ଅଷ୍ଟ୍ରେଲିଆ ର ଗୋ-ଗୋ ଡ୍ୟାନ୍ସରଙ୍କ ଫଟୋକୁ ସୋନିଆ ଗାନ୍ଧୀଙ୍କ ଫଟୋ ଦାବି ସହିତ ସେୟାର କରାଯାଇଛି।

ନିକଟରେ ସୋସିଆଲ ମିଡିଆରେ ତିନି ଜଣ ମହିଳାଙ୍କର ନାଚୁଥିବା ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ମଝିରେ ଥିବା ମହିଳା ସୋନିଆ ଗାନ୍ଧୀ ବୋଲି ଦାବି କରାଯାଇଛି। ଫଟୋଟି ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପ୍ରିୟ କଂଗ୍ରେସ ଚାମଚା, ଏପଷ୍ଟିନ ଫାଇଲ ର ମହିମା ମଣ୍ଡନ କରିଥିବା ଏହି ଫୋଟୋ ରେ ତିନିଜଣ ଅର୍ଦ୍ଧନଗ୍ନ ଯୁବତୀ ନୃତ୍ୟ ପରିବେଷଣ କରୁଛନ୍ତି. ଟିକେ ଜୁମ କରିକି ଦେଖ ମଝିରେ ନୃତ୍ୟ କରୁଥିବା ଅର୍ଦ୍ଧନଗ୍ନ ଯୁବତୀ ଜଣକ ତମ […]

Continue Reading

ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ବର୍ତ୍ତମାନ ଜଣେ ବିଦେଶୀ ମହିଳାଙ୍କ ଫଟୋ ସହିତ ସୋନିଆ ଗାନ୍ଧୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରଥମ ଫଟୋ ଯେଉଁଥିରେ ଜଣେ ମହିଳାଙ୍କୁ କମ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି ସେ ସୋନିଆ ଗାନ୍ଧୀ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫଟୋରେ କମ୍ ପୋଷାକ ପିନ୍ଧିଥିବା ମହିଳା ସୋନିଆ ଗାନ୍ଧୀ ନୁହେଁନ୍ତି। ସେ ଜଣେ ହଲିୱୁଡ୍ ଅଭିନେତ୍ରୀ ଏବଂ […]

Continue Reading

ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଜଣେ ବିଦେଶୀ ମହିଳାଙ୍କ ତିନୋଟି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ କିଛି ଲୋକଙ୍କ ସହ ଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫୋଟୋରେ ଥିବା ମହିଳା ହେଉଛନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହଲିୱୁଡ୍ ମୁଭି ‘ଡାଃ ନୋ’ ର ଅଭିନେତ୍ରୀ ଉରସୁଲା ଆଣ୍ଡରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ […]

Continue Reading

ସୋନିଆ ଗାନ୍ଧୀ ଚୀନର ପ୍ରତିନିଧିଙ୍କୁ ସ୍ୱାଗତ କରିବା ସମୟରେ ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନଥିଲେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଚାଇନା ର କିଛି ପ୍ରତିନିଧିଙ୍କୁ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂ ସ୍ଵାଗତ କରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଚୀନର ପ୍ରତିନିଧି ପହଞ୍ଚିଥିଲେ ସେତେବେଳେ ସୋନିଆ ଗାନ୍ଧୀ ତାଙ୍କ ନିକଟରେ ଛିଡ଼ା ହୋଇ ଫୋଟୋ ନେଇଥିଲେ।  ଭିଡିଓକୁ ଏପରି ସେୟାର କରା ଯାଇଛି ଯେପରି ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ସୋନିଆ ଗାନ୍ଧୀ ତାଙ୍କୁ ଅସମ୍ମାନ କରି ଚୀନର […]

Continue Reading

କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବସିବା ପାଇଁ ସ୍ଥାନ ନଦେଇ ତାଙ୍କ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

