବାହାରିବା ପାଇଁ ଆଉ କୌଣସି ଉପାଏ ନାହିଁ। ସେଥିପାଇଁ ନିଜ ଦେଶର କିଛି ଅଂଶକୁ ବିକ୍ରି […]

Continue Reading

କ’ଣ ସାଉଦିରେ କାମ କରୁଥିବା ଜଣେ କେରଳର ନର୍ସ ଚୀନରେ ବ୍ୟାପୀ ଥିବା କୋରୋନା ଭାଇରସର ଶିକାର ହେଇଛନ୍ତି? କ’ଣ ଅନ୍ୟ ୨୦ ଭାରତୀୟ ନର୍ସଙ୍କର ମଧ୍ୟ ନିରକ୍ଷଣ ଚାଲୁଅଛି? ଜାଣନ୍ତୁ ସତ।

କୋରୋନା ଭାଇରସ କଣ? କୋରୋନା ଭାଇରସ ସାଧାରଣ ଭାଇରସଙ୍କର ଗୋଟେ ସମୁଦାଏ। କିଛି କୋରୋନା ଭାଇରସ କେବଳ ପଶୁ ପକ୍ଷୀଙ୍କୁ ପ୍ରଭାବ କରେ ଓ କିଛି ମଣିଷ ମାନଙ୍କୁ ମଧ୍ୟ କ୍ଷ୍ୟେତି ପହଞ୍ଚାଇ ଥାଏ। ପ୍ରାଏ ଲୋକ ନିଜ ଜୀବନ କାଳରେ କୋରୋନା ଭାଇରସ ଦ୍ଵାରା ସଂକ୍ରାମିତ ହୋଇଥାନ୍ତି। ସାଧାରଣତ ଏହି ଭାଇରସ ପାଇଁ ଥଣ୍ଡା ବା ଶ୍ଵାସ ନଳି ଇନ୍ଫେକ୍ଷଣ ହେଇଥାଏ। କିନ୍ତୁ ଏହି ଭାଇରସ ଯୋଗୁ ନିମୋନିଆ,  ବ୍ରୋଙ୍କାଇଟିସ ଓ ଅନ୍ୟ ମାରାତ୍ମକ ରୋଗ […]

Continue Reading

କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି କାଳି ମାଁଙ୍କ ମୂର୍ତି ଭାଙ୍ଗି ହିନ୍ଦୁଙ୍କ ବିରୁଦ୍ଧରେ ଜିହାଦ କରୁଛନ୍ତି? ଜାଣନ୍ତୁ ସତ।

୨୧ ଜାନୁଆରୀ ରେ ଫେସବୁକର ଓଡ଼ିଶା ବିଜେପି ଷପୋର୍ଟର ନାମ ପେଜରେ ଅନୁପ ଜେନା ନାମକ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟ ଷେୟାର କରିଛନ୍ତି, ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ମମତା ବେନର୍ଜି ସିଲିଗୁଡ଼ିର ଗେଟ ବଜାର ରେ ସ୍ଥାପିତ ଗୋଟିଏ କାଳି ମନ୍ଦିରରେ କାଳି ମାନକ ମୂର୍ତି ଭାଙ୍ଗିଛନ୍ତି। ଏହି ପୋଷ୍ଟରେ ଏହା ମଦଧୀ ଦାବି କରା ଯାଇଅଛି ଯେ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ନିଜ ପୁରା ତାକତ ଲଗାଇ […]

Continue Reading

କ’ଣ ଆମ୍ ଆଦ୍ମି ପାର୍ଟି ନେତା କୁମାର ବିଶ୍ଵାସ ବିଜେପି ରେ ସାମିଲ ହେଲେ? ଜାଣନ୍ତୁ ସତ।

ଦିଲ୍ଲୀ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଅନେକ ରାଜନୀତି ଦଳ ଅନେକ ପ୍ରକାରର ପଦକ୍ଷେପ ନେବାର ଦେଖା ଯାଉଅଛି। ଆମ ଆଦ୍ମି ପାର୍ଟି କୁ ଜୋର୍ଦାର ଟକ୍କର ଦେବା ପାଇଁ ବିଜେପି ପ୍ରସ୍ତୁତ ଅଛି। ଏହି ମଧ୍ୟରେ ଏପରି ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ ଆମ ଆଦ୍ମି ପାର୍ଟି ନେତା କୁମାର ବିଶ୍ଵାସ ପାର୍ଟି ଛାଡ଼ି ବିଜେପି ଦଳରେ ସାମିଲ ହେଇଛନ୍ତି। 20 ଜାନୁଆରୀ ରେ ଜଣେ ଫେସବୁକ ୟୁଜର “ଓଡ଼ିଶା ୱୀଥ […]

Continue Reading

କ’ଣ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇଛନ୍ତି?

ଆଜି ସଖାଲେ 20 ଜାନୁଆରୀ ରେ “ପକ୍କା ମୋଦି ଫେନ ମୁରାଳି” ନାମକ ଜଣେ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇଛନ୍ତି। ଏହା ନେଇ ସେ କହିଛନ୍ତି ଯେ ସିଏଏ ଓ ଏନ.ଆର.ସି ଭାରତର ବ୍ୟକ୍ତିଗତ ଏବଂ ଆଭ୍ୟନ୍ତରଣ ମାମଲା ଅଟେ। Facebook | Archive ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ […]

Continue Reading

କ’ଣ ପୃଥଭିରାଜ ହରିଚନ୍ଦନ ନିଯୁକ୍ତ ହେଲେ ଓଡ଼ିଶା ବିଜେପିର ସଭାପଟୁ ରୂପେ? କ’ଣ ଏହା କୁ ନେଇ ନିରାଶ ହୋଇ ପାର୍ଟି ଛାଡିବା ଊପରେ ଅନେକ କାରଜ୍ୟକରତା?? ଜାଣନ୍ତୁ ସତ

Photo Credit: Odisha Sun Times ୧୫ ଜାନୁଆରୀରେ ଦିଲ୍ଲୀପ ପାଟକୁରା ନିର୍ବାଚାନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଗୋଟିଏ ପୋସ୍ତରେ ଏହା ଦାବି କରିଛନ୍ତି ଯେ ପୃଥିବୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟର ନୂଆ ବିଜେପି ସଭାପତି ନିଯୁକ୍ତ ହେଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ପୃଥିବୀରାଜ ହରିଚନ୍ଦନଙ୍କୁ ସଭାପତି ନିଯୁକ୍ତ କରିବା ଫଳେ ଅନେକ ପରତ୍ତି କରଜ୍ୟକର୍ତା ଏହାକୁ ନେଇ ନିରାଶ ଓ ଅନେକ […]

Continue Reading

କ’ଣ ଗୋଟିଏ ଛେଲି ମଣିଷ ଛୁଆକୁ ଜନ୍ମ ଦେଇଛି? କେଉଁଠି ଘଟିଛି ଏହି ଘଟଣା? ଜାଣନ୍ତୁ ସତ।

ସାଧାରଣତ ସବୁ ଜୀବଜନ୍ତୁ ନିଜ ରୂପରେ ଛୁଆକୁ ଜନ୍ମ ଦେଇଥାନ୍ତି, ଯଦି ସେ ମଣିଷ ଛୁଆ ଭଳି ଦେଖା ଯାଉଥିବା କେଉଁ ଛୁଆକୁ ଜନ୍ମ ଦେଇ ଥାଏ, ତାହେଲେ ମଣିଷ ମାନେ ଆଶ୍ଚର୍ଯ୍ୟ ତ ହେବେ। ୧୫ ଜାନୁଆରୀରେ ଓଡ଼ିଆ ଦୁନିଆ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଗୋଟିଏ ଛେଲି ମଣିଷ ପରି ଛୁଆ  ଜନ୍ମ ଦେଇଛି ଓ ଶେଠୀ ପାଇଁ ଏହି ଛୁଆର ଫୋଟୋଟି ସୋସିଆଲ ମିଡିଆରେ […]

Continue Reading

କ’ଣ ହେଡ ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ମୃତ ବ୍ୟକ୍ତି ମାନେ ମଧ୍ୟ ପୁଣିଥରେ ଜୀବିତ ହୋଇପାରିବେ? କ’ଣ ଏପରି ଗୋଟିଏ ପଦ୍ଧତି ଅଛି? ଜାଣନ୍ତୁ ସତ।

ଜନ୍ମ ମୃତ୍ୟୁର ନିଷ୍ପତି ଭଗବାନଙ୍କ ଛଡ଼ା ଆଉ କାହା ପାଖରେ ନଥାଏ। କିନ୍ତୁ ୮ ଜାନୁଆରୀରେ ଫେସବୁକର ଓଡ଼ିଆ ସ୍କ୍ରାପ୍ସ ପେଜରେ ଛପି ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବ୍ରିଟେନର ବୈଜ୍ଞାନିକ ମାନେ ଏବେ ମୃତ ଲୋକକୁ ଜୀବିତ କରିବା ପଦ୍ଧତି ବାହାର କରି ସାରିଛନ୍ତି। ଏଠାକାର ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ ହେଡ଼ ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ମୃତ ବ୍ୟକ୍ତି ମାନେ ମଧ୍ୟ ପୁଣିଥରେ ଜୀବିତ ହୋଇପାରିବେ। ବ୍ରିଟେନର ଜଣେ […]

Continue Reading

କ’ଣ ମୋଦି ସରକାର ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ୭୫,୦୦୦ ଟଙ୍କା ଦେବାର ନିସ୍ପତି ନେଇଛନ୍ତି? ଜାଣନ୍ତୁ ସତ।

