ମୋନାଲିସା ନିଖୋଜ ବୋଲି ଭିଡିଓରେ କହୁଥିବା ବ୍ୟକ୍ତି ତାଙ୍କ ସ୍ଵାମୀ ଫରମାନ ନୁହଁନ୍ତି। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ରାଜସ୍ଥାନର ଜଣେ ବାସିନ୍ଦା।
ବର୍ତ୍ତମାନ ସୋସିଆଲ ମିଡିଆରେ ମହାକୁମ୍ଭ ଝିଅ ମୋନାଲିସାଙ୍କ ଫୋଟୋ ସହ ଜଣେ ବ୍ୟକ୍ତିଙ୍କ ଫୋଟୋ ସେୟାର ହେଉଛି। ଦାବି କରା ଯାଉଛି ଯେ ଫୋଟୋରେ ଥିବା ବ୍ୟକ୍ତି ହେଉଛନ୍ତି ମୋନାଲିସାଙ୍କ ସ୍ଵାମୀ ଫରମାନ ଖାନ ଯିଏ ମୋନାଲିସା ନିଖୋଜ ହେଇଥିବା ଦାବି କରିଛନ୍ତି। ପୋଷ୍ଟରେ କୁହା ଯାଇଛି, “ଭାଇରାଲ ପ୍ରେମ କାହାଣୀ ସେଶ। ପ୍ରେମରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଫରମାନଙ୍କ ହାତ ଛାଡିଲେ ମୋନାଲିସା।” Facebook | Archive ଏହାର ଏକ ଭିଡିଓ ଆମକୁ ଇଂଷ୍ଟାଗ୍ରାମ୍ ରେ ପୋଷ୍ଟ […]
Continue Reading