କ’ଣ ପ୍ରଧାନମନ୍ତ୍ରୀ ବର୍ତମାନ ହେଇଥିବା ଦୁଷ୍କର୍ମ ପାଇଁ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ସରକାରଙ୍କୁ ଅଭିଯୋଗ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛିଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ହାଉଥିବା ଦୂଷକର୍ମ ପାଇଁ ବିଜେପି ସରକାର ଆଉ ଯୋଗୀ ଆଦିତ୍ୟନାଥଙ୍କୁ ଅଭିଯୋଗ ଦେଉଛନ୍ତି। ଏହି ଭିଡିଓରେ ମୋଦିଜି କହୁଛନ୍ତିଯେ ଜଣେ ଦଳିତ ଝିଅ ସହିତ କିଛି ଲୋକେ ଗଣଦୁଷ୍କର୍ମ କରିଛନ୍ତି। କିନ୍ତୁ ସେଠିକାର ସରକାର ଏବଂ ପୋଲିସ ଏଏହି ଘଟଣାକୁ ଲୁଚାଇବାରେ ଲାଗିଛି, କାରଣ ଏଏହି କଥା ସାମନାକୁ ଆସିଲେ ଭୋଟ୍ ଗଣନା […]

Continue Reading

କେରଳ କଲେଜରେ ଜିନ୍ସ ନିଷେଧ ହେବାପରେ ଝିଅମାନେ ଲୁଙ୍ଗି ପିନ୍ଧି କଲେଜ ପହଞ୍ଚିଥିଲେ କି?

ମହିଳାଙ୍କ ପୋଷାକ କୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଇଥାଏ। ତେବେ ଏହି ଆଲୋଚନା ମଧ୍ୟରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ କରାଯାଇଥାଏ। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ କିଛି ଝିଏ ଲୁଙ୍ଗି ପିନ୍ଧି ଛିଡ଼ା ହୋଇଥିବାର ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, କେରଳରେ କଲେଜ ଝିଅଙ୍କୁ ଜିନ୍ସ ପିନ୍ଧିବାରେ ରୋକ ଲଗାଯିବାରୁ ଝିଅମାନେ ଲୁଙ୍ଗି ପିନ୍ଧି ଏହାର ପ୍ରତିବାଦ କରୁଛନ୍ତି।  ଆମ ଅନୁସନ୍ଧାନରେ  ଫଟୋ […]

Continue Reading

କ’ଣ ଫ୍ରାନ୍ସରେ ପୋଲିସ ପାଣି ତୋପ ବ୍ୟବହାର କରି ମୁସଲମାନ ଲୋକଙ୍କୁ ରାସ୍ତାରୁ ହଟାଉଛନ୍ତି? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ଜଣେ ଶିକ୍ଷକଙ୍କ ହତ୍ୟା ହେବା ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତାରେ ପ୍ରାର୍ଥନା କରୁଥିବା ସମୟରେ ପୋଲିସ ଆସି ତାଙ୍କ ଉପରେ ପାଳି ତୋପରେ ପ୍ରହାର କରିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି  ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୯ ଅକ୍ଟୋବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହଣ୍ଡେଲରେ […]

Continue Reading

ଏକ ସୋର୍ଟ ଫିଲ୍ମର ଫଟୋକୁ ମଦ୍ରାସାରେ ମୌଲଭୀ ଜଣକ ଛାତ୍ରୀ ସହ ଦୁଷ୍କର୍ମ କରୁଥିବା ଦାବିରେ ଭାଇରାଲ କରାଯାଉଛି।

ମଦରାସା କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭୁଲ ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟୋପି ପିନ୍ଧିଥିବା ମୁସଲମାନ ବ୍ୟକ୍ତି ଜଣେ ଝିଅ ସହିତ ଆପତ୍ତିଜନକ କାର୍ଯ୍ୟ କରୁଥିବା ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ମଦ୍ରାସାରେ ଜଣେ  ମୌଲଭୀ ଏକ ଛାତ୍ରଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛି।  ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

No Islam, No Sharia, No Halal ଫଟୋ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ?

24 ଅକ୍ଟୋବରରେ ଦୁଶ୍ମନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ଲେଖା ଯାଇଛି, No Islam, No Sharia, No Halal. ପୋଷ୍ଟରେ ଦାବି କରାଯାଇଛି ଏହି ଫଟୋ ଫ୍ରାନ୍ସ ପ୍ରଦର୍ଶନର ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, #ଫ୍ରନ୍ସ ର #ରାଷ୍ଟ୍ରପତି ନିକଟରେ #ଈସଲାମ_ସନ୍ତ୍ରାସ ଉପରେ ଯେପରି ସ୍ପଷ୍ଟ ଭାବରେ ମତାମତ ରଖିଲେ ଠିକ ସେହିପରି ଭାବେ ପ୍ରତ୍ଯେକ #ରାଷ୍ଟ୍ରଧକ୍ଷ୍ୟ ସେହିପରି ସ୍ପଷ୍ଟ […]

Continue Reading

କ’ଣ ପାକିସ୍ତାନର ସଂସଦରେ ସାଂସଦ ମାନେ ପ୍ରକୃତରରେ ମୋଦୀ-ମୋଦୀ ଚିତ୍କାର କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ପାକିସ୍ତାନର ସଂସଦର ଦୃଶ୍ୟ ଅଟେ। ଏହି ଭିଡିଓ ଗୋଟିଏ ନ୍ୟୁଜ ଚ୍ୟାନାଲରେ ପ୍ରସାରିତ ହୋଇଅଛି। ଭିଡିଓରେ ଜଣେ ସାଂସଦ କିଛି କହିବାକୁ ଚେଷ୍ଟା କରୁଥିବା ସମୟରେ ବାକି ନେତା ମାନେ ମୋଦୀ ମୋଦୀ ଚିତ୍କାର କରୁଥିବା ଶୁଣିବାକୁ ମିଳିଛି। ଫେକ୍ଟ କୃସେଣ୍ଡୋର ଅନୁସନ୍ଧାନର ଏହି ଭିଡିଓରେ କରା ଯାଇଥିବା ଦାବି ମିଥ୍ୟା ବୋଲି ପ୍ରମାଣ ହେଇଛି।  କ’ଣ ଦାବି ଏହି ପୋଷ୍ଟର? ୨୯ ଅକ୍ଟୋବରରେ […]

Continue Reading

ଝିଅ ମୁଣ୍ଡରେ ମହିଳା ସ୍ୱସ୍ତିକ ଚିହ୍ନ କରୁଛି କି? ଏବଂ ଏହି ଜନଜାତି କ’ଣ ସ୍ୱସ୍ତିକ ଚିହ୍ନ କରି ଭାଗବାନ ଶିବକୁ ପୂଜା କରନ୍ତି?

ଭାରତରେ ଭାଗବାନଙ୍କୁ ନେଇ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ବହୁତ ଅଧିକ। ଏଥି ପାଇଁ ହିନ୍ଦୁ ଧର୍ମରେ ସମସ୍ତ ପର୍ବପର୍ବାଣି ପ୍ରାୟ ଭଗବାନଙ୍କୁ ନେଇ ପାଳନ କରାଯାଏ। ଏହା ଛଡ଼ା ଆସ୍ଥା ଏବଂ ବିଶ୍ୱାସରୁ ଆଗକୁ ବଢ଼ିଲେ ଲୋକେ ଅନ୍ଧବିଶ୍ୱାସର ମଧ୍ୟ ସିକାର ହୁଅନ୍ତି। ସେପରି ଆସ୍ଥା ଏବଂ ବିଶ୍ୱାସକୁ ନେଇ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ ଯାହାକୁ ନେଇ ଲୋକଙ୍କ ମନରେ ମିଥ୍ୟା ସୂଚନା ମଧ୍ୟ ସତ୍ୟ ଲାଗେ। ସୋସିଆଲ […]

Continue Reading

କ’ଣ ପ୍ୟାରିସରେ ରାସ୍ତା ଅବର୍ଦ୍ଧ କରି ନମାଜ ପଢୁ ଥିବା ସମୟରେ ଫ୍ରାନ୍ସ ନିବାସୀ ତାଙ୍କ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିବା ଭିଡିଓ ବର୍ତମାନ ସମୟର? ଜାଣନ୍ତୁ ସତ୍ୟ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ପ୍ୟାରିସରେ ଆତଙ୍କବାଦ ସହିତ ଜଡ଼ିତ ଘଟଣା ଉପରେ ନିଜ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ବିରୋଧ ରୂପରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ମଧ୍ୟରେ ଗୋଟିଏ ଭିଡିଓ ଦେଖିବା କୁ ମିଳିଛି ଯେଉଁଥିରେ ଶହ ଶହ ବିକ୍ଷୋଭକାରୀ ରାସ୍ତାରେ ଯାଉଥିବା ଦର୍ଶାଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ପ୍ୟାରିସରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

କୋଲକାତାର “ଗୋ ବ୍ୟାକ୍ ମୋଦୀ” CAA ବିରୋଧ ପ୍ରଦର୍ଶନ କୁ ବିହାର ନିର୍ବାଚନ ଦାବିରେ ଭାଇରାଲ କରାଯାଉଛି।

ବିହାର ବିଧାନସଭା ନିର୍ବାଚନ କୁ ନେଇ ସୋସିଆଲ ମିଡିଆରେ ଅନେକ ପୁରୁଣା ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ମୋଦୀ ସରକାର ବିରୋଧରେ ପ୍ରଦର୍ଶନ କରାଯାଉଥିବାର ଦେଖାଯାଉଛି। ଫଟୋରେ ରାସ୍ତାରେ ବିରାଟ ଅକ୍ଷରରେ ଲେଖାଯାଇଥିବା “ଗୋ ବ୍ୟାକ ମୋଦୀ” । ଫୋଟେ ସହ ସେୟାର କରାଯାଉଛି ଯେ ବିହାରର ଭୋଟରମାନେ ମୋଦୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।  ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ବିହାରର ନୁହେଁ […]

Continue Reading

ବିଜେପି ବିହାର ନିର୍ବାଚନ ପ୍ରଚାରରେ ଏହି ମଦ ବୋତଲ ବାଣ୍ଟୁଛି ?

ବିହାର ନିର୍ବାଚନକୁ ନେଇ ପ୍ରଚାର ଲାଗିରହିଛି। ସୋସିଆଲ ମିଡିଆରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ମଦ ବୋତଲ ଦେଖିବାକୁ ମିଳୁଛି। ଫଟୋ ସହ ଦାବି କରାଯାଉଛି ଯେ, ବିହାର ନିର୍ବାଚନରେ ବିଜେପି ଜନତାଙ୍କୁ ମଦ ବୋତଲ ଲାଞ୍ଚ ଦେଉଛି।  ବିଜେପି ସେନାବାହିନି ନାମକ ଜଣେ ଫେସବୁକ ୟୁଜର 25 ଅଗଷ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ବିହାରରେ […]

Continue Reading

କ’ଣ ଫୋଟୋରେ ଥିବା ଭଙ୍ଗା ରାସ୍ତାର ଦୃଶ୍ୟ ଭାରତର? ଜାଣନ୍ତୁ ସତ୍ୟ।

ପୋଷ୍ଟ କରା ଯାଇଥିବା ଫୋଟୋରେ ଗୋଟିଏ ଭଙ୍ଗାରାସ୍ତା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୯ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭଙ୍ଗା ରାସ୍ତାର ଫୋଟୋ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ “ମୋଦୀ ତାଙ୍କ ଗୋଟିଏ ସ୍ମାର୍ଟ ସିଟି ରୁ ଗୋଟିଏ ସ୍ମାର୍ଟ ସିଟିର ଚିତ୍ର , […]

Continue Reading

କ’ଣ ରାହୁଲ ଗାନ୍ଧୀ ନିଜକୁ ମୂର୍ଖ ବୋଲି କହୁଛନ୍ତି ?

ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରିହାସ କରିବା ପାଇଁ ତାଙ୍କ ଭାଷଣରୁ କିଛି କ୍ଲିପ ଭାଇରାଲ କରାଯାଇଥାଏ।  ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ 20 ସେକେଣ୍ଡର  ଭିଡିଓ କ୍ଲିପ ଭାଇରାଲ୍ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ ଏକ ଷ୍ଟାଡିୟମରେ ଭାଷଣ ଦେବାବେଳେ ରାହୁଲ ଗାନ୍ଧୀ ନିଜକୁ ଲୋକଙ୍କ ଆଗରେ ଦୁନିଆର ସବୁଠୁ ବଡ ମୂର୍ଖ ବୋଲି କହିଛନ୍ତି ଏବଂ ଏଥିସହ କହିଛନ୍ତି ସେ ସାଂସଦ ହେଲେ ମଧଅୟ  ପ୍ରଧାନମନ୍ତ୍ରୀ […]

Continue Reading

ଫଟୋରେ ଥିବା ମହିଳା ଭାରତରେ ବଳାତ୍କାର ଓ ହତ୍ୟା ମାମଲାକୁ ବିରୋଧ କରୁଛନ୍ତି କି?