୧୪ ଜାନୁଆରୀ ୨୦୨୦ ରେ ୟୁଟ୍ୟୁବର ଓଡିଆ ଶକ୍ତି ଟିଭି ଚେନାଲରେ ଏହା ଦାବି କରା ଯାଇଅଛି ଯେ ବର୍ତ୍ତମାନ ସବୁ ପାଠ ପଢା ପିଲା ମାନଙ୍କୁ ସରକାରଙ୍କ ତରଫରୁ ୭୫,୦୦୦ ଟଙ୍କା ମିଳିବ। ଏହା ମୋଦି ସରକାରଙ୍କ ଦ୍ଵାରା ଘୋଷଣା କରା ଯାଇଅଛି। ଏହି ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ବର୍ତ୍ତମାନ ସୁଧା ଦେଶରେ ୧୭ କୋଟି ଛାତ୍ର ଓ ଛାତ୍ରୀଙ୍କୁ ଏହି ଧନରାଷି ମିଳି ସାରିଛି। ଏହି ଧନରାଶି ପାଇବା […]

Continue Reading

କ’ଣ ଅତିରିକ୍ତ କୁହୁଡି ପାଇଁ ବିମାନ ଚାଳକ ଭୁଲରେ ମଟରଗାଡି ଚାଳାଚାଲ ରାସ୍ତାରେ ବିମାନକୁ ଅବତରଣ କରିଥିଲେ? ଜାଣନ୍ତୁ ସତ।

୧୩ ଜାନୁଆରୀରେ ୱ୍ହାଟ୍ସ ଏପ୍ପ ମାଧ୍ୟମରେ ଭାଇରାଲ ହେଇ ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଭାରତରେ ପଶ୍ଚିମବଙ୍ଗ ରାଜ୍ୟର ଦୁର୍ଗାପୁର ନିକଟରେ ବିମାନ ବନ୍ଦର ପାଖରେ ମଟରଗାଡ଼ି ଚାଳାଚାଲ ପାଇଁ ରାସ୍ତା ଅଛି।  ଅତ୍ଯାଧିକ କୁହୁଡି ପାଇଁ ବିମାନ ଚାଳକ ଭୁଲ ବାସାତ ବିମାନ ଚାଳାଚାଲ ପଥ ପରିବର୍ତେ ମଟରଗାଡ଼ି ଚାଳାଚାଲ ରାସ୍ତାରେ ବିମାନକୁ ଅବତରଣ କରିଥିଲେ ଓ ଗୋଟିଏ ପୋଲ ତଳେ ଜାହାଜ ଅଟକି ଯାଇ ଥିଲା।  ଏହି ଭିଡିଓର […]

Continue Reading

କ’ଣ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ୨୦୦୫ ରେ ଏସିଡ ଏଟ୍ଟେକ କରି ଥିବା ବ୍ୟକ୍ତି ନଇମ ଖାନ୍ ର ନାମ ଛପାକ ଫିଲ୍ମରେ ରାଜେଶ ରଖା ଯାଇଅଛି? ଜାଣନ୍ତୁ ସତ।

Photo Credit: India Today କିଛି ଦିନରୁ ଦୀପିକା ପାଦୁକୋନ ନିଜ ଆସନ୍ତା ନୂଆ ମୁଭି ଛପାକ ପାଇଁ ନ୍ୟୁଜ ଓ ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି। ଏହି ମୁଭି ୨୦୦୫ ମସିହାରେ ଲକ୍ଷ୍ମୀ ଅଗ୍ରୱାଲ ନାମ ଯୁବତିଙ୍କ ଜୀବନ କଥା ଉପରେ ବନା ଯାଇଅଛି। ୨୦୦୫ ମସିହାରେ ଲକ୍ଷ୍ମୀଙ୍କ ଉପରେ ହେଇଥିବା ଏସିଡ ଏଟ୍ଟେକ ବିଷୟକୁ ନେଇ ଏହି ମୁଭିର କାହାଣୀ ନିର୍ମାଣ କରା ଯାଇଅଛି। ହେଲେ ଚର୍ଚାର ବିଷୟ ଏହା ଯେ ଦେଶ ସାରା […]

Continue Reading

କ’ଣ ନାଗରିକତା ସଂଶୋଧନ ଆଇନକୁ ନିଜ ପୁରା ସମର୍ଥନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗ? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନକୁ ନେଇ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ସୁଧା ଭାଇରାଲ ହେଉଛି। ହେଲେ ତା ମଧ୍ୟରୁ କେତେଟି ସତ ତ କେତୋଟି ମିଥ୍ୟା। କିଛି ଦିନ ପୂର୍ବରୁ ୨ ଜାନୁଆରୀ ରେ ନାଗରିକତା ଆଇନକୁ ନେଇ ଗୋଟିଏ ପୋଷ୍ଟ ଫେସବୁକର ବିଜେପି ଓଡ଼ିଶା ନାମ ପେଜରେ ଭାଇରାଲ ହେଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା ସଂଶୋଧନ ଆଇନକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ […]

Continue Reading

କ’ଣ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନଙ୍କ ନୂଆ ନିସ୍ପତି ଅନୁଯାୟି ସପ୍ତାହକୁ ୪ ଦିନ ଓ ଦିନକୁ ୬ ଘଣ୍ଟା କାମ କରିବେ କର୍ମଚାରୀ? ଜାଣନ୍ତୁ ସତ।

ଅଫିସ ଯାଉଥିବା ପ୍ରତ୍ୟେକ କର୍ମଚାରୀଚାରୀଙ୍କ ମନ‌ରେ ଏକ ବଡ଼ ‌କ୍ଷୋଭ ରହିଥାଏ। ଆଉ ସେଇଟି ହେଲା, ସପ୍ତାହକୁ ୬ଦିନ କାମ କରିବାକୁ ପଡ଼ୁଥିବା ବେଳେ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କୁ ମାତ୍ର ଗୋଟେ ଦିନ ମିଳିଥାଏ।  ୬ ଜାନୁଆରୀ ରେ ପବ୍ଲିକ ଭଏସ ସାଇଟରେ ଏହା ଦାବି କରା ଯାଇଅଛି ଯେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଏବେ କର୍ମଚାରୀ ମାନଙ୍କୁ ସପ୍ତାହରେ ୪ ଦିନ କାମ କରିବାର ପ୍ରସ୍ତାବ ରଖିଥିବା ଜଣା […]

Continue Reading

କ’ଣ ୨୦୦୮ କ୍ରିକେଟ ବିଶ୍ଵ କପ୍ ଖେଳିଥିବା ପେରି ଗୋଏଲ ବର୍ତମାନ ଛୋଲେ ଭଟୁରେ ବିକି ନିଜ ଜୀବନ ବିତାଉଛନ୍ତି? ଜାଣନ୍ତୁ ସତ।

Photo Credit: Sports Keeda ୨୭ ଜୁଲାଇ ୨୦୧୯ ମସିହାରେ ଓଡ଼ିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇ ଅଛି ଯେ ୨୦୦୮ ୱାର୍ଲ୍ଡ କପ୍ ରେ ନିଜ ପ୍ରଦର୍ଶନ ପାଇଁ ଚର୍ଚାରେ ରହିବା ସହ ହିରୋ ଥିଲେ ପେରି ଗୋଏଲ। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବର୍ତମାନ ସମୟରେ ପେରି ଗୋଏଲ ନିଜ ଘର ଚଳାଇବା ପାଇଁ ରାସ୍ତା କଡରେ ଛୋଲେ ଭଟୁରେ ବିକ୍ରି କରୁଛନ୍ତି। […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ନିଜ ଲି-ଙ୍ଗ ଟ୍ରାଂସପ୍ଳାଣ୍ଟ କରାଉଛନ୍ତି? କ’ଣ ସେ ଗୋଡ଼ାର ଳିଙ୍ଗ ଲଗାଉଛନ୍ତି? ଜାଣନ୍ତୁ ସତ।

ବର୍ତମାନ ମଣିଷ ନିଜ ଅଙ୍ଗ ଉପରେ ଅନେକ ଗବେଷଣା କରୁଛି। କିଛି ଲୋକ ପୁରୁଷ ହେଇ ମଧ୍ୟ ସ୍ତ୍ରୀ ଳିଙ୍ଗକୁ ସର୍ଜରୀ ମାଧ୍ୟମରେ ପରିବର୍ତନ ହେଇଯାଉଛନ୍ତି ଏବଂ ସମାଜରେ ସ୍ତ୍ରୀ ହେଇ ରହୁଛନ୍ତି। ସେକ୍ସର ଚରମ ଆନନ୍ଦ ପ୍ରାପ୍ତି ପାଇଁ ଲୋକେ ଅଲଗା-ଅଲଗା ଉପାଏ ଆପଣେଇଥାନ୍ତି।  ୬ ଜାନୁଆରୀରେ ଓଡ଼ିଆ ନ୍ଯୁଜ ୨୪ ରେ ଛପି ଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଥିବା ବ୍ୟକ୍ତି ସେକ୍ସ କରିବାକୁ ଗୋଡ଼ା ଲିଙ୍ଗ […]

Continue Reading

କ’ଣ କେନିଆର ଲାମୁ ସହରର ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି ଅଳ-ଶବାବ? ଜାଣନ୍ତୁ ସତ।

୫ ଜାନୁଆରୀରେ କେ.ନ୍ୟୁଜ ରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କେନିଆର ଲାମୁରେ ଥିବା ଆମେରିକା ଦୂତାବାସ ଉପରେ ସକାଳ ସମୟରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଆମେରିକାର ମିଲିଟାରୀ ଏୟାରକୋଷ୍ଟ ଓ ଗାଡି ନଷ୍ଟ ହୋଇଛି। ଏହି ଘଟଣା ପାଇଁ ନିଜକୁ ଦାଇ କରିଛି ଅଳ-କାଇଦା ସମର୍ଥିତ ଅଳ-ଶବାବ। KNews  | Archive ଏହି ପୋଷ୍ଟଟି କୁ ଫେସବୁକରେ ମାଢିଭାଇରାଲ କରା ଯାଇଅଛି।  Facebook  |  Archive ଏହି […]

Continue Reading

କ’ଣ ସିଏଏ ବିରୋଦ୍ଧ କରୁଥିବା ଏହି ଝିଅ ଜଣେ ମୁସ୍ଲିମ ଝିଅ? ଜାଣନ୍ତୁ ସତ?

