କ’ଣ ଏହା ଭାରତ ଦ୍ଵାରା ନିର୍ମିତ ରେଳ କୋଚ୍ ଯାହା ଅଷ୍ଟ୍ରେଲିୟାକୁ ଦିଆ ଯାଉଥିବାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆତ୍ମନିର୍ଭର ଭାରତ ଏବଂ ମେଡ୍ ଇନ ଇଣ୍ଡିଆ ଧାରଣା ଗତ କିଛି ବର୍ଷ ହେଲା ଦେଶରେ ଚର୍ଚାର ବିଷୟ ରହିଛି। ଅନେକ ଲୋକ ଏହି ଧାରଣା ଗ୍ରହଣ କରିଥିବା ସମୟରେ କିଛି ଲୋକେ ଏହାକୁ ସମାଲୋଚନା କରିଛନ୍ତି। ଏହି ବିଷୟ ସମ୍ବନ୍ଧରେ ଗତ କିଛି ବର୍ଷରୁ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ପୋଷ୍ଟ କିଛି ରେଳବାଇ କୋଚ୍ ର ଫୋଟୋ ସହିତ ଭାଇରାଲ ହେଉଛି ଯେଉଁଥିରେ […]

Continue Reading

କ’ଣ ହାମାସ ଆକ୍ରମଣରେ ନିହତ ହୋଇଥିବା ଭାରତୀୟ ନର୍ସଙ୍କ ନାମରେ ଇସ୍ରାଏଲ ନିଜ ଯୁଧ୍ୟ ବିମାନର ନାମକାରଣ କରିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଇଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ “୫ ଦିନ ତଳେ ପାଲେଷ୍ଟାଇନ ରକେଟ୍ ମାଡ଼ରେ ଇଜ୍ରାଏଲ୍ ଠାରେ ରହୁଥିବା ଭାରତୀୟ କେରଳ ନିବାସୀ “ସୈାମ୍ୟା” ଙ୍କ ମୃତ୍ୟୁ ହୋଇଥିଲା, ଜଣେ ଭାରତୀୟଙ୍କ ଅକାରଣେ ଜୀବନ ଯାଇଥିବା ହେତୁ ଗତକାଲି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଇଜ୍ରାଏଲ୍ ବାୟୁସେନା ତାର ଯୁଦ୍ଧ ଜାହାଜରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ “ସୌମ୍ୟା” ଲେଖି ଦୁଃଖ ପ୍ରକାଶ କରିବା ସହ ସେହି ବିମାନରେ ପୁନଃ ଯୁଦ୍ଧ ଆରମ୍ଭ […]

Continue Reading

ଗଙ୍ଗା ନଦୀରୁ କୁକୁର କୋରୋନା ମୃତ ଶବ ଟାଣି ଖାଉଛି ?

COVID-19 ମାମଲା ଦିନକୁ ଦିନ ବଢ଼ୁଥିବା ବେଳେ, ସୋସିଆଲ ମିଡିଆରେ କିଛି ଫଟୋ ଉତ୍ତରପ୍ରଦେଶ ଏବଂ ବିହାରର ଗଙ୍ଗା କୂଳରେ ଶବ ଭାସୁଥିବା ଦାବିରେ ଭାଇରାଲ ହେଉଛି।  ହିପରି ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ନଦୀ କୁଳରେ କୁକୁର ଶବକୁ ଘୋସାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ. କୋରୋନା ମୃତ ଶରୀରକୁ ଗଙ୍ଗା ନଦୀରେ ଫିଙ୍ଗା ଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

କୋରୋନା ମାମଲା ଛାଡ଼ି ସ୍ୱାସ୍ଥ୍ୟମନ୍ତ୍ରୀ କୋଲକାତାରେ ବିଜେପି ସମର୍ଥକଙ୍କ ହତ୍ୟା ମାମଲାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ?

ସୋସିଆଲ ମିଡିଆରେ କୋରୋନା ମହାମାରି ପାଇଁ ହେଉଥିବା ଅବ୍ୟବସ୍ଥାକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ନାମରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶରେ COVID-19 ଦ୍ୱିତୀୟ ତରଙ୍ଗ ଧାରଣ କରିଥିବା ସ୍ଥିତିକୁ ସୁଧାରିବା ବଦଳରେ  ବିଜେପି ସମର୍ଥକ ହତ୍ୟା ମାମଲାକୁ ବିରୋଧ କରି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଧନ ପ୍ରଦର୍ଶନ କରୁଛନ୍ତି। ପଶ୍ଚିମବଙ୍ଗରେ ପୋଲ-ପୋଷ୍ଟ ହିଂସାର ଏକାଧିକ ଘଟଣାର ଖବର […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇସ୍ରାଏଲ ଯୁଧ୍ୟ ବିମାନ ଆଜି ଗାଜା ସହରର ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜାର ହାମାସ ଶାସକମାନଙ୍କ ସହିତ ଚତୁର୍ଥ ଯୁଧ୍ୟର ସଂକେତ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ହାମାସ ମଧ୍ୟଗାଜାର ନାଗରିକ ଅଞ୍ଚଳରୁ ଇସ୍ରାଏଲ ନାଗରିକ ଅଞ୍ଚଳ ଆଡ଼କୁ ରକେଟ ଉତକ୍ଷେପଣ କରିଥିଲା।  ଏହି ସମୟରେ ଫେସବୁକରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ ଟିଏମସି ଗୁଣ୍ଡା ମାନେ ବାଙ୍ଗାଳରେ ଦଙ୍ଗା କରୁଛନ୍ତି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ନିର୍ବାଚନ ପରେ ଗଣମାଧ୍ୟମ ଏବଂ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଅନେକ ଦଙ୍ଗା ହେଉଥିବା ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି। ଅନେକ ପୋଷ୍ଟରେ ଦାବି କରା ଯାଇଥିଲା ଯେ ଏହି ଦଙ୍ଗା ଟିଏମସି ଦଳ ଗୁଣ୍ଡା ମାନେ ସୃଷ୍ଟି କରିଛନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି କିଛି ପୋଷ୍ଟର ଅନୁସହ୍ନାଁ କରି ତାହାକୁ ମିଥ୍ୟା ବୋଲି ପ୍ରମାଣ କରିଛି।  ଏହି ସମୟରେ ଆହୁରି ଗୋଟିଏ ପୋଷ୍ଟ ସମାନ ଦାବି ସହିତ ଭାଇରାଲ ହେଉଥିବା […]

Continue Reading

କ’ଣ 5ଜି ଟେଷ୍ଟିଙ୍ଗ ସମୟରେ ବାହାରୁଥିବା ବିକିରଣ କାରଣରୁ ପକ୍ଷୀ ମାନଙ୍କ ମୃତ୍ୟୁ ହେଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଟେକ୍ନୋଲୋଗୀ ଦିନକୁ ଦିନ ଆଗେଇ ଚାଲିଛି। ଗତ କିଛି ବର୍ଷରେ ଟେଲିକମ୍ କମ୍ପାନୀ ୨ଜି ରୁ ୩ଜି ଏବଂ ଏହା ପରେ ୪ଜି ସୁବିଧା ଦେଇଅଛି। ବର୍ତ୍ତମାନ ସୂଚନା ମିଳିଛି ଯେ ଗ୍ରାହକ ମାନଙ୍କ ପାଇଁ ୫ଜି ସୁବିଧା ଯୋଗାଇବାର ବାର୍ତ୍ତା ଚାଲିଛି।  ଟେଲିକମ୍ ବିଭାଗ ଏବଂ ଭାରତ ସରକାରର ଯୋଗାଯୋଗ ମନ୍ତରାଳୟ କହିଛି ଯେ ୫ଜି ପରୀକ୍ଷଣ ପାଇଁ ଅନୁମୋଦନ ଦିଆଯାଇଛି ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏହି ପରୀକ୍ଷା ପାଇଁ ଏହି ସପ୍ତାହରେ […]

Continue Reading

କ’ଣ ପଞ୍ଜାବର ଭାକରା କେନାଲରେ ବହୁଥିବା ମିଳିଛି ରେମଡେସିଭିର ଇଞ୍ଜେକ୍ସନ୍ ଶିଶି? ଜାଣନ୍ତୁ ସତ୍ୟ।

ଆମ ଦେଶ ବର୍ତ୍ତମାନ କରୋନା ଭାଇରସ ସହିତ ଲଢୁଛି ଏବଂ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚି ଯାଇଛି। ଏହି କାରଣ ହେତୁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରି ବୋଝ ପଡିଛି। ପ୍ରତ୍ୟେକ ଦିନ କରୋନାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟ ମଧ୍ୟରୁ କରୋନା ଟୀକା ସମ୍ବନ୍ଧିତ କିଛି ବିଭ୍ରାନ୍ତକାରୀ ପୋଷ୍ଟ ଭାଇରାଲ ହେଉଛି।  ଏକ ପୋଷ୍ଟ ମାଧ୍ୟମରେ କରୋନାରେ ବ୍ୟବହୃତ ଆନ୍ତିଭାଇରାଲ ଟୀକା […]

Continue Reading

ଟୀକାକରଣ ପାଇଁ ଖାଲି ସିରିଞ୍ଜ ବ୍ୟବହାର କରୁଥିବା ମହିଳାଙ୍କ ଭିଡିଓ ଭାରତର ?

ସୋସିଆଲ ମିଡିଆରେ କୋରୋନାକୁ ନେଇ ଅନେଖ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ସମୟରେ କୋରୋନା ଟିକା ଭାରତ ସରକାର ଦ୍ୱାରା ଲୋକମାନଙ୍କୁ ଦିଆଯାଉଥିବା ସମୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତିକୁ କୋରୋନା ଟିକା ଲଗାଯାଉଛି। କିନ୍ତୁ ଇଞ୍ଜେକ୍ସନ୍ ରେ ଭାକ୍ସିନ ନାହିଁ। ଖାଲି ଇଞ୍ଜେକ୍ସନ୍ ବ୍ୟକ୍ତି ଜଣକ ଶରୀରରେ ଦିଆ ଯାଇଛି। ଭାଇରାଲ ଭିଡିଓଟି ଭାରତର ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା […]

Continue Reading

ପୁରୁଣା ଫଟୋକୁ COVID-19 ର ଦ୍ୱିତୀୟ ତରଙ୍ଗ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଦେଶରେ ବଢ଼ୁଥିବା COVID-19 ମାମଲା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଛ, ଯେଉଁଥିରେ ଜଣେ ଯୁବକ ବାଳକ ଡାକ୍ତରଖାନା ଭିତରେ ଷ୍ଟ୍ରେଚରକୁ ଠେଲି ନେଉଥିବାରେ ଦାଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, 2020ରେ ଦେଖା ଯାଇଥିବା ଫଟୋ ଠାରୁ  2021ର ଏହି ଫଟୋ ଆହୁରି ଦୁଃଖ ଦାୟକ।   Keonjhar News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଲେଖାଯାଇଛି ଯେ, ଏହି ଦୃଶ୍ୟ ଦେଖିବାକୁ ଭାରତର କୈାଣସି […]

Continue Reading

ପଟନା ଗଙ୍ଗା ନଦୀରେ କୋରୋନା ମୃତ ଶରୀର ଭାସୁଛି ? ଜାଣନ୍ତୁ ସତ୍ୟତା।

ବିହାରର ଗଙ୍ଗା ନଦୀରେ COVID-19 ମୃତାହତଙ୍କ ମୃତଦେହ ପକା ଯାଉଥିବା ଦାବିରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଫଟୋରେ ନଦୀରେ ଅନେକ ମୃତ ଶରିର ଭାସୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିହାରର ବକ୍ସର ଗଙ୍ଗା ନଦୀରେ ଭାସୁଛି କୋରୋନା ମୃତ ଦେହର । ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲା।  12 ମେ ରେ Prabir Pattanayak ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

କ’ଣ ଭାଇରାଲ ହେଉଥିବା ଫ୍ଫୋଟୋରେ ମହିଳାଙ୍କ ସହିତ ଟିଏମସି ସମର୍ଥକ ମାନେ ଦୁଷ୍କର୍ମ କରିଛନ୍ତି? ଜାଣନ୍ତୁ ସତ୍ୟ।

