କ’ଣ ଦୈନିକ ଭାସ୍କର ଏପରି ହୋରଡିଙ୍ଗ ଲଗାଇଛି କି? ଜାଣନ୍ତୁ ସତ୍ୟ।

ଦୈନିକ ଭାସ୍କର ପତ୍ରିକା ନାମରେ ଏକ ହୋରଡିଙ୍ଗର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ କୁହା ଯାଇଅଛି- “ଆଶ୍ରମର ମହନ୍ତ ନା ଫେକୁ ସାଧୁ, ବର୍ତ୍ତମାନ କେବଳ ସତ୍ୟ କାମ କରିବା, ୟୁପିର ଖବର ଲୁଚେଇ ହେବ ନାହିଁ କିମ୍ବା ବନ୍ଦ ହେବ ନାହିଁ।” ଏହି ପୋଷ୍ଟକୁ ଶେୟାର କରା ଯାଉଅଛି ଏବଂ ଦାବି କରା ଯାଉଅଛି ଯେ ଏହି ହୋରଡିଙ୍ଗ ଉତ୍ତରପ୍ରଦେଶର ଦୈନିକ ଭାସ୍କର ଦ୍ଵାରା ନିର୍ମାଣ କରା ଯାଇଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋର […]

Continue Reading

ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ?

ସସୋସିଆଲ ମିଡିଆରେ ସାଉଦି ଆରବର ମକ୍କା ମସଜିଦର ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ଦାବି କରାଯାଉଛି ଯେ, ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ଅଛି। ମକ୍କେଶ୍ୱର ମହାଦେବଙ୍କ ମନ୍ଦିରକୁ ଭାଙ୍ଗି ମସ୍ଜିଦ କରାଯାଇଛି। ଆମ ଅନୁସନ୍ଧାନରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସାଉଦି ଆରବ ର ମକ୍କା ରେ ଥିବା ଶିବଲିଙ୍ଗ […]

Continue Reading

କ’ଣ ଟୋକିଓ ଅଲମ୍ପିକ୍ ରେ ୭୩ କେଜି କୁସ୍ତି ବର୍ଗରେ ସ୍ଵର୍ଣ ପଦକ ଜିତିଛନତି ପ୍ରିୟା ମଲିକ? ଜାଣନ୍ତୁ ସତ୍ୟ।

ଟୋକିଓ ଅଲମ୍ପିକ୍ ୨୩ ଜୁଲାଇରୁ ଜାପାନରେ ଆରମ୍ଭ ହୋଇ ସାରିଛି। ପରସ୍ପର ସହିତ ପ୍ରତିଦ୍ଵନ୍ଦ୍ଵିତା କରିବା ଏବଂ ନିଜ ଦେଶର ଗୌରବ ବଢାଇବା ପାଇଁ ଅନେକ ଦେଶ ଏଥିରେ ଭାଗ ନେଇଛନ୍ତି। ଭାରତରୁ ମଧ୍ୟ ଅନେକ ଖେଳାଳିଙ୍କୁ ଏହି ଅଲମ୍ପିକ୍ ରେ ଭାଗ ନେବାକୁ ପଠା ଯାଇଅଛି।  ୨୪ ଜୁଲାଇ ଦିନ ଚଳିତ ବର୍ଷ ଅଲମ୍ପିକ୍ ରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଦେଶ ତାଙ୍କ ବିଜଯ ଉତ୍ସବ ପାଳନ କରୁଥିବା ବେଳେ, ସୋସିଆଲ ମିଡିଆରେ […]

Continue Reading

କ’ଣ ବସ୍ ଭିତରେ ବର୍ଷା ପାଣି ପଶି ଯାଉଥିବା ଦୃଶ୍ୟ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

ଦେଶରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ସହରରେ ରାସ୍ତାରେ ପାଣି ଭାରି ଯାଇଥିବା ସମୟରେ ଏକ ବସ୍ ଭିତରେ ମଧ୍ୟ ପାଣି ପଶି ଆସୁଛି ଏବଂ ବସ୍ ରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଆତଙ୍କିତ ହେଉଛନ୍ତି। ଏହି ଭିଡିଓ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ […]

Continue Reading

କ’ଣ ଫ୍ଲିପକାର୍ଟ ନିଜ 15 ବାର୍ଷିକୀରେ ଲୋକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ରେ ଗୋଟିଏ ଲିଙ୍କ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଲିଙ୍କର ଦାବି କରା ଯାଇଅଛି ଯେ ଫ୍ଲିପ୍କାର୍ଟ ନିଜ 15 ବର୍ଷ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ଉପହାର ଦେଉଛି। ଏହି ବିଷୟରେ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସଅପ୍ ଫ୍ୟାକ୍ଟ ଲାଇନ ନମ୍ବରର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଲିଙ୍କକୁ ମିଥ୍ୟା ବୋଲି ପାଇଲା।  WhatsApp Link | Archive ଆମ ଅନୁସନ୍ଧାନ:  ଏହି ଲିଙ୍କରେ କ୍ଲିକ୍ […]

Continue Reading

ସୁପ୍ରିମକୋର୍ଟର ଓକିଲ ଭାନୁ ପ୍ରତାପ ସିଂଙ୍କ ଭାଷଣର ଭିଡିଓକୁ ହିମାଳୟ କମ୍ପାନୀର ମାଲିକ ଦାବିରେ ଭାଇରାଲ କରାଯାଉଛି।

ଜଣେ ବ୍ୟକ୍ତି ରିଲାଏନ୍ସ ଏବଂ ରାମଦେବଙ୍କ ଉତ୍ପାଦ ଉପରେ ସମାଲୋଚନା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଓକିଲ ଭାନୁ ପ୍ରତାପ ସିଂ, ଯିଏ ଗତ ବର୍ଷ ଜାନୁଆରୀରେ ଦିଲ୍ଲୀର ମୁସ୍ତାଫାବାଦରେ CAA ବିରୋଧୀ ପ୍ରଦର୍ଶନକାରୀଙ୍କୁ ସମ୍ବୋଧିତ କରିଥିଲେ। 21 ଜୁଲାଇରେ Babu Hota ନାମକ […]

Continue Reading

ଗୋଆ ରେଳରାସ୍ତାର ଭିଡିଓକୁ କୋରାପୁଟ ଠାରୁ ରାୟଗଡା ରାସ୍ତାରେ ସୁନ୍ଦର ଦୃଶ୍ୟ ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଓଡ଼ିଶାର ରାୟଗଡ଼ା ଏବଂ କୋରାପୁଟ ଦେଇ ଯାଉଥିବା ଦାବିରେ ଏକ ରେଳ ରାସ୍ତାର ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରେଳ ରାସ୍ତା ଦୁଇ ପାର୍ଶ୍ୱରେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଥିରେ ପାହାଡରୁ ଝରଣା ବହୁଥିବାର ଦେଖାଯାଉଛି। ସୋସିଆଲ ମିଡିଆରେ ଏହି ଭିଡିଓରେ ଦାବି କରାଯାଇଛି ଯେ, ରେଳ ରାସ୍ତାର ଏହା ପ୍ରକୃତିକ ସୂନ୍ଦର ଦୃଶ୍ୟ ରାୟଗଡ଼ା ଏବଂ କୋରାପୁଟ ରେଳ ରାସ୍ତାର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

ଏହି ଭିଡିଓରେ ମାଙ୍କଡ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ କାହାଣୀର ବାସ୍ତବତା କ’ଣ? ଜାଣନ୍ତୁ ସତ୍ୟ।

ପଶୁ ଏବଂ ମଣିଷ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହି ଆସିଛି। ସମୟ ସମୟରେ ଆମେ ଦେଖିଛୁ ଯେ ମଣିଷ ପଶୁ ମାନଙ୍କୁ ସୁରକ୍ଷା ଏବଂ ଭଲପାଇ ଆସିଛି ଏବଂ ବେଳେବେଳେ ପଶୁ ମାନେ ମଧ୍ୟ ମଣିଷ ମାନଙ୍କ ପ୍ରତି ସମାନ ସ୍ନେହ ପ୍ରଦଶନ କରନ୍ତି। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଯେଉଁଥିରେ ଆମେ ଏକ ମାଙ୍କଡକୁ ଜଣେ ବୃଦ୍ଧା ମହିଳାଙ୍କ ପାଖରେ ବସିଥିବାର ଦେଖିବାକୁ ପାଇଲୁ ଏବଂ କିଛି ସମୟ ପରେ […]

Continue Reading

ସମଗ୍ର ରାଜ୍ୟରେ ମଦ ବିସ୍ତାର କରାଯାଉ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ କିଛି ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିବାର ଶୁଣିବାକୁ ମିଳୁଛି। ଭିଡିଓରେ ଦାବି ହେଉଛି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ରାଜ୍ୟରେ ଏତେ ପରିମାଣର ମଦ ବିସ୍ତାର କରିବାକୁ କହୁଛନ୍ତି ଯାହା ଦ୍ୱାରା ଲୋକମାନେ ମଦ୍ୟପାନ କରିପାରିବେ। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହେଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମା ସହ […]

Continue Reading

ଭିଡିଓରେ କ’ଣ ନେପାଳର ସାଂସଦ ମୋଦୀଙ୍କ ସମାଲୋଚନା କରୁଛନ୍ତି ?

ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଜଣେ ରାଜନେତାଙ୍କ ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ନେପାଳ  ସଂସଦରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜଣେ ନେପାଳ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଛନ୍ତି। ଆମ ଅନୁସନ୍ଦାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 18 ଜୁଲାଇରେ Gurukrushna Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୋଦି ବିଜେପି […]

Continue Reading

ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଥିବାର ଖୁଲାସା କରୁଛନ୍ତି ?

ସୋସିଆଲ ମିଡିଆରେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଲା, ପ୍ରସିଦ୍ଧ ସାମ୍ବାଦିକଙ୍କ ଜବରଦସ୍ତ ଖୁଲାସା ଲାଇଭ୍ କହୁଥିବା ଦାବି କରାଯାଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ, ଦୁଇଟି ଭିନ୍ନ୍ ଭିଡ଼ିଓ କ୍ଲିପକୁ ମିଶାଇ ଖବର ପ୍ରସ୍ତୁତ କରାଯାଇଛି।  6 ଜୁଲାଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଧପୁରର ଏକ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଯୁବକ ଦେଖା ଯାଉଛନ୍ତିଏବନ ସେ ଏହି ଫୋଟୋରେ ଅନ୍ୟ ମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଫୋଟୋ ସହିତ ଦାବି କରା ଯାଇଅଛି ଯେ ଏହା ୧୯୮୨ ମସିହାର ଫୋଟୋ ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜସ୍ଥାନ ଯୋଧପୁରର ଷୋଳଙ୍କିଆତଲା ଯାଇଥିଲେ। ସ୍ଥାନୀୟ ସରପଞ୍ଚ ନରପତସିଂ ରାଠୋର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ। ସେ ସେହି ସମୟରୁ ମହାରାଷ୍ଟ୍ର, ଗୁଜୁରାଟ […]

Continue Reading

କ’ଣ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜନସଂଖ୍ୟା ଆଇନର ସମର୍ଥନରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଉତ୍ତରପ୍ରଦେଶର ଯୋଗୀ ସରକାର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଗତ କରିଛନ୍ତି। ଏହି ବିଲ୍ ଅନୁଯାୟୀ ଦୁଇଟିରୁ ଅଧିକ ସନ୍ତାନ ଥିବା ଲୋକମାନେ ରାଜ୍ୟରେ ସରକାରୀ ଚାକିରି ପାଇପାରିବେ ନାହିଁ। ବିଲ୍ ର ମୁଖ୍ୟ ବ୍ୟବସ୍ଥା ହେଉଛି: ଗର୍ଭନିରୋଧକ ଉପର ଗୁଡ଼ିକର ସୁଗମ୍ୟତା ବୃଦ୍ଧି, ସୁରକ୍ଷିତ ଗର୍ଭପାଟ ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା ଯୋଗାଇବା, ଶିଶୁ ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବା, ଏବଂ ୧୧ ରୁ ୧୯ ବର୍ଷ ବୟସର କିଶୋରମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ […]

Continue Reading

କ’ଣ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ୟୁ.ପି ପୋଲିସ ଏପରି ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବେକରେ ଫୁଲମାଳ ଅଛି ଏବଂ ତାଙ୍କ ପାଖରେ ଚିଡ଼ା କିଛି ପୋଲିସକର୍ମୀ ନାଚୁଛନ୍ତି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେଲା ପରେ ସ୍ଥାନୀୟ ପୋଲିସ ଖୁସିରେ ନାଚୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  […]

Continue Reading

କୋରୋନା କଟକଣା ନମାନି ପୁରିରେ ରଥଯାତ୍ରା ଉତ୍ସବର ଦୃଶ୍ୟ ?