ନିକଟରେ ସୋନିଆ ଗାନ୍ଧୀ ଗଣମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଚରା (Poor Lady) ବୋଲି କହିଲା ପରେ ଏହା ଏକ ବିବାଦ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କୁ ବିଚରା କହି ତାଙ୍କୁ ଅପମାନିତ କରିଛନ୍ତି ସୋନିଆ ଗାନ୍ଧୀ ବୋଲି ଅନେକ ଲୋକ ଅଭିଯୋଗ ଆଣିଛନ୍ତି। ଏହି ପ୍ରସଙ୍ଗରେ ଗୋଟିଏ ପୁରୁଣା ଫୋଟୋ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛିଡ଼ା ହୋଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଲ୍.କେ ଆଡଭାନୀ ବସିଥିବା […]

Continue Reading

ସୋନିଆ ଗାନ୍ଧୀଙ୍କର ସିଗାରେଟ ଟାଣୁଥିବା ଭାଇରାଲ ଫୋଟୋ ଡିଜିଟାଳି ଏଡିଟ୍ କରା ଯାଇଛି। 

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କର ସିଗାରେଟ ଟାଣୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି।  ଫୋଟୋ ସେୟାର କରି ଜଣେ ଫକେବୂମ ଉପଭୋକ୍ତା ପରିହାସ କରି ଲେଖିଛନ୍ତି, “ଯେଉଁମାନେ ଚିହ୍ନିବେ ସେମାନଙ୍କୁ ଖଟା ଖଟ ଟକା ଟକ ସ୍କିମ୍ ରେ ୮୫୦୦ ଟଙ୍କା ମିଳିବ।” Facebook | Archive ଆମ ଅନୁସନ୍ଧାନ:  ଭାଇରାଲ୍ ଫୋଟୋକୁ ଅତି ନିକଟରୁ […]

Continue Reading

କ’ଣ ରାମ ମନ୍ଦିର ନିର୍ମାଣର ବିରୋଧ କରୁଥିବା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ଭଗବାନ ରାମଙ୍କ ଭେଷ ହେଇଥିବା ଲୋକକୁ ତିଳକ ଲଗାଉଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କ ଗୋଟିଏ ଫୋଟୋ ଭାଇରାଲ ହେବା ରେ ଲାଗିଛି ଯେଉଁଥିରେ ସେ ଭଗବାନ ରାମଙ୍କ ଭେଷରେ ଥିବା ଜଣେ ବ୍ୟକ୍ତିଙ୍କୁ ଟିଲକ ଲଗାଉଛନ୍ତି। ଦାବି କରା ଯାଉଛି ଯେ ରାମ ମନ୍ଦିର ନିର୍ମାଣ ହେବା କାର୍ଯ୍ୟ ଦେଖି ସୋନିଆ ଗାନ୍ଧୀ ମଧ୍ୟ ଏପରି କରିବାକୁ ବାଧ୍ୟ ହେଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ଏବଂ ଭ୍ରମାତ୍ମକ ବୋଲି ପାଇଲା। ଏହା ଗୋଟିଏ ପୁରୁଣା ଫୋଟୋ ଏବଂ ସୋନିଆ ଗାନ୍ଧୀ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। […]

Continue Reading

କ’ଣ ନୁପୁର ଶର୍ମା କେସ୍ ର ବିଚାରପତି ଜଜ୍ ଜେ.ବି.ପାଦ୍ରୀୱାଲା ଜଣେ କଂଗ୍ରେସ ବିଧାୟକ ଥିଲେ? ଜାଣନ୍ତୁ ସତ୍ୟ।

