କଙ୍ଗନା ରଣାଓତ ଭାରତକୁ ‘ଗରିବ’ଙ୍କ ଦେଶ ଭାବରେ ବର୍ଣ୍ଣନା କରୁଥିବା ଭିଡିଓଟି ଏଡିଟ୍ କରା ଯାଇଛି।
କଙ୍ଗନା ରଣାୱତଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ସେ ଭାରତକୁ ଏକ ଗରିବ ଏବଂ ନଙ୍ଗଳା ଦେଶ ଭାବରେ ଗଣମାଧ୍ୟମକୁ ବର୍ଣ୍ଣନା କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଭିଡିଓକୁ ଏଡିଟ୍ କରି ସେୟାର କରା ଯାଇଛି। ମୂଳ ଭିଡିଓରେ କଙ୍ଗନା ଧୁରନ୍ଧର ଫିଲ୍ମ ବିଷୟରେ କହୁଛନ୍ତି। ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ। Facebook | […]
Continue Reading