କ’ନ ଭାଇରାଲ ଫୋଟୋରେ ନୁପୁର ଶର୍ମା ବିବାଦର ଶୁଣାଣୀ କରିଥିବା ଜଜ୍ ପାଦ୍ରୀୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରାଏଙ୍କ ସହିତ ଭୋଜନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୁପ୍ରିମ୍ କୋର୍ଟରେ ନୁପୁର ଶର୍ମା ବିବାଦ ମାମଲାରେ ଶୁଣାଣୀ କରିଥା ଜଜ୍ ଜେ.ବି.ପାଦ୍ରିୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତଙ୍କ ନାମରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଜଜ୍ ପାଦ୍ରିୱାଲା ଏବଂ ଜଜ୍ ସୂର୍ଯ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରୋଏ ଏବଂ ଅନ୍ୟାନ୍ୟ ଲୋକଙ୍କ ସହିତ ଭୋଜନ କରୁଛନ୍ତି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋରେ […]

Continue Reading

କ’ଣ ଭାଇରାଲ ଫୋଟୋରେ ନାଗା ସାଧୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶରେ ସମ୍ପ୍ରଦାୟିକ ବିଦ୍ରୋହର ଅନେକ ମାମଲା ସାମନାକୁ ଆସିଛି। ଏହା ମଧ୍ୟରେ କିଛି ଗୋଷ୍ଠୀ ଲୋକେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।  ବର୍ତ୍ତମାନ ସୋସିଆଲ ନାଗା ସାଧୁ ମାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ୨୦୧୪ ମସିହାର […]

Continue Reading

ପୁରୁଣା ଭିଡିଓକୁ ନୂପୁର ଶର୍ମାଙ୍କ ସମର୍ଥନରେ ହିନ୍ଦୁମାନଙ୍କ ଭିଡ଼ ମିଥ୍ୟା ଦାବିରେ ଭାଇରାଲ।

ନୂପୁର ଶର୍ମାଙ୍କ ବିବାଦିୟ ବାୟାନ ପରେ ସୋଶିଆଲ ମିଡିଆରେ ଅନେକ ଭିଡିଓ ଏବଂ ଖବର ତାଙ୍କ ସମର୍ଥନରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଅଧିକ ସଂଖ୍ୟାରେ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି।  ଭିଡିଓ ସହ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ଅଟେ। ଏବଂ  ଏହି ଭିଡ଼ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ପାଇଁ ବାରିଛି। Santosh Behera ନାମକ ଜଣେ ଫେସବୁକ ୟୂଜର ଭାଇରାଲ […]

Continue Reading

କ’ଣ ଭାଇରାଲ ଭିଡିଓରେ ଜାମ୍ମୁର ହିନ୍ଦୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କ ଟିଭି ବିତର୍କ ସମୟରେ ପ୍ରୋଫେଟ୍ ମୋହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଶରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଜନସମାଗମରେଲି କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ଜାମ୍ମୁରୁ ଆସିଛି ଯେଉଁଥିରେ ସ୍ଥାନୀୟ ହିନ୍ଦୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ସାମନାକୁ ଆସିଛନ୍ତି।  କିନ୍ତୁ ଅନୁସନ୍ଧାନ […]

Continue Reading