ବର୍ତମାନ ଦେଶ ସାରା ସିଏବି ବିରୁଦ୍ଧରେ ବିଦ୍ରୋହ ଚାଲି ଅଛି। ଏପରି ଗୋଟିଏ ଘଟଣା ବର୍ତମାନ ସୋସିଆଲ ମିଡିଆରେ ଏହା ଦାବି କରି ଭାଇରାଲ କରା ଯାଉଅଛି ଯେ ସ୍ଵାତି ନାମର ମହିଳା ପ୍ରକୃତରରେ ଜଣେ ମୁସ୍ଲିମ ମହିଳା ଊ ତାଙ୍କ ନାମ ସହିବା ଖାନ।    ୨୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ବିଜେପି ଓଡ଼ିଶା ନାମ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରିଅଛନ୍ତି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ସିଏବି […]

Continue Reading

କ’ଣ ୨୦୧୮ ମସିହାରୁ ପାକିସ୍ତାନରେ ହିନ୍ଦୁ ପର୍ବରେ ଛୁଟି ମିଳିବା ବନ୍ଦ ହେଇ ଯାଇଛି?

ଛୁଟି କାହାକୁ ଭଲ ନ ଲାଗେ। ବିଭିନ୍ନ ପର୍ବ-ପର୍ବାଣିକୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି। କିନ୍ତୁ ଯେବେ ଛୁଟି ମିଳେ ନାହିଁ ତେବେ ବହୁତ ଦୁଖ ଲାଗେ। ଯେତେବେଳେ ଅନ୍ୟ ଦେଶରେ ରହୁ ଥିବା ଆମ ଦେଶ ଲୋକଙ୍କୁ ଛୁଟି ମିଳେ ନାହିଁ ତେବେ ଅସହାଏ ଅନୁଭବ ହୁଏ। ୨୬ ଡିସେମ୍ବରରେ ଫେସବୁକର ବିଜେବି ଓଡ଼ିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ୧୯୫୩ ମସିହାରେ ପାକିସ୍ତାନ ରେ ହିନ୍ଦୁ ପର୍ବରେ ଛୁଟି […]

Continue Reading

କ’ଣ ଉତ୍ତର ପ୍ରଦେଶର କାନପୁର ସହର ଜଣେ ମହିଳା କଂଷ୍ଟେବଲ ଗୋଟିଏ କଏଦୀ ସହିତ କରିଲେ ବିବାହ? ଜାଣନ୍ତୁ ସତ।

କହନ୍ତି କି ଯେତେବେଳେ ଲୋକଙ୍କୁ ପ୍ରେମ ହୋଇଯାଏ ତାଙ୍କୁ ଦୁନିୟାର କୌଣସି ଖାତିର ନଥାଏ। ପ୍ରେମ ବିବାହ ମଧ୍ୟ ଆଜି କାଲି ବହୁତ ସାଧାରଣ କଥା ହେଇ ଗଲାଣି। ଏମିତି ଗୋଟିଏ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 4 ଏପ୍ରିଲରେ ଓଡ଼ିଆ ଏକ୍ସପ୍ରେସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଉତ୍ତର ପ୍ରଦେଶର କାନପୁର ସହର ରେ ଜଣେ ପୋଲିସ ଓ କଏଦୀ ମଧ୍ୟରେ ପ୍ରେମ ହୋଇଯାଇଥିଲା […]

Continue Reading

କ’ଣ କଂଗ୍ରେସ ବରିଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା ସିଏବି କୁ ନିଜ ସମର୍ଥନ ଦେଇଛନ୍ତି? ପ୍ରକୃତରରେ କ’ଣ କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିୟା? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନ କୁ ନେଇ ଅନେକ ଲୋକ ଅନେକ ପ୍ରକାର ର ପ୍ରତିକ୍ରିୟା ଦେଇଛନ୍ତି। କେତେ ଏହାର ସମର୍ଥନ କରିଛନ୍ତି ତ କେତେ ଏହାର ବିରୂଧ କରିଛନ୍ତି। ଆଶ୍ଚର୍ଯ୍ୟ ତେବେ ହେଲା ଯେବେ ବିପକ୍ଷ ରାଜନୀତି ଦଳ କଂଗ୍ରେସର ଜଣେ ନେତା ଏହି ନାଗରିକତା ସଂଶୋଧନ ଆଇନକୁ ନିଜ ସମର୍ଥନ ଦେଇଛନ୍ତି। ୧୧ ଡିସେମ୍ବର ସ୍ବରାଜ୍ୟମେଗ ସାଇଟରେ ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କଂଗ୍ରେସ ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା […]

Continue Reading

କେଉଁ କାରଣ ପାଇଁ ଚାଷୀ ଗାଈ ପେଟରେ କଣା କରିଥାନ୍ତି? କ’ଣ ଏହି ଘଟଣା ଆମେରିକାରେ ହେଉ ଥିବା ମିଳିଛି? ଜାଣନ୍ତୁ ସତ।

ସାଧାରଣତଃ ସବୁ ଦେଶରେ ଲୋକ ଗାଈ ପାଳି ଥାନ୍ତି, କାରଣ ଏମାନଙ୍କଠାରୁ କ୍ଷିର, ଦହି, ଓ ଘିଅ ଇତ୍ୟାଦି ମିଳିଥାଏ। ସେଥିପାଇଁ ଗାଈକୁ ଭଲ ଖାଇବାକୁ ଦେବା ମଧ୍ୟ ବହୁତ ଜରୁରୀ ହେଇଥାଏ। ଗାଈର ମହତ୍ଵ ଆଜି କାଲି ସମୟରେ ବହୁତ ଅଟେ।  23 ଡିସେମ୍ବରରେ କେ ନ୍ୟୁଜ ଓଡ଼ିଶା ସାଇଟରେ ଗୋଟିଏ ଅନୁଛେଦ ପୋଷ୍ଟ କରା ଯାଇଅଛି ଯେଉଁ ଥିରେ ଏହା ଦାବି କରା ଯାଇଅଛି ଯେ ଆମେରିକାରେ ସର୍ଜେରୀ ମାଧ୍ୟମରେ ଗାଈ ପେଟରେ ଏକ […]

Continue Reading

କ’ଣ ସତରେ ଏପରି ଗୋଟିଏ ଜିବ ଜନ୍ମ ନେଇଅଛି ଯାହାର ମୂହ ମଣିଷ ପରି ଆଉ ଦେହ ବିଲେଇ ପରି? କ’ଣ ମଣିଷ ଚେହେରା ନେଇ ଜନ୍ମ ନେଲା ବିଲେଇ? ଜାଣନ୍ତୁ ସତ।

କିଛି ଦିନ ହବ ସୋସିଆଲ ମିଡିଆରେ ମଣିଷ ମୁହ ଥିବା ବିଲେଇ ଫୋଟୋ ଭାଇରାଲ ହୋଇଚାଲିଛି। ଏହି ଫୋଟୋ ଦେଖିବା ପରେ ଲୋକ ମାନଙ୍କ ହୋସ ଉଡିଯାଉଛି। ୨୩ ଡିସେମ୍ବରରେ ଓଡ଼ିଆ ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ମାଲେସିୟାରେ ଏପରି ଗୋଟିଏ ବିଲେଇ ଜନ୍ମ ନେଇଛି ଜାହାର ଗୋଟିଏ ମଣିଷ ଚେହେରା ଅଛି। ଏହି ବିଷୟ ନେଇ ଦେଶ ବିଦେଶରେ ଖୁବ ଆଲୋଚନା ଚାଲିଛି।  Odia […]

Continue Reading

କ’ଣ କେନ୍ଦ୍ର ସରକାର ଓ ଅମିତ ଶାହଙ୍କ ଦ୍ଵାରା ନାଗରିକତା ସଂଶୋଧନ ଆଇନ କୁ ସମର୍ଥନ ଦେଇଛି ୟୁନାଇଟେଡ଼ ନେଶନ?