୨ ମଇରେ ଟିଏମସି ବାଙ୍ଗାଲ ନିର୍ବାଚନ ଜିତିଲା ପରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଅନେକ ହିଂସକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ମିଥ୍ୟା ଦାବି କରା ଯାଇଅଛି। ଦେଶରେ ରାଜନେତା ଏବଂ ସେଲିବ୍ରେଟି ମାନେ ବାଙ୍ଗାଲର ପରିସ୍ଥିତି ବିଷୟରେ ବିଭ୍ରାନ୍ତକର ତଥ୍ୟ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଭାଇରାଲ ହେଉଥିବା ଗୋଟିଏ ଫୋଟୋରେ ଦାବି କରା ଯାଇଅଛି ଯେ ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥିବାରୁ […]

Continue Reading

କ’ଣ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ କରୋନା ଭାରସ ନଷ୍ଟ ହୋଇଥାଏ? ଜାଣନ୍ତୁ ସତ୍ୟ।

କିଛି ଦିନରୁ ସୋସିଆଲ ମିଡିଆରେ କରୋନାକୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ଲୋକେ କରୋନାର ସମ୍ପୂର୍ଣ ଜ୍ଞାନ ନଥିବାରୁ ମଧ୍ୟ ଏହାର ପ୍ରତିରୋଧ ଏବଂ ଘରୋଇ ଉପଚାର ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହା ବିପଜ୍ଜନକ ହୋଇ ପରେ। ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ ଫୁସଫୁସ ପହଞ୍ଚିବା ପୂର୍ବରୁ କରୋନା ଭାଇରସ ନଷ୍ଟ […]

Continue Reading

ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ଟିଏମସି ଗୁଣ୍ଡାମାନେ ମହିଳା ଉପରେ ଅତ୍ୟାଚାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ପଶ୍ଚିମବଙ୍ଗକୁ ନେଇ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲହେବାରେ ଲାଗିଛି। ଆମେ ଏହି ମିଥ୍ୟା ପୋଷ୍ଟର କିଛି ଫ୍ୟାକ୍ଟଚେକ କରିଛୁ। ଏହିପରି ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମହିଳା ସହ ଅତ୍ୟାଚାର କରାଯାଉଥିବାର ଦେଖାଯାଉଛି। ଭିଡିଓଟି 0.25 ସେକେଣ୍ଡର ଅଟେ। ଭିଡିଓ ସହ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ମମତା ଦିଦି ଜିତିଲା ପରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

ବାଙ୍ଗଲାଦେଶର ପୁରୁଣା ଫଟୋକୁ ପଶ୍ଚିମବଙ୍ଗର ବର୍ତ୍ତମାନ ନିର୍ବାଚନ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

ସୋସିଆଲ ମିଡିଆରେ ଏକ ମହିଳାର ଫଟୋ ଭାଇରାଲ ହେଉଛି, ଯେଉଁଥିରେ ମହିଳାର ମୁଣ୍ଡରୁ ରକ୍ତ ବାହାରୁଛି ଏବଂ ମହିଳା ଜଣକ ରକ୍ତାକ୍ତ ହୋଇଛନ୍ତି। ଭାଇରାଲ ଫଟୋ ସହ ଦାବି କରାଯାଇଛି ଯେ, ବଙ୍ଗଳା ନିର୍ବାଚନରେ ହିଂସାତ୍ମକ  ଭାବେ ଏହି ମିହାଳା ଉପରେ ଆକ୍ରମଣ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ଏବଂ ପଶ୍ଚିମବଙ୍ଗର ବୋଲି ସ୍ପଷ୍ଟ ହେଲା।  7 ମେରେ Purna Chandra Mishra ନାକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ […]

Continue Reading

କ’ଣ ଭାଇରାଲ ହେଉଥିବା ଭିଡିଓ ଆଜ୍ ତକ୍ ର ଆଗ ଧାଡ଼ିର ସାମ୍ବାଦିକ ରୋହିତ ସରଦାନାଙ୍କ ସେଶ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଆଜ୍ ତକ୍ ସାମ୍ବାଦିକ ରୋହିତ ସରଦାନାଙ୍କର କରୋନା ଚିକିତ୍ସା ସମୟରେ ହୃଦଘାତରେ ମୃତ୍ୟୁ ବରଣ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ବିଷୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମସ୍କ ପିନ୍ଧି ଏବଂ ହାତରେ ବ୍ୟାଣ୍ଡେଜ୍ ଲଗାଇଥିବା ବ୍ୟକ୍ତି ଦେଶରେ ଚାଲିଥିବା କୋଭିଡମାହାମାରୀ ଅବସ୍ଥା ଖରାପ ହେବା ବିଷୟରେ କହୁଛନ୍ତି। ଭିଡିଓ ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ରୋହିତ ସରଦାନା ଅଟନ୍ତି ଏବଂ ଚିକିସ୍ତାଧୀନ […]

Continue Reading

କ’ଣ ମାସ୍କ ବ୍ୟବହାର କରିଲେ ଶରୀରରେ ଅମ୍ଳଜାନ ସ୍ତର ଘଟି ଯାଇଥାଏ? ଜାଣନ୍ତୁ ସତ୍ୟ।

କରୋନାର ଦ୍ଵିତୀୟ ତରଂଗ ଦେଶରେ ନିଜ କାୟା ବିସ୍ତାର କରୁଛି। ଏହା ନେଇ ଅନେକ ରାଜ୍ୟରେ ଲକ୍ ଡାଉନ ମଧ୍ୟ ଦେଖିବାକୁ ମିଳିଛି। ସରକାର ଲୋକଙ୍କୁ ସାମାଜିକ ଦୂରତା ରଖିବା ସହିତ ମାସ୍କ ବ୍ୟବହାର କରିବାର ନିର୍ଦେଶ ମଧ୍ୟ ଦେଇଛି। ଏହି ନୂଆ କରୋନା ଭାଇରାସ କାରଣରୁ ରୋଗୀଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ହେଉଥିବା ସୁଚା ମିଳିଛି।  ଏହି କାରଣରୁ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି […]

Continue Reading

ପୁରୁଣା ଭିଡିଓକୁ ଟିଏମସି ସମର୍ଥକ ହାତରେ ବନ୍ଧୁକ ଏବଂ ଖଣ୍ଡା ଧରି ନିର୍ବାଚନ ବିଜୟ ଉତ୍ସବ ପାଳନ କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ପଶ୍ଚିମବଙ୍ଗରେ ନିର୍ବାଚନପରେ ସ୍ଥିତି ବିଗିଡ଼ିବାରେ ଲେଗିଛି। ସୋସିଆଲ ମିଡିଆରେ ଏହାକୁ ନେଇ ହିଂସାତ୍ମକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକ ବନ୍ଧୁକ ଓ ଖଣ୍ଡା ସହିତ ନାଚୁଥିବାର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓ ସହ ଦାବି କରାଯାଉଛି ଯେ, ଏହି ଭିଡିଓରେ ଟିଏମସି ସମର୍ଥକମାନେ ସମ୍ପ୍ରତି ନିର୍ବାଚନରେ ବିଜୟ ଉତ୍ସବ ପାଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ପଶ୍ଚିମବଙ୍ଗରେ ହେଇଥିବା ନିର୍ବାଚନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରେ ନିର୍ବାଚନ ହାରିଛନ୍ତି? ଜାଣନ୍ତୁ ସତ୍ୟ।

ଆମେ ସମସ୍ତେ ଜାଣୁ ଯେ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗାଳରରେ ନିର୍ବାଚନ ଶେଷ ହେଇଛି। ଏହି ନିର୍ବାଚନରେ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେଇଥିଲା। ରାଜ୍ୟରେ ନିର୍ବାଚନ ଜିତିବାକୁ ଉଭୟ ଦଳ ଆଗ୍ରହୀ ଥିବାରୁ ସମର୍ଥକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ଏଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖା ଦେଇଛି। ଆମେ ଫେସବୁକରେ ଗୋଟିଏ ପୋଷ୍ଟ ସାମନାକୁ ଆସିଲୁ ଯେଉଁଥିରେ ଦାବି କରା ଯାଇଥିଲା ଯେ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରେ […]

Continue Reading

Aspidosperma-Q କୋରୋନା ଆକ୍ରାନ୍ତର ଅମ୍ଳାଜନ ସ୍ତର ବଢ଼ାଇବାରେ ସାହାର୍ଯ୍ୟ କରେ ନାହିଁ ।

କରୋନା ମହାମାରି ସ୍ଥିତି ଭୟଙ୍କର ହେଲା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି। ଅଲଗା ଅଲଗା କମ୍ପାନିର ମେଡ଼ିଶିନ ଖାଇବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି। ତେବେ ଏଥିମଧ୍ୟରେ Aspidosperma Q ନାମକ ଏକ ମେଡ଼ିଶିନ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଅମ୍ଳଜାନର କମି ହେଲେ ଏହି ଔଷଧ ନେଲେ ଅମ୍ଳଜାନ ସିଲିଣ୍ଡର ଦରକାର ପଡ଼ିବ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

ନରେନ୍ଦ୍ର ମୋଦି ମୁକେଶ ଅମ୍ବୀନି ପତ୍ନୀଙ୍କୁ ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ କରାଯାଉଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ହାତ ଜୋଡ଼ି ମୁଣ୍ଡ ନୁଆଁଇଥିବାର ଦେଖାଯାଉଛି। ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୁକେଶ ଅମ୍ବାନି ପତ୍ନୀ ନୀତା ଅମ୍ବାନିଙ୍କୁ କିପରି ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ଦେଖ। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଏପ୍ରିଲରେ Amiya Pandav ନାମକ […]

Continue Reading

କ’ଣ ଶ୍ଵାସ ନେବା ଏବଂ ୧୦ ସେକେଣ୍ଡ ଅଟକେଇ ରଖିବା ପ୍ରକ୍ରିୟା ଦ୍ଵାରା କରୋନା ଚିହ୍ନଟ ହେବା ସମ୍ଭବ? ଜାଣନ୍ତୁ ସତ୍ୟ।

କରୋନାର ଦ୍ଵିତୀୟ ତରଙ୍ଗ କାୟା ବିସ୍ତାର କରିଲା ପରେ ଲୋକଙ୍କ ମନରେ ଭୟ ଆସି ଯାଇଅଛି। ଏହି ରୋଗର ପ୍ରତିକାର ନେଇ ଲୋକେ ଅନେକ ଉପଚାର ଉପରେ ବିନା ତାହାର ତଥ୍ୟ ଜାଣି ବିଶ୍ଵାସ କରିବାକୁ ଲାଗୁଛନ୍ତି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ନିଜ ନିଶ୍ଵାସ କିଛି ସମୟ ଅଟକାଇ ରାଖୀ ଏହା ଜାଣିବାକୁ ସମ୍ଭବ ଯେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ […]

Continue Reading

କ’ଣ ପ୍ରକୃତରରେ କରୋନା ଠାରୁ ସୁରକ୍ଷା ଦେବା ମାସ୍କରେ ଛୋଟ ଛୋଟ ପୋକ ଅଛନ୍ତି? ଜାଣନ୍ତୁ ସତ୍ୟ।

ଭାରତରେ କରୋନା ଭାଇରସର ଦୁଇତୀୟ ତରଙ୍ଗ ମଧ୍ୟରେ ସୋସିଆଲ ମିଡିଆରେ କରୋନା ମୁକାବିଲା ପାଇଁ ପ୍ରୟାସ ସମୟରେ ମିଥ୍ୟା ତଥ୍ୟର ପୋଷ୍ଟ ଗୁଡ଼ିକ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କରେ ପୋକ ଥିବା ଦାବି କରିଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଭିଡିଓରେ ଜଣେ ବ୍ୟକ୍ତି ମାସ୍କରେ ନିଆ ଲଗେଇବା ସମୟରେ ଦାବି […]