ତ୍ତରପ୍ରଦେଶର ହାଥjସରେ ଜଣେ 19 ବର୍ଷର ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି, ଯାହାଫଳରେ ମହିଳାଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ତାଙ୍କ ଶରୀରକୁ କଣ୍ଟା ତାର ପରି ପୋଷାକ ପିନ୍ଧିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଉଛି ଯେ, ହାଥରସ ଘଟଣା ପରେ ଏହା ସରକରା ମୁହଁରେ ଚାପୁଡ଼ା। ସରକରାଙ୍କ ଦ୍ୱାରା ଦେଶର ମହିଳା ସୁରକ୍ଷୀତ […]

Continue Reading

ବଳାତ୍କାର ହେଉଛି ଭାରତୀୟ ପରମ୍ପରା ଏବଂ ସଂସ୍କୃତିର ଏକ ଅଂଶ ବୋଲି କିରଣ ଖେର କହିନାହାନ୍ତି।

ସୋସିଆଲ ମିଡ଼ିଆରେ ବିଜେପି ନେତାଙ୍କ କିଛି ମତ ପୋଷ୍ଟ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସାଂସଦ କିରଣ ଖେରଙ୍କ ନାମରେ ମଧ୍ୟ ଏକ ମତ ପୋଷ୍ଟ ମାଧ୍ୟରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ବିଜେପି ସାଂସଦ କିରଣ ଖେର ଥରେ ମତ ଦେଇଥିଲେ , ବଳାତ୍କାର ଆମ ସଂସ୍କୃତିର ଏକ ଅଙ୍ଗ, ଆମେ ଏହାକୁ ବନ୍ଧ କରିପାରିବା ନାହିଁ। ଏହି ପୋଷ୍ଟ ବିରୋଧି ଦଳ ଏବଂ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଉଛି। ଆମ […]

Continue Reading

ରାହୁଲ ଗାନ୍ଧୀ ଦୁନିଆର ସବୁଠାରୁ ଶିକ୍ଷିତ ନେତାଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି କି? ଜାଣନ୍ତୁ ସତ୍ୟ।

ଫୋର୍ବସ ମ୍ୟାଗାଜିନ ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀ ହେଉଛନ୍ତି ବିଶ୍ଵର ସପ୍ତମ ଶିକ୍ଷିତ ନେତା।  ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଏହି ପୋଷ୍ଟର ଦାବି? ୧୨ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଫୋର୍ବସ୍ ମ୍ୟାଗାଜିନ ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀ ଦୁନିଆର ସବୁଠାରୁ ଶିକ୍ଷିତ ନେତାଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି।  Facebook | Archive ଆମ ଅନୁସନ୍ଧାନ: ଆମ […]

Continue Reading

କ’ଣ ଏହି ଫୋଟୋ ସଞ୍ଜୟ ସିନ୍ଧେଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ହେଇହିବା ଘଟଣାର ଫୋଟୋ କି? କ’ଣ ପାଳଘର ସାଧୁଙ୍କ ହତ୍ୟା ପଛରେ ସଞ୍ଜୟ ସିନ୍ଧେଙ୍କର ହାତ ଥିଲା? ଜାଣନ୍ତୁ ସତ୍ୟ।

କିଛି ମାସ ତଳେ ପାଳଘରରେ ଦୁଇ ସାଧୁଙ୍କୁ ସେଠିକ୍କାର ଲୋକେ ମିଶି ହତ୍ୟା କରିଥିବା ଘଟଣା ଘଟି ଥିଲା। ମୁମ୍ବାଇରୁ ସୁରତ ଜାଊଥିବା ସମୟରେ ଦୁଇ ସାଧୁ ଏବଂ ତାଙ୍କ ଦ୍ରାଭରଙ୍କୁ ହତ୍ୟା କରିଥିଲେ। ରାତ୍ରିରେ ଗାଁରେ ସୋଇଥିବା ସୋଇଥିବା ସମୟରେ ଲୋକେ ବିଭିନ୍ନହତ୍ୟାର ନେଇ ତାଙ୍କଉପରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣା ନେଇ ଗୋଟିଏ ପୋଷ୍ଟ ବରତମାନ ଶୋଷସିଆଲ ମିଡିଆରେ ଭାଇରାଲ ହେଉଛି।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ପୋଷ୍ଟର ଦାବିର ଅନୁସନ୍ଧାନ […]

Continue Reading

ବାପା ଝିଅକୁ ବିବାହ ସମୟରେ ଚୁମ୍ବନ କରୁଥିବା ଭିଡିଓ କୁ ମୌଲାନା ବଧୂକୁ ଚୁମ୍ବନ କରୁଥିବା ଦାବିରେ ଭାଇରାଲ ହେଉଛି।

ହିନ୍ଦୁ ମୁସଲମାନ ଧର୍ମକୁ ନେଇ ସୋସିଆଲ ମିଡିଆରେ ଅନେକ ବିବାଦ ଲାଗି ରହିଥାଏ। ଏହା ସହ କିଛି ଭିଡିଓ ଏବଂ ମଧ୍ୟ ଭାଇରାଲ ହୁଏ ଯାହାକି ଧର୍ମ ଏବଂ ସଂସ୍କୃତିକୁ ନେଇ ପ୍ରଶ୍ନ ବାଚକ ବନିଯାଏ। ସୋସିଆଲ ମିଡିଆରେ ଭାଇରାଲ ଫଟୋ ଏବଂ ଭିଡିଓର ଆଲୋଚନା ମଧ୍ୟ କରାଯାଏ , ଯାହାର ପ୍ରଭାବ ସାମ୍ପ୍ରାଦୟ ଉପରେ ମଧ୍ୟ ପକାଇଥାଏ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମୌଲାନା ମୁସ୍ଲିମ ବଧୂକୁ ଚୁମ୍ବନ […]

Continue Reading

କଟକ ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ନିଦ୍ଧନ ହୋଇଛି କି ?

କଟକର ବିଜେପି ସଦସ୍ୟ ସମୀର ଦେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଥିଲା। 19 ଅକ୍ଟୋବର ରାତିରେ ସୋସିଆଲ ମିଡିଆରେ ଖବର ଭାଇରାଲ ହେଲା ଯେ, କଟକର ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ହୋଇଯାଇଛି। ଏହି ଖବର ଦୁଇ ଘଣ୍ଟାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। ବିଜେଡି ନେତା ପ୍ରତାପ ଜେନା ତାଙ୍କ ଟ୍ୱିଟର ଆକାଉଣ୍ଟରେ କଟକର ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ଖବର ପ୍ରକାଶିତ କରିଥିଲେ। […]

Continue Reading

କ’ଣ ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ନିର୍ମାଣ ହେଲା ପ୍ରଥମ ଆନିମଲ କରିଡ଼ୋର ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାସ୍ତା ଉପରେ ଏକ ବ୍ରିଜ ବନିଥିବାର ଦେଖାଯାଉଛି। ଏହା ସହ ବ୍ରିଜ ଉପରେ କିଛି ଗଛ ଲାଗି ଜଙ୍ଗଲପରିଥିବାର ଦେଖାଯାଉଛି। ବ୍ରିଜଟି ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱ ସହ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଫଟୋକୁ ନେଇ ଦାବି କରାଯାଉଛି ଯେ, ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ଆନିମଲ କରିଡୋରର ପ୍ରଥମ ନିର୍ମାଣ ହୋଇଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା […]

Continue Reading

2012 ମସିହା ଆନ୍ଧ୍ରପ୍ରଦେଶ ଭିଡିଓକୁ ବର୍ତ୍ତମାନ ହାଇଦ୍ରାବାଦ ବନ୍ୟା ସ୍ଥିତି ଦାବିରେ ଭାଇରାଲ କରାଯାଉଛି।

ହାଇଦ୍ରାବାଦରେ ଲଗାଣ ବର୍ଷା ପାଇଁ ଜଳମଗ୍ନ ହୋଇଛି। ଏହାର ଭିଡିଓ ସୋସିଅଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜାଗା ଜାଗାରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରେଳ ବ୍ରିଜରେ ବନ୍ୟା ପାଣି ଭର୍ତ୍ତି ହେଉଥିବାର ଦେଖା ଯାଉଛି। ଭିଡିଓରେ ରେଳ ବ୍ରିଜ ଉପରେ ପ୍ରବଳ ମାତ୍ରାପେ ପାଣି ଆସୁଥିବାର ଦେଖାଯାଉଛି। ଏହାକୁ ହାଇଦ୍ରାବାଦ ରେଳ ବ୍ରିଜରେ ବନ୍ୟା ସ୍ଥିତି ବନିଥିବା ନେଇ ଭାଇରାଲ  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ବର୍ତ୍ତମାନର […]

Continue Reading

କ’ଣ ପୋଷ୍ଟରେ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କର ସମ୍ପର୍କୀୟ? କ’ଣ ସେ ଇଟାଲୀର ସଂସଦରେ ଲଙ୍ଗଳା ହେଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ ଜଣେ ବ୍ୟକ୍ତି ବସ୍ତରହୀନ ଅବସ୍ତାରେ ଗୋଟିଏ ସାକ୍ଷାତରେ ଛିଡ଼ଦା ହେଇଛନ୍ତି। ଏହି ଫୋଟୋନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଦାବି ହେଇଥିବା ସାମନାକୁ ଆସିଛି।  ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନକରି ଏହା କୁ ମିଥ୍ୟାବୋଲି ପାଇଲା।  କ’ଣ ଏହି ପୋଷ୍ଟର ଦାବି ? ୧୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ […]

Continue Reading

ପଶ୍ଚିମବଙ୍ଗ ପୋଲିସ ବିଜେପି କର୍ମଚାରୀଙ୍କ ଉପରେ ‘ଦେଶୀ’ ବୋମା ଫିଙ୍ଗୁଛି କି?

ପଶ୍ଚିମବଙ୍ଗରେ ବିଜେପି କର୍ମୀ ଏବଂ ପଶ୍ଚିମବଙ୍ଗ ପୋଲିସ ମଧ୍ୟରେ ସଂଘର୍ଷ ଲାଗି ରହିଛି। ବିଜେପିର ‘ନାବନୋ ଚାଲୋ ଅଭିଆନ୍ ସମୟରେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁରରୁ ଦେଖା ଯାଉଛି କିଛି ପୋଲିସ କର୍ମି ଛାତ ଉପରେ ଠିଆ ହୋଇ ତଳକୁ କିଛି ଫିଙ୍ଗୁଛନ୍ତି। ଏହା ସହ ଭିଡିଓ ବନଉଥିବା  ଲୋକ ଦାବି କରୁଛି ପୋଲିସ ବିଜେପି କର୍ମିଙ୍କ ଉପରେ ଦେଶି ବୋମା ଫିଙ୍ଗୁଛି। ଏହାକୁ ସୋସିଆଲ ମିଡିଆରେ ଅଧିକରୁ ଅଧିକ […]

Continue Reading

କ’ଣ ବିଜେପି ପ୍ରବକ୍ତା ଏବଂ ସାଂସଦ ଅପରାଜିତା ସଡ଼ଙ୍ଗି ଗାନ୍ଧୀଜିଙ୍କ ଅପମାନଜଣକ ନାମ ବ୍ଯବହ୍ରୁତ କରିଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ତଳେ ବିଜେପି ସାଂସଦ ଅପରାଜିତା ସଡ଼ଙ୍ଗିଙ୍କ ଜନ୍ମଦିନ ଅବସରରେ ପାର୍ଟି କାର୍ଜ୍ଯାଲୟରେ ଉତ୍ସବ ପାଳନ କରା ଯାଇଥିଲା। କିନ୍ତୁ ଏହା ପରେ ଚର୍ଚା ଉଠିଥିଲା ଯେ ଏହି ଉତ୍ସବରେ କୋଭିଡ୍ ନିୟମ ପାଳନ କରା ଯାଇନଥିଲା। ଏହା ନେଇ ବିଏମସି ଅପରାଜିତା ସଡ଼ଙ୍ଗିଙ୍କର କାର୍ଜ୍ଯାଲୟ ସିଲ୍ କରି ଦେଇଛି। ଏହି ଘଟଣା ନେଇ ଅପରାଜିତା ସଡ଼ଙ୍ଗି ଗଣମାଧ୍ୟମ ସାମନା’କୁ ଆସି ନିଜ ପ୍ରତିରକ୍ଷାରେ କହିଥିଲେ। ପୋଷ୍ଟ କରା ଯାଇଥିବା’ରେ ଅପରାଜିତା ସଡ଼ଙ୍ଗି ଗାନ୍ଧୀଜିଙ୍କ […]

Continue Reading

ପିତା ଝିଅ ପାଦରେ ପଗଡ଼ି ରଖୁଥିବାର ଏହି ଭାଇରାଲ ଭିଡିଓର ଲଭ ଜିହାଦ କୌଣସି ସମ୍ପର୍କ ନାହିଁ। ଜାଣନ୍ତୁ ସତ୍ୟତା ।