ବର୍ତମାନ ସମୟରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ହଙ୍ଗାମା ଚାଲିଛି। ଏହି ଆଇନକୁ ନେଇ ଦେଶ ହିଂସାର ନିୟାରେ ଜଳୁଅଛି।  ୨୩ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଶା ଖବର ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଯେଉଁ ଉଦ୍ଦେଶ୍ୟରେ ମୋଦି ସରକାର ନାଗରିକତା ସଂଶୋଧନ ଆଇନ ଲାଗୁ କରିଛନ୍ତି, ସେଥିରେ ବର୍ତମାନ ୟୁନାଇଟେଡ଼ ନେଶନ ମଧ୍ୟ ନିଜର ମଞ୍ଜୁରୀ ଦେଇ ସାରିଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା […]

Continue Reading

କ’ଣ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କରା ଯାଇଥିବା ଅପିଲକୁ ସୁପ୍ରୀମ କୋର୍ଟ ଖାରଜ କରିଛି? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିଦ୍ରୋହ ଚାଲିଛି। ସେହି ସମୟରେ ଅନେକ ଲୋକ ଏହି ଆଇନକୁ ସ୍ଵୀକାର ମଧ୍ୟ କରିଛନ୍ତି। ଏହି ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଇଅଛି। କିଛି ଦିନ ପୂର୍ବରୁ ଏହି ଆଇନ କୁ ନେଇ ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେଇଛି।  ୧୮ ଡିସେମ୍ବରରେ ଫେସବୁକର ବିଜେପି ନାମୋ ଓଡିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା […]

Continue Reading

କ’ଣ ସ୍ଵିଡେନ ଦେଶର ଯୁବତି ମାନେ ନିଜ ଅଣ୍ଡରୱେଅର ଭିତରେ ରଖି ଥାନ୍ତି ଚାମୁଚ? କ’ଣ ଜୌନାଙ୍ଗ ଛେଦନରୁ ରକ୍ଷା ପାଇବା ପାଇଁ ଏହି ଉପାଏତି ବାହାର କରା ଯାଇଅଛି? ଜାଣନ୍ତୁ ସତ।

ବର୍ତମାନ ସମୟର ନାରୀ କେଉଁ ଠାରେ ସୁରକ୍ଷିତ ନୁହେଁ। ସାଇଟା ଭାରତ ହେଉ ବା ଅନ୍ୟ କେଉଁ ଦେଶ ହେଉ। ପ୍ରତିଦିନ ନାରିଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ଖବର ସୁଣିବାକୁ ମିଳି ଥାଏ। ଏହି କାରଣ ପାଇଁ ଅନେକ ଉପାଏ ମଧ୍ୟ ନିଯା ଯାଇ ଥାଏ।    ୧୨ ଡିସେମ୍ବରକୁ ଓଡ଼ିଆ ସ୍କ୍ରାପ୍ସର ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ସ୍ଵୀଡେନ ଦେଶରେ ଯୁବତି ମାନଙ୍କୁ ତାଙ୍କ ସହମତି […]

Continue Reading

କ’ଣ ଇସରୋ ଦ୍ଵାରା ଲଞ୍ଚ କରା ଯାଇ ଥିବା ପି.ଏସ.ଏଲ.ଭି – ସି୪୮ ରକେଟ ଏବେ ଶତ୍ରୁ ଉପରେ ନଜର ରଖିବ? କ’ନେହି କାରଣ ପାଇଁ ଇସରୋ ରକେଟ ଛାଡିଅଛି? ଜାଣନ୍ତୁ ସତ।

ଭାରତ ଅନ୍ତରିକ୍ଷକୁ ଅନେକ ସେଟେଲାଇଟ ଛାଡ଼ି ସାରିଛି ଓ ଏବେ ମଧ୍ୟ ଚଡ଼ୁଛି। ୧୧ ଡିସେମ୍ବର ୨୦୧୯ ରେ ଇସରୋ ଦ୍ଵାରା ଶ୍ରୀହରିକୋଟରୁ ଇସରୋ ପିଏସେଲ୍ଭି-ସି୪୮ ରକେଟ ଛାଡି ଅଛି।  ୧୧ ଡିସେମ୍ବରରେ ଜଣେ ଫେସବୁକ ୟୁଜର “ବିଜେପି ନାମୋ ଓଡ଼ିଶା” ପେଜରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଇସରୋ ଦ୍ଵାବା ଲଞ୍ଚ କରା ଯାଇ ଥିବା ପିଏସେଲ୍ଭି-ସି୪୮ ରକେଟ ପଡ଼ୁଥିବା ଚାରି ଆଡେ ବୁଲି ଭାରତ […]

Continue Reading

କ’ଣ ଉତ୍ତର ପ୍ରଦେଶର ନୂଆ ଆଇନ ଅନୁଯାୟି, ରାଜ୍ୟରେ ମଦ ବିକିଲେ ମିଳିବ ମୃତ୍ୟୁ ଦଣ୍ଡ? କ’ଣ ସତ୍ୟତା ଏହି ପୋଷ୍ଟର?

ବର୍ତମାନ ସମୟରେ ଅନେକ ରାଜ୍ୟରେ ମଦ ବ୍ୟବସାଏ ବନ୍ଦ କରିବା ପାଇଁ ଧାରଣା ଚାଲିଅଛି। ଓଡ଼ିଶାରେ ମଧ୍ୟ ମଦ ବ୍ୟବସାଏକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ଅନେକ ସହରରୁ ଲୋକେ ଓ ଅନେକ ରାଜନୀତି ଦଳ ବର୍ତମାନ ସରକାର ଉପରେ ଜୋର ପକାଉଛନ୍ତି। ଏହି ବିଷୟର ଚର୍ଚା ସୋସିଆଲ ମିଡିଆରେ ଅନେକ ରୂପରେ ଭାଇରାଲ ହେଉଅଛି।  ଗତ କାଲୀ 10 ଡିସେମ୍ବର 2019 ରେ ଜଣେ ଫେସବୁକ ୟୁଜର “ଆଇ ହେଟ ନବୀନ ପଟନାୟକ – […]

Continue Reading

କ’ଣ ଏବେ ଏ.ଟି.ଏମ ପିନ ଉଲଟା ମାରିଲେ ପଇସା ଲୁଟରୁ ବଞ୍ଚି ପାରିବେ? କ’ଣ ଏପରି କୌଣସି ଟେକ୍ନୋଲୋଜି ସତରେ ଅଛି? କେଉଁ ପରି ସ୍ଥିତିରେ ଏହାର ବ୍ୟବହାର କରି ହେବ? ଜାଣନ୍ତୁ।

ବର୍ତମାନ କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଖବର ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଯଦି କୌଣସି ଚୋର ଏଟିଏମ ରୁ ଟଙ୍କା ଉଠେଈ ଦେବା ପାଇଁ କୁହେ ତାହାଲେ ସେ ଚୋରା ସହିତ ଝଗଡା କରିବା ଦରକାର ନାହିଁ। ଏବେ ଏପରି ଗୋଟିଏ ଟେକ୍ନୋଲୋଜି ବାହାରି ସାରିଛି ଯାହାର ବ୍ୟବହାର କରି ଚୋର ଠାରୁ ବଞ୍ଚିବା ସମ୍ଭବ। ଏହି ପୋଷ୍ଟରେ କରା ଯାଇଥିବା ଦାବି ଅନୁସାରେ ଯଦି କେଉଁ […]

Continue Reading

କ’ଣ ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଭଉଣୀ ସହିତ ବିବାହ କରିଲେ ୧ ହଜାର କୋଟି ଟଙ୍କା ମିଳିବ? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଗୋଟିଏ ଘୋଷଣା। ଓଡ଼ିଆ ଏକ୍ସପ୍ରେସ ସାଇଟରେ ଛାପି ଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିମ ଯୋଙ୍ଗ ୟୁନଙ୍କ କହିବା ଆନୁଯାୟୀ ଯିଏ ତାଙ୍କ ଭଉଣୀ କିମ ୟୋ ଯୋଙ୍ଗ ସହିତ ବିବାହ କରିବା, ସେ ତାକୁ ୧୦୦୦ କୋଟି ଟଙ୍କା ଦେବେ। କିନ୍ତୁ ଏହି ପ୍ରସ୍ତାବ ସହିତ କିଛି ଶର୍ତ ଜୁଡି ରହିଅଛି। […]

Continue Reading

କ’ଣ ତେଲେଙ୍ଗାନା ରାଜ୍ୟରେ ହେଇଥିବା ଦୁଷ୍କର୍ମ ପଛରେ ଜିହାଦିଙ୍କର ହାତ ଥିଲା? କ’ଣ ପୀଡ଼ିତାଙ୍କ ସହିତ ଦୂଷକର୍ମ କରିଲା ପରେ ତାଙ୍କ ଶରୀରକୁ ପୋଡ଼ି ଦେବା ଲୋକେ ଜିହାଦି ଥିଲେ? ଜାଣନ୍ତୁ ସତ।

କିଛି ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟର କାଇଦେରାବାଦ ସହରରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟି ଥିଲା। ଏହି ଘଟଣାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ଅନେକ ମତ ଦେଉଛନ୍ତି।  ୨୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ନାମକ ପେଜରେ ପୀଡ଼ିତାଙ୍କ ବିଷୟରେ ଗୋଟିଏ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ଲେଖା ଯାଇଅଛି ଯେ “ହାଇଦେରାବାଦରେ ହିନ୍ଦୁ ଝିଅକୁ ଜିହାଦି ମାନେ ଗଣ ବଳାତ୍କାର କରି ଜିଅନ୍ତଆ ପୋଡ଼ି ଦେଲେ। କଂଗ୍ରେସ ବାଲା […]

Continue Reading

କ’ଣ ସଲମାନ ଖାନ ଦେଇଛନ୍ତି ରାତାରାତି ହେଇଯାଇଥିବା ଷ୍ଟାର ରାନୁ ମଣ୍ଡଲଙ୍କୁ ୫୫ ଲକ୍ଷ ଟଙ୍କାର ଘର? ଜାଣନ୍ତୁ ସତ।

ରାନୁଙ୍କୁ ଆଜି କିଏ ନଚିହ୍ନିଛି। ପଶ୍ଚିମ ବଙ୍ଗର ରାନାଘାଟ ସ୍ଟେଶନରେ ଗୀତ ଗାଈ ଭିକ୍ଷା ମାଙ୍ଗି ଯିବାନ କାଟୁଥିବା ରାନୁ ମଣ୍ଡଲ ରାତାରାତି ଷ୍ଟାର ହେଇଯାଇଛନ୍ତି। କିଛି ଦିନ ମଧ୍ୟରେ ସେ ବଲିଉଡର ଜଣେ ପ୍ରସିଦ୍ଧ ଗାୟିକା ହେଇ ସାରିଛନ୍ତି। କିନ୍ତୁ ଗତ କିଛି ମାସ ଧରି ରାନୁଙ୍କୁ ବିଭିନ୍ନ ବିଷୟ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରା ଯାଉଅଛି। ସେଇଟା ତାଙ୍କ ଫେନ ସହିତ ସେଲଫି କଥା ହେଉ ବା ତାଙ୍କ ମେକଅପ ଉପରେ ଚର୍ଚା […]

