କ’ଣ ଫୋଟୋରେ ବୃଦ୍ଧା ଅବସ୍ତାରେ ଏହି ବ୍ୟକ୍ତି ୨୦୧ ବର୍ଷୀୟ ତିବତ ସନ୍ତ ଅଟନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦୁଇଟି ପୋଲିସକର୍ମୀ ବୃଦ୍ଧା ଅବସ୍ତାର ଏକ ବ୍ୟକ୍ତିଙ୍କୁ ଧରି ଚିଡ଼ା ହେଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ବ୍ୟକ୍ତି ୨୦୧ ବର୍ଷ ବୟସର ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ବିଶ୍ଵାସ କରା ଯାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ପୋଷ୍ଟର? ୨୭ ନଭେମ୍ବରରେ ଶିବ ଶଙ୍କର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ […]

Continue Reading

କ’ଣ ଭାଇରାଲ ଫୋଟୋ ନରେନ୍ଦ୍ର ମୋଦୀ ଦ୍ଵାରା ଆମେରିକାରେ ଥାଇ ଭାରତରେ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ କରାଇଥିବା ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଦିନକୁ ଦିନ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହେଉଛି। ଗତ କିଛି ବର୍ଷ ହେବ ଆମେ ଭାରତ ଦ୍ଵାରା କରା ଯାଇଥିବା ଅନେକ କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ଶୁଣିଛୁ। ତେଣୁ ସାମରିକ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି ବୋଲି କହି ପାରିବା। କ୍ଷେପଣାସ୍ତ୍ର ପରୀକ୍ଷାର କିଛି ଫୋଟୋ ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଳିଲା ଯେଉଁଥିରେ ଦାବି କରା ଯାଇଛି ଯେ କିଛି ଦିନ ପୂର୍ବରୁ ଭାରତ ସଫଳତାର ସହ ଅଗ୍ନି […]

Continue Reading

ପାକିସ୍ତାନ ରାଜନେତାଙ୍କ ଫଟୋକୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଯୁବା ଅବସ୍ଥା ଫଟୋ ଦାବିରେ ଭାଇରାଲ ହେଉଛି।

କାଶ୍ମିରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ମୃତ୍ୟୁପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହିପରି ପାଥାନି ସୁଟରେ ଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେଉଛି। ବ୍ୟକ୍ତି ଚାରିପାଖରେ ପୋଲିସଥିବା ବ୍ଲାକ ଏଣ୍ଡ ହ୍ୱାଇଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଦାବି କରାଯାଉଛି ଯେ, ଫଟୋରେଥିବା ବ୍ୟକ୍ତି  କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଯୌବନ କାଳର ଫଟୋ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ଡିଆରଡିଓ ଦ୍ଵାରା ବିକଶିତ ଓଭର ଦି ହରାଇଜନ୍ ରାଡାରର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫୋଟୋ ସହିତ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ଷ୍ଟେଲଥ୍ ବମ୍ପର ବିମାନ B-2 କୁ କପି କରି ଚାଇନା ବନେଇଥିବା H-20 ଷ୍ଟେଲଥ୍ ବିମାନ କୁ ଏବେ ଭାରତ ନଜର ରଖିବା ରେ ସକ୍ଷମ ହେଇଛି। ଡିଆରଡିଓ ଦ୍ଵାରା ବିକଶିତ ୫୦୦୦କି.ମି. କ୍ଷମତା ସମ୍ପନ୍ନ  ଓଭର ଦି ହରାଇଜନ୍ ରାଡର ଦ୍ଵାରା ଏହା ସମ୍ଭବ। କେବଳ ଚୀନ୍ ନୁହେଁ ରୁଷର ଷ୍ଟେଲଥ୍ ବମ୍ପର […]

Continue Reading

ପୁରୁଣା ଫଟୋକୁ ଚାଷୀ ଏବଂ ଚାଷୀ ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ଦୁଇ ମାସ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ 26 ଜାନୁଆରୀରେ ହିଂସାତ୍ମକ ରୂପ ନେଇଥିଲା। ଟ୍ରାକ୍ଟର ରାଲୀରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରି ଲାଲ କିଲା ସମେତ ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ। ଏହି ହିଂସାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠୀ ଚାର୍ଜ କରିବାକୁ ପଡ଼ିଲା।  ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, […]

Continue Reading

ଏହି ବର୍ଷ ଗଣତନ୍ତ୍ର ଦିବସରେ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍ଟୋଖୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ?