ଲଭ ଜିହାଦକୁ ନେଇ ସୋସିଆଲ ମିଡ଼ିଆରେ ଅନୋକ ସମୟରେ ପୋଷ୍ଟ ଭାଇରାଲ ହେବାରେ ଲାଗିଥାଏ। ହିନ୍ଦୁ ମିସ୍ଲିମ ପ୍ରେମ ବିବାହ ସମ୍ପର୍କକୁ ଲଭ ଜିହାଦ ନାମରେ ଚର୍ଚ୍ଚା କରାଯାଇଥାଏ। ହିନ୍ଦୁ ଝିଅ ମୁସଲ୍ମାନ ପୁଅକୁ ବିବାହ କରିଲେ ହିନ୍ଦୁ ଧର୍ମରେ ଏହା ଏକ ଆଲୋଚନା ବିଷୟ ବନିଯାଏ। ଏପରି ଦାବିରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲେଗିଛି। ଭିଡିଓରେ ଝିଅର ବାପା ଝିଅ ପାଦ ତଳେ ତାଙ୍କ ପଗଡ଼ି ରଖୁଥିବାର ଦେଖି ପାରୁଥିବେ। ଭିଡିଓରେ […]

Continue Reading

କ’ଣ ଭିଡିଓରେ ଘଟୁଥିବା ଦୃଶ୍ୟ ଆସାମ ଦୁଷ୍କର୍ମ ଦୋଷୀଙ୍କୁ ମାରୁ ଥିବା ଦ୍ରୁଶ୍ଯ ଅଟେ? ଜାଣନ୍ତୁ ସତ୍ୟ।

ଉତ୍ତରପ୍ରଦେଶର ହାଥରସ ଘଟଣା ଘଟିଲା ପରେ ସୋସିଆଲ ମିଡିଆରେ ଅନେକ ଦୁଷ୍କର୍ମ ସମ୍ବନ୍ଧୀୟ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓର ଅନୁସନ୍ଧାନ କରିଲା ପରେ ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। ଆସନ୍ତୁ ଜାଣିବା ପ୍ରକୃତରେ ସତ୍ୟଟି କ’ଣ।  ପୋଷ୍ଟରେ କରା ଯାଇଥିବା ଦାବି: ୧୧ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ […]

Continue Reading

କ’ଣ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ କାମ ମହିଳାଙ୍କୁ ସୁରକ୍ଷା ଦେବା ନୁହେଁ, ଗୌମାତାଙ୍କ ସୁରକ୍ଷା କରିବା ଅଟେ?

ଭାରତରେ ବିଜେପି ଶାସନ ଆସିଲା ପରେ ଗୌ ସୁରକ୍ଷା ବିଷୟ ଗୁରୁତ୍ଵ ଧରିଛି। ଅନେକ ସ୍ଥାନରେ ଗୌ ମାଁକ୍ସ ବ୍ୟାପାର କରା ଯାଉଥିଲା ବେଳେ ଅନେକ ଅନ୍ୟ ଧର୍ମ ଲୋକେ ଧାରା ପଡ଼ିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଟ୍ରକ୍ ରେ ଗୌ ଲାଦି ନେଇ ଯାଉଥିଲା ବେଳେ ଗାଡ଼ିକୁ ଜବତ କରିବା ଖବର ମଧ୍ୟ ସାମନାକୁ ଆସିଛି। ଏହି ଘଟନା ନେଇ ବର୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  […]

Continue Reading

ଆସାମରେ ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗୀ ଦିଆଯିବା ଦାବିରେ ଭାଇରାଲ ହେଉଥିବା ଫଟୋ ବାଙ୍ଗଲାଦେଶର ଅଟେ ।

ଦେଶରେ ଦଳିତମାନଙ୍କୁ ନେଇ ଚାଲିଥିବା ବିବାଦ କୁ ସୋସିଆଲ ମିଡିଆରେ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି। ଏହାକୁ ନେଇ ଅଲଗା ଅଲଗା ଫଟୋ ଏବଂ ଭିଡିଓ ଭିନ୍ନ ଭିନ୍ନ ଦାବିରେ ଭାଇରାଲ କରାଯାଉଛି। ଏହା ପରି କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି କାନ୍ଦୁଥିବାର ଦେଖା ଯାଉଛି। ଏବଂ ଅନ୍ୟ ଏକ ଫଟୋରେ ବ୍ୟକ୍ତିର ଫଛରେ ରିକ୍ସାକୁ ଭାଙ୍ଗି ଟ୍ରକରେ ପକାଯାଉଥିବାର ଦେଖା ଯାଇଛି। ଫଟୋ ସହ ଦାବି କରାଯାଉଛି ଯେ, ଆସାମରେ ଜଣେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ମାହାତ୍ମା ଗାନ୍ଧୀ ନିଜ ଗାର୍ଲଫ୍ରେଣ୍ଡ ସହିତ ଅଛନ୍ତି? ଯାନତୁ ସତ୍ୟ।

ବିଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ ମାହାତ୍ମା ଗାନ୍ଧୀଙ୍କର ଗୋଟିଏ ଫୋଟୋ ବହୁତ ଭାଇରାଲ ହେଉଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମାହାତ୍ମା ଗାନ୍ଧୀ ଜଣେ ଯୁବତୀଙ୍କ ସହିତ ଅଛନ୍ତି। ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଅଛି? ୭ ଅକ୍ଟୋବର ୨୦୨୦ ରେ ଜଣେ ଫେସବୁକ ୟୁଜର ବାବୁଷାନ ଫ୍ୟାନ କ୍ଲବ ନାମକ ଫେସବୁକ ପେଜରେ […]

Continue Reading

କ’ଣ ଉଦ୍ଧବ ଠାକ୍ରେ ଅର୍ଣବ ଗୋସ୍ଵାମୀଙ୍କର ରିପବ୍ଲିକ ଭାରତ ଟିଭି ଚ୍ୟାନାଲ ଦେଖୁଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ତଳେ ରିପବ୍ଲିକ ଟିଭି ଉପରେ ଅଭିଯୋଗ ଲାଗିଥିଲା ଯେ ଚ୍ୟାନାଲର ଟିଆରପି ବଢାଇବା ପାଇଁ ଚ୍ୟାନାଲ ମିଥ୍ୟା ବର୍ଣନା ପ୍ରସାରିତ କରିଥିଲା। ରିପବ୍ଲିକ ଟିଭି ଚ୍ୟାନାଲର ରେଟିଙ୍ଗ ସର୍ବାଧିକ ଥିଲା। ମୁମ୍ବାଇ ପୋଲିସ କହିବା ଅନୁଯାୟୀ ରିପବ୍ଲିକ ଟିଭି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ମୁମ୍ବାଇ ପୋଲିସ ଉପରେ ଅଭିଯୋଗ ଲଗାଇ ନିଜ ଚ୍ୟାନାଲରେ ସମ୍ବାଦ ପ୍ରସାରିତ କରିଥିଲା। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ […]

Continue Reading

କ’ଣ ଭିଡିଓରେ ଥିବା ମହିଳା ହାଥରସ ପୀଡ଼ିତା ଅଟନ୍ତି? କ’ଣ ସେ ଜଣେ ଟପ୍ପର ଥିଲେ? ଜାଣନ୍ତୁ ସତ୍ୟ।

ହାଥରସରେ ହେଇଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ଘଟଣା ନେଇ ଫେକ୍ଟ କେଇସେଣ୍ଡୋ ଅନେକ ମିଥ୍ୟା ପୋଷ୍ଟ ଖୋଜି ତାହା ପଛରେ ଥିବା ସତ୍ୟକୁ ସାମନା କୁ ଆଣିଛି। ବିଗତ କିଛି ଦିନ ରୁ ଗୋଟିଏ ଭିଡିଓ ଫେସବୁକରେ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଆମକୁ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ଚାଲି ଚାଲି ଆସୁଥିଲା ବେଳେ ଅନେକ ଲୋକେ ତାଳି ବଜାଇ […]

Continue Reading

ସିଏମ୍ ଯୋଗୀ ହାଥରସ୍ ପିଡ଼ିତାର ଅନ୍ତିମ ସଂସ୍କାରର ଲାଇଭ୍ ଭିଡିଓ ଦେଖୁଛନ୍ତି କି ?

ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମି ମାମଲା ସାମ୍ନାକୁ ଆସିଲା ପରଠାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଏକ ଫଟୋ ସେୟାର କରାଯାଉଛି। ଯେଉଁଥିରେ ସିଏମ ଯୋଗୀ ଲାପଟପ୍ ସାମ୍ନାରେ ବସିଥିବାର ଦେଖିବାକୁ ମିଳୁଛି ଏବଂ ଲ୍ୟାପଟୋପରେ କିଛି ଜଳୁଥିବାର ଚିତ୍ର ଦେଖାଯାଉଛି।  ପୋଷ୍ଟ ଦାବି କରିଛି ଯେ, ସିଏମ୍  ଯୋଗୀ ହାଥରସ୍ […]

Continue Reading

ମୋଦୀ ସରକାର ସ୍କୁଲ ବହୀ ଉପରେ ଲଗାଇବ ନାହିଁ ଜିଏସଟି ଟ୍ୟାକ୍ସ ।

କୋରୋନା ମାହାମିର ସମୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ବଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଉପରେ ମଧ୍ୟ  ପ୍ରଭାବ ପକାଇଛି। ଏବେ ସୋସିଆଲ ମିଡିଆରେ ଅନ୍ୟ ଏକ ଖବର ଭାଇରାଲ ହେବାରେ ଲିଗିଛି ଯେ, ମୋଦି ସରକାର ଏବେ ସ୍କୁଲ ଛାତ୍ରଙ୍କ ବହିରେ ଟ୍ୟାକ୍ସ ଲଗାଇଛନ୍ତି। ସ୍କୁଲ ବହିରେ ଟ୍ୟାକ୍ସ ଲଗାଇଲାବାଲା ପ୍ରଥମ ଦେଶ ହେଉଛି। ଏହାକୁ ନେଇ ଅଭିଭାବକ ଚିନ୍ତାରେ ଅଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପାଇଲୁ।  8 ଅକ୍ଟୋବରରେ […]

Continue Reading

ଅଧା ଜଳିଯାଇଥିବା ମହିଳାର ଫଟୋ କଂଗ୍ରେସ ସାସିତ ରାଜ୍ୟ ରାଜସ୍ଥାନର ନୁହେଁ ।

ସୋସିଆଲ ମିଡିଆରେ ଏକ ଜଳିଯାଇଥିବା ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ମହିଳାର ସମ୍ପୁର୍ଣ୍ଣ ଶରୀର ଜଳି ଯାଇଛି। ଖାଲି ମୁଣ୍ଡ ଏବଂ ହାତ ଦେଖାଯାଉଛି। ମହିଳାର ଛାତିଥରା ଏହି  ଭାଇରାଲ ଫଟୋକୁ ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଇଛି। ଦାବି କରାଯାଉଛି ଯେ, ଏହି ଘଟଣା କଂଗ୍ରେସ ସାସନ ରାଜ୍ୟ ରାଜସ୍ଥାନର ଅଟେ। କିନ୍ତୁ ଏହି ଘଟଣାକୁ ନେଇ କଂଗ୍ରେସ ସରାକର ଚୁପ ବସିଥିବା ବେଳେ, ବିଜେପି ସରକାର ସାସନ ରାଜ୍ୟରେ ହେଉଥିବା ଘଟଣାକୁ ଆଲୋଚନା […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ନାମରେ ଏକ ନକଲି ନ୍ୟୁଜ୍ ସ୍କ୍ରିନପେଜ ଭାଇରାଲ ହୋଉଛି।

ଯୋଗୀ ଆଦିତ୍ୟନାଥ 2 ଅକ୍ଟୋବରରେ ହାଥରସ୍ ଦୁଷ୍କର୍ମକୁ ନେଇ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟୁଇଟ୍ କରି ଏହାକୁ ନେଇ ତାଙ୍କ ମତ ଦେଇଥିଲେ।  ଏହା ପରେ ସୋସିଆଲ ଫୋରମରେ ତାଙ୍କ ନାମରେ ଏକ ବିବାଦୀୟ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଆଜ ତକ ନ୍ୟୁଜ ଚ୍ୟାନେଲର ଏକ ସ୍କ୍ରିନସୋଟ ପୋଷ୍ଟର ସେୟାର କରାଯାଉଛି।  ପୋଷ୍ଟରେ ଆଜତକ ଚ୍ୟାନେଲର ଚିହ୍ନ ରହିଛି ଏବଂ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ଦେଖିପାରିବେ।  ତାଙ୍କ ଛବିର ବାମ […]

Continue Reading

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ମିଥ୍ୟା ଖବର ଭାଇରାଲ।

ସୋସିଆଲ ମିଡିଆରେ ସମାଜବାଦି ପାର୍ଟି ନେତା ଅର୍ଥାତ୍ ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ଖବର ଭାଇରାଲ ହେବାରେ ଲିଗିଛି। ସୋସିଆଲ ମିଡିଆରେ ଅଖିଲେଶ ଯାଦବଙ୍କ ବାପା ମୁଲାୟମ ସିଂହ ଯାଦବଙ୍କ ଫଟୋ ତାଙ୍କ ମୃତ୍ୟୁ ଖବର ସହ ଭାଇରାଲ ହେଉଛି।  ଆମ ଅନୁସନ୍ଧାନରେ ଭାଇରାଲ ଖବର ଭୁଲ ପ୍ରମାଣିତ ହୋଇଛି। 6 ଅକ୍ଟୋବରରେ Mo PURI ନାମକ ଜଣେ ଫସବୁକ ୟୁଜର ସମାନ ଦାବିରେ ସମାଜବାଦି ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ  ୟାଦବଙ୍କ […]