Continue Reading

କ’ଣ ବାଇକ୍ ରେ ଅମ୍ଳଜାନ ସିଲିଣ୍ଡର ନେଇ ଯାଉଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ସମଗ୍ର ଭାରତରେକୋଭିଡ-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ସୋସିଆଲ ମିଡିଆରେ ଏହା ନେଇ ମିଥ୍ୟା ଖବର ମଧ୍ୟ ବୃଦ୍ଧି ପାଇଛି। ରୋଗୀ ମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ଦେଖା ଯାଇଥିବା ବେଳେ ସୋସିଆଲ ମିଡିଆରେ ସାହାଜ୍ଯ ପାଇଁ କ୍ରନ୍ଦନ ଚାଲିଥିବା ବେଳେ ବାଇକ୍ ରେ ବସିଥିବା ସମୟରେ ଜେନ ମହିଳା ଅମ୍ଳଜାନ ସିଲିଣ୍ଡର ଧରି ବସିଥିବାର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ସହିତ ପୋଷ୍ଟରେ “ଆତ୍ମନିର୍ଭର ଭାରତ” ଲେଖା ଯାଇଅଛି।  ଫେକ୍ଟ […]

Continue Reading

ତୁର୍କୀ-ସିରିଆ ସୀମାରେ ଥିବା “ଟାଇଗ୍ରିସ୍ ନଦୀ” ରେ ଖନନ ସମୟରେ 3000 ବର୍ଷ ପୁରୁଣା ପ୍ରଭୁ ନରସିଂହଙ୍କ ପ୍ରତିମୂର୍ତ୍ତି ମିଳିଛି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ 3,200 ବର୍ଷ ପୁରୁଣା ଭଗବାନ ନରସିଂହ ମୂର୍ତ୍ତି ଦେଖାଯାଇଛି ଯାହା ତୁର୍କୀ-ସିରିଆ ସୀମା ନିକଟରେ ଖନନ ସମୟରେ ମିଳିଥିବା ନେଇ ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା।  17 ଏପ୍ରିଲରେ Jagannath Samal ନାମକ ଜଣେ ଫେସବୁକ୍ ୟୁଜର  ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି ଏବଂ ଓଡ଼ିଆରେ କ୍ୟାପସନରେ ଲେଖାଯାଇଛି ଯେ, “ତୁର୍କୀ-ସିରିଆ” ସୀମାରେ ଥିବା “ଟାଇଗ୍ରିସ୍ […]

Continue Reading

ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ପାଇଁ ଉପଚାର କାଢ଼ିଥିବା ଖବର ମିଥ୍ୟା ଅଟେ।

ସୋସିଆଲ ମିଡିଆରେ କୋରୋନା ଉପଚାରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର ରାମ କୋଭିଡ-19 ଚିକିତ୍ସା ବା ମୁକାବିଲା ପାଇଁ ଏକ ଘରୋଇ ଉପଚାର ଯାହା ଆବିଷ୍କାର କରିଛନ୍ତି। ଏହାକୁ WHO ମଧ୍ୟ ଅନୁମୋଦନ ଦେଇଛି। ସେ ପ୍ରମାଣ କରିଛନ୍ତି ଯେ, ଗୋଟିଏ ଚାମଚ ହଳଦୀ ପାଉଡର, ଦୁଇ ଚାମଚ ମହୁ ଲଗାତାର 5 ଦିନ […]

Continue Reading

କ’ଣ ପିଆଜକୁ କଳା ଲୁଣ ସହିତ ମିଶେଇ ସେବନ କରିଲେ କରୋନା ରୋଗୀ ୧୫ ମିନିଟରେ ସୁସ୍ଥ ହେଇ ଯାଉଛନ୍ତି? ଜାଣନ୍ତୁ ସତ୍ୟ।

କରୋନାର ଭୟ ଲୋକଙ୍କ ହୃଦୟରେ ବାସ କରି ସାରିଛି। ଏହାଠାରୁ ଆରୋଗ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ଉପଚାର ପରୀକ୍ଷଣ କରୁଛନ୍ତି ଯାହା ମଧ୍ୟରୁ ଘରୋଇ ଉପଚାର ମଧ୍ୟ ରହିଛି। ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ପିଆଜକୁ କଳା ଲୁଣ ସହିତ ମିଶେଇ ସେବନ କରିଲେ କରୋନା ରୋଗୀ ୧୫ ମିନିଟରେ ସୁସ୍ଥ ହେଉଛନ୍ତି। ତାଙ୍କ ରିପୋର୍ଟ ମଧ୍ୟ ୧୫ ମିନିଟରେ ପୋଜିଟିଭ୍ ରୁ […]

Continue Reading

କ’ଣ ଅମ୍ଳଜାନ ସିଲିଣ୍ଡର ସହିତ ରାସ୍ତାରେ ବସିଥିବା ବୃଦ୍ଧ ମହିଳା କରୋନାରୁ ପୀଡ଼ିତ ଅଟନ୍ତି? ଜାଣନ୍ତୁ ସତ୍ୟ।

କରୋନା ଦେଶରେ ନିଜ କାୟା ବିସ୍ତାର କରିଲା ପରେ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଆବସଶ୍ୟକ ପଡ଼ିଛି। କିନ୍ତୁ ଅନେକ ରାଜ୍ୟରେ ଯତେଷ୍ଠ ଅମ୍ଳଜାନ ନଥିବାର ସୂଚନା ମଧ୍ୟ ଆସୁଛି। ଏହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହେବାର ମଧ୍ୟ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏହା ସହିତ ଡାକ୍ତରଖାନାରେ ବେଡ୍ ଅଭାବ ମଧ୍ୟ ହେଇଥିବା ଜଣା ପଡ଼ିଛି।  ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ମହିଳା ରାସ୍ତାରେ ଅମ୍ଳଜାନ […]

Continue Reading

କ’ଣ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଥିବା ଫୋଟୋ କରୋନା ସମୟର ଅଟେ? ଜାଣନ୍ତୁ ସତ୍ୟ।

କରୋନା କାରଣରୁ ଅନେକ ଲୋକଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ସହିବାକୁ ପଡ଼ୁଛି। ସାରା ଦେଶର ଲୋକେ ଏହି ରୋଗ ନେଇ ପିଡ଼ାରେ ଅଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ କରୋନା ସମୟର ଅଟେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ […]

Continue Reading

ଟାଇଫଏଡରେ ପୀଡିତ ରୋଗୀମାନଙ୍କୁ କରୋନା ଭାଇରସ୍ ରୋଗର ପିଡିତଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ କୋରୋନା ମହାମାରି ସ୍ଥିତିର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତରେ COVID-19 ର ବଢ଼ୁଥିବା ମାମଲାରେ ମେଡିକାଲରେ ହେଉଥିବା  ଅସୁବିଧା ଏବଂ ଅବ୍ୟବସ୍ଥାର ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛ ଯେଉଁଥିରେ, ଚଟାଣରେ ପଡ଼ିଥିବା ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଗୁଜରାଟର ଅଟେ। କୋରୋନା ରୋଗୀ ତଳେ ଚଟାଣରେ ପଡ଼ି ରହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

କ’ଣ କିଛି ଦିନ ପୂର୍ବରୁ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହେଇଛି? ଜାଣନ୍ତୁ ସତ୍ୟ।

ଗତ ବର୍ଷରୁ ଆମକୁ ଅନେକ ସେଲିବ୍ରେଟି ଏବଂ ରାଜନେତାଙ୍କ ମୃତ୍ୟୁ ହେଇଥିବା ମିଥ୍ୟା ଖବର ଭାଇରାଲ ହେଇଥିବା ଦେଖିବାକୁ ମିଳୁଛି। ଏପରି ଗୋଟିଏ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ରତା ସହିତ ଭାଇରାଲ ହେଉଛି। ପୋଷ୍ଟ ଦାବି ଅନୁଯାୟୀ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହେଇଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  ୨୩ ଏପ୍ରିଲରେ ଜଣେ ଫେସବୁକ ୟୁଜର ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ଫୋଟୋ ଶେୟାର କରି […]

Continue Reading

ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଛି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି,ଯେଉଁଥିରେ ଏକ ଛଟୋ ପିଲା ମାସ୍କ ବିକ୍ରି କରୁଛି। ଫଟୋ ସହ ଦାବି କରାଯାଉଛି ଯେ, ପିଲାଟି  ଟଙ୍କା ନଥିବା ଲୋକଙ୍କୁ ମାଗଣାରେ ମାସ୍କ ଦେଉଛି, ତାଙ୍କ ମା ତାକୁ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଏପ୍ରିଲ Prasanta Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ ନିର୍ମିତ ହେଇଥିବା କରୋନାର ଡାକ୍ତରଖାନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଅନେକ ସାମାଜିକ ସଂଗଠନ କରୋନାର ଏହି ଦ୍ଵିତୀୟ ଲହର ସମୟରେ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ବର୍ତ୍ତମାନ ସୋସିଆଲ ମଇଦାରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଏବଂ ଦାବି କରା ଯାଇଅଛି ଯେ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ କରୋନା ରୋଗୀଙ୍କ ପାଇଁ ଏକ ଡାକ୍ତରଖାନା ସ୍ଥାପନ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ମୁମ୍ବାଇର ସ୍ବାମିନାରାୟଣ ମନ୍ଦିର କୁ […]

Continue Reading

କ’ଣ କର୍ପୁର, ଲବଙ୍ଗ, ଜୁଆଣୀ ଇତିୟାଦିର ଆଗ୍ରାହଣ କରିବା ଦ୍ଵାରା ଶରୀରରେ ଅମ୍ଳଜାନ ସ୍ତରରେ ବୃଦ୍ଧି ହୋଇଥାଏ? ଜାଣନ୍ତୁ ସତ୍ୟ।

କୋଭିଡ-୧୯ ର ଦ୍ଵିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବା ସହିତ ସୋସିଆଲ ମିଡିଆରେ ଯାଞ୍ଚ ହୋଇନଥିବା ତଥା ଗରୋଇ ଉପଚାର ପ୍ରକ୍ରିୟାରେ ପରିପୂର୍ଣ ହୋଇଛି। ଏହି ପରି ଏକ ଭାଇରାଲ ବାର୍ତ୍ତାରେ ଦାବି କରା ଯାଇଅଛି ଯେ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ କର୍ପୁର, ଲବଙ୍ଗ,ଜୁଆଣୀ ଇତିଯାଦୀ ଆଗ୍ରାହଣ କରିବା ଆବଶ୍ୟକ।  ଏହି ଭାଇରାଲ ଉପଚାର ସତ୍ୟ ବା ମିଥ୍ୟା ଜାଣିବା ପାଇଁ ଫେକ୍ଟ କୃସେଣ୍ଡୋର ୱ୍ହାଟ୍ସଅପ୍ ଫେକ୍ଟଲାଇନ ନମ୍ବର (୯୦୪୯୦୫୩୭୭୦) ରେ ଅନେକ […]

Continue Reading

ବର୍ତ୍ତମାନ ମମତା ବାନାର୍ଜୀ ଜଗନ୍ନାଥ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଇଥିବା ବେଳେ ପୁରୋହିତ ତାଙ୍କୁ ସେ ହିନ୍ଦୁ ନୁହଁନ୍ତି ବୋଲି କହି ମନ୍ଦିରରେ ପ୍ରବେଶ କରାଇନଥିଲେ ?

ସୋସିଆଲ ମିଡିଆରେ ଏଖ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, କିଛି ଦିନ ତଳେ ମମତା ବାନାର୍ଜୀ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିବା ବେଳେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା।  ସେ ପ୍ରଭୁଙ୍କ ଦର୍ଶନ ନ ପାଇ ଫେରି ଆସିଥିଲେ। ଏହା ଛଡ଼ା ଦାବି କରାଯାଇଛି  ଯେ, ମନ୍ଦିର ପ୍ରଶାସନ ତାଙ୍କୁ କହିଛି ଯେ, କେବଳ ହିନ୍ଦୁମାନେ ଏହି ମନ୍ଦିରରେ ପ୍ରବେଶ କରିପାରିବେ ଏବଂ ସେ […]

Continue Reading

ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି- ଅମିତ ଶାହ ?