ଆଗାମି ଗଣତନ୍ତ୍ର ଦିବସ ପାଇଁ ଅନେକ ଜାଗାରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୋସିଆଲ ମିଡିଆରେ ଅନେକ ଖବର ମଧ୍ୟ ଭାଇରାଲ ହେବାରେ ଲିଗିଛି। ଏହିପରି ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍ଟୋଖି ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ। ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହେଲା। 10 ଜାନୁଆରିରେ Sanjay Das ନାମକ ଜଣେ ଫେସବୁକ […]

Continue Reading

ଭଗତ ସିଂହ ଭଉଣି ପ୍ରକାଶ କୌରଙ୍କ ନାମରେ ଭାଇରାଲ ହେଉଛି ମିଥ୍ୟା ପୋଷ୍ଟ ।

ବିଛଣାରେ ପଡ଼ିଥିବା ଜଣେ ବୃଦ୍ଧ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ସହିତ ଦାବି କରାଯାଉଛି ଯେ, ଏହି ମହିଳା ଶାହିଦ ଭାଗବତ ସିଂଙ୍କ ସାନ ଭଉଣୀ ପ୍ରକାଶ କୌର। ତାଙ୍କର 1 ଜାନୁଆରି 2021 ରେ 96 ବର୍ଷ ବୟସରେ ଦେହାନ୍ତ ହୋଇଛି।  ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ସେପ୍ଟେମ୍ବର 2014 ରେ ଭାଗବତ ସିଂଙ୍କ ଭଉଣୀ ପ୍ରକାଶ କୌରଙ୍କର ମୃତ୍ୟୁ ହୋଇଥିଲା।  1 […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଭାରତ ସେନା ଯବାନର ସିଆଚିନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଦୁଇଟି ଫୋଟୋ ପ୍ରଚାରିତ ହୋଇଛି ଯେ ସିଆଚେନରେ ପ୍ରବଳ ଥଣ୍ଡା ପାଗ ଏବଂ ପରିବେଶ ସମ୍ମୁଖୀନ ହେଉଥିବା ଭାରତୀୟ ସେନା ଯବାନଙ୍କ ଫୋଟୋ ଅଟେ।  କିନ୍ତୁ ଯେତେବେଳେ ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରିଲା ସେତେବେଳେ ଏହି ଫୋଟୋରେ ଥିବା ବ୍ୟକ୍ତି ଭାରତୀୟ ସେନା ଯବାନ ନୁହେଁ ବୋଲି ପ୍ରମାଣ ମିଳିଲା।  କ’ଣ ଦାବି ଏହି ପୋଷ୍ଟର? ଏହି ପୋଷ୍ଟରେ ଥିବା ଫୋଟୋରେ ଦାବି କରା ଯାଇଅଛି ଯେ ଏହା ସିଆଚେନ […]

Continue Reading

2018ର କୃଷକ ମୁକ୍ତି ଆନ୍ଧୋଳନର ଫଟୋକୁ ବର୍ତ୍ତମାନର କୃଷକ ବିଲ୍ ଆନ୍ଦୋଳନ ଦାବିରେ ଭାଇରାଲ ହେଉଛି।

ବର୍ତ୍ତମାନ ଚାଲିଥିବା ଚାଷୀ ଆନ୍ଦୋଳନ ବିଷୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ କଳା କପଡ଼ାର ଏକ ବ୍ୟାନର ଦେଖାଯାଉଛି।  ଯେଉଁଥିରେ ଲେଖା ଅଛି, “ନା ମୋଦୀ, ନା ଯୋଗୀ , ନା  ଜୟ ଶ୍ରୀ ରାମ,  ଦେଶରେ ରାଜ କରିବେ ମଜଦୁର-କିସାନ ” । ପୋଷ୍ଟରେ ଲେଖାଯାଇଥିବା ଦାବି ଅନୁସାରେ ଫଟୋଟି ବର୍ତ୍ତମାନ ଚାଲୁଥିବା କୃଷକ ବିଲ୍ ବିରୋଧରେ […]

Continue Reading

କ’ଣ ଭାରତ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଲରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।

