ପୁରୁଣା ଫଟୋକୁ ଚାଷୀ ଏବଂ ଚାଷୀ ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ଦୁଇ ମାସ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ 26 ଜାନୁଆରୀରେ ହିଂସାତ୍ମକ ରୂପ ନେଇଥିଲା। ଟ୍ରାକ୍ଟର ରାଲୀରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରି ଲାଲ କିଲା ସମେତ ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ। ଏହି ହିଂସାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠୀ ଚାର୍ଜ କରିବାକୁ ପଡ଼ିଲା।  ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, […]

Continue Reading

କ’ଣ ଦିଲ୍ଲୀ ପୋଲିସ ୨୬ ଜାଉଆରି ପାଇଁ ଟ୍ରାକ୍ଟରରେ ପେଟ୍ରୋଲ୍ ଦିଆ ଜୀବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା? ଜାଣନ୍ତୁ ସତ୍ୟ।

୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଦିନ କୃଷକ ମାନେ ଟ୍ରାକ୍ଟର ରେଲି ଅଭିଯାନ କରିଥିଲେ। ଏହା ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ପେଟ୍ରୋଲ୍ ପମ୍ପର ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ନୋଟିସରେ ଲେଖା ଯାଇଅଛି କି ବୋତଲ ଏବଂ ଟ୍ରାକ୍ଟରରେ ପେଟ୍ରୋଲ ଦିଆ ଜୀବ ନାହିଁ। ପୋଷ୍ଟର ଦାବି ଅନୁଯାୟୀ ଏହି ନୋଟିସ ଦିଲ୍ଲୀ ପୋଲିସ ଦ୍ଵାରା ଲଗା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Archive ଆମ ଅନୁସନ୍ଧାନ: ଆମ […]

Continue Reading

କ’ଣ ରିଜର୍ଭ ବ୍ୟାଙ୍କ ୧୦୦, ୧୦ ଏବଂ ୫ ଟଙ୍କା ନୋଟ୍ ବ୍ୟବହାର ଉପରେ ରୋକ ଲଗାଇବାର ନିଷ୍ପତ୍ତି ନେଇଛି? ଜାଣନ୍ତୁ ସତ୍ୟ।

ପୋଷ୍ଟ ଦାବି ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍‌ ବନ୍ଦ କରିବାକୁ ଯୋଜନା କରୁଛି। ଆରବିଆଇର ସହାୟକ ମହା ପ୍ରବନ୍ଧକ(ଏଜିଏମ) ବି.ମହେଶ ଏହାର ସୂଚନା ଦେଇଛନ୍ତି। ମେଙ୍ଗାଲୁରୁରେ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଓ ଜିଲ୍ଲାସ୍ତରୀୟ ମୁଦ୍ରା ପ୍ରବନ୍ଧକ କମିଟିର ବୈଠକରେ ଏଜିଏମ କହିଛନ୍ତି ଆରବିଆଇ ମାର୍ଚ୍ଚ-ଏପ୍ରିଲରୁ ଧିରେ ଧିରେ ଏହି ନୋଟ୍‌କୁ ସର୍କୁଲେସନରୁ ହଟାଇବାକୁ ଯୋଜନା କରାଯାଉଛି। Facebook | Archive | Prameya News | Archive ଆମ […]

Continue Reading

କାଲିଫୋର୍ନିଆ ଭିଡିଓକୁ ଭାରତୀୟ କୃଷି ଆନ୍ଦୋଳନକାରୀଙ୍କ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ରୁ ଅଧିକ ସେୟାର ହେବାରେ ଲାଗିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଭାରତୀୟ ଜାତୀୟ ପତାକା ଉପରେ ଠିଆ ହୋଇ ଏହାର ଅପମାନ କରୁଛନ୍ତି। ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଲୋକମାନେ ‘ଖାଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  27 ଜାନୁଆରିରେ Utkal tv odia ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

କ’ଣ ଏହି ଫୋଟୋ ୧୯୯୮ ମସିହାରେ ମଧ୍ୟପ୍ରଦେଶରେ ହେଇଥିବା ଗୁଳିଚାଳନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

୧୯୯୮ ରେ ମଧ୍ୟପ୍ରଦେଶର ବିରୋଧ କରୁଥିବା କୃଷକଙ୍କୁ ତତ୍କାଳୀନ କଂଗ୍ରେସ ସରକାର ଗୁଳି ଚଳାଇବାର ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ବ୍ୟାପକ ଭାଇରାଲ ହେଉଛି। ଏହି ଫୋଟୋରେ କିଛି ଲୋକ ଆହତ ଏବଂ ମୃତ ହୋଇ ରାସ୍ତାରେ ପଡ଼ି ଥିବା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୨ ଜାନୁଆରୀ ୧୯୯୮ ମସିହାରେ ୨୦,୦୦୦ କୃଷକ ମଧ୍ୟପ୍ରଦେଶର ବାଇତୁଲ ପଡ଼ିଆରେ ସରକାରର ବିରୋଧ କରିବା ପାଇଁ […]

Continue Reading

ଭାଇରାଲ ଭିଡିଓର ତାଷୀ ଆନ୍ଦୋଳନକାରି କିମ୍ବା 26 ଜାନୁଆରୀ ସହ କୌଣସି ସମ୍ପର୍କ ନାହିଁ।

ସୋସିଆଲ ମିଡିଆରେ ଜାନୁଆରି 26 ପୂର୍ବରୁ ଅନେକ ଭିଡିଓ ଏବଂ ଫଟୋ ଅଲଗା ଅଲଗା ଦାବିରେ ଭାଇରାଲ ହୋଇଥିଲା। ଏଥିମଧ୍ୟରେ  ଏକ ଭିଡିଓ ମଧ୍ୟ  ଭାଇରାଲ ହୋଇଥିଲା ଯେଉଁଥିରେ ଟ୍ରାକ୍ଟର ଟ୍ରକ ପରେଡ ହେଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 26 ଜାନୁଆରି ପାଇଁ କୃଷକମାନେ ଟ୍ରାକ୍ଟର ପରେଡ ପ୍ରସ୍ତୁତ କରିଛନ୍ତି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ।  25 ଜାନୁଆରିରେ Litu Baisakh […]

Continue Reading

କ’ଣ ଶସ୍ୟ ଅଖା ଉପରେ ପାଣି ଛିଞ୍ଚି ମଦ ତିଆରି କରିବା ପ୍ରଣାଳୀର ଏହି ଭିଡିଓ ପଞ୍ଜାବର ଅଟେ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଏହି ଭିଡିଓ ପଞ୍ଜାବର ଅଟେ ଯେଉଁଥିରେ କୃଷକ ମାନେ ଗୋଦାମରେ ଧାନ ଅଖା ଉପରେ ପାଣି ଚିଞ୍ଚୁଛନ୍ତି। ଏହି ପରି ଭାବରେ କୃଷକ ମାନେ ଗହମରେ ପାଣି ଢାଳି ତାକୁ ପଚେଇ ମଦ ତିଆରି ପାଇଁ ପ୍ରସ୍ତୁତ କରା ଯାଉଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା।  Archive Link Facebook […]

Continue Reading

ରାହୁଲ ଗାନ୍ଧୀଙ୍କ 2017 ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଇଟାଲୀ ଯାଇଥିଲେ। ତେବେ ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲିଗାଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏକ ପାର୍ଟିରେ ବସିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ କୌଣସି ପାର୍ଟିରେ ଜାଇ ମଜା ମାରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ଣ ସିରମ୍ ଇଂଷ୍ଟିଚ୍ୟୁଟ ଅଗ୍ନିକାଣ୍ଡରେ କୋଟି-କୋଟି ଟଙ୍କାର କରୋନା ଟିକା ଜଳି ଯାଇଅଛି? ଜାଣନ୍ତୁ ସତ୍ୟ।

Photo Credit: India TV News କିଛି ଦିନ ପୂର୍ବରୁ ସିରମ୍ ଇନଷ୍ଟିଚ୍ୟୁଟରେ ବଡ଼ ଅଗ୍ନିକାଣ୍ଡ ହେଇଥିବା ବିଷୟରେ ଗୋଟିଏ ବ୍ରେକିଙ୍ଗ ନ୍ୟୁଜ ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ କମ୍ପାନୀ ସିଇଓ ଆଦର ପୁନାୱାଲା ଗଣମାଧ୍ୟମକୁ କହିଥିଲେ ଯେ ଅଗ୍ନିକାଣ୍ଡରେ କମ୍ପାନୀକୁ ୧୦୦୦ କୋଟିରୁ ଅଧିକ କ୍ଷତି ହୋଇଛି। ଏହା ନେଇ ଭିନ୍ନ ସୋସିଆଲ ମିଡିଆ ସାଇଟ ଗୁଡ଼ିକରେ କରୋନା ଟିକାର କ୍ଷତି ହେଇଥିବା ଖବର ପ୍ରଚାର ହେଉଛି। ୨୧ ଜାନୁଆରୀରେ ଏପରି ଗୋଟିଏ ପୋଷ୍ଟରେ […]

Continue Reading

କ’ଣ ଭିଡିଓରେ ବ୍ୟକ୍ତି ଜଣକ ଯେଉଁ ଘର ଦେଖାଉଛନ୍ତି ସେଇଟା ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଘର? ଜାଣନ୍ତୁ ସତ୍ୟ।

୧୮ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯାହାର ଶୀର୍ଷକରେ ଲେଖା ଯାଇଅଛି ଯେ ଭିଡିଓରେ ଯେଉଁ ଘର ଦେଖା ଯାଉଛି ସେଇଟା ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଘର। ଏହି ଭିଡିଓରେ ଜଣେ ବ୍ୟକ୍ତି ଗୁଜୁରାତି ଭାଷାରେ କହୁଛନ୍ତି ସେ ଇଟାଲୀରେ ଅଛନ୍ତି ଏବଂ ରାହୁଲ ଗାନ୍ଧୀ ଏହି ବିରାଟ ସମ୍ପତିର ମାଲିକ ଅଟନ୍ତି। ସେ ଏହା ମଧ୍ୟ କହୁଛନ୍ତି, “ରାହୁଲ ଗାନ୍ଧୀ ଭାରତକୁ ଲୁଟ କରିଛନ୍ତି ଏବଂ ଇଟାଲୀରେ ଏହି ବିରାଟ […]

Continue Reading

କର୍ଣ୍ଣାଟକ ଧାରାୱାଡରେ ଦୁର୍ଘଟଣାରେ 17 ଜଣ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣା ମିଥ୍ୟା ଅଟେ।

କର୍ଣ୍ଣାଟକ ଧାରାୱାଡରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କେତେକ ନ୍ୟୁଜ ପେଜରେ ଦାବି କରାଯାଇଛି ଯେ, ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ 17 ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଖବରରେ 17 ମହିଳା ଡାକ୍ତର ମୃତ୍ୟୁ ହୋଇଥିବା ଖବର ମିଥ୍ୟା ପ୍ରମାଣିତ ହୋଇଛି।  16 ଜାନୁଆରିରେ Otv ନ୍ୟୁଜ ପେଜରେ ଭାଇରାଲ ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । […]

Continue Reading

କ’ଣ ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ନରେନ୍ଦ୍ର ମୋଦୀଙ୍କୁ ନେଇ ଟୁଇଟ କରି ତାଙ୍କୁ ବିଶ୍ଵ ନେତା ବୋଲି ସମ୍ବୋଧିତ କରିଛନ୍ତି? ଜାଣନ୍ତୁ ସତ୍ୟ।

ଜୋ ବାଇଡେନ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟୁଇଟ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଉତ୍ତରରେ ଜୋ ବାଇଡେନ ମୋଦୀଙ୍କୁ ବିଶ୍ଵ ନେତା ଭାବରେ ସମ୍ବୋଧିତ କରିଛନ୍ତି। ଏହି ଟୁଇଟର ଫୋଟୋ ସୋସିଆଲ ମିଡିଆରେ କରା ଯାଉଅଛି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବୀ ଏହି ପୋଷ୍ଟର?  21 ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଟୁଇଟର ଫୋଟୋ ଶେୟାର […]

Continue Reading

ଏହି ବର୍ଷ ଗଣତନ୍ତ୍ର ଦିବସରେ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍ଟୋଖୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ?