ବଙ୍ଗଳାର ଷଷ୍ଠ ପର୍ଯ୍ୟାୟ ଅଭିଯାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 17 ଏପ୍ରିଲରେ ବଙ୍ଗଳା ପହଞ୍ଚିଥିଲେ। ଅମିତ ଶାହା ପ୍ରଥମେ ଅମଦଙ୍ଗା ଠାରେ ଏକ ରୋଡ୍ ସୋ ପ୍ରଦର୍ଶନ କରିଥିଲେ। ତା’ପରେ ନାଦିଆ ଜିଲ୍ଲାର ଛାପ୍ରା ଠାରେ ହୋଇଥିବା ସମାବେଶକୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆରେ  ଏହି ସଭାର ଭିଡିଓ କ୍ଲିପ୍ ର ଏକ ଛୋଟ ଅଂଶ ସେୟାର କରି ମିଥ୍ୟା ପ୍ରଚାର କରାଯାଉଛି। ଭିଡିଓରେ ଅମିତ ଶାହ କହୁଥିବାର ଦେଖାଯାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ […]

Continue Reading

କ’ଣ ସମଶାନ ଭୂମିରେ ଶବଦାହ ହେଉଥିବା ସ୍ଥାନରେ ବିଜେପି ନିଜ ପ୍ରଚାର ପାଇଁ ପୋଷ୍ଟର ଲଗେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସ୍ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ ଗୋଟିଏ ସମଶାନରେ ଶବଦାହ ହେଉଥିବା ସମୟରେ ବିଜେପିର ଗୋଟିଏ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି। ଏହି ଫୋଟୋ ଦେଖି ଲୋକେ ବିଜେପିକୁ ବହୁତ ନିନ୍ଦା କରିଛନ୍ତି।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଫୋଟୋକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୯ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ କିଛି ଶବଦାହ […]

Continue Reading

କ’ଣ ରାସ୍ତାରେ ସେନାକୁ ଅଟକାଇବାର ଭାଇରାଲ ହେଉଥିବା ଏହି ଭିଡିଓ ପଶ୍ଚିମବଙ୍ଗର ନିର୍ବାଚନ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବିକ୍ଷୋଭକାରୀଙ୍କ ଏକ ସଶସ୍ତ୍ର ବାହିନୀକୁ ଅଟକାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଏହା ଦାବି ସହିତ ପ୍ରସାରିତ ହେଇଛି ଯେ ଏହି ଭିଡିଓ ପଶ୍ଚିମବଙ୍ଗ ରାଜ୍ୟର ଅଟେ। ଏଠାରେ ନିର୍ବାଚନ ସମୟରେ ଲୋକ ମାନେ ଭୋଟ୍ ଦେଉଛନ୍ତି। ଭିଡିଓରେ ବିକ୍ଷୋଭକାରୀ ମାନେ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ବାଧା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ପ୍ରତିରକ୍ଷା ବାହିନୀ ସହିତ ଗୋଟିଏ ଆମ୍ବୁଲେନ୍ସରେ ଜଣେ ରୋଗୀକୁ ନେଇ ଯାଉଥିଲେ। ଆମ୍ବୁଲେନ୍ସ ଯାଞ୍ଚ କରିବା ପରେ କୌଣସି […]

Continue Reading

ପୁରୁଣା ଫୋଟକୁ ବର୍ତ୍ତମାନ କୋରୋନା ସମୟର କହି ଭାଇରାଲ କରାଯାଉଛି।

କୋରୋନା ମହାମାରିର ଦ୍ୱିତିୟ ଚରଣ ଚାଲୁଥିବା ବୋଳେ ଦେଶରେ ଏହାର ପ୍ରଭାବ ବିଢ଼ିବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ଜନ ଦହଳିକୁ ନେଇ ମଧ୍ୟ ଅନେକ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ନାଗା ସାଧୁ ସ୍ନାନ କରୁଥିବାର ଫଟୋ କିଛି ଭାଇରାଲ ହେଉଛି। ଯାହାକୁ ଫେସବୁକ ୟୁଜର ବର୍ତ୍ତମାନର କହି ଭାଇରାଲ କରୁଛନ୍ତି।  16 ଏପ୍ରିଲରେ Bhabani Prasad Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ନାଗା ସାଧୁଙ୍କ ଏକ […]

Continue Reading

କ’ଣ ଆମେରିକା ଆଫଗାନିସ୍ତାନରୁ ନିଜ ସେନା ଫେରାଇ ନେବା ନିଷ୍ପତ୍ତି ନେଲା ପରେ ଆଫଗାନିସ୍ତାନ ଲୋକେ ସେଠାର ପୋଲିସଙ୍କ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକେ କିଛି କାରଣରୁ ବିଦ୍ରୋହ କରୁଛନ୍ତି ଏବଂ ପୋଲିସ ଉପରେ ଆକ୍ରମଣ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ଆଫଗାନିଷ୍ଠାନ ଦେଶର ଅଟେ। ଆମେରିକା ଆଫଗାନିଷ୍ଠାନରୁ ନିଜ ସେନା ଫେରାଇ ନେବା ନିଷ୍ପତ୍ତି ପରେ ସେଠିକାର ସ୍ଥାନୀୟ ଲୋକେ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ରାସ୍ତା ରୋକୀ ବିଦ୍ରୋହ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।   କ’ଣ ଦାବି ଏହି […]

Continue Reading

ରୁଷିଆ ମ୍ୟୁଜିକ୍ ଭିଡିଓ ଅଂଶକୁ , ମିଥ୍ୟା COVID-19 ମୃତ ଶରିର ମିଡିଆ ସାମ୍ନାରେ ଦେଖାଉଥିବା ଦାବିରେ ଭାଇରାଲ ହେଉଛି।

ଦେଶରେ କରୋନା କେସ୍ ଅଧିକରୁ ଅଧିକ ସାମ୍ନାକୁ ପୁଣି ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। 12 ସେକେଣ୍ଡର ଏହି ଭିଡିଓରେ ଏକ ଟ୍ରକରେ କଳାଜରି ରଖାଯାଇଥିବାର ଦେଖାଯାଉଛି। କଳା ଜରିକୁ ଦେଖିଲେ ଲାଗୁଛି, ଜରିରେ ମଣିଶ ମୃତ ଶରିର ରଖାଯାଇଛି। ପୁଣି କ୍ୟାମେରା ଜୁମ ହୋବରୁ ଦେଖାଗଲା ଯେ, କଳା ଜରି ଭିତରେ ଜଣେ ବ୍ୟକ୍ତି ସିଗ୍ରେଟ ପିଉଛି। ଭିଡିଓ ସହ ଦାବି କରାଯାଇଛି ଯେ, ମିଡିଆ […]

Continue Reading

କ’ଣ ଆମାଜନ୍ ନିଜ ୩୦ ତମ ବାର୍ଷିକୀରେ ଗ୍ରାହକଙ୍କୁ ମାଗଣାରେ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାତ୍ସଅପ୍ ରେ ଗୋଟିଏ ମେସେଜ ଖୁବ ଭାଇରାଲ ଯେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମାଜନ ନିଜ ୩୦ ତମ ବାର୍ଷିକୀ ଅବସରରେ ନିଜ ଗ୍ରାହକ ମାନଙ୍କୁ ମାଗଣାରେ ପୁରସ୍କାର ଦେଉଛି। ଏହି ମେସେଜରେ ଗୋଟିଏ ୱେବସାଇଟର ଲିଙ୍କ୍ ଦିଆ ଯାଇଅଛି। ଏହି ଲିଙ୍କରେ କ୍ଲିକ୍ କରିଲା ପରେ ଆମାଜନର ୱେବସାଇଟ ପରି ଗୋଟିଏ ୱେବସାଇଟ ଖୋଲିବା ଯାହାର ସର୍ଭେରେ ଭାଗ ନେଇଥିବା ଗ୍ରାହକଙ୍କୁ ଆମାଜନ ପୁରସ୍କାର ଦେବ।  ଫେକ୍ଟ କୃସେଣ୍ଡୋ ମେସେଜରେ ଥିବା […]

Continue Reading

କ’ଣ ମାସ୍କ ପିନ୍ଧିନଥିବାରୁ ଗୋଟିଏ ଲୋକକୁ ପୋଲିସ ମାରୁଥିବା ଏହି ଭିଡିଓ ହରିୟାନା ରାଜ୍ୟର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

କରୋନା ପୁଣି ନିଜର କାୟା ବିସ୍ତାର କରିବା ଆରମ୍ଭ କରିଲା ପରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦେଇଛି। ମାସ୍କ ପିନ୍ଧିନଥିବା ଲୋକଙ୍କ ଜୋରିମାନା ମଧ୍ୟ ଭରିବାକୁ ପଡ଼ିବାର ନିୟମ ଲାଗୁ କରା ଯାଇଅଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଏହି ନିୟମ ନେଇ ସରକାର ଏବଂ ପୋଲିସର ଲୋକଙ୍କ ପ୍ରତି ବିଭିନ୍ନ ବ୍ୟବହାର ମଧ୍ୟ ଦେଖିବାକୁ ମିଳୁଛି। ଏପରି ଗୋଟିଏ ଭିଡିଓ […]

Continue Reading

2019 କୁମ୍ଭମେଳା ଫଟୋକୁ ବର୍ତ୍ତମାନକ କହି ମିଥ୍ୟା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କୁମ୍ଭମେଳାର ଏକ ଫଟୋ ଭାଇରାଲ ହେବାରେ ଲାଗାଛି। ଯେଉଁଥିରେ ଅସଂଖ୍ୟ ଲୋକ ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଇଛି ଯେ. ପୂର୍ବ ବର୍ଷ ତବଲିକମାନଙ୍କୁ ଜେପରି ଦାୟୀ କରାଯାଇଥିଲା, ସେହି ପରି ଏବର୍ଷର କୁମ୍ଭମେଳାର ହୋଇଥିବା ଜନ ଗହଳିକୁ ଦେଖ। କୋରୋନା ଥିବା ସତ୍ୱେ ମଧ୍ୟ ସଂଖ୍ୟାଧିକ ଲୋକ କୁମ୍ଭ ମେଳାରେ ସାମିଲ ହୋଇଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ଅଟେ।  10 ଏପ୍ରିଲରେ Amiya Pandav ନାମକ […]

Continue Reading

କ’ଣ ଭିଡିଓରେ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତି ଛତିଶଗଡ ରାଜ୍ୟର ରାୟଗଡର ରାଜ୍ୟପାଲ ଅଟନ୍ତି? ଜାଣନ୍ତୁ ସତ୍ୟ।

କରୋନା ନିଜ କାୟା ପୁଣି ବିସ୍ତାର କରିବା ଆରମ୍ଭ କରିଲାଣି। ଏହା ନି ଲୋକଙ୍କ ମନରେ ଡର ମଧ୍ୟ ଦେଖିବାକୁ ମିଳୁଛି। ସରକାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ଏହା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ […]

Continue Reading

କୋରୋନା କାଳରେ କେଜରିୱାଲ ନିଜେ ମାସ୍କ ନ ପିନ୍ଧି ପିଲାକୁ ମାସ୍କ ପିନ୍ଧାଉଛନ୍ତି ?

