କ’ଣ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଖୋଜ ଅଛନ୍ତି ?

ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସହ ପୋଲିସ କର୍ମି ଏବଂ  ଡାକ୍ତର ଅନେକ ପ୍ରୟାସ କରୁଛନ୍ତି। କୋରୋନା ଲକଡାଉନର ଚତୁର୍ଥ ପର୍ଯାୟ ସମାପ୍ତ ହେଲା ପରେ ରାଜ୍ୟରେ ସମସ୍ତ ଦୋକାନ ବଜାର ଖୋଲୁଥିବା ବେଳେ ଅନ୍ୟପଟେ କୋରୋନାକୁ ଚିନ୍ତା ଏଭଂ ରୋଗୀ ବଢ଼ିବାରେ ଲାଗିଛନ୍ତି। ଏବି ବିପଦ ସମୟରେ ଜନ ସାଧାରଣ ତାଙ୍କ ନେତା ଏବଂ ସରକାରଙ୍କ ସହାୟତା ଲୋଡୁଛନ୍ତି। 1 ଜୁନରେ  Jay Congress ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ […]

Continue Reading

କ’ ଣ ରାହୁଲ ଗାନ୍ଧୀ ଶ୍ରମିକଙ୍କୁ ଭଡ଼ାରେ ଆଣି ରାସ୍ତାରେ ବସାଇ ଦୁଃଖ ବୁଝିବାର ନାଟକ କରୁଥିଲେ ?

କୋରୋନା ପାଇଁ ଦେଶ ଲକଡାଉନ ସ୍ଥିତରୁ ଗତି କରିଛି। ଲକଡାଉନ ସମୟରେ ଅନେକ ପ୍ରବାଶି ଶ୍ରମିକ ନିଜ ନିଜ ଘରକୁ ଫେରୁଥିବାର ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହା ସହତ ରାହୁଲ ଗାନ୍ଧୀ ପ୍ରବାଶି ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ତାଙ୍କ ପାଖରେ ବସି କଥା ହେଉଥିବା ଫୋଟୋ ମଧ୍ୟ ଭାଇରାଲ ହୋଇଥିଲା। ଏବେ ସେହି ଫୋଟୋ ସହ ଜଡ଼ିତ ଏକ ଦାବି ଭାଇରାଲ ହେଉଛି। 26 ମେ ରେ  Mamta Behera ନାମକ […]

Continue Reading

ଉନ୍ନାଓ ଅପରାଧି କୁଲଦିପ ସିଂ ସେଙ୍ଗରକୁ ଜାମିନ ମିଳିବା ଦାବି ମିଥ୍ୟା ଅଟେ।

ବିଜେପି ନେତା କୁଲଦିପ ସଂ ସେଙ୍ଗରକୁ  ଉନ୍ନାଓ ବଳାତ୍କାର ଅପରାଧରେ ଆଜିବନ କାରାଦଣ୍ଡ ଦିଆ ଯାଇଥିଲା। କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେଉଛି ଯେ, ହାଇକୋର୍ଟ ତାଙ୍କୁ ଜାମିନ ଦେଇ ଦେଇଛି। ଏହା ଖବରକୁ ନେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ରାଗ ଏବଂ ଚର୍ଚ୍ଚା ବଢ଼ବାରେ ଲାଗିଛି। 25 ମେ ରେ Aktar Khan Fc ନାମକ ଜଣେ ଫେସବୁକ ୟୁଜର ବିଜେପି ନେତା କୁଲଦିପ ସଂ ସେଙ୍ଗରଙ୍କ କୁଷପୁତଳିକା ଦାହର ଫୋଟୋ […]

Continue Reading

କ’ଣ ମୋଦୀଜିଙ୍କ ଜୟକାର କରୁ ଥିବା ଏହି ଭିଡିଓ ପାକିସ୍ତାନର? କ’ଣ ପାକିସ୍ତାନର ଲୋକେ ମୋଦୀଙ୍କୁ ନିଜ ସମର୍ଥନ ଦେଊଛନ୍ତି? ଜାଣନ୍ତୁ ସତ୍ୟ।

୨୧ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କିଛି ଲୋକ ନଚିଛନ୍ତି ଏବଂ କିଛି ନାରା ଲଗାଇବା ମଧ୍ୟ ଶୁଣିବାକୁ ମିଳିଛି। ଏହି ଭିଡିଓରେ କିଛି ଲୋକେ ବିଜେପି ପାର୍ଟି ପତାକା ମଧ୍ୟ ଧରି ଛିଡ଼ା ହେଇଛନ୍ତି। ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ଏହି ଲୋକ ମାନେ ପାକିସ୍ତାନୀ ଅଟନ୍ତି ଏବଂ ମୋଦୀଙ୍କ ନାମ […]

Continue Reading

କ’ଣ ପଶ୍ଚିମ ବାଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ତାଙ୍କ ରାଜ୍ୟରେ ରହୁଥିବା ରୋହିଙ୍ଗିୟା ମୁସଲମାନ ମାନଙ୍କୁ ଭାରତର ନାଗରିକ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

ସିଏଏ କୁ ନେଇ ଦେଶରେ ବହୁତ ହଙ୍ଗାମା ଚାଲିଛି। ଅନେକ ରାଜ୍ୟ ଏହା ସମର୍ଥନ କରିଥିଲା ବେଳେ ଅନେକ ରାଜ୍ୟ ଏହାର ବିରୋଦ୍ଧ ମଧ୍ୟ କରୁଛନ୍ତି। ଗତ କିଛି ମାସ ଧରି ଚାଲୁଥିବା ଏହି ବିରୋଦ୍ଧ ବର୍ତମାନ ହିଂସା ରୂପ ଧରି ସାରିଛି। ଏହି ସବୁ ସମୟରେ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।   ବର୍ତମାନ ଏହା ଦେଖିବାକୁ ମିଳିଛି ଯେ ୫ ମାର୍ଚ ୨୦୨୦ ରେ ବିକ୍ରମ କୁମାର ସେଠ ନାମକ […]