ଆଗାମି ଗଣତନ୍ତ୍ର ଦିବସ ପାଇଁ ଅନେକ ଜାଗାରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୋସିଆଲ ମିଡିଆରେ ଅନେକ ଖବର ମଧ୍ୟ ଭାଇରାଲ ହେବାରେ ଲିଗିଛି। ଏହିପରି ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍ଟୋଖି ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ। ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହେଲା। 10 ଜାନୁଆରିରେ Sanjay Das ନାମକ ଜଣେ ଫେସବୁକ […]

Continue Reading

ପୁରୁଣା ଫଟୋକୁ ବର୍ତ୍ତମାନ ଆମେରିକା କ୍ୟାପିଟାଲ ହିଲରେ ହୋଇଥିବା ଗଣ୍ଡଗୋଳ ଦାବିରେ ଭାଇରାଲ କରାଯାଉଛି।

ଆମେରିକାଦର କ୍ୟାପିଟାଲ ହିଲଠାରେ ଟ୍ରମ୍ପକୁ ନେଇ  ହୋଇଥିବା ଗଣ୍ଡଗୋଳର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରଲା ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କ ପିନ୍ଦି ଗୋଟେ ହାତରେ ଗେରୁଆ ରଙ୍ଗର ପତାକା ଏବଂ ଅନ୍ୟ ପଟେ ଆମେରିକାର ପତାକା ଧରି ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମେରିକାର କ୍ୟାପିଟାଲ ହିଲଠାରେ ହୋଇଥିବା ଗଣ୍ଡଗୋଳରେ ଭାରତର ଜାତୀୟ ପତାକା ନଧରୀ ହିନ୍ଦୁତ୍ୱର ପତାକା ଧରି […]

Continue Reading

କ’ଣ କୃଷି ଆଇନ ବିରୋଧ ନାମରେ ବର୍ତ୍ତମାନ ପଞ୍ଜାବରେ ହିନ୍ଦୀ ଭାଷାକୁ ବିରୋଧ କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଇଲଲି ଶିଙ୍ଘୁ ସୀମାରେ କୃଶକଙ୍କ ଆନ୍ଦୋଳନ ହେତୁ ସୋସିଆଲ ମିଡିଆରେ ଏକ ବହୁତ ପୁରୁଣା ଫୋଟୋ ଚାଷୀଙ୍କ ଆନ୍ଦୋଳନ ସହିତ ଜଡ଼ିତ ହୋଇ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଫୋଟୋ ଇଣ୍ଟରନେଟ୍ ରେ ଶେୟାର କରା ଯାଉଅଛି ଯେଉଁଟା ୮ ଟି ଫୋଟୋ ଯୋଗ କରି ପ୍ରସ୍ତୁତ ହୋଇଛି, ଯେଉଁଥିରେ ଆପଣ ଜଣେ ବ୍ୟକ୍ତିକୁ ରାଜପଥରେ ଲାଗିଥିବା ସାଇନବୋର୍ଡରେ ଲେଖା ଯାଇଥିବା ହିନ୍ଦୀ ଏବଂ ଇଂରାଜୀ ଭାଷା ଉପରେ କଳା ରଙ୍ଗ ପୋତୁ ଥିବା […]

Continue Reading

ପ୍ରକୃତରେ କ’ଣ ଏହି ଚିତାବାଘ ରାଜସ୍ଥାନର ପୁରୋହିତ ସହିତ ଶୋଉଛନ୍ତି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଚିତା ସହିତ ଜଣେ ବ୍ୟକ୍ତି ଶୋଇଥିବାର ଦେଖାଯାଉଛନ୍ତି।  ଭିଡିଓରେ ଦେବି କରାଯାଇଛି ଯେସ ରାଜସ୍ଥାନର ଏକ ମନ୍ଦିର ଜଣେ ବ୍ୟକ୍ତି ଚିତା ସହିତ ରହୁଛନ୍ତି। ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ରାଜସ୍ଥାନର ସିରୋହି ମନ୍ଦିର ନାମରେ ଦକ୍ଷିଣ ଆଫ୍ରିକାର ଏହି ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓର ରାଜସ୍ଥାନ ସହିତ କୈଣସି ସମ୍ପର୍କ ନାହିଁ।  2 ଜାନୁଆରି Upadhaya Panigrahi ନାମକ ଜଣେ ଫେସବୁକ […]

Continue Reading

କ’ଣ ଭିଡିଓରେ ବିଜେପି ବିଧାୟକ ମାନେ ରାଜନାଥ ସିଂହଙ୍କୁ କୃଷି ଆଇନ ଫେରାଇ ନେବା ପାଇଁ ନିବେଦନ କରୁଛନ୍ତି? ଜାଣନ୍ତୁ ସତ୍ୟ।

କୃଷକ ଆନ୍ଦୋଳନ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫେକ୍ଟ କୃସେଣ୍ଡୋ ଏହି ଘଟଣା ନେଇ ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ପୁଣି ଥରେ ଭାଇରାଲ ହେବାଊ ଲାଗୁଛି। ଏହି ଭିଡିଓରେ କିଛି ଲୋକେ ରାଜନାଥ ସିଂହଙ୍କୁ କିଛି ନିବେଦନ କରୁଥିବା ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ଏହି ଲୋକ ମାନେ ବିଜେପି ବିଧାୟକ ଏବଂ କୃଷି […]

Continue Reading

ଭଗତ ସିଂହ ଭଉଣି ପ୍ରକାଶ କୌରଙ୍କ ନାମରେ ଭାଇରାଲ ହେଉଛି ମିଥ୍ୟା ପୋଷ୍ଟ ।

ବିଛଣାରେ ପଡ଼ିଥିବା ଜଣେ ବୃଦ୍ଧ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ସହିତ ଦାବି କରାଯାଉଛି ଯେ, ଏହି ମହିଳା ଶାହିଦ ଭାଗବତ ସିଂଙ୍କ ସାନ ଭଉଣୀ ପ୍ରକାଶ କୌର। ତାଙ୍କର 1 ଜାନୁଆରି 2021 ରେ 96 ବର୍ଷ ବୟସରେ ଦେହାନ୍ତ ହୋଇଛି।  ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ସେପ୍ଟେମ୍ବର 2014 ରେ ଭାଗବତ ସିଂଙ୍କ ଭଉଣୀ ପ୍ରକାଶ କୌରଙ୍କର ମୃତ୍ୟୁ ହୋଇଥିଲା।  1 […]

Continue Reading

ଫିଲିପିନ୍ସ ଦେଶର ଫଟୋକୁ ଚାଷୀ ଏବଂ ଚାଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ସୋସିଆଲ ମି଼ଡିଆରେ କୃଷୁ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ଏଥି ମଧ୍ୟରୁ କିଛି ଖବର ମିଥ୍ୟା ହୋଇଥିବା ବେଳେ କିଛି ଫଟୋ ମିଥ୍ୟା ଦାବିରେ ମଧ୍ୟ ଭାଇରାଲ ହେବାରେ ଲାଗାଛି। ଏହିପରି କିଛି ଫଟୋ ସୋସିଆଲ ମିଡିଆରୋ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଚାଷ ଜମିରେ ଦୁଇ ପୁଅ ଝିଅ ଫଟୋ ଉଠାଉଥିବାର ଦେଖାଯାଉଛନ୍ତି। ଭାଇରାଲ ଫଟୋରେ ଦାବି କରାଯାଉଛି ଯେ, ରାଜରାସ୍ତାରେ ଚାଷି ହକପାଇଁ ଲଢ଼ୁଛନ୍ତି, କିନ୍ତୁ ଏଠି ଚାଷ ଜମିରେ […]

Continue Reading

କ’ଣ ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।

ପାକିସ୍ତାନ ପ୍ରଧାଣମନ୍ତ୍ରୀ ଇମରାନ ଖାନଙ୍କ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ସରକାର ବିଷୟରେ କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଇମରାନ ଖାନ ସ୍ଵୀକାର କରିଛନ୍ତି ଯେ ୭୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରେ ଏକ ଦୃଢ ସରକାର ଆସିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। Archive Link Facebook | Archive କ’ଣ ଦାବି ଏହି ପୋଷ୍ଟr? ୧୦ ଜାନୁଆରୀରେ ଜଣେ ଫେସବୁକ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଦେଶର ରାଷ୍ଟ୍ରପତିଙ୍କୁ ଚାକର ପରି ବ୍ୟବହାର କରପଛନ୍ତି ?

ସୋସିଆଲ ମିଡିଆରେ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ରାଷ୍ଟ୍ରପତି ଏକ ତ୍ରୀଷୁଳଧରି ଠିଆ ହୋଇଥିବାର ଦେଖାଯାଉଛନ୍ତି ଏବଂ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ବିସିଥିବାର ଦେଖାଯାଉଛନ୍ତି। ଭାଇରଲା ଫଟୋ ସହ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ଦେଶର ରାଷ୍ଟ୍ରପତିଙ୍କୁ ଚାକର ଭଳି ବ୍ୟବହାର କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 5 ଜାନୁଆରିରେ Haraprasad Behera ନାମକ ଜଣେ ଫେସବୁକ […]

Continue Reading

କ’ଣ ରାସ୍ତାରେ ମାଡ଼ ଖାଉଥିବା ବ୍ୟକ୍ତି ହାସ୍ୟ ଅଭିନେତା ମୁନବର ଫାରୁକି ଅଟନ୍ତି? କ’ଣ କଂଗ୍ରେସ ଦଳ ମୁନବରକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି? ଜାଣନ୍ତୁ ସତ୍ୟ।

ମଧ୍ୟପ୍ରଦେଶର ଇନ୍ଦୋରର ଗୋଟିଏ କ୍ୟାଫେରେ ହାସ୍ୟ ଅଭିନେତା ମୁଣାବର ଫାରୁକି ହିନ୍ଦୁ ଦେବୀ ଦେବତା ତଥା ଅମିତ ଗୃହ ମନ୍ତ୍ରୀ ଶାହଙ୍କ ବିରୋଧରେ କିଛି ଆପତ୍ତିଜଣକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହେଇଛି। ଏହି ସମୟରେ, ତାଙ୍କର ଗୋଟିଏ ଭିଡିଓ ଇଣ୍ଟରନେଟ୍ ରେ ଖୁବ ଶୀଘ୍ର ଭାଇରାଲ ହେଇଥିଲା। ଭିଡିଓରେ ଆପଣ ଦେଖି ପାରିବେ ଯେ କିଛି ପୋଲିସ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଧରି ମୋଟର ସାଇକଲ୍ ରେ ବସି ଥିବା ସମୟରେ ଜଣେ ବ୍ୟକ୍ତି ଗାଡ଼ିରେ ବସିଥିବା […]

Continue Reading

2013 କୁମ୍ଭମେଳାର ଫଟୋକୁ ବର୍ତ୍ତମାନ କୃଷି ଆନ୍ଦୋଳନ ଦାବିରେ ଭାଇରାଲ କରାଯାଉଛି।

କୃଷି ଆନ୍ଦୋଳନ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଏକ ଖୋଲା ଅଞ୍ଚଳରେ ଶହ ଶହ ତମ୍ବୁର ଲଗା ହୋଇଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ,  କୃଷି  ଆନ୍ଦୋଳନରେ କୃଷକମାନେ ସିଙ୍ଗୁ ସୀମାରେ  ତମ୍ବୁକୁ ଲଗାଇଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

କ’ଣ ଭିଡିଓରେ ଥିବା ବ୍ୟକ୍ତି ଆଇପିଏସ ଅଫିସର ଶୈଳଜକାନ୍ତ ମିଶ୍ର ଅଟନ୍ତି? ଜାଣନ୍ତୁ ସତ୍ୟ।

ଅପରାଧୀ ମାନେ ରାଜନୀତି ସହିତ ଜୁଆଡ଼ି ହେବା କଥା ଆମେ ସମସ୍ତେ ଜାଣିଛୁ। କିନ୍ତୁ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଅଛି ଯେଉଁଥିରେ ଅପରାଧୀ ମାନେ କେଉଁ ଉପାଏରେ ରାଜନୀତି ଦଳରେ ଦାଖଲ ହୁଅନ୍ତି ସେୟା ଏହି ଭିଡିଓରେ ବର୍ଣନା କରା ଯାଇଅଛି। ରାଜନୀତିରେ ଅପରାଧିକ ନେତାଙ୍କୁ ପ୍ରକାଶ କରୁଥିବା ଏହି ଭିଡିଓ ଆଇପିଏସ ଅଧିକାରୀ ଶୈଳଜକାନ୍ତ ମିଶ୍ରଙ୍କ ଭିଡିଓ ବୋଲି ଦାବି କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ […]