ଦେଶରେ COVID-19 ପୁଣି ବ୍ୟାପିବାରେ ଲାଗିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦଆଙ୍କ ସହ ଏକ ଛୋଟ ପିଲାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅରବିନ୍ଦ କେଜ୍ରିୱାଲ ପିଲାଟିର  ମୁହଁରେ ମାସ୍କ ପିନ୍ଧାଉଥିବାର ଦେଖାଯାଉଛନ୍ତି।  ଫଟୋକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ  ଭାଇରାଲ ହେଉଛି ଯେ, ତିନି ନେତା ମାସ୍କ ନ ପିନ୍ଧି ପିଲାକୁ ମାସ୍କର ପିନ୍ଧେଇ ଫଟୋ ଉଠାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା […]

Continue Reading

କ’ଣ ଜବାହାରଲାଲ ନେହେରୁ ସୁଭାଷଚନ୍ଦ୍ର ବୋଷଙ୍କୁ ୱାର କୃମିନାଲ (ଯୁଧ୍ୟ ଅପରାଧୀ) ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।

ନେତାଜିଙ୍କୁ ନେଇ ଅନେକ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି। ନେତାଜୀଙ୍କ ମୃତ୍ୟୁ ଏବଂ ଅନେକ ବିଷୟ ନେଇ ଲୋକେ ସେ ସମୟର କଂଗ୍ରେସକୁ ଅଭିଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରି ଗୋଟିଏ ବିବାଦୀୟ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଜବାହାରଲାଲ ନେହେରୁଙ୍କ ଦ୍ଵାରା ସେ ସମୟର ଇଂଲାଣ୍ଡଙ୍କ ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଏଟ୍ଲିଙ୍କୁ ଲେଖା ଯାଇଥିବା ଗୋଟିଏ ଚିଠିର ଫୋଟୋ ଅଛି।  ଅନୁସନ୍ଧାନ ପରେ ଫେକ୍ଟ […]

Continue Reading

3 ଏପ୍ରିଲରେ ଛତିଶଗଡର ବିଜେପୁର ନକ୍ସଲ ଆକ୍ରମଣରେ ଏହି 22 ଜଣ ଯବାନ ପ୍ରାଣ ହରାଇଛନ୍ତି?

ଛତିଶଗଡର ବିଜପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 22 ସୈନିକ ସହିଦ ହୋଇଥିଲେ ଏବଂ 32 ଜଣ ଆହତ ହୋଇଥିଲେ। ଏହାକୁ ନେଇ ସୋସିଆଲ  ମିଡିଆରେ ଜନସାଧାରଣ ମଧ୍ୟ ଶହୀଦ ସୈନିକମାନଙ୍କୁ ନିଜ ନିଜ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ କୋଲାଜ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ କିଛି ସୁରକ୍ଷା କର୍ମୀଙ୍କ ଫଟୋ ଅଛି ଏବଂ ସେମାନଙ୍କ ନାମ ଦିଆଯାଇଛି। ଏହି କୋଲାଜ ସହିତ ଦାବି […]

Continue Reading

ମୁସ୍ଲିମ ଦମ୍ପତି ତାଙ୍କ ଝିଅକୁ ହିନ୍ଦୁ ଧର୍ମରେ ବିବାହ କରାଇଲେ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ  ନୁଆଁ ବିବାହିତ ଦମ୍ପତି ମୁସ୍ଲିମ ବ୍ୟକ୍ତି ଏବଂ ମହିଳାଙ୍କୁ ମୁଣିଆ ମାରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳର ମୁସ୍ଲିମ ମା ଏବଂ ବାପା ନିଜ ଝିଅର ବାହାଘର ଏକ ସନାତନ ପିଲା ସହ କରିଦେଲେ, ଝିଅ ହିନ୍ଦୁ ଧର୍ମିରେ ସୁରକ୍ଷିତ ରହିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  4 ଏପ୍ରିଲରେ Rudra Raman Returns ନାମକ ଜଣେ ଫେସବୁକ […]

Continue Reading

କ’ଣ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବରକାଗଜ କ୍ଲିପ୍ ଭାଇରାଲ ହେଉଛି ଯେଉଁଥିରେ ଲେଖା ଯାଇଅଛି ଯେ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା। ଏହି ଖବରକାଗଜ କ୍ଲିପ୍ ରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ଅପ୍ରାକୃତିକ ଯୌନ କାର୍ଯ୍ୟ କରିଥିଲେ ଏବଂ ଧାରା ୩୭୭ ବିରୁଦ୍ଧରେ ନାରା ମଧ୍ୟ ଲଗାଇଥିଲେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ […]

Continue Reading

ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି ?

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଜଣେ ମହିଳା ଟ୍ରେନରକୁ ସ୍ପର୍ଶ କରୁଥିବା ଏକ ଭିଡିଓ ଭାଇରାଲ ହେଇଛି। ଭିଡିଓ ସହ ଦାବି କରାଯାଉଛି ଯେ,   ଜଣେ ମୁସଲମାନ ଜିମ୍ ଟ୍ରେନର ଦିଲ୍ଲୀର ଜଣେ ହିନ୍ଦୁ ମହିଳାଙ୍କୁ ଫାଶରେ ପକାଇବାର ଦୃଶ୍ୟ। ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ଣ ନରେନ୍ଦ୍ର ମୋଦି ଖାଲି ପଡ଼ିଆକୁ ଦେଖି ନିଜ ହାତ ହଲାଉଛନ୍ତି? ଜାଣନ୍ତୁ ସତ୍ୟ।

ଆସାମ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ପାଖେଇ ଆସୁଥିବାରୁ ସୋସିଆଲ ମିଡିଆରେ ନେତାଙ୍କ ସଭା ଓ ସମାବେଶରେ କେତେ ଜନସମାଗମ ହେଉଛି ସେ ନେଇ ଆଲୋଚନା ଲାଗି ରହେ। ଏହା ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ଖାଲି ଭୂମିରେ ହାତ ବୁଲାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପୋଷ୍ଟ କରି ପରିହାସ କରି କୁହା ଯାଇଅଛି ଯେ “ଏତେ ଜନସମାଗମଯେ ଦେଖି ଆଖି ଲାଖି ଯାଉଛି।“  ଫେକ୍ଟ କୃସେଣ୍ଡୋର ଅନୁସନ୍ଧାନରେ ଏହି ଦାବି ଭୁଲ ପ୍ରମାଣିତ […]

Continue Reading

କ’ଣ କୃଶକଙ୍କ ବିରୁଦ୍ଧରେ ଟୁଇଟ କରିଲା ପରେ ଏହି ଭିଡିଓରେ ଅଭିନେତା ଅଜୟ ଦେବଗନଙ୍କ ଉପରେ ଆକ୍ରମଣ ହେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଅଭିନେତା ଅଜୟ ଦେବଗନଙ୍କ ନାମରେ ସୋଇଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କ ଉପରେ ଆକ୍ରମଣ ହେଉଅଛି ବୋଲି ଦାବି କରା ଯାଇଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ କିଛି ଗାଡ଼ି ଚିଡ଼ା ହୋଇଅଛି ଏବଂ ଏହା ପାଖରେ କିଛି ଲୋକ ଲଢେଇ କରୁଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୨୯ ମାର୍ଚରେ ଜଣେ ଫେସବୁକ ୟୁଜର ଗୋଟିଏ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶ ଗସ୍ତ ପରେ ବାଙ୍ଗଲାଦେଶ ମୁସ୍ଲିମଙ୍କ ପ୍ରଦର୍ଶନକରୁଥିବାର ଫଟୋ ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୋଦିଙ୍କ ଗ୍ରସ୍ତକୁ ନେଇ ବାଙ୍ଗଲା ଦେଶର ରାସ୍ତାରେ ମୁସ୍ଲିମମାନେ ଅଧିକ ସଂଖ୍ୟାରେ ପ୍ରଦର୍ଶନ କରୁଛନ୍ତି। ଏହା ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଟ୍ୱିଟର ଆକାଉଣ୍ଟରେ ବିବେକ କାଫିର ନାମକ ଜଣେ ବ୍ୟକ୍ତି  ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ,ମୋଦି ବାଙ୍ଗଲାଦେଶ ଗ୍ରସ୍ତପରେ […]

Continue Reading

କ’ଣ ତ୍ରିନାମୂଳ କଂଗ୍ରେସ ପ୍ରାର୍ଥୀନୀ ସାୟୋନି ଘୋଷ ହିନ୍ଦୁ ମାନଙ୍କୁ ଭୟ କରି ଦଉଡି ପଳାଉଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପଶ୍ଚିମବଙ୍ଗ ତ୍ରିନାମୂଳ କଂଗ୍ରେସ ପ୍ରାର୍ଥୀନୀ ସାୟୋନି ଘୋଷଙ୍କୁ ଦଉଡୁ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଗୋଟିଏ ଗାଁ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ତାଙ୍କ ଆଖ ପାଖରେ ଅନେକ ଲୋକ ଚାଲୁଥିବା ଦେଖିବାକୁ ମଧ୍ୟ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ସାୟୋନି ଘୋଷ ସେଠିକାର ଲୋକଙ୍କଠାରୁ ଭୟଭୀତ ହେଇ ଦଉଡି ପଳେଇଲେ।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ଅଛନ୍ତି ?

ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇର୍ମାନ ଖାନଙ୍କ ସ୍ତ୍ରୀକୁ କୋରୋନା ହୋଇଥିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ହୋଇଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି  ମିଥ୍ୟା ପ୍ରମାଣିତ ହେଲା।  18 ମାର୍ଚ୍ଚରେ Kaliash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇମରାନ ଖାଁ ବିବିକୁ କରୋନା […]

Continue Reading

କ’ଣ ୨୧ ନିୟମ ସହିତ ଆଇସିଏମଆର କରୋନାକୁ ନେଇ ଗୋଟିଏ ନିର୍ଦେଶାବଳି ପ୍ରକାଶ କରିଛି? ଜାଣନ୍ତୁ ସତ୍ୟ।

କରୋନା ନିଜ କାୟା ପୁଣି ବିସ୍ତାର କରିବା ପରେ ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଭାଇରାଲ ହେଉଥିବା ପୋଷ୍ଟ ମଧ୍ୟରୁ ଆମକୁ ଇଣ୍ଡିଆନ କାଉନ୍ସିଲ୍ ଅଫ ମେଡ଼ିକାଲ୍ ରିସର୍ଚ (ଆଇସିଏମଆର) ଗୋଟିଏ ନୋଟିସ ସାମନାକୁ ଆସିଛି। ଏହି ୨୧ ନିୟମର ନୋଟିସରେ ଆଇସିଏମଆର କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ୨୧ ଟି ପରାମର୍ଶ ଦେଇଛି। ଏହି ପରାମର୍ଶରେ ୨୧ ଟି ପଦକ୍ଷେପ ତାଲିକାଭୁକ୍ତ ହୋଇଛି ଯାହାକିକୋଭିଡ ୧୯ ରୁ ମୁକ୍ତି […]

Continue Reading

କ’ଣ କରୋନା ୩୦ ଡିଗ୍ରୀ ତାପମାନରେ ମରି ଯାଇଥାଏ? ଜାଣନ୍ତୁ ସତ୍ୟ।

ଗତ ବର୍ଷ ଦୁନିୟାରେ କରୋନା ନିଜ କାୟା ବିସ୍ତାର କରି ଥିଲା। ବର୍ତ୍ତମାନ ସୁଧା ଅନେକ ଦେଶ ଏହି ଭାଇରସର ଶିକାର ହେଉଛନ୍ତି। ଯଦିଓ ଏହି ଭାଇରସ ବିରୁଦ୍ଧରେ ଟୀକା ଆବିଷ୍କାର ହେଇସାରିଛି କିନ୍ତୁ ବର୍ତ୍ତମାନ କରୋନାର ଗୋଟିଏ ନୂଆ ଷ୍ଟ୍ରାଣ୍ଡ ଭାଇରସ ସାମନାକୁ ଆସିଛି। ଏହି ସବୁ ମଧ୍ୟରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ କରୋନା ୩୦ ଡିଗ୍ରୀ ତାପମାନରେ ମରି ଯାଇଥାଏ। ଭାରତରେ ଶୀତର […]

Continue Reading

ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଗ୍ରାଜୁଏସନ ଦିନରେ ବ୍ରିଟିସ ଏରାର କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଥିଲେ ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଏବଂ ଅନେକ ରାଜନୈତିକ ଖବରକୁ ନେଇ ଅନେକ ଫଟୋ ଏବଂ ଭିଡିଓ  ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ଫଟୋ ଉଠାଉଛି ଏବଂ ପଛରେ ଅନ୍ୟ ଛାତ୍ରମାନେ କମଳାଙ୍କର ସ୍କାର୍ଫ ପକାଇ କୁର୍ତା ପିନ୍ଧିଥିବାର ଦେଖାଯାଉଛିନ୍ତି। ଫଟୋରେ ଦାବି କରାଯାଇଛି ଯେ, ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତାଙ୍କ ଗ୍ରାଜୁଏସନ ଦିନରେ ବ୍ରିଟିସ ଇରାରେ ପିନ୍ଧୁଥିବା କଳା କୋଟକୁ […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଡିଟ୍ ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀରେ ଏକ ବିବୃତ୍ତି ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମୋଦି କହୁଛନ୍ତି ‘ଗରିବ ଲୋକଙ୍କୁ ସ୍ୱପ୍ନ ଦେଖାଅ, ସେମାନଙ୍କୁ ମିଛ କୁହ, ପରସ୍ପର ମଧ୍ୟରେ ଲଢ଼ାଅ ଏବଂ ଶାସନ କର। ପୋଷ୍ଟ ସହ ଦାବି କରାଯାଇଛି ଯେ, ନରେନ୍ଦ୍ର ମୋଦି ତାଙ୍କ ସଫଳତାର ରହସ୍ୟ ଲୋକଙ୍କୁ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 22 ମାର୍ଚ୍ଚରେ Haraprasad Behera ନାମକ […]

Continue Reading

କ’ଣ ନିତା ଅମ୍ବାନୀଙ୍କୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି?