12 ଜୁଲାଇରେ ଓଡ଼ିଶାର ପର୍ବ ରଥଜାତ୍ରା ଆୟୋଜିତ କରାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛି। ତେବେ କୋରୋନା କଟଣାକୁ ନେଇ ଫଟୋ ମାଧ୍ୟରେ ପ୍ରଶ୍ନ କରାଯାଉଛି। ଏହି ପରି ଲୋକଙ୍କ ଭିଡ଼ଥିବା ରଥଯାତ୍ରାର ଫଟୋ  ମିଥ୍ୟା ଦାବିରେ ଭାଇରାଲ ହେଉଛି। ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 12 ଜୁଲାଇରେ India 24 Live News ନାମକ ଖବର ପେଜରେ ଭାଇରାଲ ଫଟୋ […]

Continue Reading

କ’ଣ ଆମ ଆଦମ୍ୟ ପାର୍ଟି ଇସଲାମକୁ ପ୍ରୋତ୍ସାହିତ କରିଥିବା ବେଳେ ହିନ୍ଦୁ ଧର୍ମ ବିରୁଦ୍ଧରେ ଏକ ପୋଷ୍ଟର ଲଗେଇଛି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଗୁଜୁରାଟର ଆମ ଆଦମ୍ୟ ପାର୍ଟି ଅଧ୍ୟକ୍ଷ ଗୋପାଳ ଇଟାଲିୟାଙ୍କ ଏକ ଭିଡିଓ ସାମନାକୁ ଆସିଥିଲା ଯେଉଁଥିରେ ସେ ରୀତିନୀତି ଉପରେ ମନ୍ତବ୍ୟ ଦେଇଥିଲେ। ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧ କରା ଯାଇଥିଲା।  ଆମ ଆଦମ୍ୟ ପାର୍ଟିର ବିଜ୍ଞାପନର ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଆମ ଆଦମ୍ୟ ପାର୍ଟି ସମଗ୍ର ଗୁଜୁରାଟରେ ଜନସଚେତନା ପରିଦର୍ଶନ କରୁଛି ଏବଂ ପ୍ରଚାର ପାଇଁ ଅନେକ ସ୍ଥାନରେ ପୋଷ୍ଟର ଲଗାଉଛି। ଏହି […]

Continue Reading

ରୋହିଙ୍ଗା ମାନେ ମୁସ୍ଲିମ୍ ଦେଶ ଛାଡ଼ି ଭାରତକୁ ଆସୁଥିବାର ଏହି ଦୃଶ୍ୟ କି ?

ସୋସିଆଲ ମିଡିଆରେ ରୋହିଙ୍ଗା ଏବଂ ମୁସ୍ଲିମମାନଙ୍କୁ ନେଇ ଅନେକ ଖବର ଭାଇରାଲ ହୁଏ। ଏଥିମଧ୍ୟରେ ଅନ୍ୟ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସହ ସହ ଲୋକମାନେ ଆସୁଥିବାର ଦେଖା।ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୋହିଙ୍ଗାମାନେ ମୁସ୍ଲିମ ଦେଶକୁ ଛାଡ଼ି ଭାରତକୁ ଆସୁଛନ୍ତି। ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  8 ଜୁଲାଇରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ହିଜବୁଲ୍ ଆତଙ୍କବାଦୀ ସଂଗଠନର କମାଣ୍ଡର ମେହରାଜୁଦ୍ଦିନ ହଲବାଇ? ଜାଣନ୍ତୁ ସତ୍ୟ।

ବୁଧବାର ଉତ୍ତର କାଶ୍ମୀରର ହ୍ୟାଣ୍ଡୱାରା ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସୁରକ୍ଷା ବାହିନୀ ଦୀର୍ଘ ଦିନ ଧରି ମେହରାଜୁଦ୍ଦିନ ହାଲୱାଇଙ୍କୁ ଖୋଜୁଥିଲେ। ସେ ୨୦୧୨ ମସିହାରୁ ଉତ୍ତର କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଆସୁଥିଲେ। କେବଳ ସେତିକି ନୁହେଁ, ସେ ସୁରକ୍ଷା ବାହିନୀର ମୋଷ୍ଟ ୱାଣ୍ଟେଡ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲେ।  ବର୍ତ୍ତମାନ ହାତରେ ବନ୍ଧୁକ ଥିବା […]

Continue Reading

100 ନମ୍ବର ଗାଡ଼ିରେ ବସି ମଦ ପିଉଥିବା ଘଟଣା ଯୋଗୀ ଆଦିତ୍ୟନାଥ ସରକାର ସମୟର ?

ସୋସିଆଲ ମିଡିଆରେ ଯୋଗି ଆଦିତ୍ୟ ନାଥଙ୍କ ସରକାର ଉତ୍ତରପ୍ରଦେଶରେ ଦୁଇ ଜଣ ପୋଲିସ 100 ନମ୍ବର ଗାଡ଼ିରେ ମଦ ରଖୀ ପିଉଥିବାର ଦାବିରେ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ଯୋଗି ସରକାରରେ ଲୋକମାନେ ଗୁଣ୍ଡାଠାରୁ ନୁହେଁ ବରଂ ଖାକି ବର୍ଦୀରେଥିବା ପୋଲିସଙ୍କଠାରୁ ଅଧିକ ଡରନ୍ତି। ଯୋଗି ସରକାରରେ ପୋଲିସ 100 ନମ୍ବର ଗାଡ଼ିରେ ବସି ଖୁଲମ ଖୁଲା ମଦ ପିଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

କ’ଣ ନବୀନ ସରକାର ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଖୋଲିବାକୁ ଦେଉ ନାହାନ୍ତି? ଜାଣନ୍ତୁ ସତ୍ୟ।

କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ କୋଭିଡରୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ କଠୋର ନିୟମ ପ୍ରଣୟନ କରିଛନ୍ତି ଯେ କୋଭିଡ ଲକଡାଉନ୍ ସମୟରେ ସମସ୍ତ ନିର୍ଦ୍ଦେଶାବଳି ପାଳନ କରାଯିବ।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉହୀ ଯେଉଁଥିରେ ଦାବି କରା ଯାଇଅଛି ଯେ ଓଡ଼ିଶା ରାଜ୍ୟ ସରକାର କୋଭିଡ କଟକଣା ସମୟରେ ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି ଏବଂ ଚର୍ଚରେ ବର୍ତ୍ତମାନ ପ୍ରାର୍ଥନା ସଭା ମଧ୍ୟ […]

Continue Reading

ଗଛରେ ଝୁଲାଇ ମହିଳାକୁ ମାରୁଥିବା ଭିଡିଓ ବାଙ୍ଗଲାଦେଶର ନୁହେଁ ମଧ୍ୟପ୍ରଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପୁରୁଷ ଏକ ଝିଅକୁ ଅତି ନିର୍ମମ ଭାବରେ ଗଛରେ ଝୁଲାଇ ମାଡ଼ ମାରୁଥିବାର ଦେଖିଯାଉଛି। ଭାଇରାଲ ପୋଷ୍ଟରେ ଏହାକୁ ବାଙ୍ଗଲାଦେଶର ଘଟଣା ଦାବିରେ ଭାଇରାଲ କରୁଛନ୍ତି। ପୋଷ୍ଟରେ ଲେଖାଯାଇଛି, ବାଙ୍ଗଲାଦେଶୀମାନଙ୍କୁ ଆମ ଦେଶରେ ଯେଉଁଠି ଦେଖିବ ଏପରି ମାଡ଼ ମାରିବ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଭିଡିଓ ବାଙ୍ଗଲାଦେଶର ନୁହେଁ ବରଂ ଆମ ଦେଶ ମଧ୍ୟପ୍ରଦେଶର […]

Continue Reading

କ’ଣ ଫୋଟୋରେ ମାସ୍କ ଚେକିଙ୍ଗ କରୁଥିବା ଜଣେ ପୋଲିସଙ୍କୁ ଲୋକେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।

କୋଭିଡରୁ ଲୋକଙ୍କ ସୁରକ୍ଷା ପାଇଁ ସରକାର ପ୍ରତ୍ୟେକ ଥର ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ସାମ୍ପ୍ରତିକ ଖବରରେ ଆମେ ଅନେକ ପରିସ୍ଥିତି ଦେଖିଛୁ ଯେତେବେଳେ ଲୋକମାନେ ଏହି ନିୟମ ପାଳନ କରି ନାହାନ୍ତି। ମାସ୍କ ନ ପିନ୍ଧିଥିବା ଲୋକମାନଙ୍କ ପାଇଁ ସରକାର ଜରିମାନା ଆଦାଯ କରିବା ନିର୍ଣଯ ପରେ ପୋଲିସକୁ ବହୁତ କଠୋର କାର୍ଯ୍ୟାନୁଷ୍ଠାନଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା  ଏହି ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପୋଲିସଙ୍କ […]

Continue Reading

2013 ମସିହା ଭିଡିଓକୁ ଅଭିନେତା ଦିଲୀପ କୁମାରଙ୍କର ହସ୍ପିଟାଲରେ ଶେଷ ମୁହୂର୍ତ୍ତ ଭିଡିଓ ଦାବିରେ ଭାଇରାଲ ।

ଦୀର୍ଘ ଦିନଧରି ଅସୁସ୍ଥତା ପରେ ଅଭିନେତା ଦିଲୀପ କୁମାରଙ୍କର 7 ଜୁଲାଇରେ  ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୟୁଜରର୍ସମାନେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଲା ଯେଉଁଥଇରେ  ଡାକ୍ତରଖାନାର ଶଯ୍ୟାରେ ଅଭିନେତା ଦିଲିପ କୁମାରଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଖାଇବାକୁ ଦେଉଛନ୍ତି।  ଭିଡିଓରେ ଦାବି କରାଯାଇଛି ଯେ, ଏହା ଡାକ୍ତରଖାନାରେ ଦିଲୀପ କୁମାରଙ୍କ […]

Continue Reading

କ’ଣ ମୁସଲମାନ ମାନେ କେରଳର ୬ ଗୋଟି ଜିଲ୍ଲାକୁ ନିଜର ଦେଶଘୋଷଣା କରି ସେନା ତିଆରି କରି ସାରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମେଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ମିଳିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସବୁଜ ରଙ୍ଗ ୟୁନିଫର୍ମ ପିନ୍ଧି ଲୋକଙ୍କ ବିଶାଳ ସମୂହ ମଳୟାଲାମ ଭାଷାରେ ପ୍ରତିଶ୍ରୁତି ନେଉହାନ୍ତି ଏବଂ ସେଲୟୁଟ କରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ କେରଳରେ ମୁସଲମାନ ମାନେ ୬ ଗୋଟି ଜିଲ୍ଲାକୁ ନିଜର ଦେଶରେ ପରିଣତ କରି ତାଙ୍କ ରାଷ୍ଟ୍ରପତିଙ୍କ ମଧ୍ୟ ଚୟନ କରି ସାରିଛନ୍ତି। ଏହା ସହିତ ସେମାନେ ଏକ ସେନା ମଧ୍ୟ ତିଆରି କରିଛନ୍ତି। ଧୀରେ […]

Continue Reading

ହସ୍ପିଟାଲ ବେଡରେ ବନ୍ଧା ହୋଇ ବସିଥିବା ବୃଦ୍ଧ ବ୍ୟକ୍ତି ସମାଜସେବି ଷ୍ଟାନ ସ୍ୱାମୀ ଅଟନ୍ତି ?