Continue Reading

ପୁରୁଣା ଭିଡିଓକୁ ଗଣତନ୍ତ୍ର ଦୀବସ ପାଇଁ ଚାଷି ଟ୍ରାକ୍ଟର ପ୍ୟାରେଡ ପ୍ରସ୍ତୁତ କରୁଥିବା ଦାବିରେ ଭାଇରାଲ ହେଉଛି।

କୃଷି ଆନ୍ଦୋଳନ ପାଇଁ  ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ଯେଉଁଥିରେ କିଛି ଖବର ସତ୍ୟଥିବା ବେଳେ ଅନେକ ଖବର ଏବଂ ଭିଡିଓ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲେଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାକ୍ଟର ପ୍ୟାରେଡ ହେଉଥିବାର ଦେଖାଯାଉଛି। ଭିଡିଓରୋ ଦାବି କରାଯାଉଛି ଯେ, ଆସନ୍ତା ଗଣତନ୍ତ୍ର ଦିବସରେ ପ୍ୟାରେଡ୍ ପାଇଁ ପ୍ରସ୍ତୁତି ଚାଲିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା […]

Continue Reading

ଜଣେ ପାଇଲଟ୍ ଯୁଦ୍ଧ ବିମାନ ଭିତରେ ପରିସ୍ରା କରିଥିବା ଆର୍ଟିକଲ ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ପାକିସ୍ତାନର ଡନ୍ ଖବରକାଗଜରେ ଏକ ଆର୍ଟିକିଲର ଏକ ସ୍କ୍ରିନସଟ୍ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ,  ଜଣେ ପାଇଲଟ୍ ଯୁଦ୍ଧ ବିମାନ ଭିତରେ ପରିସ୍ରା କରୁଥିବା ଧରାପଡିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ଆର୍ଟିକିଲ ମିଥ୍ୟା ପ୍ରମାଣିତ ହୋଇଛି। ଭାଇରାଲ୍ ସ୍କ୍ରିନସଟ୍ ନକଲି କାରଣ ପାକିସ୍ତାନୀ ଡୋନ୍ ସେପରି କୌଣସି ଆର୍ଟିକଲ ପ୍ରକାଶ କରି ନାହିଁ।  2 ଜାନୁଆରିରେ Kailash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ […]

Continue Reading

କ’ଣ ଏହି ଫୋଟୋରେ ଶାହିନବାଗ ଦାଦି ବିଲକିସ ବାନୋ କୃଷକ ଆନ୍ଦୋଳନରେ ନିଜ ଯୋଗଦାନ ଦେଇଥିବାର ଫୋଟୋ ଅଟେ। ଜାଣନ୍ତୁ ସତ୍ୟ।

କୃଷକ ଆନ୍ଦୋଳନ ଗତ କିଛି ସପ୍ତାହରୁ ଲାଗି ରହିଛି। ଏହି ଆନ୍ଦୋଳନ ନେଇ ଫେକ୍ଟ କୃସେଣ୍ଡୋ ନେକ ବିଭ୍ରାନ୍ତକରି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି। ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶାହିନବାଗ ଧାରଣାର ପ୍ରସିଦ୍ଧ ଦାଦି ବିଲକିସ ବାନୋ ବର୍ତମାନ କୃଷକ ଆନ୍ଦୋଳନରେ ଯୋଗଦାନ ଦେଇଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? […]

Continue Reading

କ’ଣ ଓଁ ଉଛାରଣରୁ ଥାଇଲାଣ୍ଡର ଗୋଟିଏ ପର୍ବତ ଠାରୁ ଉଚ୍ଚକୁ ଉଠୁଛି ପାଣି? ଜାଣନ୍ତୁ ସତ୍ୟ।

୫ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଗୋଟିଏ ଝିଅ କିଛି ପାଟି କରୁଥିବା ସମୟରେ ପାଣି ପର୍ବତ ଠାରୁ ମଧ୍ୟ ଉଚ୍ଚକୁ ଉଠି ଯାଉଅଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ସ୍ଥାନ ଥାଇଲାଣ୍ଡଦେଶର ଅଟେ ଏବଂ ଓଁ ଶବ୍ଦ ଉଚ୍ଚାରଣରୁ ପାଣି ଏପରି ଆଚରଣ କରୁଛି।  ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା।  Archive Link Facebook | Archive ଆମ ଅନୁସନ୍ଧାନ: ଆମ […]

Continue Reading

ଫଟୋରେ ରାହୁଲ ଗାନ୍ଧୀଙ୍କ ସହ ଆମେରିକା ପୋର୍ନସ୍ଟାର ?

ରାହୁଲ ଗାନ୍ଧୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି। ଫଟୋରେ ରାହୁଲ ଗାନ୍ଧୀ ଜଣେ ମହିଳଆ ସହ ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ଆମେରିକାର ସବୁଠୁ ଦାମି ପୋର୍ନସ୍ଟାର ନଥାନା ରେମୋସ ସହ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପାଇଲୁ।   3 ଜାନୁଆରିରେ ଦେବବ୍ରତ ମହାନ୍ତି ପୁପୁ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି […]

Continue Reading

କ’ଣ ରିଲାଏନ୍ସ ଜିଓ ଲୋଗୋ ସହିତ ଅଖା ଭିତରେ ଖାଦ୍ୟ ଶସ୍ୟ ବିକ୍ରି କରୁଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଦେଶବ୍ୟାପୀ ଚାଲିଥିବା କୃଷକ ମାନେ ଭାବେ କାର୍ଯ୍ୟକାରୀ ହେଇଥିବା କୃଷକ ବିଲ୍ ବିରୁଦ୍ଧରେ ବିରୋଧ କରୁଥିବା ଭୁଲ ତଥ୍ୟ ସହିତ ବୁଡ଼ିଯାଇଛନ୍ତି। ଏହା ମଧ୍ୟରେ ରିଲାଏନ୍ସ ଜିଓ ଲୋଗୋ ସହିତ ଖାଦ୍ୟ ଶସ୍ୟ ଅଖାର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି ଏହା ଯେ କୃଷି କ୍ଷେତ୍ରରେ ରିଲାଏନ୍ସ ଜିଓର ପ୍ରବେଶ କୃଷକ ମାନଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଅଟେ। ଅନେକ ସୋସିଆଲ ମିଡିଆ ୟୁଜର ଅଭିଯୋଗ କରିଛନ୍ତି ଯେ ରିଲାଏନ୍ସ […]

Continue Reading

ଭାଇରାଲ ଫଟୋ କ’ଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ରିସେପ୍ସନର ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରିସେପ୍ସନ ନାମରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମୋଦି ସହ ଜଣେ ମହିଳା ଠିା ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମୋଦିଙ୍କ ରିସେପ୍ସନ ଫଟୋ ମିଳିଲା। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  3 ଜାନୁଆରିରେ Rahul Rock ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ମୋଦିଙ୍କ ରିସେପ୍ସନ ଫଟୋ। […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୁରୁଣା ଫଟୋ ଆନ୍ନା ହଜାରେଙ୍କ ସହ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବ୍ଲାକ ଏଂଡ ହ୍ୱାଇଟ ଫଟୋରେ ମୋଦୀ ଜଣେ ବ୍ୟକ୍ତିଙ୍କ ସହ ଠିଆ ହୋଇଥିବା ନଜର ଆସୁଛନ୍ତି। ଫଟୋରେ ଦାବି କରାଯାଉଛି ଯେ ବ୍ୟକ୍ତି ଜଣକ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଆନ୍ଦୋଳନକାରୀ ଆନ୍ନା ହାଜାରେ ଏବଂ ଏହି ବିରଳ ଚିତ୍ର ଆରଏସଏସ କ୍ୟାମ୍ପରେ ନିଆଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦିବା ମିଥ୍ୟା ଅଟେ। ନରେନ୍ଦ୍ର ମୋଦୀଙ୍କ ସହ […]

Continue Reading

କ’ଣ ବିଜୁ ଜନତା ଦଳ ନାମରେ ପଞ୍ଜିକରଣ ହୋଇଥିବା ଗାଡ଼ିର ଇନ୍ସ୍ୟୁରାନ୍ସ ସେଶ ହେଇ ଯାଇଅଛି? ଜାଣନ୍ତୁ ସତ୍ୟ।

୧୧ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ବିଜୁ ଜନତା ଦଳ ନାମରେ ପଞ୍ଜୀକରଣ ହୋଇଥିବା ଗାଡ଼ିର ଇନ୍ସ୍ୟୁରାନ୍ସ ନାହିଁ ଆଉ ଏହି ଗାଡ଼ି ନିଜେ ମୁଖ୍ୟମନ୍ତ୍ରୀ ବ୍ୟବହାର କରନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଏହିଇ ଦାବିକୁ ମିଠା ବୋଲି ପାଇଲା। ତଳେ ଏହି ପୋଷ୍ଟକୁ ଦେଖନ୍ତୁ।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାରତ ସରକାରର ର ସଡ଼କ ଏବଂ ପରିବହନ ରାଜପଥ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଭାରତ ସେନା ଯବାନର ସିଆଚିନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଦୁଇଟି ଫୋଟୋ ପ୍ରଚାରିତ ହୋଇଛି ଯେ ସିଆଚେନରେ ପ୍ରବଳ ଥଣ୍ଡା ପାଗ ଏବଂ ପରିବେଶ ସମ୍ମୁଖୀନ ହେଉଥିବା ଭାରତୀୟ ସେନା ଯବାନଙ୍କ ଫୋଟୋ ଅଟେ।  କିନ୍ତୁ ଯେତେବେଳେ ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରିଲା ସେତେବେଳେ ଏହି ଫୋଟୋରେ ଥିବା ବ୍ୟକ୍ତି ଭାରତୀୟ ସେନା ଯବାନ ନୁହେଁ ବୋଲି ପ୍ରମାଣ ମିଳିଲା।  କ’ଣ ଦାବି ଏହି ପୋଷ୍ଟର? ଏହି ପୋଷ୍ଟରେ ଥିବା ଫୋଟୋରେ ଦାବି କରା ଯାଇଅଛି ଯେ ଏହା ସିଆଚେନ […]

Continue Reading

ଉଜ୍ଜେନର ମସଜିଦ ଯେଉଁଠାରେ ରାମଙ୍କ ଭକ୍ତଙ୍କ ଉପରେ ପଥର ମାଡ଼ ହୋଇଥିଲା, ସେଠାରେ ହିନ୍ଦୁମାନେ ବଡ଼ ରାଲି କରିଛନ୍ତି ?

ଗତ କିଛି ଦିନ ତଳେ ଉଜେନର ମସଜିଦ ପାଖରେ ହିନ୍ଦୁ ଲୋକମାନଙ୍କୁ ଫରଥ ଫିଙ୍ଗା ଯାଇଥିବାରଲ ଖବର ଚାର୍ଚ୍ଚାରେଥିଲା ବେଳେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲିଗିଛି। 0.24 ସେକେଣ୍ଟର ଏହି ଭାଇରାଲ ଭିଡିଓରେ ଅନେକ ରାମ ଭକ୍ତ ରାଲି କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଉଜ୍ଜେନର ଯେଉଁଠାରେ ଗତ କିଛି ଦିନ ତଳେ ରାମ ଭକ୍ତମାନଙ୍କୁ ଫଥରମରାଯାଇଥିଲା। ସେଠାରେ କାଲି ହିନ୍ଦୁ ଭାଇମାନେ ଏକ ବିସାଳ ରାଲି କରି ହିନ୍ଦୁତ୍ୱ ଦେଖାଇଦେଲେ। […]

Continue Reading

ଦୁବାଇର ପ୍ରସିଦ୍ଧ ପଦ୍ମ ଜୁମେରାହର ଫଟୋକୁ ଅଯୋଧ୍ୟାର କହି ଭାଇରାଲ କରାଯାଉଛି।

ଅଯୋଧ୍ୟାକୁ ସୁମନ୍ଦର କରିବା ପାଇଁ ସରକାର ଅନେକ ଯୋଜନା ଚଲାଇଛି। ଏହା ଛଡ଼ା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ସହରକୁ ନେଇ ମଧ୍ୟ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସହ କିଛି ମିଥ୍ୟା ଖବର ଭିନ୍ନ ପୋଷ୍ଟ ମାଧ୍ୟମରେ ଭାଇରାଲ ହେବାରେଲାଗିଛି। ଏହିପରି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ସହର ପାଣି ମଧ୍ୟରେଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ସହର […]