୧ ଜୁଲାଇ ୨୦୨୨ ରେ ନୁପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମ୍ କୋର୍ଟର ଜଜ୍ ସୂର୍ଯ୍ୟକାନ୍ତ ଏବଂ ଜେ.ବି. ପାଦ୍ରୀୱାଲା, ନୁପୁର ଶର୍ମାଙ୍କୁ ନିନ୍ଦା କରି କହିଛନ୍ତି ଯେ ତାଙ୍କ ବିବାଦୀୟ ବିବୃତ୍ତି କାରଣରୁ ଦେଶରେ ସମ୍ପ୍ରଦାୟିକ ନିଆ ଲାଗିଛି। ସେଥିପାଇଁ ତାଙ୍କୁ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ।  ସୁପ୍ରିମ୍ କୋର୍ଟର ଏହି ବିବୃତ୍ତି ପରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହିତ ଜଣେ ବିଚାରପତିଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading

କ’ଣ ଭିଡିଓରେ ସୋନିଆ ଗାନ୍ଧୀ ଭାରତ ଜାତୀୟ ପତକା ଉତ୍ତୋଳନ କରୁଥିବା ସମୟରେ ତାହା ପୋଲରୁ ଖସି ପଡିଥିଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ପତକା ଉତ୍ତୋଳନ କରୁଛନ୍ତି। କିନ୍ତୁ ସେହି ପତକା ପୋଳରୁ କଷି ପଡୁଛି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ସୋନିଆ ଗାନ୍ଧୀ ଭାରତର ଜାତୀୟ ପତକା ଉତ୍ତୋଳନ କରିବା ସମୟରେ ତାହା ପୋଲରୁ ଖସି ପଡିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା […]

Continue Reading

କ’ଣ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ କ୍ରିଷ୍ଟ ଧର୍ମ ରୀତିନୀତିରେ ହେଇଥିଲା? ଜାଣନ୍ତୁ ସତ୍ୟ।

କଂଗ୍ରେସ ପାର୍ଟି ଗାନ୍ଧୀ ପରିବାର ନିଜ ଧର୍ମକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ସୋନିଆ ଗାନ୍ଧୀ କ୍ରିଷ୍ଟ ଧର୍ମରୁ ହେଇଥିବା କାରଣରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ କୃଷ୍ଟିୟାନ ହେଇଥିବା ଅଭିଯୋଗ କରି ଆସୁଛନ୍ତି ଶାସକ ଦଳ ସମର୍ଥକ ମାନେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏବଂ ପୁରୁଷ ଜଣେ ପାଦରୀଙ୍କ ସାମନାରେ କିଛି କାଗଜରେ ଦସ୍ତଖତ କରୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ସେମାନେ […]

Continue Reading

ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି ?

ସୋସିଆଲ ମିଡିଆରେ  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ସହ ଏକ ପୁରୁଣା ଫଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ହେଉଛନ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି। ଆମ ଅନୁସନ୍ଧାୱରେ ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ବାସ୍ତବରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଛିଡା ହୋଇଛନ୍ତି। ଭାଇରାଲ ଫଟୋ 1996 ସମୟର ଅଟେ।  ଆମକୁ […]

Continue Reading

ଭାଇରାଲ ଫଟୋ କ’ଣ ସୋନିଆ ଗାନ୍ଧୀଙ୍କ ଯୁବା ଅବସ୍ଥାର ?

ସୋସିଆଲ ମିଡିଆରେ ସୋନିଆ ନନ୍ଧୀଙ୍କ ଫଟୋ ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଏହା ହେଉଛି ସୋନିଆ ଗାନ୍ଧୀଙ୍କ ଯୌବନ ଅବସ୍ଥାର ଫଟୋ ଅଟେ। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ଉପବାସ ସହ ଆଲୋଚନା ମଧ୍ୟ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   11 ଜୁନରେ Das Ranjan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ୟରେ ଭାଇରାଲ ଫଟୋ […]

Continue Reading

ସୋନିଆ ଗାନ୍ଧୀଙ୍କ ଏଡିଟେଡ୍ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ବୁକ୍ ସେଲଫରେ ଏକ ବହିକୁ ଦର୍ଶାଯାଇଛି।  ବହିରେ ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ’ ତାହା ଲେଖା ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  1 ଜୁନରେ Krishna jaykrishna ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଭଲ ଭାବେ […]

Continue Reading