Continue Reading

କ’ଣ ଏବେ ନିଜ ଜମି ବାଡ଼ିକୁ ମଧ୍ୟ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବା? କ’ଣ ସତରେ ସରକାର ଏପରି ନିୟମ ବାହାର କରିଛନ୍ତି? ଆସନ୍ତୁ ଜାଣିବା।

ଆଧାର କାର୍ଡ ବିଷୟରେ କିଏ ନଜାଣିଛି। ବର୍ତମାନ ସୁଧା ପ୍ରାୟ ସବୁ ଭାରତୀୟ ନାଗରିକ ପାଖରେ ଆଧାର କାର୍ଡ ଅଛି। ୨୦୧୬ ମସିହାରୁ ଆଧାର କାର୍ଡ ନିୟମ ଲାଗୁ ହେଲା ପରେ ଏହା ସମ୍ବନ୍ଧିତ ଅନେକ ନିୟମ ମଧ୍ୟ ଗଢା ଯାଇଅଛି। ମୋବାଇଲ ନମ୍ବର ହେଉୟ ବା ପ୍ୟାନ କାର୍ଡ ବା ବ୍ୟାଙ୍କ ଖାତା ହେଉ, ଆଜି କଲି ସବୁ ଆଧାର ସହିତ ଲିଙ୍କ କରିବା ପାଇଁ ସରକାର ନିୟମ ବାହାର କରିଅଛି। ସୋସିଆଲ ମିଡିଆରେ ବର୍ତମାନ […]

Continue Reading

କାହିଁକି ଗତ ୪୦ ବର୍ଷରୁ ନାସା ଚନ୍ଦ୍ରକୁ କୌଣସି ଅନ୍ତରୀକ୍ଷ ଯାତ୍ରୀ ପଠାଇ ନାହିଁ? କ’ଣ ଚନ୍ଦ୍ରରେ ଏଲିଏନ ରହୁଥିବାର ନାସାକୁ ମିଳିଥିଲା ପ୍ରମାଣ? କ’ଣ ଏଲିଏନ ହି ସେହି କାରଣ ଯେଉଁଥି ପାଇଁ ନାସା ଚନ୍ଦ୍ରରେ ମଣିଷକୁ ପଠାଊ ନାହିଁ? ଜନତୁ ସତ।

ଚନ୍ଦ୍ରର ସୁନ୍ଦରତାର ପ୍ରସଂଶା କିଏ ବା ନକରେ। କିନ୍ତୁ କ’ଣ ଚନ୍ଦ୍ର ଦେଖିବାକୁ ଯେତେ ସାଧାରଣ ସେତିକି ରହସ୍ୟମୟୀ? ମାନବ ଇତିହାସରେ ସବୁ ଠାରୁ ମହତପୂର୍ଣ ଘଟଣା ହେଲା ଯେ ମଣିଷ ଚନ୍ଦ୍ରରେ ପାଦ ଦେଲା। ଚନ୍ଦ୍ରକୁ ନେଇ ଅନେକ କାହାଣୀ ଜୁଡି ରହିଛି। ସେଇଟା କେତେ ସତ ବା କେତେ ମିଛ କହିବା କଠିଣ। ଏମିତି କେତଟି କାହାଣୀ ବର୍ଷ ବର୍ଷ ଧରି ଚାଲି ଆସିଛି। ଆସନ୍ତୁ ଆଜି ଆମେ ଏହି କାହାଣୀ ସହିତ ଜଡିତ […]

Continue Reading

କ’ଣ ପେଟ୍ରୋଲ ଦାମ ବଢିଲା ପରେ ଜର୍ମାନୀର ଲୋକେ ନିଜ କାର ରାସ୍ତାରେ ଛାଡ଼ି ଚାଲିଗଲେ? କ’ଣ ଏତେ ଗାଡି ରାସ୍ତାରେ ଦେଖି ଜର୍ମାନୀର ସରକାର ପେଟ୍ରୋଲ ଦାମ କମ କରି ଦେଇଥିଲା?

ଆପଣ ରାସ୍ତାରେ ଗାଡି ତ ବହୁତ ଦେଖି ଥିବେ, କିନ୍ତୁ କେବେ ଏମିତି ପରିସ୍ଥିତିର ସାମ୍ନା କରିଛନ୍ତି କି?ରାସ୍ତାରେ ଏପରି ହଜାର ହଜାର ଗାଡ଼ି ଅଟକି ରହିଥିବାର ଦେଖିଛନ୍ତି କି? ଆମେ କିଛି ସମୟ ବା କିଛି ଘଣ୍ଟା ବିଷୟରେ କହୁ ନାହୁଁ। ଆମେ ଆଜି ଏହା ବତାଇବା ପାଇଁ ଯାଉଛୁ ଯେ ଏମିତି କେଉଁ ଘଟଣା ପାଇଁ ଏହି ସହରର ରାସ୍ତା ଅପରେ ଗାଡି ଜମା ହେଇଗଲା ଓ ଏହି ସହର ର ନାମ କଣ।  […]

Continue Reading

କ’ଣ ଏହି ବାଇକ ଭାରତରେ ଲଞ୍ଚ ହେଇ ସାରିଛି? କ’ଣ ଏହାର ଦାମ ଏତେ କମ ଯେ ଏହାକୁ କିଏ ମଧ୍ୟ କିଣି ପାରିବେ?

ଏହି ବାଇକଟି ଗୋଟିଏ ଏ.ସି ବାଇକ। ଏହା ଚାରି ପଟୁ ବନ୍ଦ ଅଛି। ଏହି ବାଇକଟି କାର ଭଳି ତୀବ୍ର ଖରା ଓ ବର୍ଷା ମାଡ଼ରୁ ରକ୍ଷା କରିବ। ଏହି ବାଇକର ନିର୍ମାଣରେ ଏମିତି କୌଶଳ ବ୍ୟବହାର କରା ଯାଇଅଛି ଯେ ଏହାର ଦୁର୍ଘଟଣା ହେଲେ ମଧ୍ୟ କେବେ ପଡିବ ନାହିଁ। ବାଇକଟି ୧୨ ଫିଟ ଲମ୍ବା, ୪ ଫିଟ ଚଉଡା ଏବଂ ଉଚତା୫ ଫିଟ ଅଛି। ଏହାର ସର୍ବାଧିକ ସ୍ପୀଡ ୧୫୫ କି.ମି ପ୍ରତି ଘଣ୍ଟା […]

Continue Reading

କ’ଣ ଏହି ଝିଅ ସହିତ ବିବାହ କରିଲେ ସରକାର ଦେବ ଘର, ଚାକିରି ଏବଂ ପଇସା? କ’ଣ ସତ୍ୟ ଏହି ପୋଷ୍ଟର? ପଢିକି ଜାଣନ୍ତୁ।

ଗୀତା ଜଣେ ମୁକ ବଧିର ଝିଅ ଯେ ୧୧ ବୟସ ରେ ଭୁଲରେ ଦେସର ସୀମା ଟପି ପାକିସ୍ତାନ ପହଞ୍ଚି ଯାଇ ଥିଲେ। ସେ ଗତ ୧୫ ବର୍ଷରୁ ପାକିସ୍ତାନରେ ଅଟକି ରହି ଯାଇ ଥିଲେ। ଅକ୍ଟୋବର ୨୦୧୫ ମସିହାରେ ସ୍ଵର୍ଗତ ସୁଷମା ସ୍ଵରାଜ ଗୀତାଙ୍କୁ ଭାରତକୁ ଫେରେଇ ଆଣି ଥିଲେ ଓ ଗୀତାଙ୍କ ପରିବାର ଲୋକଙ୍କୁ ଖୋଜିବାରେ ସାହାଜ୍ୟ କରୁଥିଲେ। ସ୍ସୁଶମା ସ୍ଵରାଜ ଗୀତାଙ୍କ ବିବାହ ପାଇଁ ଗୋଟିଏ ପୁଅ ମଧ୍ୟ ଖୋଜୁଥିଲେ। ସେ ଗୀତାକୁ […]

Continue Reading

କ’ଣ ଜିଓର ସ୍ଥିତି ଖରାପଯେ ଏବେ ଜିଓ ନିଜ ବ୍ୟବସାଏ ବନ୍ଦ କରି ପାରେ? କ’ଣ ଏଆର୍ଟେଲ ଓ ଭୋଡାଫୋନ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛନ୍ତି? କ’ଣ ଭବିଷ୍ୟ ଟେଲିକମ କମ୍ପାନିର? ଜାଣନ୍ତୁ।

Archive ହେଲୋ ଏପ ରେ ଭାଇରାଲ ହେଇଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜିଓ କମ୍ପାନୀ ନିଜ ବ୍ୟବସାୟ ବନ୍ଦ କରି ବାର ସମ୍ଭାବନା ଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ରାଷ୍ଟ୍ରୀୟର ଟେଲିକମ କୋମ୍ପାନି ବି.ଏସ.ଏନ.ଏଲ ଓ ଭୋଡାଫୋନ ସମସ୍ଯା ଘେରକୁ ଚାଲି ଯାଇଅଛି ଓ ଭୋଡାଫୋନ ନିଜ ବ୍ୟବସାୟ ବନ୍ଦ କରିବା ପାଇଁ ମଧ୍ୟ ଚିନ୍ତା କରୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି […]