Continue Reading

ସୋସିଆଲ ମିଡିଆରେ ହାଥରସ ଦୁଷ୍କର୍ମ ପିଡ଼ିତାର ଭୁଲ ଫଟୋ ଭାଇରାଲ ହୋଇଛି ।

ଉତ୍ତରପ୍ରଦେଶର ହାଥ୍ରାସର ଜଣେ 19 ବର୍ଷ ଝିଅର ଗଣଦୁଷ୍କର୍ମ  ପରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଥିବା ବେଳେ ସୋସିଆଲ ମିଡିଆରେ ଝିଅର ଫଟୋ ଭାଇରାଲ ହେବାରେ ଲେଗିଛି। ଏହି ପୀଡିତା ଝିଅର ଫଟୋ ଭାବରେ ଏକ ଫଟୋ ସେୟାର କରାଯାଉଛି। ସୋସିଆଲ ମିଡିଆରେ ଫଟୋକୁ ପୋଷ୍ଟ କରି ହାଥ୍ରାସ ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବି କରିଛନ୍ତି। ଏହା ସହ ଫଟୋରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ହୋଇଥିବା ଫଟୋ […]

Continue Reading

କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଞ୍ଜାବ କନଷ୍ଟେବଳଙ୍କ ଫଟୋକୁ ବଳାତ୍କାର ଓ ହତ୍ୟା ଦାବିରେ ଭାଇରାଲ କରାଯାଉଛି।

ଉତ୍ତର ପ୍ରଦେଶରେ ହାଥରସ ଦୁଷ୍କର୍ମ ଘଟଣାରେ 19 ବର୍ଷ ଝିଅର ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା ଏବଂ ଆଲୋଚନା ଲାଗିରହିଛି। ଏହି ଘଟଣା ପରେ ଉତ୍ତର ପ୍ରଦେଶରେ ଯୋଗି ଆଦିତ୍ୟନାଥଙ୍କ ଉପରେ ନିସାନା ଲଗାଯାଉଛି। ଏପରି ପଞ୍ଜାବର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ପୁଲିସ ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ପୁଲିସ ମହିଳା କର୍ମି ଜଣକ ରାସ୍ତାରେ ପଡ଼ିଥିବାର ଦେଖାଯାଉଛନ୍ତି। ଫଟୋ ସହ ଦାବି […]

Continue Reading

ପୁରୁଣା ଫୋଟୋକୁ ବର୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନରେ ବିଜେପି କରୁଥିବା ଯନ୍ତ୍ରଣା ଦାବି ସହିତ ଭାଇରାଲ କରା ଯାଉଅଛି।

ସଂସଦରେ କୃଷି ଆଇନ ପାସ୍ ହେଲା ପରେ ଦେଶରେ ଅନେକ ସ୍ଥାନରେ ଏହାର ବିରୋଦ୍ଧ କରା ଯାଉଥିବା ଦେଖିବାକୁ ମିଳିଛି। କେତେ ସ୍ଥାନରେ ଏହି ଆନ୍ଦୋଳନରେ ହିଂସା ହେବା ଖବର ମଧ୍ୟ ସାମନାକୁ ଆସୁଛି। 25 ସେପ୍ଟେମ୍ବରରେ କୃଶକ ଆଇନ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ସମୟରେ ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି।  ଅନୁସନ୍ଧାନ କରିଲା ପରେ ଫେକ୍ଟକୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ବୋଲି ପାଇଲା। କ’ଣ ଦାବି କରା ଯାଇଅଛି? […]

Continue Reading

ବିଜେପି ଯୁବ ସଭାପତି ଶ୍ୟାମ ଦ୍ୱିବେଦିଙ୍କ ଫଟୋକୁ ହାଥରସ୍ ଅପରାଧି ସନ୍ଦିପ ଠାକୁରଙ୍କ ପିତା ନାମରେ ଭାଇରାଲ କରାଯାଉଛି।

ଉତ୍ତରପ୍ରଦେଶର ହାଥରସରେ ଜଣେ 19 ବର୍ଷର ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି। ଏହି ଖବର ଗଣମାଧ୍ୟମରେ ଚର୍ଚ୍ଚା ଏବଂ ଆଲୋଚନାର ବିଷୟ ହୋଇଥଇବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟକୁ ହାଥରସ୍ ଘଟଣା ସହ ଜୋଡ଼ା ଯାଉଛି। ଏହି ପରେ ହାଥରସ୍ ଘଟଣାର ଅପରାଧିର ପିତା ନାମରେ ଜଣେ ବ୍ୟକ୍ତିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି। ଭାଇରାଲ ଫଟୋରେ ବ୍ୟକ୍ତି ଜଣକ ବିଜୋପି ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, […]

Continue Reading

ପଞ୍ଜାବରେ କୃଷକମାନେ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଛନ୍ତି କି ? ଜାଣନ୍ତୁ ସତ୍ୟତା ।

ଦେଶରେ କୃଷକମାନଙ୍କର ବିରୋଧ ପ୍ରଦର୍ଶନ ଲାଗିରହିଛି। ପ୍ରଦର୍ଶନର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି। 16 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏକ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଥିବାର ଦେଖାଯାଉଛନ୍ତି। କାରର ଆଖପାଖରେ ନ୍ୟୁଜ ରିପୋର୍ଟରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆରେ ଭିଡିଓକୁ ନେଇ ଦାବି କରାଯାଉଛି ଯେ, ପଞ୍ଜାବର ଗରିବ କୃଷକମାନେ ଏବେ ମର୍ସିଡିଜ୍ କାରରେ କୃଷକ ବିଲ୍ ବିରୋଧରେ ପ୍ରଦର୍ଶନ କରୁଛନ୍ତି।  […]

Continue Reading

ହିମାଳୟ ଡ୍ରଗ୍ କମ୍ପାନୀର ପ୍ରତିଷ୍ଠାତା ନାମରେ ସାମ୍ପ୍ରଦାୟିକ ଭାଷଣ ଏକ ଫେକ ଭିଡିଓ ଭାଇରାଲ ହେଉଛି ।

27 ସେପ୍ଟେମ୍ବରରେ Sudhanshu Dash ନାମକ ଜଣେ ଫେସ ବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେଥିବା ବ୍ୟକ୍ତି ହିମାଳୟା ଡ୍ରଗ୍ସ କମ୍ପାନୀର ମାଲିକ ମୋହମ୍ମଦ ମନାଲ ଅଟନ୍ତି।  ଭାରତ ଉପରେ କେମିତି କବଜା କରାଯିବା ୟାଙ୍କ ମୁହଁରୁ ଜାଣନ୍ତୁ।  ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏ ହାରମଖୋର ହିମାଳୟ କମ୍ପାନୀକୁ ବହିଷ୍କର କରାଯାଉ, ଏହି କମ୍ପାନୀର ଜିନିଷକୁ କିଣାକିଣି ବନ୍ଦ କରନ୍ତୁ। ଆମ […]

Continue Reading

କ’ଣ ଫୋଟୋରେ ଥିବା ମହିଳା ବିଶ୍ଵ ପ୍ରସିଦ୍ଧ ଫେଶନ ଡିଜାଇନର କାୟରଜାଏଦା ରଡରିଗେଜ ଅଟନ୍ତି। ଜାଣନ୍ତୁ ସତ୍ୟ।

୨୨ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ନବୀନ ପଟନାୟକ ଫ୍ୟାନ କ୍ଲବ ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ବିଶ୍ବ ପ୍ରସିଦ୍ଧ ଫେସନ ମଡେଲ ଡିଜାଇନର,ବ୍ଲଗର ଓ ଲେଖକ କିର୍ଜିଦା ରୋଡିଗ୍ଜ କ୍ୟାନସରରେ ମୃତ୍ୟୁବରଣ କରିବା ପୂର୍ବରୁ ଲେଖିଥିବା ନୋଟ୍  1.ଦୁନିଆର ସବୁଠାରୁ ମହଙ୍ଗା କାର ମୋ ଗ୍ୟାରେତରେ ଛିଡା ହେଇଛି , ଆଉ ମୁଁ ହୁଇଲ ଚେୟାର ଉପରେ 2. ମୋ ଘରେ ଦାମି ଓ ନାମୀ ଡିଜାଇନର […]

Continue Reading

କ’ଣ ସୁରେଶ ରାଇନା ଟୁଇଟରରୁ ଚେନ୍ନାଇ ସୁପର କିଙ୍ଗକୁ ଅନଫୋଲୋ କରି ଦେଇଛନ୍ତି? ଜାଣନ୍ତୁ ସତ୍ୟ।

୨୭ ସେପ୍ଟେମ୍ବର ରେ ଧାରିତ୍ରି ପତ୍ରିକା ଫେସବୁକରେ ଗୋଟିଏ ପୋଷ୍ଟ କରି ଦାବି କରିଛି ଯେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦଳରୁ ଉହରିଲା ପରେ ଗତ ଶନିବାର ଦିନ ଚେନ୍ନାଇ ସୁପର କିଙ୍ଗସ କୁ ଟୁଇଟରରେ ଅନଫଲୋ କରି ଦେଇଛନ୍ତି। ଆଇପିଏଲ ଆରରମ୍ଭ ହେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲରୁ ଉହାରୀ ଯାଇଥିଲେ। ସିଏସକେ ମାଲିକ ବିଶ୍ଵନାଥ ରାଇନାଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଥିଲେ।  Facebook | Archive […]

Continue Reading

କ’ଣ ଭିଡିଓରେ ଜଣସାଧାରଣଙ୍କ ଠାରୁ ମାଡ଼ ଖାଉ ଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ଅଟନ୍ତି? କ’ଣ ଏହି ଘଟଣା ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

୨୮ ସେପ୍ଟେମ୍ବର ରେ ଜଣେ ଫେସବୁକ ୟୁଜର ଆପ୍ ଭଦ୍ରକ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଭିଡ଼ ଜମିଥିବା ଲୋକେ ଜଣେ ବ୍ୟକ୍ତିଙ୍କୁ ପିଟୁଛନ୍ତି। ଏହି ସମୟରେ ପୋଲିସ ମଧ୍ୟ  ଉପସ୍ଥିତ ଥିଲା ଏବଂ ଭିଡ଼ରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଚେଷ୍ଟା କରୁଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ବିଜେପି ସାଂସଦ […]

Continue Reading

2013 ଫଟୋକୁ ବର୍ତ୍ତମାନର କୃଷକ ବିରୋଧ ପ୍ରଦର୍ଶନ ଦାବିରେ ଭାଇରାଲ କରାଯାଉଛି।

ଦେଶସାରା କୃଷକମାନଙ୍କର ଆନ୍ଦୋଳନ ଚାଲୁଥିବା ବେଳେ, ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ହାତରେ ବାଡ଼ି ଏବଂ ପଥର ଧରିଛନ୍ତି। ଅନ୍ୟପଟେ ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ବୃଦ୍ଧ ବ୍ୟକ୍ତିକୁ ଡରଉଥିବାର ଦେଖାଯାଉଛିନ୍ତି। ଏହି ଫଟୋକୁ କୃଷକ ବିରୋଧ ପ୍ରଦର୍ଶନ ସହ ଜୋଡ଼ି ଭାଇରାଲ କରାଯାଉଛି। 21 ସେପ୍ଟେମ୍ବରରେ Pravat Panigrahi ନାମକ ଜଣେ […]

Continue Reading

21 ସେପ୍ଟେମ୍ବରେ ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଦାବିରେ ଭାଇରାଲ ହେଉଥିବା ଫଟୋ 3 ବର୍ଷ ପୁରୁଣା ଅଟେ।

ଦେଶରେ  କୃଷକମାନଙ୍କ ଦାବି ନେଇ ବ୍ରୋଧ ପ୍ରଦର୍ଶନ ଚାଲିଛି। ଏହାର କିଛି ଝଲକ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ପ୍ରଦର୍ଶନର କିଛି ଭିଭିଓ ଏବଂ ଫଟୋ ଭାଇରାଲ ହେବାରେ ଲିଗିଛି। 22 ସେପ୍ଟେମ୍ବରରେ Srikanta Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କୃଷକ ପ୍ରଦର୍ଶନର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ସଂଖ୍ୟାଧିକ କୃଷକ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 21 ସେପ୍ଟେମ୍ବରରେ […]

Continue Reading

କ’ଣ ଦୀପିକାଙ୍କ ପୋଷାକରେ ଚାଷୀଙ୍କ ପାଇଁ ସମର୍ଥନ ବିଷୟରେ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକରବୋରତ୍ତି ଏବଂ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ନିଶା କରୁଥିବା ସାମନାକୁ ଆସିଛି। ନିଶା ନିୟନ୍ତ୍ରଣ ବ୍ୟୁରୋ ରିୟାଙ୍କୁ ଗିରଫ କରିଲା ପରେ ବର୍ତମାନ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମନାକୁ ଆସିଛି। ଏହି କଥା ନେଇ ସୋସିଆଲ ମିଡିଆରେ ଦୀପିକାଙ୍କ ନାମରେ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ୨୭ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି […]

Continue Reading

କ’ଣ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Sambad English ୨୩ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ପ୍ରତାପ ସଡ଼ଙ୍ଗି ନାମକ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଓଡ଼ିଶାର ବାଲେଶ୍ଵର ସହର ର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ନିଜ ଇସ୍ତଫା ଦେଇଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ କୁହା ଯାଇଅଛି ଯେ ବିଜେଡି ରବୀନ୍ଦ୍ର ଜେନାଙ୍କୁ କଣଠେସାକରି ରାଖୀ ଥିଲା। ବର୍ତମାନ କେବଳ ବିଜେପି ବା କଂଗ୍ରେସ ହି ରବୀନ୍ଦ୍ରଙ୍କର ସାହା ଅଟନ୍ତି।  Facebook […]

Continue Reading

ଶିବରାସ ସିଂଙ୍କ ଉପରେ ଚପଲ ପଡୁଥିବାର ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ ।

ମଧ୍ୟପ୍ରଦେଶରେ ଉପନିର୍ବାଚନ ସାମ୍ନାରେଥିବା ବେଳେ ସୋସିଆଲ ମିଡିଆରେ ଅନେକ ଭିଜିଓ ଏବଂ ଫଟୋ ଭାଇରାଲ ହେବାରେ ଲେଗିଛି। କିଛି ସପ୍ତାହ ପୂର୍ବରୁ  Jhariya Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଉପରେ ଏକ ସଭାରେ ଜୋତା ଭିଙ୍ଗା ଯାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିଧାୟକ କିଣି ସରକାର ବନାଇଥିବା ବିଜେପି ସରକାରକୁ ଜନତା ଜୋତା ଚପଲ ପକାଇ […]

Continue Reading

କ’ଣ ଫୋଟୋରେ ଥିବା ଦୃଶ୍ୟ ବିହାର ରାଜ୍ୟର ତାଲାବନ୍ଦ ସମୟର ଦୃଶ୍ୟ ଅଟେ?