ସୋସିଆଲ ମିଡିଆରେ ଏକ ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଇଛି ଯେ, ଭାଇରାଲ ଫଟୋ 84 ବର୍ଷର ବୃଦ୍ଧ ରୁଗ୍ନ ସାମାନଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ଫଟୋ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  6 ଜୁଲାଇରେ Rasmi Ranjan Jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହା […]

Continue Reading

କ’ଣ ରଞ୍ଜନ ଗୋଗୋଇ ବିଭିନ୍ନ ଧର୍ମର ପର୍ବ ପାଳନ କରିବା ସମ୍ବନ୍ଧ ନେଇ ସମ୍ବିଧାନରେ ପରିବର୍ତନ କରିବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ଟୁଇଟର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏଥର ଏହା ରଞ୍ଜନ ଗୋଗୋଇଙ୍କ ନାମର ଏକ ଟୁଇଟର ସ୍କ୍ରିନଶଟ୍ ଅଟେ। ପୂର୍ବରୁ ମଧ୍ୟ ଏହି ପରି ଅନେକ ପୋଷ୍ଟ ଫ୍ୟାକ୍ଟ କ୍ରିଷେଣ୍ଡୋ ଦ୍ଵାରା ମିଥ୍ୟା ବା ନକଲି ପ୍ରମାଣିତ ହୋଇଥିଲା। ତେଣୁ ଆମେ ଏହି ପୋଷ୍ଟ ପଛରେ ଥିବା ସତ୍ୟ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

ବର୍ତ୍ତମାନ ବଢ଼ିଥିବା ତେଲ ଦରକୁ ନେଇ ରାଜନାଥ ସିଂ ନିଜ ଦଳ ବିରୋଧରେ ଆନ୍ଦୋଳନ କରୁଛନ୍ତି ?

ସୋସିଆଲ ମିଡିଆରେ ପେଟ୍ରୋଲ ଦରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ରାଜନାଥ ସିଂହଙ୍କ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ, ପେଟ୍ରୋଲ ଡିଜେଲ ଦାର କମ କରିବା ନେଇ ଧାରଣା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବା କରାଯାଉଛି ଯେ, ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜ ଦଳ ବିରୋଧରେ ରାଜନାଥ ସିଂହ ଆନ୍ଦୋଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଥିବାର ପାଇଲୁ।   […]

Continue Reading

ଏହି ଓଡ଼ିଆ ଝିଅମାନେ ଓଡ଼ିଆ ଗୀତରେ ନାଚୀ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଆଣିଛନ୍ତି ?

ସୋସିଆଲ ମିଡିଆରେ ତିନି ଜଣ କୁନି ଝିଅର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଓଡ଼ିଶାର ଏହି ତିନି ଜଣ ଝିଅଙ୍କର ଅନ୍ତର୍ଜାତିୟ ସ୍ତରରେ ବଡ଼ ସଫଳତା। ଭାଇରାଲ ଭିଡିଓରେ ଓଡ଼ିଆ ଗୀତ ବାଜୁଥିବାର ଶୁଣା ଜାଉଛି। ଅର୍ଥାତ୍ ତିନି ଜଣ ଝିଅ ଓଡ଼ିଆ ଗୀତରେ ନାଚୁଥିବା ଭଳି ମନେ ହଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 30 ଜୁନରେ Dharanidhar Tripathy ନାମକ […]

Continue Reading

କ’ଣ ଭାଇରାଲ ଭିଡିଓରେ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ ଦିଲ୍ଲୀ ଦଙ୍ଗା ଅଭିଯୋଗୀ ମହମ୍ମଦ ସିରାଜକୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଭିଡିଓ ଗୁଜୁରାଟର ଗୋଟିଏ ଢାବାର ସିସିଟିଭି କ୍ୟାମେରାରେ ରେକର୍ଡ ହେଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ଟେବୁଲରେ କିଛି ଲୋକ ବସିଥିବା ସମୟରେ ସେମାନଙ୍କୁ କିଛି ଲୋକେ ଘେରିଛନ୍ତି। ବସିଥିବା ଲୋକ ମାନଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଗୋଟିଏ ବନ୍ଧୁକ ମଧ୍ୟ ବରାମଦ ହୋଇଥିବା ଦେଖିବାକୁ ମିଳିଛି। ପୋଷ୍ଟ ଦାବି ଅନୁଯାୟୀ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ କର୍ମଚାରୀ ମାନେ ଦିଲ୍ଲୀ ଦଙ୍ଗା […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ଡିଆରଡିଓ ଦ୍ଵାରା ବିକଶିତ ଓଭର ଦି ହରାଇଜନ୍ ରାଡାରର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫୋଟୋ ସହିତ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ଷ୍ଟେଲଥ୍ ବମ୍ପର ବିମାନ B-2 କୁ କପି କରି ଚାଇନା ବନେଇଥିବା H-20 ଷ୍ଟେଲଥ୍ ବିମାନ କୁ ଏବେ ଭାରତ ନଜର ରଖିବା ରେ ସକ୍ଷମ ହେଇଛି। ଡିଆରଡିଓ ଦ୍ଵାରା ବିକଶିତ ୫୦୦୦କି.ମି. କ୍ଷମତା ସମ୍ପନ୍ନ  ଓଭର ଦି ହରାଇଜନ୍ ରାଡର ଦ୍ଵାରା ଏହା ସମ୍ଭବ। କେବଳ ଚୀନ୍ ନୁହେଁ ରୁଷର ଷ୍ଟେଲଥ୍ ବମ୍ପର […]

Continue Reading

ଫିଲିପିନ୍ସର ଫଟୋକୁ ମହାରାଷ୍ଟ୍ର ମିଥି ନଦୀ ଅପରିଷ୍କାର ହୋଇଥିବାଦାବିରେ ଭାଇରାଲ କରାଯାଉଛି।

ଦୁଇଟି ଛବି ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଗୋଟିଏ ପ୍ରତିଛବିରେ ଅହମ୍ମଦାବାଦରେ ଏକ ସ୍ୱଚ୍ଛ ସାବରମତି ନଦୀ କୂଳ ଦେଖାଯାଇଥିବା ବେଳେ ଅନ୍ୟଟିରେ ମହାରାଷ୍ଟ୍ରର ମିଥୀ ନଦୀ ଆବର୍ଜନା ଦେଖାଯାଇଛି।ଏହି ପୋଷ୍ଟକୁ ଫେସବୁକରେ ସେୟାର କରାଯାଇଛି ଯେଉଁଥିରେ ଲେଖା ଅଛି, ଫଟୋ 1 – ସାବରମାଟି ନଦୀ ଫ୍ରଣ୍ଟ, ଅହମ୍ମଦାବାଦ, ଗୁଜୁରାଟ (ଗୁଜୁରାଟ ରାଜ୍ୟ ଖର୍ଚ୍ଚ କରିଥିବା ପାଣ୍ଠି: 00 1400 କୋଟି) । ସେହିପରି […]

Continue Reading

କ’ଣ ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ମାନଙ୍କୁ ମିଳିବାକୁ ଯାଉଥିବା ପଦକରେ ପ୍ରଥମ ଥର ହିନ୍ଦୀରେ ‘ସ୍ବୟମସେବକ’ ଲେଖା ଯାଇଅଛି କି? ଜାଣନ୍ତୁ ସତ୍ୟ।

ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ପଦକର ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପଦକ ଉପରେ ଥିବା ସ୍ଵେଛାସେବୀ ବିଭିନ୍ନ ଭାଷାରେ ଏଖା ଯାଇଅଛି। ଏହା ଉପରେ ହିନ୍ଦୀ ଭାଷାରେ ସ୍ବୟମସେବକ ମଧ୍ୟ ଲେଖା ଯାଇଛି। ଏହି ପୋସ୍ତରେ ଦାବି କରା ଯାଇଅଛି ଯେ ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ମାନଙ୍କୁ ପ୍ରଦାନ କରା ଯିବା ପଦକ ଉପରେ ପ୍ରଥମ ଥରପାଇଁ ହିନ୍ଦୀରେ ସ୍ବୟମସେବକ ଲେଖା ଯାଇଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି […]

Continue Reading

ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପରେ ଜର୍ଜ ଫ୍ଲଏଡଙ୍କ ଝିଅକୁ କ୍ଷମା ମାଗୁଛନ୍ତି ?

ସୋସିଆଲ ମିଡିଆରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋ ବିଡେନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୋ ବିଡେନ ଏକ ଛୋଟ ଛୁଆ ପାଖରେ ଆଣ୍ଠେଇଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ଜର୍ଜ ଫ୍ଲଏଡଙ୍କ ଝିଅ ଆଗରେ ଆଣ୍ଠୁମାଡି କ୍ଷମା ମାଗୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  26 ଜୁନରେ Sujit Kumar Sarangi ନାମକ ଜଣେ ଫେସବୁକ ୟୁଜର  […]

Continue Reading

ଭିଡିଓରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଜଣେ ଏସୀୟ ବ୍ୟକ୍ତିଙ୍କ ଇଞ୍ଜେକ୍ସନ ନେବାର ଏକ ଭିଡିଓ ଭାଇରାଲ କରାଯାଉଛନ। ଭିଡିଓରେ ବ୍ୟକ୍ତି ଜଣକ ସିରିଞ୍ଜରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଇଞ୍ଜେକ୍ସନ ନେବାରେ ଡରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣତ ହେଲା।  30 ଜୁନରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଭିଡିଓରେଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ […]

Continue Reading

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଟୀକାକରଣ ବିଜ୍ଞାପନକୁ ନେଇ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟତା ।

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ  ଟିକା ଉପଲବ୍ଧ ନ ଥାଇ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖବରକାଗଜରେ ଏକାଧିକ ଟୀକାକରଣ ବିଜ୍ଞାପନ ଦେଇଥିବା କଥା କହୁଛନ୍ତି। ଆମ  ଅନୁସନ୍ଧାନରେ ସ୍ପଷ୍ଟ  ହେଲୁ ଯେ,ମୂଳ ଭିଡିଓରେ ସିସୋଦିଆ ଟିକା କ୍ରୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଟୀକାକରଣ ବିଜ୍ଞାପନ ଜାରି କରିଥିବାରୁ କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।  25 ଜୁନରେ […]

Continue Reading

କ’ଣ ଭାଇରାଲ ଫୋଟୋରେ ହିମାଚଳ ପୋଲିସ ଦ୍ଵାରା ଗିରଫ ହୋଇଥିବା ବ୍ୟକ୍ତି ମହମ୍ମଦ ଅହମ୍ମଦ କି? ଜାଣନ୍ତୁ ସତ୍ୟ।

ବର୍ଷ ବର୍ଷ ଧରି ଜିହାଦର ଅନେକ ଅଭିଯୋଗ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବ୍ୟକ୍ତିଙ୍କର ଫୋଟୋ ସହିତ ଲେଖା ଯାଇଅଛି ଯେ ସେ ବିଭିନ୍ନ ଜାତିର ନାମ ନେଇ ନକଲି ଆଇଡି ବନେଇ ସାଇବର ଜିହାଦ କରୁଥିଲେ। ପୋଷ୍ଟ ଦାବି ଅନୁଯାୟୀ, “ଯାଦବ ଜାତିର ଆଇଡି ବନେଇ ବ୍ରାହମାନନ୍କୁ ଗାଳି ଏବଂ ବ୍ରାହ୍ମଣଙ୍କର ଆଇଡି ବନେଇ ଦଳିତଙ୍କୁ […]

Continue Reading

ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି ?

ସୋସିଆଲ ମିଡିଆରେ  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ସହ ଏକ ପୁରୁଣା ଫଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ହେଉଛନ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି। ଆମ ଅନୁସନ୍ଧାୱରେ ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ବାସ୍ତବରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଛିଡା ହୋଇଛନ୍ତି। ଭାଇରାଲ ଫଟୋ 1996 ସମୟର ଅଟେ।  ଆମକୁ […]

Continue Reading

ନଦୀରେ ଲୋକ ଭାସି ଯାଉଥିବା ଭିଡିଓ ୟସ୍ ବାତ୍ୟା ସମୟର ଅଟେ ?