Continue Reading

କ’ଣ ଦିଲ୍ଲୀ ପୋଲିସ ଆମ ଆଦ୍ମି ପାର୍ଟି ସଦସ୍ୟ ତାହିର ହୁସାଏନଙ୍କୁ ଗିରଫ କରିଛନ୍ତି? କ’ଣ ସତ୍ୟତା ଏହି ଘଟଣାର? ଜାଣନ୍ତୁ।

ଦିଲ୍ଲୀରେ ଚାଲୁଥିବା ଡଙ୍ଗା ସମୟରେ ଆହୁରି ଗୋଟିଏ ଖବର ଶୁଣିବାକୁ ମିଳିଛି। ଖବର ଅନୁଯାୟୀ ଆମ ଆଦ୍ମି ପାର୍ଟି କାଊଁସିଳର ତାହିର ହୁସାଏନ, ଅଙ୍କିତ ଶର୍ମା ନାମକ ଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇ.ବି) ଅଫିସରକୁ ହତ୍ୟା କରିଥିବା କଥା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଅଙ୍କିତ ନି ଭାଇଙ୍କୁ ଖୋଜିବା ପାଇଁ ଘରୁ ବାହାରି ଥିଲେ। ତାଙ୍କୁ ଡର ଥିଲା ଯେ ତାଙ୍କ ଭାଇ ଦିଲ୍ଲୀରେ ହେଉଥିବା ଡଙ୍ଗାରେ ଅଟକି ରହି ଯାଇଛନ୍ତି। ଅଙ୍କିତ ସନ୍ଧ୍ୟା ୪ […]

Continue Reading

କ’ଣ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଥିଲେ ଯେ, ମୋଦିଙ୍କ ପାଇଁ ଚିଲମାନେ ବେରୋଜଗାର ଅଛନ୍ତି?ଜାଣନ୍ତୁ ସତ୍ୟତା।

13 ଫେବୃଆରିରେ Kailash Gupta ନମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।  ପୋଷ୍ଟକରିଥିବା ଭିଡିଓରେ ରାହୁଲ ଗାନ୍ଧି ଚିଲକୁ ଦେଖି ବେରୋଜଗାରୀ ହୋଇଥାବର କଥା କହୁଥିବାର ଦେଖା ଯାଉଛନ୍ତି। ରାହୁଲ ଗାନ୍ଧି ଏକ କାର୍ଯ୍ୟକ୍ରମରେ ଆକାଶକୁ ଅନେଇ ଚିଲକୁ କହୁଛନ୍ତି ଯେ, ମୋଦି ସରକାରଙ୍କ କାରଣରୁ ଆକାଶରେ ଉଡୁଥିବା ଚିଲମାନେ ବେରୋଜଗାର ଅଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଜୋରଦାର କଟାକ୍ଷ୍ୟ କରାଯାଇଛି। ଏହା ସହାତ ଭିଡିଓକୁ […]

Continue Reading

କ’ଣ ମୋଦି ସରକାର ଗୋପନୀୟ ଉପାୟରେ ୨୬୮ ଟନ ସୁନା ବିଦେଶରେ ଗିରବି ରଖିଛନ୍ତି? ଜାଣନ୍ତୁ ସତ।

୧୧ ଫେବ୍ରୁଆରିରେ ମଧୁ ନାଗ ନାମକ ଜଣେ ଫେସବୁକ ୟୁଜର ଯୁବ କଂଗ୍ରେସ ସଂଗଠନ ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋସ୍ତକରି ଏହା ଦାବି କରିଛନ୍ତି ଯେ ମୋଦି ସରକାର ଗୋପନୀୟ ଉପାୟରେ ବିଦେଶରେ ୨୬୮ ଟନ ସୁନା ଗିରବି ରଖିଛନ୍ତି। ଏହି କଥା କୁ ୪ବର୍ଷ ଉପରେ ବିତି ଗଲାଣି ଓ ବର୍ତମାନ ଆର.ଟି.ଆଇ ମାଧ୍ୟମରୁ ଏହି ବିଷୟ ସାମନାକୁ ଆସିଛି। ଜଣେ ସ୍ଵତନ୍ତ୍ର ପତ୍ରକାର ନବନୀତ ଚତୁର୍ବେଦି ଆର.ଟି.ଆଇ. ମାଧ୍ୟମ ଏହି ବିଷୟକୁ […]

Continue Reading

କ’ଣ ରାହୁଲ ଗାନ୍ଧି 2006ରେ ସୁକନ୍ୟା ନାମକ ଝିଅ ସହ ଦୁଷ୍କର୍ମ କରିଥିଲେ? ପୋଷ୍ଟର ସତ୍ୟତା ଜାଣନ୍ତୁ।

14 ଡିସେମ୍ବରରେ Bikram Bai Rajput ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। 3 ଡିସେମ୍ବର 2006ରେ   ରାହୁଲ ଗାନ୍ଧୀ ସୁକନ୍ୟା ଦେବି ନାମକ ଏକ ଝିଅ ସହ ଦୁଷ୍କର୍ମ କରିଥିବାର ଦାବି ପୋଷ୍ଟରେ କରାଯାଇଛି। ଏହା ସହିତ ଲେଖା ଯାଇଛି ଯେ, ପୁଲିସ ଥାନାରେ ଏହି ସମ୍ପର୍କରେ ମାମଲା ରୁଜୁ କରିବାରୁ  ସୁକନ୍ୟା ଦେବିଙ୍କର ମା ଏବଂ ବାପାଙ୍କୁ ଅପହରଣ କରିଦିଆ ଯାଇଛି। ତାଙ୍କ ମାଁ ଏବଂ […]