ବିହାର ନିର୍ବାଚନ ନିକଟ ଆସିଥିବାରୁ ବର୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ରାଜନୈତିକ ପାର୍ଟି ବିରୁଦ୍ଧରେ ପୋଷ୍ଟ ଭାଇରାଲ ହେବା ଦେଖିବା କୁ ମିଳିଛି। ଏମିତି ସମୟରେ ଜଣେ ଫେସବୁକ ୟୁଜର ତାଲାବନ୍ଦ ସମୟରେ ଭାଇରାଲ ହେଇଥିବା ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି କି ଏହି ଫୋଟୋ ବିହାର ରାଜ୍ୟର ଅଟେ। ଏହି ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ଗୋଟିଏ ଟ୍ରକ୍ ଉପରେ କିଛି ଲୋକ ବସିଥିବା ସମୟରେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଟ୍ରକ୍ […]

Continue Reading

ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତୀ ବର୍ଷକୁ ଥରେ ପନିପରିବା ବିକ୍ରି କରନ୍ତି କି?

14 ସେପ୍ଟେମ୍ବରରେ Girl Children ନାମକ ଏକ ଫେସବୁକ ପେଜରେ ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ମୂର୍ତ୍ତିଙ୍କ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କିଛି ପନିପରିବା ବିକୁଥିବା ଭଳି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ବ୍ୟକ୍ତିଗତ ଅହଙ୍କାରଠାରୁ ନିଜକୁ ଦୂରେଇ ରଖିବା ପାଇଁ ମଝିରେ ମଝିରେ ନିଜେ ହିଁ ପରିବା ବିକନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ !ବ୍ୟକ୍ତିଗତ ଅହଙ୍କାରଠାରୁ […]

Continue Reading

କ’ଣ ଭାଇରାଲ ଭିଡିଓରେ କଙ୍ଗନା ରଣାୱତ ବିହାର ନିର୍ବାଚନ ସରିଲେ ମନାଲିରେ ମଦ ପିଇ ଉପଭୋଗକରିବା କଥା କହିଛନ୍ତି କି?

ବଲିଉଡ ସ୍ଟାର ସୁଶାନ୍ତ ମୃତ୍ୟୁ ମାମଲାରେ କଙ୍ଗନା ରାଣାୱତ ଜେବେଠାରୁ ନିଜ ମତ ରଖିଛନ୍ତି , ସେବେଠାରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି। ତାଙ୍କର କିଛି ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେଉଛି। ଯାହାକୁ ଅଲଗା ଅଲଗା ଦାବିରେ ଭାଇରାଲ କରାଯାଉଛି। 18 ସେପ୍ଟେମ୍ବରରେ Pasa Gaan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନାଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଦାବି କରିଛନ୍ତି ଯେ, କଙ୍ଗନା ଭିଡିଓରେ କହୁଛନ୍ତି , […]

Continue Reading

କ’ଣ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବୀନ ପଟନାୟକଙ୍କ ଫୋଟୋ ପୁରସ୍କାରରେ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟନାୟକଙ୍କ ଫୋଟୋ ଧରି ଚିଡ଼ା ହେଇଛନ୍ତି। ନବୀନ ପଟନାୟକଙ୍କ ଏହି ଫୋଟୋ ଉପରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ ବୋଲି ଲେଖା ଯାଇଅଛି।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା […]

Continue Reading

ରାଫେଲ ବିମାନ ଉଦ୍‌ଘାଟନ ସମାରୋହରେ କେବଳ ଖ୍ରୀଷ୍ଟିଆନ ପ୍ରାର୍ଥନା କରାଯାଇଥିଲା କି?

ଭାରତୀୟ ସୈନ୍ୟବାହିନୀରେ ରାଫାଲ ଜେଟର ଉଦ୍‌ଘାଟନୀ ସମାରୋହରେ ଆୟୋଜିତ ହୋଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଖ୍ରୀଷ୍ଟୟାନ ଧର୍ମ ପ୍ରଥା’ରେ ଜଣେ ପୁରୋହିତ ବାଇବଲ ପ୍ରାର୍ଥନା କରୁଥିବାର ଦେଖା ଯାଉଛନ୍ତି।  10 ସେପ୍ଟେମ୍ବରରେ  ଅମ୍ବାଲା ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲାଟଙ୍କ ଉପସ୍ଥିତିରେ ପାଞ୍ଚଟି ରାଫାଲ ବିମାନର ଉଦ୍‌ଘାଟନ କରାଯାଇଥିଲା।  ସୋସିଆଲ ମିଡିଆରେ ଭାଇରାଲ କ୍ଲିପ ସହିତ ଦାବି କରାଯଉଛି ଯେ, […]

Continue Reading

ଅମିତାଭ ବଚ୍ଚନ ଦାଉଦ ଇବ୍ରାହିମଙ୍କ ସହ ହାତ ମିଶାଉଥିବା ଫଟୋର ଜାଣନ୍ତୁ ସତ୍ୟତା।

ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ବିଲିଉଡକୁ ନେଇ ଦେଇଥିବା ମତ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। ଏହା ସହ କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲେଗିଛି। ଅମିତାଭ ବଚ୍ଚନଙ୍କ ଏକ ଫଟୋ ଜଣେ ବ୍ୟକ୍ତି ସହ ଭାଇରାଲ ହେଉଛି। ଯେଉଁଥିରେ ଦେବି କରାଯାଉଛି ଯେ, ଭାଇରାଲ ଫଟୋରେ ଅମିତାଭ ବଚ୍ଚନ ବିଶ୍ୱ ଆତଙ୍କବାଦୀ ଦାଉଦ ସହ ସହ ଦେଖା ଯାଉଛନ୍ତି। Prakash Kumar Mishra ନାମକ ଜଣେ ଫେସବୁକ ୟୁଜର 20 […]

Continue Reading

କ’ଣ ଭିଡିଓରେ ମାରପିଟ ହେଉଥିବା ଲୋକେ ଶିବ ସେନା ଦଳର କାର୍ଜ୍ୟକର୍ତା ଅଟନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ଶିବ ସେନା ଦଳ ଗଣମାଧ୍ୟମରେ ଖୁବ ଚର୍ଚାରେ ରହିଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ମୁମ୍ବାଇରେ ରହୁ ଥିବା ଜଣେ ଭାରତୀୟ ନୌସେନା ଅଫିସର ମଦନ ଶର୍ମାଙ୍କୁ ଆକ୍ରମଣ କରିବା ଅଭିଯୋଗ ମଧ୍ୟ ସାମନାକୁ ଆସିଛି। ଏହି ଘଟଣା ନେଇ ଆଉ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମାହାରାଷ୍ଟ୍ର ପୋଲିସ ଉପସ୍ଥିତିରେ ଶିବ ସେନା କାର୍ଜ୍ୟକର୍ତା ଗୋଟିଏ ଲୋକ ଉପରେ ଆକ୍ରମଣ କରିଛନ୍ତି। […]

Continue Reading

ଭାଇରାଲ ଫଟୋରେ କଙ୍ଗନାଙ୍କ ସହଥିବା ବ୍ୟକ୍ତି ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନୁହଁନ୍ତି । ଜାଣନ୍ତୁ ସତ୍ୟ…

15 ସେପ୍ଟେମ୍ବରରେ Painter Riyaz ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନା ରଣାୱତର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋରେ କଙ୍ଗନା ଯେଉଁ ବ୍ୟକ୍ତି ସହ ଦେଖା ଯାଉଛନ୍ତି ସେ ଆବୁ ସାଲେମ ଅଟନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବାବରେ ଆବୁ ସାଲେମ ସହିତ ରାତ କୀ ରାଣୀ ଲେମୋନ ଜୁସ ସେବନ ଅବସରରେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। […]

Continue Reading

ବେରୋଜଗାର ଯୁବକ ଯୁବତୀମାନେ ଯୋଗୀ ସରକାରଙ୍କ ରାସ୍ତା ରୋକି ପ୍ରଦର୍ଶନକରିଥିବା ଦାବିରେ ଭାଇରାଲ ଭିଡିଓର ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ବୋରଜଗାର ପାଇଁ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲେଗିଛି। ଭାଇରାଲ ଭିଡିଓରେ ଛାତ୍ରଛାତ୍ରୀମାନେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଡ଼ିର ରାସ୍ତା ରୋକ କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ବେରୋଜଗାର ଦିବସ ଦିନ ଏହି ଘଟଣା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି।  13 ସେପ୍ଟେମ୍ବରରେ Arjun kumar ନାମକ ଜଣେ […]

Continue Reading

କ’ଣ ସୋରିଷ ତେଲ ନାକରେ ଲଗାଇଲେ କରୋନା ଭାଇରସ ନଷ୍ଟ ହେଇ ଯାଇ ଥାଏ? ଜାଣନ୍ତୁ ସତ୍ୟ।

କରୋନା ଭାଇରସ ସଂକ୍ରମଣକୁ ଅଟକାଇବା ପାଇଁ ଶୋକିଆଲ ମିଡିଆରେ ଅନେକ ଘରୋଇ ଉଓଚାର ବିଷୟରେ ପୋଷ୍ଟ କରା ଯାଉଅଛି। କିଛି ଦିନ ପୂର୍ବରୁ ଏମିତି ଗୋଟିଏ ଘରୋଇ ଉପଚାର ଭିଡିଓ ସୋସିଆଲ ମିଡିଆରେ ଦେଖିବା କୁ ମିଳିଛି। ୧୬ ସେପ୍ଟେମ୍ବରରେ ପୋଷ୍ଟ କରା ଯାଇଥିବା ଏହି ଭିଡିଓରେ କୁହା ଯାଇଅଛି ଯେ ସୋରିଆ ତେଲ ମାଧ୍ୟମରୁ କରୋନା ଭାଇରସ ଠାରୁ ବଞ୍ଚିବା ସମ୍ଭବ ଅଟେ। ଭିଡିଓରେ କୁହା ଯାଇଅଛି ଯେ କରୋନା ଭାଇରସ ଜଣେ ବ୍ୟକ୍ତିଙ୍କ ନାକ […]

Continue Reading

ଶିବସେନା ନେତା ସଞ୍ଜୟ ରାଉତ “ହାଲକଟ ଜବାନୀ” ଗୀତରେ ନାଚୁଛନ୍ତି କି?