ସୋସିଆଲ ମିଡିଆରେ ୟସ୍ ବାତ୍ୟାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାଣିରେ ବହି ଯାଉଥିବାର ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ୟସ୍ ବାତ୍ୟା ସମୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଛି।  28 ମେରେ Amita Mohanty ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଭାଇରାଲ ଭିଡିଓ ୟସ୍ ସାଇକ୍ଲୋନ ସମୟର ଦାବିରେ […]

Continue Reading

7 ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଖାଦ୍ୟରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି? ଜାଣନ୍ତୁ ସତ୍ୟତା।

ପିଏମ ମୋଦୀଙ୍କ ନାମରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 7 ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଖାଦ୍ୟରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦାବି ଅନୁଯାୟୀ, ଆରଟିଆଇରୁ ଏହି ସୂଚନା ଗ୍ରହଣ କରାଯାଇଛି। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ରୋଷେଇ ଘରର ଖର୍ଚ୍ଚ ବହନ କରନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଥିବା ପରି ଆରଟିଆଇରୁ ସେପରି କୌଣସି ସୂଚନା […]

Continue Reading

କ’ଣ ୫ଜି ବିକରଣ ପର୍ଜ୍ୟାବରଣ ଦୂଷିତ କରି ବର୍ତ୍ତମାନ ପକ୍ଷୀ ସହିତ ମଣିଷକୁ ମଧ୍ୟ କ୍ଷତି କରୁଛି? ଜାଣନ୍ତୁ ସତ୍ୟ।

ଦେଶରେ ଟେକ୍ନୋଲୋଗୀ ଦିନକୁ ଦିନ ଆଗେଇ ଚାଲିଛି। ଗତ କିଛି ବର୍ଷରେ ଟେଲିକମ୍ କମ୍ପାନୀ ୨ଜି ରୁ ୩ଜି ଏବଂ ଏହା ପରେ ୪ଜି ସୁବିଧା ଦେଇଅଛି। ବର୍ତ୍ତମାନ ସୂଚନା ମିଳିଛି ଯେ ଗ୍ରାହକ ମାନଙ୍କ ପାଇଁ ୫ଜି ସୁବିଧା ଯୋଗାଇବାର ବାର୍ତ୍ତା ଚାଲିଛି।  ଟେଲିକମ୍ ବିଭାଗ ଏବଂ ଭାରତ ସରକାରର ଯୋଗାଯୋଗ ମନ୍ତରାଳୟ କହିଛି ଯେ ୫ଜି ପରୀକ୍ଷଣ ପାଇଁ ଅନୁମୋଦନ ଦିଆଯାଇଛି ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏହି ପରୀକ୍ଷା ପାଇଁ ୫ଜି ସ୍ପେକ୍ତ୍ରମ୍ […]

Continue Reading

କ’ଣ ମାଲେସିଆର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ରୋଗକୁ ପତ୍ନୀ ମାନଙ୍କ ସହିତ ତୁଳନା କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ “କରୋନା ପତ୍ନୀ ମାନଙ୍କ ପରିକା। ପ୍ରଥମେ ଆପଣ ତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆପଣ ପଛେ ଅନୁଭବ କରନ୍ତି ଯେ ଆପଣ ଏହାକୁ ନିୟନ୍ତ୍ରଣ କରି ପାରିବେ ନାହିଁ। ଏହା ପରେ ଆପଣ ତା ସ୍ସାହିତ ରହିବା ଶିଖି ଯିବେ।” ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading

ଅଜିତ ଡୋୱେଲଙ୍କ ନାମରେ ଭାଇରାଲ ହେଉଛି ଫେକ ଟ୍ୱିଟର ପୋଷ୍ଟ ।

ସୋସିଆଲ ମିଡିଆରେ ଅଡିତ ଡୋୱାଲଙ୍କ ନାମରେ କିଛି ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରେ ଦାବି କରାଯାଇଛି ଯେ, 370 ଏବେ ଦେଖିଲ ଏବେ ପିଓକେ ବହୁତ ଜଲ୍ଦି ଆମର ହେବ। ଏବା ଛଡ଼ା ଅନ୍ୟ ଦୁଇଟି ଟ୍ୱିଟମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଟ୍ୱିଟ ଅଜିତ ଡୋୱାଲଙ୍କ ଦ୍ୱାରା କରାଯାଇ ନାହିଁ।  19 ଜୁନରେ Tridip kumar Nandi ନାମକ ଜଣେ […]

Continue Reading

ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଚୋର ବୋଲି କହୁଛନ୍ତି ?

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଭିଡିଓର ଅଧା କ୍ଲିପ ପୋଷ୍ଟ କରି ବିଭ୍ରାନ୍ତିକର ଦାବି ପ୍ରସାରିତ ହେଉଛି। ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜକୁ ଚୋରି ବୋଲି କହୁଥିବାର ମନେ ହଉଛି। ମୂଳ ଭିଡିଓରୁ ଏହି ସର୍ଟ କ୍ଲିପ୍ ସୋସିଆଲ୍ ପ୍ଲାଟଫର୍ମରେ ସେୟାର କଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି କହୁଥିବା ଏହି ଭ୍ରମ ବ୍ୟାପିବାରେ ଲାଗିଛି। ଏହି ସର୍ଟ କ୍ଲିପ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି,, […]

Continue Reading

କ’ଣ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମୁସଲିମ ପରିବାର ବଂଶରୁ ଆସିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଜବାହାରଲାଲ ନେହେରୁଙ୍କର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଜବାହାରଲାଲ ନେହେରୁ ଏକ ମୁସଲିମ ପରିବାରରେ ଜନ୍ମ ନେଇଥିଲେ ଏବଂ ତାଙ୍କ ଦାଦା (ବାପାଙ୍କର ବାପା) ନାମ ଗୟାସୁଦ୍ଦିନ ଗାଜି ଥିଲା।  ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପଏହି ପୋଷ୍ଟ ବିଷୟରେ ସତ୍ୟତା […]

Continue Reading

କ’ଣ ଟାଟା ମୋଟର୍ସ ବର୍ତ୍ତମାନ ସମସ୍ତଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

Photo Credit: Econimic Times ଗତ ଗୋଟେ ମାସ ମଧ୍ୟରେ ଆମକୁ ବିଭିନ୍ନ କମ୍ପାନୀ ଦ୍ଵାରା ମାଗଣା ଉପହାର ଦେବା ବିଷୟରେ ୱ୍ହାଟ୍ସଆପ୍ ରେ ଫ୍ୟାକ୍ଟ ଚେକ୍ କରିବା ଅନୁରୋଧ କରା ଯାଇଅଛି। ପୂର୍ବରୁ ୱ୍ହାଟ୍ସଆପ୍ ରେ କିଛି ଲିଙ୍କ ବହୁତ ପରିମାଣରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଥିଲା ଯେ ଆମାଜନ୍ ଏବଂ ଟୋୟୋଟା ମାଗଣା ଉପହାର ଦେଉଛନ୍ତି।  ବର୍ତ୍ତମାନ ଏପରି ଗୋଟିଏ ଲିଙ୍କ ୱ୍ହାଟ୍ସଆପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]

Continue Reading

ଭାରତର ବୃଦ୍ଧ ମୁସ୍ଲିମ ବ୍ୟକ୍ତି ସହ ତାଙ୍କର ସନ୍ତାନ ମାନେ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ମୁସ୍ଲିମ ମାନଙ୍କ ପାଇଁ ଭାରତ ଜନ ସଂଖ୍ୟା ବଡ଼ିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କିଛି ବର୍ଷ ପରେ ଭାରତରେ ମୁସଲମାନମାନଙ୍କର ଜନସଂଖ୍ୟା ହିନ୍ଦୁମାନଙ୍କ ଅପେକ୍ଷା ଅଧିକ ହେବ ଏବଂ ସେମାନେ ଅଧିକ ଶକ୍ତିଶାଳୀ ହେବେ। ପୋଷ୍ଟରେ ଏକ ଚିତ୍ର ଅଛି ଯେଉଁଥିରେ ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ଅନେକ ପିଲା ଘେରି ରହିଥିବାର ନଜର ଆସୁଛନ୍ତି।  ଫଟୋରେ ବୃଦ୍ଧ ବ୍ୟକ୍ତିର ଏତେ ସାରା  ପିଲା […]

Continue Reading

ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

 ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କୁ ଦେଖିବାକୁ ମିଳୁଛି।  ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ିଛନ୍ତି ଏବଂ  ନରସିଂହ ରାଓ ହିନ୍ଦୁ ଧର୍ମ ପରି ହାତ ମିଳାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଅଟେ। ଯେଉଁଠାରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ନାତି […]

Continue Reading

କ’ଣ କେରଳରେ କମ୍ୟୁନିଷ୍ଟ ସରକାର ଆସିଲା ପରେ ବର୍ତ୍ତମାନ ଗାଈ ଗୋବର ଏବଂ ମୁତ୍ରରୁ ଉତ୍ପାଦନ ହୋଇଥିବା ପଞ୍ଚଗଭଯ ଔଷଧ ବିକ୍ରୟ ହେଉଛି? ଜାଣନ୍ତୁ ସତ୍ୟ।

କୋଭିଡ ବିସ୍ତାର କରିବା ପରେ ଏହାର ଉପଶମ ସମ୍ବନ୍ଧୀୟ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖା ଯାଇଥିଲା। ଏହା ମଧ୍ୟରୁ କୋଭିଡ ଉପଶମ ପାଇଁ ଗାଈ ଗୋବର ଏବଂ ମୁତ୍ରର ବ୍ୟବହାର ବିଷୟ ନେଇ ଅନେକ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ କେରଲ ସରକାର ଗୌମୁତ୍ରର ଅନେକ ଥର ଥଟା କରି ସାରିଲା ପରେ ପଞ୍ଚଗଭ୍ୟ ନାମକ […]

Continue Reading

କ’ଣ ଭିଡିଓରେ ସରକାର ଜାମ୍ମୁ କାଶ୍ମୀରରେ ଥିବା ରୋହିଙ୍ଗ୍ୟା ମୁସଲିମ ମାନଙ୍କର ଘର ଭାଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସରକାର କାଶ୍ମୀରରେ ରୋହିଙ୍ଗ୍ୟାଙ୍କ ଦ୍ଵାରା ବେଆଇନ ଭାବରେ ବଣା ଯାଇଥିବା କୋଠା ଗୁଡିକକୁ ଭାଙ୍ଗି ଦେଉଛନ୍ତି।  ଯେତେବେଳେ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରିଲା, ଫଳାଫଳରେ ଜାଣିବାକୁ ମିଳିଲା ଯେ ଏହି ଭିଡିଓର ରୋହିଙ୍ଗ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ଆସନ୍ତୁ ଜାଣିବା ଏହି ଭିଡିଓର ସତ୍ୟତା କ’ଣ।  କ’ଣ ଦାବି ଏହି ପୋଷ୍ଟର? ଭାଇରାଲ ଭିଡିଓରେ ଆମେ କିଛି […]

Continue Reading

ଭାଇରାଲ ଫଟୋ କ’ଣ ସୋନିଆ ଗାନ୍ଧୀଙ୍କ ଯୁବା ଅବସ୍ଥାର ?

ସୋସିଆଲ ମିଡିଆରେ ସୋନିଆ ନନ୍ଧୀଙ୍କ ଫଟୋ ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଏହା ହେଉଛି ସୋନିଆ ଗାନ୍ଧୀଙ୍କ ଯୌବନ ଅବସ୍ଥାର ଫଟୋ ଅଟେ। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ଉପବାସ ସହ ଆଲୋଚନା ମଧ୍ୟ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   11 ଜୁନରେ Das Ranjan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ୟରେ ଭାଇରାଲ ଫଟୋ […]

Continue Reading

ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗୋମୂତ୍ରର ଓଭର-ଡୋଜ୍ ନେଇ ଡାକ୍ତର ଖାନାରେ ଭର୍ତି ହେଲେ ?

ଷ୍ଟ୍ରେଚରରେ ଆମ୍ବୁଲାନ୍ସରୁ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇ କରୋନାଭାଇରସ୍ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଦାବି କରାଯାଇଛି। ଗା  ମୂତ୍ର ପିଇବା ଦ୍ୱାରା କରୋନାଭାଇରସକୁ ରୋକାଯାଇପାରିବ ବୋଲି ସେ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  25 ମଇରେ Sujit kumar sarangi ନାମକ […]

Continue Reading

ହିନ୍ଦୁସ୍ତାନ ଟାଇମ୍ସ ପିଏମ ମୋଦୀ ନିଖୋଜ ବିଜ୍ଞାପନ ଦେଇଛି ?