Continue Reading

କ’ଣ ସାଂସଦରେ ଏହି ମହିଳା ନିଜ ଭାଷଣରେ ମୋଦିଜିଙ୍କ ମୂହ ବନ୍ଦ କରି ଦେଲେ? କିଏ ଏହି ମହିଳା ଓ କ’ଣ ମୋଦିଜି ହତାସ ହେଇ ଚୁପ ହେଇ ଗଲେ ସାଂସଦରେ? ଜାଣନ୍ତୁ ସତ।

ସାଂସଦରେ ବାଦ ବିବାଦ ହେବା କିଛି ନୂଆ କଥା ନୁହେଁ। ଗୋଟିଏ ଦଳ ଅନ୍ୟ ଦଳକୁ ପ୍ରଶ୍ନ ପଚାରି ତାଙ୍କ କାର୍ଯ୍ୟ ଅନୁଷ୍ଠାନର ବିରୋଦ୍ଧ କରି ଥାନ୍ତି। ଏପରି ମଧ୍ୟ ସମୟ ଆସିଥିଲା କି ସାଂସଦରେ ନେତା ମାନେ ପରସ୍ପରଉପରେ ହାତ ମଧ୍ୟ ଉଠାଇ ଥିଲେ। ତେବେ ବର୍ତମାନ ସମୟରେ ସାଂସଦର ଗୋଟିଏ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରା ଯାଉଅଛି। ଗତ କାଲୀ ୭ ଫେବ୍ରୁଆରିରେ ପ୍ରଣୟ ସାମଲ ନାମକ ଜଣେ ଫେସବୁକ ୟୁଜର […]

Continue Reading

ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି VHP ଲିଡର ଆଚାର୍ଯ୍ୟ ଧର୍ମେନ୍ଦ୍ର ଅଟନ୍ତି।

6 ଫେବୃଆରିରେ Nrushinghnath Sahu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ ବୃଦ୍ଧ ବ୍ୟକ୍ତି କାରରେ ବସି CAA ସମର୍ଥନରେ କହୁଛନ୍ତି। ଏହା ସହିତ ଭାରତରେ ମୁସ୍ଲିମଧର୍ମର ଲୋକମାନେ ଭାରତରେ ଖୁସିରେ ଅଛନ୍ତି। ଭାରତରେ ମୁସ୍ଲିମମାନଙ୍କୁ କୌଣସି ପ୍ରକାରର ଅସୁବିଧା ନହେଉଥିବାର କଥା କହୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେ କହୁଥିବା ବ୍ୟକ୍ତି ହାଇଦ୍ରାବାଦର ଶାହୀ ନବାବୀ ଖାନଦାନର ପ୍ରକୃତ ବାରିସ ଅଟନ୍ତି। ଏହା ସହିତ […]

Continue Reading

ଛତିସଗଡ଼ର ପୁରୁଣା ଭିଡିଓକୁ ଦିଲ୍ଲୀ ବିଜେପି କର୍ମି 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଭାଇରାଲ କରାଯାଉଛି।

ଦିଲ୍ଲି ନିର୍ବାଚନକୁ ନେଇ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ବିଜେପି କର୍ମି ଲୋକଙ୍କୁ 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଏକ ଭିଡିଓ ଭାଇରାଲ ହେଉଛି। 30 ଜାନୁଆରିରେ Lupteswar Jani ନାମକ ଜଣେ ଫେସବୁକ ୟେୁଜର ଯୁବ କଂଗ୍ରେସ ସଂଗଠନ (Youth congress Organaisation) ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଦାବି କରାଯାଇଛି ଯେ, ବିଜେପି ଦଳର କାରନାମା […]

Continue Reading

କ’ଣ ଆମେରିକା ଆର.ଏସ.ଏସ କୁ ଆତଙ୍କବାଡି ସଂଗଠନ ଗୋସଣା କରିଛି? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

୨୯ ଜାନୁଆରୀ ୨୦୨୦ ରେ ଆଜଡ ହିନ୍ଦ ଆବାଜ ନାମ ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଆମେରିକା ଭାରତର ରାଷ୍ଟ୍ରୀୟ ସେବା ସଙ୍ଗ (ଆର.ଏସ.ଏସ.) କୁ ଆତଙ୍କବାଦୀ ଦଳ ବୋଲି ଘୋଷଣା କରିଅଛି। ଯେଉଁ ପରି ଇସ୍ଲାମିକ ସଂଗଠନକୁ ଆତଙ୍କବାଦୀ ଲିଷ୍ଟରେ ରକ୍ଷା ଯାଇଅଛି ସେହି ପରି ଏବେ ଆର.ଏସ.ଏସ ମଧ୍ୟକୁ ମଧ୍ୟ ସେହି ଲିଷ୍ଟରେ ସାମିଲ କରା ଯାଇଅଛି। ଏହା ପରେ ଆର.ଏସ.ଏସ ଭିତରେ ଉପ୍ରଦବ ମାଛି ଯାଇଅଛି। […]

Continue Reading

ଜାଣନ୍ତୁ ଭାଇରାଲ ଫୋଟୋରେ ଇନ୍ଦିରା ଗାନ୍ଧିଙ୍କ ଶଶୁର ବୋଲି ଦାବି କରାଯାଇଥିବା ବ୍ୟକ୍ତି କିଏ।

5 ଜାନୁଆରିରେ Pradhan Madan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଲାଲି ଠିକ୍ ମରାଯାଇଥିବା ବ୍ୟକ୍ତି ଇନ୍ଦିରା ଗାନ୍ଧିର ଶଶୁର ଅଟନ୍ତି। ଏହା ଛଡ଼ା ପୋଷ୍ଟରେ ଲେଖା ଯାଇଛି ଯେ, “ଫୋଟୋରେ ଇନ୍ଦିରା ଗାନ୍ଧିଙ୍କର ଶଶୁର ୟୁନିସ ଖାନଙ୍କ ସହ ଫିରୋଜ ଗାନ୍ଧିଏବଂ ଜୱାରଲାଲ ନେହେରୁ ଅଛନ୍ତି। ଏହି ଫୋଟୋ ବଡ଼ କଷ୍ଟରେ ମିଳିଛି।ଏହା ସହିତ ଲେଖା ଯାଇଛି ଯେ, ଏମାନେ ମୁସ୍ଲିମ […]

Continue Reading

କ’ଣ କେରଳରେ ସିଏଏ ସମର୍ଥନ କରୁଥିବା ହିନ୍ଦୁ ମାନଙ୍କୁ ମୁସ୍ଲିମ ଲୋକେ ପାଣି ଦେଉ ନାହାନ୍ତି? ଜାଣନ୍ତୁ ସତ।

୨୩ ଜାନୁଆରରୀରେ ଜଣେ ଫେସବୁକ ୟୁଜର ବିଜେପି ନାମ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ କେରଳର ମାଳାପୁରମ ଜିଲ୍ଲାର କୁଟ୍ଟିପୁରମ ପଞ୍ଚାଯତ ଅନ୍ତର୍ଗତ ଗୋଟିଏ ଗାଁରେ ସିଏଏଏ କୁ ସମର୍ଥନ ଦେବା ଯୋଗୁ ହିନ୍ଦୁ ମାନଙ୍କୁ ସେଠିକାର ବାସିନ୍ଦା ମୁସ୍ଲିମ ମାନେ ପାଣି ଦେବାକୁ ରାଜି ହେଉ ନାହାନ୍ତି। ମାଳାପୁରମରେ ମୁସ୍ଲିମ ମାନଙ୍କ ଜନସଙ୍କ୍ୟା ଅଧିକ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଉଅଛି ଯେ ଏହି ଘଟଣା ପରଠୁ […]

Continue Reading

ଜାଣନ୍ତୁ ସୋସିଆଲ ମିଡିଓରେ ଭାଇରାଲ ଦେଉଥିବା ଭିଡିଓର ସତ୍ୟତା।

19 ଜାନୁଆରିରେ  Bjp Yuba Morcha Akhuapal ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଷଣ ଦେଉଛନ୍ତି ଏବଂ ତାଙ୍କ ଚେଲା କାର୍ଯ୍ୟକ୍ରମରେ ଆସିଥିବା ଜନତାଙ୍କୁ ଦକ୍ଷିଣା ଦେଉଛନ୍ତି। ଭାଇରାଲ ଭିଡିଓରେ ରାହଲୁ ଗାନ୍ଧି ଭାଷଣ ଦେଉଥିବାର ଶୁଣାଜାଉଛି। ଭାଇରାଲ ଭିଡିଓକୁ ଶାହୀନ ବାଗ ପ୍ରଦର୍ଶନ ସହ ମଧ୍ୟ ଜଡ଼ିତ କରାଯାଉଛି। ଏହା ଛଡ଼ା ଭିଡିଓରେ ଜଣେ […]

Continue Reading

କ’ଣ ଭାଇରାଲ ଭିଡିଓରେ ପ୍ରଦର୍ଶନକାରି ପ୍ରଦର୍ଶନ ପାଇଁ ଅଧିକ ପଇସାର ଦାବି କରୁଛନ୍ତି? ଜାଣନ୍ତୁ ସତ୍ୟ।

23 ଜାନୁଆରିରେ  ଅର୍ପନ ହିନ୍ଦୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ  ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମୁସ୍ଲିମ ପ୍ରଦର୍ଶନକାରି ମହିଳା ଆରୋପ ଲଗାଉଥିବାର ଦେଖା ଯାଉଛନ୍ତି ଯେ, କେବଳ 500 ଟଙ୍କା ଦେଇ ଆମକୁ ପ୍ରଦର୍ଶନ କରିବା ପାଇଁ ଡାକି ଦିଆ ଯାଉଛି । ଆମେ ନିଜ ଘର ଦ୍ୱାର ଛାଡ଼ି ,ପଠପଢ଼ା ଛାଡ଼ି , ନିଜ ପରିବାର ଛାଡ଼ି ପ୍ରଦର୍ଶନରେ ଆସୁଛୁ ଆମକୁ କିନ୍ତୁ କେବଳ 500 ଟଙ୍କା ଏବଂ […]

Continue Reading

ପୁରୁଣା ଭିଡିଓକୁ ଶାହୀନା ବାଗ CAA ବିରୋଧ ପ୍ରଦର୍ଶନରେ ପାଇସା ନମିଳିବାରୁ ଦୁଇ ମୁସ୍ଲିମ ମହିଳା ଝାଗଡ଼ା କରିବାର ଦାବିରେ ଭାଇରାଲ କରାଯାଇଛି।

23 ଜାନୁଆରିରେ Paltu laha ନାମକ ଜଣେ ଫେୟବୁକ ୟୁଜର ଓଡିଶା ୱିତ୍ଥ ବିଜେପି ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦୁଇ ଜଣ ମୁସ୍ଲିମ ମହିଳା ପରସ୍ପରକୁ ଚପଲରେ ପିଟୁଥିବାର ଦେଖା ଯାଉଛନ୍ତି ଏବଂ ଆଖପାଖରେ ଥିବା ଲୋକମାନେ ଦୁଇଜଣ ମହିଳାକୁ ରୋକିବା ପାଇଁ ପ୍ରୟାଶକରୁଛନ୍ତି। ଭିଡିଓରେ ମହିଳା ଦୁଇଜଣଙ୍କର ଝଗଡ଼ା ଦେଖି ଲୋକ ଜାମା ହୋଇଥନ୍ତି। ତେବେ ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ,” ଦିଲ୍ଲି ଶାହିନ ବାଗ CAA ବିରୋଧ […]

Continue Reading

କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି କାଳି ମାଁଙ୍କ ମୂର୍ତି ଭାଙ୍ଗି ହିନ୍ଦୁଙ୍କ ବିରୁଦ୍ଧରେ ଜିହାଦ କରୁଛନ୍ତି? ଜାଣନ୍ତୁ ସତ।

୨୧ ଜାନୁଆରୀ ରେ ଫେସବୁକର ଓଡ଼ିଶା ବିଜେପି ଷପୋର୍ଟର ନାମ ପେଜରେ ଅନୁପ ଜେନା ନାମକ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟ ଷେୟାର କରିଛନ୍ତି, ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ମମତା ବେନର୍ଜି ସିଲିଗୁଡ଼ିର ଗେଟ ବଜାର ରେ ସ୍ଥାପିତ ଗୋଟିଏ କାଳି ମନ୍ଦିରରେ କାଳି ମାନକ ମୂର୍ତି ଭାଙ୍ଗିଛନ୍ତି। ଏହି ପୋଷ୍ଟରେ ଏହା ମଦଧୀ ଦାବି କରା ଯାଇଅଛି ଯେ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ନିଜ ପୁରା ତାକତ ଲଗାଇ […]

Continue Reading

କ’ଣ ଆମ୍ ଆଦ୍ମି ପାର୍ଟି ନେତା କୁମାର ବିଶ୍ଵାସ ବିଜେପି ରେ ସାମିଲ ହେଲେ? ଜାଣନ୍ତୁ ସତ।

ଦିଲ୍ଲୀ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଅନେକ ରାଜନୀତି ଦଳ ଅନେକ ପ୍ରକାରର ପଦକ୍ଷେପ ନେବାର ଦେଖା ଯାଉଅଛି। ଆମ ଆଦ୍ମି ପାର୍ଟି କୁ ଜୋର୍ଦାର ଟକ୍କର ଦେବା ପାଇଁ ବିଜେପି ପ୍ରସ୍ତୁତ ଅଛି। ଏହି ମଧ୍ୟରେ ଏପରି ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ ଆମ ଆଦ୍ମି ପାର୍ଟି ନେତା କୁମାର ବିଶ୍ଵାସ ପାର୍ଟି ଛାଡ଼ି ବିଜେପି ଦଳରେ ସାମିଲ ହେଇଛନ୍ତି। 20 ଜାନୁଆରୀ ରେ ଜଣେ ଫେସବୁକ ୟୁଜର “ଓଡ଼ିଶା ୱୀଥ […]

Continue Reading

କ’ଣ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇଛନ୍ତି?

ଆଜି ସଖାଲେ 20 ଜାନୁଆରୀ ରେ “ପକ୍କା ମୋଦି ଫେନ ମୁରାଳି” ନାମକ ଜଣେ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇଛନ୍ତି। ଏହା ନେଇ ସେ କହିଛନ୍ତି ଯେ ସିଏଏ ଓ ଏନ.ଆର.ସି ଭାରତର ବ୍ୟକ୍ତିଗତ ଏବଂ ଆଭ୍ୟନ୍ତରଣ ମାମଲା ଅଟେ। Facebook | Archive ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ […]

Continue Reading

RSS ଭାତର ନୂଆ ସମ୍ବିଧାନ ନିୟମର କୌଣସି 16 ପେଜର ପିଡିଏଫ ପୁସ୍ତକ ପ୍ରକାଶିତ କରିନିହିଁ।

ସୋସିଆଲ ମିଡିଆରେ   16 ପେଜର ପିଡିଏଫ ଭାଇରାଲ ହେଉଛି। ଏହି ପିଡିଏଫରେ ଦାବି କରାଯାଇଛି ଯେ,  ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଘ (RSS) ଦ୍ୱାରା ଭାରତର ନୂଆ ସମ୍ବିଧାନ ପ୍ରକାଶିତ କରିଛି। 16 ଜାନୁଆରିରେ Biswajeet Tandi ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଏହି 16 ପେଜର ପିଡିଏଫକୁ  ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆର.ଏସ.ଏସ ଭାରତର ନୂଆ ସମ୍ବିଧାନ ପ୍ରସ୍ତୁତ କରିଛି। ଏହା ଛଡ଼ା 16 ପେଜର ପିଡିଏଫରେ ଲେଖା ଯାଇଛି […]

Continue Reading

ଭାଇରାଲ ଫୋଟୋରେ କ’ଣ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି?

18 ଜାନୁଆରିରେ  Amitabh Pradhan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ ହୋଇଥିବା ଫୋଟୋରେ କୌଣସି ବ୍ୟକ୍ତି ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବାର ଦେଖା ଯାଉଛି। ଏହା ଛଡ଼ା ଫୋଟୋରେ  ରାହୁଲ ଗାନ୍ଧି ମଧ୍ୟ ଥିବାର ଦେଖା ଯାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅଟନ୍ତି। ଫୋଟୋରେ ସୋନିଆ ଗାନ୍ଧିଙ୍କର ବୟଷ 71 […]

Continue Reading

କ’ଣ ପୃଥଭିରାଜ ହରିଚନ୍ଦନ ନିଯୁକ୍ତ ହେଲେ ଓଡ଼ିଶା ବିଜେପିର ସଭାପଟୁ ରୂପେ? କ’ଣ ଏହା କୁ ନେଇ ନିରାଶ ହୋଇ ପାର୍ଟି ଛାଡିବା ଊପରେ ଅନେକ କାରଜ୍ୟକରତା?? ଜାଣନ୍ତୁ ସତ

Photo Credit: Odisha Sun Times ୧୫ ଜାନୁଆରୀରେ ଦିଲ୍ଲୀପ ପାଟକୁରା ନିର୍ବାଚାନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଗୋଟିଏ ପୋସ୍ତରେ ଏହା ଦାବି କରିଛନ୍ତି ଯେ ପୃଥିବୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟର ନୂଆ ବିଜେପି ସଭାପତି ନିଯୁକ୍ତ ହେଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ପୃଥିବୀରାଜ ହରିଚନ୍ଦନଙ୍କୁ ସଭାପତି ନିଯୁକ୍ତ କରିବା ଫଳେ ଅନେକ ପରତ୍ତି କରଜ୍ୟକର୍ତା ଏହାକୁ ନେଇ ନିରାଶ ଓ ଅନେକ […]

Continue Reading

ଆମ ଆଦମି ପାର୍ଟିର ଭୁଲ ବିଧାନସଭା ନିର୍ବାଚନ ପାର୍ଥୀ ଲିସ୍ଟ ଭାଇରାଲ।

ଦିଲ୍ଲିରେ ବିଧାନ ସଭା ନିର୍ବାଚନ ପାଇଁ କେଜରିୱାଲର ଆମ ଆଦମି ପାର୍ଟି ବାଧାନ ସଭା ପାଇଁ ନିଜର   ପାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ କଜରିୱାଲ ପ୍ରକାଶିତ କରଥିବା ଲିସ୍ଟରେ ଅଧିକ ମୁସ୍ଲିମ ପାର୍ଥି ଥିବାର ଦାବି ଭାଇରାଲ ହେଉଛି। 12 ଜାନୁଆରି ରେ Arun Sarangi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏହି ଦାବି କରିଛନ୍ତି। ସାରଙ୍ଗିଲ ନିଜ ପୋଷ୍ଟରେ କେଜରିୱାଲ ପ୍ରକାଶ କରିଥିବା ପ୍ରଥମ 21 […]

Continue Reading

କ’ଣ ନାଗରିକତା ସଂଶୋଧନ ଆଇନକୁ ନିଜ ପୁରା ସମର୍ଥନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗ? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନକୁ ନେଇ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ସୁଧା ଭାଇରାଲ ହେଉଛି। ହେଲେ ତା ମଧ୍ୟରୁ କେତେଟି ସତ ତ କେତୋଟି ମିଥ୍ୟା। କିଛି ଦିନ ପୂର୍ବରୁ ୨ ଜାନୁଆରୀ ରେ ନାଗରିକତା ଆଇନକୁ ନେଇ ଗୋଟିଏ ପୋଷ୍ଟ ଫେସବୁକର ବିଜେପି ଓଡ଼ିଶା ନାମ ପେଜରେ ଭାଇରାଲ ହେଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା ସଂଶୋଧନ ଆଇନକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ […]

Continue Reading

କ’ଣ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନଙ୍କ ନୂଆ ନିସ୍ପତି ଅନୁଯାୟି ସପ୍ତାହକୁ ୪ ଦିନ ଓ ଦିନକୁ ୬ ଘଣ୍ଟା କାମ କରିବେ କର୍ମଚାରୀ? ଜାଣନ୍ତୁ ସତ।

ଅଫିସ ଯାଉଥିବା ପ୍ରତ୍ୟେକ କର୍ମଚାରୀଚାରୀଙ୍କ ମନ‌ରେ ଏକ ବଡ଼ ‌କ୍ଷୋଭ ରହିଥାଏ। ଆଉ ସେଇଟି ହେଲା, ସପ୍ତାହକୁ ୬ଦିନ କାମ କରିବାକୁ ପଡ଼ୁଥିବା ବେଳେ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କୁ ମାତ୍ର ଗୋଟେ ଦିନ ମିଳିଥାଏ।  ୬ ଜାନୁଆରୀ ରେ ପବ୍ଲିକ ଭଏସ ସାଇଟରେ ଏହା ଦାବି କରା ଯାଇଅଛି ଯେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଏବେ କର୍ମଚାରୀ ମାନଙ୍କୁ ସପ୍ତାହରେ ୪ ଦିନ କାମ କରିବାର ପ୍ରସ୍ତାବ ରଖିଥିବା ଜଣା […]

Continue Reading

କ’ଣ କଂଗ୍ରେସ ବରିଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା ସିଏବି କୁ ନିଜ ସମର୍ଥନ ଦେଇଛନ୍ତି? ପ୍ରକୃତରରେ କ’ଣ କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିୟା? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନ କୁ ନେଇ ଅନେକ ଲୋକ ଅନେକ ପ୍ରକାର ର ପ୍ରତିକ୍ରିୟା ଦେଇଛନ୍ତି। କେତେ ଏହାର ସମର୍ଥନ କରିଛନ୍ତି ତ କେତେ ଏହାର ବିରୂଧ କରିଛନ୍ତି। ଆଶ୍ଚର୍ଯ୍ୟ ତେବେ ହେଲା ଯେବେ ବିପକ୍ଷ ରାଜନୀତି ଦଳ କଂଗ୍ରେସର ଜଣେ ନେତା ଏହି ନାଗରିକତା ସଂଶୋଧନ ଆଇନକୁ ନିଜ ସମର୍ଥନ ଦେଇଛନ୍ତି। ୧୧ ଡିସେମ୍ବର ସ୍ବରାଜ୍ୟମେଗ ସାଇଟରେ ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କଂଗ୍ରେସ ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା […]

Continue Reading

କ’ଣ କେନ୍ଦ୍ର ସରକାର ଓ ଅମିତ ଶାହଙ୍କ ଦ୍ଵାରା ନାଗରିକତା ସଂଶୋଧନ ଆଇନ କୁ ସମର୍ଥନ ଦେଇଛି ୟୁନାଇଟେଡ଼ ନେଶନ?

ବର୍ତମାନ ସମୟରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ହଙ୍ଗାମା ଚାଲିଛି। ଏହି ଆଇନକୁ ନେଇ ଦେଶ ହିଂସାର ନିୟାରେ ଜଳୁଅଛି।  ୨୩ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଶା ଖବର ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଯେଉଁ ଉଦ୍ଦେଶ୍ୟରେ ମୋଦି ସରକାର ନାଗରିକତା ସଂଶୋଧନ ଆଇନ ଲାଗୁ କରିଛନ୍ତି, ସେଥିରେ ବର୍ତମାନ ୟୁନାଇଟେଡ଼ ନେଶନ ମଧ୍ୟ ନିଜର ମଞ୍ଜୁରୀ ଦେଇ ସାରିଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା […]

Continue Reading

କ’ଣ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କରା ଯାଇଥିବା ଅପିଲକୁ ସୁପ୍ରୀମ କୋର୍ଟ ଖାରଜ କରିଛି? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିଦ୍ରୋହ ଚାଲିଛି। ସେହି ସମୟରେ ଅନେକ ଲୋକ ଏହି ଆଇନକୁ ସ୍ଵୀକାର ମଧ୍ୟ କରିଛନ୍ତି। ଏହି ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଇଅଛି। କିଛି ଦିନ ପୂର୍ବରୁ ଏହି ଆଇନ କୁ ନେଇ ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେଇଛି।  ୧୮ ଡିସେମ୍ବରରେ ଫେସବୁକର ବିଜେପି ନାମୋ ଓଡିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା […]

Continue Reading

କ’ଣ ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଭଉଣୀ ସହିତ ବିବାହ କରିଲେ ୧ ହଜାର କୋଟି ଟଙ୍କା ମିଳିବ? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଗୋଟିଏ ଘୋଷଣା। ଓଡ଼ିଆ ଏକ୍ସପ୍ରେସ ସାଇଟରେ ଛାପି ଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିମ ଯୋଙ୍ଗ ୟୁନଙ୍କ କହିବା ଆନୁଯାୟୀ ଯିଏ ତାଙ୍କ ଭଉଣୀ କିମ ୟୋ ଯୋଙ୍ଗ ସହିତ ବିବାହ କରିବା, ସେ ତାକୁ ୧୦୦୦ କୋଟି ଟଙ୍କା ଦେବେ। କିନ୍ତୁ ଏହି ପ୍ରସ୍ତାବ ସହିତ କିଛି ଶର୍ତ ଜୁଡି ରହିଅଛି। […]

Continue Reading

କ’ଣ ବିଜେପି ନେତା ଜଣେ ସମ୍ବାଦିକଙ୍କୁ ଖୁଲମ ଖୁଲା ଦେଲେ ଧମକି?

ସୋସିଆଲ ମିଡ଼ିଆରୁ ଆରମ୍ଭ ହୋରି ହ୍ୱାଟସ ଆପ ପର୍ଯ୍ୟନ୍ତ ଜଣେ ବିଜେପି ନେତାଙ୍କର ଦାଦାଗିରି ଭିଡିଓ ଭାଇରାଲ ହେଉଛି।  18 ନଭେମ୍ବରରେ ଅରବାଜ ଖାନ ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏହି ବିଜେପି ନେତାଙ୍କ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି (BJP ke neta ne media walon ko Di dhamki) ବିଜେପିର ନେତା ସାମ୍ବାଦିକଙ୍କୁ ଧମକି ଦେଲେ। ପୋଷ୍ଟ କରାଯାଇଥିବା ଭିଡିଓରେ ଦାବି କରାଯାଇଛି ଯେ, ଜଣେ ବିଜେପି ନେତା ଖୁଲମ […]

Continue Reading

କ’ଣ ଅଲଗା ଜାତିରେ ବିବାହ କରିଲେ ମିଳିବ ଏବେ ସରକାରୀ ଚାକିରି? କ’ଣ ସରକାର କରିଅଛି ଏହି ପ୍ରତିଶ୍ରୁତି? କେବେ ଠାରୁ ଲାଗୁ ହେଲା ଏହି ନୂଆ ନିୟମ? ଜାଣନ୍ତୁ।

ଫେସବୁକର ଓଡିଶା ଏକ୍ସକ୍ଳୁସିଭ ପେଜରେ ଛପି ଥିବା ଏହି ଅନୁଛେଦରେ ଏହା ଦାବି କରା ଯାଇଅଛିଜେ ଅଲଗା ଜାତିରେ ବିବାହ କରିଲେ ସରକାର ଦେବେ ସରକାରୀ ଚାକିରି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଆମ ଦେଶରୁ ଜାତିପ୍ରଥା ଦୂର କରିବା ପାଇଁ ସରକାର ଏହା ନିୟମ କରିଅଛି ଯେ ଅଲଗା ଜାତିରେ ବିବାହ କରିଲେ ସରକାର ୨.୫ ଲକ୍ଷ୍ୟ ତାଙ୍କ ଦବ। ପୂର୍ବରୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ […]

Continue Reading

କ’ଣ ଏହି ଭିଡିରେ ନାଚୁ ଥିବା ବ୍ୟକ୍ତି ଜଣେ ବିଜେପି ନେତା? କ’ଣ ବ୍ଯାଂକୋକ ରେ କରୁଅଛନ୍ତି ରାସଲୀଳା? ଜ୍ନାନ୍ତୁ ସତ।