Continue Reading

ମାଲବାହି ରେଳ ବଗି ଅଦାନୀକୁ ବିକ୍ରି ହୋଇଥିବା ଦାବିରେ ମିଥ୍ୟା ପୋଷ୍ଟ ଭାଇରାଲ ।

ସୋସିଆଲ ମିଡିଆରେ କିଛି କୋଚର ଫଟୋ ଭାଇରାଲ ହେବାରେ ଲଗିଛି।  ଫଟୋ ସହ ଦାବି କରପାଯାଉଛି ଯେ, ବିଜେପି ସରକାର ଆଦାନୀଙ୍କୁ ଭାରତୀୟ ରେଳ ବିକ୍ରି କରିଥିବା ଦାବି ହେଉଛି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବେସରକାରୀ କମ୍ପାନୀଗୁଡିକ 2007 ରୁ ସାମଗ୍ରୀ ଟ୍ରେନ୍ ଚଳାଚଳରେ ଅଂଶଗ୍ରହଣ କରୁଛନ୍ତି।  ଆମେ ପୋଷ୍ଟରେ ଦାବି କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  20 ଡିସେମ୍ବରରେ Jayanata Ku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

କ’ଣ କୃଶକ ଆନ୍ଦୋଳନରେ ଯୋଗଦାନ ଦେଇଥିବା ଚାଷୀଙ୍କୁ କଣ୍ଡମ୍ ବଣ୍ଟା ଯାଉଅଛି? ଜାଣନ୍ତୁ ସତ୍ୟ।

କୃଶକ ଆନ୍ଦୋଳନ ନେଇ ଅନେକ ମିଥ୍ୟା ପୋଷ୍ଟ ଏବଂ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ସମୟରେ ଗୋଟିଏ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ଗୋଟିଏ ଫୋଟୋ ଏବଂ ଗୋଟିଏ ଭିଡିଓ ଅଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ବର୍ତ୍ତମାନ ଚାଲୁଥିବା କୃଶକ ଆନ୍ଦୋଳନ ସମୟରେ ଚାଷୀ ମାନଙ୍କୁ କଣ୍ଡମ୍ ବଣ୍ଟା ଯାଉଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୨ […]

Continue Reading

କ’ଣ ଚାଷୀ ମାନଙ୍କର ଉପରେ ପାଣି ତୋପ ବ୍ୟବହାର କରୁଥିବା ଏହି ଭିଡିଓ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ସେପ୍ଟେମ୍ବର ୨୦୨୦ ରେ କୃଷି ସମ୍ବନ୍ଧୀୟ ତିନୋଟି ବିଲ୍ ଲୋକସଭା ଏବଂ ରାଜ୍ୟରଭାରେ ପାରିତ ହୋଇଥିଲା। ଏହି ବିଲ୍ ଗୁଡ଼ିକ ହେଲା “କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ଅଧିନିୟମ ୨୦୨୦, କୃଷି ଚୁକ୍ତିନାମା ମୂଲ୍ୟ ନିର୍ଧାରଣ ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ ୨୦୨୦।” ସେପ୍ଟେମ୍ବର ୨୮ ରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନୋଟି ବିଲ୍ କୁ ମଞ୍ଜୁରୀ ଦେଇ ଏହାକୁ ଆଇନ ଘୋଷଣା କରିଥିଲେ। ସେବେଠାରୁ କୃଷକ ମାନେ ଏହାକୁ କୃଷକ ବିରୋଧୀ କହି […]

Continue Reading

2019 ଭିଡିଓକୁ କୋରୋନା ସମୟରେ ମୁକେଶ ଅମ୍ବାନୀଙ୍କ ନାତିର ଏକୋଇଶା ମନାଉଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ମୁକେଶ ଅମ୍ବାନୀର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମକେଶ ଅମ୍ବାନୀ ଏକ ବଡ଼ ପାର୍ଟୀ ଦେଉଥିବାର ଦେଖାଯାଉଛି। 10 ଡିସେମ୍ବରରେ ମୁକେଶ ଅମ୍ବାନୀର ନାତୁଣି ଜନ୍ମ ହୋଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଭାଇରାଲ ହେଇଥିଲା। ଏବେ ମଧ୍ୟ ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ, କୋଭିଡ -19 ମହାମାରୀର ନିର୍ଦ୍ଦେଶାବଳୀ କେବଳ ସାଧାରଣ ଲୋକଙ୍କ ପାଇଁ ଏବଂ ଅମ୍ବାନୀଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିମାନେ ଯେତେବେଳେ ଚାହିଁବେ ସେତେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଟୀକା ଫାଇଜର କମ୍ପାନୀ ଦ୍ଵାରା ନିର୍ମିତ କୋରୋନା ଟୀକା ଅଟେ? ଜାଣନ୍ତୁ ସତ୍ୟ।

କୋରୋନା ମାହାମାରୀ ଏବଂ ଏହାର ଟୀକା ବିଷୟରେ ସୋସିଆଲ ମିଡିଆରେ ଭୁଲ ତଥ୍ୟ ସହିତ ଅନେକ ପୋଷ୍ଟ ଭାଇରାଲ ହେଉଛି। କୋରୋନା ଟୀକା ଦର୍ଶାଇ ଏକ ଫୋଟୋ କାଟ୍ରିଜ୍ ଧାରଣ କାରିଥିବା ଏକ ପ୍ୟାକେଜ ଯାହା ଏକ ଇଲେକ୍ଟ୍ରୋନିକ୍ ସିଗାରେଟରେ ବ୍ୟବହୃତ ହେବ ଏବଂ ବାଷ୍ପ ଭାବରେ ନିଶ୍ଵାସରେ ନିଆଯିବ, ତାହା ସୋସିଆଲ ମିଡିଆରେ ବହୁ ଧ୍ୟାନ ଆକର୍ଷକ କରୁଛି। ଏହା ଏକ ଫାଇଜର ବ୍ରାଣ୍ଡିଂ ବହନ କରିଛି ଏବଂ ଏହାକୁ “ଏକକ ଦୋଜ୍” ଟୀକା କାଟ୍ରିଜ୍ […]

Continue Reading

କ’ଣ କୃଷକ ନେତା ଭି.ଏମ.ସିଂହ ନିର୍ବାଚନରେ କରଗ୍ରେସ ପ୍ରାଥି ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ କୃଷକ ନେତା ଭି.ଏମ.ସିଂହଙ୍କ ନାମ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେଉଛି। ବିଭିନ୍ନ ସୋସିଆଲ ମିଡିଆ ଉପଭୋକ୍ତା ମାନେ ଦାବି କରୁଛନ୍ତି ଯେ ଭି.ଏମ.ସିଂହ କଂଗ୍ରେସ ଦଳର ଜଣେ ନିର୍ବାଚନ ପ୍ରାଥି ଏବଂ ୬୩୧ କୋଟି ସମ୍ପତ୍ତି ଥିବା ଜଣେ ଚାଷୀ ଯିଏ ବର୍ତ୍ତମାନ କୃଷକ ଆନ୍ଦୋଳନରେ ଚାଷୀଙ୍କୁ ସମର୍ଥନ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୧୪ ଡିସେମ୍ବର ରେ […]

Continue Reading

ମନୋଜ ତିୱାରି କୃଷି ଆନ୍ଦୋଳନରେ ଚାଷୀମାନଙ୍କୁ ବୁଝାଇବାକୁ ଜିବା ସମୟରେ ତାଙ୍କ ଗୋଡ଼ ଭାଙ୍ଗିଗଲା ?

କୃଷି ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେଉଛି। କିଛି ସତ୍ୟଥିବାବେଳେ କିଛି ମିଥ୍ୟା ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ମନୋଜ ତିୱାରିର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମନୋଜ ତିୱାରିଙ୍କ ଗୋଡ଼ ଭାଙ୍ଗିଥିବାର ଦେଖାଯାଉଛି। ଭାଇରାଲ ଫଟୋରେ ଦାବି କରାଯାଇଛି ଯେ, ଚାଷୀମାନଙ୍କୁ ବୁଝାଇବାକୁ ଯିବା ସମୟରେ ଏକ ପାଗଳ କୁକୁର ସାମ୍ନାକୁ ଆସିବାରୁ ମନୋଜ ତିୱାରିଙ୍କର ଏପରି ଅବସ୍ଥା ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଥିଲା।  […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଏହି ଦୁଇଟି ଭିଡିଓ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ କିଛି ଭିଡିଓ ପ୍ରସାରିତ ହୋଇଛି ଯେ ଦିଲ୍ଲୀରେ କୃଷକ ବିଚ୍ଛିନତାବାଦୀ ଅଠା ନାଗରିକ ବିରୋଧୀ ଅଂଶଗ୍ରହଣ କରୁଛନ୍ତି। ଏହି ଭିଡିଓରେ “କାଶ୍ମୀର ବନେଗା ପାକିସ୍ତାନ ଏବଂ ପଞ୍ଜାବ ବନେଗା ଖାଲିସ୍ତାନ” ନାରା ଶୁଣିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ଭିଡିଓରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ “**************************” ଏହି ପୋଷ୍ଟରେ ଦୁଇଟି […]

Continue Reading

ମୋଦୀ ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ?

2020 ରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା କୃଷକ ବିଲ୍ ବିରୋଧରେ ହଜାର ହଜାର କୃଷକ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଛନ୍ତି। କିନ୍ତୁ ଏତେ ଶିତରେ ଦିଲ୍ଲୀର ପ୍ରତିବାଦ କରୁଥିବା କୃଷକଙ୍କ ସହ ଦେଖା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ। ଆମ […]

Continue Reading

ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି ?

 ଦିଲ୍ଲୀରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ସୁପରମାର୍କେଟର ଫଟୋ ଅଛି। ଫଟୋରେ ଦାବି କରାଯାଇଛି ଯେ, ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  17 ଡିସେମ୍ବରରେ Dipak Kumar Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]

Continue Reading

ଅଦାନୀଙ୍କ ପତ୍ନୀଙ୍କୁ ମୋଦୀ ହାତ ଯୋଡ଼ି ପ୍ରଣାମ କରୁଛନ୍ତି ? ଜାଣନ୍ତୁ ଫଟୋରେଥିବା ମହିଳା କିଏ?

ବ୍ୟବସାୟୀ ଗୌତମ ଆଦାନୀଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଗୁଜବ ପ୍ରଚାର ହେବାକୁ ଲାଗିଛି।  ବିଜେପି ସରକାର ଅଦାନୀକୁ ଭାରତୀୟ ରେଳ ବିକ୍ରି କରିଥିବାର ଦାବି ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା, ଯାହାକୁ ଫ୍ୟାକ୍ଟକ୍ରିସେଣ୍ଡୋ ମିଥ୍ୟା ପ୍ରମାଣିତ କରିଛିଲା। ଏବେ ମଧ୍ୟ ଅଦାନୀଙ୍କ ପତ୍ନୀଙ୍କ ନାମରେ ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ପ୍ରଧାନମନ୍ତ୍ରୂ ମୋଦୀ ଜଣେ ମହିଳାଙ୍କୁ ହାତ ଯୋଡ଼ୁଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଅଦାନୀଙ୍କ ପତ୍ନୀଙ୍କୁ ମୋଦୀ ହାତ ଯୋଡ଼ି […]

Continue Reading

କ’ଣ ଏହି ଭିଡିଓଟି ଏମ.ଡି.ଏଚ ମସଲା ମାଲିକ ଧରମପାଲ ଗୁଲାଟିଙ୍କ ଅନ୍ତିମ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ପ୍ରସିଦ୍ଧ ମସଲା ଏମ.ଡି.ଏଚ ମାଲିକ ମାହାଷୟ ଧରମପାଲ ଗୁଲାଟି ୩ ଡିସେମ୍ବର ରେ ୯୮ ବର୍ଷ ବୟସରେ ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କ ଦେହାନ୍ତ ହେଇଥିଲା। ତାଙ୍କ ଦେହାନ୍ତ ପରେ ଅନେକ ସୋସିଆଲ ମିଡିଆ ୟୁଜର ଏକ ଭିଡିଓ ଶେଯାର କରିବା ଆରମ୍ଭ କରିଛନ୍ତି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହା ତାଙ୍କ ଅନ୍ତିମ ସମୟ ପୂର୍ବର ଭିଡିଓ ଅଟେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