ସୋସିଆଲ ମିଡିଆରେ ହିନ୍ଦୁସ୍ତାନ ଟାଇମ୍ସର ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ହିନ୍ଦୁସ୍ତାନ ଟାଇମ୍ସ’ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ବିଜ୍ଞାପନ ଅଛି, ଯେଉଁଥିରେ କୁହାଯାଇଥିଲା ଯେ ‘ପିଏମ ମୋଦୀ ନିଖୋଜ ଅଛନ୍ତି’। ତେବେ କଣ ହିନ୍ଦୁସ୍ତାନ ଟାଇମ୍ସରେ ଏହି ବିଜ୍ଞାପନ ଦିଆ ଯାଇଥିଲା। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   14 ମଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। […]

Continue Reading

କ’ଣ ବିହାରର ଦରଭଙ୍ଗା ଜିଲ୍ଲାରେ ସତରେ ଗୋଟିଏ ଏଲିଏନ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଜୀବ ଦେଖିବାକୁ ମିଳୁଛି। ଭିଡିଓରେ ଦାବି କରା ଯାଇଅଛି ଯେ ଏହି ଜୀବକୁ ବିହାରର ଦରଭଙ୍ଗା ଜିଲ୍ଲାରେ ଦେଖିବାକୁ ମିଳିଛି। ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ କିଛି ଦିନ ପୂର୍ବରୁ ଆସିଥିବା ବାତ୍ୟାରେ ଏହି ଜୀବ ଆକାଶରୁ ଖସି ଥିଲା। ଏହି ଜୀବ ମନୀଷ, ପଶୁ ଏବଂ ପକ୍ଷୀର ଡିଏନଏ ମିଶ୍ରଣରୁ ସୃଷ୍ଟି ହୋଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓର […]

Continue Reading

କ’ଣ ଭିଡିଓରେ ନୀହା ଖାନ ଲୋକଙ୍କୁ ଟୀକା ଦେବାର ବାହାନା କରି କେବଳ ଇଞ୍ଜେକ୍ସନ ଫୋଡ଼ି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

କେବଳ ଇଞ୍ଜେକ୍ସନ ଫୋଡି ଲୋକଙ୍କୁ ଠକେଇବା ଏବଂ ପ୍ରକୃତରେ କୋଭିଡ-୧୯ ଟୀକା ପରିଚାଳନା ନକରିବା ଅଭିଯୋଗରେ ନୀହା ଖାନଙ୍କୁ ‘ଟୀକା ଜିହାଦୀ’ ନାମ ଦିଆ ଯାଇଅଛି। ଏହି ଘଟଣା ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାର ଜମାଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିତ ଯେଉଁଠାରେ ଜଣେ ବ୍ୟକ୍ତି ଡଷ୍ଟବିନ୍ ରେ କୋଭିଡ ଟୀକା ଫୋପଡା ହୋଇଥିବା ପାଇଥିଲେ। ଏହି ଘଟଣା ନେଇ ଦେଶର ଅନେକ ଗଣମାଧ୍ୟମ ଗୋଟିଏ ଭିଡିଓ ପ୍ରସାରିତ କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ସ୍ୱାସ୍ଥ୍ୟ କର୍ମୀ […]

Continue Reading

ପିଆଜ ଏବଂ ଫ୍ରିଜରେ ଦେଖାଯାଉଥିବା କଳା ରଙ୍ଗର କବକ ମ୍ୟୁକୋରାଇକୋସିସ୍ ଅର୍ଥାତ୍ ବ୍ଲାକ ଫଙ୍ଗସ ସଂକ୍ରମଣ କରେ? ଜାଣନ୍ତୁ ସତ୍ୟତା ।

ସୋସିଆଲ ମିଡିଆରେ ପିଆଜ , ରୋଷେଇ ଘର ଏବଂ ଫ୍ରିଜରୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବାର ଏକ ଖବର ଭାଇାରଲେ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପିଆଜ ଏବଂ ରୋଷେଇଘରୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ ହୋଇପାରେ ଏବଂ ଲୋକଙ୍କୁ ସାବଧାନ ସହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। 7 ଜୁନରେ Knews Odisha ନାମକ ଏକ ଖବର ପେଜରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଲେଖିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରୋଷେଇ ଘରେ ଥିବା […]

Continue Reading

କ’ଣ ଟୋୟୋଟା କମ୍ପାନୀ ନିଜ ୮୦ ତମ ବାର୍ଷିକୀରେ ସମସ୍ତଙ୍କୁ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ସମସ୍ତ ଲୋକଙ୍କୁ ଉପହାର ମିଳିଲେ ସେମାନେ ଖୁସି ହେଇ ଥାନ୍ତି। କିଛି ଲୋକେ ଜୀବନରେ ଉପହାର ପାଇଁ ଆଗ୍ରହୀ ମଧ୍ୟ ଥାନ୍ତି। କିନ୍ତୁ କିଛି ୱେବସାଇଟ କିମ୍ବା ମେସେଜ୍ ଲୋକଙ୍କ ଏପରି ଆଗ୍ରହୀର ଲାଭ ଉଠାଇ ତାଙ୍କୁ ଠକି ତାଙ୍କ ବ୍ୟକ୍ତିଗତ ସୂଚନା ଏକତ୍ର କରନ୍ତି ଯାହା ମଧ୍ୟରେ ତାଙ୍କ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ସୂଚନା ଏକତ୍ର କରେ। ଏପରି ଗୋଟିଏ ମେସେଜ୍ ବର୍ତ୍ତମାନ ୱ୍ହାଟ୍ସଆପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ […]

Continue Reading

ଉତ୍ତର ପ୍ରଦେଶରେ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳାମାନେ ମାଡ଼ମାରିଥିବା ଖବର 2018 ମସିହାର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତରପ୍ରଦେଶର ଆମ୍ରୋହାଠାରେ ମହିଳାମାନେ ଜଣେ ବିଜେପି ବିଧାୟକଙ୍କୁ ମାଡ଼ ମାରିଛନ୍ତି। ପୋଷ୍ଟରେ ଦୁଇଟି ଫଟୋ ଅଛି । ପ୍ରଥମ ଫଟୋରେ ଜଣେ ପୁରୁଷକୁ ରାସ୍ତାରେ ମହିଳା ଏବଂ ଜଣେ ପୋଲିସ କର୍ମଚାରୀ ଘେରି ରହିଥିବାର ଦେଖିବାକୁ ମିଳୁଛି। ଦ୍ୱିତୀୟ ଫଟୋରେ, ସମାନ ବ୍ୟକ୍ତି ଛିଣ୍ଡା କୁର୍ତ୍ତାରେ ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।  7 ଜୁନରେ […]

Continue Reading

ଶରୀରର ଜଳି ଯାଇଥିବା ସ୍ଥାନରେ ଅଟା ଲଗାଇବା ପରାମର୍ଶଦାଯକ କି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସଆପ୍ ରେ ଗୋଟିଏ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶରୀରର ଜାଲିଥିବା ସ୍ଥାନରେ ଅଟା ଲଗାଇଲେ କ୍ଷତି ହୋଇଥିବା ସ୍ଥାନରେ କୌଣସି ଦାଗ ମଧ୍ୟ ରହେ ନାହିଁ। ଏହି ମେସେଜ୍ ରେ ଏହା ମଧ୍ୟ କୁହା ଯାଇଅଛି ଯେ ଅଟା ଉତ୍ତାପ ଗ୍ରହଣ କରିବାର କ୍ଷମତା ରଖିଥାଏ ଏବଂ ଏହାର ଶକ୍ତିଶାଳୀ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଥାଏ। ସେଥିପାଇଁ ନିଆରେ ଶରୀରର ଜାଲିଥିବା ସ୍ଥାନରେ ୧୫ ମିନିଟ ମଧ୍ୟରେ ଅଟା […]

Continue Reading

କଂଗ୍ରେସ ନେତା ଡଲି ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରୁଥିବା ଭିଡିଓକୁ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ନାମରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଭାଇରାଲ ଭିଡିଓ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ଭିଜୁଆଲ ଅଟେ। ଏବଂ ସେ ତାଙ୍କ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭାରତରେ COVID-19 ସଙ୍କଟକୁ ଠିକ୍ ରୁପେ ଧ୍ୟାନ ନ ଦେଇଥିବାର ଅଭିଯୋଗ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Rajeeb Khadanga ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading

କ’ଣ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଛି ? ଜାଣନ୍ତୁ ସତ୍ୟତା।

ଇସ୍ରାଏଲ , ଲିବିୟା ଏବଂ ତୁର୍କୀ ମଧ୍ୟରେ ହୋଇଥିବା ବିବାଦିୟ  ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲେଜର ରଶ୍ମି ଦ୍ୱାରା ଯୁଦ୍ଧ କରାଯାଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଲେଜର ରଶ୍ମି ଯୁଦ୍ଧ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  20 ମଇରେ Arya Yajnadatta […]

Continue Reading

କ’ଣ ଗତ ୧୦୦ ବର୍ଷରୁ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଶିବରାତ୍ରି ପାଳନ କରିବା ଅନୁମତି ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ୧୯୨୦ ମସିହାର ପାକିସ୍ତାନ ସ୍ଥିତ କରାଚିରେ ଶିବରାତ୍ରି ପାଳନ କରୁଥିବା ସମୟର ଅଟେ। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଗତ ୧୦୦ ବର୍ଷରେ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଶିବରାତ୍ରି ପାଳନ କରିବାର ଅନୁମତି ନାହିଁ।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରେଆ ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଅଛି ଏହି ପୋଷ୍ଟରେ? ୩୧ ମଇ ରେ ଜଣେ ଫେସବୁକ […]

Continue Reading

କୋରୋନା ରୋଗିଙ୍କୁ ଆୟୁର୍ବେଦରେ ଚିକିତ୍ସା କରିବା ନେଇ ମତ ପ୍ରକାଶ କରିଥିବା ରାମଦେବ ବାବାଙ୍କ ଚେଲା ଏବେ ଏଲୋପାଥିକ ଚିକିତ୍ସା ନେଉଛନ୍ତି ?

କୋରୋନା ମହାମାରି ସମୟରେ ସରକାରର ଗାଇଡଲାଇନ ମାନିଚଳିବା ପାଇଁ ପ୍ରଚାର କରାଯାଉଥିବା ବେଳେ ଯୋଗ ଗୁରୁ ସ୍ୱାମି ରାମଦେବ ବାବାଙ୍କ ମତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ପାଲଟି ଯାଇଛି। ସ୍ୱାମି ରାମଦେବ ବାବା କୋରୋନାକୁ ଏଲୋପାଥିରେ ନୁହେଁ ବରଂ ଯୋଗ ଏବଂ ଆୟୁର୍ବେଦରୁ ଠିକ୍ କରିବା ନେଇ ମତ ପ୍ରକାଶ କରିଛନ୍ତି। ଏଥିମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାମଦେବ ବାବା ଆଚାର୍ଯ୍ୟ ବାଲକୃର୍ଷ୍ଣକୁ ଏମସ ହୋସ୍ପିଟାଲରେ […]

Continue Reading

ସୋନିଆ ଗାନ୍ଧୀଙ୍କ ଏଡିଟେଡ୍ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ବୁକ୍ ସେଲଫରେ ଏକ ବହିକୁ ଦର୍ଶାଯାଇଛି।  ବହିରେ ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ’ ତାହା ଲେଖା ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  1 ଜୁନରେ Krishna jaykrishna ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଭଲ ଭାବେ […]

Continue Reading

କ’ଣ ରଞ୍ଜନ ଗୋଗୋଇ ଆଇଏମଏ ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ଏକ ଇସାଇ ସଂସ୍ଥା? ଜାଣନ୍ତୁ ସତ୍ୟ।

ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ଅନେକ ସମୟରେ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନର ବିଜେପିର ରାଜ୍ୟ ସଭା ସାଂସଦ ରଞ୍ଜନ ଗୋଗୋଇଙ୍କ ବିଷୟରେ ଏକ ଖବର ଭାଇରାଲ ହେଉଥିବା ମିଳିଛି।  ରଞ୍ଜନ ଗୋଗୋଇଙ୍କ ନାମରେ ଏକ ଟୁଇଟର ସ୍କ୍ରିନଶଟ୍ ଭାଇରାଲ ହେଉଛି ଯେଉଁଥିରେ ସେ ଇଣ୍ଡିଆନ ମେଡିକାଲ୍ ଏସୋସିଏସନ୍ (IMA) ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ସରକାରୀ ସଂସ୍ଥା ନୁହେଁ, ଏକ […]