Representative Image ଭାରତ ଏବଂ ପାକିସ୍ତାନ ମଦ୍ୟରେ ସୀମାରେ ପ୍ରାୟ ସବୁ ଦିନ ଯୁଧ୍ୟ ସ୍ଥିତି ରହି ଥାଏ। ପାକିସ୍ତାନରୁ ଆତଙ୍କବାଦୀ ଭାରତ ଆସି ଭାରତ ଜନତା ଏବଂ ସେନା ଉପରେ ଆକ୍ରମଣ କରିବା ଘଟଣା ପ୍ରାୟ ଦେଖିବାକୁ ମିଳିଥାଏ। ବର୍ତମାନ ସମୟରେ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିଥିବା ଖବର ସାମନାକୁ ଆସିଛି। ଏହହୀ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ନ୍ୟୁଜ ଚ୍ୟାନାଲ ମଧ୍ୟ ଏହି ଖବର ପ୍ରସାରିତ କରିଛନ୍ତି।  […]

Continue Reading

ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍ଗା ଉଡ଼ାଉଛନ୍ତି କି?

ପାକିସ୍ଥାନ ଏବଂ ଭାରତର ଅନେକ ତିକ୍ତତା ମଧ୍ୟରେ ସୋସିଆଲ ମିଡିଆର ଏକ ବଡ଼ ଭୂମିକା ରହିଛି। ସାଧାରଣ ଜନତା ଜାହା ଜାଣିପାରନ୍ତି ନାହିଁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଅନେକ ସୂଚନା ଦେଇଥାଏ। କିନ୍ତୁ ଏଥି ମଧ୍ୟରେ କିଛି ମିଥ୍ୟା ଖବର ମଧ୍ୟ ଭାଇରାଲ ହୋଇଥାଏ। ଏପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥୁରେ ଦିବା କରାଯାଇଛି ଯେ, ବର୍ତ୍ତମାନ ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍କା ଉଡ଼ାଉଛନ୍ତି। ଭାଇରାଲ […]

Continue Reading

କ’ଣ ଆମେରକା ଟିକ୍ ଟୋକ ଆପପ୍ ସମ୍ପୁର୍ଣ୍ଣ ବ୍ୟାନ କରିଦେଲା ?

ଗତ କିଛି ଦିନ ହେଲା ଟିକ୍ ଟକ୍ ବବାଦରେ ଘେରି ସହିଛି। ଏହି ଆପ ବିଶ୍ୱର ଅଧିକ ବ୍ୟବହାର କରାଯାଉଥିବା ଆପପ୍ ଅଟେ। ଏହା ସହ ଏହି ଆପରେ ଅମାନ୍ୟକର ଭିଡ଼ିଓ ପୋଷ୍ଟ କରାଯାଉଛି। 18 ବର୍ଷରୁ କମ ବୟଷର ପିଲାମାନେ ମଧ୍ୟ ଏହି ଆପପ ବ୍ୟବହାର କରିବାରୁ ତାଙ୍କ ଉପରେ ଖରାପ ପ୍ରଭବ ପଡୁଛି। ଏଥି ସହ ଟିକ୍ ଟକ ଆପ ଚାଇନାର ହୋଇଥାବରୁ ଲୋକେ େହାକୁ ଏଧିକ ବିରୋଧ କରିବାରେ ଲାଗିଛନ୍ତି। ଏହାକୁ ନେଇ […]

Continue Reading

କ’ଣ ବିଜେପି ନେତା ଜଣେ ସମ୍ବାଦିକଙ୍କୁ ଖୁଲମ ଖୁଲା ଦେଲେ ଧମକି?

ସୋସିଆଲ ମିଡ଼ିଆରୁ ଆରମ୍ଭ ହୋରି ହ୍ୱାଟସ ଆପ ପର୍ଯ୍ୟନ୍ତ ଜଣେ ବିଜେପି ନେତାଙ୍କର ଦାଦାଗିରି ଭିଡିଓ ଭାଇରାଲ ହେଉଛି।  18 ନଭେମ୍ବରରେ ଅରବାଜ ଖାନ ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏହି ବିଜେପି ନେତାଙ୍କ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି (BJP ke neta ne media walon ko Di dhamki) ବିଜେପିର ନେତା ସାମ୍ବାଦିକଙ୍କୁ ଧମକି ଦେଲେ। ପୋଷ୍ଟ କରାଯାଇଥିବା ଭିଡିଓରେ ଦାବି କରାଯାଇଛି ଯେ, ଜଣେ ବିଜେପି ନେତା ଖୁଲମ […]

Continue Reading