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବନାରସ ହୁନ୍ଦୁ ବିଶ୍ଵବିଦ୍ୟାଳୟରେ ନିଟା ଆମ୍ବାନୀଙ୍କୁ ଅତିଥି ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି। ଏହା କୁ ନିନ୍ଦା କରି ଏହା ମଧ୍ୟ କୁହା ଯାଇଅଛି ଯେ ବର୍ତ୍ତମାନ ପିଲା ମାନେ ଦେଶକୁ କେଉଁ ପରି ଲୁଟନ୍ତି ଶିଖି ପାରିବେ।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ […]

Continue Reading

କ’ଣ ମମତା ବାନେର୍ଜି ବାମ ଗୋଡ଼ରେ ଆହତ ହେଇଥିବା ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମମତା ବାନେର୍ଜିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହା ପରେ ଡାକ୍ତରଖାନାରେ ଗୋଡ଼ରେ ପ୍ଲାଷ୍ଟର ଲାଗୁଥିବା ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେଉଛି। ଏହା ସହିତ ମମତା ବାନେର୍ଜିଙ୍କର ୱ୍ହିଳ ଚେୟାରରେ ବସିଥିବା ଗୋଟିଏ ଫୋଟୋ ଶେୟାର କରା ଯାଉଛି ଯେଉଁଥିରେ ତାଙ୍କର ଡାହାଣ ଗୋଡ଼ ପ୍ଲାଷ୍ଟର ହେଇଛି। ଏହି ଦୁଇଟି ଫୋଟୋ ସହିତ ଦାବି କରା ଯାଇଅଛି ଯେ ମମତା ବାନେର୍ଜି ଗୋଡ଼ ଆଘାତ ହେଇଥିବା ଅଭିନୟ […]

Continue Reading

କ’ଣ ପ୍ରିୟଙ୍କା ଗାନ୍ଧୀ ଭାରତ ମୂର୍ଖ ମାନଙ୍କ ଦେଶ ବୋଲି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଏପରି ଅନେକ ନେତାଙ୍କ ଟୁଇଟ ଭାଇରାଲ ହେଇଥିଲା ଯାହାକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ବୋଲି ପ୍ରମାଣ କରିଛି। ଏହି ପୋଷ୍ଟରେ ଭାଇରାଲ ହେଉଥିବା ଦାବିରେ କୁହା ଯାଇଅଛି ଯେ ପ୍ରିୟଙ୍କା ଗାନ୍ଧୀ ଭାରତକୁ ମୂର୍ଖ ମାନଙ୍କ ଦେଶ ବୋଲି କହିଛନ୍ତି।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଟୁଇଟକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading

ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହୁଥିବାର ଶୁଣିବାକୁ ମିଳୁଛି ଯେ,ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ। ଦାବି କରାଯାଉଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭିଡିଓ ଏଡିଟିଙ୍ଗ ହୋଇଛି।   18 ମାର୍ଚ୍ଚ Haraprasad Behera ନାମକ […]

Continue Reading

ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରୁଥିବାର ଭିଡିଓ ଦକ୍ଷିଣ ଭାରତର ?

ସୋସିଆଲ ମିଡିଆରେ ମୁସ୍ଲିମ ଏବଂ ହିନ୍ଦୁ ମାନଙ୍କୁ ନେଇ ଅନେକ ସାମ୍ପପ୍ରଦାୟକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ 1.30 ମିନିଟ୍ ଭିଡିଓ ଭାଇରାଲ ହେବାରେ ଲେଗିଛି, ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି କୁ ବାଡ଼ିରେ ମାରୁଥିବାର ଦେଖାଯାଉଛି। ବ୍ୟକ୍ତି ଜଣକ ଗାଡ଼ି ପାଖରେ ପଡ଼ିବା ପରେ ଆଖ ପାଖରେଥିବା ଲୋକମାନେ କ୍ଷତାକ୍ତ ବ୍ୟକ୍ତି କୁ ଉଠାଇ ନେଉଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, […]

Continue Reading

ମୁସ୍ଲିମ ଯୁବକ ମନ୍ଦିର ଭିତରେ ପଶି ଭଗବାନ ଶିବଙ୍କ ଉପରେ ପରିସ୍ରା କରୁଛି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଭାଇଚାରାକୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ମନ୍ଦିର ଭିତରେ ଭଗବାନ ଶିବଙ୍କ ଉପରେ ପରିଶ୍ରା କରୁଛି। ଭିଡିଓରେ ଦାବି କରାଯାଉଛି ଯେ, ଭିଡିଓରେଥିବା ପିଲା ମୁସ୍ଲିମ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  16 ମାର୍ଚ୍ଚରେ Jeevan Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓପୋଷ୍ଟ […]

Continue Reading

ରୋହିଙ୍ଗ୍ୟା ବ୍ୟକ୍ତି ଜଣକ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଖୁଲମ ଖୁଲା ଧମକ ଦେଉଛି ?

ସୋସିଆଲ ମିଡ଼ିଆରେ ରୋହିଙ୍ଗ୍ୟା ମାନଙ୍କ ନାମରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଖୁଲମ ଖୁଲା ହିନ୍ଦୁମାନଙ୍କୁ ଧମକ ଦେଉଥିବାର ଦେଖାଯାଉଛି। ଭିଡିଓରେ ଦେବି କରାଯାଉଛି ଯେ, ରୋହିଙ୍ଗ୍ୟାମାନେ ଦେଖ କେତେ ଶାନ୍ତି ପୂର୍ଣ୍ଣ ଭାବରେ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଧମକ ଦେଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛି, “ଆମେ ଶାନ୍ତି ପୂର୍ଣ୍ଣ ଭାବରେ ରହି ଆସିଛୁ , ଆମକୁ ବଦନାମ ନ କରାଯାଉ, ଆମେ ଅମନ ଏବଂ ଶାନ୍ତି ଦେଶରେ ରହୁ। […]

Continue Reading

ୟମନ ଦେଶର ଫଟୋକୁ ଭାରତର କହି ସାମ୍ପ୍ରଦାୟିକ ରୂପ ଦିଆଯାଉଛି।

ଉତ୍ତର ପ୍ରଦେଶର ଗାଜିୟାବାଦରେ ହିନ୍ଦୁ ଯୁବକ ଏକ ମୁସ୍ଲିମ ପିଲାକୁ ମାରୁଥିବାର ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଯୁବକର ମୁସ୍ଲିମ ପିଲାକୁ ଏପରି ପିଟିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। ଭାଇରାଲ ଭିଡିଓ ସହ ଦୁଇଟି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ମଡ଼ ଖାଇଥିବା ପିଲାର ଫଟୋ , ଯାହାର ଦେହରେ ଏତେ ଖତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ […]

Continue Reading

ମମତା ବାନର୍ଜିଙ୍କ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜିର ଗୋଡ଼ ଭାଙ୍ଗିଲା ପରେ ,ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ମମତା ବାନର୍ଜି ଭଲହୋଇ ହୋସ୍ପିଟାଲରୁ ଫେରିବା ପରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ୱିଲ ଚେୟାରରୁ ଉଠି ଚାଲୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ନିର୍ବାଚନ ପ୍ରଚାର ସରିଲା ପରେ ମମତା ଦିଦି ହ୍ୱିଲ ଚେୟାରୁ ଉଠିଗଲେ। ଅଭିନୟ କରି ଭୋଟ ନେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା […]

Continue Reading

ଦୁବାଇର ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ଗାଉଛନ୍ତି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁସ୍ଲିମ ମହିଳାମାନେ ବୁର୍ଖା ପିନ୍ଧି ମସଜିଦରେ ରାମ ଭଜନ ଗାଉଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଭିଡିଓ ଭାରତର ନୁହେଁ ବରଂ ଦୁବାଇର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି […]

Continue Reading

ମୁଁ କ୍ଷମତାକୁ ଆସିଲେ ଭାରତକୁ ଏକ ଇସଲାମ ଦେଶରେ ପରିଣତ କରିଦେବି ଏବଂ ଏଠାରେ କୌଣସି ହିନ୍ଦୁ ରହିବେ ନାହିଁ- ବଦରୁଦ୍ଦିନ ଅଜମଲ?

ଦେଶରେ ବର୍ତ୍ତମାନ ଅଲଗା ଅଲଗା ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ଆସାମ ମଧ୍ୟ ସାମିଲ ଅଛି। ଆସାମରେ AIUDF କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମିଳିତ ମଞ୍ଚରେ ଯୋଗ ଦେଇ ନିର୍ବାଚନ ଲଢ଼ିବାକୁ ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଆସାମର ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ନେତା ବଦରୁଦ୍ଦିନ ଅଜମଲଙ୍କ ଏକ ଛୋଟ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଅଜମଲ କହିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଭାରତକୁ […]

Continue Reading

କ’ଣ କୁୱେତି ଅରବପତି ନାସୀର ଅଲ-ଖରାଫୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତିର ଏହି ସବୁ ଫଟୋ?