Continue Reading

କ’ଣ ଭାଇରାଲ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ୟାସ୍ ବାତ୍ୟାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ମଇ ମାସରେ ଓଡ଼ିଶାରେ ଆସିଥିବା ୟାସ୍ ବାତ୍ୟାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳୁଛି। ଫ୍ୟାଟ୍କ କ୍ରିଷେଣ୍ଡୋ ପୂର୍ବରୁ ମଧ୍ୟ ୟାସ ବାତ୍ୟା ଦାବି ସହିତ ଭାଇରାଲ ହେଉଥିବା ଭିଡିଓକୁ ଆମେ ମିଥ୍ୟା ବୋଲି ପ୍ରମାଣିତ କରିଛୁ। ବର୍ତ୍ତମାନ ସୋସିଆଲ ମିଡିଆରେ ଆହୁରି ଏକ ବାତ୍ୟାର ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ବାତ୍ୟା ସମୟରେ ଦୁଇଟି ଲୋକ ଏହା ଶିକାର ହେଇଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭାଇରାଲ ଭିଡିଓରେ […]

Continue Reading

କତାରର ଭିଡିଓକୁ କେରଳର ଲୋକମାନେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବା ଦାବିରେ ଭାଇରାଲ ହେଉଛି।

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଲୋକମାନେ ପାଲେଷ୍ଟାଇନ ପତାକା ସହିତ ପ୍ରଦର୍ଶନ କରିବା ସହ ମାଲାୟାଲାମରେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳୁଛି। ଭିଡିଓଟିର କ୍ୟାପସନରେ ଲେଖାଯାଇଛି ଯେ, ଏହି ଭିଡିଓ କେରଳର ୱେନାଡରୁ ଆସିଛି, ଯେଉଁଠାରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। “ଏହା ଗାଜା କିମ୍ବା ବାଗଦାଦ କିମ୍ବା ତେହେରାନ ନୁହେଁ, ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଏହି ହାମାସ୍ ଜେହାଦୀମାନେ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ କେରଳର ୱେନାଡରେ ଅଟେ। ଆମ ଅନୁସନ୍ଧାନରେ […]

Continue Reading

କ’ଣ ୱ୍ହାଟ୍ସଆପ୍ ରେ ତିନଟି ଲାଲ ଟିକ୍ ଅର୍ଥ ଏହା ଯେ ସରକାର ଆପଣଙ୍କର ମେସେଜ ପଢୀ ସାରିଛନ୍ତି? ଜାଣନ୍ତୁ ସତ୍ୟ।

ପରବର୍ତ୍ତୀ ସମୟରେ ସରକାର ଦ୍ଵାରା ୱ୍ହାଟ୍ସଆପ୍ ପାଇଁ ନୂତନ ନିୟମ ଲାଗୁ କରିବା ବିଷୟ ସୋସିଆଲ ମିଡିଆରେ ଜୋର ଧରିଛି। ଶୁଣିବାକୁ ମିଳୁଛି ଯେ ସରକାର ସମସ୍ତ ୱ୍ହାଟ୍ସଆପ୍ ଚ୍ୟାଟ ପଢୀ ଏହାର ରେକର୍ଡ ରଖିବା। ଏହି ବିଷୟ କାରଣରୁ ସୋସିଆଲ ମିଡିଆରେ ୱ୍ହାଟ୍ସଆପ୍ ସମ୍ବନ୍ଧୀୟ ଏକ ପୁରୁଣା ବାର୍ତ୍ତା ପୁଣି ଭାଇରାଲ ହେବାକୁ ଲାଗିଛି।  ଏହି ଭାଇରାଲ ମେସେଜ୍ ରେ ୱ୍ହାଟ୍ସଆପ୍ ରେ ଦାବି କରା ଯାଇଅଛି ଯେ  ✔ = ମେସେଜ୍ ପଠାଯାଇଛି ✔✔ […]

Continue Reading

କ’ଣ କାର କ୍ଷତିଗ୍ରସ୍ତ ହେଉଥିବା ଏହି ଭିଡିଓ ୟାସ୍ ବାତ୍ୟା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଓଡ଼ିଶାରେ ୟାସ୍ ବାତ୍ୟା ଆସିଥିବାରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆପଣ ଏହି ବାତ୍ୟା କାରଣରୁ ହେଇଥିବା କ୍ଷତି ଦେଖି ପାରିବେ। ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଚିଡ଼ା ହୋଇଥିବା ଗାଡ଼ି ଉପରେ ଗୋଟିଏ ବିଲଡିଙ୍ଗର କିଛି ଅଂଶ ପଡ଼ିବାରୁ ଗାଡ଼ି ନଷ୍ଟ ହେଉଛି।  ShareChat | Archive ଏହି ମାସ ପଶ୍ଚିମ ଭାରତରେ ଆସିଥିବା ତଉତେ ବାତ୍ୟା […]

Continue Reading

କ’ଣ ଏହି ଭିଡିଓ ଉତ୍ତର ମେରୁରେ ଚନ୍ଦ୍ର ସୂର୍ଯ୍ୟକୁ ଅତିକ୍ରମ କରୁଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଏକ ବିରାଟ ଚନ୍ଦ୍ର ସୂର୍ଯ୍ୟର ପରିକ୍ରମା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଚନ୍ଦ୍ର ଗ୍ରହଣ କରିବା ପୂର୍ବରୁ ଏବଂ ଅନ୍ଧକାର କରିବା ପୂର୍ବରୁ ପୃଥିବୀ ପୃଷ୍ଠରୁ ଅତି ନିକଟରେ ଦେଖା ଯାଉଅଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଉତ୍ତର ମେରୁର ଅଟେ।  ଫେକ୍ଟ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଭିଡିଓ ୟାସ ବାତ୍ୟାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଏହି ମାସ ଭାରତକୁ ଦୁଇଟି ବାତ୍ୟାର ବିନାଶର ସାମନା କରିବାକୁ ପଡ଼ିଛି। ପ୍ରଥମେ ଆରବ ସାଗରରେ ଜନ୍ମ ନେଇଥିବା ଟାଉତେ ବାତ୍ୟା କେରଲ, ମହାରାଷ୍ଟ୍ର ଏବଂ ଗୁଜୁରାତରେ ବିନାଶ ସୃଷ୍ଟି କରି ସାରିଲା ପରେ କିଛି ଦିନ ପୂର୍ବରୁ ବଙ୍ଗୋପ ସାଗରରେ ୟାସ ବାତ୍ୟା ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଟା ୟାସ ବାତ୍ୟା ସମୟରେ ଓଡ଼ିଶାର ବାଲାସୋର ଜିଲାର ଦୃଶ୍ୟ ଦାବି ସହିତ ଭାଇରାଲ […]

Continue Reading

2017 ଭିଡିଓକୁ ବାଲେଶ୍ୱରରେ ୟଶ୍ ସାଇକ୍ଲୋନ ତାଣ୍ଡବ ଦାବିରେ ଭାଇରାଲ।

26 ମେ ରେ ୟଶ ସାଇକ୍ଲୋନ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି କରିଥିଲା। ଏହାର ଭିଡିଓ ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ତେବେ ସେଥିମଧ୍ୟରୁ କିଛି ସତ୍ୟ ହୋଇଥିବା ବେଳେ କିଛି ମିଥ୍ୟା ମଧ୍ୟ ଅଟେ। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ  ବ୍ରିଜକୁ ସମୁଦ୍ର ପାଣି ଭୟଙ୍କର ରୂପରେ ମାଡ଼ି ଆସୁଥିବାର ଦେଖାଯାଉଛି।   ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଜୁଆଲ୍ ୟଶ ବାତ୍ୟା ସମୟରେ ଓଡିଶାର […]

Continue Reading

କ’ଣ ଇସରୋ ରେଡିଓ ଗାର୍ଡେନର ପୋର୍ଟାଲ୍ ପ୍ରତିଷ୍ଠା କରିଛି ଯାହା ଦୁନିଆର ଯେକୌଣସି ରେଡିଓ ଷ୍ଟେସନ୍ ଶୁଣିବାକୁ ସକ୍ଷମ କରେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଗୋଟିଏ ଭିଡିଓ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଇସରୋ ରେଡିଓ ଗାର୍ଡେନ ନାମକ ୱେବସାଇଟର ପ୍ରଥିଷ୍ଠା କରିଛି। ଏହି ୱେବସାଇଟ ମାଧ୍ୟମରୁ ଜଣେ ବ୍ୟକ୍ତି ପୃଥିବୀର କୌଣସି ମଧ୍ୟ ରେଡିଓ ଷ୍ଟେସନ୍ ଶୁଣିବାରେ ସକ୍ଷମ ହେଇ ପାରିବ।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୪ ମଇ ରେ ଆମକୁ ୱ୍ହାଟ୍ସଅପ୍ ମାଧ୍ୟମରୁ […]

Continue Reading

ସାଇକ୍ଲୋନ୍ ଟାଉକଟା ଭିଡିଓକୁ ୟାଶ ସାଇକ୍ଲୋନ୍ ଦିଘା ଭୟଙ୍କର ସ୍ଥିତି ଦାବିରେ ଭାଇରାଲ କରାଯାଉଛି।

ୟାସ୍ ବାତ୍ୟା 26 ମଇରେ ପୂର୍ବ ଉପକୂଳ, ବିଶେଷ କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଆସିଥିଲା। ବାତ୍ୟାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ସମୁଦ୍ର କୂଳରେ ଘୂର୍ଣ୍ଣିବାତ୍ୟା କରୁଥିବା ତରଙ୍ଗ ଦେଖାଯାଇଛି ଏବଂ ଦାବି ହେଉଛି ଯେ ପଶ୍ଚିମ ବଙ୍ଗରେ ଦିଘାରେ ୟଶ ବାତ୍ୟା ବର୍ତ୍ତମାନ ପରିସ୍ଥିତି ଦର୍ଶାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  25 ମଇରେ […]

Continue Reading

ଫନି ମହାବାତ୍ୟା 2019 ମସିହାର ଭିଡିଓକୁ ବର୍ତ୍ତମାନ ୟଶ ବାତ୍ୟା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ ୟଶ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଅଧିକ ବଢ଼ିବାରେ ଲାଗିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ୟଶ ବାତ୍ୟାର ଭିଡିଓ ପୋଷ୍ଟ ହେଉଛି। ଯେଉଁଥିରେ  ବାତ୍ୟା ଭୟଙ୍କର ଦେଖାଯାଉଛି। ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ହସ୍ଟେଲ ସହିତ ଅନେକ ବଡ଼ବଡ଼ ଘର ଖସୁଥିବାର ଦେଖିବାକୁ ମିଳୁଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି […]

Continue Reading

କ’ଣ ଏହି ଭିଡିଓରେ ହିଟ୍ଳର ଭାଷଣ ଦେବା ସମୟରେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ହିଟଲରଙ୍କ ଭାଷଣର ଏକ ସଂକ୍ଷିପ୍ତ କ୍ଲିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି। ଏହି ଭାଇରାଲ ସଂକ୍ଷିପ୍ତ କ୍ଲିପ୍ ରେ ହିଟଲର କହୁଛନ୍ତି “ମୋର ହୃଦୟର ଗଭୀରତମରୁ ମୁଁ ବର୍ତ୍ତମାନ ମଧ୍ୟ” ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  ୨୨ ମଇରେ ଜଣେ ଫେସବୁକ ୟୁଜର “ହିଟଲର ଭି କାନ୍ଦିଥିଲା” ଲେଖି ଏହି ଭିଏଅ ପୋଷ୍ଟ କରିଛନ୍ତି।  Facebook | […]

Continue Reading

କ’ଣ ଭାରତର ସମଭିଦାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନେ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀ ପଢାଇ ପାରିବେ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମ ଦେଶର ସମ୍ବିଧାନର ଧାରା ୩୦ ଅନ୍ତର୍ଗତ ମୁସଲିମ ମାନେ ମଦରସାରେ କୁରାନ ପଢାଇ ପାରିବେ କିନ୍ତୁ ସମ୍ବିଧାନର ଧାରା ୩୦(ଏ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ ଏହି ସୁବିଧାରୁ ନିଲମ୍ବିତ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୯ ମଇରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଗୋଟିଏ […]

