ପୁରୁଣା ଅସମ୍ପର୍କୀୟ ଫୋଟୋକୁ ନିକଟରେ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ ହେବା ଘଟଣା ସହିତ ଯୋଡ଼ି ଭାଇରାଲ କରା ଯାଉଛି।
ନିକଟରେ ଇଣ୍ଡିଗୋ ୧୦୦୦ ରୁ ଉର୍ଦ୍ଧ ବିମାନ ବାତିଲ କରିବା ପରେ ଅନେକ ଲୋକଙ୍କୁ ଏହା ନେଇ ଅସୁବିଧାର ସାମନା କରିବାକୁ ପଡ଼ିଛି। ଲୋକେ ଏୟାରପୋର୍ଟ ରେ ଇଣ୍ଡିଗୋ କର୍ମଚାରୀଙ୍କ ସହ ଝଗଡ଼ା କରୁଥିବା ଏବଂ ସହ ସହ ଲୋକେ ବିମାନ ର ଅପେକ୍ଷାରେ ସେଠାରେ ବସି ରହିଥିବା ମଧ୍ୟ ନଜର ଆସିଛନ୍ତି। ଏହି ପ୍ରସଙ୍ଗରେ କିଛି ଲୋକେ ବିମାନ ନିକଟରେ ବସିଥିବା ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋ ସେୟାର କରି […]
Continue Reading
