ଭାରତ ଚୀନ ସେନା ମଧ୍ୟରେ ସିକିମରେ ହେଇଥିବା ପୁରୁଣା ବିବାଦ ଭିଡିଓକୁ ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶର ଘଟନା ଦାବି ସହିତ ଭାଇରାଲ କରା ଯାଉଛି। ଜାଣନ୍ତୁ ପୁରା ସତ୍ୟ।
ସୋସିଆଲ ମିଡିଆରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହେଉଥିବା ଏକ ଝଗଡାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଭାରତ ଏବଂ ଚୀନ ସେନା ପରସ୍ପର ସହିତ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶର ଦୃଶ୍ୟ ଅଟେ। ଚୀନ ସେନା ଭାରତ ସୀମାରେ ପ୍ରବେଶ କରିବାର ଚେଷ୍ଟା କରୁଥିବା ସମୟରେ ଭାରତ ଯବାନ ମାନେ ସେମାନଙ୍କୁ ଅଟକାଇଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ […]
Continue Reading