ବର୍ତ୍ତମାନ ଶିବସେନା ଏବଂ କଙ୍ଗନା ରଣାୱତଙ୍କ ମଧ୍ୟରେ କଳହ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓ  ସାଂସଦ ସଞ୍ଜୟ କୁମାରଙ୍କ ନାମରେ ଭାଇରାଲ ହେବାରେ ଲେଗିଛି।  ଯେଉଁଥିରେ ଜଣେ ବ୍ୟକ୍ତି ନାଚୁଥିବାର ଦେଖା ଯାଉଛନ୍ତି। ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ସଞ୍ଜୟ ରାଉତ ଅଟନ୍ତି ବୋଲି ଦାବି କରାଯାଉଛି।  9 ସେପ୍ଟେମ୍ବରରେ Udayanath Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଅସ୍ତ୍ର ତ୍ରୁଟିର ଦୃଶ୍ୟ ଚୀନ ସେନାର ଅଟେ? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ସମୟରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଭିଡିଓ ଫେସବୁକରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ସୈନ୍ୟ ଯବାନ ଗୋଟିଏ ଖୁଲା ପଡ଼ିଆରେ ଏନ୍ଟି  ଏୟାରକ୍ରାଫ୍ଟ ଗନ୍ ଚଲାଉଛନ୍ତି। ଗନ୍ ଚଲାଇଲା ପରେ ଗନ୍ ରୁ ବାହାରି ଥିବା ରକେଟ ଆକାଶକୁ ନଜଯାଇ ଜମିରେ ଖସି ପଡ଼ିଲା। 13 ସେପ୍ଟେମ୍ବରରେ […]

Continue Reading

ଜାଣନ୍ତୁ ରିୟା ଚକ୍ରବର୍ତ୍ତି ବାପାଙ୍କ ଟ୍ୱିଟର ପଛର ସତ୍ୟତା ।

ରିଆ ଚକ୍ରବର୍ତ୍ତି ଡ୍ରକ୍ସ ମାମଲାରେ ଗିରଫ ହେଲା ପରେ ତାଙ୍କ ପିତାଙ୍କ ନାମରେ ଏକ ଟ୍ୱିଟ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, କୌଣସି ପିତା ତା ଝିଅର ଗିରଫ ସହି ପାରିବନି। ମତେ ମରିଜିବା ଦରକାର। 9 ସେପ୍ଟେମ୍ବରରେ Odisha Exclusive ପେଜରେ ଏହାର ଏକ ଖବର ପ୍ରକାଶିତ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସମସ୍ତେ ମୋ ଝିଅକୁ ଫାଶୀର ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ- ରିୟାଙ୍କ ବାପା।  ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ଅମିତାଭ ବଚ୍ଚନ ଟୁଇଟ କରି କଙ୍ଗନାଙ୍କ ବିଷୟରେ କିଛି କହିଛନ୍ତି କି? ଜାଣନ୍ତୁ ସତ୍ୟ।

ମୁମ୍ବାଇ ବିଏମସି କଙ୍ଗନା ରନାୱାତଙ୍କ କାର୍ଜ୍ଯାଲୟ ଭାଙ୍ଗିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ଅନେକ ଲୋକ କଙ୍ଗନାଙ୍କ ସମର୍ଥନ ମଧ୍ୟ କରୁଛନ୍ତି କିନ୍ତୁ କିଛି ଲୋକେ ତାଙ୍କ ବିରୋଧ କରୁଛନ୍ତି। କିଛି ଦିନ ପୂର୍ବରୁ ଏପରି ଗୋଟିଏ ପୋଷ୍ଟ ଭାଇରାଲ ହେଇହିଲା ଯେଉଁଥିରେ କର୍ଣୀ ସେନା କଙ୍ଗନାଙ୍କ ସମର୍ଥନ ଦେବା ପାଇଁ ଗାଡ଼ିରେ ଆସୁଥିବା ଦାବି କରା ଯାଇଅଛି। ଫେକ୍ଟ କ୍ରୀସ୍କେଣ୍ଡୋ ଓଡ଼ିଆ ସେହି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଥିଲା।  […]

Continue Reading

କ’ଣ ପେଙ୍ଗୋଙ୍ଗରେ ପର୍ଯ୍ୟଟକଙ୍କ ଏହି ଭିଡିଓ ଭାରତ ସୀମା ଭିତର ଘଟଣା? ଜାଣନ୍ତୁ ସତ୍ୟ।

ପେଙ୍ଗୋଙ୍ଗ ଲେକ୍ ରେ କିଛି ଚିନୀ ପର୍ଯ୍ୟଟକଙ୍କ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ଅନେକ ଲୋକ ଅନେକ ପ୍ରକାର ର ମତ ଦେଇଥିବା ବେଳେ ଏହା ଚର୍ଚାରେ ଅଛି ଯେ ଏହି ଭିଡିଓଟି ଭାରତ ସୀମା ଭିତର ଭିଡିଓ ଅଟେ। ୧୦ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଯେଉଁ ଅଞ୍ଚଳ ଭାରତରେ ଥିଲା, ବର୍ତମାନ ବିଜେପି ସରକାର ଆସିଲା […]

Continue Reading

ଭାଇରାଲ ଫଟୋରେଥିବା ମହିଳା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ନୁହଁନ୍ତି।

12 ଅଗଷ୍ଟରେ  Samir Kumar ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେଥିବା ମହିଳା ମୋଦୀଙ୍କ ପତ୍ନୀ କଂଗ୍ରେସରେ ଯୋଗ ଦେଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୋଦୀ ଜୀଙ୍କ ପତ୍ନୀ ଯୋଗ ଦେଲେ କଂଗ୍ରେସରେ ,ଜୟ କଂଗ୍ରେସ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive […]

Continue Reading

ଚେନ୍ନାଇ ପୋଲିସ୍ କର୍ମଚାରୀଙ୍କୁ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ମାଡ ଦିଆଯିବା ଖବର ବିଭ୍ରାନ୍ତିକର ଏବଂ ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଆହତ ଏକ ବ୍ୟକ୍ତିର ଫୋଟୋ ଏବଂ ରକ୍ତ ଜୁଡୁବୁଡୁ ପୋଲିସ୍ ୟୁନିଫର୍ମରେ ଭାଇରାଲ ହେଉଛି।  ଫଟୋ ମାଧ୍ୟମରେ ଦାବି କରାଯାଇଛି ଯେ ତାମିଲନାଡୁର ଚେନ୍ନାଇର ଜଣେ ପୋଲିସ୍ ଉପରେ  ମୁସଲମାନ ମାଓବାଦୀମାନେ ଆକ୍ରମଣ କରିଥିଲେ। ମଦ ପିଇ ନିଶାରେଥିବା ତିନିଜଣ ମୁସଲମାନ ଯୁବକ ଏକ ମହିଳା ସହ ଦୁର୍ବ୍ୟବହାର କରିବାକପ ଚେଷ୍ଟା କରୁଥ୍ବା ସମୟରେ ପୋଲିସ କର୍ମି ଜଣକ ମହିଳାକୁ ବଞ୍ଚାଇବାକୁ ଯାଇଥିଲେ। ସେତେବେଳେ ମୁସ୍ଲିମ ଯୁବକମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। […]

Continue Reading

ନବଜାତ ଜନ୍ମପରେ ମୃତ ମାଁକୁ ଦେଖି କାନ୍ଦୁଥିବା ଡାକ୍ତର ଫଟୋର ଜାଣନ୍ତୁ ସତ୍ୟ ।

8 ସେପ୍ଟେମ୍ବରରେ M.M Foundation ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋବାର ଦେଖି  ଡାକ୍ତର କାନ୍ଦୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏହି ଫୋଟୋ ଦୁଇଟିକୁ ଦେଖନ୍ତୁ ! ଦୀର୍ଘ ୧୪ ବର୍ଷ ହେଲା କୋଳରେ ଛୁଆ ଟିଏ ପାଇବା ପାଇଁ ଠାକୁରଙ୍କୁ ଡାକୁଥିଲେ ! ଶେଷରେ ଭଗବାନ ଡାକ ଶୁଣିଲେ ,କିନ୍ତୁ ଅତି ଦୁଃଖର କଥା […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ କରଣି ସେନା କଙ୍ଗନା ରଣାୱାତଙ୍କୁ ସମର୍ଥନ ଦେବା ପାଇଁ ଆସୁଛନ୍ତି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୂତଙ୍କ ଦେହାନ୍ତ ମାମଲାରେ ମୁହଁ ଖୁଳି କଙ୍ଗନା ରଣାଉତ ଗଣମାଧ୍ୟମରେ ଅନେକ ବୟାନ ଦେଇଥିଲେ। ସେ ବୋଲିୱୂଡରେ ବିସ୍ତାର ହେଇଥିବା ନେପୋଟିଯିମ୍ ବିରୂଢରେ ବୟାନ ଦେଇଥିଲେ। ରିୟା ଚକ୍ରବୋର୍ତିଙ୍କୁ ନାର୍କୋଟିକ୍ସ ଦ୍ରଗ୍ସ ମାମଲାରେ ଗିରଫ କରିଲା ପରେ କଙ୍ଗନା ଅନେକ ଅଭିନେତା ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୁଦ୍ଧରେ ଅନେକ କଥା ସୋସିଆଲ ମିଡିଆରେ ମଧ୍ୟ କହି ଥିଲେ। ଏହା ନେଇ ଶିବ ସେନା ସେନା ସରକାର ଦ୍ଵାରା ବିଏମସୀ ମାଧ୍ୟମରେ କଙ୍ଗନାଙ୍କ ଅଫିସ […]

Continue Reading

ମୁମ୍ବାଇ ରାସ୍ତା ଉପରେ ଅବୈଧ ମସଜିଦଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମଧ୍ୟ ପ୍ରଦେଶ କଟରା ବଜାରର ଅଟେ।

ମହାରାଷ୍ଟ୍ର ସରକାର କଙ୍ଗନା ରଣାୱତର ଘର ଭାଙ୍ଗିବା ଘଟଣାପରେ ଏବେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଇଛି।, ଯେଉଁଥିରେ ଦାବି କରାଯାଇଛି ଯେ, ମୁମ୍ବାଇରେ ପ୍ରାୟ 200 ଅବୈଧ ମସଜିଦ ଓ ଅସଂଖ୍ୟ ମଜାର ରାସ୍ତା ଉପରେ ଅଛି। କ୍ନିତୁ ମହାରାଷ୍ଟ୍ର ସରକାର ତାହା ହଟଉ ନାହିଁ। ଭାଇରାଲ ଫୋଚୋ ମୁମ୍ବାଇର ବୋଲି ଦାବି କରାଯାଇଛି। 9 ସେପ୍ଟେମ୍ବରରେ Arun tripathy  ଏବଂ  Bikashram gopi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading

ରାଜସ୍ଥାନ ଭିଲୱାଡା ରେଳ ଷ୍ଟେସନ ମସଜିଦର ଭିଡିଓକୁ ମୁମ୍ବାଇର କହି ଭାଇରାଲ କରାଯାଉଛି।

3 ଅଗଷ୍ଟରେ Amiya Pndab ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମସଜିଦରେ ତ୍ରୀରଙ୍ଗାର ଲାଇଟ ସୋ ହେଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ମୁମ୍ବାଇର ଏକ ମସଜିଦରେ ସ୍ୱାଧିନତା ଦିବସ ଅବସରରେ ତ୍ରୀରଙ୍ଗା ଲାଇଟ ସୋ କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଗଲବାନରେ ଚୀନ ସହିତ ଯୁଧ୍ୟ କରି ଗୁରୁତର ଆହତ ହେଇଥିବା ସୈନ୍ୟ ମାନଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ସୈନ୍ୟ ଆହତ ହେଇଛନ୍ତି ଏବଂ ଅନ୍ୟ ସୈନ୍ୟ ମାନେ ତାକୁ ହେଲିକପ୍ଟର ରୁ ଅଲ୍ହାଇବା ପାଇଁ ସାହାଜ୍ଯ କରୁଛନ୍ତି। ଏହି ପୋଷ୍ଟ ପୋଷ୍ଟ କରି ସେ ଦାବି କରିଛନ୍ତି ଯେ ଗଳବାନ ଘାଟିରେ ଚୀନ ସହିତ ଯୁଧ୍ୟ କରି ଏହି ସୈନ୍ୟ ଆହତ ହେଇଛନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ […]

Continue Reading

କ’ଣ ଫଟୋରେଥିବା ଆଇପିଏସ୍ ଅଫିସର ଭାଇଭଉଣି ଅଟନ୍ତି ?

 7 ସେପ୍ଟେମ୍ବରରେ Ama prativa ନାମକ ଏକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି। ଫୋଟୋରେ ତିନି ଜଣ ପୋଲିସ ଅର୍ଥାତ୍ ଆଇପିଅସ ଅଫିସର ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗୋଟିଏ ପରିବାରର ଦୁଇ ଭାଇ ଏବଂ ଗୋଟିଏ ଭଉଣୀ ହେଉଛନ୍ତି ଆଇପିଏସ୍ ଅଫିସର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  […]

Continue Reading

ବର୍ଷା ନିଜେ ସୋସିଆଲ ମିଡିଆରେ ଓଡ଼ିଶା ବାସୀଙ୍କ ସହଯୋଗ ମାଗିଛନ୍ତି ?