କ’ଣ ବିଜେପି ସରକାର ଭାରତୀୟ ରେଳକୁ ଅଦାନୀ ଗ୍ରୁପକୁ ବିକ୍ରି କରିଛି? ଜାଣନ୍ତୁ ସତ୍ୟ।

ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, ବିଜେପି ସରକାର ଭାରତୀୟ ରେଳବାଇକୁ ଆଦାନୀ ଗ୍ରୁପକୁ ବିକ୍ରି କରିଛନ୍ତି। 1.11 ମିନିଟ ଭିଡିଓରେ ଏକ ଟ୍ରେନର ଅଛି, ଯାହାର  ଆଗ ପାର୍ଶ୍ୱରେ ଭଦୋଦରା ଲେଖା ହୋଇଛି ଏବଂ ଟ୍ରେନର ଉଭୟ ପାର୍ଶ୍ୱରେ ଫର୍ଚୁନ୍ ବ୍ରାଣ୍ଡ ମଇଦା ବିଜ୍ଞାପନ ଦିଆଯାଉଛି। ଏଥିସହ ‘ଆଦାନୀ ୱିଲମାର’ର ଏକ ପୋଷ୍ଟର ମଧ୍ୟ ଗୋଟିଏ ସ୍ଥାନରେ ରଖାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ମୁମ୍ବାଇର ଗୋଟିଏ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ସମ୍ବନ୍ଧିତ ମୋଦୀ ସରକାରଙ୍କୁ ଭୋଟ୍ ନଦେବା ପାଇଁ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତମାନ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ପେଟ୍ରୋଲ ପମ୍ପ୍ ବିଲ୍ ତଳେ ଲେଖା ଯାଇଅଛି ଯେ “ଯଦି ଆପଣ ପେଟ୍ରୋଲ ମୂଲ୍ୟ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ମୋଦୀଙ୍କୁ ଭୋଟ୍ ଦିଅନ୍ତୁ ନାହିଁ।“ ଏହି ପୋଷ୍ଟରେ ପେଟ୍ରୋଲ ପମ୍ପ୍ ମାଲିକ ମାନେ ବର୍ତ୍ତମାନ ମୋଦୀଙ୍କୁ ଭୋଟ୍ ନଦେବାକୁ ଅନୁରୋଧ କରୁଛନ୍ତି ବୋଲି ଦାବି କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଛି।  […]

Continue Reading

କ’ଣ ତିରଙ୍ଗାର ଅପମାନ ହେଉଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ନେଇ ଅନେକ ପ୍ରଚାର ଚାଲିଛି। ସେହି ଭଳି ଗୋଟିଏ ପୋଷ୍ଟରେ କିଛି ଯୁବକ ଭାରତୀୟ ପତାକାକୁ ଅପମାନ କରୁଥିବା ଏକ ଫୋଟୋ ସେୟାର କରି ଏହାକୁ ଚାଲୁଥିବା କୃଷକ ଆନ୍ଦୋଳନ ସହ ଯୋଡ଼ୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ପୋଷ୍ଟର? ୧୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ କିଛି ଲୋକ ଭାରତ ପତାକାକୁ ଅପମାନ […]

Continue Reading

କ’ଣ ଏହି କିଡେଓରେ ରାହୁଲ ଗାନ୍ଧୀ ଚନ୍ଦ୍ରରେ ଆଳୁ ଫସଳ କରିବା କଥା କହୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ନିଜ ଭାଷଣରେ ଚନ୍ଦ୍ରରେ ଆଳୁର ଫସଳ କରିବା କଥା କହୁଛନ୍ତି। ୮ ଡିସେମ୍ବରର ଏହି ପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ନେଇ କୁହା ଯାଇଅଛି ଯେ “ଆମ ଦେଶର ଉର୍ଣ୍ଣତ ଧରଣର ଚାଷୀ , ଯିଏ ଚନ୍ଦ୍ର ରେ ଆଳୁ ଫସଲ କରିବାର କ୍ଷମତା ରଖନ୍ତି. ଆଜି ପ୍ରମାଣ ହେଲା ଦେଶରେ କୁତ୍ରିମ ଚାଷୀ ଙ୍କ ଭାରତ ବନ୍ଦ ପପୁ ଭାଇଙ୍କ ପାଇଁ ସଫଳ […]

Continue Reading

2018 ଭିଡିଓକୁ ବର୍ତ୍ତମାନ କୃଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିଖମାନେ ନାରା ଲଗାଉଛନ୍ତି ଯେ, ଗଲି ଗଲି ମେ ଶୋର ହେ ଭାରତମାତା ଚୋର ହେ,ଗଲି ଗଲି ମେ ଶୋର ହେ ହିନ୍ଦୁଓ ତୁମ୍ମାରୀ ମାତା ଚୋର ହେ,ଖଲିକସ୍ତାନ ଜିନ୍ଦାବାଦ। ଭାଇରାଲ ଭିଡିଓ ବର୍ତ୍ତମାନ ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନର ଅଟେ।  ଆମ ଅନୁସନ୍ଧାନରେ ଭୋଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଭାଇରାଲ ଭିଡିଓ 2018 ମସିହାରେ ଆମେରିକାର ସାନ ଫ୍ରାନ୍ସିସ୍କୋରେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବର୍ତମାନ ଚାଲୁଥିବା କୃଷକ ଆନ୍ଦୋଳନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କୃଷି ଆଇନ ବିରୁଦ୍ଧରେ କୃଷକ ମାନେ ରାସ୍ତାକୁ ବାହାରି ଆନ୍ଦୋଳନ କରୁଛନ୍ତି। ଏହି ଅବସର ନେଇ କିଛି ସୋସିଆଲ ମିଡିଆ ୟୁଜର ଫୋଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି ଯେଉଁଟାର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ଫେକ୍ଟ କୃସେଣ୍ଡୋ ପୂର୍ବରୁ ମଧ୍ୟ ଏପରି ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି। ଏପରି ଗୋଟିଏ ଫୋଟୋ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଥିରେ ମଞ୍ଚ ଉପରେ ଗୋଟିଏ କୁକୁଡ଼ା ବସିଛି ଆଉ ସେଠାରେ କୌଣସି […]

Continue Reading

ଭାରତ ଜାତୀୟ ପତାକାକୁ ଅପମାନ କରୁଥିବା ଶିଖ ବ୍ୟକ୍ତିର ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ନୁହେଁ।

ସୋସିଆଲ ମିଡିଆରେ ଦିଲ୍ଲୀରେ ହେଉଥିବା କୃଷି ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ସେଥିମଧ୍ୟରୁ କିଛି ସତ୍ୟଥିବା ବେଳେ କିଛି ମିଥ୍ୟା ମଧ୍ୟ ଅଟେ। ଏହିପରି ଅନ୍ୟ ଏକ ଫଟୋ ମଧ୍ୟା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଶିଖ ବ୍ୟକ୍ତି ଭାରତିୟ ପତାକା ଉପରେ ଜୋତା ରଖୁଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଉଛି ଯେ, କୃଷି ଆନ୍ଦୋଳନରେ ଚାଷିମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଭିଡିଓରେ କୃଷକ ଆନ୍ଦୋଳନ ସମୟରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗା ଯାଇଅଛି? ଜାଣନ୍ତୁ ସତ୍ୟ।

ବର୍ତମାନ ଚାଲୁଥିବା କୃଷକଙ୍କ ବିରୋଧ ମଧ୍ୟରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଶିଖ ଲୋକଙ୍କ ପାକିସ୍ତାନ ସମର୍ଥନ ନାରା ଦେଉଥିବା ଏକ ଭିଡିଓ ପୋଷ୍ଟ କରୁଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଶିଖ ଲୋକେ ରାସ୍ତାରେ ଚାଲି ଆସୁଥିବା ସମୟରେ ପାକିସ୍ତାନ ଜିନ୍ଦାବାଦ, କାଶ୍ମୀର ବନେଗା ପାକିସ୍ତାନ ଇତିଯାଡି ନାରା ଦେଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତମାନ ଚାଲୁଥିବା କୃଷକ ଆନ୍ଦୋଳନ ସମୟର ଦାବି ସହିତ ଭାଇରାଲ ହେଉଛି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

କୃଷି ଆନ୍ଦୋଳନରେ କ’ଣ ପଞ୍ଜାବି କୃଷକ ମାନେ ଖାଲିସ୍ତାନ ବନାଇବାକୁ ଦାବି କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ କୃଷି ଆନ୍ଦୋଳକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି । କିଛି ଫଟୋ ଏବଂ ଭିଡିଓରେ ମିଥ୍ୟା ଖବର ଲେଖି ଭାଇରାଲ କରାଯାଉଛି। ଏହିପରି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଶିଖ୍ ହାତରେ ପୋଷ୍ଟରଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ପଞ୍ଜାବୀ କୃଷକମାନେ ଖଲିସ୍ତାନ ମାଗୁଛନ୍ତି। କେହି କେହି ଦାବିକରିଛନ୍ତି ଯେ, କୃଷି ଆନ୍ଦୋଳନରେ ଖାଲିସ୍ତାନଙ୍କ ଦ୍ୱାରା ପ୍ରୟୋଜିତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି […]

Continue Reading

ଟ୍ରୁଡୋଙ୍କ 2015ର ଏକ ଶିଖ ମଣ୍ଡଳୀ ଗ୍ରସ୍ତର ପୁରୁଣା ଫଟୋକୁ କୃଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶିଖଙ୍କ ଏକ ମଣ୍ଡଳୀ ସହିତ ବସିଥିବାର ଦେଖିବାକୁ ମିଳୁଛି।  ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ସେ କୃଷକ ବିଲର ପ୍ରତିବାଦରେ କାନାଡ଼ାରେ ଭାରତୀୟ ବଂଶଧରମାନଙ୍କ ପ୍ରତିବାଦ ମଞ୍ଚରେ ସାମିଲ୍ ହୋଇଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   8 ଡିସେମ୍ବରରେ  Pravat Panigrahi ନାମକ ଜଣେ ଫେସବୁକ […]

Continue Reading

ଏଡିଟ୍ ଫଟୋ କୁ ନିଶ ନଥିବା ମୁସ୍ଲିମ ଚାଷି ଆନ୍ଦୋଳନରେ ସର୍ଦ୍ଦାର ବନି ପ୍ରଦର୍ଶନ କରୁଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ବିଷୟରେ ଅନେକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରୁ କିଛି ସତ୍ୟଥିବା ବେଳେ କିଛି ମିଥ୍ୟା ପୋଷ୍ଟ ରହୁଛି। ଫ୍ୟାକ୍ଟ କ୍ରିସେଣ୍ଡୋ ଏପରି ଅନେକ ମିଥ୍ୟା ଖବରର ସମାନ୍ନା କୁ ଆଣିଛି। ଏହି ପରି କୃଷି ଆନ୍ଦୋଳନ ସହ ଯୋଡ଼ି ଅନ୍ୟ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।  ଫଟୋରେ ଦାବି କରାଯାଉଛି ଯେ, ଜଣେ ମୁସଲମାନ ବ୍ୟକ୍ତି ସର୍ଦ୍ଦାର ରୂପେ ଛଦ୍ମବେଶରେ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ। ପଗଡି ପିନ୍ଧିଥିବା […]

Continue Reading

କ’ଣ ରବୀନ୍ଦ୍ରନାଥ ଟାଗୋରେ ସୁଭାଷଚନ୍ଦ୍ର ବୋଷଙ୍କ ଜାତୀୟ ସଙ୍ଗୀତର ସଂସ୍କରଣକୁ ବଦଳାଈ ଘୋଷଣା କରିଥିଲେ ଯେ ସେ ଜାତୀୟ ସଙ୍ଗୀତ ଲେଖିଛନ୍ତି? ଜାଣନ୍ତୁ ସତ୍ୟ।

ଜାତୀୟ ସଙ୍ଗୀତ ହେଉଛି ଗୋଟିଏ ଦେଶର ଗର୍ବ। ସମସ୍ତଦେଶର ଜାତୀୟ ସଙ୍ଗୀତ ପଛରେ ସେହି ଦେଶର ଇତିହାସ ଯୁଡ଼ି ହୋଇ ରହି ଥାଏ। ଆମେ ମଧ୍ୟ ଛୁଆ ସମୟରୁ ପଢି ଆସିଛୁ ଯେ ଭାରତର ଜାତୀୟ ସଙ୍ଗୀତ ରବୀନ୍ଦ୍ରନାଥ ଟାଗୋର ଲେଖିଛନ୍ତି। କିନ୍ତୁ ବର୍ତମାନ ସୋସିଆଲ ମିଡିଆରେ ଏହି ବିଷୟନେଇ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଭାରତର ଜାତୀୟ ସଙ୍ଗୀତ ଟାଗୋର ନୁହେଁ, ସୁଭାଷଚନ୍ଦ୍ର ବୋଷ […]

Continue Reading

2018 ଭିଡିକୁ ବର୍ତ୍ତମାନ ଚାଷୀ ଆନ୍ଦୋଳନ ସହ ଯୋଡ଼ି ଭାଇରାଲ କରାଯାଉଛି।

ଦାଲ୍ଲୀ ଚାଷୀ ଆନ୍ଦୋଳନକୁ  ନେଇ ସଓସିଆଳ ମିଡିଆରେ ଅନେକ ଖବର ଭାଇରାଲ ହେଉଛି। ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ କିଛି ଦାବି ମିଥ୍ୟା ମଧ୍ୟ ଥାଏ।  କୃଷି ଆନ୍ଦୋଳନର ଅନେକ ଫେକ ଖବର ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନାକୁ ଆଣିଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ପଇସା ନେଇ ପ୍ରଦର୍ଶନ କରୁଥିବା କଥା କହୁଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଚାଲୁଥିବା କୃଷି ଆନ୍ଦୋଳନରେ ନକଲି ଚାଷିମାନଙ୍କୁ […]

Continue Reading

2011 ମସିହା ପଶୁ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନର ଭିଡିଓ କୁ ବର୍ତ୍ତମାନ କୃଷି ଆନ୍ଦୋଳନ ଦାବିରେ ଭାଇରାଲ କରାଯାଉଛି ।

ସୋସିଆଲ ମିଡିଆରେ ଚାଷୀ ଏବଂ ଦିଲ୍ଲୀରେ ହେଉଥିବା ଚାଷୀ ଆନ୍ଦୋଳନ କୁ ନେଇ ଅନେକ ଖବର ସହ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସର୍ଦ୍ଦାର କୁ ପୋଲିସ ଟାଣି ଟାଣି ନେଉଥିବାର ଦେଖାଯାଉଛି। ସର୍ଦ୍ଦାର ମୁଣ୍ଡରୁ ପଗଡ଼ି ମଧ୍ୟ କାଢ଼ି ଦିଆଯାଇଛି। ଭାଇରାଲ ଭିଡିଓ ସହ ଦାବି କରାଯାଇଛି ଯେ, କୃଷି ଆନ୍ଦୋଳନରେ ଅକ ନକଲି ସର୍ଦ୍ଦାର ପ୍ରଦର୍ଶନ କରୁଥିଲା। ପୋଲିସ ତାକୁ ଗିରଫ […]

Continue Reading

କ’ଣ ଫୋଟୋରେ ଆହତ ହେଇଥିବା ବ୍ୟକ୍ତି ଅବସର ପ୍ରାପ୍ତ କ୍ଯାପଟେନ ପିପିଏସ ଢିଲୋନ ଅଟନ୍ତି? ଜାଣନ୍ତୁ ସତ୍ୟ।

ଦେଶରେ କୃଷକ ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ବିରୋଧ ଯୋଗୁଁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ଫୋଟୋ ବର୍ତମାନ ଭାଇରାଲ ହେଇଛି ଯେଉଁଥିରେ ପ୍ରଥମ ଫୋଟୋରେ ସବୁଜ ପଗଡି ପିନ୍ଧିଥିବା ସେନା ଆଧିକାରୀ ଏବଂ ଦୁଇତ୍ୟା ଫୋଟୋରେ ପଗଡି ପିନ୍ଧିଥିବା ଜେନ ଆହତ ବ୍ୟକ୍ତି ଦେଖା ଯାଇଛନ୍ତି। ଫୋଟୋରେ ଥିବା ଉଭୟ ପୁରୁଷ ସମାନ ବ୍ୟକ୍ତି ବୋଲି ଦାବି ସହିତ ଫୋଟୋ ଭାଇରାଲ ହେଇଛି। ଦାବି ଅନୁଯାୟୀ […]

Continue Reading

ବାଙ୍ଗଲାଦେଶ ରାସ୍ତା ନିର୍ମାଣ ଫଟୋକୁ ବିହାର ବିଜେପି ସରକାର ନିମ୍ନମାନର ରାସ୍ତା ନିର୍ମାଣକରୁଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ବ୍ୟକ୍ତି ରାସ୍ତାରେ ବାଉଁ ପକାଇ ରାସ୍ତା ନିର୍ମାଣ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, କଣ୍ଟା ବାଉଁଶ ବତାରେ ନିର୍ମିତ ରୋଡ଼ ଢଳେଇ ବିହାର ମଧୁବନି ଜିଲ୍ଲାର ଇଟେ। ପୋଷ୍ଟର ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ ବିହାରର ନୁହେଁ ବରଂ ବାଙ୍ଗଲାଦେଶର ଅଟେ।   1 ଡିସେମ୍ବରରେ Pasa Gaan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ କୁ ପୋଷ୍ଟ […]

Continue Reading

କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ ଦାବିରେ ଭାଇରାଲ ଫଟୋର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିରୋଧ ଏବଂ ସମର୍ଥନ କରିବା ପାଇଁ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ପୋଷ୍ଟ କରାଯାଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ଏକ ବ୍ୟାନର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ କରିବାକୁ ଦାବି କରାଯାଇଛି। ଭାଇରାଲ ଫଟୋ ସହା ଦାବି କରାଯାଉଛି ଯେ, ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଏହା ଫଟୋ ଅଟେ। ଏବଂ କୃଷକମାନେ […]

Continue Reading

କ’ଣ ଏହି ଫୋଟୋ ୨୬/୧୧ ରେ ଆତଙ୍କବାଦୀ ଆକ୍ରମଣରେ ଶହିଦ ହେଇଥିବା ପୋଲିସକର୍ମୀ ତୁକାରାମଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ନଭେମ୍ବର ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେଇଥିଲା। ଲଶ୍କର-ଇ-ତାଇବା ନାମକ ଉଗ୍ରବାଦୀ ସଂଗଠନର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ୪ ଦିନ ଧରି ୧୩ ଟି ଆକ୍ରମଣ ବିନନିମୟ କରିଥିଲେ। ଏହି ଗୁଳିକାଣ୍ଡରେ ମୁମ୍ବାଇ ପୋଲିସ ସବ୍ ଇନ୍ସପେକ୍ଟର ଟୁକାରାମ ଓମ୍ବଲେ ଶହିଦ ହେଇଥିଲେ। ତାଙ୍କ ବିରତା ପାଇଁ ଆତଙ୍କବାଦୀ କସାବକୁ ପୋଲିସ ଗିରଫ କରିବାରେ ସକ୍ଷମ ହେଇଥିଲା। ବର୍ତମାନ ସୋସିଆଲ ତୁକାରାମଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  […]

Continue Reading

ମହାରାଷ୍ଟ୍ରର କୃଷକ ପ୍ରଦର୍ଶନ ଫଟୋକୁ ଦିଲ୍ଲୀର କହି ଭାଇରଲା କରାଯାଉଛି।

 ଦିଲ୍ଲୀରେ କୃଷକ ବିରୋଧ ପ୍ରଦର୍ଶନ କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ ବସିଥିବାର ଦେଖାଯାଉଛି। ଫଟୋସହ ଦାବି କରାଯାଉଛି ଯେ, ଦିଲ୍ଲୀରେ କୃଷକ ଆନ୍ଦୋଳନ ଦେଖନ୍ତୁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  30 ନଭେମ୍ବରରେ Purna Chandra Biswal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଭିଡିଓ ବର୍ତମାନ ସମୟରେ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

କୃଷି ଆଇନ ବିରୂଧରେ ଦେଶରେ ଚାଲୁ ଥିବା ଆନ୍ଦୋଳନ ବର୍ତମାନ ଚର୍ଚାରେ ଅଛି। ଏହି ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ କିଛି ଲୋକେ ଖାଲିସ୍ତାନ ଏବଂ ପାକିସ୍ତାନ ସମର୍ଥନ କରୁଥିବା ନାରା ଲଗାଇବା ଶୁଣିବାକୁ ମିଳିଛି। କିନ୍ତୁ ଏହି ଭିଡିଓ ପୁରୁଣା ଏବଂ ବ୍ରିଟେନର ଭିଡିଓ ଅଟେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା […]

Continue Reading

ବିବାହ କରିନଥିବା ସମ୍ୱିତ ପାତ୍ରଙ୍କ ଝିଅ ମୁସ୍ଲିମ ଯୁବ ସହ ଫେରାର ହୋଇଥିବା ମିଥ୍ୟା ଖବର ଭାଇରାଲ ହେଉଛି।

ବିଜେପି ଜାତୀୟ ମୁଖପାତ୍ର ସମ୍ୱିତ ପାତ୍ର ସର୍ବଦା ସୋସିଆଲ ମିଡିଆ ଏବଂ ସମସ୍ତ ଡିବେଟରେ ଚର୍ଚ୍ଚିତ ଚେହେରା ଅଟନ୍ତି। ତେବେ ଲଭ୍ ଜିହାଦ୍’ ଉପରେ ହୋଇଥିବା ଆଲୋଚନା ପରେ, ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଝିଅ ଏକ ମୁସ୍ଲିମ ସହ ପଳାଇବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବିପି ନ୍ୟୁଜ୍ ରିପୋର୍ଟର ଏକ ସ୍କ୍ରିନ୍ ସୋର୍ଟ ଏହି ଦାବିରେ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଭିଡିଓ ତାନିଳନାଡ଼ୁରେ ଆସିଥିବା ନିଭାର ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ।

୨୫ ନଭେମ୍ବରରେ ତାମିଲନାଡ଼ୁରେ ଆସିଥିଲା ନିଭାର ବାତ୍ୟା। ନ୍ୟ ଖବର ପରି ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବନ ଭିଡିଓ ଭାଇରାଲ ହେଉଛୁ। ବାତ୍ୟା ପର ଦୃଶ୍ୟ କହି ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ରାସ୍ତାରେ ତିବ୍ର ଗତିରେ ବହୁ ଥିବା ପାଣି ମଧ୍ୟରେ କିଛି ଲୋକ ରସୀ ସାହାଜ୍ଯତାରେ ରାସ୍ତାର ଗୋଟିଏ ପଟୁ ଅନ୍ୟ ପାଟକୁ ଯାଉଥିବା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଆଇ ଯେଏନୟୁ ପହଞ୍ଚିଲା ପରେ ଏହି ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା? ଜାଣନ୍ତୁ ସତ୍ୟ।

ଯେଏନୟୁରେ କିଛି ବଡ଼ ଧରଣ ଘଟିବା ନୂଆ କଥା ନୁହେଁ। ସମୟ-ସମୟରେ କିଛି ନା କିଛି ଘଟଣା ପାଇଁ ଯେଏନୟୁ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଚର୍ଚାରେ ରହେ। ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଗୋଟିଏ ଉତ୍ସବ ପାଳନ ହେଉଥିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓରେ ଲୋକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଛି ଯେଉଁଥିରେ “ନିମ କା ପତ୍ତା କଡ଼ବା ହେ, ପାକିସ୍ତାନ **** ହେ ଏବଂ ଜିସକୋ […]

Continue Reading

ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରୁଥିବା ଭିଡିଓ କୁ ଦିଲ୍ଲୀର କହି ଭାଇରାଲ କରାଯାଉଛି।

କୋରୋନା କାଳପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇଗାଲାଣି। ମାସ୍କ ନ ପିନ୍ଦିଲେ ପୋଲିସ ଏବଂ ସରକାର କଡ଼ା ନିୟମ ମଧ୍ୟ କରିଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୋଲିସ ଲାକମାନଙ୍କୁ ମାସ୍କ ନ ପିନ୍ଧିବା ଅଭିଯୋଗରେ ଗିରଫ କରୁଥିବାର ଦେଖାଯାଉଚି। 1.48 ସେକେଣ୍ଡର ଭିଡିଓ ଦିଲ୍ଲୀର ଅଟେ ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 21 ନଭେମ୍ବରରେ Tusar Mohanty […]

Continue Reading

ବି.କେ.ଏସ ଅୟଙ୍ଗରଙ୍କ ଯୋଗ ଭିଡିଓ କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମରେ ଭାଇରାଲ କରାଯାଉଛି।

ମୋଦିଙ୍କ ନାମରେ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି ପରି ଯୋଗର ବିଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଜଣେ ବ୍ୟକ୍ତିଙ୍କ ବ୍ଲାକ ଏଣ୍ଡ ହ୍ୱାଇଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 8 ମିନିଟର ଲମ୍ବା ଭିଡିଓ ସହ ଦାବି କରାଯାଉଛି  ଯେ, ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଆସନ ପ୍ରଦର୍ଶନ କରୁଥିବା ଏକ ବିରଳ ଦୃଶ୍ୟ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ନ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାକ କରି ଲଦାଖରେ ଭାରତ ସେନା ଉପରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଓ ପରସ୍ପର ମଧ୍ୟରେ ସେନା ମାନଙ୍କ ଆକ୍ରମଣ ଖବର ବିଗତ କିଛି ମାସ ହେଲା ଦେଖିବାକୁ ମିଳିଛି। ଅନେକ ଗଣମାଧ୍ୟମରେ ଭାରତ ଏବଂ ଚୀନ ମଧ୍ୟରେ ସେମା ବିବାଦ ସମ୍ବାଦ ପ୍ରକାଶିତ ହେଇଥିବା ସମୟରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭାରତ ସେନା ଉପରେ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିବାର ଦାବି ସୋସିଆଲ ମିଡିଆରେ ଚର୍ଚାର ଅଛି।  […]

Continue Reading

କ’ଣ ଭାରତ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଲରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।

Representative Image ଭାରତ ଏବଂ ପାକିସ୍ତାନ ମଦ୍ୟରେ ସୀମାରେ ପ୍ରାୟ ସବୁ ଦିନ ଯୁଧ୍ୟ ସ୍ଥିତି ରହି ଥାଏ। ପାକିସ୍ତାନରୁ ଆତଙ୍କବାଦୀ ଭାରତ ଆସି ଭାରତ ଜନତା ଏବଂ ସେନା ଉପରେ ଆକ୍ରମଣ କରିବା ଘଟଣା ପ୍ରାୟ ଦେଖିବାକୁ ମିଳିଥାଏ। ବର୍ତମାନ ସମୟରେ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିଥିବା ଖବର ସାମନାକୁ ଆସିଛି। ଏହହୀ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ନ୍ୟୁଜ ଚ୍ୟାନାଲ ମଧ୍ୟ ଏହି ଖବର ପ୍ରସାରିତ କରିଛନ୍ତି।  […]

Continue Reading

ଭାରତୀୟ ସୈନ୍ୟମାନେ 19 ନଭେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମିରରେ 200ରୁ ଅଧିକ ଆତଙ୍କିଙ୍କୁ ଦମନ କରିଛନ୍ତି କି ?

ସୋସିଆଲ ମିଡିଆରେ ଭରତୀୟ ସୈନ୍ୟମାନଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଫଟୋରେଥିବା ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀରରେ 200ରୁ ଅଧିକ ଆତଙ୍କିମାନଙ୍କୁ ଦମନ କରିଛନ୍ତି ଏବଂ ସୁରକ୍ଷିତ ଭାବେ ଫେରିଛନ୍ତି। ଆଣ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲ।  19 ନଭେମ୍ବରରେ Bablu Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ […]

Continue Reading

କ’ଣ ଜୋ ବାଇଡେନଙ୍କ ୱ୍ହାଇଟ ହାଉସ ସ୍ଵାଗତ ସମୟରେ ହିନ୍ଦୁ ରୀତି ଅନୁସାରେ ପୂଜା କରା ଯାଇଅଛି? ଜାଣନ୍ତୁ ସତ୍ୟ।

କିଛି ଦିନ ଉର୍ବାରୁ ଆମେରିକାନିର୍ବାଚନ ସେଶ ହେଇ ଜୋ ବାଇଡେନଙ୍କୁ ଆମେରିକାର ନୂତନ ରାଷ୍ଟ୍ରପତି ନିଯୁକ୍ତି କରା ଯାଇଅଛି। ବିଗତ କିଛି ଦିନରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ ସାକ୍ଷାତରେ ଦୁଇଟି ଲୋକ ହିନ୍ଦୁ ଶ୍ଳୋକ ଗାଉଥିଲା ସମୟରେ ଅନ୍ୟ ଲୋକେ ସମ୍ମାନରେ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ଭିଏଅର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ବୋଲି ପ୍ରମାଣ କରିଛି।  […]

Continue Reading

ତିନି ବର୍ଷ ପୁରୁଣା ବାଙ୍ଗଲାଦେଶ ଭିଡିଓ କୁ କୋଲକାତାର କହି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲା ହେଉଛି, ଯେଉଁଥିରେ ଅଧିକ ସଂଖ୍ୟାରେ ମୁସ୍ଲିମମାନେ ଅହ୍ଲା ହୁଁ ଅକବର କହି ନାରା ଲଗାଉଛନ୍ତି। ଭିଡିଓ ସହା ଦାବି କରାଯାଉଛି ଯେ, ଭାଇରଲା ହେଉଥିବା ଏହି ଭିଡିଓ କୋଲକାତାର ଅଟେ। ଯେଉଁଠାରେ ମୁସ୍ଲିମମାନେ ଇସ୍ଲାମ ଜିନ୍ଦାବାଦର ନାରା ଲଗାଉଥିବାର ଦେଖାଯାଉଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭାଇରାଲ ଭିଡିଓ କୋଲକାତାର ନୁହେଁ ବରଂ ବାଙ୍ଗଲା ଦେଶର ଅଟେ।  20 ନଭେମ୍ବରରେ Krishna […]

Continue Reading

କ’ଣ ନିର୍ବାଚନ ହାରିବା ପରେ ରାଷ୍ଟ୍ରୀୟ ଜନତା ଦଳ ମିଠା ପକାଇଦେଲେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ପୂର୍ବରୁ ବିହାର ଉପନିର୍ବାଚନ ଶେଷ ହେଲା ପରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ମିଠା ନିଷ୍କାସନ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟ କରା ଯାଇଥିବା ଫୋଟୋର ଅନୁସନ୍ଧାନ କରି ଏହାର ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଛି।  କ’ଣ ଦାବି ଏହି ପୋଷ୍ଟର? 13 ନଭେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଆ ଫ୍ରେନ୍ଦ୍ସ ଇନ ଫେସବୁକ ନାମକ ପେଜରେ ଗୋଟିଏ […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ରାମ ମନ୍ଦିର ଭୂମି ପୂଜନ ସମୟର ଭିଡିଓକୁ ବିଭ୍ରାନ୍ତକର ଦାବିରେ ଭାଇରାଲ କରାଯାଉଛି।

ଦିପାବଳୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଣ ଫୁଟାଇବା ପାଇଁ ମନା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗି ଆଦିତ୍ୟନାଥଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଧୁରି ବୁଲୁଛି। ଏହି ପୋଷ୍ଟକୁ ଦିପାବଳି ପରଦୀନଠାରୁ ସେୟାର କରାଯାଉଛି। ଭିଡିଓରେ ଯୋଗୀ ଆଦିତ୍ୟନାଥ ଏକ କୁମ୍ପି ବାଣ ଫୁଟାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିପାବଳୀରେ ପ୍ରଦୁଷଣ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 17 ନଭେମ୍ବରରେ Sangram Babu […]

Continue Reading

ଭିନ୍ନ ସ୍ଥାନ ଏବଂ ଭିନ୍ନ ସମୟର ଫଟୋକୁ ଏକାଠି କରି ଉତ୍ତର ପ୍ରଦେଶ ମଦ୍ରାସାରୁ ଅସ୍ତ୍ର ଜବତ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ  ମିଡିଆରେ ମଦରାସା କୁ ନେଇ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରୁ କେଉଁଟି ସତ ଏବଂ କେଉଁଟି ମିଛ ତାହା ନ ଜାଣି ମଧ୍ୟ ଭାଇରାଲ କରାଯାଉଛି। ଏପରି କିଛି ଫଟୋ ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନା କୁ ଆସିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶର ମଦ୍ରାସାରୁ ପୋଲିସ ଦ୍ୱାରା ଏହି ଅସ୍ତ୍ର ସିଜ କରାଯାଇଛି। ଏହା ସହ ଅପରାଧିମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ପ୍ରମାଣିତ […]

Continue Reading

କ’ଣ ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଫଟୋ କି ?

ସୋସିଆଲ ମିଡିଆରେ ଅଶୋକ ସ୍ତମ୍ବ ସ୍ଥାପନାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ବ୍ୟକ୍ତି ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Prahallad Pentia  ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଫ୍ରାନ୍ସ […]

Continue Reading

କ’ଣ ଏହା ଗୁଜରାତ ପୋଲିସ ଜଣେ ବାଇକ୍ ଚାଳକକୁ ଅତ୍ୟାଚାର କରୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସକର୍ମୀ ନିଜ ଗାଡ଼ି ଦ୍ଵାର ଖୋଲିଥିବା ସମୟରେ ବାଇକ୍ ଚଳେଇ ଆସୁଥିବା ବ୍ୟକ୍ତି ପୋଲିସ ଗାଡ଼ି ସହିତ ଢକା ହେଇ ପଡ଼ି ଗଲେ। ଏହା ପରେ ପୋଲିସ ତାଙ୍କୁ ଅତ୍ୟାଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? 12 ନଭେମ୍ବରରେ ଓଡ଼ିଶା ଲିଙ୍କ […]

Continue Reading

କ’ଣ ଘୁଷୁରି ଜନ୍ମ ଦେଇଛି ମଣିଷ ଛୁଆ ? ଜାଣନ୍ତୁ ସତ୍ୟତା ।

ସୋସିଆଲ ମିଡିଆରେ ଏପରି କିଛି ଖବର ଭାଇରାଲ ହେବାରେ ଲାଗିଛି ଯାହା ବିଶ୍ୱାସ କରିବା ଅସମ୍ଭବ ହୁଏ। ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦିବା କରାଯାଉଛି ଯେ, ଏକ ଘୁଷୁରି ମଣିଷ ଛୁଆ ଜନ୍ମ କରିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Amazing World in Odia ନାମକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦିବା କରାଯାଇଛି ଯେ, ଘୁଷୁରି ମଣିଷ ଛୁଆ […]

Continue Reading

ଭାଇରାଲ ଫଟୋରେ ପିଲାଟି ନିଜେ ମାଟିରୁ ତାର ମୂର୍ତ୍ତି ବନାଇଛି? ଜାଣନ୍ତୁ ସତ୍ୟତା ।

ବାଲୁକା କଳା ଓଡ଼ିଶାରେ ପ୍ରସିଦ୍ଧଥିବା ବେଳେ ଏହା ଲୋକପ୍ରିୟ କଳାମଧ୍ୟ ଅଟେ। ସୋସିଆଲ ମିଡିଆରେ ଏକ ପିଲାର ବାଲୁକା କଳା ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି, ଫଟୋରେଥିବା ପିଲାଟି ନିଜର ମୂର୍ତ୍ତି ବନେଇଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଫୋଟ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   15 ନଭେମ୍ବରରେ Parameswar Satapathy ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଛୋଟ ପିଲା ସହ ବାଲୁକା କଳାର ଫୋଟୋ ପୋଷ୍ଟ କରିଛନ୍ତି। […]

Continue Reading

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ନୀଳ ରଙ୍ଗର ସାଢ଼ୀ ପିନ୍ଧିଛନ୍ତି କି ?

ଜୋ ବିଡେନ ଆମେରିକାର 46 ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କ ସହଯୋଗୀ କମଲା ହାରିସ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।  କମଲା ହରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଭାରତରେ ଏକ ଉତ୍ସାହର ଲହରି ଖେଳିଛି, କାରଣ କମଲା ଭାରତୀୟ ଅଟନ୍ତି। କମଲାଙ୍କ ମା ଶ୍ୟାମଲା ଗୋପାଳନ ହାରିସ ତାମିଲନାଡୁର ଥିଲେ। ଏହାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି। ଚିତ୍ରରେ କମଲା […]

Continue Reading

2015 ଭିଡିଓ ବର୍ତ୍ତମାନ ଫ୍ରାନ୍ସ ସଂସଦରେ କୁରାନ ବିଷୟରେ ଆଲୋଚନା କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

କୋରାନ ଧରିଥିବା ଜଣେ ବ୍ୟକ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେମାନେ କୁରାନକୁ “ସମସ୍ତ ମନ୍ଦତାର ମୂଳ” ବୋଲି କହୁଥିବାର ଶୁଣାଯାଇପାରିବ। ସୋସିଆଲ ମିଡିଆରେ ଏହି ଭିଡିଓ କୁ ନେଇ ଦାବି କରିଛନ୍ତି ଯେ, ଏହା ଫ୍ରାନ୍ସ ସଂସଦର ଉପସ୍ଥିତ ଜଣେ ସାଂସଦ କୋରାନ ଦେଖାଇ କହୁଛନ୍ତି ଯେ, କୋରାନ ହିଁ ସମସ୍ତ ସମସ୍ୟାର କାରକ ଅଟେ। ପ୍ୟାରିସ ରାସ୍ତାରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଫ୍ରାନ୍ସରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।ଏହାକୁ […]

Continue Reading

ସ୍ପେନର ଭିଡିଓକୁ ଫ୍ରାନ୍ସର କହି ଭାଇରାଲ କରାଯାଉଛି।

ଫ୍ରାନ୍ସରେ ଗତ କିଛି ଦିନ ହେଲା ହେଉଥିବା ବିବିଦକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓଟି ଫ୍ରାନ୍ସର ଏକ ସହରର ଅଟେ।  ଭାଇରାଲ ଭିଡିଓରେ ପୋଲିସ ଏକ ରାସ୍ତାରେ ଲୋକଙ୍କୁ ଗିରଫ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଫ୍ରାନ୍ସରେ ପୋଲିସ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ଅଟେ। 5 […]

Continue Reading

କ’ଣ ଶପଥ ଗ୍ରହଣ ସମାରୋହରେ ଜୋ ବିଡେନ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି? ଜାଣନ୍ତୁ ସତ୍ୟ।

ଆମେରିକା ନିର୍ବାଚନରେ ଜୋ ବିଡେନଙ୍କ ରାଷ୍ଟ୍ରପତି ପଦ ଜିତିବା ବର୍ତମାନ ସୁନିଶ୍ଚିତ ଅଛି। ବିଡେନ ଆମେରିକାର ୪୬ ରାଷ୍ଟ୍ରାପତି ଭାବରେ ନିଯୁକ୍ତ ହେବେ। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବିଡେନ ନିଜ ଶପଥ ଗ୍ରହଣ ସମାରୋହରେ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ ଦେଇଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପ୍ରମାଣ କରିଛି।  କ’ଣ ଦାବି […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଫୋଟୋରେ ପୋଲିସ ଅର୍ଣବ ଗୋସ୍ଵାମୀଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ।

ଅର୍ଣବ ଗୋସ୍ଵାମୀଙ୍କ ଇରଫ ହେବା ପରେ ମୁମ୍ବାଇ ପୋଲିସର ତାଙ୍କ ପ୍ରତି ଦୁର୍ବ୍ୟବହାର ଖବର ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିଷୟ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଥିରେ ପୋଲିସ ଗୋଟିଏ ବ୍ୟକ୍ତିକୁ ମାରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଫୋଟୋର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି […]

Continue Reading

କ’ଣ ଏହି ଫୋଟୋରେ ସଲମାନ ଖାନ ମୁମ୍ବାଇ ପୋଲିସ ସହିତ ବସିଛନ୍ତି? କ’ଣ ଥିଲା ଏହି ଘଟଣା?

କିଛି ଦିନ ପୂର୍ବରୁ ମୁମ୍ବାଇ ପୋଲିସ ଅର୍ଣବ ଗୋବାମୀଙ୍କୁ ତାଙ୍କ ଘରୁ ଗିରଫ କରିଲା ପରେ ଅର୍ଣବ ମୁମ୍ବାଇ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଲଗାଇଛନ୍ତି। ଏହା ନେଇ ବର୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରା ହେଉଛି। ଲୋକେ ମୁମ୍ବାଇ ପୋଲିସ ଦୁର୍ବ୍ୟବହାରକୁ ନେଇ ନିଜ ମତ ମଧ୍ୟ ରଖିଛନ୍ତି। ଏପରି ଗୋଟିଏ ପୋଷ୍ଟ ମଧ୍ୟ ଆମ ସାମନାକୁ ଆସିଛି ଯେଉଁଥିରେ ସଲମାନ ଖାନ ପୋଲିସ ଥାନାରେ ବସିଥିବା ଦେଖିବାକୁ ମିଳିଛି।  ପୋଷ୍ଟରେ କରା ଯାଇଥିବା […]

Continue Reading

କ’ଣ ବିହାର ନିର୍ବାଚନ ପାଇଁ ଯାଉଥିବା ଗାଡ଼ି ଦୁର୍ଘଟଣାରେ ୯ ସେନା ଯବାନ ଶହିଦ ହେଇଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ବସ୍ ଉଲଟି ଯିବାର ଫୋଟୋ ଭାଇରାଲ ହେଉଛି। ଏହା ଛଡ଼ା ଜଣେ ଯବାନଙ୍କ ଆହତ ହେଇଥିବା ଫୋଟୋ ମଧ୍ୟ ଭାଇରାଲ ହେଉଛି। ଏହି ଫୋଟୋରେ ଦୁର୍ଘଟଣା ସ୍ଥଳରେ ବସ୍ ପାଖା ପାଖି ଅନେକ ସୈନ୍ୟ ଯବାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି ଏହା କୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୬ ଜୁନରେ ଓଡ଼ିଶା […]

Continue Reading

କ’ଣ ଚାର୍ଲି ହଡ୍ଡୋ ନାମକ ଖବର କାଗଜ ଶାହିନ ବାଗ୍ ମହିଳାଙ୍କ ଅପମାନଜନକ କାର୍ଟୁନ୍ ବନାଇଛି ?

ଶାହିନ୍ ବାଗ ବିରୋଧକାରୀଙ୍କ ନାମରେ ଚାର୍ଲି ହେବଡୋ କାର୍ଟୁନ୍ ସହିତ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଚାର୍ଲି ହେବଡୋ ଫ୍ରାନ୍ସର ଏକ ବାମପନ୍ଥୀ ଭାବବାଦୀ ରାଜନୈତିକ ଖବରକାଗଜ ଅଟେ। ଯାହା ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦଙ୍କ କାର୍ଟୁନ୍ ପ୍ରକାଶନ ନେଇ ବିବାଦ ଘେରକୁ ଆସିଛି। ଏହି ପୋଷ୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଶାହିନ୍ ବାଗରେ CAA ଏବଂ NRC ପ୍ରଦର୍ଶନକାରି ମହିଳାଙ୍କୁ ଅପମାନିତ କରିବା ପାଇଁ ଚାର୍ଲି ହେଡ୍ଡୋ ଏହି କାର୍ଟୁନ୍ ତିଆରି କରିଛନ୍ତି। […]

Continue Reading

କ’ଣ ବିହାର ନିର୍ବାଚନ ପାଇଁ ହେଉଥିବା ପ୍ରଚାର ସମୟରେ ତେଜସ୍ବୀ ଯାଦବ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି? ଜାଣନ୍ତୁ ସତ୍ୟ।

ବିହାର ଉପନିର୍ବାଚନ ପ୍ରଚାର ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି। ଏହା ମଧ୍ୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଲୋକଙ୍କୁ ପଇସା ବାଣ୍ଟୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ପ୍ରମାଣ କରିଛି।  କ’ଣ ଦାବି ଏହି ପୋଷ୍ଟର? “ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ କିଛି ଲୋକ ଚୋର […]

Continue Reading

ଫ୍ରାନ୍ସ ସରକାର ଆଇଏସଆଇର ମୁଖ୍ୟଙ୍କ ଭଉଣୀଙ୍କ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି କି?

ଫ୍ରାନ୍ସରେ ଚାଲିଥିବା ବିବାଦିୟ ଘଟଣା କୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ  କିଛି ଦିନ ପୂର୍ବରୁ ଅନେକ ନ୍ୟୁଜ୍ ଏଜେନ୍ସି ଖବର ପ୍ରକାଶ କରିଥିଲେ ଯେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତବ୍ୟ ପରେ ଫ୍ରାନ୍ସ ଅନେକ ପାକିସ୍ତାନୀଙ୍କୁ ଦେଶରୁ ବିତାଡିତ କରିଛି ଏବଂ ତାଙ୍କ ପାସପୋର୍ଟକୁ ବାତିଲ କରିଦେଇଛି। ଦାବି କରାଯାଉଛି ଯେ, ଫ୍ରାନ୍ସରେ ଥିବା ପାକିସ୍ତାନ ନାଗରିକଙ୍କୁ ଦିଆଯାଇଥିବା […]

Continue Reading

5 ବର୍ଷ ପୁରୁଣା ଫଟୋକୁ ମୁସ୍ଲିମମାନଙ୍କୁ ଫ୍ରାନ୍ସ ଲୋକମାନେ ଗୋଡେଇ ଗୋଡେଇ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

ଫ୍ରାନ୍ସରେ ସାଂଘାତିକ ହିଂସାରେ 4ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ନେଇ ଫ୍ରାନ୍ସରେ ଇସଲାମିକ ବିଚ୍ଛିନ୍ନତା ଏବଂ ମୌଳିକତାର ମାମଲା ଗରମ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ କରାଯାଇ ଆଲୋଚନା କରାଯାଉଛି।  ସୋସିଆଲ ମିଡିଆରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଛନ୍ତି। ଫଟୋରେ, ମହିଳା […]

Continue Reading

କ’ଣ ଭିଡିଓରେ ମହିଳାଙ୍କୁ ଗୋଇଂଠା ମାରୁଥିବା ଦୃଶ୍ୟ ଫ୍ରାନ୍ସ ଦେଶର? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ସାମୁଏଲ ପେଟ୍ଟୀ ନାମକ ଜେନ ଶିକ୍ଷକଙ୍କ ହତ୍ୟା ପରେ ସେଠିକାର ଲୋକଙ୍କ ମନରେ ମୁସଲମାନଙ୍କ ପ୍ରତି କ୍ରୋଧ ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଫ୍ରାନ୍ସ ସରକାର ମଧ୍ୟ କିଛି ପଦକ୍ଷେପ ନେଇଛି। ବିଶ୍ଵର ଅନେକ ଦେଶରେ ମୁସଲମାନ ମାନେ ଫ୍ରାନ୍ସ ସରକାର ବିରୋଧ ମଧ୍ୟ କରିଥିବାର ଖବର ସାମନାକୁ ଆସିଛି। ଏହି ସମୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋସ୍ତରେ ଦାବି ଯେ ଏହି ଭିଡିଓଫ୍ରାନ୍ସର ବୋଲି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

ୟୁପିର କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋକୁ ଅଯୋଧ୍ୟା ରାମ ମନ୍ଦିର ଦାବିରେ ଭାଇରାଲ କରାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆୟୋଯନ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ନିର୍ମାଣ କାର୍ଯ୍ୟର ଫଟୋ ଭାଇରାଲା ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ,ଭାଇରାଲ ଫଟୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   1 ନଭେମ୍ବରରେ Abhiram Mhakul ନାମକ ଜଣେ ଫେସବୁକ ୟୁଜର […]

Continue Reading

କ’ଣ ବର୍ତମାନ ଏଟିଏମ ରୁ ୪ ଥରରୁ ଅଧିକ ଥର ପାଇସା ବାହାର କରିଲେ ୧୭୩ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ? ଜାଣନ୍ତୁ ସତ୍ୟ।

୧ ନୋଭେମ୍ବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହେଣ୍ଡେଲରେ ଗୋଟିଏ ଟୁଇଟ ପୋଷ୍ଟ କରିଛନ୍ତି। ହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଏଟିଏମ ରୁ ୪ ଥରରୁ ଅଧିକ ଥର ପଇସା ବାହାର କରିଲେ ୧୫୦ ଟଙ୍କା ଟେକ୍ସ ଏବଂ ୨୩ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ।  ଫେକ୍ଟ କୃସେଣ୍ଡୋ ଏହି ଦାବି କୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ହି ପୋଷ୍ଟର? ପୋଷ୍ଟର କୁହା ଯାଇଅଛି ଯେ, “ATM ରୁ […]

Continue Reading

ଚିଲର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀମାନେ କବଜା କରିଛନ୍ତି କି ?

ବାମପନ୍ଥୀ କୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଇଥାଏ। ହିନ୍ଦୁ ମୁସ୍ଲିମ ତଥା ଜାତିବାଦର ଏହି ଚର୍ଚ୍ଚା                      ଦିନ କୁ ଦିନ ବଢ଼ିବାରେ ଲେଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରଦର୍ଶନ କରୁଥିବାର ଦେଖା ଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, ଚିଲିର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀଙ୍କ ଦଖଲ। ଆମ ଅନୁସନ୍ଧାନରେ  […]

Continue Reading