Continue Reading

କ’ଣ ଏବେ ସ୍କୁଲରେ ପିଲା ମାନେ ଶିଖିବେ ଚାଷ କାମ? କେବେ ନିଆ ହେଲା ଏହି ନିର୍ଣୟ? ଜାଣନ୍ତୁ।

ଫେସବୁକର ମନ୍ଦିର ମାଳିନୀ ପେଜରେ ୩ ସପ୍ତାହ ପୂର୍ବରୁ ଗୋଟିଏ ଅନୁଛେଦରେ ଏହା ଦାବି କରାଯାଇଅଛି ଯେ କେନ୍ଦ୍ରୀୟ ସରକାର ଏହା ନିର୍ଣୟ ନେଇ ଅଛି ଯେ ଏବେ ସବୁ ସ୍କୁଲରେ ପିଲା ମାନଙ୍କୁ ଚାଷ କାମ ଶିଖା ହେବ। ଏବେ ଚାଷୀମାନେ ଚାଷ ରୁ ମୁଁହ ଫେରେଇ ନେଲେଣି।ଛୋଟବେଳୁ ପିଲାମାନେ ମଧ୍ୟ ଚାଷ ପ୍ରତି ନାକ ଟେକିଲେଣି। ଏହାକୁ କିନ୍ତୁ ଗୁରୁତର ଭାବେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଏନେଇ ନୂଆ […]

Continue Reading

କ’ଣ ଅଲଗା ଜାତିରେ ବିବାହ କରିଲେ ମିଳିବ ଏବେ ସରକାରୀ ଚାକିରି? କ’ଣ ସରକାର କରିଅଛି ଏହି ପ୍ରତିଶ୍ରୁତି? କେବେ ଠାରୁ ଲାଗୁ ହେଲା ଏହି ନୂଆ ନିୟମ? ଜାଣନ୍ତୁ।

ଫେସବୁକର ଓଡିଶା ଏକ୍ସକ୍ଳୁସିଭ ପେଜରେ ଛପି ଥିବା ଏହି ଅନୁଛେଦରେ ଏହା ଦାବି କରା ଯାଇଅଛିଜେ ଅଲଗା ଜାତିରେ ବିବାହ କରିଲେ ସରକାର ଦେବେ ସରକାରୀ ଚାକିରି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଆମ ଦେଶରୁ ଜାତିପ୍ରଥା ଦୂର କରିବା ପାଇଁ ସରକାର ଏହା ନିୟମ କରିଅଛି ଯେ ଅଲଗା ଜାତିରେ ବିବାହ କରିଲେ ସରକାର ୨.୫ ଲକ୍ଷ୍ୟ ତାଙ୍କ ଦବ। ପୂର୍ବରୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ […]

Continue Reading

କ’ଣ ଏହି ଭିଡିରେ ନାଚୁ ଥିବା ବ୍ୟକ୍ତି ଜଣେ ବିଜେପି ନେତା? କ’ଣ ବ୍ଯାଂକୋକ ରେ କରୁଅଛନ୍ତି ରାସଲୀଳା? ଜ୍ନାନ୍ତୁ ସତ।

Archive ଫେସବୁକର ବାବୁଷାନ ଫେନ କ୍ଲବରେ ପୋଷ୍ଟ ହୋଇଥିବା ଏହି ଭିଡିଓଟି ଭାଇରାଲ ହୋଇଚାଲିଅଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଅଛି ଯେ ଜଣେ ବ୍ୟକ୍ତି ବୀନା ବସ୍ତ୍ର ପିନ୍ଧି କିଛି ଝିଅ ମାନଙ୍କ ସହ ନାଚୁଛନ୍ତି ଏବଂ ଅସଲିଳ ବ୍ୟବହାର କରୁଛନ୍ତି। ଏହି ପୋଷ୍ଟରେ ଏହି ଝିଅ ମାନଙ୍କୁ ଦେହାଜିବି ବୋଲି ଦାବି କରା ଯାଇଅଛି। ନାଚୁଥିବା ଏହି ବ୍ୟକ୍ତି ଜଣେ ବିଜେପି ନେତା ବୋଲି ମଧ୍ୟ ଦାବି କରା ଯାଇଅଛି। ଭିଡିଓରେ ଆମେ ଏହା […]

Continue Reading

ଏପରି କେଉଁ ରୋଗରୁ ପୀଡିତ ଏହି ଛୋଟ ପିଲା? କ’ଣ ଏହି ପିଲାର ଶରୀରଟି ଧୀରେ ଧୀରେ ହୋଇଯାଉଛି ପଥର? କ’ଣ ଏହି ରୋଗର କୌଣସି ଚିକିତ୍ସା ଉପଲବ୍ଧ ନାହିଁ? କ’ଣ ହାତ ଠିୟା କରି ସାରିଆଛନ୍ତି ଡାକ୍ତର? ଜାଣନ୍ତୁ ସତ।

Archive ଫେସବୁକର ଓଡ଼ିଆ ଦୁନିଆର ପେଜରେ ଛପି ଥିବା ଏହି ଖବରଟୀ ବାଂଲାଦେଶର ଗୋଟିଏ ନିବାସୀ ମେହଦି ହସନ ଯେ ମାତ୍ର ୮ ବର୍ଷର ଗୋଟିଏ ପିଲା, ତାଙ୍କ ଅଜବ ଧରଣର ରୋଗ ବିଷୟରେ ବର୍ଣନା କରାଯାଇଅଛି। ଏହି ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଏହି ପିଲାକୁ ଏପରି ଗୋଟିଏ ରୋଗ ମାଡି ବସିଅଛି, ଯାହା ଫଳରେ ଏହି ଛୁଆର ଦେହ ଧୀରେ ଧୀରେ ଗୋଟିଏ ପଥରକୁ ବଦଲୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ […]

Continue Reading

କ’ଣ ନାଗସାପ ମୁଣ୍ଡରୁ ବାହାରୁଅଛି ନାଳୀ ରଙ୍ଗ ଆଲୋକ? କ’ଣ ଏହା ଗୋଟିଏ ଦିବ୍ୟ ସାପ? କ’ଣ ରହସ୍ୟ ଲୁଚି ରହିଅଛି ଏହି ଭିଡିଓରେ? ଜାଣନ୍ତୁ।

ଫେସବୁକର ଓଡ଼ିଆ ଅନାବନା ପେଜରେ ଭାଇରଳ ହୋଇଥିବା ଏହି ପୋଷ୍ଟର ଶୀର୍ଷକରେ ଏହା ଦାବି କରା ଯାଇଅଛି ଯେ କର୍ନାଟକା ରାଜ୍ୟର ଚିକମଙ୍ଗୁଲୁରୁ ଜିଲ୍ଲାର ହୋଲମାକି ଗାଁରେ ଗୋଟିଏ ଅଜବ ଧରଣର ନାଗସାପ ଦେଖିବାକୁ ମିଳିଚି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜଙ୍ଗଲରେ ଦେଖା ଯାଉଥିବା ଦୁର୍ଲଭ ନାଗସାପ ମୁଣ୍ଡ ଉପରେ ଲାଲ ରଙ୍ଗର ଆଲୋକ ଚମକୁଛି। ଏହି ଦବ୍ୟ ନାଗସାପକୁ ଲୋକେ ପୂଜା ମଧ୍ୟ କରିବାକୁ ଲାଗିଲେ। ଏହି ପୋଷ୍ଟରେ ଏହା […]

Continue Reading

ଆଶ୍ଚର୍ଯ୍ୟ କରି ଦେଉଅଛି ଏହି ପୋଷ୍ଟ। କ’ଣ ଯୁଗ ଆଗରୁ ଲୋକେ ଜାଣିଥିଲେ ଯେ ଭାରତରେ ବି.ଜେ.ପି ଶାସନ ଆସିବା? କଣ ସତ ଏହି ପୋଷ୍ଟ ବିଷୟରେ? ଜାଣନ୍ତୁ।

Archive ନରେନ୍ଦ୍ର ମୋଦିଙ୍କ ନାମର ଏହି ଫେସବୁକ ପେଜରେ କିଛି ଦିନ ପୂର୍ବରୁ ଗୋଟିଏ ଏହି ମୁଦ୍ରାର ଛବି ପୋଷ୍ଟ କରା ଯାଇଥିଲା। ଏହି ଛବିରେ ମୁଦ୍ରାର ଗୋଟିଏ ପାର୍ଶ୍ଵ ରେ ଓଁ ସହିତ ଏକ ପଦ୍ମ ଫୁଲ ଅଛି ଏବଂ ଆଉ ଗୋଟିଏ ପାର୍ଶ୍ଵ ରେ ଭଗବାନ ଶ୍ରୀ ରାମ ଓ ସିତାଙ୍କ ପ୍ରତିଛବି ଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ୧୮୧୮ ମସିହାରେ ମଧ୍ୟ ଲୋକେ ଜାଣି ଥିଲେ ଯେ ଭାରତରେ […]

Continue Reading

କ’ଣ ଦାମୋଦର ରାଉତ ନିଜ ପାରିବାରିକ ସ୍ଵାର୍ଥ ପାଇଁ ଛାଡିଥିଲେ ବି.ଜେ.ଡି? କ’ଣ ପୁଅ ପାଇଁ ବି.ଜେ.ଡି ଦଳ ଛାଡି ବି.ଜେ.ପି ଦଳକୁ ଯାଇଥିଲେ ଓ କ’ଣ ନିଜ ଝିଅ ପାଇଁ ବି.ଜେ.ପି ଛାଡିଲେ? ଜାଣନ୍ତୁ ସତ।

ଫେସବୁକର ଓଡ଼ିଆ ଏକ୍ସକ୍ଲୁସିଭ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ବି.ଜେ.ଡି ର ପୂର୍ବତନ ବରିଷ୍ଠ ନେତା ଦାମୋଦର ରାଉତ ନିଜ ସ୍ଵାର୍ଥ ପାଇଁ, ନିଜ ପୁଅଙ୍କୁ ରାଜନୀତିରେ ପଶାଇବା ପାଇଁ ପାର୍ଟି ଛାଡି ବି.ଜେ॰ପି ଦଳରେ ଯାଇ ମିଶିଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଦାମୋଦର ରାଉତ ନିଜ ଝିଅ ପ୍ରୀତିନନ୍ଦାଙ୍କ ରାଜନୀତି ଭବିଷ୍ୟ ପାଇଁ ସେ ବହୁତ ବ୍ୟସ୍ତ। ସେଥିପାଇଁ ଦାମୋଦର ବି.ଜେ॰ପି ଦଳରୁ ଇସ୍ତଫା ଦେଇ […]