Continue Reading

2004 ଆମେରିକା ସୌନ୍ୟଙ୍କ ଇରାକ ମସଜିଦ୍ ଜବତ କରିବା ଭିଡିଓକୁ ଇସ୍ରାଏଲ୍ ସେନା ଅଲ-ଅକ୍ସା ମହଜିଦ୍ ଜବତ ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଇସ୍ରାଏଲ ହିଂସା ଦାବିରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଇସ୍ରାଏଲ ସୈନ୍ୟମାନେ ଅଲ-ଅକ୍ସା ମସଜିଦକୁ କବଜାକୁ ନେଉଥିବାର ଦୃଶ୍ୟ । ଭିଡିଓରେ ସୈନ୍ୟମାନେ ମସଜିଦ ଉପରେ ଆକ୍ରମଣ କରୁଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  17 ମଇରେ Rasmita Senapati ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଇଜ୍ରାଏଲ […]

Continue Reading

କ’ଣ ଏହି ଭିଡିଓରେ କର୍ଣାଟକା ପୋଲିସ ଲକ୍ ଡାଉନ ଉଲଂଘନ କରିଥିବା ଲୋକଙ୍କ ଆରତୀ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଆମକୁ ୱ୍ହାଟ୍ସ ଅପ୍ ମାଧ୍ୟମରେ ଗୋଟିଏ ଭିଡିଓର ଯାଞ୍ଚ କରିବାର ଅନୁରୋଧ ଆସିଥିଲା। ଏହି ଭିଡିଓରେ ଆମେ ଦେଖିପାରିବାଯେ କିଛି ପୋଲିସ ଅଧିକାରୀ ରାସ୍ତାରେ କିଛି ଲୋକଙ୍କ ଆଳତି କରୁଛନ୍ତି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ କର୍ଣାଟକା ସରକାର ପୋଲିସକୁ ମାସ୍କ ପିନ୍ଧିନଥିବା ଲୋକ ମାନଙ୍କୁ ମାରିବା ପାଇଁ ଆଦେଶ ଦେଇଥିବାରୁ କାରଣାଟକା ପୋଲିସ ଲୋକଙ୍କ ଏପରି ଆଳତି କରୁଛନ୍ତି।  ଯାଞ୍ଚ ପରେ ଆମେ ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲୁ।  […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ କାନ୍ଦୁଥିବା କୁମ୍ଭୀର ଫୋଟୋ ସହିତ “ଭାରତ ପ୍ରଧାନମନ୍ତ୍ରୀ କାନ୍ଦୁଛନ୍ତି” ବୋଲି ଖବର ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ କରୋନା ଭାଇରସ ଦ୍ଵାରା ଜୀବନ ଉପରେ ପ୍ରଭାବ ପଡ଼ିଥିବା କଥା ଏକ ପ୍ରସାରଣରେ କହିବା ସମୟରେ ନିଜ ଲୁହ ବୋହାଇଥିଲେ। ସେ କହିଥିଲେ “ଏହି ଭାଇରସ ଆମଠାରୁ ଅନେକ ପ୍ରିୟଜନଙ୍କୁ ଛଡାଇ ନେଇଛି। ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ସଦସ୍ୟ ହରାଇ ଥିବା ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।” ଏହା ପରେ ନ୍ୟୁୟର୍କ ଟାଇମ୍ସ ପତ୍ରିକାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଏହି […]

Continue Reading

ଭଦ୍ରକ ଜିଲ୍ଲା ଯୁବକ ମୃତ୍ୟୁକୁ ନେଇ ପୋଲିସ ଉପରେ ହୋଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ‘ଭୋଜି ବନ୍ଦ କରିବାକୁ ଯାଇ ଗଜପତି ପୋଲିସ ଉପରେ ଆକ୍ରମଣ’ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ  ପୋଲିସ କାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିବ। ଏହି ପୋଷ୍ଟ ଦାବି ହେଉଛି ଯେ ଏହା ଓଡ଼ିଶା ଗଜପତିରେ ଭୋଜି ବନ୍ଦ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ।  ବାସ୍ତବରେ ଏହି ଭିଡିଓଟି ଓଡିଶାର ଭଦ୍ରକର ଅଟେ। ଏହି ଭିଡିଓ ଭଦ୍ରାକ୍ ଜିଲ୍ଲାର ତିହାରୀ ବ୍ଲକର ଅଟେ ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ୍ ଜିପ ଉପରେ ସ୍ଥାନୀୟ ଲୋକମାନେ ଆକ୍ରମଣ କରିଥିଲେ। […]

Continue Reading

‘ଡାକ୍ତରଖାନା ନୁହେଁ ଆମକୁ ମନ୍ଦିର ଦରକାର’ କହିଥିବା ଏହି ବ୍ୟକ୍ତିର ମୃତ୍ୟୁ ହୋଇ ନାହିଁ।

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋକୁ ସେୟାର କରି ଦାବି କରାଯାଉଛି ଯେ ଲକ୍ଷ୍ନୌ ରେ ଅମ୍ଳଜାନ ଅଭାବ ହେତୁ ଆଖି ଛିଣ୍ଡାଇ ‘ଡାକ୍ତରଖାନା ନୁହେଁ ଆମକୁ ମନ୍ଦିର ଦରକାର’ ବୋଲି ଚିତ୍କାର କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।  18 ମଇରେ Sanjay Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]

Continue Reading

ଗଣଦୁଷ୍କର୍ମ ପିଡ଼ିତାଙ୍କୁ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ହୋଇଥିବା ମିଥ୍ୟା ଦାବି କରି ନିର୍ବାଚନ ହିଂସା ରୂପ ଦିଆଯାଉଛି।

ପଶ୍ଚିମବଙ୍ଗରେ ମମତା ବାନର୍ଜି ନିର୍ବାଚନ ଜିତିଲାପରେ ବିଜେପି ସମର୍ଥକଙ୍କ ସହିତ ହୋଇଥିବା ହିଂସାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ଏଥି ମଧ୍ୟରେ ପଶ୍ଟିମବଙ୍ଗରେ ଏକ ନାବାଳିକାର ଗଣଦୁଷ୍କର୍ମ ହୋଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖବରରେ ଦାବି କରାଯାଉଛି ଯେ, ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ପ୍ଲସ 2 ଛାତ୍ରୀ ସାମୃତୀଙ୍କୁ ରାତି ସାରା ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି।  ଟିଏମସି ଦଳ ସମର୍ଥକମାନେ ଏପରି କାମ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ […]

Continue Reading

ARMA 3 ଭିଡିଓ ଗେମକୁ ଇସ୍ରାଏଲର ହିଂସା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ତୀବ୍ର ବିବାଦ, ଏବଂ ପରସ୍ପର ବିରୁଦ୍ଧରେ ଲଗାତାର ରକେଟ ଆକ୍ରମଣ ଏବଂ ଏୟାର ଷ୍ଟ୍ରାଇକ୍ ହେଉଥିବାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 4 ମିନିଟର ଏହି ଭିଡିଓରେ ଦାବି କରାଯାଇଛି ଯେ, ଏପଟେ କୋରୋନା ତାଣ୍ଡବ କରୁଥିବା ବେଳେ ସେପଟେ ଇସ୍ରାଇଲରେ ତାଣ୍ଡବ ଚାଲିଛି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ଏକ ଗେମର ଫୁଟେଜ ହୋଇଥିବାର ସ୍ପଷ୍ଟ ହେଲୁ।   17 ମଇରେ Mahesh babu ନାମକ ଜଣେ […]

Continue Reading

କ’ଣ ମମତା ବାନେରିଜିଙ୍କ ଗୋଡ଼ ଦୁର୍ଘଟଣା ଏକ ପ୍ରହସନ ମାତ୍ର? ଜାଣନ୍ତୁ ସତ୍ୟ।

ବଙ୍ଗାଳ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜିଙ୍କର ଗୋଡ଼ ଆହତ ହେଇଥିଲା। ଏହା ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ବନ୍ଧିତ ଫେକ୍ଟ କୃସେଣ୍ଡୋ ଓଡ଼ିଆ ପୂର୍ବରୁ ମଧ୍ୟ କିଛି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣିତ କରିଥିଆ।  ବର୍ତ୍ତମାନ ଏକ ନୂତନ ପୋଷ୍ଟ ସାମନାକୁ ଆସିଛି। ଏହି ପୋଷ୍ଟରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ମମତା ବାନେର୍ଜି ୱ୍ହିଲ୍ ଚେୟାରରେ ବସିଛନ୍ତି ଏବଂ ତାଙ୍କ ଗୋଡ଼ରେ ବ୍ୟାଣ୍ଡେଜ ଲାଗିଛି। ଦ୍ଵିତୀୟ […]

Continue Reading

ଇଜିପ୍ଟର 2013 ବିରୋଧ ପ୍ରଦର୍ଶନ ଭିଡିଓକୁ “ମୁସ୍ଲିମାନେ ଶବ ନାଟକ କରି ଇସ୍ରାଇଲକୁ ବଦନାମ କରୁଥିବା” ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଇସ୍ରାଇଲ ଆତଙ୍କକୁ ନେଇ ଅନେକ ଖବର ପ୍ରକାଶିତ ହେଉଛି। ଏହିପରି 1 ମିନିଟର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ତଳେ ସୋଇ ମୃତ ଶରୀର ନାଟକ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଇସ୍ରାଇଲକୁ ବଦନାମ କରିବା ପାଇଁ ଜିବନ୍ତି ଲୋକଙ୍କୁ ଶବ କରିଛନ୍ତି ଏବଂ ବିଶ୍ୱକୁ ଜଣାଇବେ ଶହ ଶହ ମୁସଲିମ ପ୍ରାଣ ହରାଉଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁ ଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଧ୍ୟ ଚାଲୁଥିବା ସମୟରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ଫୋଟୋ ଏବଂ ଭିଡିଓ ପୋସ୍ତ କରୁଛନ୍ତି। ଏହା ମଧ୍ୟରୁ କିଛି ଫୋଟୋ ସହିତ ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ପୂର୍ବରୁ ଏହି ପରି କିଛି ପୋଷ୍ଟକୁ ମିଥ୍ୟା ବୋଲି ପାଇଛି।  ୧୪ ମଇରେ ଜଣେ ଫେସବୁକ ୟୁଜର କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ […]

Continue Reading

କ’ଣ ଏହା ଭାରତ ଦ୍ଵାରା ନିର୍ମିତ ରେଳ କୋଚ୍ ଯାହା ଅଷ୍ଟ୍ରେଲିୟାକୁ ଦିଆ ଯାଉଥିବାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆତ୍ମନିର୍ଭର ଭାରତ ଏବଂ ମେଡ୍ ଇନ ଇଣ୍ଡିଆ ଧାରଣା ଗତ କିଛି ବର୍ଷ ହେଲା ଦେଶରେ ଚର୍ଚାର ବିଷୟ ରହିଛି। ଅନେକ ଲୋକ ଏହି ଧାରଣା ଗ୍ରହଣ କରିଥିବା ସମୟରେ କିଛି ଲୋକେ ଏହାକୁ ସମାଲୋଚନା କରିଛନ୍ତି। ଏହି ବିଷୟ ସମ୍ବନ୍ଧରେ ଗତ କିଛି ବର୍ଷରୁ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ପୋଷ୍ଟ କିଛି ରେଳବାଇ କୋଚ୍ ର ଫୋଟୋ ସହିତ ଭାଇରାଲ ହେଉଛି ଯେଉଁଥିରେ […]

Continue Reading

କ’ଣ ହାମାସ ଆକ୍ରମଣରେ ନିହତ ହୋଇଥିବା ଭାରତୀୟ ନର୍ସଙ୍କ ନାମରେ ଇସ୍ରାଏଲ ନିଜ ଯୁଧ୍ୟ ବିମାନର ନାମକାରଣ କରିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଇଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ “୫ ଦିନ ତଳେ ପାଲେଷ୍ଟାଇନ ରକେଟ୍ ମାଡ଼ରେ ଇଜ୍ରାଏଲ୍ ଠାରେ ରହୁଥିବା ଭାରତୀୟ କେରଳ ନିବାସୀ “ସୈାମ୍ୟା” ଙ୍କ ମୃତ୍ୟୁ ହୋଇଥିଲା, ଜଣେ ଭାରତୀୟଙ୍କ ଅକାରଣେ ଜୀବନ ଯାଇଥିବା ହେତୁ ଗତକାଲି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଇଜ୍ରାଏଲ୍ ବାୟୁସେନା ତାର ଯୁଦ୍ଧ ଜାହାଜରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ “ସୌମ୍ୟା” ଲେଖି ଦୁଃଖ ପ୍ରକାଶ କରିବା ସହ ସେହି ବିମାନରେ ପୁନଃ ଯୁଦ୍ଧ ଆରମ୍ଭ […]

Continue Reading

ଗଙ୍ଗା ନଦୀରୁ କୁକୁର କୋରୋନା ମୃତ ଶବ ଟାଣି ଖାଉଛି ?