କୁୱେତ ଅରବପତି ନାସୀର ଅଲ-ଖରାଫୀ ମୃତ୍ୟୁ ପରେ ତାଙ୍କ  ସମ୍ପତିର ଲାଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୁୱେତି ଆରବପତି ନାସୀର ଅଲ-ଖରାଫୀ ଏତେ ବଡ଼ ଅରବପତୀ ହେଲେ ମଧ୍ୟ ଶେଷରେ ତାଙ୍କୁ 3 ଫୁଟ ଗାତରେ ସମାପନ କରି ଦିଆଗଲା। ତାଙ୍କ ସମ୍ପତୀର ଶେଷ ଫଟୋ ଦେଖନ୍ତୁ। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  9 ମାର୍ଚ୍ଚରେ Amitabh Patra ନାମକ […]

Continue Reading

ଭାଇରାଲ ଫଟୋର ବର୍ତ୍ତମାନ ଶିମିଳିପାଳରେ ଲାଗିଥିବା ନିଆଁ ସହ କୌଣସି ସମ୍ପର୍କ ନାହିଁ।

ଗତ 10 ଦିନ ହେଲା ଶିମିଳିପାଳରେ ନିଆଁ ଲାଗିଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଅନେକ ଫଟୋ ଶିମିପାଳରେ ନିଆଁ ଲାଗିଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ କରାଯାଉଥିବା ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହୋଇଛି। 6 ମାର୍ଚ୍ଚରେ Banoj Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଶିମିଳିପାଳ ଜଙ୍ଗଲ ଜଳୁଛି। […]

Continue Reading

କ’ଣ ପୋଷ୍ଟ ହେଇଥିବା ଫୋଟୋ ବର୍ତ୍ତମାନ ସମୟରେ ସୀମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୀମିଳିପାଳ ଅଗ୍ନିକାଣ୍ଡ ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏହି ପରି ଗୋଟିଏ ପୋଷ୍ଟକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ପ୍ରମାଣ କରି ସାରିଛି। ୪ ମାର୍ଚରେ ଏହି ପୋଷ୍ଟରେ ୪ଟି ଫୋଟୋ ଭାଇରାଲ କରି ଦାବି କରା ଯାଇଅଛି ଯେ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ। ଗତ ୧୦ ଦିନରୁ ଅଧିକ ହେଲାଣି ଏହି ଅଗ୍ନିକାଣ୍ଡ ଲାଗି ରହିଛି।  ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ସିମିଳିପାଳର ହେଇଥିବା ଦାବିକୁ […]

Continue Reading

ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନମାନେ କ୍ରଶ ପ୍ରତିଷ୍ଠା କରିଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ ଆନ୍ଧ୍ରପ୍ରଦେଶର ଇଡାଲପଡୁରେ ମା ସୀତାଙ୍କ ପାଦ ପଡ଼ିଥିବା ସ୍ଥାନରେ ଖ୍ରୀଷ୍ଟିଆନମାନେ ବେଆଇନ କ୍ରସ ସ୍ଥାପନ କରାଯାଇଛି। ଏହି ଫଟୋର ପଛ ଭାଗରେ ପ୍ରଭୁ ନରସିଂହଙ୍କର ଏକ ପ୍ରତିମୂର୍ତ୍ତି ଅଛି।  ଅନ୍ୟ ଫଟୋରେ କ୍ରସ ଚିହ୍ନ ସହିଛି।  2 ମାର୍ଚ୍ଚରେ ତରୁଣ କୁମାର ଜାଲବାନୁଆର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

କ’ଣ ଯଶୱନ୍ତ ସିହ୍ନା ବିଜେପି ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଭାଜପାକୁ ଭୋଟ୍ ଦେଲେ ଦେଶ ବିଗିଡ଼ି ଜୀବ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଯଶୱନ୍ତ ସିହ୍ନା ଟୁଇଟ ମାଧ୍ୟମରେ କହିଛନ୍ତି ଯେ ବିଜେପିକୁ ଭୋଟ୍ ଦେଲେ ଦେଶ ବିଗିଡ଼ି ଜୀବ।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଅଛି ଏହି ପୋଷ୍ଟରେ? ୨ ମାର୍ଚରେ ଜଣେ ଫେସବୁକ ୟୁଜର ବିକଳ୍ପ ସ୍ଵର ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଶେୟାର କରିଛନ୍ତି। ଏହି ଟୁଇଟରେ ଲେଖା […]

Continue Reading

କ’ଣ ହେଲିକପ୍ଟର ଦ୍ଵାରା ନିଆ ଲିଭେଇବାର ଏହି ଫୋଟୋ ବର୍ତ୍ତମାନ ସିମିଳିପାଳରେ ଘଟି ଥିବା ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ତଳେ ଓଡିଶା ରାଜ୍ୟର ସିମିଳିପାଳ ଜଙ୍ଗଲରେ ଭୀଷଣ ନିଆ ଲାଗିଅଛି। ସରକାର ଏହି ନିଆକୁ ଲିଭାଇବାର ଚେଷ୍ଟା କରୁଛି। ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଆଜି 6 ମାର୍ଚରେ ଜଣେ ଫେସବୁକ ୟୁଜର ତିନିଟା ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ହେଲିକପ୍ଟରରେ ନିଆ ଲିଭେଇବାର ଅଭିଯାନ ହେଉଛି। ଦାବି ଅନୁଯାୟୀ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ।  ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା […]

Continue Reading

ରାଜନାଥ ସିଂ କୃଷିକଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରି ନିଜ ସରକାର ବିରୋଧି ହେଉଛନ୍ତି କି ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କିଛି ମିଥ୍ୟା ଖବର ଏବଂ ପୁରୁଣା ଫଟୋକୁ କୃଷକ ଆନ୍ଦୋଳନ ସହିତ ଯୋଡି ଭାଇରାଲ କରାଯାଉଛି।  ଏଥିମଧ୍ୟରେ ରାଜନାଥ ସିଂଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦିଲ୍ଲୀର କୃଷକମାନଙ୍କୁ ସମ୍ବୋଧିତ କରି ନୂଆ  କୃଷି ବିଲକୁ  ବିରୋଧ କରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ରାଜନାଥ ସିଂ କହୁଛନ୍ତି ଯେ,  ସେ ଆନ୍ଦୋଳନ […]

Continue Reading

କ’ଣ ସାବରକର ୨ଟା ଆଜୀବନ କାରାବାସ ପୁରା ଭୋଗ କରିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଶେୟାର କରା ଯାଇଅଛି ଯେଉଁଥିରେ କୁହା ଯାଇଅଛି ଯେ ବୀର ସାବରକର ଦୁନିଆର ଏକମାତ୍ର ସ୍ଵତନ୍ତ୍ରତା ସେନାନୀ ଯାହାକୁ ୨-୨ ଆଜୀବନ କାରାବାସ ଦଣ୍ଡ ମିଳିଥିଲା ଏବଂ ସେ ତାଙ୍କର ଦଣ୍ଡ ସମ୍ପୂର୍ଣ ଭାବରେ ଭୋଗ କରିଥିଲେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି […]

Continue Reading

ଦୁଇ ବର୍ଷ ପୁରୁଣା ଫଟୋକୁ କୋଲକାତାରେ କଂଗ୍ରେସ ଏବଂ ବାମପନ୍ଥି ଗଠବନ୍ଧନ ରାହିରେ ପ୍ରବଳ ଜନସମାବେଶ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

ପଞ୍ଚିମବଙ୍ଗରେ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ପରି ଦୁଇଟି ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ୱେସ୍ଟବେଙ୍ଗାଲରେ କଂଗ୍ରେସ ଗଠବନ୍ଧନର ନିର୍ବାଚନରେ ପ୍ରବଳ ଜନସମାବେଶ କିନ୍ତୁ ଗୋଦୀ ମିଡିଆ ଏହାକୁ ଦେଖାଉ ନାହିଁ। ଆମ ଅନୁସନ୍ଧାନରେ […]

Continue Reading

କ’ଣ କୋଏମ୍ବାଟୁର ଗୋଟିଏ ହୋଟେଲରେ ଗର୍ଭ ନିରୋଧ ବଟିକା ମିଶେଇ ବିରିଆନୀ ତିଆରି କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋସ୍ତ କରି ଦାବି କରା ଯାଇଅଛି ଯେ କୋଏମ୍ବାଟୁରର ଗୋଟିଏ ହୋଟେଲରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ଗର୍ଭ ନିରୋଧ ବଟିକାର ବ୍ୟବହାର କରା ଯାଉଛି। ଏହ ହୋଟେଲର ନାମ ମାଶାହ ଆଲ୍ଲାହ ଅଫ ରେହମାନ ବିସ୍ମିଲ୍ଲାହ […]

Continue Reading

କେରଳରେ ମୁସ୍ଲିମ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି?

କେରଳରେ ବିଧାନସଭା ନିର୍ବାଚନ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ ହେଉଥିବାର ଦେଖାଯାଉଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆରଏସଏସ ୟୁନିଫର୍ମରେ ଦୁଇଜଣ ବ୍ୟକ୍ତିଙ୍କୁ ବାନ୍ଧୀ ଏକ ମୁସ୍ଲିମ ଗୋଷ୍ଠୀ ନେଇ ଯାଉଥିବାର ଦେଖାଯାଉଛନ୍ତି।  ଦାବି କରାଯାଉଛି ଯେ, “କେରଳରେ, ପିଏଫଆଇ ଆତଙ୍କବାଦୀ ସଂଗଠନ ବିଶ୍ୱର ସର୍ବବୃହତ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ହାତ ବନ୍ଧି ବଜାରରେ ବୁଲାଉଛନ୍ତି, ବର୍ତ୍ତମାନ ସୁଦ୍ଧା ଜଣେ ବାମପନ୍ଥୀ ଏହା ବିରୁଦ୍ଧରେ କହିବେ ନାହିଁ!   […]

Continue Reading

କ’ଣ ସରକାରି କର୍ମିଚାରି ଲୋକ ଦେଖାଣିଆ କୋରୋନା ଟିକା ନେବାର ବାହାନା କରୁଛନ୍ତି? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସରକାରୀ କର୍ମିଚାରି  କୋରୋନା ଟୀକା ନେଉଥିବାର ବାହାନା କରୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଏହି ଭିଡିଓ ସେୟାର କରୁଛନ୍ତି ଯେ ଏହି ଦୁଇ ସରକାରୀ କର୍ମଚାରୀ ଟୀକାକରଣ ନେଇ ନାହାଁନ୍ତି ବରଂ କ୍ୟାମେରା ଆଗରେ ଛଳନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  22 ଜାନୁଆରିରେ Jay Naveen ନାମକ ଜଣେ ଫେସବୁକ ୟୁଜର […]

Continue Reading

ବିଦେଶି ପିଲା ଗାଉଛନ୍ତି ରାମାୟଣ ଗୀତ?

ରାମ ଏବଂ ହିନ୍ଦୁ ଧର୍ମକୁ ନେଇ ବିଜେପି ଏବଂ ତାଙ୍କ ପ୍ରଶଂସକମାନେ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ରାମ ଭକ୍ତ ହେବାକୁ ନେଇ ଅନେକ ଭୁଲ ଭିଡିଓ ମଧ୍ୟ ପୋଷ୍ଟ କରାଯାଉଛି। ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଦେଶରେ ହେଉଥିବା ଏକ ଅଡିଶନରେ ବିଦେଶି ଛୁଆ ଦୁଇ ଜଣ ରାମାୟଣ ଗୀତ ଗାଉଥିବାର ଶୁଣିବାକୁ ମିଳୁଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବିଦେଶି ପିଲା […]

Continue Reading

କ’ଣ ଆନ୍ଦୋଳନକାରୀଙ୍କ ଉପରେ ପାଣି ତୋପରେ ଆକ୍ରମଣ କରୁଥିବା ଭିଡିଓ ଫ୍ରାନ୍ସ ଦେଶର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ ସମୟରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣି ତୋପରେ ଆକ୍ରମଣର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ଏହା ଫ୍ରାନ୍ସ ଦେଶର ଭିଡିଓ ଅଟେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୩୧ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ […]

Continue Reading

କେରଳରେ ଯୋଗୀଙ୍କୁ ବିଜେପି କର୍ମୀ ବିଜେପି ପତାକା ପ୍ରସ୍ତୁତ କରି ସ୍ୱାଗତ କରିଛନ୍ତି?

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେରଳ ଗ୍ରସ୍ତରେ ଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଲୋକମାନେ ବିଜେପିର ପଦ୍ମଚିହ୍ନ ବନାଇ ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳରେ ଯୋଗୀଙ୍କୁ ଏହିପରି ଢଙ୍ଗରେ କଲେ ସ୍ୱାଗତ।  22 ଫେବୃଆରିରେ Srikant Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ ଏହି ଫୋଟୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ଲେଡି ମାଉଣ୍ଟବେଟେନଙ୍କ ସହିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ଏଡ୍ୱିନା ମାଉଣ୍ଟବେଟେନଙ୍କ ସମ୍ବନ୍ଧ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କୌଣସି ନୂଆ କଥା ନୁହେଁ। ଏହି ଦୁଇ ଜଣଙ୍କ ସମ୍ବନ୍ଧ ବିଷୟରେ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଗତ କିଛି ବର୍ଷ ଧରି ଭାଇରାଲ ହେଉଛି। ଏହା ପୂର୍ବରୁ ମଧ୍ୟ ଫେକ୍ଟ କୃସେଣ୍ଡୋ ନେହେରୁଙ୍କ ଅନେକ ସମ୍ବନ୍ଧନେର ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି।  ବର୍ତ୍ତମାନ ଜବାହାରଲାଲ ନେହେରୁଙ୍କ ଗୋଟିଏ ମହିଳାଙ୍କ ସହିତ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

ଅରବିନ୍ଦ କେଜ୍ରିୱାଲଙ୍କ ସହ ଫଟୋରେ ଦେଖାଯାଇଥିବା ଝିଅ ନିକିତା ଯାଦବ ? ଜାଣନ୍ତୁ ସତ୍ୟତା।

କୃଷି ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସମୟରେ କୃଷି ଆନ୍ଦୋଳନ ଦ୍ୱାରା ଦର୍ଶାଯାଇଥିବା ବିବାଦୀୟ ଟୁଲ୍କିଟ୍ ମାମଲାରେ 21 ବର୍ଷିୟ ଦିଶା ରବିଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଜଳବାୟୁ କାର୍ଯ୍ୟକର୍ତ୍ତା ନିକିତା ଯାଦବଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି ଏବଂ ଏହା ପରେ ନିକିତା ଯାଦବ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି। ଗିରଫରୁ ସୁରକ୍ଷା ପାଇଁ ସେ ଅପିଲ କରିଛନ୍ତି।। ଏଥି ମଧ୍ୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ […]

Continue Reading

ବଜରଙ୍ଗ ଦଳ କ’ଣ କୃଷି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ?