Continue Reading

କ’ଣ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଜ ଭାଷଣରେ କହିଅଛନ୍ତି ଯେ ୧୮୫୭ ରେ ସ୍ଵାଧୀନତା ପାଇଁ ହୋଇଥିବା ମହାକ୍ରାନ୍ତି ସାଭର୍କରଙ୍କ ବିନା ସମ୍ଭବ ହୋଇନଥାନ୍ତା? କ’ଣ ସତ୍ୟ ଏହି ପୋଷ୍ଟର। ଜାଣନ୍ତୁ ଆମ ଅନୁସନ୍ଧାନରୁ।

Archive  କିଛି ସମୟ ପୂର୍ବରୁ “ଓଡ଼ିଶା ୟୁଥ କଂଗ୍ରେସ” ନାମ ଏକ ଫେସବୁକ ପେଜରେ ଭାଇରାଲ ହୋଇଥିବା| ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଜ ଭାଷଣରେ ଏହା କହିଅଛନ୍ତି ଯେ ୧୮୫୭ ରେ ଭାରତର ସ୍ଵତନ୍ତ୍ରତା ପାଇଁ ଇଂରେଜ ସରକାର ବିରୁଦ୍ଧରେ ପ୍ରାରମ୍ଭ ହୋଇଥିବା ଐତିହାସିକ କ୍ରାନ୍ତି ବିନାୟକ ଦାମୋଦର ସାଭର୍କରଙ୍କ ବିନା ସମ୍ଭବ ନଥିଲା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ସାଭର୍କରଙ୍କ […]

Continue Reading

କ’ଣ ଶ୍ରୀଲଙ୍କାରେ ମିଳିଅଛି ପ୍ରଭୁ ଶ୍ରୀ ହନୁମାନଙ୍କ ଗଦା? କ’ଣ ଇନ୍ଟରନ୍ଯାଶନାଲ ରାମାୟାଣ ରିସର୍ଚ ସେଣ୍ଟରର ଅଧିକାରୀ ଶ୍ରୀଲଙ୍କା ଯାଇ ଏହି ଗଦାର ଖୋଜ କରି ପାଇଥିଲେ? କେଉଁଠି ଅଛି ଏହି ଗଦା ବର୍ତମାନ ସମୟରେ? ଜାଣନ୍ତୁ।

Archive 20 ଅକ୍ଟୋବର ୨୦୧୯ ମସିହାରେ ଫେସବୁକର ଓଡ଼ିଆ ଦୁନିଆ ପେଜର ଗୋଟିଏ ଅନୁଛେଦରେ ଭଗବାନ ହୁନମାନଙ୍କ ଗଦା ଏବଂ ଗୋଟିଏ ବିଶାଳକାୟ ନରକଙ୍କାଳ ଶ୍ରୀଲଙ୍କାରେ ପାଇବାର ଦାବି କରା ଯାଇଅଛି। http://bit.ly/hanuman-gadda-found-in-srilanka। ଏହି ପୋଷ୍ଟର ଦାବି ଅନୁସାରେ, ଏହି ଖୋଜଟି କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରେ କରା ଯାଇଅଛି। ଏହାକୁ ଠାକୁରଙ୍କ ଚମତ୍କାର ବୋଲି କୁହାଯାଉଅଛି। ଏହି ଅନୁଚ୍ଛେଦ ଅନୁସାରେ ମିଳିଥିବା ଗଦାଟି ସ୍ଵର୍ଣପଦାର୍ଥରେ ତିଆରି ଏବଂ ଏହାର ଓଜନ ୧୦୦୦ କେ.ଜି ଠୁ ଅଧିକ। […]

Continue Reading

କ’ଣ ପ୍ରକୃତ ଖବର ଏହି ଗଛ ବିଷୟରେ? କ’ଣ ଏହା ଗୋଟିଏ ଚମତ୍କାରୀ ଗଛ? କ’ଣ ଏହା ଖାଲି ଭାରତରେ ଦେଖିବା କୁ ମିଳେ? କ’ଣ ଇତିହାସ ଏହି ଗଛ ବିଷୟରେ ଯାହା ସାମ୍ନା କୁ ଆସି ନାହିଁ? ଜାଣନ୍ତୁ ଆମ ଅନୁସନ୍ଧାନ କ’ଣ।

 Archive ଓଡ଼ିଆ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଏକ ଅନୁଛେଦ ଫେସବୁକର ଓଡ଼ିଆ ଅନାବନା ପେଜରେ ଭାଇରାଲ ହୋଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପାରିଜାତ ନାମକ ଦିବ୍ୟ ବୃକ୍ଷ କେବଳ ଭାରତରେ ଅଛି।  ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ହିନ୍ଦୁ ପୁରାଣ ଅନୁସାରେ ଯେତେବେଳେ ନାରଦମୁନି ଶ୍ରୀ କୃଷ୍ଣଙ୍କୁ ଦେଖା କରିବା କୁ ଆସିଥିଲେ, ସେତେବେଳେ ନିଜ ସହିତ ପାରିଜାତର ଏକ ଫୁଲ ନେଇ ଆସିଥିଲେ। ସେହି […]

Continue Reading

କେଉଁ ମାଧ୍ୟମ ବ୍ୟବହାର କରି ଯିବାଆସିବା କରୁଥିଲେ ପୁରୁଣା କାଳ ପୋଲିସ? କ’ଣ ଏହି ସାଇକେଲଟି ପୋଲିସ ଦ୍ଵାରା ବ୍ୟବହାର କରାଯାଉଥିଲା? କେଉଁ ରାଜ୍ୟ ବା କେଉଁ ଦେଶରେ ଓ କିଏ ବ୍ୟବହାର କରୁଥିଲେ ଏହି ସାଇକେଲଟି କୁ? ଜାଣନ୍ତୁ ସତ।

ଗତ କିଛି ଦିନ ଆଗରୁ ଏହି ପୋଷ୍ଟଟି ଫେସବୁକରେ ଭାଇରାଲ ହୋଈଅଛି। ଏହି ପୋଷ୍ଟଟି କୁ ଫେସବୁକ ର ଓଡ଼ିଆ ଅନାବନା ପେଜରେ ପୋଷ୍ଟ କରାଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଛବିରେ ଥିବା ସାଇକେଲଟି କୁ ପୁରୁଣା କାଳ ପୋଲିସ ବ୍ୟବହାର କରୁଥିଲେ। ଏହି ସାଇକେଲଟି କୁ କେଉଁ ରାଜ୍ୟ ବା କେଉଁ ଦେଶର ପୁଲିସ ବ୍ୟବହାର କରୁଥିବା ବିଷୟରେ କୌଣସି ଟିପ୍ପଣୀ କରା ଯାଇ ନାହିଁ। ମାତ୍ର କିଛି ଘଣ୍ଟା ଭିତରେ […]

Continue Reading

କ’ଣ କହିଛନ୍ତି ଐଶ୍ବର୍ୟା ରାଏ ସଲ୍ମାନ ଖାନ ବିଷୟରେ? କ’ଣ #ମୀ ଠୁ ପ୍ରଚାରରେ ଐଶ୍ବର୍ୟା ରାଏ କରିଛନ୍ତି ସଲ୍ମାନ ଏବଂ ତାଙ୍କ ସମ୍ବନ୍ଧ ବିଷୟରେ ଚର୍ଚ୍ଚା? କ’ଣ ଏହି କାହାଣୀର ସତ୍ୟତା? ଜାଣନ୍ତୁ।

ଫେସ୍‌ବୁକର ଓଡ଼ିଆ ଅନାବନା ପେଜରେ ଛପି ଥିବା ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ବର୍ୟା ରାଏ ସଲ୍ମାନ ଓ ନିଜ ସମ୍ବନ୍ଧ କୁ ନେଇ #ମୀ ଠୁ ରେ ସବୁ କିଛି କହିଅଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଐଶ୍ବର୍ୟା ରାଏ ନିଜ ଟୁଇଟର ରେ ଏହା ଟୁଇଟ କରିଅଛନ୍ତି ଯେ ତାଙ୍କୁ ଅପବ୍ୟବହାର, ମାରପିଟ ଏବଂ ଧମକ ଦେଉଥିଲେ ସଲ୍ମାନ। ସେ ସଲ୍ମାନଙ୍କ ନାମ ନ […]

Continue Reading

କ’ଣ ମ୍ୟାଗୀରେ ପାଇଥିବା ହାନିକାରକ ପଦାର୍ଥର ଖବର ବର୍ତମାନ ସମୟର? କ’ଣ ସତ୍ୟତା ଏହି ଖବରର? ଜାଣନ୍ତୁ ସତ୍ୟ।

Archive ୬ ଅକ୍ଟୋବର ୨୦୧୯ ମସିହାରେ ଫେସବୁକର ମୁଁ ଓଡ଼ିଆ ପେଜରେ ପୋଷ୍ଟ ହୋଈଥିବା ଏହି ଖବରରେ ଏହା ଦାବି କରା ଯାଇଅଛି ଯେ ନେସ୍ଟଲେ କମ୍ପାନୀ ଦ୍ଵାରା ତିଆରି ମ୍ୟାଗୀରେ ୦.୭% ସୀସା ଓ ଏମ.ଏସ.ଜୀ. ରହିଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ପରିମାଣର ସୀସା ଏବଂ ଏମ.ଏସ.ଜୀ. ପ୍ରକୃତରେ ଛୋଟ ପିଲାଙ୍କ ଦେହ ପାଇଁ କ୍ଷତିକାରକ। ଏହା ହଜମ ପ୍ରକ୍ରିୟା ଦୁର୍ବଳ କରେ ଏବଂ ଯକୃତକୁ ମଧ୍ୟ […]