COVID-19 ମାମଲା ଦିନକୁ ଦିନ ବଢ଼ୁଥିବା ବେଳେ, ସୋସିଆଲ ମିଡିଆରେ କିଛି ଫଟୋ ଉତ୍ତରପ୍ରଦେଶ ଏବଂ ବିହାରର ଗଙ୍ଗା କୂଳରେ ଶବ ଭାସୁଥିବା ଦାବିରେ ଭାଇରାଲ ହେଉଛି।  ହିପରି ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ନଦୀ କୁଳରେ କୁକୁର ଶବକୁ ଘୋସାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ. କୋରୋନା ମୃତ ଶରୀରକୁ ଗଙ୍ଗା ନଦୀରେ ଫିଙ୍ଗା ଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

କୋରୋନା ମାମଲା ଛାଡ଼ି ସ୍ୱାସ୍ଥ୍ୟମନ୍ତ୍ରୀ କୋଲକାତାରେ ବିଜେପି ସମର୍ଥକଙ୍କ ହତ୍ୟା ମାମଲାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ?

ସୋସିଆଲ ମିଡିଆରେ କୋରୋନା ମହାମାରି ପାଇଁ ହେଉଥିବା ଅବ୍ୟବସ୍ଥାକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ନାମରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶରେ COVID-19 ଦ୍ୱିତୀୟ ତରଙ୍ଗ ଧାରଣ କରିଥିବା ସ୍ଥିତିକୁ ସୁଧାରିବା ବଦଳରେ  ବିଜେପି ସମର୍ଥକ ହତ୍ୟା ମାମଲାକୁ ବିରୋଧ କରି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଧନ ପ୍ରଦର୍ଶନ କରୁଛନ୍ତି। ପଶ୍ଚିମବଙ୍ଗରେ ପୋଲ-ପୋଷ୍ଟ ହିଂସାର ଏକାଧିକ ଘଟଣାର ଖବର […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇସ୍ରାଏଲ ଯୁଧ୍ୟ ବିମାନ ଆଜି ଗାଜା ସହରର ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜାର ହାମାସ ଶାସକମାନଙ୍କ ସହିତ ଚତୁର୍ଥ ଯୁଧ୍ୟର ସଂକେତ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ହାମାସ ମଧ୍ୟଗାଜାର ନାଗରିକ ଅଞ୍ଚଳରୁ ଇସ୍ରାଏଲ ନାଗରିକ ଅଞ୍ଚଳ ଆଡ଼କୁ ରକେଟ ଉତକ୍ଷେପଣ କରିଥିଲା।  ଏହି ସମୟରେ ଫେସବୁକରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ ଟିଏମସି ଗୁଣ୍ଡା ମାନେ ବାଙ୍ଗାଳରେ ଦଙ୍ଗା କରୁଛନ୍ତି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ନିର୍ବାଚନ ପରେ ଗଣମାଧ୍ୟମ ଏବଂ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଅନେକ ଦଙ୍ଗା ହେଉଥିବା ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି। ଅନେକ ପୋଷ୍ଟରେ ଦାବି କରା ଯାଇଥିଲା ଯେ ଏହି ଦଙ୍ଗା ଟିଏମସି ଦଳ ଗୁଣ୍ଡା ମାନେ ସୃଷ୍ଟି କରିଛନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି କିଛି ପୋଷ୍ଟର ଅନୁସହ୍ନାଁ କରି ତାହାକୁ ମିଥ୍ୟା ବୋଲି ପ୍ରମାଣ କରିଛି।  ଏହି ସମୟରେ ଆହୁରି ଗୋଟିଏ ପୋଷ୍ଟ ସମାନ ଦାବି ସହିତ ଭାଇରାଲ ହେଉଥିବା […]

Continue Reading

କ’ଣ 5ଜି ଟେଷ୍ଟିଙ୍ଗ ସମୟରେ ବାହାରୁଥିବା ବିକିରଣ କାରଣରୁ ପକ୍ଷୀ ମାନଙ୍କ ମୃତ୍ୟୁ ହେଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଟେକ୍ନୋଲୋଗୀ ଦିନକୁ ଦିନ ଆଗେଇ ଚାଲିଛି। ଗତ କିଛି ବର୍ଷରେ ଟେଲିକମ୍ କମ୍ପାନୀ ୨ଜି ରୁ ୩ଜି ଏବଂ ଏହା ପରେ ୪ଜି ସୁବିଧା ଦେଇଅଛି। ବର୍ତ୍ତମାନ ସୂଚନା ମିଳିଛି ଯେ ଗ୍ରାହକ ମାନଙ୍କ ପାଇଁ ୫ଜି ସୁବିଧା ଯୋଗାଇବାର ବାର୍ତ୍ତା ଚାଲିଛି।  ଟେଲିକମ୍ ବିଭାଗ ଏବଂ ଭାରତ ସରକାରର ଯୋଗାଯୋଗ ମନ୍ତରାଳୟ କହିଛି ଯେ ୫ଜି ପରୀକ୍ଷଣ ପାଇଁ ଅନୁମୋଦନ ଦିଆଯାଇଛି ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏହି ପରୀକ୍ଷା ପାଇଁ ଏହି ସପ୍ତାହରେ […]

Continue Reading

କ’ଣ ପଞ୍ଜାବର ଭାକରା କେନାଲରେ ବହୁଥିବା ମିଳିଛି ରେମଡେସିଭିର ଇଞ୍ଜେକ୍ସନ୍ ଶିଶି? ଜାଣନ୍ତୁ ସତ୍ୟ।

ଆମ ଦେଶ ବର୍ତ୍ତମାନ କରୋନା ଭାଇରସ ସହିତ ଲଢୁଛି ଏବଂ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚି ଯାଇଛି। ଏହି କାରଣ ହେତୁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରି ବୋଝ ପଡିଛି। ପ୍ରତ୍ୟେକ ଦିନ କରୋନାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟ ମଧ୍ୟରୁ କରୋନା ଟୀକା ସମ୍ବନ୍ଧିତ କିଛି ବିଭ୍ରାନ୍ତକାରୀ ପୋଷ୍ଟ ଭାଇରାଲ ହେଉଛି।  ଏକ ପୋଷ୍ଟ ମାଧ୍ୟମରେ କରୋନାରେ ବ୍ୟବହୃତ ଆନ୍ତିଭାଇରାଲ ଟୀକା […]

Continue Reading

ଟୀକାକରଣ ପାଇଁ ଖାଲି ସିରିଞ୍ଜ ବ୍ୟବହାର କରୁଥିବା ମହିଳାଙ୍କ ଭିଡିଓ ଭାରତର ?

ସୋସିଆଲ ମିଡିଆରେ କୋରୋନାକୁ ନେଇ ଅନେଖ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ସମୟରେ କୋରୋନା ଟିକା ଭାରତ ସରକାର ଦ୍ୱାରା ଲୋକମାନଙ୍କୁ ଦିଆଯାଉଥିବା ସମୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତିକୁ କୋରୋନା ଟିକା ଲଗାଯାଉଛି। କିନ୍ତୁ ଇଞ୍ଜେକ୍ସନ୍ ରେ ଭାକ୍ସିନ ନାହିଁ। ଖାଲି ଇଞ୍ଜେକ୍ସନ୍ ବ୍ୟକ୍ତି ଜଣକ ଶରୀରରେ ଦିଆ ଯାଇଛି। ଭାଇରାଲ ଭିଡିଓଟି ଭାରତର ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା […]

Continue Reading

ପୁରୁଣା ଫଟୋକୁ COVID-19 ର ଦ୍ୱିତୀୟ ତରଙ୍ଗ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଦେଶରେ ବଢ଼ୁଥିବା COVID-19 ମାମଲା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଛ, ଯେଉଁଥିରେ ଜଣେ ଯୁବକ ବାଳକ ଡାକ୍ତରଖାନା ଭିତରେ ଷ୍ଟ୍ରେଚରକୁ ଠେଲି ନେଉଥିବାରେ ଦାଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, 2020ରେ ଦେଖା ଯାଇଥିବା ଫଟୋ ଠାରୁ  2021ର ଏହି ଫଟୋ ଆହୁରି ଦୁଃଖ ଦାୟକ।   Keonjhar News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଲେଖାଯାଇଛି ଯେ, ଏହି ଦୃଶ୍ୟ ଦେଖିବାକୁ ଭାରତର କୈାଣସି […]

Continue Reading

ପଟନା ଗଙ୍ଗା ନଦୀରେ କୋରୋନା ମୃତ ଶରୀର ଭାସୁଛି ? ଜାଣନ୍ତୁ ସତ୍ୟତା।

ବିହାରର ଗଙ୍ଗା ନଦୀରେ COVID-19 ମୃତାହତଙ୍କ ମୃତଦେହ ପକା ଯାଉଥିବା ଦାବିରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଫଟୋରେ ନଦୀରେ ଅନେକ ମୃତ ଶରିର ଭାସୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିହାରର ବକ୍ସର ଗଙ୍ଗା ନଦୀରେ ଭାସୁଛି କୋରୋନା ମୃତ ଦେହର । ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲା।  12 ମେ ରେ Prabir Pattanayak ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

କ’ଣ ଭାଇରାଲ ହେଉଥିବା ଫ୍ଫୋଟୋରେ ମହିଳାଙ୍କ ସହିତ ଟିଏମସି ସମର୍ଥକ ମାନେ ଦୁଷ୍କର୍ମ କରିଛନ୍ତି? ଜାଣନ୍ତୁ ସତ୍ୟ।

୨ ମଇରେ ଟିଏମସି ବାଙ୍ଗାଲ ନିର୍ବାଚନ ଜିତିଲା ପରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଅନେକ ହିଂସକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ମିଥ୍ୟା ଦାବି କରା ଯାଇଅଛି। ଦେଶରେ ରାଜନେତା ଏବଂ ସେଲିବ୍ରେଟି ମାନେ ବାଙ୍ଗାଲର ପରିସ୍ଥିତି ବିଷୟରେ ବିଭ୍ରାନ୍ତକର ତଥ୍ୟ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଭାଇରାଲ ହେଉଥିବା ଗୋଟିଏ ଫୋଟୋରେ ଦାବି କରା ଯାଇଅଛି ଯେ ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥିବାରୁ […]

Continue Reading

କ’ଣ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ କରୋନା ଭାରସ ନଷ୍ଟ ହୋଇଥାଏ? ଜାଣନ୍ତୁ ସତ୍ୟ।

କିଛି ଦିନରୁ ସୋସିଆଲ ମିଡିଆରେ କରୋନାକୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ଲୋକେ କରୋନାର ସମ୍ପୂର୍ଣ ଜ୍ଞାନ ନଥିବାରୁ ମଧ୍ୟ ଏହାର ପ୍ରତିରୋଧ ଏବଂ ଘରୋଇ ଉପଚାର ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହା ବିପଜ୍ଜନକ ହୋଇ ପରେ। ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ ଫୁସଫୁସ ପହଞ୍ଚିବା ପୂର୍ବରୁ କରୋନା ଭାଇରସ ନଷ୍ଟ […]

Continue Reading

ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ଟିଏମସି ଗୁଣ୍ଡାମାନେ ମହିଳା ଉପରେ ଅତ୍ୟାଚାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ପଶ୍ଚିମବଙ୍ଗକୁ ନେଇ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲହେବାରେ ଲାଗିଛି। ଆମେ ଏହି ମିଥ୍ୟା ପୋଷ୍ଟର କିଛି ଫ୍ୟାକ୍ଟଚେକ କରିଛୁ। ଏହିପରି ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମହିଳା ସହ ଅତ୍ୟାଚାର କରାଯାଉଥିବାର ଦେଖାଯାଉଛି। ଭିଡିଓଟି 0.25 ସେକେଣ୍ଡର ଅଟେ। ଭିଡିଓ ସହ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ମମତା ଦିଦି ଜିତିଲା ପରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading