କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ କହିଛନ୍ତି ଯେ ଛତ୍ତିସଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଳ ଅଦାନିଙ୍କ ପାଇଁ କାମ କରନ୍ତି? ଜାଣନ୍ତୁ ସତ୍ୟ। 

ଛତ୍ତିସଗଡ଼ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ରାଲି ଓ ଅଭିଯାନରେ ଜୋର-ଶୋରରେ ଲାଗିଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଜନତାଙ୍କୁ ସମ୍ଭୋଧିତ କରିଛନ୍ତି। ତାଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଶୁଣିବାକୁ ମିଳିଛି ଯେ, “ଆପଣ ଚାଷୀଙ୍କଠାରୁ ଟଙ୍କା ଛଡ଼ାଇବା ପାଇଁ ଆଇନ ପ୍ରଣୟନ କରିଥିଲେ। ଆପଣ ଆଦାନୀଙ୍କୁ ଟଙ୍କା ଦେବା ପାଇଁ ନିୟମ ଗଠନ କରିଛନ୍ତି ଏବଂ ଆପଣ ଆଦାନୀଙ୍କୁ ୨୪ ଘଣ୍ଟା […]

Continue Reading