କେନ୍ଦାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନି ବର୍ଷା ପ୍ରିୟଦର୍ଶନି ମଧ୍ୟରେ ବିବାଦ ଲାଗି ରହିଛି। ବର୍ଷା ପ୍ରିୟ ଦର୍ଶନି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ କଟକ କୋର୍ଟରେ ମାମଲା ରଜୁ କରିବାର ଖବର ସାମ୍ନାକୁ ଆସିଲାପରେ ରାଜ୍ୟରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟରେ ସୋସିଆଳ ମିଡିଆରେ କିଛି ଖବର ଭାଇରାଲ ହେବାରେ ଲାଗିଛି। ଖବର ଅନୁସାରେ ସୋସିଆଲ ମିଡିଆରେ ବର୍ଷା ଓଡ଼ିଶା ବାସୀଙ୍କୁ ତାଙ୍କ ସହଯୋଗ ପାଇଁ ନିବେଦନ […]

Continue Reading

କ’ଣ ହିନ୍ଦୁ ଦେବୀଙ୍କୁ ଅସଭ୍ୟ ନାମରେ ଡାକିଥିବା ୟୁଟ୍ୟୁବର ହୀର ଖାନ ବାଙ୍ଗଲାଦେଶୀ ରେଫ୍ୟୁଜି ଅଟନ୍ତି? ଜାଣନ୍ତୁ ସତ୍ୟ।

କିଏ ଏହି ମହିଳା ହୀର ଖାନ? ଗତ କିଛି ଦିନରୁ ଗଣମାଧ୍ୟମରେ ହୀର ଖାନଙ୍କ ନାମ ଖୁବ ଚର୍ଚାରେ ରହିଛି। ଘଟଣା ଏହା ଯେ କିଛି ଦିନ ପୂର୍ବରୁ ହୀର ଖାନ ନିଜ ୟୁଟ୍ୟୁବ ଚ୍ୟାନାଲରେ ଭିଡିଓ ପୋଷ୍ଟ କରି ହିନ୍ଦୁ ଦେବୀ ଦେବତାଙ୍କୁ ଅସଭ୍ୟ ନାମରେ ଡାକୁ ଥିଲେ। ଏହି ମହିଳା ସବୁ ବେଳେ ହିନ୍ଦୁ ଦେବୀ ଦେବତାଙ୍କ ବିରୂଢରେ ଅସଭ୍ୟ ଭିଡିଓ ପୋଷ୍ଟ କରନ୍ତି। କିଛି ଦିନ ତଳେ ହୀର ଖାନ ହିନ୍ଦୁ ଦେବୀ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବେଙ୍ଗାଲୁରୁ କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ବେଙ୍ଗାଲୁରୁର ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟରକୁ ହାଲୁକା ଏବଂ ବିନା ଲକ୍ଷଣ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହା ମଧ୍ୟ ଦାବି କରା ଯାଇଥିଲା ଯେ ଏହା ଦେଶର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଅଟେ। କରଣାତାକା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି […]

Continue Reading

କ’ଣ ଟାଇବାନ ଚୀନର ଗୋଟିଏ ସୁଖୋଇ ଯୁଧ୍ୟ ବିମାନକୁ ମାରି ଖସାଇଲା? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଖବର ସାମନାକୁ ଆସିଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଚୀନର ୫ ଟି ସୁଖୋଇ ବିମାନ ଆକ୍ରମଣ ଉଦ୍ଦେଶ୍ୟରେ ତାଇୱାନ ଆକାଶରେ ପ୍ରବେଶ କରିଥିଲେ। ଏହାର ଉତ୍ତରରେ ତାଇୱାନ ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ୟବହାର କରି ଚୀନର ଗୋଟିଏ ବିମାନ ଧ୍ଵଂସ କରିଦେଇଛି।  Facebook | Archive ଏହି ଘଟଣା ନେଇ ଫେସବୁକରେ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଉତ୍କଳ ସେନା ବିଜେପି […]

Continue Reading

2019 ଭିଡିଓକୁ ବର୍ତ୍ତମାନ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରୋଳବାହି କର୍ମଚାରି ଘରୋଇକରଣ ବିରୋଧରେ ଆନ୍ଦେଳନ କରୁଥିବାର ଭିଡିଓ ଅଟେ। 23 ଅଗଷ୍ଟରେ Rangacharan pradhan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ଆପଣ କେଉଁ ମିଡିଆରେ ଏ ବିଷୟରେ […]

Continue Reading

ଲଭ ଜିହାଦ୍ ବିଷୟରେ ଭାଇରାଲ ହେଉଥିବା ଫଟୋ ଏବଂ ଦାବିଗୁଡ଼ିକର କୌଣସି ସମ୍ବନ୍ଧ ନାହିଁ ।

ଅଲଗା ଧର୍ମ ବିବାହ ଏବଂ ପ୍ରେମ ଜିହାଦ ସମ୍ବନ୍ଧରେ ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ଧର୍ମକୁ ନେଇ ଘୃଣା ପ୍ରଚାର ପ୍ରସାର ପ୍ରାୟତଃ ହୋଇଆସୁଛି।  ଅଣ-ଧାର୍ମିକ ପ୍ରେମ ସମ୍ପର୍କ ବିଷୟରେ କିଛି ଦାବି ଭାଇରାଲ କରାଯାଉଛି।  ଲଭ ଜିହାଦ ବିଷୟରେ ସୋସିଆଲ ମିଡିଆରେ କିଛି ଚିତ୍ର ସେୟାର କରାଯାଉଛି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ କରାଯାଉଥିବା ଦାବି ଅନୁଯାୟୀ ଜଣେ ହିନ୍ଦୁ ଝିଅ ଜଣେ ମୁସଲମାନ ପୁଅକୁ ଭଲ ପାଇ ବିବାହ କରିଥିଲେ, […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଭାରତ ସ୍ବାଦିନ ହେଲା ପରେ, ବିହାରରେ ହେଇଥିବା ଦଙ୍ଗାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଭାରତ ସ୍ଵାଧୀନ ହେଲା ପରେ ଦେଶରେ ଅନେକ ଡଙ୍ଗା ହୋଇଥିଲା। ବିଭିନ୍ନ ଧର୍ମ ଲୋକଙ୍କ ମଧ୍ୟରେ ଘୃଣା ଏବଂ କ୍ରୋଧ ଥିଲା। ଏହା କାରଣରୁ ଦେଶରେ ହୀନାର ପରିବେଶ ସୃଷ୍ଟି ହେଇ ଯାଇଥିଲା। ଏହି ସମ୍ବନ୍ଧରେ 26 ଅଗଷ୍ଟରେ ଜେନ ଫେସବୁକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ 1948 ମସିହାରେ ସବୁଠାରୁ ଭୟଙ୍କର ଡଙ୍ଗା ବିହାର ରାଜ୍ୟରେ ଘଟିଥିଲା। ଏହି ପୋଷ୍ଟରେ ଜଣେ ହିନ୍ଦୁ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ଚୀନରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

କରୋନା ଭାଇରସ ବ୍ୟାପୀବା ପରେ ଲୋକଙ୍କ ମନରେ ଚୀନ ପ୍ରତି କ୍ରୋଧ ଉତପନ ହେଇଛି। ଆମେ ଜାଣିଛୁ ଯେ ଜୁନ ମାସରେ ଚୀନରେ ଭୟଙ୍କର ବନ୍ୟା ଆସିଥିଲା। ଏହି ଦାବି ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଲୋକଙ୍କ କହିବା ଅନୁଯାୟୀ ପ୍ରକୃତି ଚୀନ କୁ ଭଲ ଶିକ୍ଷା ଦେଇଛି। ୩୦ ଅଗଷ୍ଟରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଭିଡିଓ ଚୀନର ଅଟେ। […]

Continue Reading

କ’ଣ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

୨୮ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଗୋଟିଏ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି। ଏହା ସହିତ ଏହା ମଧ୍ୟ କୁହା ଯାଇଅଛି ଯେ ଆମେରିକା ନିଜର ନାଗରିକ ମାନଙ୍କୁ ଭାରତ ପରିଦର୍ଶନ ନକରିବାକୁ ପରାମର୍ଶ ଦେଇଛି। ଏହାର କାରଣ ଆମେରିକା ଭାରତ ରେ ହେଉଥିବା କରୋନା, ଅପରାଧ ଏବଂ ଆତଙ୍କବାଦ ବୋଲି କହିଛି।  […]

Continue Reading

କ’ଣ ଗଣମାଧ୍ୟମର ଏହି ସାକ୍ଷାତରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ସୋସିଆଲ ମିଡିଆରେ ରିୟା ଚକ୍ରବୋର୍ତି ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସମୟରେ ଓଡ଼ିଆ ଅନାବନା ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି ଯେଉଁଥିରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଥିବା ଶୁଣିବାକୁ ମିଳିଛି। ଏହି ଭିଡିଓରେ ରିୟା କହୁଛନ୍ତି ଯେ ଏବେ ଆମେ ଦୁହେଁ ଏକା ସଙ୍ଗ ହେଇଯାଇଛୁ। ଏହାରେ ମହେଶ […]

Continue Reading

ଚଟାଣରେ ବସି କଦଳୀ ପତ୍ରରେ ଖାଇବା ଭାରତୀୟ ସଂସ୍କୃତିକୁ ନ୍ୟୁଜିଲ୍ୟାଣ୍ଡ ଅନୁସରଣ କରୁଛି କି?

ଧର୍ମକୁ ନାଁରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ।  ଏହା ସହ ଲୋକମାନେ ଏହାକୁ ଅସି ସହଜରେ ବିଶ୍ୱାସ କରିନିଅନ୍ତି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲେଗିଛି। ଯେଉଁଥିରେ ଭକ୍ତମାନେ ଚଟାଣରେ ବସି କଦଳି ପତ୍ରରେ ଭୋଜନ କରୁଥିବାର ଦେଖା ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଫୋଟୋ ପୋଷ୍ଟକରି ଦାବି କରାଯାଉଛି ଯେ, ଏହା ନ୍ୟୁଜିଲ୍ୟାଣ୍ଡର ‘ଭାରତୀୟ’ ସଂସ୍କୃତି ଅନୁସରଣ କରୁଥିବା ଲୋକଙ୍କ ଦୃଶ୍ୟ ।  27 ଅଗଷ୍ଟରେ Rukmana […]

Continue Reading

କ’ଣ ପୋଷ୍ଟରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Jagran ୨୬ ଅଗଷ୍ଟରେ ଜଣେ ଫେସବୁକ ୟୁଜର ସନାତନ ହିନ୍ଦୁ ସମରଥଙ୍କ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇ ଯନ୍ତ୍ରଣା ସହିଛନ୍ତି। ମିଛ ପ୍ରେମର ଶିକାର ହୋଇ ବର୍ତମାନ ଏହି ମହିଳା ମାନଙ୍କ ଉପରେ ନିର୍ଯାତନା କରା ଯାଇଅଛି।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥି ଫୋଟୋକୁ ବିଭାଜିତ […]

Continue Reading

ଅନ୍ୟ ରାଜ୍ୟର ପୁରୁଣା ଭିଡିଓକୁ ଓଡ଼ିଶାର ଯାଜପୁର ଜିଲ୍ଲା ଗାଁ ଦାଣ୍ଡରେ କୁମ୍ଭୀର ଆତଙ୍କ ଦାବିରେ ଭାଇରାଲ କରାଯାଉଛି।

ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିମଧ୍ୟରେ ଜିଲ୍ଲାମାନଙ୍କରେ  ହେଇଥିବା ବନ୍ୟା ଏବଂ ଅନ୍ୟ ଜଳପୂର୍ଣ୍ଣ ସ୍ଥିତିର ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ କୌଣସି ଆତଙ୍କିତ ଭିଡିଓ ପୋଷ୍ଟ ହେବାମାତ୍ରେ ତାହା ହୁ ହୁ ହୋଇ ଭାଇରାଲ ହେବାରେ ଲାଗେ। ଯାହାକୁ ସୋସିଆଲ ମିଡିଆରୋ ଲୋକ ସତ ବୋଲି ମାନନ୍ତି। ଏପରି ଏକ ଭିଡିଓ ସୋସିଆଲି ମିଡିଆରେ ଭାଇରାଲ ହେବାରେ ଲେଗିଛି। ଯାଜପୁର ଜିଲ୍ଲାରେ ଏକ କୁମ୍ଭୀର ବନ୍ୟା ଜଳରେ  ଭାସି […]

Continue Reading

କ’ଣ ପାଦର ଏପରି ଅବସ୍ତା ହେଇଥିବା ଫୋଟୋ ଭାରତିତୀ ସେନା ଜବାନଙ୍କର? ଜାଣନ୍ତୁ ସତ୍ୟ।

26 ଅଗଷ୍ଟରେ ଓଡିଶା ନ୍ୟୁଜ ନାମକ ଗୋଟିଏ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କଟା ଯାଇଅଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ସୈନିକ ତଳେ ବସିଛନ୍ତି ଏବଂ ଝାଳରେ ତାଙ୍କ ପାଦ ଅବସ୍ତା ଖରବ ହେଇ ଯାଇଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଏହି ସୈନ୍ୟ ଭାରତ ସେନାର ଜବାନ ଅଟନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ଏହି ଫୋଟୋର ଅନୁସନ୍ଧାନ କରି ଏହା କୁ ମିଥ୍ୟା […]

Continue Reading

ଗାଈ ଗୋରୁ ଭାସିଆସୁଥିବା ଏହି ଭିଡିଓ ଭାରତର ନୁହେଁ ମେକ୍ସିକୋ ଦେଶର ଅଟେ ।

ବାର୍ଷା ଲାଗିରହିଥିବାରୁ ଦେଶର ଅଲଗା ଅଲଗା ଜାଗାରେ ବନ୍ୟାର ସ୍ଥିତି ବାନିଯାଇଛି। ଜାଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାରୁ ଲେକଙ୍କୁ ଏ ନେଇ ଅନେକ ଅସୁବିଧାର ସମ୍ନା କରିବାକୁ ପଡ଼ୁଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ ବନ୍ୟା ପାଣିରେ ଭାସିଯାଉଥିବାର ଦେଖା ଯାଉଛନ୍ତି। ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଭାରତର ଅଟେ।  Jagat news ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି […]