Continue Reading

କ’ଣ ୟୁବରାଜ ସିଂ ଗଢିଲେ ଏକ ଆଶ୍ଚର୍ଯ୍ୟ ରେକର୍ଡ? କ’ଣ ଭାଙ୍ଗିଲେ ସେ ଏକ ଅଟୁଟ ରେୟର୍ଡ? କ’ଣ ସତ୍ୟ କାହାଣୀ ୨୦୧୮ ମସିହାରେ ହୋୟୀଥିବା ପଞ୍ଜାବ ବନାମ ବରୋଡା ବିଜୟ ହାଜାରେ ତ୍ରୋଫୀର? ଜାଣନ୍ତୁ।

୮ ଅକ୍ଟୋବର ୨୦୧୮ ମସିହାରେ ଫେସବୁକ ମାଧ୍ୟମରେ ଭାଇରାଲ ହୋଈଥିବା ଗୋଟିଏ ପୋସ୍ଟରେ ଏହା ଦାବି କରାଯାଇଅଛି ଯେ ଯୁବରଜ ସିଂ ୭ଟି ବଲ ରେ ୫୨ ରନ କରିଛନ୍ତି। ଗତ କିଛି ବର୍ଷ ଧରି ଯୁବରାଜ ତାଙ୍କ ଖରାବ ଫର୍ମକୁ ନେଇ ବିବାଦ ଓ ଚର୍ଚାରେ ରହି ଆସିଛନ୍ତି। ଏହି ପୋସ୍ଟ କୁ ୩୭୪୫ ଲାଇକ୍ସ ଏବଂ ୫୬୭ ଶେୟାର କର ଯାଇସରିଛି। ଏହି ପୋସ୍ଟରେ ଏହା ଡବା କରାଯାଇଅଛି ଯେ ୨୦୧୮ ରେ ହୋଈଥିବା […]

Continue Reading

ଓଡ଼ିଶା ଜଙ୍ଗଲରେ ବୁଲୁଅଛି ଏକ ଭୁତ। କେଉଁ ଜଙ୍ଗଲରେ ଦେଖାଇଛି ଏହି ଭୁତ? କ’ଣ ଏହି ଘଟଣାଟି ପ୍ରକୃତରେ ଘଟିଅଛି? ଜାଣନ୍ତୁ ସତ।

ଗତ କିଛି ଦିନରୁ ଭାଇରାଲ ହେଇଥିବା ଏକ ଭିଡିଓରେ ଏହା ଦାବି କରାଯାଇଅଛି ଯେ ଓଡ଼ିଶାର ଗୋଟିଏ ଜଙ୍ଗଲରେ ଧଳା ପୋଷାକ ପିନ୍ଧିଥିବା ଗୋଟିଏ ଭୂତଟି କୁ ଦେଖାଯାଇଅଛି। ଭିନ୍ନ ଭିନ୍ନ ଲୋକ ଏହି ଭିଡିଓଟି କୁ ପୋଷ୍ଟ କରି ନିଜର ଦାବି ପ୍ରସ୍ତୁତ କରିଛନ୍ତି। ମୂଳ ସୂତ୍ରରୁ ଏହା ଜଣା ପଡ଼ିଛି ଯେ ଏହି ଭିଡିଓଟି ଗତ ସପ୍ତାହ ଠାରୁ ବିଭିନ୍ନ ସୋସିଆଲ ମିଡିଆ ଦ୍ଵାରା ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ଭାଇରାଲ କରାଯାଉଅଛି।  […]

Continue Reading

କ’ଣ ମୋଦୀ ସରକାର ଦେବ ଦେଶର ସବୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ? କ’ଣ ଏହି ଯୋଜନାଟି ମୋଦୀ ସରକାର ଦ୍ଵାରା କରା ଯାଇଥିବା ବଚନ? ଜାଣନ୍ତୁ ସତ?

୫ ଅଗଷ୍ଟ ୨୦୧୯ ମସିହାରେ ୱାଟ୍ସ ଆପ୍‌ ମାଧ୍ୟମରେ ବିସ୍ତାର ହୋଇଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ୧୫ ଅଗଷ୍ଟରେ ମୋଦୀ ସରକାର ଦେଶର ସବୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ ବାଣ୍ଟିବ। ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ସାଇକେଲ ଯୋଜନା ଦିୟା ହୋଇଅଛି। ୟୁଟ୍ୟୁବ୍‌ରେ ଭାଇରାଲ୍‌ ହୋଇଥିବା ଏହି ଭିଡିଓଟି କୁ ୫୪୦୪ ଭିୟୁ ମିଳି ସାରିଛି । ୩ ଅଗଷ୍ଟ ୨୦୧୯ ମସିହାରେ ୟୁଟ୍ୟୁବ୍‌ ମାଧ୍ୟମରେ ପୋଷ୍ଟ […]

Continue Reading

କ’ଣ ଏହି ଜୀବଟି ଓଡ଼ିଶାରେ ଦେଖା ଯାଇଥିଲା? କିଏ ଏହି ଜୀବ ଆଉ କ’ଣ ସତରେ ଏହାର ଆତଙ୍କ ଓଡ଼ିଶା ବାସୀଙ୍କୁ ଡରାଇ ରଖି ଥିଲା? ଜାଣନ୍ତୁ ସତ୍ୟ ଘଟଣା।

ଜୁନ ୯, ୨୦୧୭ ମସିହାରେ TV9 Kannada ଚ୍ଯାନେଲ ଏହା ଦାବା କରିଥିଲା ଯେ ଏହି ଜୀବଟି ଓଡ଼ିଶାରେ ୧୦୦ ମେଣ୍ଢାଙ୍କ ହତ୍ୟା ଓ ରାତ୍ରି ସମୟରେ ମଣିଷ କୁ ବି ଘାତ ପହଞ୍ଚାଇଥିଲା। ଏହି ଜୀବ ଦେହର ତଳ ଅଙ୍ଗ  ଗୋଟିଏ ଛେଳି ପରିକା ଓ ଦେହ ର ଉପର ଅଙ୍ଗ ମନୁଷ୍ୟ ବୋଲି ଦାବି କରାହୋଇଅଛି ଏବଂ ଏହାର ଚେହେରାଟି ଦେଖିବାକୁ ମଣିଷ ପରିକା  କିନ୍ତୁ ମୁଣ୍ଡରେ ଦୁଇଟା ସିଙ୍ଘ ଅଛି ବୋଲି ଦାବି […]

Continue Reading

କ’ଣ ଓଡ଼ିଶା ରେ ହୋଇଥିଲା ଅକସ୍ମାତ୍ ଗୁଳିକାଣ୍ଡ? କ’ଣ ସତ୍ୟ କାହାଣୀ ଏହି ଭିଡିଓ ପଛରେ? ଜାଣନ୍ତୁ

କିଛି ସୋସିଆଲ୍ ମିଡ଼ିଆ ଦାବି କରିଛନ୍ତି ଯେ ଭାଇରାଲ ହୋଇଥିବା ଏହି ଭିଡିଓ ଟି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ର ଅଟେ। ଏବଂ ଅନ୍ୟ କେତେକ ସୋସିଆଲ୍ ମିଡ଼ିଆ ଏହା ଖୋର୍ଧା ଜିଲ୍ଲା ର ହୋଇଥିବା ନେଇ ଦାବି ପ୍ରକାଶ କରିଛନ୍ତି । ଏହି ଭିଡିଓ ରେ ଥିବା ଦୃଶ୍ୟ ରୁ ଏହା ଜଣାପଡ଼ୁଛି ଯେ ଭିଡିଓ ରେ ଥିବା ଦୁଇ ଜଣ ବ୍ୟକ୍ତି ପେଟ୍ରୋଲ ପମ୍ପ ରେ ଗୁଳିଚାଳନା କରୁଛନ୍ତି । ଏହି ଭିଡିଓ ଟି […]

Continue Reading

କ’ଣ ଏହି ଆଶ୍ଚର୍ଯ୍ୟ କରି ଦେଉଥିବା ଭିଡିଓଟି ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର? କ’ଣ ବାଘର ଶିକାର ହୋଈଥିଲେ ଗୋଟିଏ ଲୋକ? କେଉଁ ନ୍ଯାଶନ୍ଯାଲ ପାର୍କରେ ଘଟିଛି ଏହି ଘଟଣା। ଜାଣନ୍ତୁ ସତ କାହାଣୀ।

ସୋସିଆଲ ମିଡିୟା ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ ରେ ଏହା ଦାବି କରାଯାଇଛି ଯେ ଏହି ଭିଡିଓ ଟି ଓଡିଶାର ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଦାରିଙ୍ଗବାଡ଼ି ଜିଲ୍ଲା ଅଞ୍ଚଳରେ ଘଟିଛି। ଏହି ଭିଡିଓ ରେ ଏହା ଦେଖା ଯାଇଛି ଯେ କିଛି ବାଘମାନେ ମିଶି ଗୋଟିଏ ମଣିଷର ଶିକାର କରୁଅଛନ୍ତି। ଏହି ଭିଡିଓ ର  ଫ୍ୟାକ୍ଟ ଚେକ୍‌ କରିଲା ପରେ ଆମେ ଏହା ଜାଣିପାରିଲୁ ଯେ ଏହି ଭିଡିଓ ଟି January ଜାନୁଆରୀ […]

Continue Reading