Archive ଫେସବୁକର ବାବୁଷାନ ଫେନ କ୍ଲବରେ ପୋଷ୍ଟ ହୋଇଥିବା ଏହି ଭିଡିଓଟି ଭାଇରାଲ ହୋଇଚାଲିଅଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଅଛି ଯେ ଜଣେ ବ୍ୟକ୍ତି ବୀନା ବସ୍ତ୍ର ପିନ୍ଧି କିଛି ଝିଅ ମାନଙ୍କ ସହ ନାଚୁଛନ୍ତି ଏବଂ ଅସଲିଳ ବ୍ୟବହାର କରୁଛନ୍ତି। ଏହି ପୋଷ୍ଟରେ ଏହି ଝିଅ ମାନଙ୍କୁ ଦେହାଜିବି ବୋଲି ଦାବି କରା ଯାଇଅଛି। ନାଚୁଥିବା ଏହି ବ୍ୟକ୍ତି ଜଣେ ବିଜେପି ନେତା ବୋଲି ମଧ୍ୟ ଦାବି କରା ଯାଇଅଛି। ଭିଡିଓରେ ଆମେ ଏହା […]

Continue Reading

ଆଶ୍ଚର୍ଯ୍ୟ କରି ଦେଉଅଛି ଏହି ପୋଷ୍ଟ। କ’ଣ ଯୁଗ ଆଗରୁ ଲୋକେ ଜାଣିଥିଲେ ଯେ ଭାରତରେ ବି.ଜେ.ପି ଶାସନ ଆସିବା? କଣ ସତ ଏହି ପୋଷ୍ଟ ବିଷୟରେ? ଜାଣନ୍ତୁ।

Archive ନରେନ୍ଦ୍ର ମୋଦିଙ୍କ ନାମର ଏହି ଫେସବୁକ ପେଜରେ କିଛି ଦିନ ପୂର୍ବରୁ ଗୋଟିଏ ଏହି ମୁଦ୍ରାର ଛବି ପୋଷ୍ଟ କରା ଯାଇଥିଲା। ଏହି ଛବିରେ ମୁଦ୍ରାର ଗୋଟିଏ ପାର୍ଶ୍ଵ ରେ ଓଁ ସହିତ ଏକ ପଦ୍ମ ଫୁଲ ଅଛି ଏବଂ ଆଉ ଗୋଟିଏ ପାର୍ଶ୍ଵ ରେ ଭଗବାନ ଶ୍ରୀ ରାମ ଓ ସିତାଙ୍କ ପ୍ରତିଛବି ଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ୧୮୧୮ ମସିହାରେ ମଧ୍ୟ ଲୋକେ ଜାଣି ଥିଲେ ଯେ ଭାରତରେ […]

Continue Reading

କ’ଣ ଦାମୋଦର ରାଉତ ନିଜ ପାରିବାରିକ ସ୍ଵାର୍ଥ ପାଇଁ ଛାଡିଥିଲେ ବି.ଜେ.ଡି? କ’ଣ ପୁଅ ପାଇଁ ବି.ଜେ.ଡି ଦଳ ଛାଡି ବି.ଜେ.ପି ଦଳକୁ ଯାଇଥିଲେ ଓ କ’ଣ ନିଜ ଝିଅ ପାଇଁ ବି.ଜେ.ପି ଛାଡିଲେ? ଜାଣନ୍ତୁ ସତ।

ଫେସବୁକର ଓଡ଼ିଆ ଏକ୍ସକ୍ଲୁସିଭ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ବି.ଜେ.ଡି ର ପୂର୍ବତନ ବରିଷ୍ଠ ନେତା ଦାମୋଦର ରାଉତ ନିଜ ସ୍ଵାର୍ଥ ପାଇଁ, ନିଜ ପୁଅଙ୍କୁ ରାଜନୀତିରେ ପଶାଇବା ପାଇଁ ପାର୍ଟି ଛାଡି ବି.ଜେ॰ପି ଦଳରେ ଯାଇ ମିଶିଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଦାମୋଦର ରାଉତ ନିଜ ଝିଅ ପ୍ରୀତିନନ୍ଦାଙ୍କ ରାଜନୀତି ଭବିଷ୍ୟ ପାଇଁ ସେ ବହୁତ ବ୍ୟସ୍ତ। ସେଥିପାଇଁ ଦାମୋଦର ବି.ଜେ॰ପି ଦଳରୁ ଇସ୍ତଫା ଦେଇ […]

Continue Reading

କ’ଣ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଜ ଭାଷଣରେ କହିଅଛନ୍ତି ଯେ ୧୮୫୭ ରେ ସ୍ଵାଧୀନତା ପାଇଁ ହୋଇଥିବା ମହାକ୍ରାନ୍ତି ସାଭର୍କରଙ୍କ ବିନା ସମ୍ଭବ ହୋଇନଥାନ୍ତା? କ’ଣ ସତ୍ୟ ଏହି ପୋଷ୍ଟର। ଜାଣନ୍ତୁ ଆମ ଅନୁସନ୍ଧାନରୁ।

Archive  କିଛି ସମୟ ପୂର୍ବରୁ “ଓଡ଼ିଶା ୟୁଥ କଂଗ୍ରେସ” ନାମ ଏକ ଫେସବୁକ ପେଜରେ ଭାଇରାଲ ହୋଇଥିବା| ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଜ ଭାଷଣରେ ଏହା କହିଅଛନ୍ତି ଯେ ୧୮୫୭ ରେ ଭାରତର ସ୍ଵତନ୍ତ୍ରତା ପାଇଁ ଇଂରେଜ ସରକାର ବିରୁଦ୍ଧରେ ପ୍ରାରମ୍ଭ ହୋଇଥିବା ଐତିହାସିକ କ୍ରାନ୍ତି ବିନାୟକ ଦାମୋଦର ସାଭର୍କରଙ୍କ ବିନା ସମ୍ଭବ ନଥିଲା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ସାଭର୍କରଙ୍କ […]

Continue Reading