Continue Reading

କ’ଣ ଫୋଟୋରେ ଥିବା ବୃଦ୍ଧ ମହିଳା ନରେନ୍ଦ୍ର ମୋଦୀଙ୍କୁ ନିଜ ସମର୍ଥନ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଅପରାଜିତା ଫ୍ୟାନ କ୍ଲବ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବୃଦ୍ଧ ମହିଳା ଦେଶର ବିକାଶ କରୁଥିବା ମୋଦୀ ସରକାରଙ୍କୁ ନିଜ ସମର୍ଥନ ଦେଇଆସିଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଏହି ମହିଳା ଗୋଟିଏ ପୁସ୍ତକ ଧରି ଛିଡ଼ା ହେଇଛନ୍ତି ଯେଉଥିରେ ମୋଦୀଜିଙ୍କ ଫୋଟୋ ଅଛି ଏବଂ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖା ଯାଇଅଛି।  Facebook […]

Continue Reading

ହାଇଦ୍ରାବାଦରେ ଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ନେଇ ହୋଇଥିବା ଝଗଡ଼ାକୁ ମିଥ୍ୟା ସାମ୍ପ୍ରଦାୟିକ ରୂପଦେଇ ଭାଇରାଲ କରାଯାଉଛି।

ଗଣେଶ ପୂଜା ପାଇଁ  ସୋସିଆଲ ମିଡିଆରେ ଅନେକ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି, ଏଥିମଧ୍ୟରୁ କେତେକ ଦାବି ହିନ୍ଦୁ-ମୁସଲମାନ ବିବାଦ ସହ ସାମ୍ପ୍ରଦାୟିକତା ସହ ଜଡିତ ହୋଇ ସାମ୍ପ୍ରଦାୟିକ ସମ୍ପର୍କକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଭାଇରାଲ କରାଯିବାରେ ଲାଗିଛି। ଏପରି ଏକ ଭିଡିଓ  ଭାଇରାଲ ହେଉଛି। ଯୋଉଁଥିରେ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଗଣେଷ ମୁର୍ତ୍ତି ନେଲାବେଳେ ମୁସଲିମମାନେ  ଆକ୍ରମଣ କରିଲେ।  ଭିଡିଓରେ କିଛି ଲୋକ କିଛି ଲୋକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି ଏବଂ […]

Continue Reading

କ’ଣ ଫୋଟୋରେ ବସିଥିବା ବୃଦ୍ଧ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ? କ’ଣ ସେ ବର୍ତମାନ ଛତା ମରାମତି କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି। ଏହି ଫୋଟୋରେ ଜଣେ ବୃଦ୍ଧ ବ୍ୟକ୍ତି ଛତା ମରାମତି ଦୋକାନରେ ବସିଛନ୍ତି। ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି ବୃଦ୍ଧ ବ୍ୟକ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ ଅଟନ୍ତି ଏବଂ ତାଙ୍କର ଗୋଟିଏ ଛତା ମରାମତି ଦୋକାନ ଅଛି। ଏହି ପୋସ୍ତରେ ଏହା ମଧ୍ୟ କୁହା ଯାଇଅଛି ଯେ କାଲାମ ସାହାବ […]

Continue Reading

ଜାପାନ ଫୁଜି ମାଉଣ୍ଟ ନିକଟରେ 2020 ଅଲିମ୍ପିକ୍ସ ‘TOKYO 2020’ ପାଇଁ ପ୍ରସ୍ତୁତ ଆତସବାଜି ପ୍ରଦର୍ଶନ କରିଛି କି?

17 ଅଗଷ୍ଟରେ Sunil kumar singh ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ବାଣ ଫୁଟାଯାଉଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଇଛି ଯେ, 2020 ଟୋକିଓ ଅଲମ୍ପିକ ଟୋକିଓରେ ହେବାରଥିଲା। କିନ୍ତୁ କୋରୋନା ମହାମାରି ପାଇଁ ଏହା 2020ରେ ନ ହୋଇ 2021ରେ କରାଯିବ ବୋଲି ନିଷ୍ପତି ନିଆ ଯାଇଛି। କିନ୍ତୁ ଓଲମ୍ପିକ ପୂର୍ବରୁ ହେଉଥୁବା ଆତିସବାଜ କାର୍ଯ୍ୟକ୍ରମ ଲୋକଙ୍କ ମନୋରଞ୍ଜନ […]

Continue Reading

ଅନ୍ଲାଇନ୍ ଶିକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେଉଛନ୍ତି କି?

କରୋନା ଭାଇରସ ଯୋଗୁଁ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ହୋଇଯାଇଛି ଏବଂ ଏହି କାରଣରୁ ଛାତ୍ରମାନଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ତେଣୁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଯୋଗାଇଦେବା ନେଇ ଖବର ଭାଇରାଲ ହେଉଛି।   ଯାହାଫଳରେ ଛାତ୍ରମାନେ ଇଣ୍ଟରନେଟ୍ ଏବଂ ଅନ୍ଲାଇନ୍ କ୍ଲାସ୍ ସହିତ ସେମାନଙ୍କର ଶିକ୍ଷା ସମାପ୍ତ କରିପାରିବେ।  ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି।  Khabar Circle Media ନାମକ ଏକ ନ୍ୟୁଜ ପେଜରେ ଭାଇରାଲ ଦାବି ପୋଷ୍ଟ […]

Continue Reading

କ’ଣ ଆସନ୍ତା ୭୩ ଦିନ ମଧ୍ୟରେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ କୋରୋନା ଟୀକା ଆବିଷ୍କାର କରିବ ବୋଲି ଦାବି କରିଛି? ଜାଣନ୍ତୁ ସତ୍ୟ।

୨୪ ଅଗଷ୍ଟରେ ଓଡ଼ିଆ ନ୍ୟୁଜ ୨୪ ନିଜ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛି ଯେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ ଆସନ୍ତା ୭୩ ଦିନ ମଧ୍ୟରେ କୋରୋନା ଟୀକା ଆବିଷ୍କାର କରି ଲୋକଙ୍କ ଚିକିତ୍ସା ପାଇଁ ବଜାରରେ ଉପଲବ୍ଧ କରାଇବ। ବର୍ତମାନ ଏହି ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି ଏବଂ ସରକାର ସେମାନଙ୍କୁ ଏକ ସ୍ଵତନ୍ତ୍ର ନିର୍ମାଣ ପ୍ରଥମିକତା ଲାଇସେନ୍ସ ମଧ୍ୟ ଦେଇଛନ୍ତି। ୧୭ ଟି କେନ୍ଦ୍ରରେ ୧୭୦୦ ଟି ଲୋକଙ୍କ […]

Continue Reading

କ’ଣ ରାମ ମନ୍ଦିର ଭୂମି ପୂଜନ ଦିନ ଆଜ ତକ ନିଜ ଚ୍ଯାନେଲରେ ବର୍ନଲ ବିଜ୍ଞାପନ ପ୍ରସାରିତ କରି ଥିଲା? ଜାଣନ୍ତୁ ସତ୍ୟ।

ୱ୍ହାତ୍ସ ଏପ୍ ରେ ଭାଇରାଲ ହେଉଥିବା ଗୋଟିଏ ଫୋଟୋର ଫେକ୍ଟ ଚେକ୍ କରିବା ଅନୁରୋଧ ଆସିଲା। ଏହି ଫୋଟୋରେ ରାମ ମନ୍ଦିର ଭୂୟ ପୂଜନ ହେଉଥିବା ବେଳେ ଆଜ ତକ ଚ୍ଯାନେଲରେ ବର୍ନଲର ବିଜ୍ଞାପନ ଦେଖିବା କୁ ମିଳିଛି। ଏହି ବିଜ୍ଞାପନରେ ଏହା ମଧ୍ୟ ଲେଖା ଯାଇଅଛି ଯେ “ଜଳିବ ଯଦି ବର୍ନଲ ହି ଚାଲିବ (ଜଲେଗା ତୋ ବର୍ନଲ ହି ଚଲେଗା)” Archive ଆମ ଅନୁସନ୍ଧାନ:  ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ […]

Continue Reading

ଗଲବାନ ଘାଟିର ହିଂସାରେ ଆହତ ହେବା ପେର ଉତ୍ତରାଖଣ୍ଡର ବଶନ୍ ସିଂ ଶହୀଦ ହୋଇଗଲେ ?

ସୋସିଆଲ ମିଡିଆରେ ଜଣେ ଜବାନଙ୍କ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଗାଲଭାନ୍ ଘାଟରେ ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ହିଂସାକାଣ୍ଡ ମଧ୍ୟରେ ଜଣେ ଯାବାନ ବିଶନ ସିଂହଙ୍କ ମୃତ୍ୟୁ ହୋଇଥିଲା। ଶହିଦ ବିଶନ ସିଂହଙ୍କ ଆଂତିମ ସଂସ୍କାର ରବିବାର ଦୀନ ରାନୀବାଗ ସ୍ଥିତ ଚିତ୍ରଶିଲା ଘାଟରେ ସମ୍ମାନର ସହ ଅଂତିମ ସଂସ୍କାର କରାଯାଇଥିଲା। ଭାଇରାଲ ଖବର ଅନୁସାରେ , ସେ ଅଗଷ୍ଟ 31 ତାରିଖ ଦିନ ଭାରତୀୟ ସେନାରୁ ଅବସର […]

Continue Reading

କ’ଣ ସ୍ବାଦୀନତା ଦିବସ ଅବସର ରେ ବିଜେପି ପାର୍ଟି ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଇଛନ୍ତି? ଜାଣନ୍ତୁ ସତ୍ୟ।

୧୭ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ସ୍ଵାଧୀନତା ଦିବସ ଦିନ ବିଜେପି ଦଳ ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ (National Anthem) ଗାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ସରକାର ବେସୀ ଦିନ ସାଶନରେ ରହିଲେ ତିରଙ୍ଗା କାଢିକି ବିଜେପି ପତାକା କୁ ଜାତୀୟ ପତାକା ଘୋଷଣା କରି ଦେବେ।  ଏହି […]

Continue Reading

ଭକ୍ତମାନେ କ’ଣ ଭଗବାନଙ୍କ କୋରୋନା ଚିକିତ୍ସା କରୁଛନ୍ତି ? ଜାଣନ୍ତୁ ସତ୍ୟ ।

14 ଅଗଷ୍ଟରେ Pinku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଭଗବାନ ଖଟରେ ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭକ୍ତମାନେ ଭଗବାନଙ୍କୁ କୋରୋନା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏକି ପାଲା ଚାଲିଛି, ଭକ୍ତେ ଭଗବାନ ଙ୍କୁ Covid hospital ରେ ଭର୍ତ୍ତି କରିଦେଲେଣି, ମଣିଷଙ୍କ ପାଇଁ ଯେଉଁ ଚିକିତ୍ସା. ଭଗବାନଙ୍କ ପାଇଁ ସେହି ଚିକିତ୍ସା ତ। […]

Continue Reading

କ’ଣ ଫୋଟୋରେ ଇଂରେଜଙ୍କର ନିର୍ଯାତନା ସାମନା କରୁଥିବା ବ୍ୟକ୍ତି ଭଗତ ସିଂହ ଅଟନ୍ତି? ଜାଣନ୍ତୁ ସତ୍ୟ।

୧୮ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଭଗତ ସିଂହ କୁ ଇଂରେଜ ମାନେ ଚାବୁକରେ ପ୍ରହାର କରୁଛନ୍ତି।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟ ନେଇ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୨ ମେ ୨୦୧୮ ମସିହାରେ ଜଣେ ଟୁଇଟର ୟୁଜର ଏହି ଫୋଟୋ ଟୁଇଟ କରିଥିବା ମିଳିଲା। […]

Continue Reading

ଦିଲ୍ଲୀର ସଙ୍ଗମ ବିହାରର ପୁରୁଣା ଚିତ୍ର ବିଜେପି ସରକାରଙ୍କ ସ୍ଥାନ ବନାରସ ନାମରେ ଭାଇରାଲ ହେଉଛି ।

17 ଅଗଷ୍ଟରେ  Aira Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶ ବନାରସ ସହରର ଏକ ରାସ୍ତାର ନଜାରା । ବନାରଜରେ ବିଜେପି ସରକାରଥାଇ ମଧ୍ୟ ଏପରି ଅବସ୍ଥା ଦେଖି ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଉତ୍ତର ପ୍ରଦେଶର ବନାରସ ସହରର ର ଏକ ରାସ୍ତାର ନଜାରା, […]

Continue Reading

ଅହମଦାବାଦର ଭଙ୍ଗା ରାସ୍ତାର ଫୋଟୋକୁ ବନାରସର କହି ଭାଇରାଲ କରାଯାଉଛି।

14 ଅଗଷ୍ଟରେ Karta Digal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ରାସ୍ତା ମଝିରେ ଏକ ବଡ଼ ଗାତ ହୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବନାରସରେ ଭାରତର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ବନିବାକୁ ଯାଉଛି।  ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବିଶ୍ବର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ଭାରତର ବନାରସ ସହରରେ ! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 14ଥର ସେୟାର କରାଯାଇଛି […]

Continue Reading