କୃଷି ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିବସେନାଙ୍କ ବିରୋଧର ଏକ ଭିଡିଓ ମିଥ୍ୟା ଦାବିରେ ବହୁଳ ଭାବରେ ସେୟାର କରାଯାଉଛି। ଭିଡିଓରୋ ଦାବି କରାଯାଇଛି ଯେ, କୃଷକଙ୍କ ବିରୋଧକୁ ବଜରଙ୍ଗ ଦଳ ସମର୍ଥନ କରୁଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରକୁ ଚୋର ବୋଲି କୁହାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ପ୍ରିୟାଙ୍କା ଗାନ୍ଧୀ କୃଷ ହାର ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ସାମନାକୁ ଆସିଛି ଯେଉଁଥିରେ ପ୍ରିୟାଙ୍କା ଗାନ୍ଧୀ ଗୋଟିଏ ଫୋଟୋରେ ରୁଦ୍ରାକ୍ଷ ମାଳ ପିନ୍ଧିଛନ୍ତି ଆଉ ଗୋଟିଏ ଫୋଟୋରେ କୃଷ ହାର ପିନ୍ଧିଛନ୍ତି। ଫୋଟୋ ପୋଷ୍ଟ କରି କୁହା ଯାଇଅଛି ଯେ ଏହି ଏହି ପରି କପଟ କରି ସରଲ ଭାରତୀୟଙ୍କୁ ଭକୁଆ ବନାଉଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟ କରା ଯାଇଥିବା ଫୋଟୋକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ […]

Continue Reading

କ’ଣ ବିଜେପି ସରକାର ଇଣ୍ଡିଆନ ଅଏଲ୍ କମ୍ପାନୀକୁ ଅଦାନି ଗ୍ରୁପ୍ କମ୍ପାନୀକୁ ବିକି ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ କମ୍ପାନୀ ଗୁଡ଼ିକର ଗରୋଇକରଣ ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ଖବର ପ୍ରସାରିତ ହେଉଛି। ଏହା ମଧ୍ୟରୁ କେତେକ ବିଭ୍ରାନ୍ତିକର ଖବର ପ୍ରସାର କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଉଛି। ଏହି ସମୟରେ ସୋସିଆଲ ମିଡିଆରେ ଇଣ୍ଡିଆନ ଅଏଲ୍ – ଅଦାନି ଯାସ ନାମକ ଏକ ଇନ୍ଧନ ଷ୍ଟେସନର ଫୋଟୋ ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବିଜେପି ସରକାର ଇଣ୍ଡିଆନ ଅଏଲ୍ ନିଗମ ଲିମିଟେଡ […]

Continue Reading

ନିତିନ ଗଡ଼କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି?

ସୋସିଆଲ ମିଡିଆରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତ୍ତି ଦେଉଥିବାର ଶୁଣିବାକୁ ମିଳୁଛି।  ଭିଡିଓ ସହ ଦାବି କରାଯାଉଛି ଯେ, ନିତିନ ଗଡକରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ରାଗି ତାଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଫେବୃଆରିରେ […]

Continue Reading

କ’ଣ ‘ଓ ମାଈ ଗଡ୍’ ଚଳଚିତ୍ର ପରି ଯୋଗୀ ଆଦିତ୍ୟନାଥ ଜଣେ ମହିଳାଙ୍କ ସହିତ ଏହି ଫୋଟୋରେ ଅଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ କୋଳାଜ୍ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଯୋଗୀ ଆଦିତ୍ୟନାଥଙ୍କୁ ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଗୋଟିଏ ମହିଳା ସହିତ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଏହି ଫୋଟୋର ତୁଳନା ବୋଲିୱୁଡ୍ ସିନେମା ‘ଓ ମାଈ ଗଡ୍’ ସହିତ ତୁଳନା କରା ଯାଇଅଛି। ଏହି ପୋଷ୍ଟରେ ଦାବି କରି କୁହା ଯାଇଅଛି ଯେ ବେଳେ ବେଳେ ଚଳଚିତ୍ର କ୍ୟାରେକ୍ଟର ସତ୍ୟରେ ପରିଣତ ହୋଇଥାଏ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ୧୪ ଫେବ୍ରୁଆରିରେ ଫାଶୀଦିଆ ଯାଇଥିଲା? ଜାଣନ୍ତୁ ସତ୍ୟ।

Photo Credit: India Today ୧୪ ଫେବ୍ରୁଆରିକୁ ବିଶ୍ଵରେ ଅନେକ ଦେଶରେ ଭାଳେଣ୍ଟାଇନ ଦିବସ ଭାବରେ ମାନ୍ୟତା ଦିଆ ଯାଇଅଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମେସେଜ୍ ଭାଇରାଲ ହେଉଛି ଯେଉଥିରେ ଦାବି କରା ଯାଇଅଛି ଯେ ୧୪ ଫେବ୍ରୁଆରିକୁ ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଇଂରାଜୀ ସରକାର ଫାଶୀ ଦେଇଥିଲା। ସେଥିପାଇଁ ଏହି ପୋଷ୍ଟରେ ଲୋକଙ୍କୁ ଭାଳେଣ୍ଟାଇନ ଡେ ପାଳନ ନକରିବା ପାଇଁ ଅନୁରୋଧ କରା ଯାଇଅଛି।  ଫେକଟ କୃସେଣ୍ଡୋ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଲକ୍ଷ ଟଙ୍କା ବେତନ ଦେଇ ଜଣେ ମେକ୍ ଅପ୍ ଆର୍ଟିଷ୍ଟଙ୍କୁ ନିଯୁକ୍ତି କରିଛନ୍ତି? ଜାଣନ୍ତୁ ସତ୍ୟ।

ଗୋଟିଏ ଫେସବୁକ ପୋଷ୍ଟରେ ଦାବି କରା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମେକଅପ୍ ଆର୍ଟିଷ୍ଟଙ୍କୁ ପ୍ରତି ମାସ ୧୫ ଲକ୍ଷ ଟଙ୍କା ଦେଇ ଚାକିରିରେ ରଖିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ବସିଥିବା ସମୟରେ ଜଣେ ମହିଳା ତାଙ୍କ ମେକଅପ୍ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? […]

Continue Reading

ମୁକେଶ ଅମ୍ବାନି ନାମରେ ଭାଇରାଲ ହେଉଥିବା ଟ୍ୱିଟ ଫେକ ଅଟେ।

କୃଷି ଆନ୍ଦୋଳକୁ ନେଇ ରିହାନା ଟ୍ୱିଟ କରିବାପରେ ଦେଶରେ ବିବାଦ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁକେଶ ଅମ୍ବାନିଙ୍କ ଏକ ଟ୍ୱିଟ ଭାଇାଲ ହେଉଛି। ଟ୍ୱିଟରେ ଲେଖାଯାଇଛି ଯେ, ରିହାନା ବୋଧେ ଭୁଲି ଯାଉଛନ୍ତି ଯେ, ଥରେ ଭାରତକୁ ଗରିବ କହିବାରୁ ମୁଁ ତାଙ୍କୁ ମୋ ଝିଅ ବାହାଘରରେ ରାତିସାରା ମୋ ବଙ୍ଗଳାରେ ନଚାଇଥିଲି। ଆମ ଅନୁସନ୍ଧାନରୁ ଭାଇରାଲ ଟ୍ୱିଟ ମିଥ୍ୟା ପ୍ରମାଣତ ହେଲା।  […]

Continue Reading

କୃଷି ଆନ୍ଦୋଳନରେ ବସିଥିବା ଚାଷିଙ୍କ ସୈନିକ ପୁଅମାନେ ତାଙ୍କୁ ଦେଖାକରିବା ପାଇଁ ଆସିଛନ୍ତି ?

କୃଷକଙ୍କ ଆନ୍ଦୋଳନ ସହ ଜଡିତ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ଯୁବକ ଶିଖ୍ ସୈନିକଙ୍କ ଗାଲକୁ ଧରିଥିବାର ନଜର ଆସିଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଛୁଟିରେ ଆସିଥିବା ସୈନିକମାନେ ଗତ 75 ଦିନ ଧରି କୃଷି ଆନ୍ଦୋଳନରେ ବସିଥିବା ତାଙ୍କ ଚାଷି ପିତାଙ୍କୁ ଦିଲ୍ଲୀ ସୀମାରେ ଦେଖା କରିବା ପାଇଁ ଆସିଛନ୍ତି।  6 ଫେବୃଆରିରେ Ranju Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ […]

Continue Reading

2013 ଫଟୋକୁ ବର୍ତ୍ତମାନ ଉତ୍ତରାଖଣ୍ଡ ବନ୍ୟା ପିଡ଼ିତଙ୍କୁ ଆରଏସଏସ ରିଲିଫ ବାଣ୍ଟୁଥିବା ଦାବିରେ ଭାଇରାଲ କରାଯାଉଛି।

 ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ରାଇନି ଗ୍ରାମରେ ଏକ ବରଫ ହ୍ରଦରେ ସୃଷ୍ଟ ବନ୍ୟାରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକଖବର ଭାଇରାଲ ହେବା ସହ ମିଥ୍ୟା ଦାବିରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଆରଏସଏସ କର୍ମି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପିଡ଼ିତମାଙ୍କୁ ସାହାର୍ଯ୍ୟ କରିବା ପାଇଁ ଯାଇଥିବାର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମନୁସନ୍ଧାନରେ ଭାଇରାଲ ଫଟୋ […]

Continue Reading

କ’ଣ ଏହି ଫୋଟୋରେ ଦିଲ୍ଲୀ ପୋଲିସ ଜଣେ କୃଷକଙ୍କୁ ନିଜ ପାଦ ତଳେ ଦଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଭାରତର ରାଜଧାନୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ କୃଷି ଆଇନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ହେଉଥିଲା ବେଳେ ସୋସିଆଲ ମିଡିଆରେ ପୋଲିସର ଅତ୍ୟାଚାରର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ପୋଲିସ ଅଧିକାରୀ ଏକ ବ୍ୟକ୍ତିଙ୍କୁ ନିଜ ପାଦ ତଳେ ଡାଲି ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହା ଦିଲ୍ଲୀ ପୋଲିସ ଯେ କୃଶକ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନର କୃଷକ ମାନଙ୍କୁ ମଦବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଏହି ଘଟଣା ଜଡ଼ିତ ଗୋଟିଏ ଭିଡିଓ ଗତ କିଛି ଦିନରୁ ଭାଇରାଲ ହେଉଛି। ଏହି ଭିଡିଓରେ ଲୋକ ମାନେ ଗୋଟିଏ ଗାଡ଼ି ଭିତରେ ଛୋଟ ବାସନ ବଢେଇ ଥିବା ସମୟରେ ଗାଡ଼ି ଭିତରେ ବସି ଥିବା ବ୍ୟକ୍ତି ତାଙ୍କ ବାସନରେ ମଦ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆନ୍ଦୋଳନ ସମୟରେ […]

Continue Reading