ହୁଗଲି ଇଜେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ନିକଟରେ ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଜିତିବା ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ସେଠାରୁ ମୁସ୍ଲିମ ମାନେ ନିର୍ବାସନ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହୁଗଲି ଇଯେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ […]
Continue Reading